ହୃଦଘାତରୁ ବର୍ତ୍ତିବା ପାଇଁ ଏହି ୫ କାର୍ୟ୍ୟ ନିଶ୍ଚିତ କରନ୍ତୁ
ସୁସ୍ଥ ରହିବା ପାଇଁ ହାର୍ଟକୁ ଫିଟ୍ ରଖିବା ନିତ୍ୟାନ୍ତ ଆବଶ୍ୟକ। ସମସ୍ତେ ଜାଣନ୍ତି ଯେ ଦେଶର ଅନେକ ଲୋକ ହୃଦଘାତରେ ପ୍ରାଣ ହରାଉଛନ୍ତି। ଏଭଳି ସ୍ଥିତିରେ ନିଜକୁ ସୁସ୍ଥ ରଖିବା ନିତ୍ୟାନ୍ତ ଆବଶ୍ୟକ ପଡ଼ିଥାଏ। ଆସନ୍ତୁ ଜାଣିବା ହାର୍ଟକୁ ସୁସ୍ଥ ରଖିବା ପାଇଁ ଆପଣଙ୍କୁ କେଉଁ ୬ ଟି କାର୍ୟ୍ୟ କରିବାକୁ ପଡ଼ିବ। ଯାହା ଦ୍ୱାରା ହୃଦଘାତ ସମସ୍ୟା ଆଶଙ୍କା କମ୍ ହୋଇଥାଏ।
୧. ଧୂମପାନ କରନ୍ତୁ ନାହିଁ
ଧୂମପାନ କରିବା ସ୍ୱାସ୍ଥ୍ୟ ପାଇଁ ବହୁ କ୍ଷତିକାର ହୋଇଥାଏ। ତେଣୁ ଧୂମପାନ ନକରିବା ସ୍ୱାସ୍ଥ୍ୟ ପାଇଁ ଭଲ। ଏହା ଦ୍ୱାରା ହୃଦଘାତ ସମସ୍ୟା ଆଶଙ୍କା କମ୍ ହୋଇଥାଏ। ଯଦି ଆପଣଙ୍କର ଧୂମପାନ ଅଭ୍ୟାସ ରହିଛି ତେବେ ଏହାକୁ ଧିରେ ଧିରେ କମାଇବାକୁ ଚେଷ୍ଟା କରନ୍ତୁ।
୨. ପ୍ରତି ଦିନ ଯୋଗ କରନ୍ତୁ
ଯୋଗ କରିବା ଆପଣଙ୍କ ଜୀବନଶୈଳିରେ ସାମିଲ କରନ୍ତୁ। କାରଣ ହାର୍ଟକୁ ସୁସ୍ଥ ରଖିବା ପାଇଁ ଧ୍ୟାନ କରିବା ନିତ୍ୟାନ୍ତ ଆବଶ୍ୟକ। ଯୋଗ ଦ୍ୱାର ସ୍ଟ୍ରେସ କମ୍ ହୋଇଥାଏ। ସବୁଦିନ ଧ୍ୟାନ କରିବା ଦ୍ୱାରା ମାନସିକ ଶାନ୍ତି ମିଳିଥାଏ। ଏହା ଦ୍ୱାର ହୃଦଘାତ ସମସ୍ୟା କମ୍ ହୋଇଥାଏ।
୩. ପର୍ୟ୍ୟାପ୍ତ ସମୟ ଶୋଇବା ଆବଶ୍ୟକ
ଯଦି ଆପଣଙ୍କ ଶୋଇବା ଠିକ୍ ସମୟରେ ହେଉଛି ତେବେ ହୃଦଘାତ ସମସ୍ୟା କମ୍ ହୋଇଯାଇଥାଏ। ହାର୍ଟକୁ ସୁସ୍ଥ ରଖିବା ପାଇଁ ପ୍ରତି ଦିନ ୭ ରୁ ୮ ଘଣ୍ଟା ଶୋଇବା ଆବଶ୍ୟକ। ନିଦ କମ୍ ହେବା ଦ୍ୱାରା ଆପଣଙ୍କ ସ୍ୱାସ୍ଥ୍ୟ ମଧ୍ୟ ଖରାପ ହୋଇଥାଏ। ତେଣୁ ଚେଷ୍ଟା କରନ୍ତୁ ଅଧିକ ଶୋଇବା ପାଇଁ।
୪. ଭଜନ କରିବାରେ ନିୟନ୍ତ୍ରଣ କରନ୍ତୁ
ଭଜନ କଣ୍ଟ୍ରୋଲ କରିବା ନିତ୍ୟାନ୍ତ ଆବଶ୍ୟକ । କାରଣ ଭଜନ ଅଧିକ କରିବା ଦ୍ୱାରା ଆପଣଙ୍କ ପାଖରେ ଅନେକ ପ୍ରକାର ସମସ୍ୟା ଦେଖାଯାଇଥାଏ। ଏଭଳି ସ୍ଥିତିରେ ଚେଷ୍ଟା କରନ୍ତୁ ଏକ୍ସଟ୍ରା ସୁଗାର ସେବନ ନକରନ୍ତୁ।
୫. BMI ଏବଂ ହାର୍ଟ ରେଟ୍ ଉପରେ ଧ୍ୟାନ ଦିଅନ୍ତୁ
BMI ଏବଂ ହାର୍ଟ ରେଟ୍ ନୋଟ୍ କରିରଖନ୍ତୁ। ଯଦି ବିଏମଆଇ ୨୫ ଅଧିକ ରହୁଛି ଏବଂ ଅଣ୍ଟା ୩୫ ଇଞ୍ଚରୁ ଅଧିକ ରହୁଛି ତେବେ ଆପଣଙ୍କ ହାର୍ଟ ହେଲ୍ଥ ପ୍ରତି ବିପଦ ରହୁଛି। ଏଭଳି ସ୍ଥିତିରେ ଆପଣଙ୍କୁ ବ୍ୟାମର ଅଭ୍ୟାସ କରିବାକୁ ପଡ଼ିବ।
Powered by Froala Editor