Odisha News Lens 4.1

Top Menu

  • About
  • Contact

Main Menu

  • Home
  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ବିଶେଷ
  • ପରିବେଶ
  • ତର୍ଜମା
  • ସଂସ୍କୃତି
READ NEWS IN ENGLISH ( ver.4.2) Thursday, July 09, 2026, Login
  • About
  • Contact

logo

Header Banner

Odisha News Lens 4.1

  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ଅନ୍ୟାନ୍ୟ
    • ବିଶେଷ
    • ପରିବେଶ
    • ତର୍ଜମା
    • ସଂସ୍କୃତି
  • ଇଣ୍ଡୋନେସିଆର ପ୍ରମ୍ବାନନ ହିନ୍ଦୁ ...

  • ମମତାଙ୍କ ଶୋଭାଯାତ୍ରା ସମୟରେ ପ୍ରବଳ ...

  • ଜୁଲାଇ ମାସର ପ୍ରଥମ ସପ୍ତାହରେ ସ୍ୱାଭାବିକ ...

  • ଇଣ୍ଡୋନେସିଆରେ ବିଜୁ ପଟ୍ଟନାୟକଙ୍କୁ ...

  • ବଦ୍ରୀନାଥ ମନ୍ଦିର ଦାନ ଚୋରି ମାମଲା : ...

  • ହାତୀ ଦାନ୍ତ ରଖିବା ମାମଲା : ମୋହନଲାଲ ...

  • ନାବାଳିକା ଦୁଷ୍କର୍ମ-ହତ୍ୟା ମାମଲାର ...

  • କେତନଙ୍କ ପୂର୍ବରୁ ପ୍ରେମିକଙ୍କୁ ବାହା ...

  • ପ୍ରଦର୍ଶିତ ହେଲା ଗୋଲ୍ଡ-ପ୍ଲେଟେଡ୍ ...

  • ରୁଷ ତରଫରୁ କିଭ୍ ସହର ଉପରେ କ୍ଷେପଣାସ୍ତ୍ର ...

Home ›› ››ଦୃଷ୍ଟି ଶକ୍ତିରେ ସମସ୍ୟା ଥିଲେ, ବ୍ୟବହାର କରନ୍ତୁ ଏହି ଆଇ ଡ୍ରପ

ଦୃଷ୍ଟି ଶକ୍ତିରେ ସମସ୍ୟା ଥିଲେ, ବ୍ୟବହାର କରନ୍ତୁ ଏହି ଆଇ ଡ୍ରପ

2022-07-22 05:02:23
15285
Share:
Facebook
Twitter
E-Mail
WhatsApp
Telegram
ଦୃଷ୍ଟି ଶକ୍ତିରେ ସମସ୍ୟା ଥିଲେ, ବ୍ୟବହାର କରନ୍ତୁ ଏହି ଆଇ ଡ୍ରପ

ଦୃଷ୍ଟି ଶକ୍ତିରେ ସମସ୍ୟା ଥିବା ଲୋକଙ୍କୁ ଏବେ ଆଉ ଲଗାଇବାକୁ ପଡିବନି ଚଷମା। ଏବେ ଆସିଯାଇଛି ଏକ ବଢ଼ିଆ ଆଇ ଡ୍ରପ୍‌। ଏକ ଏମିତି ଆଇ ଡ୍ରପ ଯାହାକୁ ବ୍ୟବହାର କଲେ ଆପଣଙ୍କୁ ଆଉ ଦରକାର ପଡବନି ଚଷମା ପିନ୍ଧିବା। ଆମେରିକାରେ ଏକ ଏମିତି ଆଇ ଡ୍ରପ୍‌ ଲଞ୍ଚ୍‌ ହୋଇଛି, ଯାହାର ବ୍ୟବହାର ସେହି ଲୋକମାନେ କରିପାରିବେ ଯେଉଁମାନଙ୍କୁ ଧୂଆଁଳିଆ ଦେଖାଯାଉଛି ଏବଂ ବିନା ଚଷମାରେ ଯେଉଁମାନେ କିଛି ବି ପଢ଼ିପାରୁନାହାଁନ୍ତି। ଏହି ଆଇ ଡ୍ରପର ନାମ ଭୁଇଟି ‘Vuity’ ରଖାଯାଇଛି।

ଏହି ଔଷଧର ଟ୍ରାଏଲ ୭୫୦ ରୋଗୀଙ୍କୁ ନେଇ ଉପରେ କରାଯାଇଥିଲା। ଆଉ ଟ୍ରାଏଲର ରେଜଲ୍ଟ ବି ବହୁତ ପ୍ରଭାବଶାଳୀ ଆସିଛି। ସାଧାରଣ ଲୋକଙ୍କୁ ଏହି ଡ୍ରପର ବ୍ୟବହାର କରିବା ପାଇଁ ଆମେରିକା ଡ୍ରଗ ରେଗୁଲେଟର ଏଫଡିଏ ମଞ୍ଜୁରୀ ଦେଇଛି। ଏହି ଆଇ ଡ୍ରପକୁ ଆୟରଲାଣ୍ଡର ଫାର୍ମା କମ୍ପାନୀ ଏଲରଜନ୍‌ ପ୍ରସ୍ତୁତ କରିଛି। ଏହି ଟ୍ରାଏଲରେ ନେତୃତ୍ୱ ନେଇଥିବା ଚକ୍ଷୁ ରୋଗ ବିଶେଷଜ୍ଞ କହିଛନ୍ତି, ବଢ଼ୁଥିବା ବୟସ ସହିତ ଲୋକମାନେ ପ୍ରେସବାୟୋପିଆ ସହ ପୀଡିତ ହେଉଛନ୍ତି। ସେମାନଙ୍କ ଦୃଷ୍ଟି ଶକ୍ତି ଦୁର୍ବଳ ହେବାକୁ ଲାଗୁଛି। ଏମିତି ହେବା ଦ୍ୱାରା ସେମାନଙ୍କୁ ସବୁ ଜିନିଷକୁ ବହୁତ ପାଖରୁ ଦେଖିବାକୁ ପଡିଥାଏ। ତେଣୁ ଏମିତି ସ୍ଥିତିରେ ପୀଡିତଙ୍କୁ ଆଇ ଡ୍ରପ୍‌ ଏବଂ ଚଷମା ଲଗାଇବାକୁ ପରାମର୍ଶ ଦିଆଯାଏ। ଏହି ସମସ୍ୟା ଥିବା ୪୫ ରୁ ୬୦ ବର୍ଷ ବୟସର ଲୋକଙ୍କ ପାଇଁ ଏହି ବଢ଼ିଆ ନୂଆ ଆଇ ଡ୍ରପ ବହୁତ ଇଫେକଟିଭ୍‌ ପ୍ରମାଣିତ ହେବ।

ଏବେ ଆସନ୍ତୁ ଜାଣିବା କେମିତି କାମ କରେ ଆଇ ଡ୍ରପ୍‌
ନୂଆ ଆଇଡ୍ରପ୍‌ ୧୫ ମିନିଟରେ ନିଜର ପ୍ରଭାବ ଦେଖାଇଥାଏ। ଆଉ ଏହାର ପ୍ରଭାବ କିଛି ସମୟ ପର୍ଯ୍ୟନ୍ତ ରହିଥାଏ। ଯେମିତିକି ଆଖିରେ ଭୁଇଟୀ ଆଇ ଡ୍ରପର ଗୋଟିଏ ବୁନ୍ଦା ପକାଇଲେ ଏହାର ପ୍ରଭାବରେ ୬ ରୁ ୧୦ ଘଣ୍ଟା ପର୍ଯ୍ୟନ୍ତ ଆପଣଙ୍କ ଦୃଷ୍ଟିଶକ୍ତି ଏକଦମ୍‌ ବଢ଼ିଆ ରହିଥାଏ।

ଏହି ଆଇ ଡ୍ରପ୍‌ ଆଖି ପିତୁଳାର ଆକାରକୁ ଛୋଟ କରିଥାଏ। ଯାହା ଫଳରେ ରୋଗୀଙ୍କୁ ପାଖ ଜିନିଷ ପରିଷ୍କାର ଦେଖାଯାଏ। ଏହାଦ୍ୱାରା ଜିନିଷକୁ ଦେଖିବାର ଫୋକସ୍‌ ବି ବଢ଼ିଥାଏ। କମ୍ପାନୀ ଅନୁଯାୟୀ ଗୋଟେ ମାସ ପାଇଁ ଏହି ଔଷଧର ଡୋଜ୍‌ ଖର୍ଚ୍ଚ ପ୍ରାୟ ୬ ହଜାର ଟଙ୍କା ଆସିବ।

ବିଶେଷଜ୍ଞ ଡାକ୍ତରଙ୍କ କହିବାନୁଯାୟୀ ଯେଉଁ ବ୍ୟକ୍ତି ପଢ଼ିବା ସମୟୟରେ ଚଷମାର ବୋଝକୁ ସହିବାକୁ ଚାହାଁନ୍ତିନାହିଁ, ସେହି ଲୋକମାନଙ୍କ ପାଇଁ ଭୁଇଟୀ ଆଇ ଡ୍ରପ୍‌ ଏକ ବହୁତ ଭଲ ଅପ୍ସନ ରହିବ।

ଏହି ଆଇ ଡ୍ରପ୍‌ ଆମେରିକାରେ ଥିବା ୧୨.୮ କୋଟି ଲୋକଙ୍କୁ କିଛି ସମୟ ପାଇଁ ଚଷମା ପିନ୍ଧିବା ସମସ୍ୟା ଠାରୁ ମୁକ୍ତି ଦେବ। ଏହାଦ୍ୱାରା ଲୋକଙ୍କୁ ମଧ୍ୟ ବହୁତ ଆସ୍ୱସ୍ତି ଅନୁଭବ ହେବ।

ଗେମଚେଞ୍ଜର ହେବ ଏହି ଆଇ ଡ୍ରପ୍‌
ପରୀକ୍ଷଣରେ ଜଣାଇଯାଇଛି ଯେ ଦୃଷ୍ଟି ଶକ୍ତି ସମସ୍ୟା ଥିବା ଲୋକଙ୍କ ପାଇଁ ଏହି ନୂଆ ଆଇ ଡ୍ରପ୍‌ ଗେମଚେଞ୍ଜର ପ୍ରମାଣିତ ହୋଇପାରେ ଏବଂ ବଡ ପରିବର୍ତ୍ତନ ହୋଇପାରେ। ଏହି ଆଇ ଡ୍ରପରେ ପେଲୋକର୍ପିନ ନାମକ ଔଷଧର ବ୍ୟବହାର କରାଯାଇଛି। ଏହା ପୂର୍ବରୁ ମଧ୍ୟ ଏହି ଔଷଧର ବ୍ୟବହାର ଚକ୍ଷୁ ରୋଗ ଚିକିତ୍ସା କରିବାରେ ବ୍ୟବହାର କରାଯାଇଆସିଛି। ଯେମିତିକି ଗତ ଅନେକ ଦଶକରୁ ଏହି ଔଷଧ ସାହାଯ୍ୟରେ ଗ୍ଲୁକୋମାର ଚିକିତ୍ସା କରାଯାଉଛି।

ଭୁଇଟୀ ଆଇ ଡ୍ରପକୁ ପୂର୍ବରୁ ପ୍ରେସବାୟୋପିଆର ଚିକିତ୍ସା କରିବାରେ ବ୍ୟବହାର କରାଯାଇଆସୁଛି। ବୈଜ୍ଞାନିକଙ୍କ କହିବା କଥା ଯେ ସାଧାରଣତଃ ରିଡିଙ୍ଗ୍‌ ଗ୍ଲାସେସ ଲଗାଉଥିବା ଲୋକ ଯେତେବେଳେ ପଢ଼ିବା ବନ୍ଦ କରିଦିଅନ୍ତି, ସେତେବେଳେ ସେମାନଙ୍କୁ ଦୂରରେ ଥିବା ଜିନିଷ ଦେଖିବା ପାଇଁ ଚଷମାକୁ ହଟାଇବାକୁ ପଡିଥାଏ। କିନ୍ତୁ ଭୁଇଟି ଆଇ ଡ୍ରପରେ ଏପରି ହୁଏନି। ଏହା ସାମାନ୍ୟ ଆଲୋକରେ ବି ଦୂରର ନଜରକୁ ପ୍ରଭାବିତ କରିନଥାଏ।

Powered by Froala Editor

Tags Eye drop

Related articles Odisha News Lens 4.1

  • ରୁଷ ତରଫରୁ କିଭ୍ ସହର ଉପରେ କ୍ଷେପଣାସ୍ତ୍ର ଓ ଡ୍ରୋନ୍ ଆକ୍ରମଣ, ୨୩ମୃତ
    ଦେଶ-ଦେଶାନ୍ତର

    ରୁଷ ତରଫରୁ କିଭ୍ ସହର ଉପରେ କ୍ଷେପଣାସ୍ତ୍ର ଓ ଡ୍ରୋନ୍ ଆକ୍ରମଣ, ୨୩ମୃତ

    13928
    Jul 07, 2026
  • ଇଣ୍ଡୋନେସିଆର ପ୍ରମ୍ବାନନ ହିନ୍ଦୁ ମନ୍ଦିରରେ ପୂଜାର୍ଚ୍ଚନା କଲେ ମୋଦୀ
    ଦେଶ-ଦେଶାନ୍ତର

    ଇଣ୍ଡୋନେସିଆର ପ୍ରମ୍ବାନନ ହିନ୍ଦୁ ମନ୍ଦିରରେ ପୂଜାର୍ଚ୍ଚନା କଲେ ମୋଦୀ

    15268
    Jul 09, 2026
  • ଇଣ୍ଡୋନେସିଆରେ ବିଜୁ ପଟ୍ଟନାୟକଙ୍କୁ ଭୂୟସୀ ପ୍ରଶଂସା
    ଦେଶ-ଦେଶାନ୍ତର

    ଇଣ୍ଡୋନେସିଆରେ ବିଜୁ ପଟ୍ଟନାୟକଙ୍କୁ ଭୂୟସୀ ପ୍ରଶଂସା

    13614
    Jul 08, 2026
  • ମମତାଙ୍କ ଶୋଭାଯାତ୍ରା ସମୟରେ ପ୍ରବଳ ଉତ୍ତେଜନା: ଅଣ୍ଡାମାଡ଼ ସହ ଦେଲେ  ‘ଚୋର, ଚୋର’ ...
    ଦେଶ-ଦେଶାନ୍ତର

    ମମତାଙ୍କ ଶୋଭାଯାତ୍ରା ସମୟରେ ପ୍ରବଳ ଉତ୍ତେଜନା: ଅଣ୍ଡାମାଡ଼ ସହ ଦେଲେ ‘ଚୋର, ଚୋର’ ...

    15494
    Jul 09, 2026
  • ବଦ୍ରୀନାଥ ମନ୍ଦିର ଦାନ ଚୋରି ମାମଲା : ମନ୍ଦିର ସମିତି ଅଧ୍ୟକ୍ଷଙ୍କ ବ୍ୟକ୍ତିଗତ ...
    ଦେଶ-ଦେଶାନ୍ତର

    ବଦ୍ରୀନାଥ ମନ୍ଦିର ଦାନ ଚୋରି ମାମଲା : ମନ୍ଦିର ସମିତି ଅଧ୍ୟକ୍ଷଙ୍କ ବ୍ୟକ୍ତିଗତ ...

    14234
    Jul 08, 2026
  • ପ୍ରଦର୍ଶିତ ହେଲା ଗୋଲ୍ଡ-ପ୍ଲେଟେଡ୍ ‘ରାମଚରିତମାନସ’ ଗ୍ରନ୍ଥ
    ଦେଶ-ଦେଶାନ୍ତର

    ପ୍ରଦର୍ଶିତ ହେଲା ଗୋଲ୍ଡ-ପ୍ଲେଟେଡ୍ ‘ରାମଚରିତମାନସ’ ଗ୍ରନ୍ଥ

    13764
    Jul 07, 2026
  • ନାବାଳିକା ଦୁଷ୍କର୍ମ-ହତ୍ୟା ମାମଲାର ଅଭିଯୁକ୍ତକୁ ଏନକାଉଣ୍ଟର
    ଅପରାଧ

    ନାବାଳିକା ଦୁଷ୍କର୍ମ-ହତ୍ୟା ମାମଲାର ଅଭିଯୁକ୍ତକୁ ଏନକାଉଣ୍ଟର

    14580
    Jul 08, 2026
  • କେତନଙ୍କ ପୂର୍ବରୁ ପ୍ରେମିକଙ୍କୁ ବାହା ହୋଇ ସାରିଥିଲେ ସିୟା
    ଦେଶ-ଦେଶାନ୍ତର

    କେତନଙ୍କ ପୂର୍ବରୁ ପ୍ରେମିକଙ୍କୁ ବାହା ହୋଇ ସାରିଥିଲେ ସିୟା

    14562
    Jul 08, 2026
  • ହାତୀ ଦାନ୍ତ ରଖିବା ମାମଲା : ମୋହନଲାଲ କହିଲେ ମୋତେ ଉତ୍ତରାଧିକାରୀ ଭାବେ ମିଳିଛି
    ଦେଶ-ଦେଶାନ୍ତର

    ହାତୀ ଦାନ୍ତ ରଖିବା ମାମଲା : ମୋହନଲାଲ କହିଲେ ମୋତେ ଉତ୍ତରାଧିକାରୀ ଭାବେ ମିଳିଛି

    15668
    Jul 08, 2026

ଆପଣ ଆଗ୍ରହୀ ହୋଇପାରନ୍ତି

  • ଦେଶ-ଦେଶାନ୍ତର

    ଜୁଲାଇ ମାସର ପ୍ରଥମ ସପ୍ତାହରେ ସ୍ୱାଭାବିକ ଠୁ ହୋଇଛି ଅଧିକ ମୌସୁମୀ ବର୍ଷା

    15369
    Jul 08, 2026
  • ଅପରାଧ

    ନାବାଳିକା ଦୁଷ୍କର୍ମ-ହତ୍ୟା ମାମଲାର ଅଭିଯୁକ୍ତକୁ ଏନକାଉଣ୍ଟର

    14580
    Jul 08, 2026
  • ଦେଶ-ଦେଶାନ୍ତର

    ବଦ୍ରୀନାଥ ମନ୍ଦିର ଦାନ ଚୋରି ମାମଲା : ମନ୍ଦିର ସମିତି ଅଧ୍ୟକ୍ଷଙ୍କ ବ୍ୟକ୍ତିଗତ ସଚିବଙ୍କୁ କାରଣ ଦର୍ଶାଅ ନୋଟିସ

    14234
    Jul 08, 2026

Advertisement

ସଂସ୍କୃତି

ରବୀନ୍ଦ୍ର ମଣ୍ଡପଠାରେ "ନୃତ୍ୟାଞ୍ଜଳୟ ଉତ୍ସବ-୨୦୨୨" ଅନୁଷ୍ଠିତ

ଭୁବନେଶ୍ୱର, ୧୫/୦୫ (ନି.ପ୍ର.): ସ୍ଥାନୀୟ ରବୀନ୍ଦ୍ର ମଣ୍ଡପଠାରେ "ନୃତ୍ୟାଞ୍ଜଳୟ ଉତ୍ସବ-୨୦୨୨" ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଧର୍ମଶାଳା ବିଧାୟକ ସ୍ଵାଧୀନ ହିମାଂଶୁ ଶେଖର ସାହୁ, ପଦ୍ମଶ୍ରୀ ଗୁରୁ କୁମକୁମ ମହାନ୍ତି, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ଉପ-ନିର୍ଦ୍ଦେଶିକା ଶ୍ରୀମ ...

  • ଓଡ଼ିଶାଲିଙ୍କ୍ସର ୮ମ ସ୍ଵନକ୍ଷତ୍ର, ଲୁହରେ ଭିଜାଇଲା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଭକ୍ତି ଆଧାରିତ ନାଟକ ‘ଅଦୃଶ୍ୟ ଜଗନ୍ନାଥ‘

    16971
    Jun 25, 2025
  • ୨୯ ତମ ଓଏମ୍‌ସି. ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବ ଉଦ୍‍ଯାପିତ

    17582
    Sep 10, 2023
  • ୨୯ ତମ ଓଏମ୍‌ସି ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବର ଚତୁର୍ଥ ସଂଧ୍ୟାରେ କୁଚିପୁଡ଼ି ନୃତ୍ୟ ସାଙ୍ଗକୁ ତବଲା ବାଦରେ ଦର୍ଶକ ବିଭୋର

    17636
    Sep 09, 2023
  • କଥକ ଶାସ୍ତ୍ରୀୟ ନୃତ୍ୟ ସହିତ ହିନ୍ଦୁସ୍ଥାନୀ କଣ୍ଠ ସଙ୍ଗୀତରେ ଦର୍ଶକ ବିଭୋର

    18035
    Sep 06, 2023

ବିଶେଷ

  • ଥଣ୍ଡାପାଗରେ କମ୍ ମାତ୍ରାରେ ସେବନ କରନ୍ତୁ ଲୁଣ ଓ ଚିନି

    15344
    Jul 07, 2026
  • ଷ୍ଟିକର୍‌ ଛଡ଼ାଇ ଖାଆନ୍ତୁ ଫଳ, ନହେଲେ ଭୋଗିବେ ଏହି ସମସ୍ୟା

    15581
    Jul 06, 2026
  • ଦମ୍ପତିଙ୍କ ମଧ୍ୟରେ ବଢୁଛି ସ୍ଲିପ୍ ଡିଭୋର୍ସ, ଜାଣନ୍ତୁ କ'ଣ ?

    15386
    Jul 05, 2026
  • ଗାଜର ଜୁସ୍ ପିଇଲେ ମିଳିଥାଏ ଏହି ଫାଇଦା

    15253
    Jul 03, 2026
  • ଗର୍ଲଫ୍ରେଣ୍ଡଙ୍କ ସହ ସମ୍ପର୍କକୁ ଆଗକୁ ବଢାଇବାକୁ ଚାହୁଁଛନ୍ତି କି, କରନ୍ତୁ ମନଛୁଆଁ କଥାବାର୍ତ୍ତା

    14675
    Jun 30, 2026

ବାଣିଜ୍ୟ

ମାସକରେ ୧୫ ହଜାର ଖସିଲାଣି ସୁନା

ସୁନା ଓ ରୁପା ଦରରେ ଲଗାତାର ଉତ୍ଥାନ-ପତନ ଦେଖିବାକୁ ମିଳୁଛି। ଏଇ ମାସରେ ସୁନା ଭରି ପିଛା ଖସିଲାଣି ପ୍ରାୟ ୧୫ ହଜାର ଟଙ୍କା । ୨୨ କ୍ୟାରେଟ୍ ସୁନାର ଦାମ ୧୦ ଗ୍ରାମ ପିଛା ୧ ଲକ୍ଷ ୩୦ ହଜାର ଟଙ୍କା ତଳକୁ ଖସିଛି।  ଏହା ଗ୍ରାହକଙ୍କ ପାଇଁ କିଛିଟା ଆଶ୍ୱସ୍ତିର ଖବର ହୋଇଥିବା ବେଳେ, ନିବେଶକଙ୍କ ମଧ୍ୟରେ ଏହାକୁ ନେଇ ଚର ...

  • ସ୍ମୃତି କ୍ୟାଣ୍ଡିୟର୍‌ ବ୍ରାଣ୍ଡ୍‌ ଆମ୍ବାସଡର୍‌ ନିଯୁକ୍ତ

    15838
    Jun 30, 2026
  • ଜେରାଇ ଫିଟ୍‌ନେସ୍‌ ଲିମିଟେଡ (“ଜେରାଇ ଫିଟ୍‌ନେସ୍‌”) ରିବକ୍‌ର ଭାରତର ଶକ୍ତି, ଧୈର୍ଯ୍ୟ ଓ ମାନସିକ ଦୃଢତାର ପରୀକ୍ଷା ଦ୍ୱାରା ସଶକ୍ତ ‘ଲାଷ୍ଟ ୱାନ୍‌ ଷ୍ଟାଣ୍ଡିଂ’ ଶୁଭାରମ୍ଭ କଲା

    15708
    Jun 17, 2026
  • ଖିମଜୀ ଜୁଏଲର୍ସ ପକ୍ଷରୁ ମହା ଆଡ଼ମ୍ବରରେ ସହ ସାରା ଓଡ଼ିଶାରେ “ରଜ ମଉଜ’ ପାଳନ

    13814
    Jun 16, 2026
  • ଉଛୁଳିଛି ସେୟାର ବଜାର, ସୁନା ଦର ବୃଦ୍ଧି

    14926
    Apr 01, 2026

ଅନଲାଇନ୍ ସଂଯୋଗ

  • 67944
    Followers
  • 227640
    Likes
  • 54300
    Subscribers

Subscribe to our Newsletter

Sign up to receive email updates and to hear what's going on with our magazine!

logo

ଆଜିକାଲି, ମୁଦ୍ରିତ ଖବରକାଗଜ ପଢିବା ପାଇଁ ଲୋକଙ୍କ ପାଖରେ ପର୍ଯ୍ୟାପ୍ତ ସମୟ ନାହିଁ, ଯାହା ଗତକାଲିର ସାଧାରଣ ଘଟଣାକୁ କଭର୍ କରିଥାଏ, ତେଣୁ ସର୍ବଶେଷ ଖବର ପାଇବା ପାଇଁ ସେମାନେ ସର୍ବଦା ୱେବ୍ ପୋର୍ଟାଲ୍ କିମ୍ବା ଇଲେକ୍ଟ୍ରୋନିକ୍ ମିଡିଆ ଅନୁସରଣ କରିବାକୁ ଆଗ୍ରହୀ ଅଟନ୍ତି |

ଆମର ଅନଲାଇନ୍ ନ୍ୟୁଜ୍ ପୋର୍ଟାଲ୍ ସମଗ୍ର ବିଶ୍ୱରେ ସର୍ବଶେଷ ଅଦ୍ୟତନ, ସାମ୍ପ୍ରତିକ ଘଟଣା ସହିତ ଲୋକଙ୍କୁ ଶିକ୍ଷା ଏବଂ ସୂଚନା ଦେବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ |

  • ଖବର

  • ଇଣ୍ଡୋନେସିଆର ପ୍ରମ୍ବାନନ ହିନ୍ଦୁ ମନ୍ଦିରରେ ପୂଜାର୍ଚ୍ଚନା କଲେ ମୋଦୀ

    15268
    Jul 09, 2026
  • କେତନଙ୍କ ପୂର୍ବରୁ ପ୍ରେମିକଙ୍କୁ ବାହା ହୋଇ ସାରିଥିଲେ ସିୟା

    14562
    Jul 08, 2026
  • ଇଣ୍ଡୋନେସିଆରେ ବିଜୁ ପଟ୍ଟନାୟକଙ୍କୁ ଭୂୟସୀ ପ୍ରଶଂସା

    13614
    Jul 08, 2026

About Us

  • Bhubaneswar, Odisha, India
  • 0 00000 000 00
  • odishanewslens@gmail.com

Follow us

  • Home
  • Contact Us
  • About Us
© Copyright Odisha News Lens 4.1. All rights reserved. in association with Konect.In