Odisha News Lens 3.2

Top Menu

  • About
  • Contact

Main Menu

  • Home
  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ବିଶେଷ
  • ପରିବେଶ
  • ତର୍ଜମା
  • ସଂସ୍କୃତି
READ NEWS IN ENGLISH Monday, August 08, 2022, Login
  • About
  • Contact

logo

Header Banner

Odisha News Lens 3.2

  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ଅନ୍ୟାନ୍ୟ
    • ବିଶେଷ
    • ପରିବେଶ
    • ତର୍ଜମା
    • ସଂସ୍କୃତି
  • ଅଭାବନୀୟ ଘଟଣା: ଭୂତ ଛଡାଇବାକୁ ୫ ବର୍ଷର ...

  • ରାକ୍ଷୀ ପଠାଇଲେ ପ୍ରଧାନମନ୍ତ୍ରୀଙ୍କ ...

  • ଲଣ୍ଡନରେ ‘କଲ୍ ହୋ ନା ହୋ’

  • ସ୍ୱାସ୍ଥ୍ୟ ପାଇଁ ଲାଭଦାୟକ ଛଚିନ୍ଦ୍ରା ...

  • ତମ୍ବା ପାତ୍ରରେ ପିଅନ୍ତୁ ପାଣି ମିଳିବ ...

  • ଦୃଢ଼ ଚିନ୍ତାଧାରା ଆଗକୁ ଦେଖାଏ ରାସ୍ତା

  • ପୁଣି ସମରାଭ୍ୟାସର ଧମକ ଦେଲା ଚାଇନା

  • ସିଏସଆଇଆରର ପ୍ରଥମ ମହିଳା ମହାନିର୍ଦ୍ଦେଶକ ...

  • ପ୍ରସବ ଯନ୍ତ୍ରଣାରେ ଛଟପଟ ହେଉଥିଲେ ମହିଳା, ...

  • ଗୁଜୁରାଟରେ କେଜ୍ରିୱାଲଙ୍କ ପ୍ରତିଶ୍ରୁତି ...

ରାଜ୍ୟ
Home ›› ରାଜ୍ୟ ››ଚିଟଫଣ୍ଡ ସଂସ୍ଥାର ୨.୧୬ କୋଟି ସମ୍ପତ୍ତି ଜବତ

ଚିଟଫଣ୍ଡ ସଂସ୍ଥାର ୨.୧୬ କୋଟି ସମ୍ପତ୍ତି ଜବତ

2022-08-05 13:45:50
13871
Share:
Facebook
Twitter
E-Mail
WhatsApp
Telegram
ଚିଟଫଣ୍ଡ ସଂସ୍ଥାର ୨.୧୬ କୋଟି ସମ୍ପତ୍ତି ଜବତ

ଭୁବନେଶ୍ବର : ଚିଟଫଣ୍ଡ ସଂସ୍ଥା ନବ ଦିଗନ୍ତ କ୍ୟାପିଟାଲ୍ ସର୍ଭିସେସ୍ ଲିମିଟେଡ଼ର ଦୁଇ କୋଟି ୧୬ ଲକ୍ଷ ଟଙ୍କାର ଅସ୍ଥାବର ଓ ସ୍ଥାବର ସମ୍ପତ୍ତିକୁ ପ୍ରବର୍ତ୍ତନ ନିର୍ଦେଶାଳୟ (ଇଡି)  ଜବତ କରିଛି। ପ୍ରିଭେନସନ୍ ଅଫ୍ ମନି ଲଣ୍ଡରିଂ ଆକ୍ଟ (ବିଏମଏଲଏ) ଆଧାରରେ ତଦନ୍ତକାରୀ ସଂସ୍ଥା ଏହି କାର୍ୟ୍ୟାନୁଷ୍ଠାନ ଗ୍ରହଣ କରିଛି। ନବ ଦିଗନ୍ତ ଏବଂ ଏହା ସହ ସମ୍ପୃକ୍ତ କମ୍ପାନୀଗୁଡ଼ିକର ନିର୍ଦେଶକ ଅଞ୍ଜନ କୁମାର ବଳିଆରସିଂହ, ପ୍ରଦୀପ କୁମାର ପଟ୍ଟନାୟକ, କାର୍ତ୍ତିକେୟ ପରିଡ଼ା ଥିଲେ। ପୂର୍ବରୁ ଏହି ଠକେଇ ମାମଲାରେ ନିର୍ଦେଶକ ଥିବା କିଛି ପୂର୍ବତନ ବିଧାୟକ, ସାଂସଦଙ୍କୁ ସିବିଆଇ ଗିରଫ କରିଥିଲା। ଜବତ ସମ୍ପତ୍ତି ମଧ୍ୟରେ ୧୬ ଲକ୍ଷ ଟଙ୍କା ମୂଲ୍ୟର ବ୍ୟାଙ୍କ ବାଲାନ୍ସ, ଯାହାକି ଆଇଡିବିଆଇ ଏବଂ ଇଣ୍ଡିଆନ୍ ବ୍ୟାଙ୍କର ୪୮ଟିି ଆକାଉଣ୍ଟରେ ରହିଥିଲା। ପୁରୀ ଜିଲା ନରେନ୍ଦ୍ରପୁର ମଉଜା ଓ ଖୋର୍ଦ୍ଧା ଜିଲା କାଇପଦର ମୌଜାରେ ଥିବା ୨ କୋଟି ଟଙ୍କା ମୂଲ୍ୟର ଦୁଇଟି ଜମି ରହିଛି।
ସିବିଆଇ ଦ୍ୱାରା ଦାଖଲ ହୋଇଥିବା ଏଫ୍ଆଇଆର୍ ଏବଂ ଦୁଇଟି ଅଭିଯୋଗ ଫର୍ଦ (ଚାର୍ଜସିଟ) ଆଧାରରେ ଇଡି ତଦନ୍ତ ଆରମ୍ଭ କରିଥିଲା। ନବ ଦିଗନ୍ତ କ୍ୟାପିଟାଲ୍ ସର୍ଭିସେସ୍ ଲିମିଟେଡ଼ ଶତାଧିକ ଲୋକଙ୍କୁ ଅଧିକ ଲାଭ ପ୍ରଲୋଭନ ଦେଖାଇ କୋଟି କୋଟି ଟଙ୍କା ଠକି ଥିବା ତଦନ୍ତରୁ ଇଡି ଜାଣିବାକୁ ପାଇଥିଲା। ଆରବିଆଇ କିମ୍ବା ସେବିଠାରୁ ସଂସ୍ଥା ଅନୁମତି ନନେଇ ଟଙ୍କା ରସିଦ ଏବଂ ପ୍ରମାଣପତ୍ର ପ୍ରଦାନ କରି ଟଙ୍କା ସଂଗ୍ରହ କରିଥିଲା। ପରେ ଏହି ଜମା ଅର୍ଥକୁ ନବ ଦିଗନ୍ତ କ୍ୟାପିଟାଲ୍ ସର୍ଭିସେସ୍ ଲିମିଟେଡ଼, ନବ ଦିଗନ୍ତ ପ୍ରୋଜେକ୍ଟ ଲିମିଟେଡ଼ ଏବଂ ନବ ଦିଗନ୍ତ ପ୍ରପର୍ଟିଜ୍ ଲିମିଟେଡ଼କୁ ଟ୍ରାନ୍ସଫର କରି ଠକିଥିଲା।

Powered by Froala Editor

Tags Cheatfund

Related articles Odisha News Lens 3.2

  • ସ୍ୱାସ୍ଥ୍ୟ ପାଇଁ ଲାଭଦାୟକ ଛଚିନ୍ଦ୍ରା ଚୋପା
    ବିଶେଷ

    ସ୍ୱାସ୍ଥ୍ୟ ପାଇଁ ଲାଭଦାୟକ ଛଚିନ୍ଦ୍ରା ଚୋପା

    14292
    Aug 08, 2022
  • ଦୃଢ଼ ଚିନ୍ତାଧାରା ଆଗକୁ ଦେଖାଏ ରାସ୍ତା
    ବିଶେଷ

    ଦୃଢ଼ ଚିନ୍ତାଧାରା ଆଗକୁ ଦେଖାଏ ରାସ୍ତା

    13665
    Aug 08, 2022
  • ରାକ୍ଷୀ ପଠାଇଲେ ପ୍ରଧାନମନ୍ତ୍ରୀଙ୍କ ପାକିସ୍ତାନୀ ଭଉଣୀ କମର ଶେଖ୍
    ଦେଶ-ଦେଶାନ୍ତର

    ରାକ୍ଷୀ ପଠାଇଲେ ପ୍ରଧାନମନ୍ତ୍ରୀଙ୍କ ପାକିସ୍ତାନୀ ଭଉଣୀ କମର ଶେଖ୍

    13718
    Aug 08, 2022
  • ସିଏସଆଇଆରର ପ୍ରଥମ ମହିଳା ମହାନିର୍ଦ୍ଦେଶକ ନଲ୍ଲାଥମ୍ୱି କଲାଇସେଲଭି
    ଦେଶ-ଦେଶାନ୍ତର

    ସିଏସଆଇଆରର ପ୍ରଥମ ମହିଳା ମହାନିର୍ଦ୍ଦେଶକ ନଲ୍ଲାଥମ୍ୱି କଲାଇସେଲଭି

    14932
    Aug 08, 2022
  • ପୁଣି ସମରାଭ୍ୟାସର ଧମକ ଦେଲା ଚାଇନା
    ଦେଶ-ଦେଶାନ୍ତର

    ପୁଣି ସମରାଭ୍ୟାସର ଧମକ ଦେଲା ଚାଇନା

    13407
    Aug 08, 2022
  • ଅଭାବନୀୟ ଘଟଣା: ଭୂତ ଛଡାଇବାକୁ ୫ ବର୍ଷର ଶିଶୁକୁ ପିଟିପିଟି ମାରିଦେଲେ ବାପାମାଆ
    ଦେଶ-ଦେଶାନ୍ତର

    ଅଭାବନୀୟ ଘଟଣା: ଭୂତ ଛଡାଇବାକୁ ୫ ବର୍ଷର ଶିଶୁକୁ ପିଟିପିଟି ମାରିଦେଲେ ବାପାମାଆ

    14520
    Aug 08, 2022
  • ଲଣ୍ଡନରେ ‘କଲ୍ ହୋ ନା ହୋ’
    ଦେଶ-ଦେଶାନ୍ତର

    ଲଣ୍ଡନରେ ‘କଲ୍ ହୋ ନା ହୋ’

    15121
    Aug 08, 2022
  • ପ୍ରସବ ଯନ୍ତ୍ରଣାରେ ଛଟପଟ ହେଉଥିଲେ ମହିଳା, ମର୍ଣ୍ଣିଂ ୱାକ୍‌ରେ ପଳାଇଲେ ଡାକ୍ତର
    ଦେଶ-ଦେଶାନ୍ତର

    ପ୍ରସବ ଯନ୍ତ୍ରଣାରେ ଛଟପଟ ହେଉଥିଲେ ମହିଳା, ମର୍ଣ୍ଣିଂ ୱାକ୍‌ରେ ପଳାଇଲେ ଡାକ୍ତର

    13691
    Aug 08, 2022
  • ଗୁଜୁରାଟରେ କେଜ୍ରିୱାଲଙ୍କ ପ୍ରତିଶ୍ରୁତି : ଆପ୍ ଆସିଲେ ଆଦିବାସୀଙ୍କୁ ମିଳିବ ବହୁ ...
    ଦେଶ-ଦେଶାନ୍ତର

    ଗୁଜୁରାଟରେ କେଜ୍ରିୱାଲଙ୍କ ପ୍ରତିଶ୍ରୁତି : ଆପ୍ ଆସିଲେ ଆଦିବାସୀଙ୍କୁ ମିଳିବ ବହୁ ...

    13869
    Aug 08, 2022

ଆପଣ ଆଗ୍ରହୀ ହୋଇପାରନ୍ତି

  • ଦେଶ-ଦେଶାନ୍ତର

    ଲଣ୍ଡନରେ ‘କଲ୍ ହୋ ନା ହୋ’

    15121
    Aug 08, 2022
  • ଦେଶ-ଦେଶାନ୍ତର

    ସିଏସଆଇଆରର ପ୍ରଥମ ମହିଳା ମହାନିର୍ଦ୍ଦେଶକ ନଲ୍ଲାଥମ୍ୱି କଲାଇସେଲଭି

    14932
    Aug 08, 2022
  • ବିଶେଷ

    ତମ୍ବା ପାତ୍ରରେ ପିଅନ୍ତୁ ପାଣି ମିଳିବ ସୁଫଳ

    13255
    Aug 08, 2022

ସଂସ୍କୃତି

୮୫ ତମ ଉତ୍କଳ ଦିବସ

ଭୁବନେଶ୍ୱର: ଆଜି ୮୫ ତମ ଉତ୍କଳ ଦିବସ । ଆଜିର ଦିନ ଅର୍ଥାତ ୧୯୩୬ ମସିହା ଏପ୍ରିଲ ୧ରେ ଓଡ଼ିଶା ପାଇଥିଲା ସ୍ୱତନ୍ତ୍ର ଭାଷା ଭିତ୍ତିକ ରାଜ୍ୟର ମାନ୍ୟତା । ଓଡ଼ିଶା ମାଟି ମା’କୁ ସ୍ୱତନ୍ତ୍ର ରାଜ୍ୟ ଗଠନ କରିବାରେ ଭୂମିକା ନେଇଥିଲେ ୧୯୦୨ରେ ଗଠନ ହୋଇଥିବା ଉତ୍କଳ ସମ୍ମିଳନୀ । ସେତେବେଳେ ମାତ୍ର ୬ଟି ଜିଲ୍ଲା କଟକ, ବାଲେଶ୍ୱର, ...

ବିଶେଷ

  • ସ୍ୱାସ୍ଥ୍ୟ ପାଇଁ ଲାଭଦାୟକ ଛଚିନ୍ଦ୍ରା ଚୋପା

    14292
    Aug 08, 2022
  • ତମ୍ବା ପାତ୍ରରେ ପିଅନ୍ତୁ ପାଣି ମିଳିବ ସୁଫଳ

    13255
    Aug 08, 2022
  • ଦୃଢ଼ ଚିନ୍ତାଧାରା ଆଗକୁ ଦେଖାଏ ରାସ୍ତା

    13665
    Aug 08, 2022
  • ବର୍ଷାଦିନେ ଏମିତି ନିଅନ୍ତୁ ତ୍ୱଚାର ଯତ୍ନ

    13881
    Aug 07, 2022
  • ଶିଶୁକୁ କିପରି କରାଇବେ ସ୍ତନ୍ୟପାନ ଜାଣନ୍ତୁ....

    15610
    Aug 07, 2022

ବାଣିଜ୍ୟ

ପୁରୀ ରଥଯାତ୍ରାରେ ଭକ୍ତଙ୍କ ଭାବନାକୁ ସତେଜ କରିଛି ଆଶୀର୍ବାଦ ସଲ୍ଟ ‘ଚୁଟକି ଭରା ଆଶୀର୍ବାଦ’ ଅଭିଯାନ

ଭୁବନେଶ୍ୱର : ନିଜର ଉଚ୍ଚ ଗୁଣବତାର ସୋଲାର ଭାପୋରାଇଜଡ ଆୟୋଡାଇଜ ଲୁଣ ଏବଂ ଉଚ୍ଚ ମାନର ସ୍ୱଚ୍ଛତା ପାଇଁ ପ୍ରଶଂସିତ ଆଇଟିସିର ଆଶୀର୍ବାଦ ସଲ୍ଟ ପକ୍ଷରୁ ଓଡିଶାର ବୃହତମ ବାର୍ଷିକ ପର୍ବ ପୁରୀ ରଥଯାତ୍ରାରେ ଅଂଶଗ୍ରହଣ କରିବା ସହ ଏହାକୁ ପାଳନ କରାଯାଇଛି । ଭାବନାତ୍ମକଭାବେ ଏକ ଅର୍ଥପୂର୍ଣ୍ଣ ‘ଚୁଟକି ଭରା ଆଶୀର୍ବାଦ&rs ...

  • ୧୬ ମାସରେ ସର୍ବନିମ୍ନ ଖସିଲା ସୁନା ଦାମ୍‌...

    14536
    Jul 22, 2022
  • ବିଶ୍ୱସ୍ତରୀୟ ଖାଦ୍ୟ ଶୃଙ୍ଖଳା “ପ୍ରେଟ୍ ଏ ମେଞ୍ଜେଏର’ ସହ ହାତ ମିଳାଇଲା ରିଲାଏନ୍ସ ବ୍ରାଣ୍ଡ୍‌ସ ଲିମିଟେଡ୍‌

    14688
    Jul 01, 2022
  • ପୁରୀ ରଥଯାତ୍ରାରେ ଶ୍ରଦ୍ଧାଳୁଙ୍କ ପାଇଁ ଏକ ଡିଜିଟାଲ ‘ଦର୍ଶନ’ ଅନୁଭୂତି ଆରମ୍ଭ କରିଛି ଆଶୀର୍ବାଦ ଅଟା

    16283
    Jul 01, 2022
  • ପୁଣି ବଢ଼ିଲା ସୁନା ଓ ରୂପା ଦାମ

    16052
    May 22, 2022

ଅନଲାଇନ୍ ସଂଯୋଗ

  • 67944
    Followers
  • 227640
    Likes
  • 54300
    Subscribers

Subscribe to our Newsletter

Sign up to receive email updates and to hear what's going on with our magazine!

logo

ଆଜିକାଲି, ମୁଦ୍ରିତ ଖବରକାଗଜ ପଢିବା ପାଇଁ ଲୋକଙ୍କ ପାଖରେ ପର୍ଯ୍ୟାପ୍ତ ସମୟ ନାହିଁ, ଯାହା ଗତକାଲିର ସାଧାରଣ ଘଟଣାକୁ କଭର୍ କରିଥାଏ, ତେଣୁ ସର୍ବଶେଷ ଖବର ପାଇବା ପାଇଁ ସେମାନେ ସର୍ବଦା ୱେବ୍ ପୋର୍ଟାଲ୍ କିମ୍ବା ଇଲେକ୍ଟ୍ରୋନିକ୍ ମିଡିଆ ଅନୁସରଣ କରିବାକୁ ଆଗ୍ରହୀ ଅଟନ୍ତି |

ଆମର ଅନଲାଇନ୍ ନ୍ୟୁଜ୍ ପୋର୍ଟାଲ୍ ସମଗ୍ର ବିଶ୍ୱରେ ସର୍ବଶେଷ ଅଦ୍ୟତନ, ସାମ୍ପ୍ରତିକ ଘଟଣା ସହିତ ଲୋକଙ୍କୁ ଶିକ୍ଷା ଏବଂ ସୂଚନା ଦେବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ |

  • ଖବର

  • ପୁଣି ସମରାଭ୍ୟାସର ଧମକ ଦେଲା ଚାଇନା

    13407
    Aug 08, 2022
  • ଗୁଜୁରାଟରେ କେଜ୍ରିୱାଲଙ୍କ ପ୍ରତିଶ୍ରୁତି : ଆପ୍ ଆସିଲେ ଆଦିବାସୀଙ୍କୁ ମିଳିବ ବହୁ ସୁବିଧା

    13869
    Aug 08, 2022
  • ସିଏସଆଇଆରର ପ୍ରଥମ ମହିଳା ମହାନିର୍ଦ୍ଦେଶକ ନଲ୍ଲାଥମ୍ୱି କଲାଇସେଲଭି

    14932
    Aug 08, 2022

About Us

  • Bhubaneswar, Odisha, India
  • 0 00000 000 00
  • odishanewslens@gmail.com

Follow us

  • Home
  • Contact Us
  • About Us
© Copyright Odisha News Lens 3.2. All rights reserved. in association with Konect.In