Odisha News Lens 3.2

Top Menu

  • About
  • Contact

Main Menu

  • Home
  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ବିଶେଷ
  • ପରିବେଶ
  • ତର୍ଜମା
  • ସଂସ୍କୃତି
READ NEWS IN ENGLISH Saturday, September 30, 2023, Login
  • About
  • Contact

logo

Header Banner

Odisha News Lens 3.2

  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ଅନ୍ୟାନ୍ୟ
    • ବିଶେଷ
    • ପରିବେଶ
    • ତର୍ଜମା
    • ସଂସ୍କୃତି
  • ଆତଙ୍କବାଦୀ-ସୁରକ୍ଷାକର୍ମୀଙ୍କ ମଧ୍ୟରେ ...

  • ରାଜ୍ୟର ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ...

  • ଦୀପକ ବୋହରାଙ୍କ ଦାବି, ଭାରତ ଯାତ୍ରା ...

  • ୨ ହଜାର ଟଙ୍କିଆ ନୋଟ୍ ବଦଳ ଅବଧି ଆଜି ଶେଷ

  • ମହିଳା ସଂରକ୍ଷଣ ବିଲକୁ ରାଷ୍ଟ୍ରପତିଙ୍କ ...

  • ଭୋକରେ ଆତୁର ‌ହୋଇ ମେଣ୍ଢାପଲ ଖାଇଗଲେ ...

  • ଆବଶ୍ୟକରୁ ଅଧିକ ମାଛ ଖାଇବା ତ୍ୱଚା ପାଇଁ ...

  • ମାଲକାନଗିରି ଜିଲ୍ଲାର ବିଜେପି ...

  • ଗୁଗୁଲ, ଫେସବୁକ ଉପରେ ଲାଗିବ ୧୮ ପ୍ରତିଶତ ...

  • ୟୁକ୍ରେନର ୧୧ଟି ଡ୍ରୋନ୍‌କୁ ନଷ୍ଟ କଲା ...

ଦେଶ-ଦେଶାନ୍ତର
Home ›› ଦେଶ-ଦେଶାନ୍ତର ››ଅନନ୍ୟ : ୬୦ ମିଟର ଶାଢୀରେ ୩୨ହଜାର ଥର ଲେଖାହୋଇଛି ‘ଜୟ ଶ୍ରୀରାମ’

ଅନନ୍ୟ : ୬୦ ମିଟର ଶାଢୀରେ ୩୨ହଜାର ଥର ଲେଖାହୋଇଛି ‘ଜୟ ଶ୍ରୀରାମ’

2022-04-22 22:24:12
13878
Share:
Facebook
Twitter
E-Mail
WhatsApp
Telegram
ଅନନ୍ୟ : ୬୦ ମିଟର ଶାଢୀରେ ୩୨ହଜାର ଥର ଲେଖାହୋଇଛି ‘ଜୟ ଶ୍ରୀରାମ’

ଆନ୍ଧ୍ରପ୍ରଦେଶର ଧର୍ମାବରମର ଜଣେ ବୁଣାକାର ୧୩ଟି ଭାରତୀୟ ଭାଷାରେ ୬୦ଟି ମିଟରର ଏକ ରେଶମ ଶାଢ଼ୀ ବୁଣି ତା ଉପରେ ୩୨ ହଜାର ୨ ଶହ ଥର ଜୟ ଶ୍ରୀରାମ ଲେଖିଛନ୍ତି । ଖବର ଅନୁସାରେ, ଏହି ଶାଢ଼ୀର ଲମ୍ବ ୬୦ ମିଟର ଏବଂ ପ୍ରସ୍ଥ ୪୪ ଇଞ୍ଚ । ଏଥିରେ ୧୨ ହଜାର ୨ ଶହ ଥର ଭକ୍ତିର ସହିତ ଲେଖାଯାଇଛି ଜୟ ଶ୍ରୀରାମ । ଶ୍ରୀ ସତ୍ୟ ସାଇ ଜିଲ୍ଲାର ଧର୍ମାଭାରାମରେ ରହୁଥିବା ଏହି ୪୦ ବର୍ଷୀୟ ବୟସ୍କଙ୍କ ନାଁ ହେଉଛି ଜୁଜାରୁ ନାଗାରାଜୁ । ସେ ଏହି ରେଶମ ଶାଢ଼ୀକୁ ‘ରାମ କୋଟି ବସ୍ତ୍ରମ’ ନାମରେ ନାମିତ କରିଛନ୍ତି । ଶାଢ଼ୀରେ ଯେ କେବଳ ବିଭିନ୍ନ ଭାଷାରେ ସ୍ଲୋଗାନ ନୁହେଁ, ଶାଢ଼ିରେ ରାମାୟଣର ସୁନ୍ଦରକାଣ୍ଡ ସହିତ ପ୍ରଭୁ ରାମଙ୍କର ୧୬୮ଟି ଭିନ୍ନ ଚିତ୍ର ମଧ୍ୟ ବୁଣା ହୋଇଛି। କେବଳ ଶାଢ଼ୀଟି ସୁନ୍ଦର ଦେଖାଯାଉଛି ତାହା ନୁହେଁ ବରଂ ସୁନ୍ଦରଖଣ୍ଡ ରାମାୟଣର ୧୬୮ଟି ଭିନ୍ନ ଭିନ୍ନ ଛବି ମଧ୍ୟ ଏଥିରେ ଦେଖିବାକୁ ମିଳିଛି । ସେ ଏବେ ଅଯୋଧ୍ୟା ରାମାଲୟମକୁ ଏହି ଶାଢ଼ି ଉପହାର ଦେବାକୁ ନିଷ୍ପତ୍ତି ନେଇଛନ୍ତି।

ଏହି କାମ ସମାପ୍ତ କରିବା ସହଜ ନଥିଲା ଏବଂ ବହୁ ପରିଶ୍ରମ କରିବା ସହିତ ଏହି ଅନନ୍ୟ ଶାଢ଼ି ତିଆରି ହୋଇଛି। ନାଗାରାଜୁଙ୍କୁ ୧୬କିଲୋ ରେଶମ ଶାଢ଼ିକୁ ଏଭଳି ସଜେଇବାକୁ ୪ ମାସ ସମୟ ଲାଗିଥିଲା। ଏହି ଶାଢ଼ି ତିଆରି କରିବା ପାଇଁ ତିନି ଜଣ ଲୋକ ପ୍ରତିଦିନ କାମ କରୁଥିଲେ । ବୁଣାକାର ମାଷ୍ଟରପିସ୍ ତିଆରି କରିବା ପାଇଁ ତାଙ୍କ ବ୍ୟକ୍ତିଗତ ସଞ୍ଚୟରୁ ୧.୫ ଲକ୍ଷ ଟଙ୍କା ବିନିଯୋଗ କରିଛନ୍ତି ।

Powered by Froala Editor

Tags jayram

Related articles Odisha News Lens 3.2

  •  ଦୀପକ ବୋହରାଙ୍କ ଦାବି, ଭାରତ ଯାତ୍ରା ସମୟରେ ଟ୍ରୁଡୋଙ୍କ ବିମାନରେ ଭରି ରହିଥିଲା କୋକେନ
    ଦେଶ-ଦେଶାନ୍ତର

    ଦୀପକ ବୋହରାଙ୍କ ଦାବି, ଭାରତ ଯାତ୍ରା ସମୟରେ ଟ୍ରୁଡୋଙ୍କ ବିମାନରେ ଭରି ରହିଥିଲା କୋକେନ

    13785
    Sep 30, 2023
  • ମହିଳା ସଂରକ୍ଷଣ ବିଲକୁ ରାଷ୍ଟ୍ରପତିଙ୍କ ଅନୁମୋଦନ
    ଦେଶ-ଦେଶାନ୍ତର

    ମହିଳା ସଂରକ୍ଷଣ ବିଲକୁ ରାଷ୍ଟ୍ରପତିଙ୍କ ଅନୁମୋଦନ

    14014
    Sep 30, 2023
  • ୟୁକ୍ରେନର ୧୧ଟି ଡ୍ରୋନ୍‌କୁ ନଷ୍ଟ କଲା ରୁଷିଆ
    ଦେଶ-ଦେଶାନ୍ତର

    ୟୁକ୍ରେନର ୧୧ଟି ଡ୍ରୋନ୍‌କୁ ନଷ୍ଟ କଲା ରୁଷିଆ

    13512
    Sep 29, 2023
  • ଗୁଗୁଲ, ଫେସବୁକ ଉପରେ ଲାଗିବ ୧୮ ପ୍ରତିଶତ ଜିଏସଟି
    ଦେଶ-ଦେଶାନ୍ତର

    ଗୁଗୁଲ, ଫେସବୁକ ଉପରେ ଲାଗିବ ୧୮ ପ୍ରତିଶତ ଜିଏସଟି

    14036
    Sep 29, 2023
  • ମାଲକାନଗିରି ଜିଲ୍ଲାର ବିଜେପି କର୍ମକର୍ତ୍ତା ବିଜେଡିରେ ସାମିଲ
    ରାଜନୀତି

    ମାଲକାନଗିରି ଜିଲ୍ଲାର ବିଜେପି କର୍ମକର୍ତ୍ତା ବିଜେଡିରେ ସାମିଲ

    13646
    Sep 29, 2023
  • ୨ ହଜାର ଟଙ୍କିଆ ନୋଟ୍ ବଦଳ ଅବଧି ଆଜି ଶେଷ
    ଦେଶ-ଦେଶାନ୍ତର

    ୨ ହଜାର ଟଙ୍କିଆ ନୋଟ୍ ବଦଳ ଅବଧି ଆଜି ଶେଷ

    13237
    Sep 30, 2023
  • ଭୋକରେ ଆତୁର ‌ହୋଇ ମେଣ୍ଢାପଲ ଖାଇଗଲେ ୧୦୦କିଲୋ ଗଞ୍ଜେଇ ଗଛ
    ବିଶେଷ

    ଭୋକରେ ଆତୁର ‌ହୋଇ ମେଣ୍ଢାପଲ ଖାଇଗଲେ ୧୦୦କିଲୋ ଗଞ୍ଜେଇ ଗଛ

    14820
    Sep 30, 2023
  • ଆତଙ୍କବାଦୀ-ସୁରକ୍ଷାକର୍ମୀଙ୍କ ମଧ୍ୟରେ ଗୁଳି ବିନିମୟ,  ୨ ଅନୁପ୍ରବେଶକାରୀ ନିହତ
    ଦେଶ-ଦେଶାନ୍ତର

    ଆତଙ୍କବାଦୀ-ସୁରକ୍ଷାକର୍ମୀଙ୍କ ମଧ୍ୟରେ ଗୁଳି ବିନିମୟ, ୨ ଅନୁପ୍ରବେଶକାରୀ ନିହତ

    14059
    Sep 30, 2023
  • ରାଜ୍ୟର ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଅନ୍ୟ ଦାୟିତ୍ବରୁ ଅବ୍ୟାହତି ଦେବା ପାଇଁ ...
    ଦେଶ-ଦେଶାନ୍ତର

    ରାଜ୍ୟର ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଅନ୍ୟ ଦାୟିତ୍ବରୁ ଅବ୍ୟାହତି ଦେବା ପାଇଁ ...

    14969
    Sep 30, 2023

ଆପଣ ଆଗ୍ରହୀ ହୋଇପାରନ୍ତି

  • ଦେଶ-ଦେଶାନ୍ତର

    ୟୁକ୍ରେନର ୧୧ଟି ଡ୍ରୋନ୍‌କୁ ନଷ୍ଟ କଲା ରୁଷିଆ

    13512
    Sep 29, 2023
  • ଦେଶ-ଦେଶାନ୍ତର

    ଦୀପକ ବୋହରାଙ୍କ ଦାବି, ଭାରତ ଯାତ୍ରା ସମୟରେ ଟ୍ରୁଡୋଙ୍କ ବିମାନରେ ଭରି ରହିଥିଲା କୋକେନ

    13785
    Sep 30, 2023
  • ଦେଶ-ଦେଶାନ୍ତର

    ଆତଙ୍କବାଦୀ-ସୁରକ୍ଷାକର୍ମୀଙ୍କ ମଧ୍ୟରେ ଗୁଳି ବିନିମୟ, ୨ ଅନୁପ୍ରବେଶକାରୀ ନିହତ

    14059
    Sep 30, 2023

ସଂସ୍କୃତି

୨୯ ତମ ଓଏମ୍‌ସି. ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବ ଉଦ୍‍ଯାପିତ

ଭୁବନେଶ୍ୱର : ଓଡ଼ିଶାର ଅଗ୍ରଣୀ ଓଡ଼ିଶୀ ନୃତ୍ୟ ଅନୁଷ୍ଠାନ ସୃଜନ ଓ ଶ୍ରୀ ଶ୍ରୀ ବିଶ୍ୱବିଦ୍ୟାଳୟର ମିଳିତ ସହଯୋଗରେ ଅନୁଷ୍ଠିତ ୨୯ତମ ଓଏମ୍‍ସି ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବ ଗତକାଲି  ଏକ ଭବ୍ୟ ସମାହାରରେ ଭୁବନେଶ୍ୱରର ରବିନ୍ଦ୍ର ମଣ୍ଡପରେ ଉଦ୍‍ଯାପିତ ହୋଇଯାଇଅଛି । ଚାରିଦିନ ଧରି ଅନୁଷ୍ଠିତ ଚମ ...

  • ୨୯ ତମ ଓଏମ୍‌ସି ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବର ଚତୁର୍ଥ ସଂଧ୍ୟାରେ କୁଚିପୁଡ଼ି ନୃତ୍ୟ ସାଙ୍ଗକୁ ତବଲା ବାଦରେ ଦର୍ଶକ ବିଭୋର

    15230
    Sep 09, 2023
  • କଥକ ଶାସ୍ତ୍ରୀୟ ନୃତ୍ୟ ସହିତ ହିନ୍ଦୁସ୍ଥାନୀ କଣ୍ଠ ସଙ୍ଗୀତରେ ଦର୍ଶକ ବିଭୋର

    15544
    Sep 06, 2023
  • ୮୫ ତମ ଉତ୍କଳ ଦିବସ

    14266
    Apr 03, 2021

ବିଶେଷ

  • ଭୋକରେ ଆତୁର ‌ହୋଇ ମେଣ୍ଢାପଲ ଖାଇଗଲେ ୧୦୦କିଲୋ ଗଞ୍ଜେଇ ଗଛ

    14820
    Sep 30, 2023
  • ଆବଶ୍ୟକରୁ ଅଧିକ ମାଛ ଖାଇବା ତ୍ୱଚା ପାଇଁ ବିପଜ୍ଜନକ

    15093
    Sep 30, 2023
  • ମଣିଷକୁ ରୋଗମୁକ୍ତ କରାଏ ଧନିଆ ପତ୍ର

    14433
    Sep 29, 2023
  • ଉଧାର ଆଣନ୍ତୁନି ଏହି ଜିନିଷ, ହୋଇଥାଏ ଅଶୁଭ

    15440
    Sep 29, 2023
  • ସ୍କିନ୍ ଏଜିଙ୍ଗକୁ ନିୟନ୍ତ୍ରଣ କରିଥାଏ କାକୁଡି

    14644
    Sep 28, 2023

ବାଣିଜ୍ୟ

ଅକ୍ଟୋବରରେ ୧୮ ଦିନ ବ୍ୟାଙ୍କ ଛୁଟି, ଶୀଘ୍ର ସାରନ୍ତୁ କାମ

ଅକ୍ଟୋବରରେ ୧୮ଦିନ ବ୍ୟାଙ୍କ ବନ୍ଦ ରହିବ। ଅକ୍ଟୋବର ପହିଲାରୁ ଆରମ୍ଭ କରି ମାସ ଶେଷ ଯାଏଁ ପର୍ବପର୍ବାଣୀ ପାଳନ କରିବେ ଭାରତବାସୀ। ଗାନ୍ଧୀ ଜୟନ୍ତୀ, ମହାଳୟା, କଟି ବିହୁ, ଦୁର୍ଗାପୂଜା, ଦଶହରା, ଲକ୍ଷ୍ମୀପୂଜା, ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ଜନ୍ମଦିନ ଯୋଗୁ ସ୍କୁଲ କଲେଜ ଏବଂ ବିଭିନ୍ନ ଅନୁଷ୍ଠାନ ବନ୍ଦ ରହିବ।

ତେ ...

  • ସେୟାର ମାର୍କେଟ ଖସିଲା, ନିବେଶକ ହରାଇଲେ ୩ ଲକ୍ଷ କୋଟିରୁ ଅଧିକ

    15004
    Sep 20, 2023
  • ଗଣେଶ ଚତୁର୍ଥୀରେ ଲଞ୍ଚ ହେବ ଜିଓ ଏୟାର ଫାଇବର

    14329
    Aug 28, 2023
  • ରିଲାଏନ୍ସ ଲଞ୍ଚ କଲା ଆଡଭାନ୍ସ ‘ଜିଓବୁକ୍’

    15773
    Aug 04, 2023
  • ଜୁଲାଇରେ ଜିଏସଟି ୧୧% ବଢ଼ିଲା

    14143
    Aug 02, 2023

ଅନଲାଇନ୍ ସଂଯୋଗ

  • 67944
    Followers
  • 227640
    Likes
  • 54300
    Subscribers

Subscribe to our Newsletter

Sign up to receive email updates and to hear what's going on with our magazine!

logo

ଆଜିକାଲି, ମୁଦ୍ରିତ ଖବରକାଗଜ ପଢିବା ପାଇଁ ଲୋକଙ୍କ ପାଖରେ ପର୍ଯ୍ୟାପ୍ତ ସମୟ ନାହିଁ, ଯାହା ଗତକାଲିର ସାଧାରଣ ଘଟଣାକୁ କଭର୍ କରିଥାଏ, ତେଣୁ ସର୍ବଶେଷ ଖବର ପାଇବା ପାଇଁ ସେମାନେ ସର୍ବଦା ୱେବ୍ ପୋର୍ଟାଲ୍ କିମ୍ବା ଇଲେକ୍ଟ୍ରୋନିକ୍ ମିଡିଆ ଅନୁସରଣ କରିବାକୁ ଆଗ୍ରହୀ ଅଟନ୍ତି |

ଆମର ଅନଲାଇନ୍ ନ୍ୟୁଜ୍ ପୋର୍ଟାଲ୍ ସମଗ୍ର ବିଶ୍ୱରେ ସର୍ବଶେଷ ଅଦ୍ୟତନ, ସାମ୍ପ୍ରତିକ ଘଟଣା ସହିତ ଲୋକଙ୍କୁ ଶିକ୍ଷା ଏବଂ ସୂଚନା ଦେବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ |

  • ଖବର

  • ଦୀପକ ବୋହରାଙ୍କ ଦାବି, ଭାରତ ଯାତ୍ରା ସମୟରେ ଟ୍ରୁଡୋଙ୍କ ବିମାନରେ ଭରି ରହିଥିଲା କୋକେନ

    13785
    Sep 30, 2023
  • ୟୁକ୍ରେନର ୧୧ଟି ଡ୍ରୋନ୍‌କୁ ନଷ୍ଟ କଲା ରୁଷିଆ

    13512
    Sep 29, 2023
  • ଭୋକରେ ଆତୁର ‌ହୋଇ ମେଣ୍ଢାପଲ ଖାଇଗଲେ ୧୦୦କିଲୋ ଗଞ୍ଜେଇ ଗଛ

    14820
    Sep 30, 2023

About Us

  • Bhubaneswar, Odisha, India
  • 0 00000 000 00
  • odishanewslens@gmail.com

Follow us

  • Home
  • Contact Us
  • About Us
© Copyright Odisha News Lens 3.2. All rights reserved. in association with Konect.In