Odisha News Lens 4.1

Top Menu

  • About
  • Contact

Main Menu

  • Home
  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ବିଶେଷ
  • ପରିବେଶ
  • ତର୍ଜମା
  • ସଂସ୍କୃତି
READ NEWS IN ENGLISH ( ver.4.2) Thursday, April 09, 2026, Login
  • About
  • Contact

logo

Header Banner

Odisha News Lens 4.1

  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ଅନ୍ୟାନ୍ୟ
    • ବିଶେଷ
    • ପରିବେଶ
    • ତର୍ଜମା
    • ସଂସ୍କୃତି
  • ଭାଙ୍ଗି ଯାଇଥିବା କାଚ ଘରେ ରଖିବା ଶୁଭଙ୍କର ...

  • ଭାରତୀୟମାନଙ୍କୁ ଯଥାଶୀଘ୍ର ଇରାନ ...

  • ଯୁଦ୍ଧରେ ଲାଗିଲା ୨ ସପ୍ତାହର ବିରାମ

  • ଏହି ତିନୋଟି ରାଜ୍ୟରେ ପ୍ରଚାର କାର୍ଯ୍ୟ ...

  • ସେୟାର ମାର୍କେଟରେ ଚମକ, ସୁନା ମହଙ୍ଗା

  • ଦୁଇ ସପ୍ତାହ ପାଇଁ ଅସ୍ତ୍ରବିରତି ଘୋଷଣା

  • ଜଣେ ଇଞ୍ଜିନିୟରଙ୍କୁ ବିବାହ କଲେ ଆଇଆଇଟି ...

  • ଆଳୁ ରସ କରିବ ତ୍ଵଚାକୁ ଗୋରା

  • ପଶ୍ଚିମବଙ୍ଗ ଭୋଟର ତାଲିକା ସମ୍ପର୍କରେ ...

  • ପିଏଫ୍ ଜମା ଉଠାଇବା ଏବେ ହୋଇଗଲା ଆହୁରି ...

ରାଜନୀତି
Home ›› ରାଜନୀତି ››କଂଗ୍ରେସରୁ ଇସ୍ତଫା ଦେଲେ ମନପ୍ରୀତ ବାଦଲ

କଂଗ୍ରେସରୁ ଇସ୍ତଫା ଦେଲେ ମନପ୍ରୀତ ବାଦଲ

2023-01-18 17:42:44
14353
Share:
Facebook
Twitter
E-Mail
WhatsApp
Telegram
କଂଗ୍ରେସରୁ ଇସ୍ତଫା ଦେଲେ ମନପ୍ରୀତ ବାଦଲ

ପଞ୍ଜାବର ପୂର୍ବତନ ଅର୍ଥମନ୍ତ୍ରୀ ମନପ୍ରୀତ ବାଦଲ କଂଗ୍ରେସରୁ ଇସ୍ତଫା ଦେଇଛନ୍ତି। କଂଗ୍ରେସରୁ ଇସ୍ତଫା ଦେବା ପରେ ବାଦଲ ଦିଲ୍ଲୀର ବିଜେପି ମୁଖ୍ୟାଳୟରେ ପହଞ୍ଚି ବିଜେପିରେ ସାମିଲ ହୋଇଥିବା ଜଣାପଡ଼ିଛି।  ୨୦୨୨ ବିଧାନସଭା ନିର୍ବାଚନରେ କଂଗ୍ରେସ ପରାସ୍ତ ହେବା ପରେ ମନପ୍ରୀତ ଦଳରେ କୋଣଠେସା ହୋଇ ରହିଥିଲେ। ଏଥିପାଇଁ ସେ ଦଳ ଛାଡ଼ୁଥିବା ରାହୁଲ ଗାନ୍ଧିଙ୍କୁ ପଠାଇଥିବା ଇସ୍ତଫାପତ୍ରରେ ଉଲ୍ଲେଖ କରିଛନ୍ତି।

ବିଜେପି ହେଉଛି ମନପ୍ରୀତଙ୍କ ୪ର୍ଥ ଦଳ। ସେ ୨୭ ବର୍ଷ ହେଲା ରାଜନୀତି ମୈଦାନରେ ରହିଛନ୍ତି। ସେ ପ୍ରଥମେ ୧୯୯୫ରେ ଅକାଳୀ ଦଳ ସହ ମିଶି ରାଜନୀତି ଆରମ୍ଭ କରିଥିଲେ। ୨୦୧୦ରେ ସେ ପିପୁଲ୍ସ ପାର୍ଟି ଅଫ ପଞ୍ଜାବ ଗଠନ କରିଥିଲେ।

୨୦୧୪ ସାଧାରଣ ନିର୍ବାଚନ ବେଳେ ସେ କଂଗ୍ରେସରେ ଯୋଗ ଦେଇଥିଲେ। ଏହାପରେ ପଞ୍ଜାବ ବିଧାନସଭା ନିର୍ବାଚନରେ ଜିତି ଅର୍ଥମନ୍ତ୍ରୀ ହୋଇଥିଲେ। ତେବେ ୨୦୨୨ ବିଧାନସଭା ନିର୍ବାଚନରେ ସେ ଭାତିଣ୍ଡା ଅର୍ବାନ ବିଧାନସଭା ଆସନରୁ ହାରିଥିଲେ। ଏବେ ସେ କଂଗ୍ରେସ ଛାଡ଼ି ବିଜେପିରେ ଯୋଗ ଦେଇଛନ୍ତି।


Powered by Froala Editor

Tags badal

Related articles Odisha News Lens 4.1

  • ଭାରତୀୟମାନଙ୍କୁ ଯଥାଶୀଘ୍ର ଇରାନ ଛାଡିବାକୁ ନିର୍ଦ୍ଦେଶ
    ଦେଶ-ଦେଶାନ୍ତର

    ଭାରତୀୟମାନଙ୍କୁ ଯଥାଶୀଘ୍ର ଇରାନ ଛାଡିବାକୁ ନିର୍ଦ୍ଦେଶ

    15287
    Apr 08, 2026
  • ପିଏଫ୍ ଜମା ଉଠାଇବା ଏବେ ହୋଇଗଲା ଆହୁରି ସହଜ, ଜାଣନ୍ତୁ କେମିତି?
    ଦେଶ-ଦେଶାନ୍ତର

    ପିଏଫ୍ ଜମା ଉଠାଇବା ଏବେ ହୋଇଗଲା ଆହୁରି ସହଜ, ଜାଣନ୍ତୁ କେମିତି?

    15784
    Apr 07, 2026
  • ଭାଙ୍ଗି ଯାଇଥିବା କାଚ ଘରେ ରଖିବା ଶୁଭଙ୍କର ନୁହେଁ
    ବିଶେଷ

    ଭାଙ୍ଗି ଯାଇଥିବା କାଚ ଘରେ ରଖିବା ଶୁଭଙ୍କର ନୁହେଁ

    13760
    Apr 08, 2026
  • ଆଳୁ ରସ କରିବ ତ୍ଵଚାକୁ ଗୋରା
    ବିଶେଷ

    ଆଳୁ ରସ କରିବ ତ୍ଵଚାକୁ ଗୋରା

    14284
    Apr 07, 2026
  • ଜଣେ ଇଞ୍ଜିନିୟରଙ୍କୁ ବିବାହ କଲେ ଆଇଆଇଟି ବାବା
    ଦେଶ-ଦେଶାନ୍ତର

    ଜଣେ ଇଞ୍ଜିନିୟରଙ୍କୁ ବିବାହ କଲେ ଆଇଆଇଟି ବାବା

    14200
    Apr 08, 2026
  • ଏହି ତିନୋଟି ରାଜ୍ୟରେ ପ୍ରଚାର କାର୍ଯ୍ୟ ଶେଷ, ୯ରେ ଭୋଟକୁ ଅପେକ୍ଷା
    ଦେଶ-ଦେଶାନ୍ତର

    ଏହି ତିନୋଟି ରାଜ୍ୟରେ ପ୍ରଚାର କାର୍ଯ୍ୟ ଶେଷ, ୯ରେ ଭୋଟକୁ ଅପେକ୍ଷା

    15211
    Apr 08, 2026
  • ଦୁଇ ସପ୍ତାହ ପାଇଁ ଅସ୍ତ୍ରବିରତି ଘୋଷଣା
    ଦେଶ-ଦେଶାନ୍ତର

    ଦୁଇ ସପ୍ତାହ ପାଇଁ ଅସ୍ତ୍ରବିରତି ଘୋଷଣା

    13526
    Apr 08, 2026
  • ପଶ୍ଚିମବଙ୍ଗ ଭୋଟର ତାଲିକା ସମ୍ପର୍କରେ ଆସିଲା ବଡ଼ ଅପଡେଟ୍, ଜାଣନ୍ତୁ କ’ଣ ?
    ଦେଶ-ଦେଶାନ୍ତର

    ପଶ୍ଚିମବଙ୍ଗ ଭୋଟର ତାଲିକା ସମ୍ପର୍କରେ ଆସିଲା ବଡ଼ ଅପଡେଟ୍, ଜାଣନ୍ତୁ କ’ଣ ?

    14389
    Apr 07, 2026
  • ସେୟାର ମାର୍କେଟରେ ଚମକ, ସୁନା ମହଙ୍ଗା
    ଦେଶ-ଦେଶାନ୍ତର

    ସେୟାର ମାର୍କେଟରେ ଚମକ, ସୁନା ମହଙ୍ଗା

    14083
    Apr 08, 2026

ଆପଣ ଆଗ୍ରହୀ ହୋଇପାରନ୍ତି

  • ବିଶେଷ

    ଭାଙ୍ଗି ଯାଇଥିବା କାଚ ଘରେ ରଖିବା ଶୁଭଙ୍କର ନୁହେଁ

    13760
    Apr 08, 2026
  • ଦେଶ-ଦେଶାନ୍ତର

    ଦୁଇ ସପ୍ତାହ ପାଇଁ ଅସ୍ତ୍ରବିରତି ଘୋଷଣା

    13526
    Apr 08, 2026
  • ଦେଶ-ଦେଶାନ୍ତର

    ପିଏଫ୍ ଜମା ଉଠାଇବା ଏବେ ହୋଇଗଲା ଆହୁରି ସହଜ, ଜାଣନ୍ତୁ କେମିତି?

    15784
    Apr 07, 2026

Advertisement

ସଂସ୍କୃତି

ଓଡ଼ିଶାଲିଙ୍କ୍ସର ୮ମ ସ୍ଵନକ୍ଷତ୍ର, ଲୁହରେ ଭିଜାଇଲା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଭକ୍ତି ଆଧାରିତ ନାଟକ ‘ଅଦୃଶ୍ୟ ଜଗନ୍ନାଥ‘

ଭୁବନେଶ୍ୱର: ରାଜଧାନୀର ଭଞ୍ଜକଳା ମଣ୍ଡପଠାରେ ଡିଜିଟାଲ ଗଣମାଧ୍ୟମ ଜଗତରେ ସ୍ୱତନ୍ତ୍ର ପରିଚିତି ହାସଲ କରିଥିବା ଓଡ଼ିଶାଲିଙ୍କ୍ସର ୮ମ ସ୍ଵନକ୍ଷତ୍ର ପାଳିତ ହୋଇଛି। କ୍ରୀଡ଼ା, ଯୁବ ବ୍ୟାପାର, ଭାଷା ଓ ସଂସ୍କୃତି ଏବଂ ଉଚ୍ଚ ...

  • ୨୯ ତମ ଓଏମ୍‌ସି. ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବ ଉଦ୍‍ଯାପିତ

    17408
    Sep 10, 2023
  • ୨୯ ତମ ଓଏମ୍‌ସି ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବର ଚତୁର୍ଥ ସଂଧ୍ୟାରେ କୁଚିପୁଡ଼ି ନୃତ୍ୟ ସାଙ୍ଗକୁ ତବଲା ବାଦରେ ଦର୍ଶକ ବିଭୋର

    17465
    Sep 09, 2023
  • କଥକ ଶାସ୍ତ୍ରୀୟ ନୃତ୍ୟ ସହିତ ହିନ୍ଦୁସ୍ଥାନୀ କଣ୍ଠ ସଙ୍ଗୀତରେ ଦର୍ଶକ ବିଭୋର

    17816
    Sep 06, 2023
  • ୮୫ ତମ ଉତ୍କଳ ଦିବସ

    16293
    Apr 03, 2021

ବିଶେଷ

  • ଭାଙ୍ଗି ଯାଇଥିବା କାଚ ଘରେ ରଖିବା ଶୁଭଙ୍କର ନୁହେଁ

    13760
    Apr 08, 2026
  • ଆଳୁ ରସ କରିବ ତ୍ଵଚାକୁ ଗୋରା

    14284
    Apr 07, 2026
  • ତ୍ୱଚାକୁ ପ୍ରାକୃତିକ ଚମକ ଦେବ ଏହି ଫଳ

    15672
    Apr 06, 2026
  • ଆମ୍ବର ଦାମ୍ ୩ ଲକ୍ଷ ଟଙ୍କା

    14157
    Apr 04, 2026
  • ଏହି ସ୍ଥାନରେ ଲଗାଇଲେ ଆଲୋଭେରା ଗଛ, ଘରକୁ ମାଡ଼ିଆସିବ ବିପଦ

    15501
    Apr 02, 2026

ବାଣିଜ୍ୟ

ଉଛୁଳିଛି ସେୟାର ବଜାର, ସୁନା ଦର ବୃଦ୍ଧି

ଆମେରିକା ସେନା ଇରାନ ଛାଡ଼ିବା ନେଇ ଟ୍ରମ୍ପଙ୍କ ଘୋଷଣା ପରେ ଉଛୁଳିଛି ସେୟାର ବଜାର ।  ବଜାର ଖୋଲିବାରୁ ସେନ୍‌ସେକ୍ସ ୧,୬୦୦ ପଏଣ୍ଟ୍ ବୃଦ୍ଧି ପାଇଥିଲା ପରେ ଏହା ୧୮୦୦ ପଏଣ୍ଟ ବୃଦ୍ଧି ପାଇଛି । ସେହିପରି ନିଫ୍ଟି ୫୦୦ ପଏଣ୍ଟ୍ ଉପରକୁ ଉଠିଛି । ନିଫ୍ଟି ୨୨ ହଜାର ୮୦୦ ପଏଣ୍ଟ ଉପରେ ରହିଥିବା ବେଳେ ସେନସେକ୍ସ ୭ ...

  • ସୁନା୬,୭୦୦ ଟଙ୍କା କମିଲା

    15319
    Mar 23, 2026
  • ପ୍ରିମିୟମ୍ ପେଟ୍ରୋଲ ୨ଟଙ୍କା ବଢ଼ିଲା

    15049
    Mar 22, 2026
  • ସୁନାରେ ବଡ଼ ହ୍ରାସ, ମଧ୍ୟବିତ୍ତଙ୍କ ପାଇଁ ଖୁସି

    15553
    Mar 22, 2026
  • ୨୭୮୦ ଟଙ୍କା ଶସ୍ତା ହେଲା ସୁନା

    13850
    Mar 20, 2026

ଅନଲାଇନ୍ ସଂଯୋଗ

  • 67944
    Followers
  • 227640
    Likes
  • 54300
    Subscribers

Subscribe to our Newsletter

Sign up to receive email updates and to hear what's going on with our magazine!

logo

ଆଜିକାଲି, ମୁଦ୍ରିତ ଖବରକାଗଜ ପଢିବା ପାଇଁ ଲୋକଙ୍କ ପାଖରେ ପର୍ଯ୍ୟାପ୍ତ ସମୟ ନାହିଁ, ଯାହା ଗତକାଲିର ସାଧାରଣ ଘଟଣାକୁ କଭର୍ କରିଥାଏ, ତେଣୁ ସର୍ବଶେଷ ଖବର ପାଇବା ପାଇଁ ସେମାନେ ସର୍ବଦା ୱେବ୍ ପୋର୍ଟାଲ୍ କିମ୍ବା ଇଲେକ୍ଟ୍ରୋନିକ୍ ମିଡିଆ ଅନୁସରଣ କରିବାକୁ ଆଗ୍ରହୀ ଅଟନ୍ତି |

ଆମର ଅନଲାଇନ୍ ନ୍ୟୁଜ୍ ପୋର୍ଟାଲ୍ ସମଗ୍ର ବିଶ୍ୱରେ ସର୍ବଶେଷ ଅଦ୍ୟତନ, ସାମ୍ପ୍ରତିକ ଘଟଣା ସହିତ ଲୋକଙ୍କୁ ଶିକ୍ଷା ଏବଂ ସୂଚନା ଦେବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ |

  • ଖବର

  • ଯୁଦ୍ଧରେ ଲାଗିଲା ୨ ସପ୍ତାହର ବିରାମ

    13621
    Apr 08, 2026
  • ପଶ୍ଚିମବଙ୍ଗ ଭୋଟର ତାଲିକା ସମ୍ପର୍କରେ ଆସିଲା ବଡ଼ ଅପଡେଟ୍, ଜାଣନ୍ତୁ କ’ଣ ?

    14389
    Apr 07, 2026
  • ଆଳୁ ରସ କରିବ ତ୍ଵଚାକୁ ଗୋରା

    14284
    Apr 07, 2026

About Us

  • Bhubaneswar, Odisha, India
  • 0 00000 000 00
  • odishanewslens@gmail.com

Follow us

  • Home
  • Contact Us
  • About Us
© Copyright Odisha News Lens 4.1. All rights reserved. in association with Konect.In