Odisha News Lens 4.1

Top Menu

  • About
  • Contact

Main Menu

  • Home
  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ବିଶେଷ
  • ପରିବେଶ
  • ତର୍ଜମା
  • ସଂସ୍କୃତି
READ NEWS IN ENGLISH ( ver.4.2) Wednesday, November 19, 2025, Login
  • About
  • Contact

logo

Header Banner

Odisha News Lens 4.1

  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ଅନ୍ୟାନ୍ୟ
    • ବିଶେଷ
    • ପରିବେଶ
    • ତର୍ଜମା
    • ସଂସ୍କୃତି
  • ଭାରତ ଫେରିଲା ଗ୍ୟାଙ୍ଗଷ୍ଟାର ଅନମୋଲ

  • ଏହି ଖାଦ୍ୟ ଖାଆନ୍ତୁ, ଚିକ୍ ଚିକ୍ କରିବ ...

  • ଉପମୁଖ୍ୟମନ୍ତ୍ରୀ ଭାବେ କାର୍ଯ୍ୟ କରିବେ ...

  • ଅସ୍ତ୍ର ଛାଡି ମାଓବାଦୀଙ୍କୁ ଆତ୍ମସମର୍ପଣ ...

  • ପୁଣି ଥରେ ପାଲେଷ୍ଟାଇନବାସୀଙ୍କ ଉପରେ ...

  • ହନୁମାନଙ୍କ ବିରୋଧରେ କହି ବିବାଦରେ ...

  • ହିଡମା ମୁଣ୍ଡ ଉପରେ ଥିଲା ଏକ କୋଟି ଟଙ୍କାର ...

  • ଗାନ୍ଧୀ ମୈଦାନରେ ଶପଥ ନେବେ ନୀତିଶ କୁମାର

  • ସମାଜାବାଦୀ ପାର୍ଟ ମହାସଚିବ ଆଜମ ଖାନ୍ ଓ ...

  • ରାଷ୍ଟ୍ରପତିଙ୍କୁ ୨୦୨୬-୩୧ ଅବଧି ପାଇଁ ...

ବିଶେଷ
Home ›› ବିଶେଷ ›› ବ୍ରେଡ଼୍‌ ବଢ଼ାଏ ତ୍ୱଚାର ସୌନ୍ଦର୍ଯ୍ୟ

ବ୍ରେଡ଼୍‌ ବଢ଼ାଏ ତ୍ୱଚାର ସୌନ୍ଦର୍ଯ୍ୟ

2022-07-27 09:12:04
15180
Share:
Facebook
Twitter
E-Mail
WhatsApp
Telegram
  ବ୍ରେଡ଼୍‌ ବଢ଼ାଏ ତ୍ୱଚାର ସୌନ୍ଦର୍ଯ୍ୟ

ବ୍ରେଡ ଖାଇବାକୁ ଅଧିକାଂଶ ଲୋକ ପସନ୍ଦ କରନ୍ତି । ପ୍ରାୟ ଲୋକଙ୍କର ବ୍ରେକଫାଷ୍ଟ ରେ ସବୁବେଳେ ବ୍ରେଡ଼ ଖାଇବାକୁ ପସନ୍ଦ କରନ୍ତି । ଡ଼ାଏଟରେ ଥିବା ଲୋକେ ମଧ୍ୟ ବ୍ରେଡ଼କୁ ନିତିଦିନିଆ ଖାଦ୍ୟରେ ବ୍ୟବହାର କରନ୍ତି । ଆପଣ ବ୍ରେଡରେ ପ୍ରସ୍ତୁତ ଅନେକ ପ୍ରକାରର ଖାଦ୍ୟ ମଧ୍ୟ ଖାଇଥିବେ ନିଶ୍ଚିତ । ବ୍ରେଡ ସ୍ୟାଣ୍ଡୱିଚ୍‌ ହେଉ ଅବା ବ୍ରେଡ ପକୋଡା କିମ୍ବା ବ୍ରେଡ ପୁଡିଂ । ମିଠା ଜିନିଷରୁ ଆରମ୍ଭ କରି ରାଗ ଏବଂ ଲୁଣି ପର୍ଯ୍ୟନ୍ତ । ଆଉ ବେଳେବେଳେ ବଳି ପଡିଥିବା ବ୍ରେଡ୍‌ରେ ବିଭିନ୍ନ ପ୍ରକାରର ଖାଦ୍ୟ ବ୍ୟଞ୍ଜନ କରି ଖାଇଥାନ୍ତି । ହେଲେ କେବେ ବ୍ରେଡକୁ ତ୍ୱଚାର ସୌନ୍ଦର୍ଯ୍ୟ ପାଇଁ ବ୍ୟବହାର କରିବା ବିଷୟରେ ଜାଣନ୍ତି କି ? ବ୍ରେଡ ଆପଣଙ୍କ ତ୍ୱଚାର ସୁନ୍ଦରତା ବଢାଇବାରେ ସହାୟକ ହୋଇଥାଏ, ତାହା କ’ଣ ଆପଣ ଜାଣନ୍ତି ? ତେବେ ଆସନ୍ତୁ ଜାଣିବା ବ୍ରେଡ୍‌ରେ କିପରି ସୌନ୍ଦର୍ଯ୍ୟ ବଢାଇବେ :

ବ୍ରେଡ୍‌ର ଫାଇଦା :
ବ୍ରେଡ୍‌ ସ୍କିନର ଟ୍ୟାନିଂ କମ୍‌ କରିଥାଏ । ଏହାଛଡା ଆପଣ ଏହାକୁ ସ୍କ୍ରବିଂ ପାଇଁ ମଧ୍ୟ ବ୍ୟବହାର କରିପାରିବେ । ବ୍ରେଡରେ ଅଲଗା ଅଲଗା ଜିନିଷ ମିଶାଇ ବ୍ୟବହାର କରିପାରିବେ । ତେବେ ଆପଣଙ୍କ ତ୍ୱଚା ଅନୁଯାୟୀ ଅଲଗା ଅଲଗା ପ୍ରକାରର ଫେସପ୍ୟାକ୍‌ ପ୍ରସ୍ତୁତ କରିପାରିବେ ।

ବ୍ରେଡ ଫେସପ୍ୟାକ୍‌ :
ତ୍ୱଚାର ଟ୍ୟାନିଂ ଦୂର କରିବା ପାଇଁ କଞ୍ଚା କ୍ଷୀରରେ ବ୍ରେଡକୁ ଗୁଣ୍ଡ କରି ପକାଇ ଦିଅନ୍ତୁ । ଏହାକୁ ଭଲଭାବେ ମିକ୍ସ କରିଦିଅନ୍ତୁ । ଏହାକୁ ଚେହେରା ସହିତ ହାତରେ ଲଗାଇ ଦିଅନ୍ତୁ । ଏହା ହାଲୁକା ଭାବେ ଶୁଖିଗଲେ ହାତରେ ଛଡାଇ ସଫା କରିଦିଅନ୍ତୁ ।
ତ୍ୱଚାରେ ଉଜ୍ୱଳତା ଆଣିବା ପାଇଁ ବ୍ରେଡ୍‌ ଫେସପ୍ୟାକ ଲଗାଇବା ସମୟରେ ସେଥିରେ କିଛି ହଳଦୀ, ମହୁ ମିଶାଇ ଦିଅନ୍ତୁ । ଏହା ସହିତ ଦହି ପେଷ୍ଟ କରି ମଧ୍ୟ ଲଗାଇପାରିବେ । ଅଳ୍ପ ଉଷୁମ ପାଣିରେ ମୁହଁକୁ ସଫା କରିଦିଅନ୍ତୁ ।

ସ୍କ୍ରବିଂ ପାଇଁ :
ବ୍ରେଡ୍‌ ଉତ୍ତମ ସ୍କ୍ରବ ଭାବେ କାମ କରିଥାଏ । ତେଣୁ ବ୍ରେଡ ଗୁଣ୍ଡରେ ଆପଣ ହଳଦୀ ପାଉଡର ମିଶାଇ ମୁହଁରେ ଲଗାନ୍ତୁ ।
ସ୍କ୍ରବିଂ ପାଇଁ ଅଲଗା ଅଲଗା ପ୍ରକାରର ଜିନିଷ ବ୍ୟବହାର କରିପାରିବେ । ବ୍ରେଡ ଗୁଣ୍ଡରେ କମଳା ଚୋପା ପାଉଡର ମିକ୍ସ କରନ୍ତୁ କିମ୍ବା ଶୁଖିଲା ନିମ୍ବ ପତ୍ର ପାଉଡର ମିକ୍ସ କରି ପିଅନ୍ତୁ । ଏମିତି ଅଲଗା ଅଲଗା ପାଉଡର ମିକ୍ସ କରି ଆପଣ ଅଲଗା ଅଲଗା ସ୍କ୍ରବ ପ୍ରସ୍ତୁତ କରିପାରିବେ । ଏହା ନ୍ୟାଚୁରାଲ ସ୍କ୍ରବ ଭାବେ କାମ କରିଥାଏ ।  

Powered by Froala Editor

Tags bread

Related articles Odisha News Lens 4.1

  •  ରାଷ୍ଟ୍ରପତିଙ୍କୁ ୨୦୨୬-୩୧ ଅବଧି ପାଇଁ ଷୋଡ଼ଶ ଅର୍ଥ ଆୟୋଗଙ୍କ ରିପୋର୍ଟ ପ୍ରଦାନ
    ଦେଶ-ଦେଶାନ୍ତର

    ରାଷ୍ଟ୍ରପତିଙ୍କୁ ୨୦୨୬-୩୧ ଅବଧି ପାଇଁ ଷୋଡ଼ଶ ଅର୍ଥ ଆୟୋଗଙ୍କ ରିପୋର୍ଟ ପ୍ରଦାନ

    14474
    Nov 18, 2025
  • ଉପମୁଖ୍ୟମନ୍ତ୍ରୀ ଭାବେ କାର୍ଯ୍ୟ କରିବେ ସମ୍ରାଟ ଚୌଧୁରୀ ଏବଂ ବିଜୟ ସିହ୍ନା
    ଦେଶ-ଦେଶାନ୍ତର

    ଉପମୁଖ୍ୟମନ୍ତ୍ରୀ ଭାବେ କାର୍ଯ୍ୟ କରିବେ ସମ୍ରାଟ ଚୌଧୁରୀ ଏବଂ ବିଜୟ ସିହ୍ନା

    13777
    Nov 19, 2025
  • ଗାନ୍ଧୀ ମୈଦାନରେ ଶପଥ ନେବେ ନୀତିଶ କୁମାର
    ଦେଶ-ଦେଶାନ୍ତର

    ଗାନ୍ଧୀ ମୈଦାନରେ ଶପଥ ନେବେ ନୀତିଶ କୁମାର

    13958
    Nov 18, 2025
  • ପୁଣି ଥରେ ପାଲେଷ୍ଟାଇନବାସୀଙ୍କ ଉପରେ ଆକ୍ରମଣ କଲା ଇସ୍ରାଏଲ, ୧୧ ମୃତ
    ଦେଶ-ଦେଶାନ୍ତର

    ପୁଣି ଥରେ ପାଲେଷ୍ଟାଇନବାସୀଙ୍କ ଉପରେ ଆକ୍ରମଣ କଲା ଇସ୍ରାଏଲ, ୧୧ ମୃତ

    14468
    Nov 19, 2025
  • ଭାରତ ଫେରିଲା ଗ୍ୟାଙ୍ଗଷ୍ଟାର ଅନମୋଲ
    ଦେଶ-ଦେଶାନ୍ତର

    ଭାରତ ଫେରିଲା ଗ୍ୟାଙ୍ଗଷ୍ଟାର ଅନମୋଲ

    13865
    Nov 19, 2025
  • ହନୁମାନଙ୍କ ବିରୋଧରେ କହି ବିବାଦରେ ରାଜାମୌଳୀ
    ମନୋରଞ୍ଜନ

    ହନୁମାନଙ୍କ ବିରୋଧରେ କହି ବିବାଦରେ ରାଜାମୌଳୀ

    14783
    Nov 18, 2025
  • ଏହି ଖାଦ୍ୟ ଖାଆନ୍ତୁ, ଚିକ୍ ଚିକ୍ କରିବ ତ୍ଵଚା
    ବିଶେଷ

    ଏହି ଖାଦ୍ୟ ଖାଆନ୍ତୁ, ଚିକ୍ ଚିକ୍ କରିବ ତ୍ଵଚା

    14435
    Nov 19, 2025
  • ହିଡମା ମୁଣ୍ଡ ଉପରେ ଥିଲା ଏକ କୋଟି ଟଙ୍କାର ପୁରସ୍କାର
    ଦେଶ-ଦେଶାନ୍ତର

    ହିଡମା ମୁଣ୍ଡ ଉପରେ ଥିଲା ଏକ କୋଟି ଟଙ୍କାର ପୁରସ୍କାର

    13733
    Nov 18, 2025
  • ଅସ୍ତ୍ର ଛାଡି ମାଓବାଦୀଙ୍କୁ ଆତ୍ମସମର୍ପଣ କରିବାକୁ ଅନୁରୋଧ କଲେ ଭୂପତି
    ଦେଶ-ଦେଶାନ୍ତର

    ଅସ୍ତ୍ର ଛାଡି ମାଓବାଦୀଙ୍କୁ ଆତ୍ମସମର୍ପଣ କରିବାକୁ ଅନୁରୋଧ କଲେ ଭୂପତି

    14790
    Nov 19, 2025

ଆପଣ ଆଗ୍ରହୀ ହୋଇପାରନ୍ତି

  • ଦେଶ-ଦେଶାନ୍ତର

    ଭାରତ ଫେରିଲା ଗ୍ୟାଙ୍ଗଷ୍ଟାର ଅନମୋଲ

    13865
    Nov 19, 2025
  • ଦେଶ-ଦେଶାନ୍ତର

    ପୁଣି ଥରେ ପାଲେଷ୍ଟାଇନବାସୀଙ୍କ ଉପରେ ଆକ୍ରମଣ କଲା ଇସ୍ରାଏଲ, ୧୧ ମୃତ

    14468
    Nov 19, 2025
  • ଦେଶ-ଦେଶାନ୍ତର

    ଗାନ୍ଧୀ ମୈଦାନରେ ଶପଥ ନେବେ ନୀତିଶ କୁମାର

    13958
    Nov 18, 2025

Advertisement

ସଂସ୍କୃତି

ଓଡ଼ିଶାଲିଙ୍କ୍ସର ୮ମ ସ୍ଵନକ୍ଷତ୍ର, ଲୁହରେ ଭିଜାଇଲା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଭକ୍ତି ଆଧାରିତ ନାଟକ ‘ଅଦୃଶ୍ୟ ଜଗନ୍ନାଥ‘

ଭୁବନେଶ୍ୱର: ରାଜଧାନୀର ଭଞ୍ଜକଳା ମଣ୍ଡପଠାରେ ଡିଜିଟାଲ ଗଣମାଧ୍ୟମ ଜଗତରେ ସ୍ୱତନ୍ତ୍ର ପରିଚିତି ହାସଲ କରିଥିବା ଓଡ଼ିଶାଲିଙ୍କ୍ସର ୮ମ ସ୍ଵନକ୍ଷତ୍ର ପାଳିତ ହୋଇଛି। କ୍ରୀଡ଼ା, ଯୁବ ବ୍ୟାପାର, ଭାଷା ଓ ସଂସ୍କୃତି ଏବଂ ଉଚ୍ଚ ...

  • ୨୯ ତମ ଓଏମ୍‌ସି. ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବ ଉଦ୍‍ଯାପିତ

    16856
    Sep 10, 2023
  • ୨୯ ତମ ଓଏମ୍‌ସି ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବର ଚତୁର୍ଥ ସଂଧ୍ୟାରେ କୁଚିପୁଡ଼ି ନୃତ୍ୟ ସାଙ୍ଗକୁ ତବଲା ବାଦରେ ଦର୍ଶକ ବିଭୋର

    16952
    Sep 09, 2023
  • କଥକ ଶାସ୍ତ୍ରୀୟ ନୃତ୍ୟ ସହିତ ହିନ୍ଦୁସ୍ଥାନୀ କଣ୍ଠ ସଙ୍ଗୀତରେ ଦର୍ଶକ ବିଭୋର

    17297
    Sep 06, 2023
  • ୮୫ ତମ ଉତ୍କଳ ଦିବସ

    15769
    Apr 03, 2021

ବିଶେଷ

  • ଏହି ଖାଦ୍ୟ ଖାଆନ୍ତୁ, ଚିକ୍ ଚିକ୍ କରିବ ତ୍ଵଚା

    14435
    Nov 19, 2025
  • ବାଳ ପାଇଁ ଅତ୍ୟନ୍ତ ଲାଭଦାୟକ ଅଣ୍ଡା ତେଲ

    14417
    Nov 17, 2025
  • ଏହି କାରଣରୁ ବିନ୍ଧିଥାଏ ଗୋଡ

    16155
    Nov 16, 2025
  • ଶୀତଦିନ ପାଇଁ ସୁପର୍ ଫୁଡ

    15172
    Nov 15, 2025
  • ଏହି ଦିନ ପାଦରେ ପିନ୍ଧନ୍ତୁ ଝୁଣ୍ଟିଆ

    14447
    Nov 13, 2025

ବାଣିଜ୍ୟ

ଓଡ଼ିଶାସ୍ଥିତ ସ୍ୱେଚ୍ଛାସେବୀ ସଂଗଠନ ଏ .ଜେ.ଏସ୍‌.ଏ ଇଣ୍ଡିଆକୁ କପ୍‌ ୩୦ ସମ୍ମିଳନୀରେ ମିଳିଲା ବିଶ୍ୱସ୍ତରୀୟ ମାନ୍ୟତା

ଭୁବନେଶ୍ୱର: ଚଳିତବର୍ଷ ମିଳିତ ଜାତିସଂଘ ଓ ବ୍ରାଜିଲ ସରକାରଙ୍କ ମିଳିତ ଆନୁକୂଲ୍ୟରେ ବେଲେମ୍ସ ସହରରେ ଅନୁଷ୍ଠିତ ହେଉଥିବା କପ୍‌ ୩୦ ସମ୍ମିଳନୀରେ ଆୟୋଜିତ ଏକ ସ୍ୱତନ୍ତ୍ର ସଭାରେ ବ୍ରାଜିଲ ପ୍ରଥମ ମହିଳା ସମ୍ମାନନୀ ...

  • ଭାରତର ଉଦୀୟମାନ ଆର୍ଥିକ ଅଭିବୃଦ୍ଧି କାହାଣୀକୁ କବଜା କରିବା ପାଇଁ ବଜାଜ୍ ଫିନସର୍ଭ ଆସେଟ୍ ମ୍ୟାନେଜମେଣ୍ଟ ଲିମିଟେଡ୍ ଆରମ୍ଭ କରିଛି ଏହାର ବ୍ୟାଙ୍କିଂ ଏବଂ ଆର୍ଥିକ ସେବା ପାଣ୍ଠି

    14724
    Nov 10, 2025
  • ଆମୱେର ହୃଦୟରେ ଭାରତ ରହିଛି: ପ୍ରେସିଡେଣ୍ଟ ଓ ସିଇଓ ମାଇକେଲ ନେଲ୍‌ସନ

    14315
    Oct 30, 2025
  • ଷ୍ଟାର୍ଟଅପ୍ ମାନ୍ଦା, ବନ୍ଦ ହୋଇଗଲାଣି ଅଧାରୁ ଅଧିକ

    13959
    Oct 27, 2025
  • ବ୍ରିକ୍ସ ଆଇଏଲ୍‌ଏସ ୪ର୍ଥ ଷ୍ଟାର୍ଟଅପ୍‌ କନ୍‌କ୍ଲେଭରେ ନୁ୍ୟରୋକସ୍‌ମେଟିକ୍ସ ଦ୍ୱାରା ଅନୁପ୍ରେରିତ ହୋଇ ଜୀବଦା ପ୍ରଚଳନ କଲା ବିଶ୍ୱର ପ୍ରଥମ ଲକ୍‌ଜୁରୀ ଆୟୁର୍ବେଦ ବର୍ଗ

    15028
    Oct 13, 2025

ଅନଲାଇନ୍ ସଂଯୋଗ

  • 67944
    Followers
  • 227640
    Likes
  • 54300
    Subscribers

Subscribe to our Newsletter

Sign up to receive email updates and to hear what's going on with our magazine!

logo

ଆଜିକାଲି, ମୁଦ୍ରିତ ଖବରକାଗଜ ପଢିବା ପାଇଁ ଲୋକଙ୍କ ପାଖରେ ପର୍ଯ୍ୟାପ୍ତ ସମୟ ନାହିଁ, ଯାହା ଗତକାଲିର ସାଧାରଣ ଘଟଣାକୁ କଭର୍ କରିଥାଏ, ତେଣୁ ସର୍ବଶେଷ ଖବର ପାଇବା ପାଇଁ ସେମାନେ ସର୍ବଦା ୱେବ୍ ପୋର୍ଟାଲ୍ କିମ୍ବା ଇଲେକ୍ଟ୍ରୋନିକ୍ ମିଡିଆ ଅନୁସରଣ କରିବାକୁ ଆଗ୍ରହୀ ଅଟନ୍ତି |

ଆମର ଅନଲାଇନ୍ ନ୍ୟୁଜ୍ ପୋର୍ଟାଲ୍ ସମଗ୍ର ବିଶ୍ୱରେ ସର୍ବଶେଷ ଅଦ୍ୟତନ, ସାମ୍ପ୍ରତିକ ଘଟଣା ସହିତ ଲୋକଙ୍କୁ ଶିକ୍ଷା ଏବଂ ସୂଚନା ଦେବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ |

  • ଖବର

  • ଏହି ଖାଦ୍ୟ ଖାଆନ୍ତୁ, ଚିକ୍ ଚିକ୍ କରିବ ତ୍ଵଚା

    14435
    Nov 19, 2025
  • ହନୁମାନଙ୍କ ବିରୋଧରେ କହି ବିବାଦରେ ରାଜାମୌଳୀ

    14783
    Nov 18, 2025
  • ରାଷ୍ଟ୍ରପତିଙ୍କୁ ୨୦୨୬-୩୧ ଅବଧି ପାଇଁ ଷୋଡ଼ଶ ଅର୍ଥ ଆୟୋଗଙ୍କ ରିପୋର୍ଟ ପ୍ରଦାନ

    14474
    Nov 18, 2025

About Us

  • Bhubaneswar, Odisha, India
  • 0 00000 000 00
  • odishanewslens@gmail.com

Follow us

  • Home
  • Contact Us
  • About Us
© Copyright Odisha News Lens 4.1. All rights reserved. in association with Konect.In