Odisha News Lens 3.2

Top Menu

  • About
  • Contact

Main Menu

  • Home
  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ବିଶେଷ
  • ପରିବେଶ
  • ତର୍ଜମା
  • ସଂସ୍କୃତି
READ NEWS IN ENGLISH Monday, August 08, 2022, Login
  • About
  • Contact

logo

Header Banner

Odisha News Lens 3.2

  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ଅନ୍ୟାନ୍ୟ
    • ବିଶେଷ
    • ପରିବେଶ
    • ତର୍ଜମା
    • ସଂସ୍କୃତି
  • ଅଭାବନୀୟ ଘଟଣା: ଭୂତ ଛଡାଇବାକୁ ୫ ବର୍ଷର ...

  • ରାକ୍ଷୀ ପଠାଇଲେ ପ୍ରଧାନମନ୍ତ୍ରୀଙ୍କ ...

  • ଲଣ୍ଡନରେ ‘କଲ୍ ହୋ ନା ହୋ’

  • ସ୍ୱାସ୍ଥ୍ୟ ପାଇଁ ଲାଭଦାୟକ ଛଚିନ୍ଦ୍ରା ...

  • ତମ୍ବା ପାତ୍ରରେ ପିଅନ୍ତୁ ପାଣି ମିଳିବ ...

  • ଦୃଢ଼ ଚିନ୍ତାଧାରା ଆଗକୁ ଦେଖାଏ ରାସ୍ତା

  • ପୁଣି ସମରାଭ୍ୟାସର ଧମକ ଦେଲା ଚାଇନା

  • ସିଏସଆଇଆରର ପ୍ରଥମ ମହିଳା ମହାନିର୍ଦ୍ଦେଶକ ...

  • ପ୍ରସବ ଯନ୍ତ୍ରଣାରେ ଛଟପଟ ହେଉଥିଲେ ମହିଳା, ...

  • ଗୁଜୁରାଟରେ କେଜ୍ରିୱାଲଙ୍କ ପ୍ରତିଶ୍ରୁତି ...

ଦେଶ-ଦେଶାନ୍ତର
Home ›› ଦେଶ-ଦେଶାନ୍ତର ››ତାଇୱାନ ସୀମାରେ ଚାଇନାର ଘନଘନ ମିସାଇଲ ମାଡ଼

ତାଇୱାନ ସୀମାରେ ଚାଇନାର ଘନଘନ ମିସାଇଲ ମାଡ଼

2022-08-05 01:17:25
13963
Share:
Facebook
Twitter
E-Mail
WhatsApp
Telegram
ତାଇୱାନ ସୀମାରେ ଚାଇନାର ଘନଘନ ମିସାଇଲ ମାଡ଼
ଆମେରିକା ସଂସଦର ବାଚସ୍ପତି ନାନ୍ସି ପେଲୋସି ତାଇୱାନ ଗସ୍ତ କରିଥିବାରୁ ଏହାର ରାଗ ଶୁଝାଇବା ପାଇଁ ସୀମା ଲଙ୍ଘୁଛି ବେଜିଂ। ଗୁରୁବାର ଠାରୁ ତାଇୱାନ ସୀମାର ବିଭିନ୍ନ ସ୍ଥାନରେ ସମରାଭ୍ୟାସ କରିବା ସହ ଚାଇନା ପକ୍ଷରୁ ମିସାଇଲ ମାଡ଼ କରାଯାଉଛି। ତେବେ ଚାଇନା ମାଡ଼ କରିଥିବା କିଛି ମିସାଇଲ ଜାପାନର ସ୍ୱତନ୍ତ୍ର ଅର୍ଥନୀତିକ ଜୋନରେ ମାଡ଼ ହୋଇଥିବା ଖବର ସାମ୍ନାକୁ ଆସିଛି।

ତାଇୱାନ୍‌ର ରକ୍ଷାମନ୍ତ୍ରାଳୟ ଏକ ସଂକ୍ଷିପ୍ତ ବୟାନରେ କହିଛି ଯେ ଚୀନ୍‌ର କମ୍ୟୁନିଟି ପାର୍ଟି ଆଜି ଦ୍ୱିପ୍ରହର ୧.୫୬ ସମୟରେ ଦକ୍ଷିଣ-ପଶ୍ଚିମ ତାଇୱାନ୍‌ ପାଖାପାଖି ଅଞ୍ଚଳରେ ଡୋଙ୍ଗଫେଙ୍ଗ ସିରିଜର କିଛି ବାଲିଷ୍ଟିକ୍ କ୍ଷେପଣାସ୍ତ୍ର ମାଡ଼ କରିଛି । ଅନ୍ୟପଟେ ଚୀନ୍‌ର ପୂର୍ବତନ ଥିଏଟର୍‌ କମାଣ୍ଡ ଏନେଇ କହିଛି ଯେ ଏହାର ନିୟୋଜିତ ସେନା ଅଭ୍ୟାସ ସମୟରେ ଗୁରୁବାର ତାଇୱାନ୍‌ ପୂର୍ବତଟ ପାଣିରେ ପାରମ୍ପରିକ ମିଶାଇଲ୍‌ର କେତେକ ଫାୟାରିଂ ସମ୍ପୂର୍ଣ୍ଣ କରିଛି । ଥିଏଟର୍‌ର ଜଣେ ପ୍ରବକ୍ତା ବୟାନରେ କହିଛନ୍ତି ଗୁଳିଗୋଳା ଅଭ୍ୟାସ ସମ୍ପୂର୍ଣ୍ଣ ହେବା ପରେ ସମ୍ୱନ୍ଧିତ ସମୁଦ୍ର କ୍ଷେତ୍ରରୁ ନିୟନ୍ତ୍ରଣ ହଟାଇ ନିଆଯାଇଛି ।

ଅନ୍ୟପଟେ ଚୀନ୍‌ର ବୈଦେଶିକ ମନ୍ତ୍ରାଳୟ କହିଛି ଯେ କମ୍ୱୋଡ଼ିଆରେ ଏସିଆନ୍‌ କାର୍ଯ୍ୟକର୍ମକୁ ନେଇ ଜାପାନ୍‌ ସହ ଆୟୋଜିତ ବୈଠକରେ ଚୀନ୍‌ ବୈଦେଶିକ ମନ୍ତ୍ରୀ ୱାଙ୍‌ ୟି ଯୋଗ ଦେବେ ନାହିଁ । ଏହି ବୈଠକକୁ ବାତିଲ୍‌ କରାଯାଇଛି ।

Powered by Froala Editor

Tags taiwan

Related articles Odisha News Lens 3.2

  • ଅଭାବନୀୟ ଘଟଣା: ଭୂତ ଛଡାଇବାକୁ ୫ ବର୍ଷର ଶିଶୁକୁ ପିଟିପିଟି ମାରିଦେଲେ ବାପାମାଆ
    ଦେଶ-ଦେଶାନ୍ତର

    ଅଭାବନୀୟ ଘଟଣା: ଭୂତ ଛଡାଇବାକୁ ୫ ବର୍ଷର ଶିଶୁକୁ ପିଟିପିଟି ମାରିଦେଲେ ବାପାମାଆ

    14519
    Aug 08, 2022
  • ଦୃଢ଼ ଚିନ୍ତାଧାରା ଆଗକୁ ଦେଖାଏ ରାସ୍ତା
    ବିଶେଷ

    ଦୃଢ଼ ଚିନ୍ତାଧାରା ଆଗକୁ ଦେଖାଏ ରାସ୍ତା

    13665
    Aug 08, 2022
  • ରାକ୍ଷୀ ପଠାଇଲେ ପ୍ରଧାନମନ୍ତ୍ରୀଙ୍କ ପାକିସ୍ତାନୀ ଭଉଣୀ କମର ଶେଖ୍
    ଦେଶ-ଦେଶାନ୍ତର

    ରାକ୍ଷୀ ପଠାଇଲେ ପ୍ରଧାନମନ୍ତ୍ରୀଙ୍କ ପାକିସ୍ତାନୀ ଭଉଣୀ କମର ଶେଖ୍

    13717
    Aug 08, 2022
  • ସ୍ୱାସ୍ଥ୍ୟ ପାଇଁ ଲାଭଦାୟକ ଛଚିନ୍ଦ୍ରା ଚୋପା
    ବିଶେଷ

    ସ୍ୱାସ୍ଥ୍ୟ ପାଇଁ ଲାଭଦାୟକ ଛଚିନ୍ଦ୍ରା ଚୋପା

    14292
    Aug 08, 2022
  • ପୁଣି ସମରାଭ୍ୟାସର ଧମକ ଦେଲା ଚାଇନା
    ଦେଶ-ଦେଶାନ୍ତର

    ପୁଣି ସମରାଭ୍ୟାସର ଧମକ ଦେଲା ଚାଇନା

    13407
    Aug 08, 2022
  • ତମ୍ବା ପାତ୍ରରେ ପିଅନ୍ତୁ ପାଣି ମିଳିବ ସୁଫଳ
    ବିଶେଷ

    ତମ୍ବା ପାତ୍ରରେ ପିଅନ୍ତୁ ପାଣି ମିଳିବ ସୁଫଳ

    13255
    Aug 08, 2022
  • ସିଏସଆଇଆରର ପ୍ରଥମ ମହିଳା ମହାନିର୍ଦ୍ଦେଶକ ନଲ୍ଲାଥମ୍ୱି କଲାଇସେଲଭି
    ଦେଶ-ଦେଶାନ୍ତର

    ସିଏସଆଇଆରର ପ୍ରଥମ ମହିଳା ମହାନିର୍ଦ୍ଦେଶକ ନଲ୍ଲାଥମ୍ୱି କଲାଇସେଲଭି

    14932
    Aug 08, 2022
  • ଲଣ୍ଡନରେ ‘କଲ୍ ହୋ ନା ହୋ’
    ଦେଶ-ଦେଶାନ୍ତର

    ଲଣ୍ଡନରେ ‘କଲ୍ ହୋ ନା ହୋ’

    15120
    Aug 08, 2022
  • ଗୁଜୁରାଟରେ କେଜ୍ରିୱାଲଙ୍କ ପ୍ରତିଶ୍ରୁତି : ଆପ୍ ଆସିଲେ ଆଦିବାସୀଙ୍କୁ ମିଳିବ ବହୁ ...
    ଦେଶ-ଦେଶାନ୍ତର

    ଗୁଜୁରାଟରେ କେଜ୍ରିୱାଲଙ୍କ ପ୍ରତିଶ୍ରୁତି : ଆପ୍ ଆସିଲେ ଆଦିବାସୀଙ୍କୁ ମିଳିବ ବହୁ ...

    13869
    Aug 08, 2022

ଆପଣ ଆଗ୍ରହୀ ହୋଇପାରନ୍ତି

  • ଦେଶ-ଦେଶାନ୍ତର

    ସିଏସଆଇଆରର ପ୍ରଥମ ମହିଳା ମହାନିର୍ଦ୍ଦେଶକ ନଲ୍ଲାଥମ୍ୱି କଲାଇସେଲଭି

    14932
    Aug 08, 2022
  • ବିଶେଷ

    ସ୍ୱାସ୍ଥ୍ୟ ପାଇଁ ଲାଭଦାୟକ ଛଚିନ୍ଦ୍ରା ଚୋପା

    14292
    Aug 08, 2022
  • ଦେଶ-ଦେଶାନ୍ତର

    ରାକ୍ଷୀ ପଠାଇଲେ ପ୍ରଧାନମନ୍ତ୍ରୀଙ୍କ ପାକିସ୍ତାନୀ ଭଉଣୀ କମର ଶେଖ୍

    13717
    Aug 08, 2022

ସଂସ୍କୃତି

୮୫ ତମ ଉତ୍କଳ ଦିବସ

ଭୁବନେଶ୍ୱର: ଆଜି ୮୫ ତମ ଉତ୍କଳ ଦିବସ । ଆଜିର ଦିନ ଅର୍ଥାତ ୧୯୩୬ ମସିହା ଏପ୍ରିଲ ୧ରେ ଓଡ଼ିଶା ପାଇଥିଲା ସ୍ୱତନ୍ତ୍ର ଭାଷା ଭିତ୍ତିକ ରାଜ୍ୟର ମାନ୍ୟତା । ଓଡ଼ିଶା ମାଟି ମା’କୁ ସ୍ୱତନ୍ତ୍ର ରାଜ୍ୟ ଗଠନ କରିବାରେ ଭୂମିକା ନେଇଥିଲେ ୧୯୦୨ରେ ଗଠନ ହୋଇଥିବା ଉତ୍କଳ ସମ୍ମିଳନୀ । ସେତେବେଳେ ମାତ୍ର ୬ଟି ଜିଲ୍ଲା କଟକ, ବାଲେଶ୍ୱର, ...

ବିଶେଷ

  • ସ୍ୱାସ୍ଥ୍ୟ ପାଇଁ ଲାଭଦାୟକ ଛଚିନ୍ଦ୍ରା ଚୋପା

    14292
    Aug 08, 2022
  • ତମ୍ବା ପାତ୍ରରେ ପିଅନ୍ତୁ ପାଣି ମିଳିବ ସୁଫଳ

    13255
    Aug 08, 2022
  • ଦୃଢ଼ ଚିନ୍ତାଧାରା ଆଗକୁ ଦେଖାଏ ରାସ୍ତା

    13665
    Aug 08, 2022
  • ବର୍ଷାଦିନେ ଏମିତି ନିଅନ୍ତୁ ତ୍ୱଚାର ଯତ୍ନ

    13881
    Aug 07, 2022
  • ଶିଶୁକୁ କିପରି କରାଇବେ ସ୍ତନ୍ୟପାନ ଜାଣନ୍ତୁ....

    15610
    Aug 07, 2022

ବାଣିଜ୍ୟ

ପୁରୀ ରଥଯାତ୍ରାରେ ଭକ୍ତଙ୍କ ଭାବନାକୁ ସତେଜ କରିଛି ଆଶୀର୍ବାଦ ସଲ୍ଟ ‘ଚୁଟକି ଭରା ଆଶୀର୍ବାଦ’ ଅଭିଯାନ

ଭୁବନେଶ୍ୱର : ନିଜର ଉଚ୍ଚ ଗୁଣବତାର ସୋଲାର ଭାପୋରାଇଜଡ ଆୟୋଡାଇଜ ଲୁଣ ଏବଂ ଉଚ୍ଚ ମାନର ସ୍ୱଚ୍ଛତା ପାଇଁ ପ୍ରଶଂସିତ ଆଇଟିସିର ଆଶୀର୍ବାଦ ସଲ୍ଟ ପକ୍ଷରୁ ଓଡିଶାର ବୃହତମ ବାର୍ଷିକ ପର୍ବ ପୁରୀ ରଥଯାତ୍ରାରେ ଅଂଶଗ୍ରହଣ କରିବା ସହ ଏହାକୁ ପାଳନ କରାଯାଇଛି । ଭାବନାତ୍ମକଭାବେ ଏକ ଅର୍ଥପୂର୍ଣ୍ଣ ‘ଚୁଟକି ଭରା ଆଶୀର୍ବାଦ&rs ...

  • ୧୬ ମାସରେ ସର୍ବନିମ୍ନ ଖସିଲା ସୁନା ଦାମ୍‌...

    14536
    Jul 22, 2022
  • ବିଶ୍ୱସ୍ତରୀୟ ଖାଦ୍ୟ ଶୃଙ୍ଖଳା “ପ୍ରେଟ୍ ଏ ମେଞ୍ଜେଏର’ ସହ ହାତ ମିଳାଇଲା ରିଲାଏନ୍ସ ବ୍ରାଣ୍ଡ୍‌ସ ଲିମିଟେଡ୍‌

    14688
    Jul 01, 2022
  • ପୁରୀ ରଥଯାତ୍ରାରେ ଶ୍ରଦ୍ଧାଳୁଙ୍କ ପାଇଁ ଏକ ଡିଜିଟାଲ ‘ଦର୍ଶନ’ ଅନୁଭୂତି ଆରମ୍ଭ କରିଛି ଆଶୀର୍ବାଦ ଅଟା

    16283
    Jul 01, 2022
  • ପୁଣି ବଢ଼ିଲା ସୁନା ଓ ରୂପା ଦାମ

    16052
    May 22, 2022

ଅନଲାଇନ୍ ସଂଯୋଗ

  • 67944
    Followers
  • 227640
    Likes
  • 54300
    Subscribers

Subscribe to our Newsletter

Sign up to receive email updates and to hear what's going on with our magazine!

logo

ଆଜିକାଲି, ମୁଦ୍ରିତ ଖବରକାଗଜ ପଢିବା ପାଇଁ ଲୋକଙ୍କ ପାଖରେ ପର୍ଯ୍ୟାପ୍ତ ସମୟ ନାହିଁ, ଯାହା ଗତକାଲିର ସାଧାରଣ ଘଟଣାକୁ କଭର୍ କରିଥାଏ, ତେଣୁ ସର୍ବଶେଷ ଖବର ପାଇବା ପାଇଁ ସେମାନେ ସର୍ବଦା ୱେବ୍ ପୋର୍ଟାଲ୍ କିମ୍ବା ଇଲେକ୍ଟ୍ରୋନିକ୍ ମିଡିଆ ଅନୁସରଣ କରିବାକୁ ଆଗ୍ରହୀ ଅଟନ୍ତି |

ଆମର ଅନଲାଇନ୍ ନ୍ୟୁଜ୍ ପୋର୍ଟାଲ୍ ସମଗ୍ର ବିଶ୍ୱରେ ସର୍ବଶେଷ ଅଦ୍ୟତନ, ସାମ୍ପ୍ରତିକ ଘଟଣା ସହିତ ଲୋକଙ୍କୁ ଶିକ୍ଷା ଏବଂ ସୂଚନା ଦେବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ |

  • ଖବର

  • ଦୃଢ଼ ଚିନ୍ତାଧାରା ଆଗକୁ ଦେଖାଏ ରାସ୍ତା

    13665
    Aug 08, 2022
  • ସ୍ୱାସ୍ଥ୍ୟ ପାଇଁ ଲାଭଦାୟକ ଛଚିନ୍ଦ୍ରା ଚୋପା

    14292
    Aug 08, 2022
  • ଗୁଜୁରାଟରେ କେଜ୍ରିୱାଲଙ୍କ ପ୍ରତିଶ୍ରୁତି : ଆପ୍ ଆସିଲେ ଆଦିବାସୀଙ୍କୁ ମିଳିବ ବହୁ ସୁବିଧା

    13869
    Aug 08, 2022

About Us

  • Bhubaneswar, Odisha, India
  • 0 00000 000 00
  • odishanewslens@gmail.com

Follow us

  • Home
  • Contact Us
  • About Us
© Copyright Odisha News Lens 3.2. All rights reserved. in association with Konect.In