Odisha News Lens 4.1

Top Menu

  • About
  • Contact

Main Menu

  • Home
  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ବିଶେଷ
  • ପରିବେଶ
  • ତର୍ଜମା
  • ସଂସ୍କୃତି
READ NEWS IN ENGLISH ( ver.4.2) Tuesday, July 01, 2025, Login
  • About
  • Contact

logo

Header Banner

Odisha News Lens 4.1

  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ଅନ୍ୟାନ୍ୟ
    • ବିଶେଷ
    • ପରିବେଶ
    • ତର୍ଜମା
    • ସଂସ୍କୃତି
  • ହେରା ଫେରି ବିବାଦ ଶେଷ, ଫେରିବେ ପରେଶ

  • ଉପବାସ ସତ୍ତ୍ୱେ ଆଣ୍ଟି ଏଜିଂ ଇଞ୍ଜେକ୍ସନ ...

  • ଆଜିଠୁ ଟ୍ରେନ ଟିକେଟ ମୂଲ୍ୟ ବୃଦ୍ଧି

  • ୨.୫ କୋଟି ଖର୍ଚ୍ଚ କରି ବାହା କରିଥିଲେ ବାପା, ...

  • ବିଜେପିରୁ ଇସ୍ତଫା ଦେଲେ କଠୋରପନ୍ଥୀ ନେତା ...

  • ମଣିପୁରରେ ପୁଣି ହିଂସା, ଆଖିବୁଜା ଗୁଳି ...

  • ଜନ୍ମ କରିଛୁ, କିନ୍ତୁ ପୋଷି ପାରିବୁନି ‘Sorry’

  • ଘରେ ବାସ୍ତୁ ଦୋଷ ଥିଲେ, ଠିକ୍ କରିବାର ଉପାୟ ...

  • ଏକାଧିକ ଥର ପ୍ରେମରେ ପଡ଼ିଥାନ୍ତି ଏହି ୩ ...

  • ରାସାୟନିକ କାରଖାନାରେ ବଡ ବିସ୍ଫୋରଣ, ୧୦ ...

ଦେଶ-ଦେଶାନ୍ତର
Home ›› ଦେଶ-ଦେଶାନ୍ତର ››ରକ୍ତ ବିକି ସ୍ମାର୍ଟ ଫୋନ୍ କିଣିବାକୁ ଡାକ୍ତରଖାନାରେ ପହଞ୍ଚିଲେ ନାବାଳିକା, ତା’ ପରେ...

ରକ୍ତ ବିକି ସ୍ମାର୍ଟ ଫୋନ୍ କିଣିବାକୁ ଡାକ୍ତରଖାନାରେ ପହଞ୍ଚିଲେ ନାବାଳିକା, ତା’ ପରେ...

2022-10-19 19:25:22
14514
Share:
Facebook
Twitter
E-Mail
WhatsApp
Telegram
ରକ୍ତ ବିକି ସ୍ମାର୍ଟ ଫୋନ୍ କିଣିବାକୁ ଡାକ୍ତରଖାନାରେ ପହଞ୍ଚିଲେ ନାବାଳିକା, ତା’ ପରେ...

କୋଲକାତା: ସ୍ମାର୍ଟ ଫୋନ୍ ପ୍ରେମରେ ଯୁବପିଢ଼ି । ଟିକେ ହେତୁ ପାଇବା ପରେ ଏବେ ସବୁ ପୁଅଝିଅଙ୍କ ହାତରେ ରହୁଛି ସ୍କିନ୍ ଟଚ୍ ଫୋନ୍ । କିଏ ଏହାର ସଦୁପଯୋଗ କରୁଛି ତ ଆଉ କେହି ଫ୍ୟାନ୍‌ସ ଭଳି ବ୍ୟବହାର କରୁଛି । କିଛି ଜଣ ଖରାପ କାମରେ ମଧ୍ୟ ଲଗାଉଛନ୍ତି । ହେଲେ ମୋଟାମୋଟି ଭାବେ କହିବାକୁ ଗଲେ ଏବେ ଆଣ୍ଡ୍ରଏଡ୍ ଫୋନ୍ ସମସ୍ତଙ୍କୁ କିମିଆ କରିଛି । ମାତ୍ର ପଶ୍ଚିମବଙ୍ଗରୁ ଏଭଳି ଏକ ଖବର ସାମ୍ନାକୁ ଆସିଛି ଯାହା ଆପଣମାନଙ୍କୁ ନିଶ୍ଚିତ ଭାବେ ଆଶ୍ଚର୍ଯ୍ୟ କରିବ । ଶୁଣିଲେ ତାଜୁବ୍ ହୋଇଯିବେ । ପାଦ ତଳୁ ମାଟି ଖସିଯିବ । ତାହା ହେଲା ଜଣେ ନାବାଳିକା ରକ୍ତ ବିକ୍ରି କରି ସ୍ମାର୍ଟ ଫୋନ୍ କିଣିବାକୁ ଡାକ୍ତରଖାନାରେ ପହଂଚିଥିଲେ । ହେଲେ ଡାକ୍ତରଖାନା କର୍ତ୍ତୃପକ୍ଷଙ୍କ ସନ୍ଦେହ ହେବାରୁ ସେମାନେ ତୁରନ୍ତ ଚାଇଲ୍ଡଲାଇନ୍ ସହିତ ସମ୍ପର୍କ କରିଥିଲେ । ଆଉ କାଉନ୍‌ସେଲିଂ ପରେ ପୂରା ଘଟଣା ସାମ୍ନାକୁ ଆସିଥିଲା ।

ପଶ୍ଚିମବଙ୍ଗ ବାଲୁରଗଡ଼ ଜିଲ୍ଲାର ତପନ ଅଞ୍ଚଳରେ ରୁହନ୍ତି ରୀତା । ତାଙ୍କ ବୟସ ଏବେ ୧୬ ବର୍ଷ । ମଙ୍ଗଳବାର ରୀତା ବାଲୁରଗଡ଼ ଡାକ୍ତରଖାନାରେ ପହଞ୍ଚି ଥିଲେ । ଏହାପରେ ସିଧା ଯାଇଥିଲେ ରକ୍ତ ଭଣ୍ଡାରକୁ । ସେଠାରେ ଉପସ୍ଥିତ ଥିବା କର୍ମଚାରୀମାନେ ଭାବିଥିଲେ ସେ ରକ୍ତ ସଂଗ୍ରହ କରିବାକୁ ଆସିଛନ୍ତି । ହେଲେ ରୀତା କହିଥିଲେ, ମୁଁ ରକ୍ତ ବିକ୍ରି କରିବାକୁ ଚାହେଁ । ଏହା ଶୁଣିବା ପରେ ଡାକ୍ତରଖାନା କର୍ତ୍ତୃପକ୍ଷ ସନ୍ଦେହ କରିଥିଲେ । କାରଣ ପଚାରିବାରୁ ନାବାଳିକା କହିଥିଲେ ରକ୍ତ ବିକ୍ରି କରି ଟଙ୍କା ନେଲେ ସ୍ମାର୍ଟ ଫୋନ୍ କିଣିବେ । ଏହା ଜାଣିବା ପରେ ଡାକ୍ତରଖାନା କର୍ତ୍ତୃପକ୍ଷ ୧୦୯୮ରେ ଚାଇଲ୍ଡ ଲାଇନ୍‌କୁ ଫୋନ୍ କରି ଘଟଣା ସମ୍ପର୍କରେ ଜଣାଇଥିଲେ । ଶିଶୁ କଲ୍ୟାଣ ସମିତି କର୍ମକର୍ତ୍ତା ତୁରନ୍ତ ଡାକ୍ତରଖାନାରେ ପହଞ୍ଚି ଝିଅଟିକୁ ଉଦ୍ଧାର କରିଥିଲେ । କାଉନ୍‌ସେଲିଂ ବେଳେ ରୀତା ପୂରା ଘଟଣା ବିଷୟରେ ବଖାଣିଥିଲେ । କହିଥିଲେ, ସେ ଅତ୍ୟନ୍ତ ଗରିବ ପରିବାରର । ହେଲେ ସ୍ମାର୍ଟ ଫୋନ୍ କିଣିବାକୁ ଇଛା ଥିଲା । ଏଥିପାଇଁ ଜଣେ ସମ୍ପର୍କୀୟଙ୍କ ଫୋନ୍‌ରୁ ଅନ୍‌ଲାଇନ୍‌ରୁ ଏକ ସ୍ମାର୍ଟ ଫୋନ୍ ଅର୍ଡର କରିଛନ୍ତି । ଏହାର ଦାମ୍ ୯ ହଜାର ରହିଛି । ଏହା କ୍ୟାସ୍ ଅନ୍ ଡେଲିଭରୀ ରହିଥିବା ବେଳେ ଗୁରୁବାର ପହଞ୍ଚିବ । ଏଥିପାଇଁ ଟଙ୍କା ଆବଶ୍ୟକ ଥିବାରୁ ସେ ରକ୍ତ ବିକ୍ରି କରିବାକୁ ଆସିଥିବା କାନ୍ଦି କାନ୍ଦି କହିଥିଲେ । ଏହାପରେ ନାବାଳିକାର ପରିବାର ଲୋକଙ୍କୁ ଖବର ଦିଆଯାଇଥିଲା । ତାଙ୍କ ବାପା-ମା’ ଡାକ୍ତରଖାନାରେ ପହଞ୍ଚି ଥିଲେ । ବାପା ଜଣେ ପରିବା ବ୍ୟବସାୟୀ ହୋଇଥିବା ବେଳେ ମା’ ଗୃହିଣୀ । ତେଣୁ ସେମାନେ ଏତେ ଟଙ୍କା ଯୋଗାଡ଼ କରିବାରେ ଅସମର୍ଥ ଥିଲେ ।

ନାବାଳିକାଙ୍କ ବାପା କହିଛନ୍ତି, ଝିଅ ଟ୍ୟୁସନ୍ ଯିବ ବୋଲି କହି ଘରୁ ସାଇକେଲ୍ ଧରି ବାହାରି ଥିଲା । ଏହାପରେ ବସ୍‌ଷ୍ଟାଣ୍ଡରେ ସାଇକେଲ୍ ରଖି ୩୦ କିଲୋମିଟର ଦୂର ଆସି ଡାକ୍ତରଖାନାରେ ପହଞ୍ଚି ଏହି କାରନାମା କରିଛି । ଏହାପରେ ଚାଇଲ୍ଡଲାଇନ୍ କର୍ତ୍ତୃପକ୍ଷ ବୁଝାସୁଝା କରିବା ସହିତ ନାବାଳିକାଙ୍କୁ ପରିବାର ଲୋକଙ୍କୁ ହସ୍ତାନ୍ତର କରିଥିଲେ । ଏହି ଖବର ପ୍ରସାରିତ ହେବା ପରେ ଏବେ ସବୁଆଡ଼େ ଚର୍ଚ୍ଚାର ବିଷୟ ପାଲଟିଛି ।

Powered by Froala Editor

Tags smart phone

Related articles Odisha News Lens 4.1

  • ଏକାଧିକ ଥର ପ୍ରେମରେ ପଡ଼ିଥାନ୍ତି ଏହି ୩ ରାଶିର ପୁରୁଷ
    ବିଶେଷ

    ଏକାଧିକ ଥର ପ୍ରେମରେ ପଡ଼ିଥାନ୍ତି ଏହି ୩ ରାଶିର ପୁରୁଷ

    15424
    Jun 30, 2025
  • ମଣିପୁରରେ ପୁଣି ହିଂସା, ଆଖିବୁଜା ଗୁଳି ମାଡ଼ରେ ୪ ଜଣଙ୍କ ମୃତ୍ୟୁ
    ଦେଶ-ଦେଶାନ୍ତର

    ମଣିପୁରରେ ପୁଣି ହିଂସା, ଆଖିବୁଜା ଗୁଳି ମାଡ଼ରେ ୪ ଜଣଙ୍କ ମୃତ୍ୟୁ

    14810
    Jun 30, 2025
  • ଜନ୍ମ କରିଛୁ, କିନ୍ତୁ ପୋଷି ପାରିବୁନି ‘Sorry’
    ଦେଶ-ଦେଶାନ୍ତର

    ଜନ୍ମ କରିଛୁ, କିନ୍ତୁ ପୋଷି ପାରିବୁନି ‘Sorry’

    14370
    Jun 30, 2025
  • ଉପବାସ ସତ୍ତ୍ୱେ ଆଣ୍ଟି ଏଜିଂ ଇଞ୍ଜେକ୍ସନ ନେଇଥିଲେ ଶେଫାଳୀ
    ମନୋରଞ୍ଜନ

    ଉପବାସ ସତ୍ତ୍ୱେ ଆଣ୍ଟି ଏଜିଂ ଇଞ୍ଜେକ୍ସନ ନେଇଥିଲେ ଶେଫାଳୀ

    14664
    Jul 01, 2025
  • ହେରା ଫେରି ବିବାଦ ଶେଷ, ଫେରିବେ ପରେଶ
    ମନୋରଞ୍ଜନ

    ହେରା ଫେରି ବିବାଦ ଶେଷ, ଫେରିବେ ପରେଶ

    15075
    Jul 01, 2025
  • ଘରେ ବାସ୍ତୁ ଦୋଷ ଥିଲେ, ଠିକ୍ କରିବାର ଉପାୟ ଜାଣନ୍ତୁ....
    ବିଶେଷ

    ଘରେ ବାସ୍ତୁ ଦୋଷ ଥିଲେ, ଠିକ୍ କରିବାର ଉପାୟ ଜାଣନ୍ତୁ....

    15036
    Jun 30, 2025
  •  ଆଜିଠୁ ଟ୍ରେନ ଟିକେଟ ମୂଲ୍ୟ ବୃଦ୍ଧି
    ଦେଶ-ଦେଶାନ୍ତର

    ଆଜିଠୁ ଟ୍ରେନ ଟିକେଟ ମୂଲ୍ୟ ବୃଦ୍ଧି

    13478
    Jul 01, 2025
  • ବିଜେପିରୁ ଇସ୍ତଫା ଦେଲେ କଠୋରପନ୍ଥୀ ନେତା ଟି. ରାଜା ସିଂହ
    ଦେଶ-ଦେଶାନ୍ତର

    ବିଜେପିରୁ ଇସ୍ତଫା ଦେଲେ କଠୋରପନ୍ଥୀ ନେତା ଟି. ରାଜା ସିଂହ

    13648
    Jun 30, 2025
  • ୨.୫ କୋଟି ଖର୍ଚ୍ଚ କରି ବାହା କରିଥିଲେ ବାପା, ଯୌତୁକ ପାଇଁ ଜୀବନ ହାରିଦେଲା ଝିଅ
    ଦେଶ-ଦେଶାନ୍ତର

    ୨.୫ କୋଟି ଖର୍ଚ୍ଚ କରି ବାହା କରିଥିଲେ ବାପା, ଯୌତୁକ ପାଇଁ ଜୀବନ ହାରିଦେଲା ଝିଅ

    15622
    Jun 30, 2025

ଆପଣ ଆଗ୍ରହୀ ହୋଇପାରନ୍ତି

  • ଦେଶ-ଦେଶାନ୍ତର

    ବିଜେପିରୁ ଇସ୍ତଫା ଦେଲେ କଠୋରପନ୍ଥୀ ନେତା ଟି. ରାଜା ସିଂହ

    13648
    Jun 30, 2025
  • ବିଶେଷ

    ଏକାଧିକ ଥର ପ୍ରେମରେ ପଡ଼ିଥାନ୍ତି ଏହି ୩ ରାଶିର ପୁରୁଷ

    15424
    Jun 30, 2025
  • ଦେଶ-ଦେଶାନ୍ତର

    ୨.୫ କୋଟି ଖର୍ଚ୍ଚ କରି ବାହା କରିଥିଲେ ବାପା, ଯୌତୁକ ପାଇଁ ଜୀବନ ହାରିଦେଲା ଝିଅ

    15622
    Jun 30, 2025

Advertisement

ସଂସ୍କୃତି

ଓଡ଼ିଶାଲିଙ୍କ୍ସର ୮ମ ସ୍ଵନକ୍ଷତ୍ର, ଲୁହରେ ଭିଜାଇଲା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଭକ୍ତି ଆଧାରିତ ନାଟକ ‘ଅଦୃଶ୍ୟ ଜଗନ୍ନାଥ‘

ଭୁବନେଶ୍ୱର: ରାଜଧାନୀର ଭଞ୍ଜକଳା ମଣ୍ଡପଠାରେ ଡିଜିଟାଲ ଗଣମାଧ୍ୟମ ଜଗତରେ ସ୍ୱତନ୍ତ୍ର ପରିଚିତି ହାସଲ କରିଥିବା ଓଡ଼ିଶାଲିଙ୍କ୍ସର ୮ମ ସ୍ଵନକ୍ଷତ୍ର ପାଳିତ ହୋଇଛି। କ୍ରୀଡ଼ା, ଯୁବ ବ୍ୟାପାର, ଭାଷା ଓ ସଂସ୍କୃତି ଏବଂ ଉଚ୍ଚ ...

  • ୨୯ ତମ ଓଏମ୍‌ସି. ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବ ଉଦ୍‍ଯାପିତ

    16598
    Sep 10, 2023
  • ୨୯ ତମ ଓଏମ୍‌ସି ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବର ଚତୁର୍ଥ ସଂଧ୍ୟାରେ କୁଚିପୁଡ଼ି ନୃତ୍ୟ ସାଙ୍ଗକୁ ତବଲା ବାଦରେ ଦର୍ଶକ ବିଭୋର

    16715
    Sep 09, 2023
  • କଥକ ଶାସ୍ତ୍ରୀୟ ନୃତ୍ୟ ସହିତ ହିନ୍ଦୁସ୍ଥାନୀ କଣ୍ଠ ସଙ୍ଗୀତରେ ଦର୍ଶକ ବିଭୋର

    17029
    Sep 06, 2023
  • ୮୫ ତମ ଉତ୍କଳ ଦିବସ

    15519
    Apr 03, 2021

ବିଶେଷ

  • ଘରେ ବାସ୍ତୁ ଦୋଷ ଥିଲେ, ଠିକ୍ କରିବାର ଉପାୟ ଜାଣନ୍ତୁ....

    15036
    Jun 30, 2025
  • ଏକାଧିକ ଥର ପ୍ରେମରେ ପଡ଼ିଥାନ୍ତି ଏହି ୩ ରାଶିର ପୁରୁଷ

    15424
    Jun 30, 2025
  • ଦିନକୁ କେତେ ଥର ପିଇବେ ଗ୍ରୀନ୍‌-ଟି ?

    15658
    Jun 29, 2025
  • ଡାଇବେଟିସ୍‌ ରୋଗୀ ଖାଇପାରିବେ ଏହି ମିଠା

    15550
    Jun 29, 2025
  • ହୃତ୍‌ପିଣ୍ଡ ସୁସ୍ଥ ରଖେ ଅମୃତଭଣ୍ଡା

    15978
    Jun 28, 2025

ବାଣିଜ୍ୟ

ରଥଯାତ୍ରା ୨୦୨୫ରେ ସନ୍‌ଫିଷ୍ଟ ମାରୀ ଲାଇଟ୍‌ ଭକ୍ତମାନଙ୍କ ପାଇଁ ଆଣିଛି ଶୀତଳ ‘ସୂର୍ଯ୍ୟ ବରଦାନ’

ହଜାର ହଜାର ସଂଖ୍ୟାରେ ସନ୍‌ଫିଷ୍ଟ ସୂର୍ଯ୍ୟ ବରଦାନ ଟୋପି ଚଳିତ ବର୍ଷ ଐଶ୍ୱରୀୟ ଯାତ୍ରାରେ ଭକ୍ତମାନଙ୍କ ପାଇଁ ଆଶ୍ୱସ୍ତି ଆଣିଦେଇଛି

ପୁରୀ: ପୁରୀ ରଥଯାତ୍ରା ଭାରତର ଅନ୍ୟତମ ସର୍ବାଧିକ ପୂଜ୍ୟ ଆଧ୍ୟ ...

  • ଭାସମଲ୍‌ ଏକ କଳାକୃତି ସହିତ ରଥଯାତ୍ରାକୁ ସମ୍ମାନ ପ୍ରଦର୍ଶନ କରୁଛି ଏବଂ ଶୁଭାରମ୍ଭ କରୁଛି ହେନା କ୍ରିମ ହେୟାର କଲର୍‌

    15562
    Jun 25, 2025
  • ଏସିୟାନ୍ ପେଣ୍ଟସ୍ ନେଇଆସିଛି ‘ରୋୟାଲ୍ ଗ୍ଲିଟ୍ସ – ଟ୍ରିବ୍ୟୁଟ୍ ଟୁ ଓଡିଶା’ ସ୍ପେସିଆଲ୍ ଏଡିସନ୍ ପ୍ୟାକ୍

    15540
    Jun 20, 2025
  • ଖୁବ୍ ଶୀଘ୍ର ସ୍କୋଡା ଇଣ୍ଡିଆ ଲଞ୍ଚ କରିବ ସିଏନଜି ଏସୟୁଭି

    15009
    Jun 19, 2025
  • ଆମୱେ ଇଣ୍ଡିଆ ଏହାର ରୋଗପ୍ରତିରୋଧ ବର୍ଗମାଳାକୁ ସୁଦୃଢ କଲା; ପ୍ରଚଳନ କଲା ନୁ୍ୟଟ୍ରିଲାଇଟ ଟ୍ରପିଲ ପ୍ରୋଟେକ୍ଟ

    14830
    Jun 19, 2025

ଅନଲାଇନ୍ ସଂଯୋଗ

  • 67944
    Followers
  • 227640
    Likes
  • 54300
    Subscribers

Subscribe to our Newsletter

Sign up to receive email updates and to hear what's going on with our magazine!

logo

ଆଜିକାଲି, ମୁଦ୍ରିତ ଖବରକାଗଜ ପଢିବା ପାଇଁ ଲୋକଙ୍କ ପାଖରେ ପର୍ଯ୍ୟାପ୍ତ ସମୟ ନାହିଁ, ଯାହା ଗତକାଲିର ସାଧାରଣ ଘଟଣାକୁ କଭର୍ କରିଥାଏ, ତେଣୁ ସର୍ବଶେଷ ଖବର ପାଇବା ପାଇଁ ସେମାନେ ସର୍ବଦା ୱେବ୍ ପୋର୍ଟାଲ୍ କିମ୍ବା ଇଲେକ୍ଟ୍ରୋନିକ୍ ମିଡିଆ ଅନୁସରଣ କରିବାକୁ ଆଗ୍ରହୀ ଅଟନ୍ତି |

ଆମର ଅନଲାଇନ୍ ନ୍ୟୁଜ୍ ପୋର୍ଟାଲ୍ ସମଗ୍ର ବିଶ୍ୱରେ ସର୍ବଶେଷ ଅଦ୍ୟତନ, ସାମ୍ପ୍ରତିକ ଘଟଣା ସହିତ ଲୋକଙ୍କୁ ଶିକ୍ଷା ଏବଂ ସୂଚନା ଦେବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ |

  • ଖବର

  • ହେରା ଫେରି ବିବାଦ ଶେଷ, ଫେରିବେ ପରେଶ

    15075
    Jul 01, 2025
  • ମଣିପୁରରେ ପୁଣି ହିଂସା, ଆଖିବୁଜା ଗୁଳି ମାଡ଼ରେ ୪ ଜଣଙ୍କ ମୃତ୍ୟୁ

    14810
    Jun 30, 2025
  • ଏକାଧିକ ଥର ପ୍ରେମରେ ପଡ଼ିଥାନ୍ତି ଏହି ୩ ରାଶିର ପୁରୁଷ

    15424
    Jun 30, 2025

About Us

  • Bhubaneswar, Odisha, India
  • 0 00000 000 00
  • odishanewslens@gmail.com

Follow us

  • Home
  • Contact Us
  • About Us
© Copyright Odisha News Lens 4.1. All rights reserved. in association with Konect.In