Odisha News Lens 3.2

Top Menu

  • About
  • Contact

Main Menu

  • Home
  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ବିଶେଷ
  • ପରିବେଶ
  • ତର୍ଜମା
  • ସଂସ୍କୃତି
READ NEWS IN ENGLISH Thursday, August 18, 2022, Login
  • About
  • Contact

logo

Header Banner

Odisha News Lens 3.2

  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ଅନ୍ୟାନ୍ୟ
    • ବିଶେଷ
    • ପରିବେଶ
    • ତର୍ଜମା
    • ସଂସ୍କୃତି
  • ବସ୍ତର ଫାଇଟର୍ସରେ ନିଯୁକ୍ତି ପାଇଲେ ୯ ...

  • ‘ବଡେ ମିୟାଁ ଛୋଟେୟ ମିୟାଁ’ ରିମେକ୍‌ରେ ...

  • କାବୁଲର ମଦ୍ରାସାରେ ବିସ୍ଫୋରଣ : ୨୦ ମୃତ

  • ୨୪ରେ ଶ୍ରୀଲଙ୍କା ଫେରିବେ ପୂର୍ବତନ ...

  • ଟ୍ରେନ୍‌ରେ ୫ ବର୍ଷରୁ କମ୍ ବୟସ ପିଲାଙ୍କ ...

  • ଚନ୍ଦ୍ରକାନ୍ତ ପଣ୍ଡିତ କେକେଆର ନୂଆ କୋଚ ...

  • ଜେଡ୍ ପ୍ଲସ୍ ସୁରକ୍ଷା ଭିତରେ ରହିବେ ଗୌତମ ...

  • ଜାତୀୟ ସୁରକ୍ଷା ପରାମର୍ଶଦାତାଙ୍କ ...

  • ଗୋଟିଏ ଘରୁ ମିଳିଲା ୬ ମୃତଦେହ

  • ଏହି ପଦରୁ ଇସ୍ତଫାଦେଲେ କଂଗ୍ରେସର ...

ଦେଶ-ଦେଶାନ୍ତର
Home ›› ଦେଶ-ଦେଶାନ୍ତର ››ଦେଶରେ ଦିନକରେ ୧୭୧୩୫ ସଂକ୍ରମିତ ଚିହ୍ନଟ, ୪୭ ମୃତ

ଦେଶରେ ଦିନକରେ ୧୭୧୩୫ ସଂକ୍ରମିତ ଚିହ୍ନଟ, ୪୭ ମୃତ

2022-08-03 12:07:55
13891
Share:
Facebook
Twitter
E-Mail
WhatsApp
Telegram
ଦେଶରେ ଦିନକରେ ୧୭୧୩୫ ସଂକ୍ରମିତ ଚିହ୍ନଟ, ୪୭ ମୃତ

ନୂଆଦିଲ୍ଲୀ: ଦେଶରେ ତଳ ଉପର ହେଉଛି କୋରୋନା ସଂକ୍ରମଣ । ଗତକାଲି ଚିହ୍ନଟ ସଂକ୍ରମିତଠୁ ଆଜି  ସଂକ୍ରମଣ କ୍ରମଶ ବୃଦ୍ଧି ପାଇଛି । ଗତ ୨୪ ଘଣ୍ଟା ମଧ୍ୟରେ ୧୭ ହଜାର ୧୩୫ ଜଣ ନୂଆ ସଂକ୍ରମିତ ଚିହ୍ନଟ । ଦିନକରେ ୪୭ ଜଣଙ୍କ ମୃତ୍ୟୁ ଘଟିଛି । ତେବେ ଆଜିର ଆକ୍ରାନ୍ତଙ୍କୁ ମିଶାଇ ମୋଟ ସଂକ୍ରମିତଙ୍କ ସଂଖ୍ୟା ୪,୪୦,୬୭,୧୪୪କୁ ବୃଦ୍ଧି ପାଇଛି । ଏବେ ସୁଦ୍ଧା ଦେଶରେ ମୋଟ ୧,୩୭,୦୫୭ ସକ୍ରିୟ ମାମଲା ରହିଛି । ମୃତ୍ୟୁ ସଂଖ୍ୟା ୫,୨୬,୪୭୭ରେ ପହଞ୍ଚିଛି । ଏନେଇ ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି ।

ଦୈନିକ ପଜେଟିଭ ରେଟ ୩.୬୯ ପ୍ରତିଶତ ରହିଥିବା ବେଳେ ସାପ୍ତାହିକ ପଜେଟିଭ ରେଟ୍ ୪.୬୭ ପ୍ରତିଶତ ରହିଛି । ଏନେଇ ସ୍ବାସ୍ଥ୍ୟ ମନ୍ତ୍ରଣାଳୟ  ତରଫରୁ ସୂଚନା ଦିଆଯାଇଛି । ତେବେ ଏବେ ସୁଦ୍ଧା ୪,୩୪,୦୩,୬୧୦ ଜଣ ଆକ୍ରାନ୍ତ କୋଭିଡରୁ ସୁସ୍ଥ ହୋଇଥିବା ବେଳେ ମୃତ୍ୟୁ ହାର ୧.୨% ରେକର୍ଡ କରାଯାଇଛି । ମନ୍ତ୍ରଣାଳୟର ସୂଚନା ଅନୁଯାୟୀ, ଦେଶବ୍ୟାପୀ କୋଭିଡ ଟୀକାକରଣ ଡ୍ରାଇଭ ଜୋରଦାର ଚାଲିଥିବା ବେଳେ ଏପର୍ୟ୍ୟନ୍ତ ଦେଶରେ ୨୦୪.୮୪ କୋଟି ଡୋଜ କୋଭିଡ ଟିକା ଦିଆଯାଇଛି ।

Powered by Froala Editor

Tags Corona

Related articles Odisha News Lens 3.2

  • ବସ୍ତର ଫାଇଟର୍ସରେ ନିଯୁକ୍ତି ପାଇଲେ ୯ କିନ୍ନର : କହିଲେ, ସୁଯୋଗ ମିଳିଲେ ପୁରୁଷଙ୍କ ସହ ...
    ଦେଶ-ଦେଶାନ୍ତର

    ବସ୍ତର ଫାଇଟର୍ସରେ ନିଯୁକ୍ତି ପାଇଲେ ୯ କିନ୍ନର : କହିଲେ, ସୁଯୋଗ ମିଳିଲେ ପୁରୁଷଙ୍କ ସହ ...

    15415
    Aug 18, 2022
  • ୨୪ରେ ଶ୍ରୀଲଙ୍କା ଫେରିବେ ପୂର୍ବତନ ରାଷ୍ଟ୍ରପତି ଗୋଟାବାୟା ରାଜପକ୍ଷେ !
    ଦେଶ-ଦେଶାନ୍ତର

    ୨୪ରେ ଶ୍ରୀଲଙ୍କା ଫେରିବେ ପୂର୍ବତନ ରାଷ୍ଟ୍ରପତି ଗୋଟାବାୟା ରାଜପକ୍ଷେ !

    13464
    Aug 18, 2022
  • ‘ବଡେ ମିୟାଁ ଛୋଟେୟ ମିୟାଁ’ ରିମେକ୍‌ରେ ଆସିବେ ଟାଇଗର-ଶ୍ରଦ୍ଧା
    ମନୋରଞ୍ଜନ

    ‘ବଡେ ମିୟାଁ ଛୋଟେୟ ମିୟାଁ’ ରିମେକ୍‌ରେ ଆସିବେ ଟାଇଗର-ଶ୍ରଦ୍ଧା

    14757
    Aug 18, 2022
  • ଚନ୍ଦ୍ରକାନ୍ତ ପଣ୍ଡିତ କେକେଆର ନୂଆ କୋଚ ନିଯୁକ୍ତ
    ଖେଳ ଖବର

    ଚନ୍ଦ୍ରକାନ୍ତ ପଣ୍ଡିତ କେକେଆର ନୂଆ କୋଚ ନିଯୁକ୍ତ

    13753
    Aug 18, 2022
  •  ଏହି ପଦରୁ ଇସ୍ତଫାଦେଲେ କଂଗ୍ରେସର ବରିଷ୍ଠନେତା ଗୁଲାମ ନବୀ ଆଜାଦ୍‌
    ଦେଶ-ଦେଶାନ୍ତର

    ଏହି ପଦରୁ ଇସ୍ତଫାଦେଲେ କଂଗ୍ରେସର ବରିଷ୍ଠନେତା ଗୁଲାମ ନବୀ ଆଜାଦ୍‌

    13991
    Aug 17, 2022
  • ଟ୍ରେନ୍‌ରେ ୫ ବର୍ଷରୁ କମ୍ ବୟସ ପିଲାଙ୍କ ପାଇଁ ଲାଗିବ ଟିକେଟ, ଏ ଖବର ପରେ ସ୍ପଷ୍ଟୀକରଣ ...
    ଦେଶ-ଦେଶାନ୍ତର

    ଟ୍ରେନ୍‌ରେ ୫ ବର୍ଷରୁ କମ୍ ବୟସ ପିଲାଙ୍କ ପାଇଁ ଲାଗିବ ଟିକେଟ, ଏ ଖବର ପରେ ସ୍ପଷ୍ଟୀକରଣ ...

    15188
    Aug 18, 2022
  • ଗୋଟିଏ ଘରୁ ମିଳିଲା ୬ ମୃତଦେହ
    ଦେଶ-ଦେଶାନ୍ତର

    ଗୋଟିଏ ଘରୁ ମିଳିଲା ୬ ମୃତଦେହ

    13518
    Aug 17, 2022
  • ଜେଡ୍ ପ୍ଲସ୍ ସୁରକ୍ଷା ଭିତରେ ରହିବେ ଗୌତମ ଆଦାନି
    ଦେଶ-ଦେଶାନ୍ତର

    ଜେଡ୍ ପ୍ଲସ୍ ସୁରକ୍ଷା ଭିତରେ ରହିବେ ଗୌତମ ଆଦାନି

    15211
    Aug 18, 2022
  • ଜାତୀୟ ସୁରକ୍ଷା ପରାମର୍ଶଦାତାଙ୍କ ସୁରକ୍ଷାରେ ଅବହେଳା: ୩ କମାଣ୍ଡୋ ବଦଳିଲେ
    ଦେଶ-ଦେଶାନ୍ତର

    ଜାତୀୟ ସୁରକ୍ଷା ପରାମର୍ଶଦାତାଙ୍କ ସୁରକ୍ଷାରେ ଅବହେଳା: ୩ କମାଣ୍ଡୋ ବଦଳିଲେ

    14704
    Aug 18, 2022

ଆପଣ ଆଗ୍ରହୀ ହୋଇପାରନ୍ତି

  • ଦେଶ-ଦେଶାନ୍ତର

    କାବୁଲର ମଦ୍ରାସାରେ ବିସ୍ଫୋରଣ : ୨୦ ମୃତ

    14543
    Aug 18, 2022
  • ଦେଶ-ଦେଶାନ୍ତର

    ୨୪ରେ ଶ୍ରୀଲଙ୍କା ଫେରିବେ ପୂର୍ବତନ ରାଷ୍ଟ୍ରପତି ଗୋଟାବାୟା ରାଜପକ୍ଷେ !

    13464
    Aug 18, 2022
  • ଖେଳ ଖବର

    ଚନ୍ଦ୍ରକାନ୍ତ ପଣ୍ଡିତ କେକେଆର ନୂଆ କୋଚ ନିଯୁକ୍ତ

    13753
    Aug 18, 2022

ସଂସ୍କୃତି

୮୫ ତମ ଉତ୍କଳ ଦିବସ

ଭୁବନେଶ୍ୱର: ଆଜି ୮୫ ତମ ଉତ୍କଳ ଦିବସ । ଆଜିର ଦିନ ଅର୍ଥାତ ୧୯୩୬ ମସିହା ଏପ୍ରିଲ ୧ରେ ଓଡ଼ିଶା ପାଇଥିଲା ସ୍ୱତନ୍ତ୍ର ଭାଷା ଭିତ୍ତିକ ରାଜ୍ୟର ମାନ୍ୟତା । ଓଡ଼ିଶା ମାଟି ମା’କୁ ସ୍ୱତନ୍ତ୍ର ରାଜ୍ୟ ଗଠନ କରିବାରେ ଭୂମିକା ନେଇଥିଲେ ୧୯୦୨ରେ ଗଠନ ହୋଇଥିବା ଉତ୍କଳ ସମ୍ମିଳନୀ । ସେତେବେଳେ ମାତ୍ର ୬ଟି ଜିଲ୍ଲା କଟକ, ବାଲେଶ୍ୱର, ...

ବିଶେଷ

  • ସ୍ୱାମୀ/ସ୍ତ୍ରୀଙ୍କର ଏହି ଗୁଣ ବଦଳାଇବା ବହୁତ କଷ୍ଟକର

    14332
    Aug 17, 2022
  • ଶିଶୁଙ୍କ ଉପରେ କାହାର କୁଦୃଷ୍ଟି ପଡ଼ିଲେ କରନ୍ତୁ ଏହା

    15552
    Aug 17, 2022
  • କିଡନୀ ଷ୍ଟୋନ୍‌ର ସମସ୍ୟା ଥିଲେ ଖାଆନ୍ତୁ ନାହିଁ ମୁଗ ଡାଲି

    14486
    Aug 16, 2022
  • ପ୍ରତିଦିନ ଏକ ଗ୍ଲାସ୍ ଲେମ୍ବୁ ପାଣି ପିଅନ୍ତୁ , ଚମତ୍କାର ଫାଇଦା ପାଆନ୍ତୁ

    14318
    Aug 16, 2022
  • ଆପଲ ଚୋପା ସହ ଖାଉଛନ୍ତି କି?

    15538
    Aug 15, 2022

ବାଣିଜ୍ୟ

ପୁରୀ ରଥଯାତ୍ରାରେ ଭକ୍ତଙ୍କ ଭାବନାକୁ ସତେଜ କରିଛି ଆଶୀର୍ବାଦ ସଲ୍ଟ ‘ଚୁଟକି ଭରା ଆଶୀର୍ବାଦ’ ଅଭିଯାନ

ଭୁବନେଶ୍ୱର : ନିଜର ଉଚ୍ଚ ଗୁଣବତାର ସୋଲାର ଭାପୋରାଇଜଡ ଆୟୋଡାଇଜ ଲୁଣ ଏବଂ ଉଚ୍ଚ ମାନର ସ୍ୱଚ୍ଛତା ପାଇଁ ପ୍ରଶଂସିତ ଆଇଟିସିର ଆଶୀର୍ବାଦ ସଲ୍ଟ ପକ୍ଷରୁ ଓଡିଶାର ବୃହତମ ବାର୍ଷିକ ପର୍ବ ପୁରୀ ରଥଯାତ୍ରାରେ ଅଂଶଗ୍ରହଣ କରିବା ସହ ଏହାକୁ ପାଳନ କରାଯାଇଛି । ଭାବନାତ୍ମକଭାବେ ଏକ ଅର୍ଥପୂର୍ଣ୍ଣ ‘ଚୁଟକି ଭରା ଆଶୀର୍ବାଦ&rs ...

  • ୧୬ ମାସରେ ସର୍ବନିମ୍ନ ଖସିଲା ସୁନା ଦାମ୍‌...

    14789
    Jul 22, 2022
  • ବିଶ୍ୱସ୍ତରୀୟ ଖାଦ୍ୟ ଶୃଙ୍ଖଳା “ପ୍ରେଟ୍ ଏ ମେଞ୍ଜେଏର’ ସହ ହାତ ମିଳାଇଲା ରିଲାଏନ୍ସ ବ୍ରାଣ୍ଡ୍‌ସ ଲିମିଟେଡ୍‌

    14941
    Jul 01, 2022
  • ପୁରୀ ରଥଯାତ୍ରାରେ ଶ୍ରଦ୍ଧାଳୁଙ୍କ ପାଇଁ ଏକ ଡିଜିଟାଲ ‘ଦର୍ଶନ’ ଅନୁଭୂତି ଆରମ୍ଭ କରିଛି ଆଶୀର୍ବାଦ ଅଟା

    16530
    Jul 01, 2022
  • ପୁଣି ବଢ଼ିଲା ସୁନା ଓ ରୂପା ଦାମ

    16300
    May 22, 2022

ଅନଲାଇନ୍ ସଂଯୋଗ

  • 67944
    Followers
  • 227640
    Likes
  • 54300
    Subscribers

Subscribe to our Newsletter

Sign up to receive email updates and to hear what's going on with our magazine!

logo

ଆଜିକାଲି, ମୁଦ୍ରିତ ଖବରକାଗଜ ପଢିବା ପାଇଁ ଲୋକଙ୍କ ପାଖରେ ପର୍ଯ୍ୟାପ୍ତ ସମୟ ନାହିଁ, ଯାହା ଗତକାଲିର ସାଧାରଣ ଘଟଣାକୁ କଭର୍ କରିଥାଏ, ତେଣୁ ସର୍ବଶେଷ ଖବର ପାଇବା ପାଇଁ ସେମାନେ ସର୍ବଦା ୱେବ୍ ପୋର୍ଟାଲ୍ କିମ୍ବା ଇଲେକ୍ଟ୍ରୋନିକ୍ ମିଡିଆ ଅନୁସରଣ କରିବାକୁ ଆଗ୍ରହୀ ଅଟନ୍ତି |

ଆମର ଅନଲାଇନ୍ ନ୍ୟୁଜ୍ ପୋର୍ଟାଲ୍ ସମଗ୍ର ବିଶ୍ୱରେ ସର୍ବଶେଷ ଅଦ୍ୟତନ, ସାମ୍ପ୍ରତିକ ଘଟଣା ସହିତ ଲୋକଙ୍କୁ ଶିକ୍ଷା ଏବଂ ସୂଚନା ଦେବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ |

  • ଖବର

  • ଏହି ପଦରୁ ଇସ୍ତଫାଦେଲେ କଂଗ୍ରେସର ବରିଷ୍ଠନେତା ଗୁଲାମ ନବୀ ଆଜାଦ୍‌

    13991
    Aug 17, 2022
  • ‘ବଡେ ମିୟାଁ ଛୋଟେୟ ମିୟାଁ’ ରିମେକ୍‌ରେ ଆସିବେ ଟାଇଗର-ଶ୍ରଦ୍ଧା

    14757
    Aug 18, 2022
  • ଜେଡ୍ ପ୍ଲସ୍ ସୁରକ୍ଷା ଭିତରେ ରହିବେ ଗୌତମ ଆଦାନି

    15211
    Aug 18, 2022

About Us

  • Bhubaneswar, Odisha, India
  • 0 00000 000 00
  • odishanewslens@gmail.com

Follow us

  • Home
  • Contact Us
  • About Us
© Copyright Odisha News Lens 3.2. All rights reserved. in association with Konect.In