Odisha News Lens 4.1

Top Menu

  • About
  • Contact

Main Menu

  • Home
  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ବିଶେଷ
  • ପରିବେଶ
  • ତର୍ଜମା
  • ସଂସ୍କୃତି
READ NEWS IN ENGLISH ( ver.4.2) Friday, August 01, 2025, Login
  • About
  • Contact

logo

Header Banner

Odisha News Lens 4.1

  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ଅନ୍ୟାନ୍ୟ
    • ବିଶେଷ
    • ପରିବେଶ
    • ତର୍ଜମା
    • ସଂସ୍କୃତି
  • ବଢ଼ିବାରେ ଲାଗିଛି ଅନିଲ ଅମ୍ବାନୀଙ୍କ ...

  • କମିଲା ବାଣିଜ୍ୟିକ ଏଲପିଜି ସିଲିଣ୍ଡରର ...

  • ଆଜିଠୁ UPI ୟୁଜର୍ସଙ୍କ ପାଇଁ ନୂଆ ନିୟମ, ...

  • ଜାତୀୟ ଚଳଚ୍ଚିତ୍ର ପୁରସ୍କାର ପାଇଁ ...

  • ଆତ୍ମହତ୍ୟା ପୂର୍ବରୁ ମା’ଙ୍କୁ ମେସେଜ୍ ...

  • ୪୦ ବର୍ଷୀୟ ଶିକ୍ଷକ ସହ ଅଷ୍ଟମ ଶ୍ରେଣୀ ...

  • AI ପାଇଁ ଏହି ୪୦ଟି ଚାକିରି ବିପଦରେ

  • ମହଙ୍ଗା ପାଠପଢ଼ା : ନର୍ସରୀ ଆଡମିଶନ ପାଇଁ ୨.୫ ...

  • ଏମିତି କଲେ ଘରୁ ଦୂରେଇ ଯିବେ ଝିଟିପିଟି

  • ଉପକାରୀ ଗୁଣରେ ଭରପୁର ଭିଟାମିନ୍‌-ଇ’

ମନୋରଞ୍ଜନ
Home ›› ମନୋରଞ୍ଜନ ››ବିପାଶା ଓ କରଣଙ୍କ ଘରକୁ ଆସିବ କୁନି ଅତିଥି

ବିପାଶା ଓ କରଣଙ୍କ ଘରକୁ ଆସିବ କୁନି ଅତିଥି

2022-08-16 20:35:50
17260
Share:
Facebook
Twitter
E-Mail
WhatsApp
Telegram
ବିପାଶା ଓ କରଣଙ୍କ ଘରକୁ ଆସିବ କୁନି ଅତିଥି

ମାଆ ହେବାକୁ ଯାଉଛନ୍ତି ବଲିଉଡ ବିୟୁଟି ବିପାଶା ବାସୁ । ବଲିଉଡର ଷ୍ଟାର୍‌ ଦମ୍ପତି ବିପାଶା ବାସୁ ଓ ତାଙ୍କ ସ୍ୱାମୀ କରଣ ସିଂହ ଗ୍ରୋଭର ଫଟୋ ଶେଆର କରି ଖୋଦ୍‌ ଏହି ଗୁଡ୍‌ ନ୍ୟୁଜ୍‌ ଦେଇଛନ୍ତି। ଏହି ଖବର ସେ ନିଜେ ଅଫିସିଆଲ କରିଛନ୍ତି । ଏବେ ବିପାଶା ତାଙ୍କ ପ୍ରେଗ୍ନେସିକୁ ଏନଜୟ କରୁଛନ୍ତି । ବର୍ତ୍ତମାନ ବିପାଶା ଶେଷ ଟ୍ରେମିଷ୍ଟରରେ ଅଛନ୍ତି । ଆଉ ଏହାରି ଭିତରେ ବିପାଶ ବେବି ବମ୍ପ ସହ ଗ୍ଲାମରସ ଫଟୋ ଶୁଟ କରିଛନ୍ତି । ଏହି ଫଟୋଶୁଟରେ ତାଙ୍କ ସହ ତାଙ୍କ ସ୍ୱାମୀ ତଥା ଅଭିନେତା କରଣ ସିଂହ ଗ୍ରୋଭର ନଜର ଆସିଛନ୍ତି ।

ଏହି ଫଟୋକୁ ଶେଆର କରି ବିପାଶା ଏକ ସୁନ୍ଦର ନୋଟ୍‌ ମଧ୍ୟ ଲେଖିଛନ୍ତି। ‘ଏକ ନୂଆ ସମୟ, ନୂଆ ଫେଜ…ଏକ ନୂଆ ଆଲୋକ ଆମ ସହ ଯୋଡ଼ି ହେବାକୁ ଯାଉଛି। ଏହା ପୂର୍ବାପେକ୍ଷା ଆମକୁ ଅଧିକ ସମ୍ପୂର୍ଣ୍ଣ କରୁଛି।’ ଆଗକୁ ମଜାଳିଆ ଢଙ୍ଗରା ବିପାଶା ଲେଖିଛନ୍ତି, ‘କେବଳ ଦୁଇ ଜଣଙ୍କ ପାଇଁ ଏତିକି ଭଲପାଇବା ଢେର ଅଧିକା। ଏଥିପାଇଁ ଖୁବଶୀଘ୍ର ଆମେ ଦୁଇରୁ ତିନି ହେବାକୁ ଯାଉଛୁ। ଆମ ଛୁଆ ଖୁବଶୀଘ୍ର ଆମକୁ ଜଏନ୍‌ କରିବ।’

ବିପାଶାଙ୍କ ଏହି ଗୁଡ ନ୍ୟୁଜ୍‌ ଶୁଣିବା ପରେ ତାଙ୍କ ଫ୍ୟାନ୍‌ମାନେ ଅତ୍ୟନ୍ତ ଖୁସି ହୋଇଯାଇଛନ୍ତି। ବିପାଶା ଶେଆର କରିଥିବା ଫଟୋକୁ କିଛି ମିନିଟ୍‌ ମଧ୍ୟରେ ହିଁ ହଜାର ହଜାର ଲୋକ ଲାଇକ୍ କରିବା ସହ କମେଣ୍ଟ ମଧ୍ୟ ଦେଇଛନ୍ତି।

ଫଟୋରେ ବିପାଶା ଏକ ଓଭର ସାଇଜ୍ ଶାର୍ଟ ପିନ୍ଧିଥିବା ବେଳେ ଏହାର ଗୋଟିଏ ବଟନ ଲଗାଯାଇଛି ଆଉ ତାଙ୍କ ବେବି ବମ୍ପ ସ୍ପଷ୍ଟ ନଜର ଆସୁଛି । ଆଉ ଏକ ଫଟୋରେ ସ୍ୱାମୀ କରଣ ସିଂ ଗ୍ରୋଭର ବିପାଶାଙ୍କ ବେବି ବମ୍ପକୁ ଧରି କିସ୍ କରୁଥିବା ଦେଖାଯାଇଛି ।

Powered by Froala Editor

Tags bipasha

Related articles Odisha News Lens 4.1

  • ଜାତୀୟ ଚଳଚ୍ଚିତ୍ର ପୁରସ୍କାର ପାଇଁ ବିକ୍ରାନ୍ତ ଓ ରାଣୀଙ୍କ ନାଁ ତାଲିକାର ଆଗରେ
    ମନୋରଞ୍ଜନ

    ଜାତୀୟ ଚଳଚ୍ଚିତ୍ର ପୁରସ୍କାର ପାଇଁ ବିକ୍ରାନ୍ତ ଓ ରାଣୀଙ୍କ ନାଁ ତାଲିକାର ଆଗରେ

    14459
    Aug 01, 2025
  • ମହଙ୍ଗା ପାଠପଢ଼ା : ନର୍ସରୀ ଆଡମିଶନ ପାଇଁ ୨.୫ ଲକ୍ଷ
    ଦେଶ-ଦେଶାନ୍ତର

    ମହଙ୍ଗା ପାଠପଢ଼ା : ନର୍ସରୀ ଆଡମିଶନ ପାଇଁ ୨.୫ ଲକ୍ଷ

    14015
    Jul 31, 2025
  • ଏମିତି କଲେ ଘରୁ ଦୂରେଇ ଯିବେ ଝିଟିପିଟି
    ବିଶେଷ

    ଏମିତି କଲେ ଘରୁ ଦୂରେଇ ଯିବେ ଝିଟିପିଟି

    14347
    Jul 31, 2025
  • ଆତ୍ମହତ୍ୟା ପୂର୍ବରୁ ମା’ଙ୍କୁ ମେସେଜ୍ କରିଥିଲେ ଫସୀଲା
    ଦେଶ-ଦେଶାନ୍ତର

    ଆତ୍ମହତ୍ୟା ପୂର୍ବରୁ ମା’ଙ୍କୁ ମେସେଜ୍ କରିଥିଲେ ଫସୀଲା "ଆଉ ସହି ହେଉନି ...

    15103
    Jul 31, 2025
  • AI ପାଇଁ ଏହି ୪୦ଟି ଚାକିରି ବିପଦରେ
    ଦେଶ-ଦେଶାନ୍ତର

    AI ପାଇଁ ଏହି ୪୦ଟି ଚାକିରି ବିପଦରେ

    15213
    Jul 31, 2025
  • କମିଲା ବାଣିଜ୍ୟିକ ଏଲପିଜି ସିଲିଣ୍ଡରର ମୂଲ୍ୟ
    ଦେଶ-ଦେଶାନ୍ତର

    କମିଲା ବାଣିଜ୍ୟିକ ଏଲପିଜି ସିଲିଣ୍ଡରର ମୂଲ୍ୟ

    14088
    Aug 01, 2025
  • ବଢ଼ିବାରେ ଲାଗିଛି ଅନିଲ ଅମ୍ବାନୀଙ୍କ ଅଡୁଆ, ସମନ ଜାରି କଲା ଇଡି
    ଦେଶ-ଦେଶାନ୍ତର

    ବଢ଼ିବାରେ ଲାଗିଛି ଅନିଲ ଅମ୍ବାନୀଙ୍କ ଅଡୁଆ, ସମନ ଜାରି କଲା ଇଡି

    14665
    Aug 01, 2025
  • ୪୦ ବର୍ଷୀୟ ଶିକ୍ଷକ ସହ ଅଷ୍ଟମ ଶ୍ରେଣୀ ଛାତ୍ରୀର ବାହାଘର
    ଦେଶ-ଦେଶାନ୍ତର

    ୪୦ ବର୍ଷୀୟ ଶିକ୍ଷକ ସହ ଅଷ୍ଟମ ଶ୍ରେଣୀ ଛାତ୍ରୀର ବାହାଘର

    14034
    Jul 31, 2025
  • ଆଜିଠୁ UPI ୟୁଜର୍ସଙ୍କ ପାଇଁ ନୂଆ ନିୟମ, ଜାଣନ୍ତୁ କ’ଣ?
    ଦେଶ-ଦେଶାନ୍ତର

    ଆଜିଠୁ UPI ୟୁଜର୍ସଙ୍କ ପାଇଁ ନୂଆ ନିୟମ, ଜାଣନ୍ତୁ କ’ଣ?

    15072
    Aug 01, 2025

ଆପଣ ଆଗ୍ରହୀ ହୋଇପାରନ୍ତି

  • ଦେଶ-ଦେଶାନ୍ତର

    AI ପାଇଁ ଏହି ୪୦ଟି ଚାକିରି ବିପଦରେ

    15213
    Jul 31, 2025
  • ଦେଶ-ଦେଶାନ୍ତର

    ମହଙ୍ଗା ପାଠପଢ଼ା : ନର୍ସରୀ ଆଡମିଶନ ପାଇଁ ୨.୫ ଲକ୍ଷ

    14015
    Jul 31, 2025
  • ବିଶେଷ

    ଏମିତି କଲେ ଘରୁ ଦୂରେଇ ଯିବେ ଝିଟିପିଟି

    14347
    Jul 31, 2025

Advertisement

ସଂସ୍କୃତି

ଓଡ଼ିଶାଲିଙ୍କ୍ସର ୮ମ ସ୍ଵନକ୍ଷତ୍ର, ଲୁହରେ ଭିଜାଇଲା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଭକ୍ତି ଆଧାରିତ ନାଟକ ‘ଅଦୃଶ୍ୟ ଜଗନ୍ନାଥ‘

ଭୁବନେଶ୍ୱର: ରାଜଧାନୀର ଭଞ୍ଜକଳା ମଣ୍ଡପଠାରେ ଡିଜିଟାଲ ଗଣମାଧ୍ୟମ ଜଗତରେ ସ୍ୱତନ୍ତ୍ର ପରିଚିତି ହାସଲ କରିଥିବା ଓଡ଼ିଶାଲିଙ୍କ୍ସର ୮ମ ସ୍ଵନକ୍ଷତ୍ର ପାଳିତ ହୋଇଛି। କ୍ରୀଡ଼ା, ଯୁବ ବ୍ୟାପାର, ଭାଷା ଓ ସଂସ୍କୃତି ଏବଂ ଉଚ୍ଚ ...

  • ୨୯ ତମ ଓଏମ୍‌ସି. ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବ ଉଦ୍‍ଯାପିତ

    16650
    Sep 10, 2023
  • ୨୯ ତମ ଓଏମ୍‌ସି ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବର ଚତୁର୍ଥ ସଂଧ୍ୟାରେ କୁଚିପୁଡ଼ି ନୃତ୍ୟ ସାଙ୍ଗକୁ ତବଲା ବାଦରେ ଦର୍ଶକ ବିଭୋର

    16762
    Sep 09, 2023
  • କଥକ ଶାସ୍ତ୍ରୀୟ ନୃତ୍ୟ ସହିତ ହିନ୍ଦୁସ୍ଥାନୀ କଣ୍ଠ ସଙ୍ଗୀତରେ ଦର୍ଶକ ବିଭୋର

    17087
    Sep 06, 2023
  • ୮୫ ତମ ଉତ୍କଳ ଦିବସ

    15569
    Apr 03, 2021

ବିଶେଷ

  • ଏମିତି କଲେ ଘରୁ ଦୂରେଇ ଯିବେ ଝିଟିପିଟି

    14347
    Jul 31, 2025
  • ଉପକାରୀ ଗୁଣରେ ଭରପୁର ଭିଟାମିନ୍‌-ଇ’

    14278
    Jul 31, 2025
  • ରାକ୍ଷୀରେ ଥାଳିରେ ରଖନ୍ତୁ ଏହିସବୁ ଜିନିଷ

    15156
    Jul 30, 2025
  • ଆହାନ ପାଣ୍ଡେ ଓ ଅନୀତ୍ ପଡ୍ଡାଙ୍କ 'ସୈୟାରା ' କରୁଛି କମାଲ

    16014
    Jul 29, 2025
  • ସର୍ଭାଇକାଲ ଯନ୍ତ୍ରଣା କଣ, ଜାଣନ୍ତୁ କାରଣ...

    15835
    Jul 28, 2025

ବାଣିଜ୍ୟ

ଏୟୁ ସ୍ମଲ୍‌ ଫାଇନାନ୍ସ ବ୍ୟାଙ୍କ ଭୁବନେଶ୍ୱରରେ ଚାରିଟି ନୂଆ ପୋଲିସ ବୁଥ୍‌ ସହିତ ସଡ଼କ ସୁରକ୍ଷାକୁ ପରିବର୍ଦ୍ଧିତ କଲା

ଭୁବନେଶ୍ୱର : ସଡ଼କ ସୁରକ୍ଷା ଏବଂ ଗୋଷ୍ଠୀ କଲ୍ୟାଣ ପ୍ରତି ପ୍ରତିବଦ୍ଧତାର ଅଂଶ ଭାବରେ ଭାରତର ସର୍ବବୃହତ ସ୍ମଲ୍‌ ଫାଇନାନ୍ସ ବ୍ୟାଙ୍କ, ଏୟୁ ସ୍ମଲ ଫାଇନାନ୍ସ ବ୍ୟାଙ୍କ ଭୁବନେଶ୍ୱରର କେତେକ ସର୍ବାଧିକ ବ୍ୟସ୍ତବହୁଳ ଜଙ୍କ୍‌ସନଗୁଡିକରେ ଚାରିଟି ପୂର୍ଣ୍ଣ ସୁସଜ୍ଜିତ ପୋଲିସ ବୁଥ୍‌ ସ୍ଥାପନ କରି ଭୁବନେଶ୍ୱର ଟ ...

  • ଦୁର୍ଗମ ଅଞ୍ଚଳରେ ଜୀବନ ରକ୍ଷାକାରୀ ସ୍ୱାସ୍ଥ୍ୟସେବା ଯୋଗାଇ ଦେଉଛ ୟୁଏଆଇଏଲ୍‌ର ‘ନିରୋଗଶାଳା’

    14719
    Jul 28, 2025
  • ହିଣ୍ଡାଲ୍କୋ ଓ ରାଜ୍ୟ ସରକାରଙ୍କ ମଧ୍ୟରେ 2'ଟି ଏମଓୟୁ ସ୍ଵାକ୍ଷର, କେନ୍ଦୁଝର ଓ ସମ୍ବଲପୁରରେ ହେବ ପୋଷାକ ତିଆରି କାରଖାନା

    14810
    Jul 25, 2025
  • ନ୍ୟୁବର୍ଗ ପଲ୍ସ-ମହେନ୍ଦ୍ର ସିଂହ ଧୋନିଙ୍କ ସହଭାଗିତାରେ ରାଞ୍ଚିରେ ସ୍ୱୟଂ ସମ୍ପୂର୍ଣ୍ଣ ସମନ୍ଵିତ ନିଦାନ କେନ୍ଦ୍ର ଆରମ୍ଭ, ଏଥିରେ ରହିଛି, ସହରର ପ୍ରଥମ ଉନ୍ନତ ପେଟ୍-ସିଟି (PET-CT) ବ୍ୟବସ୍ଥା

    14157
    Jul 21, 2025
  • ଋଥଯାତ୍ରା ୨୦୨୫ରେ ୧ ଲକ୍ଷରୁ ଅଧିକ ଭକ୍ତ ଆଧ୍ୟାତ୍ମିକ ଭାବରେ ନିଜକୁ ଆଶୀର୍ବାଦର ‘ଭକ୍ତି ପଥେ’ ଅଭିଯାନରେ ତଲ୍ଲୀନ କଲେ

    14453
    Jul 19, 2025

ଅନଲାଇନ୍ ସଂଯୋଗ

  • 67944
    Followers
  • 227640
    Likes
  • 54300
    Subscribers

Subscribe to our Newsletter

Sign up to receive email updates and to hear what's going on with our magazine!

logo

ଆଜିକାଲି, ମୁଦ୍ରିତ ଖବରକାଗଜ ପଢିବା ପାଇଁ ଲୋକଙ୍କ ପାଖରେ ପର୍ଯ୍ୟାପ୍ତ ସମୟ ନାହିଁ, ଯାହା ଗତକାଲିର ସାଧାରଣ ଘଟଣାକୁ କଭର୍ କରିଥାଏ, ତେଣୁ ସର୍ବଶେଷ ଖବର ପାଇବା ପାଇଁ ସେମାନେ ସର୍ବଦା ୱେବ୍ ପୋର୍ଟାଲ୍ କିମ୍ବା ଇଲେକ୍ଟ୍ରୋନିକ୍ ମିଡିଆ ଅନୁସରଣ କରିବାକୁ ଆଗ୍ରହୀ ଅଟନ୍ତି |

ଆମର ଅନଲାଇନ୍ ନ୍ୟୁଜ୍ ପୋର୍ଟାଲ୍ ସମଗ୍ର ବିଶ୍ୱରେ ସର୍ବଶେଷ ଅଦ୍ୟତନ, ସାମ୍ପ୍ରତିକ ଘଟଣା ସହିତ ଲୋକଙ୍କୁ ଶିକ୍ଷା ଏବଂ ସୂଚନା ଦେବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ |

  • ଖବର

  • ମହଙ୍ଗା ପାଠପଢ଼ା : ନର୍ସରୀ ଆଡମିଶନ ପାଇଁ ୨.୫ ଲକ୍ଷ

    14015
    Jul 31, 2025
  • ଉପକାରୀ ଗୁଣରେ ଭରପୁର ଭିଟାମିନ୍‌-ଇ’

    14278
    Jul 31, 2025
  • ଏମିତି କଲେ ଘରୁ ଦୂରେଇ ଯିବେ ଝିଟିପିଟି

    14347
    Jul 31, 2025

About Us

  • Bhubaneswar, Odisha, India
  • 0 00000 000 00
  • odishanewslens@gmail.com

Follow us

  • Home
  • Contact Us
  • About Us
© Copyright Odisha News Lens 4.1. All rights reserved. in association with Konect.In