Odisha News Lens 4.1

Top Menu

  • About
  • Contact

Main Menu

  • Home
  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ବିଶେଷ
  • ପରିବେଶ
  • ତର୍ଜମା
  • ସଂସ୍କୃତି
READ NEWS IN ENGLISH ( ver.4.2) Saturday, October 17, 2026, Login
  • About
  • Contact

logo

Header Banner

Odisha News Lens 4.1

  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ଅନ୍ୟାନ୍ୟ
    • ବିଶେଷ
    • ପରିବେଶ
    • ତର୍ଜମା
    • ସଂସ୍କୃତି
  • ଆମେରିକାରେ ୩୦ ହଜାର ଭାରତୀୟ ଶ୍ରମିକ ...

  • ସେନାକୁ ବଡ଼ ଧରଣର ସଫଳତା: ଦୁଇ ଆତଙ୍କବାଦୀ ...

  • ଟାରିଫ୍ ନିୟମ କୋହଳ: ଭାରତ ଉପରେ ଲାଗିବନି ...

  • ଇଣ୍ଟରନେଟ୍ ବ୍ୟବହାର ପ୍ରତ୍ୟେକ ...

  • ‘ଆର୍ସି-୧୭’ରେ ରାମ ଚରଣଙ୍କ ସହ ସ୍କ୍ରିନ୍ ...

  • ୭୫ ବର୍ଷ ବୃଦ୍ଧଙ୍କ ସହ ନିର୍ବନ୍ଧ କଲେ ୩୦ ...

  • ନୁଡୁଲ୍ସ ଖାଇ ପରିବାରର ୫ ଜଣଙ୍କ ମୃତ୍ୟୁ

  • ଛାତିରେ ସଂକ୍ରମଣ ଯୋଗୁଁ ହସ୍ପିଟାଲରେ ...

  • ଦିଲ୍ଲୀ-ମୁମ୍ବାଇ ଏକ୍ସପ୍ରେସୱେରେ ...

  • ବର୍ଷ ସାରା ମହାରାଷ୍ଟ୍ରରେ ବାଣ ଫୁଟା ବନ୍ଦ

ମନୋରଞ୍ଜନ
Home ›› ମନୋରଞ୍ଜନ ››ହାପି ବାର୍ଥ ଡେ ବିଗ୍ ବି, ପଢ଼ନ୍ତୁ କିଛି ଅଜଣା କଥା...

ହାପି ବାର୍ଥ ଡେ ବିଗ୍ ବି, ପଢ଼ନ୍ତୁ କିଛି ଅଜଣା କଥା...

2022-10-11 18:04:50
15317
Share:
Facebook
Twitter
E-Mail
WhatsApp
Telegram
ହାପି ବାର୍ଥ ଡେ ବିଗ୍ ବି, ପଢ଼ନ୍ତୁ କିଛି ଅଜଣା କଥା...
ମୁମ୍ବାଇ: ଏବେ ବି ସେ ଚଳଚଞ୍ଚଳ । ଚେହେରାରୁ ଯାଇନି ଚମକ । ପରଦା ଉପରେ ଯେମିତି ପଛରେ ବି ସେମିତି । ଡାଇଲଗ୍ ଶୁଣିବାକୁ ଚାତକ ଭଳି ଚାହିଁ ରହିଥାନ୍ତି ଦର୍ଶକ । ଟିକେ ଝଲକ୍ ଦେଖିବାକୁ ସମସ୍ତେ ପାଗଳ ପ୍ରାୟ । ପିଲାଠୁ ବୁଢ଼ା ସମସ୍ତେ ତାଙ୍କ ଫ୍ୟାନ୍ । ଅଭିନୟର ଯାଦୁରେ ବାନ୍ଧି ରହିଛନ୍ତି ୭ରୁ ୭୦ । ବଲିଉଡ୍‌ର ସେହି ବାଦ୍‌ଶାହ ହେଲେ ଅମିତାଭ ବଚ୍ଚନ । ବିଗ୍ ବି ଭାବେ ପରିଚିତ ଏହି ଟଲ୍ ମ୍ୟାନ୍‌ଙ୍କ ଆଜି ଜନ୍ମ ଦିନ । ୭୯ଟି ଫଗୁଣ ଅତିକ୍ରମ କରିବା ପରେ ଏବେ ସେ ୮୦ ବର୍ଷରେ ପାଦ ଥାପିଛନ୍ତି । ଏଥିପାଇଁ ଦେଶ, ବିଦେଶରୁ ତାଙ୍କ ନିକଟକୁ ଛୁଟୁଛି ଶୁଭେଚ୍ଛାର ସୁଅ । ବଲିଉଡ୍‌, ହଲିଉଡ୍‌, ଟଲିଉଡ୍ ଏବଂ ଓଲିଉଡ୍‌ର ଅନେକ କଳାକାର ତାଙ୍କ ଦୀର୍ଘାୟୁ କାମନା କରିଛନ୍ତି । ବହୁ ବିଶିଷ୍ଟ ବ୍ୟକ୍ତି, ଅନେକ ପ୍ରତିଷ୍ଠିତ ବ୍ୟବସାୟୀ ଓ ରାଜନେତା ତାଙ୍କୁ ଅଭିନନ୍ଦନ ଜଣାଇଛନ୍ତି । ଏମିତି ଗୋଟିଏ ପରେ ଗୋଟେ ହିଟ୍ ଫିଲ୍ମ ଦେଇ ଚାଲନ୍ତୁ ବୋଲି କିଛି ଫ୍ୟାନ୍ ସୋସିଆଲ୍ ମିଡିଆରେ ପୋଷ୍ଟ କରିଛନ୍ତି ।

ଅମିତାଭ ବଚ୍ଚନଙ୍କ ଜୀବନ ଯାତ୍ରା ଏତେ ସହଜ ନଥିଲା । ଏହି ସଫଳତା ପାଇବାକୁ ତାଙ୍କୁ ସାମ୍ନା କରିବାକୁ ପଡ଼ିଛି ବହୁ ଘାତ ପ୍ରତିଘାତ । ଆଉ ଏହା ହିଁ ତାଙ୍କୁ ଚଖେଇଛି ସଫଳତାର ସ୍ୱାଦ ।

ଉତ୍ତରପ୍ରଦେଶର ଆହ୍ଲାବାଦ ସହରରେ ୧୯୪୨, ଆକ୍ଟୋବର ୧୧ ତାରିଖରେ ଜନ୍ମଗ୍ରହଣ କରିଥିଲେ ଅମିତାଭ । ଜନ୍ମରୁ ବାପା, ମା' ତାଙ୍କ ନାଁ ରଖିଥିଲେ ଇନକଲାବ୍ । କାରଣ ସେତେବେଳେ ଦେଶରେ ସ୍ୱାଧିନତା ସଂଗ୍ରାମ ଯୋର ଧରିଥିବାବେଳେ ଇନକଲାବର ନାରା ଲାଗିଥିଲା । କିନ୍ତୁ ଆଗକୁ ଯାଇ ବାପା ହରିବଂଶ ବଚ୍ଚନଙ୍କ ଘନିଷ୍ଠ ବନ୍ଧୁ ସୁମିତ୍ରା ନନ୍ଦନ ପନ୍ତଙ୍କ କହିବାରେ ତାଙ୍କ ନାଁ ରଖାଯାଇଥିଲା ଅମିତାଭ, ଯାହାର ଅର୍ଥ ଏପରି ଏକ ଆଲୋକର ଝଟା ଯାହାର କେବେ ଅନ୍ତ ହୁଏନାହିଁ । ଆହ୍ଲାବାଦର ସେଣ୍ଟ ମ୍ୟାରୀ ସ୍କୁଲରୁ ପାଠପଢା ସରିବା ପରେ ନୈନିତାଲର ପ୍ରତିଷ୍ଠିତ ମହାବିଦ୍ୟାଳୟ ସେରଉଡ କଲେଜରେ ନାଁ ଲେଖାଇଲେ ଅମିତାଭ । ଏଠାରେ ସେ ପାଠପଢା ସହ ନାଟକରେ ମଧ୍ୟ ଭାଗ ନେଉଥିଲେ । ଏଠାରୁ ପଢା ଶେଷ ପରେ ସେ ଦିଲ୍ଲୀର କରୋଡିମଲ କଲେଜ ଆସିଲେ, ଯେଉଁଠାରୁ ସେ ଗ୍ରାଜୁଏସନ୍ ଶେଷ କଲେ । ଡିଗ୍ରୀ ପରେ ସେ ଦିଲ୍ଲୀରେ ଚାକିରି ଖୋଜିଲେ । ହେଲେ ସବୁଠାରୁ ତାଙ୍କୁ ବିଫଳ ହେବାକୁ ପଡିଲା । ଏହି ସମୟରେ ତାଙ୍କର ଜଣେ ବନ୍ଧୁ ତାଙ୍କୁ ଅଲ ଇଣ୍ଡିଆ ରେଡିଓରେ ଭଏସ୍ ନ୍ୟାରେସନ୍ ଭାବେ ଆବେଦନ କରିବାକୁ କହିଲେ । ଏଠାରେ ତାଙ୍କୁ ଅପମାନିତ ହେବାକୁ ପଡିଥିଲା । ତାଙ୍କୁ ସ୍ୱରକୁ ମୋଟା କର୍କଶ ବୋଲି ତାଙ୍କୁ ରିଜେକ୍ଟ କରି ଦିଆଗଲା ।

ଦିଲ୍ଲୀରେ ସବୁ ଦିଗରୁ ନିରାଶ ହେବା ପରେ ସାଙ୍ଗମାନଙ୍କ ସହ କୋଲକାତା ଚାଲିଗଲେ ଅମିତାଭ । ଏଠାରେ ସେ ୫ ବର୍ଷ ବିତାଇଲେ । ଏହି ସମୟ ମଧ୍ୟରେ ଅମିତାଭ ଏକାଧିକ ଘରୋଇ କମ୍ପାନୀରେ ଖୁବ୍ କମ୍ ପଇସାରେ ଚାକିରି କଲେ । ହେଲେ ତାଙ୍କ ମନରେ ଶାନ୍ତି ନଥିଲା । ତାଙ୍କ ଜୀବନ ଅଭିନୟ ପାଇଁ ଅନୁଭବ କରୁଥିଲେ । ସେଥିପାଇଁ ପୁଣି ୧୯୬୮ରେ ମାୟାନଗରୀ ମୁମ୍ବାଇ ଚାଲି ଆସିଲେ ।

୧୯୬୯ ମୃଣାଳ ସେନ୍‌ଙ୍କ ବଙ୍ଗଳା ଫିଲ୍ମ 'ଭୁବନ ସୋମ'ରେ ଭଏସ୍ ଓଭର୍ ଦେଇଥିଲେ ଅମିତାଭ । ଏହାପରେ ସେହିବର୍ଷ ସାଥ୍ ହିନ୍ଦୁସ୍ତାନିରେ ଅଭିନୟ କରିଥିଲେ । ହେଲେ ଦୁର୍ଭାଗ୍ୟକୁ ଏହି ଫିଲ୍ମ ବକ୍ସ ଅଫିସରେ ଜମି ପାରିଲାନି । ନିଜକୁ ଚେଷ୍ଟାକୁ ଜାରି ରଖିବା କ୍ରମରେ ୧୯୭୦ରେ ତାଙ୍କୁ ବମ୍ବେ ଟକି ଓ ୧୯୭୧ରେ ପରୱାନ ମୁଭିରେ କାମ ମିଳିଲା । ଏ ଦୁଇଟି ଫିଲ୍ମ ମଧ୍ୟ ଫ୍ଲପ ହେଲା । ବିଗ୍ ଫ୍ଲପ ପରେ ବି ସାହାସ ହାରି ନଥିଲେ ଅମିତାଭ୍ । ୧୯୭୧ରେ ତାଙ୍କୁ ରାଜେଶ ଖାନ୍ନାଙ୍କ ଅଭିନୀତ 'ଆନନ୍ଦ' ଫିଲ୍ମରେ ସୁଯୋଗ ମିଳିଲା । ୧୯୭୩ର ଫିଲ୍ମ ଜଞ୍ଜିର ତାଙ୍କୁ ଚଖାଇଥିଲା ସଫଳତାର ସ୍ୱାଦ । ଏହାପରେ କାଳିଆ, ଅମର ଅକବ୍ବର ଆନ୍‌ଥୋନୀ, ସତେ ପେ ସତା, ଦିଓ୍ବାର, ଡନ୍, ସୋଲେ ଭଳି ଏକାଧିକ ହିଟ୍ ଫିଲ୍ମ ତାଙ୍କୁ ଭାରତର ବଡ଼ ଷ୍ଟାର ଭାବେ ଦେଇଥିଲା ପରିଚୟ ।

୧୯୮୩ର କୁଲି ଫିଲ୍ମର ଫାଇଟ୍ ସିନ୍ ସୁଟି ବେଳେ ଗୁରୁତର ଭାବେ ଆହତ ହୋଇଥିଲେ ଅମିତାଭ । କୁହାଯାଏ, ଫ୍ୟାନ୍‌ଙ୍କ ଅଶୁମାରୀ ଭଲ ପାଇବା ତାଙ୍କୁ ଦେଇଥିଲା ପୁନଃଜନ୍ମ । ଅମିତାଭ ଦୁଇ ହାତରେ ଲେଖିପାରନ୍ତି, ଆଉ ଏକାସଙ୍ଗେ ଦୁଇଟି ଘଣ୍ଟା ପିନ୍ଧନ୍ତି । ପରଦାରେ ଯେତେ ହିଟ୍ ଅମିତାଭ ସେତେ ଫିଟ୍ ମଧ୍ୟ । ୨୦୦୭ ସୁଟ୍ ବଉଟ୍ ଆଟ୍ ଲୋଖଣ୍ଡଓ୍ବାଲାର ସୁଟିଂ ବେଳେ ସେ ଏକାଥରେ ୫ ଘଣ୍ଟାରେ ୨୩ଟି ସିନ୍ ସାରିଥିଲେ । ଅମିତାଭଙ୍କ ଏଭଳି ଗୋଟିଏ ପରେ ଗୋଟେ ସିନେମା ଆସୁଥାଉ । ଏତିକି ହିଁ ଜନ୍ମ ଦିନରେ କାମନା ।

Powered by Froala Editor

Tags amitabh

Related articles Odisha News Lens 4.1

  • ଟାରିଫ୍ ନିୟମ କୋହଳ: ଭାରତ ଉପରେ ଲାଗିବନି ୧୦୦ ପ୍ରତିଶତ ଶୁଳ୍କ
    ଦେଶ-ଦେଶାନ୍ତର

    ଟାରିଫ୍ ନିୟମ କୋହଳ: ଭାରତ ଉପରେ ଲାଗିବନି ୧୦୦ ପ୍ରତିଶତ ଶୁଳ୍କ

    14785
    Oct 17, 2026
  • ୭୫ ବର୍ଷ ବୃଦ୍ଧଙ୍କ ସହ ନିର୍ବନ୍ଧ କଲେ ୩୦ ବର୍ଷୀୟ ବ୍ଲଗର
    ଦେଶ-ଦେଶାନ୍ତର

    ୭୫ ବର୍ଷ ବୃଦ୍ଧଙ୍କ ସହ ନିର୍ବନ୍ଧ କଲେ ୩୦ ବର୍ଷୀୟ ବ୍ଲଗର

    13590
    Oct 17, 2026
  • ଇଣ୍ଟରନେଟ୍ ବ୍ୟବହାର ପ୍ରତ୍ୟେକ ବ୍ୟକ୍ତିଙ୍କର ଏକ ମୌଳିକ ଅଧିକାର: ସୁପ୍ରିମକୋର୍ଟ
    ଦେଶ-ଦେଶାନ୍ତର

    ଇଣ୍ଟରନେଟ୍ ବ୍ୟବହାର ପ୍ରତ୍ୟେକ ବ୍ୟକ୍ତିଙ୍କର ଏକ ମୌଳିକ ଅଧିକାର: ସୁପ୍ରିମକୋର୍ଟ

    13762
    Oct 17, 2026
  • ଆମେରିକାରେ ୩୦ ହଜାର ଭାରତୀୟ ଶ୍ରମିକ ଛାଡିଲେଣି ଚାଷ କାମ
    ଦେଶ-ଦେଶାନ୍ତର

    ଆମେରିକାରେ ୩୦ ହଜାର ଭାରତୀୟ ଶ୍ରମିକ ଛାଡିଲେଣି ଚାଷ କାମ

    14064
    Oct 17, 2026
  • ଛାତିରେ ସଂକ୍ରମଣ ଯୋଗୁଁ ହସ୍ପିଟାଲରେ  ଲାଲକୃଷ୍ଣ ଆଡଭାନୀ
    ଦେଶ-ଦେଶାନ୍ତର

    ଛାତିରେ ସଂକ୍ରମଣ ଯୋଗୁଁ ହସ୍ପିଟାଲରେ ଲାଲକୃଷ୍ଣ ଆଡଭାନୀ

    14018
    Oct 17, 2026
  • ବର୍ଷ ସାରା ମହାରାଷ୍ଟ୍ରରେ ବାଣ ଫୁଟା ବନ୍ଦ
    ଦେଶ-ଦେଶାନ୍ତର

    ବର୍ଷ ସାରା ମହାରାଷ୍ଟ୍ରରେ ବାଣ ଫୁଟା ବନ୍ଦ

    13559
    Oct 17, 2026
  • ନୁଡୁଲ୍ସ ଖାଇ ପରିବାରର ୫ ଜଣଙ୍କ ମୃତ୍ୟୁ
    ଦେଶ-ଦେଶାନ୍ତର

    ନୁଡୁଲ୍ସ ଖାଇ ପରିବାରର ୫ ଜଣଙ୍କ ମୃତ୍ୟୁ

    13952
    Oct 17, 2026
  • ଦିଲ୍ଲୀ-ମୁମ୍ବାଇ ଏକ୍ସପ୍ରେସୱେରେ ଦୁର୍ଘଟଣା, ୮ ମୃତ
    ଦେଶ-ଦେଶାନ୍ତର

    ଦିଲ୍ଲୀ-ମୁମ୍ବାଇ ଏକ୍ସପ୍ରେସୱେରେ ଦୁର୍ଘଟଣା, ୮ ମୃତ

    13987
    Oct 17, 2026
  • ସେନାକୁ ବଡ଼ ଧରଣର ସଫଳତା: ଦୁଇ ଆତଙ୍କବାଦୀ ନିହତ
    ଦେଶ-ଦେଶାନ୍ତର

    ସେନାକୁ ବଡ଼ ଧରଣର ସଫଳତା: ଦୁଇ ଆତଙ୍କବାଦୀ ନିହତ

    14676
    Oct 17, 2026

ଆପଣ ଆଗ୍ରହୀ ହୋଇପାରନ୍ତି

  • ଦେଶ-ଦେଶାନ୍ତର

    ଛାତିରେ ସଂକ୍ରମଣ ଯୋଗୁଁ ହସ୍ପିଟାଲରେ ଲାଲକୃଷ୍ଣ ଆଡଭାନୀ

    14018
    Oct 17, 2026
  • ଦେଶ-ଦେଶାନ୍ତର

    ସେନାକୁ ବଡ଼ ଧରଣର ସଫଳତା: ଦୁଇ ଆତଙ୍କବାଦୀ ନିହତ

    14676
    Oct 17, 2026
  • ମନୋରଞ୍ଜନ

    ‘ଆର୍ସି-୧୭’ରେ ରାମ ଚରଣଙ୍କ ସହ ସ୍କ୍ରିନ୍ ଶେୟାର୍ କରିବେ ସାରା ଅର୍ଜୁନ

    15354
    Oct 17, 2026

Advertisement

ସଂସ୍କୃତି

ରବୀନ୍ଦ୍ର ମଣ୍ଡପଠାରେ "ନୃତ୍ୟାଞ୍ଜଳୟ ଉତ୍ସବ-୨୦୨୨" ଅନୁଷ୍ଠିତ

ଭୁବନେଶ୍ୱର, ୧୫/୦୫ (ନି.ପ୍ର.): ସ୍ଥାନୀୟ ରବୀନ୍ଦ୍ର ମଣ୍ଡପଠାରେ "ନୃତ୍ୟାଞ୍ଜଳୟ ଉତ୍ସବ-୨୦୨୨" ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଧର୍ମଶାଳା ବିଧାୟକ ସ୍ଵାଧୀନ ହିମାଂଶୁ ଶେଖର ସାହୁ, ପଦ୍ମଶ୍ରୀ ଗୁରୁ କୁମକୁମ ମହାନ୍ତି, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ଉପ-ନିର୍ଦ୍ଦେଶିକା ଶ୍ରୀମ ...

  • ଓଡ଼ିଶାଲିଙ୍କ୍ସର ୮ମ ସ୍ଵନକ୍ଷତ୍ର, ଲୁହରେ ଭିଜାଇଲା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଭକ୍ତି ଆଧାରିତ ନାଟକ ‘ଅଦୃଶ୍ୟ ଜଗନ୍ନାଥ‘

    17191
    Jun 25, 2025
  • ୨୯ ତମ ଓଏମ୍‌ସି. ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବ ଉଦ୍‍ଯାପିତ

    17886
    Sep 10, 2023
  • ୨୯ ତମ ଓଏମ୍‌ସି ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବର ଚତୁର୍ଥ ସଂଧ୍ୟାରେ କୁଚିପୁଡ଼ି ନୃତ୍ୟ ସାଙ୍ଗକୁ ତବଲା ବାଦରେ ଦର୍ଶକ ବିଭୋର

    17833
    Sep 09, 2023
  • କଥକ ଶାସ୍ତ୍ରୀୟ ନୃତ୍ୟ ସହିତ ହିନ୍ଦୁସ୍ଥାନୀ କଣ୍ଠ ସଙ୍ଗୀତରେ ଦର୍ଶକ ବିଭୋର

    18255
    Sep 06, 2023

ବିଶେଷ

  • କୌଣସି କାରଣ ନଥାଇ ଘରେ ହେଉଛି କି ଝଗଡ଼ା, କରନ୍ତୁ ଏହି ଉପାୟ....

    15055
    Oct 16, 2026
  • ମୂଳାଷ୍ଟମୀ କାହିଁକି ହୁଏ ପାଳନ, କ'ଣ ରହିଛି ତାତ୍ପର୍ଯ୍ୟ ଜାଣନ୍ତୁ.....

    14657
    Oct 06, 2026
  • କେଶ ପାଇଁ ବ୍ୟବହାର କରନ୍ତୁ ଅଣ୍ଡା ତେଲ

    14762
    Oct 04, 2026
  • ଏମିତି ଘରକୁ ରଖନ୍ତୁ ଥଣ୍ଡା.....

    15764
    Sep 29, 2026
  • ବାରମ୍ବାର ରୋଗ ଗ୍ରସ୍ତ ହେଉଥିଲେ କରନ୍ତୁ ଏହି ଉପାୟ.......

    14437
    Sep 27, 2026

ବାଣିଜ୍ୟ

ପ୍ରକଳ୍ପ ସଙ୍ଗମ ଅଧୀନରେ ୩୩ଟି ଗ୍ରାମରେ କୃଷି ଯାନ୍ତ୍ରିକୀକରଣକୁ ପ୍ରୋତ୍ସାହିତ କରୁଛି ବେଦାନ୍ତ ଆଲୁମିନିୟମ୍

କଳାହାଣ୍ଡିରେ ୩୩୮ଟି ବିଦ୍ୟୁତ୍ ଚାଳିତ ସ୍ପ୍ରେୟର ବଣ୍ଟନ ମାଧ୍ୟମରେ କୃଷି ଯାନ୍ତ୍ରିକୀକରଣକୁ ଆଗକୁ ବଢ଼ାଉଛି ପ୍ରକଳ୍ପ ସଙ୍ଗମ

ଭୁବନେଶ୍ୱର;୧୬, ୨୦୨୬: ସ୍ଥାୟୀ ଗ୍ରାମୀଣ ବିକାଶ ପ୍ରତି ନିଜର ପ୍ରତିବଦ୍ଧ ...

  • କଳାହାଣ୍ଡି ଓ ରାୟଗଡ଼ାରେ ନିର୍ଭରଯୋଗ୍ୟ ଆଲୋକ ଓ ପାନୀୟ ଜଳ ବ୍ୟବସ୍ଥା ପାଇଁ ବେଦାନ୍ତ ଆଲୁମିନିୟମ୍ ଦ୍ୱାରା ସୌର ଭିତ୍ତିଭୂମି ସ୍ଥାପନ

    14542
    Oct 15, 2026
  • BSE ସେନ୍‌ସେକ୍ସ ୧୧୦୯ ପଏଣ୍ଟ ବଢ଼ିଲା

    13985
    Oct 14, 2026
  • ବେଦାନ୍ତ ଆଲୁମିନିୟମ ୧୦୦ରୁ ଅଧିକ ଏସ୍ଏଚ୍‍ଜି ମହିଳାମାନଙ୍କୁ ଲାଞ୍ଜିଗଡ଼ରେ ମାଣ୍ଡିଆ ଭିତ୍ତିକ ଉଦ୍ୟୋଗୀ ସୁବିଧା ଯୋଗାଇ ଦେଇଛି

    15105
    Oct 09, 2026
  • ଡଲାର ତୁଳନାରେ ଟଙ୍କା ବିନିମୟ ଦୁର୍ବଳ

    15813
    Oct 08, 2026

ଅନଲାଇନ୍ ସଂଯୋଗ

  • 67944
    Followers
  • 227640
    Likes
  • 54300
    Subscribers

Subscribe to our Newsletter

Sign up to receive email updates and to hear what's going on with our magazine!

logo

ଆଜିକାଲି, ମୁଦ୍ରିତ ଖବରକାଗଜ ପଢିବା ପାଇଁ ଲୋକଙ୍କ ପାଖରେ ପର୍ଯ୍ୟାପ୍ତ ସମୟ ନାହିଁ, ଯାହା ଗତକାଲିର ସାଧାରଣ ଘଟଣାକୁ କଭର୍ କରିଥାଏ, ତେଣୁ ସର୍ବଶେଷ ଖବର ପାଇବା ପାଇଁ ସେମାନେ ସର୍ବଦା ୱେବ୍ ପୋର୍ଟାଲ୍ କିମ୍ବା ଇଲେକ୍ଟ୍ରୋନିକ୍ ମିଡିଆ ଅନୁସରଣ କରିବାକୁ ଆଗ୍ରହୀ ଅଟନ୍ତି |

ଆମର ଅନଲାଇନ୍ ନ୍ୟୁଜ୍ ପୋର୍ଟାଲ୍ ସମଗ୍ର ବିଶ୍ୱରେ ସର୍ବଶେଷ ଅଦ୍ୟତନ, ସାମ୍ପ୍ରତିକ ଘଟଣା ସହିତ ଲୋକଙ୍କୁ ଶିକ୍ଷା ଏବଂ ସୂଚନା ଦେବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ |

  • ଖବର

  • ଛାତିରେ ସଂକ୍ରମଣ ଯୋଗୁଁ ହସ୍ପିଟାଲରେ ଲାଲକୃଷ୍ଣ ଆଡଭାନୀ

    14018
    Oct 17, 2026
  • ଆମେରିକାରେ ୩୦ ହଜାର ଭାରତୀୟ ଶ୍ରମିକ ଛାଡିଲେଣି ଚାଷ କାମ

    14064
    Oct 17, 2026
  • ଇଣ୍ଟରନେଟ୍ ବ୍ୟବହାର ପ୍ରତ୍ୟେକ ବ୍ୟକ୍ତିଙ୍କର ଏକ ମୌଳିକ ଅଧିକାର: ସୁପ୍ରିମକୋର୍ଟ

    13762
    Oct 17, 2026

About Us

  • Bhubaneswar, Odisha, India
  • 0 00000 000 00
  • odishanewslens@gmail.com

Follow us

  • Home
  • Contact Us
  • About Us
© Copyright Odisha News Lens 4.1. All rights reserved. in association with Konect.In