Odisha News Lens 4.1

Top Menu

  • About
  • Contact

Main Menu

  • Home
  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ବିଶେଷ
  • ପରିବେଶ
  • ତର୍ଜମା
  • ସଂସ୍କୃତି
READ NEWS IN ENGLISH ( ver.4.2) Thursday, June 19, 2025, Login
  • About
  • Contact

logo

Header Banner

Odisha News Lens 4.1

  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ଅନ୍ୟାନ୍ୟ
    • ବିଶେଷ
    • ପରିବେଶ
    • ତର୍ଜମା
    • ସଂସ୍କୃତି
Breaking News

ଦାମ୍ପତ୍ୟ ଜୀବନରେ ଖୁସି ରହିବେ କେମିତି ...

ବିଶେଷ
Home ›› ବିଶେଷ ››ଖରାଦିନେ ପିଉଛନ୍ତି କି କୋଲ୍ଡ ଡ୍ରିଙ୍କସ୍, ଜାଣନ୍ତୁ କ’ଣ କ୍ଷତି କରେ

ଖରାଦିନେ ପିଉଛନ୍ତି କି କୋଲ୍ଡ ଡ୍ରିଙ୍କସ୍, ଜାଣନ୍ତୁ କ’ଣ କ୍ଷତି କରେ

2022-06-01 01:02:19
15200
Share:
Facebook
Twitter
E-Mail
WhatsApp
Telegram
ଖରାଦିନେ ପିଉଛନ୍ତି କି କୋଲ୍ଡ ଡ୍ରିଙ୍କସ୍, ଜାଣନ୍ତୁ କ’ଣ କ୍ଷତି କରେ

ଯଦି ଆପଣ ଅନେକ ଘରର ଫ୍ରିଜରେ ଦେଖନ୍ତି, ତେବେ କୋଲ୍ଡ ଡ୍ରିଙ୍କସ ନିଶ୍ଚିତ ଭାବେ ଥିବାର ଦେଖିବେ । ଲୋକମାନେ ଘର, ଅଫିସ୍ ଠାରୁ ପାର୍ଟି ପର୍ୟ୍ୟନ୍ତ ସବୁଠି ଥଣ୍ଡା ପାନୀୟ ପିଇବାକୁ ପସନ୍ଦ କରନ୍ତି  । ଏବେ ଖରାଦିନ ତ ଏହା ବହୁତ ମାତ୍ରାରେ ବିକ୍ରି ହେବା ସହ ସବୁବେଳେ ଲୋକେ ପିଇବାକୁ ପସନ୍ଦ କରିଥାନ୍ତି ।

ଯଦିଓ ଏହି ଥଣ୍ଡା ପାନୀୟ ଶରୀର ଉପରେ ବହୁତ ଖରାପ ପ୍ରଭାବ ପକାଇଥାଏ କିନ୍ତୁ ଲୋକେ ଏହାକୁ ଅଣଦେଖା କରିଥାନ୍ତି । ଏହା ଆପଣଙ୍କ ମେଟାବୋଲିଜିମ୍ କୁ ବିଚଳିତ କରେ ଏବଂ ଇନସୁଲିନ୍ ସମସ୍ୟାକୁ ମଧ୍ୟ ବଢ଼ାଇଥାଏ । ଏହା ବ୍ୟତୀତ ଏହା ମଧୁମେହର କାରଣ ମଧ୍ୟ ସାଜିପାରେ ।


କୋଲ୍ଡ ଡ୍ରିଙ୍କସରେ ସୁକ୍ରୋଜ୍ ନାମକ ଉପାଦାନ ଥାଏ, ଯେଉଁଥିରୁ ଫ୍ରୁଟକୋଜ୍ ସୃଷ୍ଟି ହୁଏ ଜ୍ଝ ଫ୍ରୁକଟୋଜରୁ ଆମେ କ୍ୟାଲୋରୀ ପାଇଥାଉ କିନ୍ତୁ ଥଣ୍ଡା ପାନୀୟରେ ବହୁତ ଚିନି ରହିଥାଏ, ଯାହା ଓଜନ ବଢ଼ାଇଥାଏ । ଏକ ଅଧ୍ୟୟନରୁ ଜଣାପଡିଛି ଯେ ଶର୍କରା ପାନୀୟର ସବୁଦିନ ବ୍ୟବହାର ଫଳରେ ମେଦବହୁଳତାର ଆଶଙ୍କା ୬୦ ପ୍ରତିଶତ ବୃଦ୍ଧି ପାଇଥାଏ।

କୋଲ୍ଡ ଡ୍ରିଙ୍କସରେ ଗ୍ଲୁକୋଜ ଏବଂ ଫ୍ରୁକଟୋଜ ବହୁତ ମାତ୍ରାରେ ଥାଏ  । ଏହି ପାନୀୟରେ ଚିନି ଅଧିକ ଥିବାରୁ ଏହାକୁ ହଜମ କରିବା ପାଇଁ ଯକୃତକୁ ବହୁତ ସଂଘର୍ଷ କରିବାକୁ ପଡ଼େ ।

ଜାଣନ୍ତୁ କ’ଣ କ୍ଷତି କରେ କୋଲ୍ଡ ଡ୍ରିଙ୍କସ


ପେଟର ଚର୍ବି ବୃଦ୍ଧି କରେ

ଥଣ୍ଡା ପାନୀୟର ବହୁଳ ବ୍ୟବହାର ହେତୁ ପେଟରେ ଚର୍ବି ଜମା ହୋଇଯାଏ ଏବଂ ପେଟର ଚର୍ବି ବଢ଼ିବାକୁ ଲାଗେ । ଯାହା ମଧୁମେହ ଏବଂ ହୃଦରୋଗର କାରଣ ହୋଇପାରେ ।

ଇନସୁଲିନର ଅସନ୍ତୁଳନ

ଶରୀରରେ ଚିନିର ପରିମାଣର ଦ୍ରୁତ ଗତିରେ ବୃଦ୍ଧି ହେତୁ ଇନସୁଲିନର ସନ୍ତୁଳନ ବିଗିଡିବାକୁ ଲାଗେ, ପରବର୍ତ୍ତି ସମୟରେ ଏହା ଶରୀରପାଇଁ ସାଂଘାତିକ ମଧ୍ୟ ହୋଇପାରେ ।

ମଧୁମେହ ହେବାର ଆଶଙ୍କା

କୋଲ୍ଡ ଡ୍ରିଙ୍କସ ଏବଂ ମୃଦୁ ପାନୀୟରେ ପ୍ରଚୁର ପରିମାଣରେ ଚିନି ଥାଏ, ଯାହା ଟାଇପ୍ -୨ ଡାଇବେଟିସ୍ ହେବାର ଆଶଙ୍କାକୁ ବଢ଼ାଇ ଦେଇଥାଏ ।

କେଉଁମାନେ ଏହାକୁ ପିଇବା ଉଚିତ୍ ନୁହେଁଟ୍ଟ


ଉଚ୍ଚ ରକ୍ତଚାପ ରୋଗୀ

ଯେଉଁମାନଙ୍କର ଉଚ୍ଚ ରକ୍ତଚାପ ରହିଛି, ସେମାନେ ଥଣ୍ଡା ପାନୀୟରୁ ଦୂରେଇ ରହିବା ଉଚିତ୍ ଜ୍ଝ ଏହାର କାରଣ ହେଉଛି ଅଙ୍ଗାରକାମ୍ଳଯୁକ୍ତ ପାନୀୟ । ଏଥିରେ ଅଧିକ ମାତ୍ରାରେ ସୋଡିୟମ୍ ଥାଏ ଯାହା ରକ୍ତଚାପ ବୃଦ୍ଧି ପାଇଁ ସାହାଯ୍ୟ କରିଥାଏ । ତେଣୁ ଉଚ୍ଚ ରକ୍ତଚାପ ରୋଗୀମାନେ ଥଣ୍ଡା ପାନୀୟର ବ୍ୟବହାରରୁ ଦୂରେଇ ରହିବା ଉଚିତ୍ ଜ୍ଝ

ହୃଦୟ ରୋଗୀ

ଯଦି ଆପଣ ହୃଦଘାତରେ ଆକ୍ରାନ୍ତ ହୋଇଥିବେ କିମ୍ବା ହାର୍ଟ ଜନିତ କୌଣସି ସମସ୍ୟା ପାଇଁ ଔଷଧ ଖାଉଛନ୍ତି, ତେବେ ଆପଣ ଥଣ୍ଡା ପାନୀୟରୁ ଦୂରେଇ ରହିବା ଉଚିତ୍ । ଏହା କୋଲେଷ୍ଟ୍ରଲ ଏବଂ ରକ୍ତ ସଞ୍ଚାଳନକୁ ପ୍ରଭାବିତ କରିବା ପାଇଁ ସାହାଯ୍ୟ କରିଥାଏ । ଏହା ସହିତ, ଏହା ରକ୍ତଚାପ ବୃଦ୍ଧି ପାଇଁ ମଧ୍ୟ କାମ କରେ, ତେଣୁ ହୃଦୟ ରୋଗୀମାନେ ଏହାର ବ୍ୟବହାରରୁ ଦୂରେଇ ରହିବା ଉଚିତ ।

ଶିଶୁ

ଆଜିକାଲି ପିଲାମାନଙ୍କଠାରେ ମେଦବହୁଳତା ଏବଂ ମଧୁମେହ ଅତି ସାଧାରଣ ସମସ୍ୟାଭାବେ ଉଭା ହୋଇଛି । ଏହା ପଛରେ ଏକ ବଡ଼ କାରଣ ହେଉଛି ମୃଦୁ ପାନୀୟ ଏବଂ ତେଲିଆ ଖାଦ୍ୟ । ଥଣ୍ଡା ପାନୀୟ ପିଇବା ଦ୍ବାରା ଶିଶୁମାନେ ସହଜରେ ମୋଟାପଣର ଶିକାର ହୋଇଥାନ୍ତି ।

Powered by Froala Editor

Tags Cold drinks

Related articles Odisha News Lens 4.1

  • ଦିନେ ମାଳି ବିକୁଥିଲେ, ଆଜି କୋଟିଏ ଟଙ୍କାର କାର୍‌ରେ ବୁଲୁଛନ୍ତି
    ମନୋରଞ୍ଜନ

    ଦିନେ ମାଳି ବିକୁଥିଲେ, ଆଜି କୋଟିଏ ଟଙ୍କାର କାର୍‌ରେ ବୁଲୁଛନ୍ତି

    14494
    Jun 18, 2025
  • ସବୁ କାର୍ଯ୍ୟରେ ସଫଳ ହେବାକୁ ଚାହୁଁଥିଲେ, ସକାଳୁ ଉଠି କରନ୍ତୁ ଏହା
    ବିଶେଷ

    ସବୁ କାର୍ଯ୍ୟରେ ସଫଳ ହେବାକୁ ଚାହୁଁଥିଲେ, ସକାଳୁ ଉଠି କରନ୍ତୁ ଏହା

    15065
    Jun 19, 2025
  • କେଦାରନାଥ ଧାମରେ ଭୂସ୍ଖଳନ: ଦୁଇ ମୃତ, ୩ ଆହତ
    ଦେଶ-ଦେଶାନ୍ତର

    କେଦାରନାଥ ଧାମରେ ଭୂସ୍ଖଳନ: ଦୁଇ ମୃତ, ୩ ଆହତ

    13454
    Jun 18, 2025
  • ଆମୱେ ଇଣ୍ଡିଆ ଏହାର ରୋଗପ୍ରତିରୋଧ ବର୍ଗମାଳାକୁ ସୁଦୃଢ କଲା; ପ୍ରଚଳନ କଲା ...
    ବାଣିଜ୍ୟ

    ଆମୱେ ଇଣ୍ଡିଆ ଏହାର ରୋଗପ୍ରତିରୋଧ ବର୍ଗମାଳାକୁ ସୁଦୃଢ କଲା; ପ୍ରଚଳନ କଲା ...

    14351
    Jun 19, 2025
  • ଦାମ୍ପତ୍ୟ ଜୀବନରେ ଖୁସି ରହିବେ କେମିତି ଜାଣନ୍ତୁ ?
    ବିଶେଷ

    ଦାମ୍ପତ୍ୟ ଜୀବନରେ ଖୁସି ରହିବେ କେମିତି ଜାଣନ୍ତୁ ?

    14180
    Jun 19, 2025
  • ନିଜ ନାମରୁ 'ଆହୁଜା' ହଟାଇଲେ ସୁନିତା
    ମନୋରଞ୍ଜନ

    ନିଜ ନାମରୁ 'ଆହୁଜା' ହଟାଇଲେ ସୁନିତା

    15592
    Jun 18, 2025
  • ଲକ୍ ହୋଇଗଲା ବିମାନ ଗେଟ୍, ୪୦ ମିନିଟ୍ ଫସିଲେ ପୂର୍ବତନ ମୁଖ୍ୟମନ୍ତ୍ରୀ
    ଦେଶ-ଦେଶାନ୍ତର

    ଲକ୍ ହୋଇଗଲା ବିମାନ ଗେଟ୍, ୪୦ ମିନିଟ୍ ଫସିଲେ ପୂର୍ବତନ ମୁଖ୍ୟମନ୍ତ୍ରୀ

    14683
    Jun 18, 2025
  • ମାତ୍ର ୩୦୦୦ରେ ବାର୍ଷିକ Fastag ରିଚାର୍ଜ
    ଦେଶ-ଦେଶାନ୍ତର

    ମାତ୍ର ୩୦୦୦ରେ ବାର୍ଷିକ Fastag ରିଚାର୍ଜ

    15086
    Jun 18, 2025
  • ଭିଡରେ ନିଜକୁ ପୁଣି ଥରେ ଖୋଜି ପାଇବାକୁ ଚାହେଁ...
    ମନୋରଞ୍ଜନ

    ଭିଡରେ ନିଜକୁ ପୁଣି ଥରେ ଖୋଜି ପାଇବାକୁ ଚାହେଁ...

    15394
    Jun 18, 2025

ଆପଣ ଆଗ୍ରହୀ ହୋଇପାରନ୍ତି

  • ବାଣିଜ୍ୟ

    ଆମୱେ ଇଣ୍ଡିଆ ଏହାର ରୋଗପ୍ରତିରୋଧ ବର୍ଗମାଳାକୁ ସୁଦୃଢ କଲା; ପ୍ରଚଳନ କଲା ନୁ୍ୟଟ୍ରିଲାଇଟ ଟ୍ରପିଲ ପ୍ରୋଟେକ୍ଟ

    14351
    Jun 19, 2025
  • ବାଣିଜ୍ୟ

    ଓଡ଼ିଶାରେ ଚକ୍ଷୁ ଚିକିତ୍ସାର ଅଗ୍ରଦୂତ: ଏଲଭିପିଇଆଇ ଭୁବନେଶ୍ୱର ତରଫରୁ ଆରମ୍ଭ ହୋଇଛି ଆଭ୍ୟନ୍ତରୀଣ ଜେନେଟିକ୍ ପରୀକ୍ଷଣ ସହିତ ...

    14360
    Jun 19, 2025
  • ବିଶେଷ

    ଦାମ୍ପତ୍ୟ ଜୀବନରେ ଖୁସି ରହିବେ କେମିତି ଜାଣନ୍ତୁ ?

    14180
    Jun 19, 2025

Advertisement

ସଂସ୍କୃତି

୨୯ ତମ ଓଏମ୍‌ସି. ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବ ଉଦ୍‍ଯାପିତ

ଭୁବନେଶ୍ୱର : ଓଡ଼ିଶାର ଅଗ୍ରଣୀ ଓଡ଼ିଶୀ ନୃତ୍ୟ ଅନୁଷ୍ଠାନ ସୃଜନ ଓ ଶ୍ରୀ ଶ୍ରୀ ବିଶ୍ୱବିଦ୍ୟାଳୟର ମିଳିତ ସହଯୋଗରେ ଅନୁଷ୍ଠିତ ୨୯ତମ ଓଏମ୍‍ସି ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବ ଗତକାଲି  ଏକ ଭବ୍ୟ ସମାହାରରେ ଭୁବନେଶ୍ୱରର ରବିନ୍ଦ୍ର ମଣ୍ଡପରେ ଉଦ୍‍ଯାପିତ ହୋଇଯାଇଅଛି । ଚାରିଦିନ ଧରି ଅନୁଷ୍ଠିତ ଚମ ...

  • ୨୯ ତମ ଓଏମ୍‌ସି ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବର ଚତୁର୍ଥ ସଂଧ୍ୟାରେ କୁଚିପୁଡ଼ି ନୃତ୍ୟ ସାଙ୍ଗକୁ ତବଲା ବାଦରେ ଦର୍ଶକ ବିଭୋର

    16678
    Sep 09, 2023
  • କଥକ ଶାସ୍ତ୍ରୀୟ ନୃତ୍ୟ ସହିତ ହିନ୍ଦୁସ୍ଥାନୀ କଣ୍ଠ ସଙ୍ଗୀତରେ ଦର୍ଶକ ବିଭୋର

    16983
    Sep 06, 2023
  • ୮୫ ତମ ଉତ୍କଳ ଦିବସ

    15499
    Apr 03, 2021

ବିଶେଷ

  • ଦାମ୍ପତ୍ୟ ଜୀବନରେ ଖୁସି ରହିବେ କେମିତି ଜାଣନ୍ତୁ ?

    14180
    Jun 19, 2025
  • ସବୁ କାର୍ଯ୍ୟରେ ସଫଳ ହେବାକୁ ଚାହୁଁଥିଲେ, ସକାଳୁ ଉଠି କରନ୍ତୁ ଏହା

    15065
    Jun 19, 2025
  • ଶଜନାଶାଗ ଖାଇଲେ ବଢ଼ାଏ ସୌନ୍ଦର୍ଯ୍ୟ

    14428
    Jun 18, 2025
  • ଶୋଇବା ପୂର୍ବରୁ ଖାଆନ୍ତୁ ମାତ୍ର ୨ ଗୁଜୁରାତି, ମିଳିବ ଚମତ୍କାର ଲାଭ

    14151
    Jun 18, 2025
  • ବିବାହ ପୂର୍ବରୁ ଏହି ୫ଟି ଭୁଲ ଏଡାଇବା ଗୁରୁତ୍ୱପୂର୍ଣ୍ଣ

    14647
    Jun 17, 2025

ବାଣିଜ୍ୟ

ଆମୱେ ଇଣ୍ଡିଆ ଏହାର ରୋଗପ୍ରତିରୋଧ ବର୍ଗମାଳାକୁ ସୁଦୃଢ କଲା; ପ୍ରଚଳନ କଲା ନୁ୍ୟଟ୍ରିଲାଇଟ ଟ୍ରପିଲ ପ୍ରୋଟେକ୍ଟ

ନୂଆଦିଲ୍ଲୀ: ବର୍ଦ୍ଧିତ ଜୀବନଶୈଳୀ ଜନିତ ରୋଗ ଏବଂ ସ୍ୱାସ୍ଥ୍ୟ ସଚେତନତା ବୃଦ୍ଧି ସହିତ ଭାରତ ସକାରାତ୍ମକ ସ୍ୱାସ୍ଥ୍ୟସେବା ପ୍ରତି ଏକ ସ୍ପଷ୍ଟ ସ୍ଥାନାନ୍ତରଣ ଲକ୍ଷ୍ୟ କରୁଛି । ଗ୍ରାହକଙ୍କର ପରିବର୍ତିତ ଆବଶ୍ୟକତା ସହିତ ...

  • ଓଡ଼ିଶାରେ ଚକ୍ଷୁ ଚିକିତ୍ସାର ଅଗ୍ରଦୂତ: ଏଲଭିପିଇଆଇ ଭୁବନେଶ୍ୱର ତରଫରୁ ଆରମ୍ଭ ହୋଇଛି ଆଭ୍ୟନ୍ତରୀଣ ଜେନେଟିକ୍ ପରୀକ୍ଷଣ ସହିତ ବଂଶାନୁକ୍ରମିକ ରେଟିନା ଡିଷ୍ଟ୍ରୋଫି କ୍ଲିନିକ୍

    14360
    Jun 19, 2025
  • ଅଜିମ ପ୍ରେମଜୀ ଫାଉଣ୍ଡେସନ ପକ୍ଷରୁ ପିଜି ଡାକ୍ତରଙ୍କ ପାଇଁ ଅଜିମ ପ୍ରେମଜୀ ହେଲ୍ଥ ଇକ୍ୱିଟି ଫେଲୋସିପ୍ ଘୋଷଣା

    13756
    Jun 17, 2025
  • ହିମାଳୟ ବେବିକେୟାର ପ୍ରଚଳନ କଲା #GentleAsDad ପ୍ରଚାର ଅଭିଯାନ

    15384
    Jun 14, 2025
  • କୃଷକଙ୍କୁ ସଶକ୍ତ କରୁଛି ହିଣ୍ଡାଲକୋର ‘ପ୍ରୋଜେକ୍ଟ ବସୁଧା’

    14487
    May 30, 2025

ଅନଲାଇନ୍ ସଂଯୋଗ

  • 67944
    Followers
  • 227640
    Likes
  • 54300
    Subscribers

Subscribe to our Newsletter

Sign up to receive email updates and to hear what's going on with our magazine!

logo

ଆଜିକାଲି, ମୁଦ୍ରିତ ଖବରକାଗଜ ପଢିବା ପାଇଁ ଲୋକଙ୍କ ପାଖରେ ପର୍ଯ୍ୟାପ୍ତ ସମୟ ନାହିଁ, ଯାହା ଗତକାଲିର ସାଧାରଣ ଘଟଣାକୁ କଭର୍ କରିଥାଏ, ତେଣୁ ସର୍ବଶେଷ ଖବର ପାଇବା ପାଇଁ ସେମାନେ ସର୍ବଦା ୱେବ୍ ପୋର୍ଟାଲ୍ କିମ୍ବା ଇଲେକ୍ଟ୍ରୋନିକ୍ ମିଡିଆ ଅନୁସରଣ କରିବାକୁ ଆଗ୍ରହୀ ଅଟନ୍ତି |

ଆମର ଅନଲାଇନ୍ ନ୍ୟୁଜ୍ ପୋର୍ଟାଲ୍ ସମଗ୍ର ବିଶ୍ୱରେ ସର୍ବଶେଷ ଅଦ୍ୟତନ, ସାମ୍ପ୍ରତିକ ଘଟଣା ସହିତ ଲୋକଙ୍କୁ ଶିକ୍ଷା ଏବଂ ସୂଚନା ଦେବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ |

  • ଖବର

  • ନିଜ ନାମରୁ 'ଆହୁଜା' ହଟାଇଲେ ସୁନିତା

    15592
    Jun 18, 2025
  • ଦାମ୍ପତ୍ୟ ଜୀବନରେ ଖୁସି ରହିବେ କେମିତି ଜାଣନ୍ତୁ ?

    14180
    Jun 19, 2025
  • କେଦାରନାଥ ଧାମରେ ଭୂସ୍ଖଳନ: ଦୁଇ ମୃତ, ୩ ଆହତ

    13454
    Jun 18, 2025

About Us

  • Bhubaneswar, Odisha, India
  • 0 00000 000 00
  • odishanewslens@gmail.com

Follow us

  • Home
  • Contact Us
  • About Us
© Copyright Odisha News Lens 4.1. All rights reserved. in association with Konect.In