Odisha News Lens 4.1

Top Menu

  • About
  • Contact

Main Menu

  • Home
  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ବିଶେଷ
  • ପରିବେଶ
  • ତର୍ଜମା
  • ସଂସ୍କୃତି
READ NEWS IN ENGLISH ( ver.4.2) Sunday, February 08, 2026, Login
  • About
  • Contact

logo

Header Banner

Odisha News Lens 4.1

  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ଅନ୍ୟାନ୍ୟ
    • ବିଶେଷ
    • ପରିବେଶ
    • ତର୍ଜମା
    • ସଂସ୍କୃତି
  • ରିତୁ ତାୱଡେ ହେବେ ମୁମ୍ବାଇ ମେୟର

  • ଘୋଷଣା କଲେ ପ୍ରଧାନମନ୍ତ୍ରୀ : ମାଲେସିଆରେ ...

  • ବଡ଼ ଆଶ୍ୱସ୍ତି : ଭାରତ-ଆମେରିକା ବାଣିଜ୍ୟ ...

  • ଗୋଲାପ ଦିବସ

  • ଅଗ୍ନି-୩ ମଧ୍ୟବର୍ତ୍ତୀ-ଦୂରବର୍ତ୍ତୀ ...

  • ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦୁଇ ...

  • ଟ୍ରମ୍ପଙ୍କୁ ଧନ୍ୟବାଦ ଜଣାଇଲେ ମୋଦୀ, କାରଣ ...

  • ହଳଦୀ ପାଣିରୁ ଆରମ୍ଭ କରନ୍ତୁ ଦିନ, ମିଳିଥାଏ ...

  • ନିଜ ଶୈଳୀରେ ପାଠ ପଢିବାକୁ ପରାମର୍ଶ ଦେଲେ ...

  • କଂଗ୍ରେସକୁ କଟାକ୍ଷ କରି ଏମିତି କହିଲେ ...

Home ›› ››ବଦଳିଲା ଫିଲ୍ମ ‘ଡ୍ରିମ୍ ଗାର୍ଲ-୨’ ରିଲିଜ୍ ତାରିଖ

ବଦଳିଲା ଫିଲ୍ମ ‘ଡ୍ରିମ୍ ଗାର୍ଲ-୨’ ରିଲିଜ୍ ତାରିଖ

2022-10-23 19:26:45
15197
Share:
Facebook
Twitter
E-Mail
WhatsApp
Telegram
ବଦଳିଲା ଫିଲ୍ମ ‘ଡ୍ରିମ୍ ଗାର୍ଲ-୨’ ରିଲିଜ୍ ତାରିଖ

ମୁମ୍ବାଇ: ଫିଲ୍ମ ‘ଡ୍ରିମ୍ ଗାର୍ଲ-୨’ର ରିଲିଜ୍ ତାରିଖ ବଦଳିଛି । ସପ୍ତାହେ ପୂର୍ବରୁ ଏହା ପରଦାକୁ ଆସିବ । ପୂର୍ବରୁ ଏହି ଚଳଚ୍ଚିତ୍ରଟି ଆସନ୍ତା ଜୁନ୍ ୨୯ ତାରିଖରେ ଶୁଭମୁକ୍ତି କରିବ ବୋଲି ଘୋଷଣା ହୋଇଥିଲା । ହେଲେ ଏହାକୁ ଜୁନ୍ ୨୩ ତାରିଖରେ ରିଲିଜ୍ କରାଯିବ ବୋଲି ପ୍ରଯୋଜନା ସଂସ୍ଥା ପକ୍ଷରୁ ଘୋଷଣା କରାଯାଇଛି ।

ରିପୋର୍ଟ ଅନୁସାରେ, କାର୍ତ୍ତିକ ଆର୍ଯ୍ୟାନ ଓ କିଆରା ଆଡ଼ଭାନିଙ୍କ ଫିଲ୍ମ 'ସତ୍ୟ ପ୍ରେମ କି କଥା' ଯୋଗୁ ନିର୍ମାତା ଏହି ନିଷ୍ପତ୍ତି ନେଇଛନ୍ତି । ଆସନ୍ତା ଜୁନ୍‌ ୨୯ ତାରିଖରେ ଫିଲ୍ମଟି ମୁକ୍ତିଲାଭର ଯୋଜନା ଅଛି । ଯଦି ଏମିତି ହୁଏ, ବକ୍ସ ଅଫିସ୍‌ ଉପରେ ଏହାର ପ୍ରଭାବ ପଡ଼ିବ । ବିଶେଷ କରି ଫିଲ୍ମ କଲେକ୍ସନ୍‌ ଉପରେ । ଏହାକୁ ଦୃଷ୍ଟିରେ ରଖି 'ଡ୍ରିମ୍‌ ଗର୍ଲ-୨' ସପ୍ତାହେ ଆଗରୁ ରିଲିଜ୍‌ କରିବାକୁ ମେକର୍‌ ନିଷ୍ପତ୍ତି ନେଇଛନ୍ତି ।

ମୂଳ ଫିଲ୍ମ ‘ଡ୍ରିମ୍‌ ଗର୍ଲ’ରେ ଆୟୁଷ୍ମାନଙ୍କ ଅପୋଜିଟ୍‌ରେ ଥିଲେ ନୁସ୍‌ରତ ଭରୁଚା । ସିକ୍ୱେଲ୍‌ରେ ଅନନ୍ୟାଙ୍କୁ କାଷ୍ଟ୍‌ କରାଯାଇଛି । ଉଭୟଙ୍କ ସମେତ ଅନୁ କପୁର, ପରେଶ ରାୱଲ, ଅଭିଷେକ ବାନାର୍ଜୀ, ସୀମା ପହୱା ଓ ମନଜୋତ ସିଂହଙ୍କ ଭଳି କଳାକାର ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ନଜର ଆସିବେ ।

ଅନନ୍ୟାଙ୍କ ହାତରେ ବର୍ତ୍ତମାନ ଅନେକ ବଡ ପ୍ରୋଜେକ୍ଟ ରହିଛି । 'ଡ୍ରିମ୍‌ ଗର୍ଲ-୨' ବ୍ୟତିତ ଖୋ ଗେୟେ ହାମ୍ କାହାଁରେ ମଧ୍ୟ ଅନନ୍ୟାଙ୍କୁ ଦେଖିବାକୁ ମିଳିବ । ସେହିପରି ଆୟୁଷ୍ମାନ ଖୁରାନାଙ୍କ ହାତରେ ବର୍ତ୍ତମାନ ଅନେକ ବଡ ପ୍ରୋଜେକ୍ଟ ରହିଛି । ଡ୍ରିମଗାର୍ଲ ୨ ବ୍ୟତିତ ସେ ଆନ ଆକ୍ସନ ହିରୋ ଫିଲ୍ମରେ ନଜର ଆସିବେ ।

Powered by Froala Editor

Tags dream girl

Related articles Odisha News Lens 4.1

  • ହଳଦୀ ପାଣିରୁ ଆରମ୍ଭ କରନ୍ତୁ ଦିନ, ମିଳିଥାଏ ଚମତ୍କାରୀ ଲାଭ
    ବିଶେଷ

    ହଳଦୀ ପାଣିରୁ ଆରମ୍ଭ କରନ୍ତୁ ଦିନ, ମିଳିଥାଏ ଚମତ୍କାରୀ ଲାଭ

    15505
    Feb 06, 2026
  • ଘୋଷଣା କଲେ ପ୍ରଧାନମନ୍ତ୍ରୀ : ମାଲେସିଆରେ ଚାଲିବ ଭାରତର UPI
    ଦେଶ-ଦେଶାନ୍ତର

    ଘୋଷଣା କଲେ ପ୍ରଧାନମନ୍ତ୍ରୀ : ମାଲେସିଆରେ ଚାଲିବ ଭାରତର UPI

    14983
    Feb 07, 2026
  •  ଟ୍ରମ୍ପଙ୍କୁ ଧନ୍ୟବାଦ ଜଣାଇଲେ ମୋଦୀ, କାରଣ ଜାଣନ୍ତୁ......
    ଦେଶ-ଦେଶାନ୍ତର

    ଟ୍ରମ୍ପଙ୍କୁ ଧନ୍ୟବାଦ ଜଣାଇଲେ ମୋଦୀ, କାରଣ ଜାଣନ୍ତୁ......

    14928
    Feb 07, 2026
  •  କଂଗ୍ରେସକୁ କଟାକ୍ଷ କରି ଏମିତି କହିଲେ ମୋଦୀ
    ଦେଶ-ଦେଶାନ୍ତର

    କଂଗ୍ରେସକୁ କଟାକ୍ଷ କରି ଏମିତି କହିଲେ ମୋଦୀ

    13768
    Feb 06, 2026
  • ବଡ଼ ଆଶ୍ୱସ୍ତି : ଭାରତ-ଆମେରିକା ବାଣିଜ୍ୟ ଚୁକ୍ତି
    ଦେଶ-ଦେଶାନ୍ତର

    ବଡ଼ ଆଶ୍ୱସ୍ତି : ଭାରତ-ଆମେରିକା ବାଣିଜ୍ୟ ଚୁକ୍ତି

    13493
    Feb 07, 2026
  • ଅଗ୍ନି-୩ ମଧ୍ୟବର୍ତ୍ତୀ-ଦୂରବର୍ତ୍ତୀ ବାଲିଷ୍ଟିକ୍ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ
    ଦେଶ-ଦେଶାନ୍ତର

    ଅଗ୍ନି-୩ ମଧ୍ୟବର୍ତ୍ତୀ-ଦୂରବର୍ତ୍ତୀ ବାଲିଷ୍ଟିକ୍ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ

    15253
    Feb 07, 2026
  • ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦୁଇ ଦିନିଆ ମାଲେସିଆ ଗସ୍ତ
    ଦେଶ-ଦେଶାନ୍ତର

    ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦୁଇ ଦିନିଆ ମାଲେସିଆ ଗସ୍ତ

    14978
    Feb 07, 2026
  • ରିତୁ ତାୱଡେ ହେବେ ମୁମ୍ବାଇ ମେୟର
    ରାଜନୀତି

    ରିତୁ ତାୱଡେ ହେବେ ମୁମ୍ବାଇ ମେୟର

    15207
    Feb 07, 2026
  • ନିଜ ଶୈଳୀରେ ପାଠ ପଢିବାକୁ ପରାମର୍ଶ ଦେଲେ ମୋଦୀ
    ଦେଶ-ଦେଶାନ୍ତର

    ନିଜ ଶୈଳୀରେ ପାଠ ପଢିବାକୁ ପରାମର୍ଶ ଦେଲେ ମୋଦୀ

    14514
    Feb 06, 2026

ଆପଣ ଆଗ୍ରହୀ ହୋଇପାରନ୍ତି

  • ବିଶେଷ

    ହଳଦୀ ପାଣିରୁ ଆରମ୍ଭ କରନ୍ତୁ ଦିନ, ମିଳିଥାଏ ଚମତ୍କାରୀ ଲାଭ

    15505
    Feb 06, 2026
  • ଦେଶ-ଦେଶାନ୍ତର

    ଟ୍ରମ୍ପଙ୍କୁ ଧନ୍ୟବାଦ ଜଣାଇଲେ ମୋଦୀ, କାରଣ ଜାଣନ୍ତୁ......

    14928
    Feb 07, 2026
  • ଦେଶ-ଦେଶାନ୍ତର

    ଅଗ୍ନି-୩ ମଧ୍ୟବର୍ତ୍ତୀ-ଦୂରବର୍ତ୍ତୀ ବାଲିଷ୍ଟିକ୍ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ

    15253
    Feb 07, 2026

Advertisement

ସଂସ୍କୃତି

ଓଡ଼ିଶାଲିଙ୍କ୍ସର ୮ମ ସ୍ଵନକ୍ଷତ୍ର, ଲୁହରେ ଭିଜାଇଲା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଭକ୍ତି ଆଧାରିତ ନାଟକ ‘ଅଦୃଶ୍ୟ ଜଗନ୍ନାଥ‘

ଭୁବନେଶ୍ୱର: ରାଜଧାନୀର ଭଞ୍ଜକଳା ମଣ୍ଡପଠାରେ ଡିଜିଟାଲ ଗଣମାଧ୍ୟମ ଜଗତରେ ସ୍ୱତନ୍ତ୍ର ପରିଚିତି ହାସଲ କରିଥିବା ଓଡ଼ିଶାଲିଙ୍କ୍ସର ୮ମ ସ୍ଵନକ୍ଷତ୍ର ପାଳିତ ହୋଇଛି। କ୍ରୀଡ଼ା, ଯୁବ ବ୍ୟାପାର, ଭାଷା ଓ ସଂସ୍କୃତି ଏବଂ ଉଚ୍ଚ ...

  • ୨୯ ତମ ଓଏମ୍‌ସି. ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବ ଉଦ୍‍ଯାପିତ

    17327
    Sep 10, 2023
  • ୨୯ ତମ ଓଏମ୍‌ସି ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବର ଚତୁର୍ଥ ସଂଧ୍ୟାରେ କୁଚିପୁଡ଼ି ନୃତ୍ୟ ସାଙ୍ଗକୁ ତବଲା ବାଦରେ ଦର୍ଶକ ବିଭୋର

    17400
    Sep 09, 2023
  • କଥକ ଶାସ୍ତ୍ରୀୟ ନୃତ୍ୟ ସହିତ ହିନ୍ଦୁସ୍ଥାନୀ କଣ୍ଠ ସଙ୍ଗୀତରେ ଦର୍ଶକ ବିଭୋର

    17743
    Sep 06, 2023
  • ୮୫ ତମ ଉତ୍କଳ ଦିବସ

    16220
    Apr 03, 2021

ବିଶେଷ

  • ଗୋଲାପ ଦିବସ

    15587
    Feb 07, 2026
  • ହଳଦୀ ପାଣିରୁ ଆରମ୍ଭ କରନ୍ତୁ ଦିନ, ମିଳିଥାଏ ଚମତ୍କାରୀ ଲାଭ

    15505
    Feb 06, 2026
  • ଭୃଷଙ୍ଗ ପତ୍ରରେ ଅଛି ଆଶ୍ଚର୍ଯ୍ୟଜନକ ଫାଇଦା, ଜାଣନ୍ତୁ କିପରି କରିବେ ବ୍ୟବହାର

    16051
    Feb 04, 2026
  • ସକାଳେ ଖାଲି ପେଟରେ ଉଷୁମ ପାଣି ସହିତ ଆପଣଙ୍କ ଦିନ କରନ୍ତୁ ଆରମ୍ଭ

    14221
    Feb 02, 2026
  • କ୍ଷୀରକୁ କଦାପି ଖୋଲା ରଖନ୍ତୁ ନାହିଁ, ପରିବାରରେ ସୃଷ୍ଟି ହୁଏ କଳହ

    14437
    Jan 31, 2026

ବାଣିଜ୍ୟ

ଭୁଶୁଡିଲା ସେୟାର ମାର୍କେଟ

ଘରୋଇ ସେୟାର ବଜାରରେ ଏକ ଭୟଙ୍କର ସୁନାମି ଦେଖିବାକୁ ମିଳିଛି। ରବିବାର ଦିନ, BSE ସେନସେକ୍ସରେ ୧୫୪୬.୮୪ ପଏଣ୍ଟ (୧.୮୮%) ହ୍ରାସ ଘଟି ୮୦୭୨୨.୯୪ ପଏଣ୍ଟରେ ବନ୍ଦ ହୋଇଛି । ସେହିଭଳି NSE ନିଫ୍ଟି ୫୦ ଇଣ୍ଡେକ୍ସରେ ୪୯୫.୨୦ (୧.୯୬%) ହ୍ରାସ ଘଟି ୨୪୮୨୫.୪୫ ପଏଣ୍ଟରେ ବନ୍ଦ ହୋଇଥିଲା । ତେବେ ବଜେଟ୍ ଦିନ ସବୁଜ ରଙ୍ଗରେ ଖୋଲିଥ ...

  • ହିମାଳୟ ୱେଲ୍‌ନେସ୍‌ ଏବଂ ଆର୍‌ସିବି ମହିଳା ଟିମ୍‌ ଭାରତର ଭବିଷ୍ୟତ ମହିଳା କ୍ରିକେଟର ଗଢିତୋଳିବାକୁ ହାତ ମିଳାଇଲେ

    16059
    Jan 28, 2026
  • ଆମୱେ ଇଣ୍ଡିଆ ତ୍ୱଚା, କେଶ ଓ ନଖ ସ୍ୱାସ୍ଥ୍ୟକୁ ସମର୍ଥନ କରୁଥିବା ନୁ୍ୟଟ୍ରିଲାଇଟ୍‌ ବାୟୋଟିନ୍‌ ସି ପ୍ଲସ୍‌ (ଜିଙ୍କ୍‌ ଓ ବେଟା କାରୋଟିନ୍‌) ପ୍ରଚଳନ କଲା

    15334
    Jan 22, 2026
  • ୧.୪୦ ଲକ୍ଷ ଟପିଲା ସୁନା

    15746
    Jan 12, 2026
  • ଆମୱେ ଇଣ୍ଡିଆ ଦ୍ରୁତ ଓ ସହଜ ସେବା ସହିତ ହୋମ୍‌ ଡେଲିଭରି ଅନୁଭୂତିକୁ ନୂଆ ରୂପ ପ୍ରଦାନ କରିଛି

    15500
    Jan 08, 2026

ଅନଲାଇନ୍ ସଂଯୋଗ

  • 67944
    Followers
  • 227640
    Likes
  • 54300
    Subscribers

Subscribe to our Newsletter

Sign up to receive email updates and to hear what's going on with our magazine!

logo

ଆଜିକାଲି, ମୁଦ୍ରିତ ଖବରକାଗଜ ପଢିବା ପାଇଁ ଲୋକଙ୍କ ପାଖରେ ପର୍ଯ୍ୟାପ୍ତ ସମୟ ନାହିଁ, ଯାହା ଗତକାଲିର ସାଧାରଣ ଘଟଣାକୁ କଭର୍ କରିଥାଏ, ତେଣୁ ସର୍ବଶେଷ ଖବର ପାଇବା ପାଇଁ ସେମାନେ ସର୍ବଦା ୱେବ୍ ପୋର୍ଟାଲ୍ କିମ୍ବା ଇଲେକ୍ଟ୍ରୋନିକ୍ ମିଡିଆ ଅନୁସରଣ କରିବାକୁ ଆଗ୍ରହୀ ଅଟନ୍ତି |

ଆମର ଅନଲାଇନ୍ ନ୍ୟୁଜ୍ ପୋର୍ଟାଲ୍ ସମଗ୍ର ବିଶ୍ୱରେ ସର୍ବଶେଷ ଅଦ୍ୟତନ, ସାମ୍ପ୍ରତିକ ଘଟଣା ସହିତ ଲୋକଙ୍କୁ ଶିକ୍ଷା ଏବଂ ସୂଚନା ଦେବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ |

  • ଖବର

  • କଂଗ୍ରେସକୁ କଟାକ୍ଷ କରି ଏମିତି କହିଲେ ମୋଦୀ

    13768
    Feb 06, 2026
  • ହଳଦୀ ପାଣିରୁ ଆରମ୍ଭ କରନ୍ତୁ ଦିନ, ମିଳିଥାଏ ଚମତ୍କାରୀ ଲାଭ

    15505
    Feb 06, 2026
  • ଅଗ୍ନି-୩ ମଧ୍ୟବର୍ତ୍ତୀ-ଦୂରବର୍ତ୍ତୀ ବାଲିଷ୍ଟିକ୍ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ

    15253
    Feb 07, 2026

About Us

  • Bhubaneswar, Odisha, India
  • 0 00000 000 00
  • odishanewslens@gmail.com

Follow us

  • Home
  • Contact Us
  • About Us
© Copyright Odisha News Lens 4.1. All rights reserved. in association with Konect.In