Odisha News Lens 4.1

Top Menu

  • About
  • Contact

Main Menu

  • Home
  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ବିଶେଷ
  • ପରିବେଶ
  • ତର୍ଜମା
  • ସଂସ୍କୃତି
READ NEWS IN ENGLISH ( ver.4.2) Saturday, December 27, 2025, Login
  • About
  • Contact

logo

Header Banner

Odisha News Lens 4.1

  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ଅନ୍ୟାନ୍ୟ
    • ବିଶେଷ
    • ପରିବେଶ
    • ତର୍ଜମା
    • ସଂସ୍କୃତି
  • ସାଥୀଙ୍କ ସହ ସୁମଧୁର ସମ୍ପର୍କ ପାଇଁ ...

  • ବିଶ୍ୱରେ ଭାରତୀୟ ପାସପୋର୍ଟର ସ୍ଥିତି ...

  • ଜାତୀୟ ବୀର ବାଳ ପୁରସ୍କାର ପ୍ରଦାନ କଲେ ...

  • ଯାତ୍ରା ଖଳନାୟକ ନରେନ୍ଦ୍ର ଦାସଙ୍କ ପରଲୋକ

  • ପୂର୍ବ ଅପେକ୍ଷା ଅଧିକ ଖର୍ଚ୍ଚ କରିବାକୁ ...

  • ଏହି ସମସ୍ୟା ଥିଲେ ଖାଆନ୍ତୁନି କଦଳୀ

  • ଏହି ୩ ଏୟାରଲାଇନ୍ସକୁ ସରକାରଙ୍କ ଅନୁମତି ...

  • ବାଜପେୟୀଙ୍କ ୯୪ତମ ଜନ୍ମବାର୍ଷିକୀ, ‘ସଦୈବ ...

  • ବାଂଲାଦେଶରେ ବୋମା ବିସ୍ଫୋରଣ, ଜଣେ ମୃତ

  • ୪୩୦୦ କୋଟି ଟଙ୍କାରେ ବିକ୍ରି ହେଲା ...

Home ›› ››୧୦% କର୍ମଚାରୀ ଚାଲିବ ଅଫିସ୍

୧୦% କର୍ମଚାରୀ ଚାଲିବ ଅଫିସ୍

2021-05-18 20:21:19
14425
Share:
Facebook
Twitter
E-Mail
WhatsApp
Telegram
୧୦% କର୍ମଚାରୀ ଚାଲିବ ଅଫିସ୍

ରାଜ୍ୟରେ ଲକଡାଉନ୍ ଅବଧି ଜୁନ୍ ୧ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି । ଏହା ପରେ ଆଜି ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ସରକାରୀ ଅଫିସଗୁଡ଼ିକ ଚଳାଇବାକୁ ନେଇ ନୂଆ ନିର୍ଦ୍ଦେଶନାମା ଜାରି ହୋଇଛି । ସରକାରୀ ଅଫିସଗୁଡ଼ିକ ୧୦ପ୍ରତିଶତରୁ କମ୍ କର୍ମଚାରୀରେ କାର୍ଯ୍ୟ କରିବା ଅବା ସାଧାରଣ ପ୍ରଶାସନ ବିଭାଗର ନିର୍ଦ୍ଦେଶ ଅନୁସାରେ କାର୍ଯ୍ୟ କରିବା ନିମନ୍ତେ ଆଜି ସ୍ୱତନ୍ତ୍ର ରିଲିଫ କମିଶନର ନିର୍ଦ୍ଦେଶନାମା ଜାରି କରିଥିଲେ। ଏସଆରସିଙ୍କ ନିର୍ଦ୍ଦେଶପରେ ସାଧାରଣ ପ୍ରଶାସନ ବିଭାଗ ୧୦ ପ୍ରତିଶତ କର୍ମଚାରୀଙ୍କୁ ନେଇ ଅଫିସ୍ ଚଳାଇବା ପାଇଁ ଅନୁମତି ଦେବା ପରିବର୍ତ୍ତେ ବିଭାଗଗୁଡ଼ିକ ଉପରେ ସ୍ଥିତିକୁ ଚାହିଁ ନିଷ୍ପତ୍ତି ନେବାକୁ କହିଛି।

ନୂଆ ଗାଇଡଲାଇନ୍ ଅନୁସାରେ, ୧୦ ପ୍ରତିଶତ କର୍ମଚାରୀରେ ସରକାରୀ ଅଫିସ ଚାଲିବ । ପୋଲିସ, ହୋମଗାର୍ଡ, ଅଗ୍ନିଶମ, ଜେଲ୍‌, ଓ ପୌର କର୍ମଚାରୀଙ୍କ ସମେତ ଅତ୍ୟାବଶ୍ୟକ ସେବାରେ ଜଡିତ କର୍ମଚାରୀଙ୍କ ପାଇଁ କୌଣସି କଟକଣା ନାହିଁ । ସରକାରୀ ଓ ବେସରକାରୀ କାର୍ଯ୍ୟାଳୟକୁ ସର୍ବନିମ୍ନ କର୍ମଚାରୀଙ୍କ ଦ୍ୱାରା ଚାଲିବ । ଅତ୍ୟାବଶ୍ୟକ ସେବା ଯଥା ସ୍ୱାସ୍ଥ୍ୟସେବା, କୃଷି କାର୍ଯ୍ୟ, ନିର୍ମାଣ କାର୍ଯ୍ୟ, ଶ୍ରମିକ ପରିବହନ, ଅତ୍ୟାବଶ୍ୟକ ସାମଗ୍ରୀ ପରିବହନ ଆଦି ପୂର୍ବ ପରି ଚାଲୁ ରହିବ । ଯେଉଁ ସବୁ କାର୍ଯ୍ୟ ଉପରେ ପୂର୍ବରୁ କଟକଣା ଲଗା ଯାଇଥିଲା ତାହା ଦ୍ୱିତୀୟ ପର୍ଯ୍ୟାୟ ଲକ୍‌ଡାଉନ୍‌ରେ ମଧ୍ୟ ବଳବତ୍ତର ରହିବ । ନିହାତି ଆବଶ୍ୟକ ନଥିଲେ କେହି ବାହାରକୁ ନବାହାରିବା ପାଇଁ ମୁଖ୍ୟ ସଚିବ ଶ୍ରୀ ମହାପାତ୍ର ରାଜ୍ୟବାସୀଙ୍କୁ ଅନୁରୋଧ କରିଛନ୍ତି । 

ସୂଚନାଯୋଗ୍ୟ,  ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଗତ ଏପ୍ରିଲ ୨୯ତାରିଖରେ ଏକ ନିର୍ଦ୍ଦେଶନାମା ଜାରି କରାଯାଇ ବିଭାଗଗୁଡ଼ିକ ନିଜ ଅଫିସ୍ କିଭଳି ଚାଲିବ ସେ ନେଇ ନିଷ୍ପତ୍ତି ନେଇପାରିବେ ବୋଲି କୁହାଯାଇଥିଲା। କିନ୍ତୁ ଅଫିସରେ କର୍ମଚାରୀ ସଂଖ୍ୟା ୫୦ ପ୍ରତିଶତରୁ କମ୍ ରହିବ ଓ ଅତି ଜରୁରୀ ସ୍ଥିତିରେ ସ୍ୱଳ୍ପ କର୍ମଚାରୀଙ୍କୁ ନେଇ କାମ କରିବା ନିମନ୍ତେ ନିର୍ଦ୍ଦେଶ ଦିଆଯାଇଥିଲା। 

ତେବେ ଏହି ଲକ୍‌ଡାଉନ୍ ନିୟମ ଉଲ୍ଲଙ୍ଘନକାରୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ମୁଖ୍ୟ ସଚିବ ସତର୍କ କରିଛନ୍ତି । 

Powered by Froala Editor

Tags office

Related articles Odisha News Lens 4.1

  • ୪୩୦୦ କୋଟି ଟଙ୍କାରେ ବିକ୍ରି ହେଲା ପାକିସ୍ତାନ ଏୟାରଲାଇନ୍ସ
    ଦେଶ-ଦେଶାନ୍ତର

    ୪୩୦୦ କୋଟି ଟଙ୍କାରେ ବିକ୍ରି ହେଲା ପାକିସ୍ତାନ ଏୟାରଲାଇନ୍ସ

    15571
    Dec 24, 2025
  • ଯାତ୍ରା ଖଳନାୟକ ନରେନ୍ଦ୍ର ଦାସଙ୍କ ପରଲୋକ
    ରାଜନୀତି

    ଯାତ୍ରା ଖଳନାୟକ ନରେନ୍ଦ୍ର ଦାସଙ୍କ ପରଲୋକ

    13509
    Dec 26, 2025
  • ଏହି ସମସ୍ୟା ଥିଲେ ଖାଆନ୍ତୁନି କଦଳୀ
    ବିଶେଷ

    ଏହି ସମସ୍ୟା ଥିଲେ ଖାଆନ୍ତୁନି କଦଳୀ

    14492
    Dec 26, 2025
  • ଜାତୀୟ ବୀର ବାଳ ପୁରସ୍କାର ପ୍ରଦାନ କଲେ ରାଷ୍ଟ୍ରପତି
    ଦେଶ-ଦେଶାନ୍ତର

    ଜାତୀୟ ବୀର ବାଳ ପୁରସ୍କାର ପ୍ରଦାନ କଲେ ରାଷ୍ଟ୍ରପତି

    13803
    Dec 26, 2025
  • ବାଜପେୟୀଙ୍କ ୯୪ତମ ଜନ୍ମବାର୍ଷିକୀ, ‘ସଦୈବ ଅଟଳ’କୁ ଯାଇ ପୁଷ୍ପମାଲ୍ୟ ଅର୍ପଣ କଲେ ମୋଦୀ
    ଦେଶ-ଦେଶାନ୍ତର

    ବାଜପେୟୀଙ୍କ ୯୪ତମ ଜନ୍ମବାର୍ଷିକୀ, ‘ସଦୈବ ଅଟଳ’କୁ ଯାଇ ପୁଷ୍ପମାଲ୍ୟ ଅର୍ପଣ କଲେ ମୋଦୀ

    15352
    Dec 25, 2025
  •  ଏହି ୩ ଏୟାରଲାଇନ୍ସକୁ ସରକାରଙ୍କ ଅନୁମତି ପ୍ରଦାନ
    ଦେଶ-ଦେଶାନ୍ତର

    ଏହି ୩ ଏୟାରଲାଇନ୍ସକୁ ସରକାରଙ୍କ ଅନୁମତି ପ୍ରଦାନ

    15013
    Dec 25, 2025
  • ପୂର୍ବ ଅପେକ୍ଷା ଅଧିକ ଖର୍ଚ୍ଚ କରିବାକୁ ପଡିବ ଟ୍ରେନ ଯାତ୍ରା
    ଦେଶ-ଦେଶାନ୍ତର

    ପୂର୍ବ ଅପେକ୍ଷା ଅଧିକ ଖର୍ଚ୍ଚ କରିବାକୁ ପଡିବ ଟ୍ରେନ ଯାତ୍ରା

    14462
    Dec 26, 2025
  • ସାଥୀଙ୍କ ସହ ସୁମଧୁର ସମ୍ପର୍କ ପାଇଁ ଆପଣାନ୍ତୁ ଏହି ଟିପ୍ସ୍‌
    ବିଶେଷ

    ସାଥୀଙ୍କ ସହ ସୁମଧୁର ସମ୍ପର୍କ ପାଇଁ ଆପଣାନ୍ତୁ ଏହି ଟିପ୍ସ୍‌

    13985
    Dec 27, 2025
  • ବିଶ୍ୱରେ ଭାରତୀୟ ପାସପୋର୍ଟର ସ୍ଥିତି ଦୁର୍ବଳ
    ଦେଶ-ଦେଶାନ୍ତର

    ବିଶ୍ୱରେ ଭାରତୀୟ ପାସପୋର୍ଟର ସ୍ଥିତି ଦୁର୍ବଳ

    15237
    Dec 26, 2025

ଆପଣ ଆଗ୍ରହୀ ହୋଇପାରନ୍ତି

  • ରାଜନୀତି

    ଯାତ୍ରା ଖଳନାୟକ ନରେନ୍ଦ୍ର ଦାସଙ୍କ ପରଲୋକ

    13509
    Dec 26, 2025
  • ଦେଶ-ଦେଶାନ୍ତର

    ବିଶ୍ୱରେ ଭାରତୀୟ ପାସପୋର୍ଟର ସ୍ଥିତି ଦୁର୍ବଳ

    15237
    Dec 26, 2025
  • ଦେଶ-ଦେଶାନ୍ତର

    ବାଜପେୟୀଙ୍କ ୯୪ତମ ଜନ୍ମବାର୍ଷିକୀ, ‘ସଦୈବ ଅଟଳ’କୁ ଯାଇ ପୁଷ୍ପମାଲ୍ୟ ଅର୍ପଣ କଲେ ମୋଦୀ

    15352
    Dec 25, 2025

Advertisement

ସଂସ୍କୃତି

ଓଡ଼ିଶାଲିଙ୍କ୍ସର ୮ମ ସ୍ଵନକ୍ଷତ୍ର, ଲୁହରେ ଭିଜାଇଲା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଭକ୍ତି ଆଧାରିତ ନାଟକ ‘ଅଦୃଶ୍ୟ ଜଗନ୍ନାଥ‘

ଭୁବନେଶ୍ୱର: ରାଜଧାନୀର ଭଞ୍ଜକଳା ମଣ୍ଡପଠାରେ ଡିଜିଟାଲ ଗଣମାଧ୍ୟମ ଜଗତରେ ସ୍ୱତନ୍ତ୍ର ପରିଚିତି ହାସଲ କରିଥିବା ଓଡ଼ିଶାଲିଙ୍କ୍ସର ୮ମ ସ୍ଵନକ୍ଷତ୍ର ପାଳିତ ହୋଇଛି। କ୍ରୀଡ଼ା, ଯୁବ ବ୍ୟାପାର, ଭାଷା ଓ ସଂସ୍କୃତି ଏବଂ ଉଚ୍ଚ ...

  • ୨୯ ତମ ଓଏମ୍‌ସି. ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବ ଉଦ୍‍ଯାପିତ

    17271
    Sep 10, 2023
  • ୨୯ ତମ ଓଏମ୍‌ସି ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବର ଚତୁର୍ଥ ସଂଧ୍ୟାରେ କୁଚିପୁଡ଼ି ନୃତ୍ୟ ସାଙ୍ଗକୁ ତବଲା ବାଦରେ ଦର୍ଶକ ବିଭୋର

    17352
    Sep 09, 2023
  • କଥକ ଶାସ୍ତ୍ରୀୟ ନୃତ୍ୟ ସହିତ ହିନ୍ଦୁସ୍ଥାନୀ କଣ୍ଠ ସଙ୍ଗୀତରେ ଦର୍ଶକ ବିଭୋର

    17699
    Sep 06, 2023
  • ୮୫ ତମ ଉତ୍କଳ ଦିବସ

    16169
    Apr 03, 2021

ବିଶେଷ

  • ସାଥୀଙ୍କ ସହ ସୁମଧୁର ସମ୍ପର୍କ ପାଇଁ ଆପଣାନ୍ତୁ ଏହି ଟିପ୍ସ୍‌

    13985
    Dec 27, 2025
  • ଏହି ସମସ୍ୟା ଥିଲେ ଖାଆନ୍ତୁନି କଦଳୀ

    14492
    Dec 26, 2025
  • ଉଚ୍ଚ ରକ୍ତଚାପର ସଙ୍କେତ ଜାଣିବେ କିପରି?

    14914
    Dec 24, 2025
  • କାହିଁକି ଚିନି ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ ଜାଣନ୍ତୁ?

    14462
    Dec 23, 2025
  • ଏକ ଘଣ୍ଟା ଚାଲିଲେ ମିଳିଥାଏ ଏହିସବୁ ଫାଇଦା

    14797
    Dec 22, 2025

ବାଣିଜ୍ୟ

୨୪ ଶହ ଟଙ୍କା ବଢ଼ିଲା ସୁନା

ବିଶ୍ୱ ସୁନା ମୂଲ୍ୟ ପ୍ରଥମ ଥର ପାଇଁ ପ୍ରତି ଆଉନ୍ସ ୪,୪୦୦ ଅତିକ୍ରମ କରି ନୂତନ ରେକର୍ଡ ସ୍ଥାପନ କରିଥିଲା। ଭାରତରେ ୨୪ କ୍ୟାରେଟ୍ ସୁନାର ମୂଲ୍ୟ ପ୍ରତି ଦଶ ଗ୍ରାମ ୧୩୩,୯୭୦ ଟଙ୍କା ଥିଲା। ସୁନା ମୂଲ୍ୟ ୩ ପ୍ରତିଶତ ବୃଦ୍ଧି ପାଇ ଆଉନ୍ସ ୪,୪୮୮.୬୧ ରେ ପହଞ୍ଚିଛି । ୧୦ ଗ୍ରାମ୍‌କୁ ଲକ୍ଷେ ୩୮ ହଜାର ୫ ଶହ ୫୦ ଟଙ୍କା ହ ...

  • ସିମେଣ୍ଟ ମାନୁଫାକ୍‌ଚରର୍ସ ଆସୋସିଏସନ (ସିଏମ୍‌ଏ) ପ୍ରେସିଡେଣ୍ଟ ଭାବରେ ଶ୍ରୀ ପାର୍ଥ ଜିନ୍ଦଲଙ୍କ ନାମ ଘୋଷଣା କଲା; ଡ. ରାଘବପତ୍‌ ସିଂଘାଣିଆ ଭାଇସ୍‌ ପ୍ରେସିଡେଣ୍ଟ ଘୋଷିତ

    14198
    Dec 18, 2025
  • ରୂପା ମୂଲ୍ୟରେ ବଡ଼ ବୃଦ୍ଧି

    15232
    Dec 15, 2025
  • ଲଞ୍ଚ ହେଲା ଟାଟା ସିଏରାର ଲାଟେଷ୍ଟ ମଡେଲ

    16006
    Dec 08, 2025
  • ୟୁଡବ୍ଲୁ୍ଏ ଭୁବନେଶ୍ୱରରେ ପ୍ରମୁଖ ନୂଆ ସହଭାଗିତା ସହିତ ବୈଶ୍ୱିକ ଗତିଶୀଳତା ଜରିଆରେ ଆନ୍ତଃପିଢିଗତ ପରିବର୍ତ୍ତନ ଆଣିବା ଲକ୍ଷ୍ୟ ଆଗକୁ ବଢାଉଛି

    15171
    Dec 08, 2025

ଅନଲାଇନ୍ ସଂଯୋଗ

  • 67944
    Followers
  • 227640
    Likes
  • 54300
    Subscribers

Subscribe to our Newsletter

Sign up to receive email updates and to hear what's going on with our magazine!

logo

ଆଜିକାଲି, ମୁଦ୍ରିତ ଖବରକାଗଜ ପଢିବା ପାଇଁ ଲୋକଙ୍କ ପାଖରେ ପର୍ଯ୍ୟାପ୍ତ ସମୟ ନାହିଁ, ଯାହା ଗତକାଲିର ସାଧାରଣ ଘଟଣାକୁ କଭର୍ କରିଥାଏ, ତେଣୁ ସର୍ବଶେଷ ଖବର ପାଇବା ପାଇଁ ସେମାନେ ସର୍ବଦା ୱେବ୍ ପୋର୍ଟାଲ୍ କିମ୍ବା ଇଲେକ୍ଟ୍ରୋନିକ୍ ମିଡିଆ ଅନୁସରଣ କରିବାକୁ ଆଗ୍ରହୀ ଅଟନ୍ତି |

ଆମର ଅନଲାଇନ୍ ନ୍ୟୁଜ୍ ପୋର୍ଟାଲ୍ ସମଗ୍ର ବିଶ୍ୱରେ ସର୍ବଶେଷ ଅଦ୍ୟତନ, ସାମ୍ପ୍ରତିକ ଘଟଣା ସହିତ ଲୋକଙ୍କୁ ଶିକ୍ଷା ଏବଂ ସୂଚନା ଦେବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ |

  • ଖବର

  • ବାଜପେୟୀଙ୍କ ୯୪ତମ ଜନ୍ମବାର୍ଷିକୀ, ‘ସଦୈବ ଅଟଳ’କୁ ଯାଇ ପୁଷ୍ପମାଲ୍ୟ ଅର୍ପଣ କଲେ ମୋଦୀ

    15352
    Dec 25, 2025
  • ୪୩୦୦ କୋଟି ଟଙ୍କାରେ ବିକ୍ରି ହେଲା ପାକିସ୍ତାନ ଏୟାରଲାଇନ୍ସ

    15571
    Dec 24, 2025
  • ବିଶ୍ୱରେ ଭାରତୀୟ ପାସପୋର୍ଟର ସ୍ଥିତି ଦୁର୍ବଳ

    15237
    Dec 26, 2025

About Us

  • Bhubaneswar, Odisha, India
  • 0 00000 000 00
  • odishanewslens@gmail.com

Follow us

  • Home
  • Contact Us
  • About Us
© Copyright Odisha News Lens 4.1. All rights reserved. in association with Konect.In