Odisha News Lens 4.1

Top Menu

  • About
  • Contact

Main Menu

  • Home
  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ବିଶେଷ
  • ପରିବେଶ
  • ତର୍ଜମା
  • ସଂସ୍କୃତି
READ NEWS IN ENGLISH ( ver.4.2) Sunday, July 26, 2026, Login
  • About
  • Contact

logo

Header Banner

Odisha News Lens 4.1

  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ଅନ୍ୟାନ୍ୟ
    • ବିଶେଷ
    • ପରିବେଶ
    • ତର୍ଜମା
    • ସଂସ୍କୃତି
  • ଶିକ୍ଷା ମନ୍ତ୍ରାଳୟର ଅତିରିକ୍ତ ଦାୟିତ୍ୱ ...

  • ମୋଦି ସରକାର ପେପର ଲିକ୍ ବିରୋଧରେ ...

  • 'ମନ୍ କି ବାତ' କାର୍ଯ୍ୟକ୍ରମ: ଯୁବପିଢ଼ି ...

  • ‘ଏକ୍ସୋମୁନ୍‌’ର ସନ୍ଧାନ ମିଳିଲା !

  • ସ୍ପିରିଟ୍‌ରେ ଦୀପିକାଙ୍କ ସ୍ଥାନରେ ନଜର ...

  • ସାରନାଥର ସ୍ଥାପତ୍ୟ ୟୁନେସ୍କୋ ତାଲିକାରେ

  • ଯୁବଗୋଷ୍ଠୀଙ୍କୁ ଭ୍ରମରୁ ବାହାର କରିବା ...

  • ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ପରେ ...

  • ଛାତ୍ର ଆନ୍ଦୋଳନ ଶେଷ, ସ୍ବାଭାବିକ ହେଇଛି ...

  • ଭିତ୍ତିହୀନ ଚଞ୍ଚକତା ପଦାରେ ପଡ଼ିଲା: ...

ରାଜ୍ୟ
Home ›› ରାଜ୍ୟ ››ବୁଷ୍ଟର ଡୋଜ: ୯୯ ପ୍ରତିଶତ ଲୋକ ନେଇନାହାନ୍ତି

ବୁଷ୍ଟର ଡୋଜ: ୯୯ ପ୍ରତିଶତ ଲୋକ ନେଇନାହାନ୍ତି

2022-07-14 08:37:40
13973
Share:
Facebook
Twitter
E-Mail
WhatsApp
Telegram
ବୁଷ୍ଟର ଡୋଜ: ୯୯ ପ୍ରତିଶତ ଲୋକ ନେଇନାହାନ୍ତି

ଭୁବନେଶ୍ୱର: କରୋନା ମିଟର ଏବେ ଉପରମୁହାଁ । ଦୈନିକ ସଂକ୍ରମିତଙ୍କ ସଂଖ୍ୟା ୮ଶହ ଟପିଛି। ଲୋକେ ଯେତେ କରୋନାକୁ ନିୟମକୁ ଅଣଦେଖା କରୁଛନ୍ତି, ଭୂତାଣୁ ସେତେ ମାତ୍ରାରେ ମାଡ଼ିଚାଲିଛି । ଗତ ୨୪ ଘଣ୍ଟା ମଧ୍ୟ ରାଜ୍ୟରୁ ୮୦୪ ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।  କରୋନାକୁ ପ୍ରତିହତ କରିବା ପାଇଁ ସରକାର ଟିକାକରଣକୁ ଗୁରୁତ୍ୱ ଦେଉଛନ୍ତି । ତେବେ ଲୋକମାନଙ୍କ ଅବହେଳା ଯୋଗୁଁ ଟିକାକରଣ ସଫଳ ହୋଇପାରୁନି ।  ତେବେ ଏହାରି ଭିତରେ ମାଗଣା ପ୍ରିକସନ ଡୋଜ ବା ବୁଷ୍ଟର ଡୋଜ ନେଇ ପରିବାର କଲ୍ୟାଣ ନିଦେ୍ର୍ଧଶକ ସୂଚନା ଦେଇ କହିଛନ୍ତି ଯେ ରାଜ୍ୟରେ  ୯୯ ପ୍ରତିଶତ ବୁଷ୍ଟର ଡୋଜ ନେଇନାହାନ୍ତି ।

ସେ କହିଛନ୍ତି ଯେ କେନ୍ଦ୍ର ସରକାରଙ୍କ ନିଷ୍ପତ୍ତି କ୍ରମେ ଶୁକ୍ରବାର ଠାରୁ ମାଗଣା ପ୍ରିକସନ ଡୋଜ ଆରମ୍ଭ ହେବ । ୭୫ ଦିନ ଯାଏଁ ଏହି ଟିକାକରଣ ମାଗଣାରେ ଚାଲିବ ।  ଅଢେଇ ହଜାରରୁ ୩ ହଜାର ସରକାରୀ ମେଡିକାଲରେ ଟିକାକରଣ ହେବ । ରାଜ୍ୟରେ ୧୮ରୁ ୫୯ ବର୍ଷ ବର୍ଗରେ ୨.୬୫ କୋଟି ହିତାଧିକାରୀ ଅଛନ୍ତି ।  ସେଥିରୁ ମାତ୍ର ଦେଢ ଲକ୍ଷ ପ୍ରିକସନ ଡୋଜ ନେଇଛନ୍ତି । ୯୯ ପ୍ରତିଶତ ବୁଷ୍ଟର ଡୋଜ ନେଇନାହାନ୍ତି । ଟିକାକରଣ ପାଇଁ ଉଭୟ ଅଫଲାଇନ ଓ ଅନଲାଇନରେ ବ୍ୟବସ୍ଥା ହୋଇଛି ବୋଲି  ପରିବାର କଲ୍ୟାଣ ନିଦେ୍ର୍ଧଶକ କହିଛନ୍ତି ।

ଆସନ୍ତାକାଲି ଠାରୁ ୧୮ ରୁ ୫୯ ବର୍ଷର ଲୋକମାନଙ୍କୁ ପ୍ରିକସନ ଡୋଜ୍ ମାଗଣାରେ ଦିଆଯିବ। ୭୫ ଦିନ ପର୍ୟ୍ୟନ୍ତ ମାଗଣାରେ ଟିକାକରଣ ଚାଲିବ। ରାଜ୍ୟରେ ପାଖାପାଖି ୩ ହଜାରଟି ସରକାରୀ ଟିକାକରଣ କେନ୍ଦ୍ର ରହିଛି। ସେଠି ମାଗଣାରେ ଟିକାକରଣ ହେବ। କେନ୍ଦ୍ର ଗୁଡିକରେ ଟିକା ଦେବା ପାଇଁ ପ୍ରଯ୍ୟାପ୍ତ ପରିମାଣରେ ସ୍ୱାସ୍ଥ୍ୟକର୍ମୀ ରହିଛନ୍ତି। ଯଦିଓ ମାଗଣାରେ ଏଭଳି ଟିକାକରଣ ଦିଆଯିବ ତେବେ ରାଜ୍ୟରେ ସେତିକି ପରିମାଣରେ ଟିକା ନାହିଁ। ତେବେ ଆହୁରି ଟିକା ଆବଶ୍ୟକ ପଡ଼ିବ ବୋଲି  ପରିବାର କଲ୍ୟାଣ ନିଦେ୍ର୍ଧଶକ କହିଛନ୍ତି ।

Powered by Froala Editor

Tags Corona vaccine

Related articles Odisha News Lens 4.1

  • ସ୍ପିରିଟ୍‌ରେ ଦୀପିକାଙ୍କ ସ୍ଥାନରେ ନଜର ଆସିବେ କ୍ୟାଟ୍ରିନା
    ମନୋରଞ୍ଜନ

    ସ୍ପିରିଟ୍‌ରେ ଦୀପିକାଙ୍କ ସ୍ଥାନରେ ନଜର ଆସିବେ କ୍ୟାଟ୍ରିନା

    14785
    Jul 26, 2026
  • ଛାତ୍ର ଆନ୍ଦୋଳନ ଶେଷ, ସ୍ବାଭାବିକ ହେଇଛି ଦିଲ୍ଲୀ
    ଦେଶ-ଦେଶାନ୍ତର

    ଛାତ୍ର ଆନ୍ଦୋଳନ ଶେଷ, ସ୍ବାଭାବିକ ହେଇଛି ଦିଲ୍ଲୀ

    13959
    Jul 26, 2026
  • ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ପରେ ପ୍ରହଲାଦ ଜୋଶୀଙ୍କୁ ଅତିରିକ୍ତ ଦାୟିତ୍ୱ
    ଦେଶ-ଦେଶାନ୍ତର

    ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ପରେ ପ୍ରହଲାଦ ଜୋଶୀଙ୍କୁ ଅତିରିକ୍ତ ଦାୟିତ୍ୱ

    14615
    Jul 26, 2026
  •   'ମନ୍ କି ବାତ' କାର୍ଯ୍ୟକ୍ରମ:  ଯୁବପିଢ଼ି ହିଁ ଭାରତର ଶକ୍ତି
    ଦେଶ-ଦେଶାନ୍ତର

    'ମନ୍ କି ବାତ' କାର୍ଯ୍ୟକ୍ରମ: ଯୁବପିଢ଼ି ହିଁ ଭାରତର ଶକ୍ତି

    13489
    Jul 26, 2026
  • ଭିତ୍ତିହୀନ ଚଞ୍ଚକତା ପଦାରେ ପଡ଼ିଲା: ପୋଲିସ ସମନ୍‌କୁ ଏଡ଼ାଉନାହାନ୍ତି ଭିକେ ...
    ରାଜନୀତି

    ଭିତ୍ତିହୀନ ଚଞ୍ଚକତା ପଦାରେ ପଡ଼ିଲା: ପୋଲିସ ସମନ୍‌କୁ ଏଡ଼ାଉନାହାନ୍ତି ଭିକେ ...

    15074
    Jul 25, 2026
  • ଶିକ୍ଷା ମନ୍ତ୍ରାଳୟର ଅତିରିକ୍ତ ଦାୟିତ୍ୱ ପ୍ରହ୍ଲାଦ ଯୋଶୀଙ୍କୁ ପ୍ରଦାନ
    ଦେଶ-ଦେଶାନ୍ତର

    ଶିକ୍ଷା ମନ୍ତ୍ରାଳୟର ଅତିରିକ୍ତ ଦାୟିତ୍ୱ ପ୍ରହ୍ଲାଦ ଯୋଶୀଙ୍କୁ ପ୍ରଦାନ

    13422
    Jul 26, 2026
  • ମୋଦି ସରକାର ପେପର ଲିକ୍ ବିରୋଧରେ ଆବଶ୍ୟକୀୟ ସଂସ୍କାର କାର୍ଯ୍ୟକାରୀ କରିବାକୁ ...
    ଦେଶ-ଦେଶାନ୍ତର

    ମୋଦି ସରକାର ପେପର ଲିକ୍ ବିରୋଧରେ ଆବଶ୍ୟକୀୟ ସଂସ୍କାର କାର୍ଯ୍ୟକାରୀ କରିବାକୁ ...

    13334
    Jul 26, 2026
  • ଯୁବଗୋଷ୍ଠୀଙ୍କୁ ଭ୍ରମରୁ ବାହାର କରିବା ପାଇଁ ଭଲ ପାଇବା, ସମୟ ଦେବାର ଆବଶ୍ୟକତା ରହିଛି
    ଦେଶ-ଦେଶାନ୍ତର

    ଯୁବଗୋଷ୍ଠୀଙ୍କୁ ଭ୍ରମରୁ ବାହାର କରିବା ପାଇଁ ଭଲ ପାଇବା, ସମୟ ଦେବାର ଆବଶ୍ୟକତା ରହିଛି

    15477
    Jul 26, 2026
  • ‘ଏକ୍ସୋମୁନ୍‌’ର ସନ୍ଧାନ ମିଳିଲା !
    ଦେଶ-ଦେଶାନ୍ତର

    ‘ଏକ୍ସୋମୁନ୍‌’ର ସନ୍ଧାନ ମିଳିଲା !

    13506
    Jul 26, 2026

ଆପଣ ଆଗ୍ରହୀ ହୋଇପାରନ୍ତି

  • ଦେଶ-ଦେଶାନ୍ତର

    ଯୁବଗୋଷ୍ଠୀଙ୍କୁ ଭ୍ରମରୁ ବାହାର କରିବା ପାଇଁ ଭଲ ପାଇବା, ସମୟ ଦେବାର ଆବଶ୍ୟକତା ରହିଛି

    15477
    Jul 26, 2026
  • ରାଜନୀତି

    ଭିତ୍ତିହୀନ ଚଞ୍ଚକତା ପଦାରେ ପଡ଼ିଲା: ପୋଲିସ ସମନ୍‌କୁ ଏଡ଼ାଉନାହାନ୍ତି ଭିକେ ପାଣ୍ଡିଆନ୍, ତଦନ୍ତରେ ସମ୍ପୂର୍ଣ୍ଣ ସହଯୋଗର ଚେତାବନୀ

    15074
    Jul 25, 2026
  • ଦେଶ-ଦେଶାନ୍ତର

    ଛାତ୍ର ଆନ୍ଦୋଳନ ଶେଷ, ସ୍ବାଭାବିକ ହେଇଛି ଦିଲ୍ଲୀ

    13959
    Jul 26, 2026

Advertisement

ସଂସ୍କୃତି

ରବୀନ୍ଦ୍ର ମଣ୍ଡପଠାରେ "ନୃତ୍ୟାଞ୍ଜଳୟ ଉତ୍ସବ-୨୦୨୨" ଅନୁଷ୍ଠିତ

ଭୁବନେଶ୍ୱର, ୧୫/୦୫ (ନି.ପ୍ର.): ସ୍ଥାନୀୟ ରବୀନ୍ଦ୍ର ମଣ୍ଡପଠାରେ "ନୃତ୍ୟାଞ୍ଜଳୟ ଉତ୍ସବ-୨୦୨୨" ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଧର୍ମଶାଳା ବିଧାୟକ ସ୍ଵାଧୀନ ହିମାଂଶୁ ଶେଖର ସାହୁ, ପଦ୍ମଶ୍ରୀ ଗୁରୁ କୁମକୁମ ମହାନ୍ତି, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ଉପ-ନିର୍ଦ୍ଦେଶିକା ଶ୍ରୀମ ...

  • ଓଡ଼ିଶାଲିଙ୍କ୍ସର ୮ମ ସ୍ଵନକ୍ଷତ୍ର, ଲୁହରେ ଭିଜାଇଲା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଭକ୍ତି ଆଧାରିତ ନାଟକ ‘ଅଦୃଶ୍ୟ ଜଗନ୍ନାଥ‘

    16996
    Jun 25, 2025
  • ୨୯ ତମ ଓଏମ୍‌ସି. ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବ ଉଦ୍‍ଯାପିତ

    17603
    Sep 10, 2023
  • ୨୯ ତମ ଓଏମ୍‌ସି ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବର ଚତୁର୍ଥ ସଂଧ୍ୟାରେ କୁଚିପୁଡ଼ି ନୃତ୍ୟ ସାଙ୍ଗକୁ ତବଲା ବାଦରେ ଦର୍ଶକ ବିଭୋର

    17655
    Sep 09, 2023
  • କଥକ ଶାସ୍ତ୍ରୀୟ ନୃତ୍ୟ ସହିତ ହିନ୍ଦୁସ୍ଥାନୀ କଣ୍ଠ ସଙ୍ଗୀତରେ ଦର୍ଶକ ବିଭୋର

    18056
    Sep 06, 2023

ବିଶେଷ

  • କଞ୍ଚା ପିଆଜ ଖାଇବା ଠାରୁ ଦୂରେଇ ରୁହନ୍ତୁ ଗର୍ଭବତୀ ମହିଳା

    15556
    Jul 25, 2026
  • ଗର୍ଲଫ୍ରେଣ୍ଡ ସହ କେମିତି କରିବେ ପ୍ରଥମ କଥାବାର୍ତ୍ତା ଜାଣନ୍ତୁ...

    15347
    Jul 22, 2026
  • କଦଳୀ ପତ୍ରରେ ଖାଇଲେ ମିଳିଥାଏ ଏହିସବୁ ଫାଇଦା

    16005
    Jul 21, 2026
  • ଭଜାବୁଟ ଚୋପାର ରହିଛି ବହୁ ଚମତ୍କାରୀ ଗୁଣ......

    14254
    Jul 18, 2026
  • ଜୋତା ଚପଲ ଆପଣଙ୍କୁ କରିଦେଇପାରେ କାଙ୍ଗାଳ, ଜାଣନ୍ତୁ ପିନ୍ଧିବାର ନିୟମ

    14531
    Jul 15, 2026

ବାଣିଜ୍ୟ

ବେଦାନ୍ତ ଆଲୁମିନିୟମର କୋଇଲା ଖଣି ସୁନ୍ଦରଗଡ ଜିଲ୍ଲାରେ ନିକ୍ଷୟ ମିତ୍ର ପଦକ୍ଷେପ ଜରିଆରେ ଯକ୍ଷ୍ମା ରୋଗୀମାନଙ୍କୁ ସହାୟତା କରୁଛି

ଭୁବନେଶ୍ୱର : ଭାରତର ସର୍ବବୃହତ ଆଲୁମିନିୟମ ଉତ୍ପାଦନକାରୀ ବେଦାନ୍ତ ଆଲୁମିନିୟମ କୋଇଲା ଖଣି, ସୁନ୍ଦରଗଡ ଜିଲ୍ଲାର ବାଲିଶଙ୍କରା ବ୍ଲକର ୧୮୦ ରୁ ଅଧିକ ଯକ୍ଷ୍ମା (ଟିବି) ରୋଗୀଙ୍କ ପାଇଁ ପୁଷ୍ଟିକର ସହାୟତା, ପରାମର୍ଶ ଏବ ...

  • ଖିମଜୀ ଫାଉଣ୍ଡେସନ ପକ୍ଷରୁ ରଥଯାତ୍ରା ୨୦୨୬ରେ ଶ୍ରଦ୍ଧାଳୁଙ୍କ ପାଇଁ ସ୍ୱତନ୍ତ୍ର ସେବା

    15922
    Jul 22, 2026
  • ବେଦାନ୍ତ ଆଲୁମିନିୟମ ପ୍ରକଳ୍ପ ‘ସହଯୋଗ’ ଜରିଆରେ ସମ୍ପ୍ରଦାୟଗୁଡ଼ିକୁ ସମୟୋଚିତ ସହାୟତା ପ୍ରଦାନ କରୁଛି

    15294
    Jul 21, 2026
  • ସନ୍‌ଫିଷ୍ଟ ମାରୀ ଲାଇଟ୍‌ ପୁରୀ ରଥ ଯାତ୍ରାରେ ‘ସୂର୍ଯ୍ୟ ବରଦାନ’ ପ୍ରୟାସ ସହିତ ଭିଟାମିନ ଡି’ ସଚେତନତାକୁ ଆଗେଇ ନେଲା

    13894
    Jul 20, 2026
  • ‘ଆଶୀର୍ବାଦ’ ବିଶ୍ୱକର୍ମା ମହାରଣାମାନଙ୍କୁ ଗୁଣାତ୍ମକ ପରମ୍ପରା ଅଭିଯାନ ଜରିଆରେ ଅଭିବାଦନ ଜଣାଇଲା

    14112
    Jul 19, 2026

ଅନଲାଇନ୍ ସଂଯୋଗ

  • 67944
    Followers
  • 227640
    Likes
  • 54300
    Subscribers

Subscribe to our Newsletter

Sign up to receive email updates and to hear what's going on with our magazine!

logo

ଆଜିକାଲି, ମୁଦ୍ରିତ ଖବରକାଗଜ ପଢିବା ପାଇଁ ଲୋକଙ୍କ ପାଖରେ ପର୍ଯ୍ୟାପ୍ତ ସମୟ ନାହିଁ, ଯାହା ଗତକାଲିର ସାଧାରଣ ଘଟଣାକୁ କଭର୍ କରିଥାଏ, ତେଣୁ ସର୍ବଶେଷ ଖବର ପାଇବା ପାଇଁ ସେମାନେ ସର୍ବଦା ୱେବ୍ ପୋର୍ଟାଲ୍ କିମ୍ବା ଇଲେକ୍ଟ୍ରୋନିକ୍ ମିଡିଆ ଅନୁସରଣ କରିବାକୁ ଆଗ୍ରହୀ ଅଟନ୍ତି |

ଆମର ଅନଲାଇନ୍ ନ୍ୟୁଜ୍ ପୋର୍ଟାଲ୍ ସମଗ୍ର ବିଶ୍ୱରେ ସର୍ବଶେଷ ଅଦ୍ୟତନ, ସାମ୍ପ୍ରତିକ ଘଟଣା ସହିତ ଲୋକଙ୍କୁ ଶିକ୍ଷା ଏବଂ ସୂଚନା ଦେବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ |

  • ଖବର

  • 'ମନ୍ କି ବାତ' କାର୍ଯ୍ୟକ୍ରମ: ଯୁବପିଢ଼ି ହିଁ ଭାରତର ଶକ୍ତି

    13489
    Jul 26, 2026
  • ମୋଦି ସରକାର ପେପର ଲିକ୍ ବିରୋଧରେ ଆବଶ୍ୟକୀୟ ସଂସ୍କାର କାର୍ଯ୍ୟକାରୀ କରିବାକୁ ପ୍ରତିବଦ୍ଧ: ଅମିତ୍ ଶାହ

    13334
    Jul 26, 2026
  • ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ପରେ ପ୍ରହଲାଦ ଜୋଶୀଙ୍କୁ ଅତିରିକ୍ତ ଦାୟିତ୍ୱ

    14615
    Jul 26, 2026

About Us

  • Bhubaneswar, Odisha, India
  • 0 00000 000 00
  • odishanewslens@gmail.com

Follow us

  • Home
  • Contact Us
  • About Us
© Copyright Odisha News Lens 4.1. All rights reserved. in association with Konect.In