Odisha News Lens 4.1

Top Menu

  • About
  • Contact

Main Menu

  • Home
  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ବିଶେଷ
  • ପରିବେଶ
  • ତର୍ଜମା
  • ସଂସ୍କୃତି
READ NEWS IN ENGLISH ( ver.4.2) Tuesday, December 16, 2025, Login
  • About
  • Contact

logo

Header Banner

Odisha News Lens 4.1

  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ଅନ୍ୟାନ୍ୟ
    • ବିଶେଷ
    • ପରିବେଶ
    • ତର୍ଜମା
    • ସଂସ୍କୃତି
  • ଲୋକଙ୍କୁ କ୍ଷମା ମାଗିଲେ ଦିଲ୍ଲୀ ସରକାର

  • ଆବୁଧାବିରେ ଆଇପିଏଲ ନିଲାମୀ : ଖେଳାଳିଙ୍କ ...

  • ଅନିରୁଦ୍ଧାଚାର୍ଯ୍ୟଙ୍କ ବିରୋଧରେ ଗୁରୁତର ...

  • ଋଣ ଆଦାୟ ପାଇଁ ଚାଷୀଙ୍କ କିଡନୀ ବିକ୍ରି କଲେ ...

  • ଟୁର୍ଣ୍ଣାମେଣ୍ଟରେ ଗୁଳି ବର୍ଷା : କବାଡି ...

  • ପ୍ରକାଶ ପାଇଲା ଏସାଇଆରରେ ବାଦ ପଡିଥିବା ...

  • ମନରେଗା ଯୋଜନାର ନାମ ପରିବର୍ତ୍ତନ ନେଇ ...

  • ଗୋଆ ଅଗ୍ନିକାଣ୍ଡ : ୧୦ ଦିନ ପରେ ...

  • ଶୀତଦିନେ ଗୋଇଠି ଫାଟୁଥିଲେ କରନ୍ତୁ ଏହି ...

  • ୬ ବର୍ଷ ଡେଟିଂ ପରେ ପ୍ରେମିକାଙ୍କ ସହ ...

Home ›› ››ଭୋଟ ଦେଲେ ମୋଦୀ

ଭୋଟ ଦେଲେ ମୋଦୀ

2022-12-05 08:02:31
13872
Share:
Facebook
Twitter
E-Mail
WhatsApp
Telegram
ଭୋଟ ଦେଲେ ମୋଦୀ

ନୂଆଦିଲ୍ଲୀ: ଗୁଜରାଟ ଦ୍ୱିତୀୟ ପର୍ୟ୍ୟାୟ ମତଦାନ ଜାରି ରହିଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସକାଳ ପ୍ରାୟ ସାଢ଼େ ୯ଟା ସମୟରେ ରଣୀବର ନିଶାନ ପବ୍ଲିକ୍ ସ୍କୁଲରେ ହୋଇଥିବା ବୁଥରେ ନିଜର ମତସାବ୍ୟସ୍ତ କରିଛନ୍ତି । ଶାନ୍ତିଶୃଙ୍ଖଳା ଭାବେ ସମସ୍ତ ବୁଥରେ ମତଦାନ ହେଉଥିବା ବେଳେ ମାତ୍ର ସାମାନ୍ୟ କିଛି ବୁଥରେ ଇଭିଏମ୍‌ ତ୍ରୁଟି ଦେଖା ଦେଇଥିଲା । ଗୁଜରାଟର ୧୪ଟି ଜିଲ୍ଲାର ୯୩ଟି ଆସନ ପାଇଁ ଭୋଟଗ୍ରହଣ ଜାରି ରହିଛି ।ଗୁଜରାଟର ମୁଖ୍ୟମନ୍ତ୍ରୀ ଭୂପେନ୍ଦ୍ର ପଟେଲ ମଧ୍ୟ ଅହମ୍ମଦାବାଦରେ ପହଞ୍ଚି ନିଜର ମତଦାନ କରିଛନ୍ତି ।

ମୈଦାନରେ ମୋଟ୍ ୮୩୩ ପ୍ରାର୍ଥୀ ରହିଛନ୍ତି। ଯେଉଁଥିରେ ମୁଖ୍ୟମନ୍ତ୍ରୀ ଭୁପେନ୍ଦ୍ର ପଟେଲଙ୍କ ସହ ତାଙ୍କର ଆଠ ମନ୍ତ୍ରୀ ରହିଛନ୍ତି। ଏହି ପର୍ୟ୍ୟାୟରେ ମୋଟ ୨.୫୪ କୋଟି ଭୋଟର ସେମାନଙ୍କ ବିଧାନସଭାର ନେତା ବାଛିବେ।
ମତଦାନ ପାଇଁ ମୋଟ୍ ୨୬ ହଜାର ୪୦୯ ମତଦାନ କେନ୍ଦ୍ର ରହିଛି। ୧୪ଟି ଜିଲ୍ଲାରେ ୨୯ ହଜାର ପ୍ରିଜାଇଡିଂ ଅଫିସର ଏବଂ ୮୪ ହଜାରରୁ ଅଧିକ ମତଦାନ କର୍ମଚାରୀ ନିୟୋଜିତ ହୋଇଛନ୍ତି।
ଡିସେମ୍ବର ୧ରେ ପ୍ରଥମ ପର୍ୟ୍ୟାୟରେ ୮୯ ଟି ବିଧାନସଭା ଆସନ ପାଇଁ ଭୋଟ୍ ପଡିଥିଲ।। ଯେଉଁଥିରେ ୬୩.୩୧ ପ୍ରତିଶତ ମତଦାନ ରେକର୍ଡ କରାଯାଇଛି। ଡିସେମ୍ବର ୮ରେ ହେବ ଭୋଟ୍ ଗଣତି। ୨୦୧୭ ଗୁଜରାଟ ବିଧାନସଭା ନିର୍ବାଚନରେ ବିଜେପି ୯୯ ଟି ଆସନ ଏବଂ କଂଗ୍ରେସ ୭୭ ଟି ଆସନ ପାଇଛି। ଗତ ୨୭ ବର୍ଷ ଧରି ରାଜ୍ୟରେ ବିଜେପି କ୍ଷମତାରେ ଅଛି।

Powered by Froala Editor

Tags Modi

Related articles Odisha News Lens 4.1

  • ୬ ବର୍ଷ ଡେଟିଂ ପରେ ପ୍ରେମିକାଙ୍କ ସହ ନିର୍ବନ୍ଧ କଲେ ଅର୍ଜୁନ
    ମନୋରଞ୍ଜନ

    ୬ ବର୍ଷ ଡେଟିଂ ପରେ ପ୍ରେମିକାଙ୍କ ସହ ନିର୍ବନ୍ଧ କଲେ ଅର୍ଜୁନ

    15575
    Dec 15, 2025
  • ଲୋକଙ୍କୁ କ୍ଷମା ମାଗିଲେ ଦିଲ୍ଲୀ ସରକାର
    ଦେଶ-ଦେଶାନ୍ତର

    ଲୋକଙ୍କୁ କ୍ଷମା ମାଗିଲେ ଦିଲ୍ଲୀ ସରକାର

    13725
    Dec 16, 2025
  • ପ୍ରକାଶ ପାଇଲା ଏସାଇଆରରେ ବାଦ ପଡିଥିବା ଭୋଟରଙ୍କ ତାଲିକା
    ଦେଶ-ଦେଶାନ୍ତର

    ପ୍ରକାଶ ପାଇଲା ଏସାଇଆରରେ ବାଦ ପଡିଥିବା ଭୋଟରଙ୍କ ତାଲିକା

    15436
    Dec 16, 2025
  • ଟୁର୍ଣ୍ଣାମେଣ୍ଟରେ ଗୁଳି ବର୍ଷା : କବାଡି ଖେଳାଳିଙ୍କୁ ହତ୍ୟା
    ଦେଶ-ଦେଶାନ୍ତର

    ଟୁର୍ଣ୍ଣାମେଣ୍ଟରେ ଗୁଳି ବର୍ଷା : କବାଡି ଖେଳାଳିଙ୍କୁ ହତ୍ୟା

    14840
    Dec 16, 2025
  • ଶୀତଦିନେ ଗୋଇଠି ଫାଟୁଥିଲେ କରନ୍ତୁ ଏହି ଉପାୟ
    ବିଶେଷ

    ଶୀତଦିନେ ଗୋଇଠି ଫାଟୁଥିଲେ କରନ୍ତୁ ଏହି ଉପାୟ

    14295
    Dec 16, 2025
  • ଅନିରୁଦ୍ଧାଚାର୍ଯ୍ୟଙ୍କ ବିରୋଧରେ ଗୁରୁତର ଅଭିଯୋଗ
    ଦେଶ-ଦେଶାନ୍ତର

    ଅନିରୁଦ୍ଧାଚାର୍ଯ୍ୟଙ୍କ ବିରୋଧରେ ଗୁରୁତର ଅଭିଯୋଗ

    14602
    Dec 16, 2025
  • ଆବୁଧାବିରେ ଆଇପିଏଲ ନିଲାମୀ : ଖେଳାଳିଙ୍କ ଉପରେ ଟଙ୍କା ବର୍ଷା
    ଖେଳ ଖବର

    ଆବୁଧାବିରେ ଆଇପିଏଲ ନିଲାମୀ : ଖେଳାଳିଙ୍କ ଉପରେ ଟଙ୍କା ବର୍ଷା

    13987
    Dec 16, 2025
  • ମନରେଗା ଯୋଜନାର ନାମ ପରିବର୍ତ୍ତନ ନେଇ ପ୍ରବଳ ହଟ୍ଟଗୋଳ
    ଦେଶ-ଦେଶାନ୍ତର

    ମନରେଗା ଯୋଜନାର ନାମ ପରିବର୍ତ୍ତନ ନେଇ ପ୍ରବଳ ହଟ୍ଟଗୋଳ

    14126
    Dec 16, 2025
  • ଋଣ ଆଦାୟ ପାଇଁ ଚାଷୀଙ୍କ କିଡନୀ ବିକ୍ରି କଲେ ମହାଜନ
    ଦେଶ-ଦେଶାନ୍ତର

    ଋଣ ଆଦାୟ ପାଇଁ ଚାଷୀଙ୍କ କିଡନୀ ବିକ୍ରି କଲେ ମହାଜନ

    14078
    Dec 16, 2025

ଆପଣ ଆଗ୍ରହୀ ହୋଇପାରନ୍ତି

  • ଦେଶ-ଦେଶାନ୍ତର

    ଟୁର୍ଣ୍ଣାମେଣ୍ଟରେ ଗୁଳି ବର୍ଷା : କବାଡି ଖେଳାଳିଙ୍କୁ ହତ୍ୟା

    14840
    Dec 16, 2025
  • ଦେଶ-ଦେଶାନ୍ତର

    ଲୋକଙ୍କୁ କ୍ଷମା ମାଗିଲେ ଦିଲ୍ଲୀ ସରକାର

    13725
    Dec 16, 2025
  • ଦେଶ-ଦେଶାନ୍ତର

    ମନରେଗା ଯୋଜନାର ନାମ ପରିବର୍ତ୍ତନ ନେଇ ପ୍ରବଳ ହଟ୍ଟଗୋଳ

    14126
    Dec 16, 2025

Advertisement

ସଂସ୍କୃତି

ଓଡ଼ିଶାଲିଙ୍କ୍ସର ୮ମ ସ୍ଵନକ୍ଷତ୍ର, ଲୁହରେ ଭିଜାଇଲା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଭକ୍ତି ଆଧାରିତ ନାଟକ ‘ଅଦୃଶ୍ୟ ଜଗନ୍ନାଥ‘

ଭୁବନେଶ୍ୱର: ରାଜଧାନୀର ଭଞ୍ଜକଳା ମଣ୍ଡପଠାରେ ଡିଜିଟାଲ ଗଣମାଧ୍ୟମ ଜଗତରେ ସ୍ୱତନ୍ତ୍ର ପରିଚିତି ହାସଲ କରିଥିବା ଓଡ଼ିଶାଲିଙ୍କ୍ସର ୮ମ ସ୍ଵନକ୍ଷତ୍ର ପାଳିତ ହୋଇଛି। କ୍ରୀଡ଼ା, ଯୁବ ବ୍ୟାପାର, ଭାଷା ଓ ସଂସ୍କୃତି ଏବଂ ଉଚ୍ଚ ...

  • ୨୯ ତମ ଓଏମ୍‌ସି. ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବ ଉଦ୍‍ଯାପିତ

    17252
    Sep 10, 2023
  • ୨୯ ତମ ଓଏମ୍‌ସି ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବର ଚତୁର୍ଥ ସଂଧ୍ୟାରେ କୁଚିପୁଡ଼ି ନୃତ୍ୟ ସାଙ୍ଗକୁ ତବଲା ବାଦରେ ଦର୍ଶକ ବିଭୋର

    17337
    Sep 09, 2023
  • କଥକ ଶାସ୍ତ୍ରୀୟ ନୃତ୍ୟ ସହିତ ହିନ୍ଦୁସ୍ଥାନୀ କଣ୍ଠ ସଙ୍ଗୀତରେ ଦର୍ଶକ ବିଭୋର

    17682
    Sep 06, 2023
  • ୮୫ ତମ ଉତ୍କଳ ଦିବସ

    16154
    Apr 03, 2021

ବିଶେଷ

  • ଶୀତଦିନେ ଗୋଇଠି ଫାଟୁଥିଲେ କରନ୍ତୁ ଏହି ଉପାୟ

    14295
    Dec 16, 2025
  • ଏହି ଶାଖ ଗୁଡ଼ିକୁ ଖାଦ୍ୟରେ ସାମିଲ କରନ୍ତୁ, ଭିଟାମିନ ବି୧୨ରେ ଭରପୁର

    14427
    Dec 15, 2025
  • ପ୍ରସ୍ତୁତ ହୋଇଗଲା ସ୍ୱାଦିଷ୍ଟ ମଲାଇ ପନିର

    14302
    Dec 13, 2025
  • କେଶ ଝଡିବା ରୋକିବ ଏହି ମାସ୍କ

    16096
    Dec 12, 2025
  • ଏହି ପୁରୁଷଙ୍କୁ ପସନ୍ଦ କରନ୍ତି ମହିଳା

    15728
    Dec 11, 2025

ବାଣିଜ୍ୟ

ରୂପା ମୂଲ୍ୟରେ ବଡ଼ ବୃଦ୍ଧି

ଚଳିତ ବର୍ଷ ସୁନା ଏବଂ ରୂପା ନିବେଶକମାନଙ୍କୁ ଦୃଢ଼ ରିଟର୍ଣ୍ଣ ପ୍ରଦାନ କରିଛି। ତେବେ ରୂପା ଦର ୧୨ହଜାରରୁ ୨ ଲକ୍ଷ ଟଙ୍କାରେ ପହଞ୍ଚିଛି । ସୋମବାର ସକାଳେ ବଜାର ଖୋଲିବା ମାତ୍ରେ ସୁନା ଏବଂ ରୂପା ମୂଲ୍ୟରେ ଏକ ବଡ଼ ବୃଦ୍ଧି ଦେଖିବାକୁ ମିଳିଥିଲା । ଯାହା ଫଳରେ ନିବେଶକ ଏବଂ କ୍ରେତାଙ୍କ ନଜର ପୁଣି ଥରେ ସେମାନଙ୍କ ଉପରେ ନିର ...

  • ଲଞ୍ଚ ହେଲା ଟାଟା ସିଏରାର ଲାଟେଷ୍ଟ ମଡେଲ

    15989
    Dec 08, 2025
  • ୟୁଡବ୍ଲୁ୍ଏ ଭୁବନେଶ୍ୱରରେ ପ୍ରମୁଖ ନୂଆ ସହଭାଗିତା ସହିତ ବୈଶ୍ୱିକ ଗତିଶୀଳତା ଜରିଆରେ ଆନ୍ତଃପିଢିଗତ ପରିବର୍ତ୍ତନ ଆଣିବା ଲକ୍ଷ୍ୟ ଆଗକୁ ବଢାଉଛି

    15144
    Dec 08, 2025
  • ଏସଏସ୍‌ଆଇ ପକ୍ଷରୁ ୧୫୦ ଯୁବ ଆଥ୍‌ଲେଟଙ୍କ ପାଇଁ କଳିଙ୍ଗ ଷ୍ଟାଡିୟମ୍‌ରେ ପ୍ରଥମ ବୋନ୍‌ ମିନେରାଲ ଡେନ୍‌ସିଟି କ୍ୟାମ୍ପ ଆୟୋଜିତ

    14243
    Dec 06, 2025
  • ଆଦିତ୍ୟ ଆଲୁମିନିୟମ ପକ୍ଷରୁ ଜଳ ପରିଚାଳନା ଏବଂ ଜୈବ ବିବିଧତା ଉପରେ କର୍ପୋରେଟ ତାଲିମ କାର୍ଯ୍ୟକ୍ରମ ଆୟୋଜିତ

    15010
    Nov 20, 2025

ଅନଲାଇନ୍ ସଂଯୋଗ

  • 67944
    Followers
  • 227640
    Likes
  • 54300
    Subscribers

Subscribe to our Newsletter

Sign up to receive email updates and to hear what's going on with our magazine!

logo

ଆଜିକାଲି, ମୁଦ୍ରିତ ଖବରକାଗଜ ପଢିବା ପାଇଁ ଲୋକଙ୍କ ପାଖରେ ପର୍ଯ୍ୟାପ୍ତ ସମୟ ନାହିଁ, ଯାହା ଗତକାଲିର ସାଧାରଣ ଘଟଣାକୁ କଭର୍ କରିଥାଏ, ତେଣୁ ସର୍ବଶେଷ ଖବର ପାଇବା ପାଇଁ ସେମାନେ ସର୍ବଦା ୱେବ୍ ପୋର୍ଟାଲ୍ କିମ୍ବା ଇଲେକ୍ଟ୍ରୋନିକ୍ ମିଡିଆ ଅନୁସରଣ କରିବାକୁ ଆଗ୍ରହୀ ଅଟନ୍ତି |

ଆମର ଅନଲାଇନ୍ ନ୍ୟୁଜ୍ ପୋର୍ଟାଲ୍ ସମଗ୍ର ବିଶ୍ୱରେ ସର୍ବଶେଷ ଅଦ୍ୟତନ, ସାମ୍ପ୍ରତିକ ଘଟଣା ସହିତ ଲୋକଙ୍କୁ ଶିକ୍ଷା ଏବଂ ସୂଚନା ଦେବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ |

  • ଖବର

  • ମନରେଗା ଯୋଜନାର ନାମ ପରିବର୍ତ୍ତନ ନେଇ ପ୍ରବଳ ହଟ୍ଟଗୋଳ

    14126
    Dec 16, 2025
  • ପ୍ରକାଶ ପାଇଲା ଏସାଇଆରରେ ବାଦ ପଡିଥିବା ଭୋଟରଙ୍କ ତାଲିକା

    15436
    Dec 16, 2025
  • ଲୋକଙ୍କୁ କ୍ଷମା ମାଗିଲେ ଦିଲ୍ଲୀ ସରକାର

    13725
    Dec 16, 2025

About Us

  • Bhubaneswar, Odisha, India
  • 0 00000 000 00
  • odishanewslens@gmail.com

Follow us

  • Home
  • Contact Us
  • About Us
© Copyright Odisha News Lens 4.1. All rights reserved. in association with Konect.In