Odisha News Lens 4.1

Top Menu

  • About
  • Contact

Main Menu

  • Home
  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ବିଶେଷ
  • ପରିବେଶ
  • ତର୍ଜମା
  • ସଂସ୍କୃତି
READ NEWS IN ENGLISH ( ver.4.2) Sunday, July 19, 2026, Login
  • About
  • Contact

logo

Header Banner

Odisha News Lens 4.1

  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ଅନ୍ୟାନ୍ୟ
    • ବିଶେଷ
    • ପରିବେଶ
    • ତର୍ଜମା
    • ସଂସ୍କୃତି
  • ଲାଞ୍ଚ ନେବା ଅଭିଯୋଗ : ୭ ଜଣ ଅଧିକାରୀ ...

  • କାମ କରିବା ବନ୍ଦ କରିଦେଲା ଫେସବୁକ

  • ସୋନମ ୱାଙ୍ଗଚୁକଙ୍କ ବାର୍ତ୍ତା: ...

  • ବୀମା ଟଙ୍କା ପାଇଁ ସ୍ବାମୀକୁ ବିଷଧର ସାପ ...

  • ଅସ୍ଥାୟୀ ଭାବେ ସ୍ଥଗିତ ହେଲା ଅମରନାଥ ...

  • ‘ଆର୍ଟିକଲ-୩୭୦’କୁ ମିଳିଛି ଶ୍ରେଷ୍ଠ ...

  • ୨୦ ରୁ ଅଗଷ୍ଟ ୧୩ ପର୍ଯ୍ୟନ୍ତ ଚାଲିବ ସଂସଦର ...

  • ‘ଆଶୀର୍ବାଦ’ ବିଶ୍ୱକର୍ମା ...

  • ଆଶୀର୍ବାଦର “ଆୟୋଡିନ ର ତିଳକ” ଅଭିଯାନ ...

  • ଭାରତର ପ୍ରଥମ ହାଇଡ୍ରୋଜେନ୍ ଚାଳିତ ଟ୍ରେନ ...

ରାଜ୍ୟ
Home ›› ରାଜ୍ୟ ››ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ, ବାତ୍ୟା ଆଶଙ୍କା ଘନେଇଲା

ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ, ବାତ୍ୟା ଆଶଙ୍କା ଘନେଇଲା

2021-05-03 07:29:29
15389
Share:
Facebook
Twitter
E-Mail
WhatsApp
Telegram
ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ, ବାତ୍ୟା ଆଶଙ୍କା ଘନେଇଲା

ମେ’ ଦ୍ବିତୀୟ ସପ୍ତାହ ବେଳକୁ ବାତ୍ୟା ଆସିପାରେ। ଆମେରିକାର ଗ୍ଲୋବାଲ୍‌ ଫୋର୍‌କାଷ୍ଟ୍‌ ମଡେଲର ସୂଚନା ମୁତାବକ, ମେ’ ୧୦ ତାରିଖ ଆଡ଼କୁ ବଙ୍ଗୋପସାଗରରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବ। ପରବର୍ତ୍ତୀ ମୁହୂର୍ତ୍ତରେ ଏହା ଘନୀଭୂତ ହୋଇ ୧୨ ତାରିଖ ବେଳକୁ ଲଘୁଚାପରେ ଓ ଅଧିକ ଘନୀଭୂତ ହୋଇ ୧୩ ତାରିଖ ଆଡ଼କୁ ବାତ୍ୟାର ରୂପ ନେବ। ଏହା ଓଡ଼ିଶା-ପଶ୍ଚିମବଙ୍ଗ ମଧ୍ୟରେ ଉପକୂଳ ଛୁଇଁବାର ଆଶଙ୍କା ରହିଛି। ଅପର ପକ୍ଷରେ ଆଉ କିଛି ମଡେଲ ଆକଳନ କରୁଛନ୍ତି ଯେ ଏହା କେବଳ ଘୂର୍ଣ୍ଣିବଳୟରେ ସୀମିତ ରହିବ। ବାତ୍ୟାର ରୂପ ନେବାର ସମ୍ଭାବନା ନାହିଁ। 

ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ସୂଚନା ମୁତାବକ, ବର୍ତ୍ତମାନ ଓଡ଼ିଶାକୁ କୌଣସି ବାତ୍ୟାର ସମ୍ଭାବନା ନେଇ ଭାରତୀୟ ପାଣିପାଗ କେନ୍ଦ୍ର ପକ୍ଷରୁ କୌଣସି ସୂଚନା ନାହିଁ। ବଙ୍ଗୋପସାଗରରେ ସେଭଳି କିଛି ସିଷ୍ଟମ୍‌ ସୃଷ୍ଟି ହେଲେ ଆମେ ଖୁବ୍‌ ଶୀଘ୍ର ସୂଚନା ଦେବୁ ବୋଲି ସେ କହିଛନ୍ତି।

ପାଣିପାଗ ବିଶେଷଜ୍ଞ କହିଛନ୍ତି, ମୌସୁମୀ ଆସିବା ପୂର୍ବରୁ ଏମିତି ଅନେକ ଗୁଡ଼ିଏ ଘୂର୍ଣ୍ଣିବଳୟ ସୃଷ୍ଟି ହୁଏ। ଆଉ ଏହି ସବୁ ଘୂର୍ଣ୍ଣିବଳୟ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁକୁ ସକ୍ରିୟ କରିବାରେ ସାହାଯ୍ୟ କରେ। ତେବେ ସାମ୍ଭାବ୍ୟ ଘୂର୍ଣ୍ଣିବଳୟ କେଉଁ ରୂପ ନେବ ସେ ନେଇ ୩/୪ ଦିନ ପରେ ଅଧିକ ସ୍ପଷ୍ଟ କହିହେବ ବୋଲି କହିଛନ୍ତି।

ଏହାବାଦ୍‌ ସୋମବାର ରାଜ୍ୟର ୮ଟି ଜିଲ୍ଲାରେ କାଳବୈଶାଖୀ ହେବାର ସମ୍ଭାବନା ଅଛି । ଘଡ଼ଘଡ଼ି ସହ ବର୍ଷା ହେବା ସହିତ ଘଣ୍ଟା ପ୍ରତି ୫୦-୬୦ କିମି ବେଗରେ ପବନ ବୋହିବ ବୋଲି ପାଣିପାଗବିତ୍‌ ପୂର୍ବାନୁମାନ କରିଛନ୍ତି । ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଢେଙ୍କାନାଳ, ମୟୂରଭଞ୍ଜ ଓ କେନ୍ଦୁଝର ଜିଲ୍ଲାର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ କାଳବୈଶାଖୀ ହେବ ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ଆକଳନ କରିଛି । ତେଣୁ ଏହି ଜିଲ୍ଲାର ଲୋକମାନଙ୍କ ପାଇଁ ସତର୍କ ସୂଚନା ଜାରି କରାଯାଇଛି । କେନ୍ଦ୍ର ପକ୍ଷରୁ ଅରେଞ୍ଜ ୱାର୍ଣ୍ଣିଂ ଦିଆଯାଇଛି ।

Powered by Froala Editor

Tags cyclone

Related articles Odisha News Lens 4.1

  • ଅସ୍ଥାୟୀ ଭାବେ ସ୍ଥଗିତ ହେଲା ଅମରନାଥ ଯାତ୍ରା ଏବଂ ମାତା ବୈଷ୍ଣୋ ଦେବୀ ଯାତ୍ରା
    ଦେଶ-ଦେଶାନ୍ତର

    ଅସ୍ଥାୟୀ ଭାବେ ସ୍ଥଗିତ ହେଲା ଅମରନାଥ ଯାତ୍ରା ଏବଂ ମାତା ବୈଷ୍ଣୋ ଦେବୀ ଯାତ୍ରା

    14683
    Jul 19, 2026
  • ‘ଆର୍ଟିକଲ-୩୭୦’କୁ ମିଳିଛି ଶ୍ରେଷ୍ଠ ଚଳଚ୍ଚିତ୍ର ପୁରସ୍କାର, ଶ୍ରୀକାନ୍ତ’କୁ ମିଳିଛି ...
    ଦେଶ-ଦେଶାନ୍ତର

    ‘ଆର୍ଟିକଲ-୩୭୦’କୁ ମିଳିଛି ଶ୍ରେଷ୍ଠ ଚଳଚ୍ଚିତ୍ର ପୁରସ୍କାର, ଶ୍ରୀକାନ୍ତ’କୁ ମିଳିଛି ...

    14648
    Jul 19, 2026
  • ବୀମା ଟଙ୍କା ପାଇଁ ସ୍ବାମୀକୁ ବିଷଧର ସାପ ଚୋଟ ଦେଇ ମାରିଲା ପତ୍ନୀ
    ଅପରାଧ

    ବୀମା ଟଙ୍କା ପାଇଁ ସ୍ବାମୀକୁ ବିଷଧର ସାପ ଚୋଟ ଦେଇ ମାରିଲା ପତ୍ନୀ

    13554
    Jul 19, 2026
  • ଭାରତର ପ୍ରଥମ ହାଇଡ୍ରୋଜେନ୍ ଚାଳିତ ଟ୍ରେନ ଶୁଭାରମ୍ଭ କଲେ ମୋଦୀ
    ଦେଶ-ଦେଶାନ୍ତର

    ଭାରତର ପ୍ରଥମ ହାଇଡ୍ରୋଜେନ୍ ଚାଳିତ ଟ୍ରେନ ଶୁଭାରମ୍ଭ କଲେ ମୋଦୀ

    13929
    Jul 18, 2026
  • ସୋନମ ୱାଙ୍ଗଚୁକଙ୍କ ବାର୍ତ୍ତା: ସ୍ବାଧୀନତା ପାଇଁ ଏହା ଦ୍ୱିତୀୟ ଆନ୍ଦୋଳନ
    ଦେଶ-ଦେଶାନ୍ତର

    ସୋନମ ୱାଙ୍ଗଚୁକଙ୍କ ବାର୍ତ୍ତା: ସ୍ବାଧୀନତା ପାଇଁ ଏହା ଦ୍ୱିତୀୟ ଆନ୍ଦୋଳନ

    14375
    Jul 19, 2026
  • ୨୦ ରୁ ଅଗଷ୍ଟ ୧୩ ପର୍ଯ୍ୟନ୍ତ ଚାଲିବ ସଂସଦର ମୌସୁମୀ ଅଧିବେଶନ
    ଦେଶ-ଦେଶାନ୍ତର

    ୨୦ ରୁ ଅଗଷ୍ଟ ୧୩ ପର୍ଯ୍ୟନ୍ତ ଚାଲିବ ସଂସଦର ମୌସୁମୀ ଅଧିବେଶନ

    14913
    Jul 19, 2026
  • ଲାଞ୍ଚ ନେବା ଅଭିଯୋଗ : ୭ ଜଣ ଅଧିକାରୀ ନିଲମ୍ବିତ କଲେ ତାମିଲନାଡୁ ମୁଖ୍ୟମନ୍ତ୍ରୀ
    ଦେଶ-ଦେଶାନ୍ତର

    ଲାଞ୍ଚ ନେବା ଅଭିଯୋଗ : ୭ ଜଣ ଅଧିକାରୀ ନିଲମ୍ବିତ କଲେ ତାମିଲନାଡୁ ମୁଖ୍ୟମନ୍ତ୍ରୀ

    14509
    Jul 19, 2026
  • ଆଶୀର୍ବାଦର “ଆୟୋଡିନ ର ତିଳକ” ଅଭିଯାନ ପୁରୀ ରଥ ଯାତ୍ରାରେ ଦର୍ଶନ, ଅନ୍ନ, ସେବାକୁ ପୁନଃ ...
    ବାଣିଜ୍ୟ

    ଆଶୀର୍ବାଦର “ଆୟୋଡିନ ର ତିଳକ” ଅଭିଯାନ ପୁରୀ ରଥ ଯାତ୍ରାରେ ଦର୍ଶନ, ଅନ୍ନ, ସେବାକୁ ପୁନଃ ...

    13650
    Jul 18, 2026
  • କାମ କରିବା ବନ୍ଦ କରିଦେଲା ଫେସବୁକ
    ଦେଶ-ଦେଶାନ୍ତର

    କାମ କରିବା ବନ୍ଦ କରିଦେଲା ଫେସବୁକ

    15316
    Jul 19, 2026

ଆପଣ ଆଗ୍ରହୀ ହୋଇପାରନ୍ତି

  • ଦେଶ-ଦେଶାନ୍ତର

    ଅସ୍ଥାୟୀ ଭାବେ ସ୍ଥଗିତ ହେଲା ଅମରନାଥ ଯାତ୍ରା ଏବଂ ମାତା ବୈଷ୍ଣୋ ଦେବୀ ଯାତ୍ରା

    14683
    Jul 19, 2026
  • ଦେଶ-ଦେଶାନ୍ତର

    ଲାଞ୍ଚ ନେବା ଅଭିଯୋଗ : ୭ ଜଣ ଅଧିକାରୀ ନିଲମ୍ବିତ କଲେ ତାମିଲନାଡୁ ମୁଖ୍ୟମନ୍ତ୍ରୀ

    14509
    Jul 19, 2026
  • ଦେଶ-ଦେଶାନ୍ତର

    କାମ କରିବା ବନ୍ଦ କରିଦେଲା ଫେସବୁକ

    15316
    Jul 19, 2026

Advertisement

ସଂସ୍କୃତି

ରବୀନ୍ଦ୍ର ମଣ୍ଡପଠାରେ "ନୃତ୍ୟାଞ୍ଜଳୟ ଉତ୍ସବ-୨୦୨୨" ଅନୁଷ୍ଠିତ

ଭୁବନେଶ୍ୱର, ୧୫/୦୫ (ନି.ପ୍ର.): ସ୍ଥାନୀୟ ରବୀନ୍ଦ୍ର ମଣ୍ଡପଠାରେ "ନୃତ୍ୟାଞ୍ଜଳୟ ଉତ୍ସବ-୨୦୨୨" ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଧର୍ମଶାଳା ବିଧାୟକ ସ୍ଵାଧୀନ ହିମାଂଶୁ ଶେଖର ସାହୁ, ପଦ୍ମଶ୍ରୀ ଗୁରୁ କୁମକୁମ ମହାନ୍ତି, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ଉପ-ନିର୍ଦ୍ଦେଶିକା ଶ୍ରୀମ ...

  • ଓଡ଼ିଶାଲିଙ୍କ୍ସର ୮ମ ସ୍ଵନକ୍ଷତ୍ର, ଲୁହରେ ଭିଜାଇଲା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଭକ୍ତି ଆଧାରିତ ନାଟକ ‘ଅଦୃଶ୍ୟ ଜଗନ୍ନାଥ‘

    16986
    Jun 25, 2025
  • ୨୯ ତମ ଓଏମ୍‌ସି. ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବ ଉଦ୍‍ଯାପିତ

    17593
    Sep 10, 2023
  • ୨୯ ତମ ଓଏମ୍‌ସି ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବର ଚତୁର୍ଥ ସଂଧ୍ୟାରେ କୁଚିପୁଡ଼ି ନୃତ୍ୟ ସାଙ୍ଗକୁ ତବଲା ବାଦରେ ଦର୍ଶକ ବିଭୋର

    17646
    Sep 09, 2023
  • କଥକ ଶାସ୍ତ୍ରୀୟ ନୃତ୍ୟ ସହିତ ହିନ୍ଦୁସ୍ଥାନୀ କଣ୍ଠ ସଙ୍ଗୀତରେ ଦର୍ଶକ ବିଭୋର

    18050
    Sep 06, 2023

ବିଶେଷ

  • ଭଜାବୁଟ ଚୋପାର ରହିଛି ବହୁ ଚମତ୍କାରୀ ଗୁଣ......

    13967
    Jul 18, 2026
  • ଜୋତା ଚପଲ ଆପଣଙ୍କୁ କରିଦେଇପାରେ କାଙ୍ଗାଳ, ଜାଣନ୍ତୁ ପିନ୍ଧିବାର ନିୟମ

    14359
    Jul 15, 2026
  • ଗୃହିଣୀମାନେ ମାନନ୍ତୁ ଏହି ଜରୁରୀ ଟିପ୍ସ

    14705
    Jul 12, 2026
  • ଛୋଟପିଲାଙ୍କ ଠାରେ ଥିଲେ ମଧୁମେହ ଲକ୍ଷଣ କେମିତି ଜାଣିବେ ?

    14994
    Jul 10, 2026
  • ଥଣ୍ଡାପାଗରେ କମ୍ ମାତ୍ରାରେ ସେବନ କରନ୍ତୁ ଲୁଣ ଓ ଚିନି

    15732
    Jul 07, 2026

ବାଣିଜ୍ୟ

‘ଆଶୀର୍ବାଦ’ ବିଶ୍ୱକର୍ମା ମହାରଣାମାନଙ୍କୁ ଗୁଣାତ୍ମକ ପରମ୍ପରା ଅଭିଯାନ ଜରିଆରେ ଅଭିବାଦନ ଜଣାଇଲା

ଋଥ ନିର୍ମାଣର ଚିରନ୍ତନ ପରମ୍ପରାରେ ପ୍ରେରିତ ହୋଇ ଆଶୀର୍ବାଦ ଏକ ତଲ୍ଲିନକାରୀ ସାଂସ୍କୃତିକ ଅନୁଭୂତି ଜରିଆରେ କାରିଗରୀକୁ ସମ୍ମାନ ଜ୍ଞାପନ କଲା

ପୁରୀ : ପ୍ରସିଦ୍ଧ ପୁରୀ ରଥ ଯାତ୍ରା ସହିତ ଗଭୀର ଭାବରେ ...

  • ଆଶୀର୍ବାଦର “ଆୟୋଡିନ ର ତିଳକ” ଅଭିଯାନ ପୁରୀ ରଥ ଯାତ୍ରାରେ ଦର୍ଶନ, ଅନ୍ନ, ସେବାକୁ ପୁନଃ ଚିତ୍ରିତ କରୁଛି

    13650
    Jul 18, 2026
  • ବେଦାନ୍ତ ଆଲୁମିନିୟମର କୋଇଲା ଖଣି ପ୍ରକଳ୍ପ ଆରୋଗ୍ୟମ୍ ଜରିଆରେ ଋତୁସ୍ରାବଜନିତ ସ୍ୱାସ୍ଥ୍ୟ ସଚେତନତା ସୃଷ୍ଟି କରୁଛି

    14172
    Jul 16, 2026
  • ଆମୱେ ଇଣ୍ଡିଆ ନିଜର ପ୍ରିମିୟମ ସ୍କିନକେୟାର ବର୍ଗମାଳାକୁ ସୁଦୃଢ କଲା, ନୁ୍ୟଟ୍ରିଲାଇଟ-ପାୱାର୍ଡ ଉଦ୍ଦିଦଜାତ ଉପାଦାନ ସହିତ ପ୍ରଚଳନ କଲା ଆର୍ଟିଷ୍ଟ୍ରି ସ୍କିନ୍‌ ନୁ୍ୟଟ୍ରିସନ ମଲ୍‌ଟି- ଡିଫେନ୍ସ ୟୁଭି ପ୍ରୋଟେକ୍ଟ

    15837
    Jul 14, 2026
  • ଫେଡେରାଲ ବ୍ୟାଙ୍କ ଭୁବନେଶ୍ୱରରେ ଗ୍ରାହକମାନଙ୍କ ପାଇଁ ସ୍ୱତନ୍ତ୍ର ‘ୱେଲ୍‌ଥ ଆଣ୍ଡ ୱିଜଡମ୍‌’ କାର୍ଯ୍ୟକ୍ରମ ଆୟୋଜନ କଲା

    13788
    Jul 14, 2026

ଅନଲାଇନ୍ ସଂଯୋଗ

  • 67944
    Followers
  • 227640
    Likes
  • 54300
    Subscribers

Subscribe to our Newsletter

Sign up to receive email updates and to hear what's going on with our magazine!

logo

ଆଜିକାଲି, ମୁଦ୍ରିତ ଖବରକାଗଜ ପଢିବା ପାଇଁ ଲୋକଙ୍କ ପାଖରେ ପର୍ଯ୍ୟାପ୍ତ ସମୟ ନାହିଁ, ଯାହା ଗତକାଲିର ସାଧାରଣ ଘଟଣାକୁ କଭର୍ କରିଥାଏ, ତେଣୁ ସର୍ବଶେଷ ଖବର ପାଇବା ପାଇଁ ସେମାନେ ସର୍ବଦା ୱେବ୍ ପୋର୍ଟାଲ୍ କିମ୍ବା ଇଲେକ୍ଟ୍ରୋନିକ୍ ମିଡିଆ ଅନୁସରଣ କରିବାକୁ ଆଗ୍ରହୀ ଅଟନ୍ତି |

ଆମର ଅନଲାଇନ୍ ନ୍ୟୁଜ୍ ପୋର୍ଟାଲ୍ ସମଗ୍ର ବିଶ୍ୱରେ ସର୍ବଶେଷ ଅଦ୍ୟତନ, ସାମ୍ପ୍ରତିକ ଘଟଣା ସହିତ ଲୋକଙ୍କୁ ଶିକ୍ଷା ଏବଂ ସୂଚନା ଦେବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ |

  • ଖବର

  • ଆଶୀର୍ବାଦର “ଆୟୋଡିନ ର ତିଳକ” ଅଭିଯାନ ପୁରୀ ରଥ ଯାତ୍ରାରେ ଦର୍ଶନ, ଅନ୍ନ, ସେବାକୁ ପୁନଃ ଚିତ୍ରିତ କରୁଛି

    13650
    Jul 18, 2026
  • ଅସ୍ଥାୟୀ ଭାବେ ସ୍ଥଗିତ ହେଲା ଅମରନାଥ ଯାତ୍ରା ଏବଂ ମାତା ବୈଷ୍ଣୋ ଦେବୀ ଯାତ୍ରା

    14683
    Jul 19, 2026
  • ୨୦ ରୁ ଅଗଷ୍ଟ ୧୩ ପର୍ଯ୍ୟନ୍ତ ଚାଲିବ ସଂସଦର ମୌସୁମୀ ଅଧିବେଶନ

    14913
    Jul 19, 2026

About Us

  • Bhubaneswar, Odisha, India
  • 0 00000 000 00
  • odishanewslens@gmail.com

Follow us

  • Home
  • Contact Us
  • About Us
© Copyright Odisha News Lens 4.1. All rights reserved. in association with Konect.In