Odisha News Lens 4.1

Top Menu

  • About
  • Contact

Main Menu

  • Home
  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ବିଶେଷ
  • ପରିବେଶ
  • ତର୍ଜମା
  • ସଂସ୍କୃତି
READ NEWS IN ENGLISH ( ver.4.2) Wednesday, September 16, 2026, Login
  • About
  • Contact

logo

Header Banner

Odisha News Lens 4.1

  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ଅନ୍ୟାନ୍ୟ
    • ବିଶେଷ
    • ପରିବେଶ
    • ତର୍ଜମା
    • ସଂସ୍କୃତି
  • ଦେଶରେ ପ୍ରଥମ ମହିଳା 'କୋବ୍ରା' କମାଣ୍ଡର ଡ଼. ...

  • ୨ହଜାରରୁ ଅଧିକ UPI ପେମେଣ୍ଟରେ ୦.୪ ପ୍ରତିଶତ ...

  • ଗୁରୁଗ୍ରାମ ହିଟ୍ - ଆଣ୍ଡ- ରନ୍ ମାମଲା, ଫେରାର ...

  • ଦୁଇ ସପ୍ତାହରେ ୨ କୋଟି ଜମା କରିବେ ରାଜପାଲ

  • ଗଙ୍ଗା ଆରତି ଉତ୍ସବ: ବିକ୍ରି ହୋଇଗଲା ସବୁ ...

  • ଦକ୍ଷିଣ ଲୋହିତ ସାଗରର ରଣନୈତିକ ଦ୍ୱୀପ ...

  • ମୋଦୀଙ୍କ ପାଇଁ ଏହି ଗୀତ ପୋଷ୍ଟ କଲେ ...

  • ନେପାଳକୁ ୬୫୪ ମେଗାୱାଟ ବିଦ୍ୟୁତ୍ ଯୋଗାଣ ...

  • ପାର୍ବତୀକୁ ମିଳିଲା ନୂଆ ସାଥୀ ଦୁର୍ଗା

  • ଆସୁଛି ବଡ଼ ବର୍ଷା, ରେଡ୍ ଆଲର୍ଟରେ ଗୁଜୁରାଟ

ବିଶେଷ
Home ›› ବିଶେଷ ››ଗର୍ଭାବସ୍ଥାରେ ରକ୍ତହୀନତା ପାଇଁ ଚିନ୍ତିତ କି ? ଏପରି କରନ୍ତୁ ଦୂର

ଗର୍ଭାବସ୍ଥାରେ ରକ୍ତହୀନତା ପାଇଁ ଚିନ୍ତିତ କି ? ଏପରି କରନ୍ତୁ ଦୂର

2022-04-16 05:53:05
14409
Share:
Facebook
Twitter
E-Mail
WhatsApp
Telegram
ଗର୍ଭାବସ୍ଥାରେ ରକ୍ତହୀନତା ପାଇଁ ଚିନ୍ତିତ କି ? ଏପରି କରନ୍ତୁ ଦୂର

ଗର୍ଭାବସ୍ଥା ସମୟରେ ମହିଳାଙ୍କ ଶରୀରରେ ଅନେକ ପରିବର୍ତ୍ତନ ଦେଖାଦିଏ । ଏହି ସମୟରେ ମହିଳାଙ୍କ ଶରୀରରେ ମର୍ନିଙ୍ଗ ସିକନେସ, ମୁଣ୍ଡ ବୁଲାଇହେବା, ଭୟ ଲାଗିବା, ମୁଣ୍ଡବିନ୍ଧା, ୟୁଟିଆଇ ଇନଫେକ୍ସନ, ଶାରୀରିକ ଅସୁସ୍ଥତା ପରି ସମସ୍ୟାମାନ ଦେଖାଦିଏ । ଆଉ ମଧ୍ୟ ଏହି ସମୟରେ ସେମାନଙ୍କ ଶରୀରରେ ରକ୍ତହୀନତା ଅଥବା ଏନିମିଆ ଭଳି ସମସ୍ୟା ବି ଦେଖାଦିଏ । ଯଦି ଶରୀରରେ ହିମୋଗ୍ଲୋବିନ ସ୍ତର କମିଯାଏ ସେସମୟରେ ଶରୀରରେ ଦୁର୍ବଳତା ସମସ୍ୟା ଅଧିକ ବଢିଯାଏ । ଏହାର କୁପ୍ରଭାବ ଛୁଆର ସ୍ୱାସ୍ଥ୍ୟ ଉପରେ ପଡିଥାଏ । ତେବେ 

ଆସନ୍ତୁ ଜାଣିବା ଗର୍ଭାବସ୍ଥା ସମୟରେ କାହିଁକି ଦେଖାଦିଏ ରକ୍ତହୀନତା:

– ଶରୀରରେ ଫୋଲିକ ଏସିଡର ମାତ୍ରା କମିବା

– ଭିଟାମିନ ବି ସଟେଜ ହେବା

– ଆଇରନର ପରିମାଣ କମିବା

– ଆବଶ୍ୟକତା ଠାରୁ କମ ପରିମାଣର ଖାଦ୍ୟ ଗ୍ରହଣ

ରକ୍ତ ହୀନତାର ଲକ୍ଷଣ;
– ଦୁର୍ବଳ ଲାଗିବା

– ଶରୀରର ରଙ୍ଗ ହଳଦିଆ ପଡିଯିବା

– ନିଶ୍ୱାସ ନେବାରେ ଅସୁବିଧା ହେବା

– ନଖ, ଆଖି, ଓଠର ରଙ୍ଗ ହଳଦିଆ ପଡିବା

-କେଶ ଝଡ଼ିବା

– ଜିଭରେ ଦରଜ ହେବା

– ପାଟିର ସ୍ୱାଦ ବିଗିଡିଯିବା

– ବାନ୍ତି ଲାଗିବା ଓ ମୁଣ୍ଡ ବୁଲାଇ ହେବା

ତେବେ ଆସନ୍ତୁ ଜାଣିବା କେମିତି ମହିଳା ମାନେ ଶରୀରର ରକ୍ତହୀନତା ଦୂର କରିପାରିବେ:
ଏଥିପାଇଁ ତ ଡାକ୍ତରମାନେ ଆଇରନ ବଟିକା ଖାଇବାକୁ ଦେଇଥାନ୍ତି । କିନ୍ତୁ ଏହା ବାଦ ଆପଣ ନ୍ୟାଚୁରାଲ ଡାଏଟରେ ବି ନିଜ ଶରୀରର ରକ୍ତହୀନତାକୁ ଦୂର କରିପାରିବେ । ଆଇରନ ଯୁକ୍ତ ଆହାର ଗ୍ରହଣ କରନ୍ତୁ ।

ଶରୀରରେ ରକ୍ତ ହୀନତା ଜନିତ ସମସ୍ୟା ଦୂର କରିବା ପାଇଁ ଖାଦ୍ୟରେ ଆଇରନରେ ଭରପୁର ଫୁଡ ଯେମିତିକି ସବୁଜ ପନିପରିବା, ରେଡ ମିଟ, ମସୁର ଡ଼ାଲି, ଟୋଫୁ, କିଶମିଶ, ବ୍ରୋକୋଲି, ସାଗୁ ଦାନା, ବ୍ରେଡ, ଅଖରୋଟ, ବାଦାମ, ଦଳିଆ ଆଦି ଗ୍ରହଣ କରିପାରିବେ ।

ରକ୍ତ ହୀନତା ଦୂର କରିବା ପାଇଁ ଗାଜର ଓ ବିଟ ଜୁସ ପିଅନ୍ତୁ । ଏହା ସହ ଏଥିରୁ ପ୍ରସ୍ତୁତ ହେଉଥିବା ସାଲାଡ ବି ଖୁବ ଲାଭକାରୀ ।

ଯଦି ଶରୀରରେ ରକ୍ତର ଅଭାବ ଦେଖାଦିଏ ତାହେଲେ ଟମାଟୋ ସାଲାଡ଼ କିମ୍ବା ଟମାଟୋ ଜୁସ ପ୍ରସ୍ତୁତ କରି ପିଅନ୍ତୁ । ଏହା ବ୍ୟତୀତ ଭୋଜନରେ ବି ପ୍ରଚୁର ପରିମାଣରେ ଟମାଟୋ ଖାଆନ୍ତୁ ।

ଗର୍ଭବତୀ ମହିଳାଙ୍କ ରକ୍ତ ହୀନତା ଦୂର କରିବା ପାଇଁ ଗୋଟେ ଗ୍ଲାସ ଉଷୁମ କ୍ଷୀରରେ ୮ ରୁ ୧୦ଟି ଟି ଖଜୁରୀ ଖାଆନ୍ତୁ । ଶରୀରକୁ ଶକ୍ତି ବି ମିଳିବ ।

ଆଇରନର ଏକ ଭଲ ସ୍ରୋତ ହେଉଛି ଗୁଡ । ଗର୍ଭାବସ୍ଥା ସମୟରେ ଗୁଡ ଖାଇଲେ ରକ୍ତ ହୀନତା ଦୂର ହୋଇଥାଏ । ଆପଣ ଚାହା କିମ୍ବା କ୍ଷୀର ସହିତ ଏହାକୁ ଖାଇପାରିବେ । ଏହା ସହ ଡାଇଜେସନ ବି ଠିକ ହୋଇଥାଏ ।

ପ୍ରତିଦିନ ଗୋଟିଏ ଅଁଳା ମୁରବା ଖାଆନ୍ତୁ । ଆଉ ଏହା ପରେ ଗୋଟିଏ ଗ୍ଲାସ କ୍ଷୀର ପିଅନ୍ତୁ । ଏହା ଦ୍ୱାରା ଶରୀରରେ ନୂଆ ରକ୍ତ ସୃଷ୍ଟି ହୋଇଥାଏ ।

Powered by Froala Editor

Tags Pregnancy

Related articles Odisha News Lens 4.1

  •  ମୋଦୀଙ୍କ ପାଇଁ  ଏହି ଗୀତ ପୋଷ୍ଟ କଲେ ମାଲେସିଆ ପ୍ରଧାନମନ୍ତ୍ରୀ
    ଦେଶ-ଦେଶାନ୍ତର

    ମୋଦୀଙ୍କ ପାଇଁ ଏହି ଗୀତ ପୋଷ୍ଟ କଲେ ମାଲେସିଆ ପ୍ରଧାନମନ୍ତ୍ରୀ

    14045
    Sep 15, 2026
  • ନେପାଳକୁ ୬୫୪ ମେଗାୱାଟ ବିଦ୍ୟୁତ୍ ଯୋଗାଣ କରିବ ଭାରତ
    ଦେଶ-ଦେଶାନ୍ତର

    ନେପାଳକୁ ୬୫୪ ମେଗାୱାଟ ବିଦ୍ୟୁତ୍ ଯୋଗାଣ କରିବ ଭାରତ

    13480
    Sep 15, 2026
  • ଦକ୍ଷିଣ ଲୋହିତ ସାଗରର ରଣନୈତିକ ଦ୍ୱୀପ କବଜା କଲେ ହାଉତି ବିଦ୍ରୋହୀ
    ଦେଶ-ଦେଶାନ୍ତର

    ଦକ୍ଷିଣ ଲୋହିତ ସାଗରର ରଣନୈତିକ ଦ୍ୱୀପ କବଜା କଲେ ହାଉତି ବିଦ୍ରୋହୀ

    14154
    Sep 15, 2026
  • ଦେଶରେ ପ୍ରଥମ ମହିଳା 'କୋବ୍ରା' କମାଣ୍ଡର  ଡ଼. ସଞ୍ଜୁକ୍ତା ପରାଶର
    ଦେଶ-ଦେଶାନ୍ତର

    ଦେଶରେ ପ୍ରଥମ ମହିଳା 'କୋବ୍ରା' କମାଣ୍ଡର ଡ଼. ସଞ୍ଜୁକ୍ତା ପରାଶର

    13788
    Sep 16, 2026
  • ୨ହଜାରରୁ ଅଧିକ UPI ପେମେଣ୍ଟରେ ୦.୪ ପ୍ରତିଶତ ଶୁଳ୍କ
    ଦେଶ-ଦେଶାନ୍ତର

    ୨ହଜାରରୁ ଅଧିକ UPI ପେମେଣ୍ଟରେ ୦.୪ ପ୍ରତିଶତ ଶୁଳ୍କ

    13313
    Sep 16, 2026
  • ଗୁରୁଗ୍ରାମ ହିଟ୍ - ଆଣ୍ଡ- ରନ୍ ମାମଲା, ଫେରାର ହେବାବେଳେ ଧରାପଡ଼ିଲା ଅଭିଯୁକ୍ତ
    ଦେଶ-ଦେଶାନ୍ତର

    ଗୁରୁଗ୍ରାମ ହିଟ୍ - ଆଣ୍ଡ- ରନ୍ ମାମଲା, ଫେରାର ହେବାବେଳେ ଧରାପଡ଼ିଲା ଅଭିଯୁକ୍ତ

    14855
    Sep 16, 2026
  • ଆସୁଛି ବଡ଼ ବର୍ଷା, ରେଡ୍ ଆଲର୍ଟରେ ଗୁଜୁରାଟ
    ଦେଶ-ଦେଶାନ୍ତର

    ଆସୁଛି ବଡ଼ ବର୍ଷା, ରେଡ୍ ଆଲର୍ଟରେ ଗୁଜୁରାଟ

    15094
    Sep 15, 2026
  • ଗଙ୍ଗା ଆରତି ଉତ୍ସବ: ବିକ୍ରି ହୋଇଗଲା ସବୁ ଟିକେଟ
    ଦେଶ-ଦେଶାନ୍ତର

    ଗଙ୍ଗା ଆରତି ଉତ୍ସବ: ବିକ୍ରି ହୋଇଗଲା ସବୁ ଟିକେଟ

    15349
    Sep 15, 2026
  • ପାର୍ବତୀକୁ ମିଳିଲା ନୂଆ ସାଥୀ ଦୁର୍ଗା
    ଦେଶ-ଦେଶାନ୍ତର

    ପାର୍ବତୀକୁ ମିଳିଲା ନୂଆ ସାଥୀ ଦୁର୍ଗା

    15662
    Sep 15, 2026

ଆପଣ ଆଗ୍ରହୀ ହୋଇପାରନ୍ତି

  • ଦେଶ-ଦେଶାନ୍ତର

    ନେପାଳକୁ ୬୫୪ ମେଗାୱାଟ ବିଦ୍ୟୁତ୍ ଯୋଗାଣ କରିବ ଭାରତ

    13480
    Sep 15, 2026
  • ଦେଶ-ଦେଶାନ୍ତର

    ଗୁରୁଗ୍ରାମ ହିଟ୍ - ଆଣ୍ଡ- ରନ୍ ମାମଲା, ଫେରାର ହେବାବେଳେ ଧରାପଡ଼ିଲା ଅଭିଯୁକ୍ତ

    14855
    Sep 16, 2026
  • ଦେଶ-ଦେଶାନ୍ତର

    ପାର୍ବତୀକୁ ମିଳିଲା ନୂଆ ସାଥୀ ଦୁର୍ଗା

    15662
    Sep 15, 2026

Advertisement

ସଂସ୍କୃତି

ରବୀନ୍ଦ୍ର ମଣ୍ଡପଠାରେ "ନୃତ୍ୟାଞ୍ଜଳୟ ଉତ୍ସବ-୨୦୨୨" ଅନୁଷ୍ଠିତ

ଭୁବନେଶ୍ୱର, ୧୫/୦୫ (ନି.ପ୍ର.): ସ୍ଥାନୀୟ ରବୀନ୍ଦ୍ର ମଣ୍ଡପଠାରେ "ନୃତ୍ୟାଞ୍ଜଳୟ ଉତ୍ସବ-୨୦୨୨" ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଧର୍ମଶାଳା ବିଧାୟକ ସ୍ଵାଧୀନ ହିମାଂଶୁ ଶେଖର ସାହୁ, ପଦ୍ମଶ୍ରୀ ଗୁରୁ କୁମକୁମ ମହାନ୍ତି, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ଉପ-ନିର୍ଦ୍ଦେଶିକା ଶ୍ରୀମ ...

  • ଓଡ଼ିଶାଲିଙ୍କ୍ସର ୮ମ ସ୍ଵନକ୍ଷତ୍ର, ଲୁହରେ ଭିଜାଇଲା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଭକ୍ତି ଆଧାରିତ ନାଟକ ‘ଅଦୃଶ୍ୟ ଜଗନ୍ନାଥ‘

    17096
    Jun 25, 2025
  • ୨୯ ତମ ଓଏମ୍‌ସି. ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବ ଉଦ୍‍ଯାପିତ

    17777
    Sep 10, 2023
  • ୨୯ ତମ ଓଏମ୍‌ସି ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବର ଚତୁର୍ଥ ସଂଧ୍ୟାରେ କୁଚିପୁଡ଼ି ନୃତ୍ୟ ସାଙ୍ଗକୁ ତବଲା ବାଦରେ ଦର୍ଶକ ବିଭୋର

    17765
    Sep 09, 2023
  • କଥକ ଶାସ୍ତ୍ରୀୟ ନୃତ୍ୟ ସହିତ ହିନ୍ଦୁସ୍ଥାନୀ କଣ୍ଠ ସଙ୍ଗୀତରେ ଦର୍ଶକ ବିଭୋର

    18168
    Sep 06, 2023

ବିଶେଷ

  • ବିବାହ ପରେ ଏହି ଦୁଇ ରାଶିର ଲୋକ ହୋଇଯାଆନ୍ତି କୋଟିପତି

    14537
    Sep 11, 2026
  • ଖଜୁରିରେ ଭରି ରହିଛି ଅନେକ ପ୍ରକାର ଉପକାରୀ ଗୁଣ, ଜାଣନ୍ତୁ କ’ଣ ?

    16158
    Sep 09, 2026
  • ମଧୁମେହ ରୋଗୀ କାକୁଡିକୁ ଦୈନନ୍ଦିନ ଖାଦ୍ୟ ତାଲିକାରେ ସାମିଲ କରିବା ନିହାତି ଦରକାର

    14689
    Sep 06, 2026
  • ଛାଡି ଦିଅନ୍ତୁ ଆଳୁ ଖାଇବା, ନିୟନ୍ତ୍ରଣ ହୋଇପାରିବ ଓଜନ

    13999
    Sep 03, 2026
  • କଞ୍ଚାକଦଳୀ ଖାଇବା ଶରୀର ପାଇଁ ଲାଭଦାୟକ, ଭରି ରହିଛି ଏହିସବୁ ଗୁଣ

    14805
    Aug 31, 2026

ବାଣିଜ୍ୟ

୯ ଅକ୍ଟୋବରରୁ ଫ୍ଲିପକାର୍ଟର Big Billion Days Sale !

୯ ଅକ୍ଟୋବରରୁ ଆରମ୍ଭ ହେବ ଫ୍ଲିପକାର୍ଟର Big Billion Days Sale । ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଏକ ସୂଚନା ଅନୁସାରେ, Flipkart Big Billion Days Sale ୨୦୨୬ ଅକ୍ଟୋବର ୯ ତାରିଖରୁ ଆରମ୍ଭ ହୋଇପାରେ। ଜଣେ X ୟୁଜର ଫ୍ଲିପକାର୍ଟ ମୋବାଇଲ୍ ଆପ୍‌ର ଏକ ସ୍କ୍ରିନ୍‌ସଟ୍ ସେୟାର କରିଛନ୍ତି। ଏଥିରେ ବିଗ୍ ...

  • ବେଦାନ୍ତ ଆଲୁମିନିୟମ କୋଇଲା ଖଣି ଦ୍ୱାରା ଷଷ୍ଠ ସିଏଲଆଇ ଏକ୍ସପୋ ୨୦୨୬ରେ ପରବର୍ତ୍ତୀ ପିଢ଼ିର ଖଣି ପ୍ରଯୁକ୍ତିବିଦ୍ୟା ପ୍ରଦର୍ଶିତ

    14315
    Sep 09, 2026
  • ସୁନା ଆମଦାନୀ ୩୦ ପ୍ରତିଶତ ହ୍ରାସ

    14079
    Sep 08, 2026
  • କମ୍ପାନୀ ସେକ୍ରେଟାରିଜ୍‌ର ୫୪ତମ ଜାତୀୟ ସମ୍ମିଳନୀ ଭୁବନେଶ୍ୱରରେ ଉଦ୍‌ଯାପିତ

    14708
    Sep 08, 2026
  • ଆଇସିଏସ୍‌ଆଇର ୫୪ତମ କମ୍ପାନୀ ସେକ୍ରେଟାରିଜ୍‌ ଜାତୀୟ ସମ୍ମିଳନୀ ଭୁବନେଶ୍ୱରରେ ଉଦ୍‌ଘାଟିତ

    15043
    Sep 06, 2026

ଅନଲାଇନ୍ ସଂଯୋଗ

  • 67944
    Followers
  • 227640
    Likes
  • 54300
    Subscribers

Subscribe to our Newsletter

Sign up to receive email updates and to hear what's going on with our magazine!

logo

ଆଜିକାଲି, ମୁଦ୍ରିତ ଖବରକାଗଜ ପଢିବା ପାଇଁ ଲୋକଙ୍କ ପାଖରେ ପର୍ଯ୍ୟାପ୍ତ ସମୟ ନାହିଁ, ଯାହା ଗତକାଲିର ସାଧାରଣ ଘଟଣାକୁ କଭର୍ କରିଥାଏ, ତେଣୁ ସର୍ବଶେଷ ଖବର ପାଇବା ପାଇଁ ସେମାନେ ସର୍ବଦା ୱେବ୍ ପୋର୍ଟାଲ୍ କିମ୍ବା ଇଲେକ୍ଟ୍ରୋନିକ୍ ମିଡିଆ ଅନୁସରଣ କରିବାକୁ ଆଗ୍ରହୀ ଅଟନ୍ତି |

ଆମର ଅନଲାଇନ୍ ନ୍ୟୁଜ୍ ପୋର୍ଟାଲ୍ ସମଗ୍ର ବିଶ୍ୱରେ ସର୍ବଶେଷ ଅଦ୍ୟତନ, ସାମ୍ପ୍ରତିକ ଘଟଣା ସହିତ ଲୋକଙ୍କୁ ଶିକ୍ଷା ଏବଂ ସୂଚନା ଦେବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ |

  • ଖବର

  • ଆସୁଛି ବଡ଼ ବର୍ଷା, ରେଡ୍ ଆଲର୍ଟରେ ଗୁଜୁରାଟ

    15094
    Sep 15, 2026
  • ଦେଶରେ ପ୍ରଥମ ମହିଳା 'କୋବ୍ରା' କମାଣ୍ଡର ଡ଼. ସଞ୍ଜୁକ୍ତା ପରାଶର

    13788
    Sep 16, 2026
  • ପାର୍ବତୀକୁ ମିଳିଲା ନୂଆ ସାଥୀ ଦୁର୍ଗା

    15662
    Sep 15, 2026

About Us

  • Bhubaneswar, Odisha, India
  • 0 00000 000 00
  • odishanewslens@gmail.com

Follow us

  • Home
  • Contact Us
  • About Us
© Copyright Odisha News Lens 4.1. All rights reserved. in association with Konect.In