Odisha News Lens 4.1

Top Menu

  • About
  • Contact

Main Menu

  • Home
  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ବିଶେଷ
  • ପରିବେଶ
  • ତର୍ଜମା
  • ସଂସ୍କୃତି
READ NEWS IN ENGLISH ( ver.4.2) Friday, May 09, 2025, Login
  • About
  • Contact

logo

Header Banner

Odisha News Lens 4.1

  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ଅନ୍ୟାନ୍ୟ
    • ବିଶେଷ
    • ପରିବେଶ
    • ତର୍ଜମା
    • ସଂସ୍କୃତି
  • ପ୍ରଚୁର ଔଷଧ ମହଜୁଦ୍‌ ରଖିବାକୁ କଡା ...

  • ବାତିଲ ହେଲା ସବୁ ସେନାଧିକାରୀଙ୍କ ଛୁଟି

  • ତେଲ ପ୍ରଚୁର ପରିମାଣରେ ମହଜୁଦ ରହିଛି, ...

  • 'ପାକିସ୍ତାନକୁ ପୁରା ଧ୍ୱଂସ କରିଦେବା ...

  • ଭାରତ-ପାକିସ୍ତାନ ଯୁଦ୍ଧ: ସଉଦି ଆରବ ସହ ...

  • ଏନ୍‌ଏସ୍‌ଇ ଓ ବିଏସ୍‌ଇର ୱେବସାଇଟ୍‌: ...

  • ଧ୍ୱଂସଲୀଳା ଆରମ୍ଭ କଲା ବିକ୍ରାନ୍ତ : ...

  • ଭାରତର କାଉଣ୍ଟର ଆଟାକ୍ : ଇସଲାମାବାଦ, ...

  • ପାକିସ୍ତାନର ଯୁଦ୍ଧ ବିମାନ ଓ ୮ ମିସାଇଲ ...

  • ଆକ୍ରମଣ କଲା ପାକିସ୍ତାନ: ଜମ୍ମୁ ...

ଦେଶ-ଦେଶାନ୍ତର
Home ›› ଦେଶ-ଦେଶାନ୍ତର ››ୟୁକ୍ରେନ ପରେ ମାଲଡୋଭା ଉପରେ ଆକ୍ରମଣ କରିପାରେ ଋଷ

ୟୁକ୍ରେନ ପରେ ମାଲଡୋଭା ଉପରେ ଆକ୍ରମଣ କରିପାରେ ଋଷ

2022-03-03 08:03:56
13710
Share:
Facebook
Twitter
E-Mail
WhatsApp
Telegram
ୟୁକ୍ରେନ ପରେ ମାଲଡୋଭା ଉପରେ ଆକ୍ରମଣ କରିପାରେ ଋଷ


ଋଷ: ୟୁକ୍ରେନ ପରେ ଋଷ ମାଲଡୋଭା ଉପରେ ଆକ୍ରମଣ କରିପାରେ । ବେଲାଋଷର ରାଷ୍ଟ୍ରପତି ଆଲେକଜାଣ୍ଡର ଲୁକାଶେଙ୍କୋ ଭୁଲରେ ଏହି ଖୁଲାସା କରିଦେଇଛନ୍ତି । ଲୁକାଶେଙ୍କୋ ନିଜର ସୁରକ୍ଷାକର୍ମୀକୁ ସମ୍ବୋଧନ କରି ୟୁକ୍ରେନ୍ରେ ଋଷର ଆକ୍ରମଣର ରାସ୍ତା ସଂପର୍କରେ ବୁଝାଉଥିଲେ । ଯୁଦ୍ଧ ମାନଚିତ୍ର ଜରିଆରେ ସେ ପୁଟିନଙ୍କ ରଣନୀତି ଉପରେ ଚର୍ଚ୍ଚା କରୁଥିବା ସମୟରେ ଭୁଲବଶତଃ ଏହି ମାନଚିତ୍ର ସମସ୍ତଙ୍କ ସାମ୍ନାକୁ ଆସିଯାଇଛି ।  ଲୁକାଶେଙ୍କୋ ପୁଟିନଙ୍କ ବନ୍ଧୁ ଓ ଋଷର ସହଯୋଗୀ ବେଲାଋଷର ପ୍ରମୁଖ । ତେଣୁ ସେ ପୁଟିନଙ୍କ ରଣନୀତି ଜାଣନ୍ତି । ଏହି ନକ୍ସା ଜରିଆରେ ଲୁକାଶେଙ୍କୋ ନିଜର ଉଚ୍ଚ ଅଧିକାରୀମାନଙ୍କୁ ସେହି ସ୍ଥାନ ସଂପର୍କରେ ତଥ୍ୟ ଦେଉଥିଲେ, ଯେଉଁଠି ଆଗାମୀ ଦିନରେ ଋଷ ବୋମାମାଡ କରିପାରେ । ଫଟୋରେ ଲୁକାଶେଙ୍କୋ ଯୁଦ୍ଧ ମାନଚିତ୍ର ସାମ୍ନାରେ ଛିଡା ହୋଇଥିବା ଦେଖାଯାଉଛି । ସେଥିରେ ୟୁକ୍ରେନ ଓ ମୋଲ୍ଡୋଭା ସ୍ପଷ୍ଟ ଭାବେ ଦେଖାଯାଉଛି ।

 
ସୂଚନା ଅନୁସାରେ ୟୁକ୍ରେନ ଉପରେ ଋଷର ଆକ୍ରମଣରେ ବେଲାଋଷ ତାକୁ ସହାୟତା କରୁଛି । କିନ୍ତୁ ସିଧାସଳଖ ଭାବେ ଯୁଦ୍ଧରେ ସାମିଲ ହୋଇନାହିଁ । ଅବଶ୍ୟ ୟୁକ୍ରେନର କିଛି ଅଧିକାରୀ ବେଲାଋଷ ଯୁଦ୍ଧରେ ସକ୍ରିୟ ଭୂମିକା ଗ୍ରହଣ କରିଥିବା ନେଇ ଅଭିଯୋଗ କରିଛନ୍ତି ।

Powered by Froala Editor

Tags Maldova

Related articles Odisha News Lens 4.1

  • ଏନ୍‌ଏସ୍‌ଇ ଓ ବିଏସ୍‌ଇର ୱେବସାଇଟ୍‌: ସୁରକ୍ଷିତ ରଖିବା ପାଇଁ ବିଦେଶୀ ସଂସ୍ଥାଙ୍କ ...
    ଦେଶ-ଦେଶାନ୍ତର

    ଏନ୍‌ଏସ୍‌ଇ ଓ ବିଏସ୍‌ଇର ୱେବସାଇଟ୍‌: ସୁରକ୍ଷିତ ରଖିବା ପାଇଁ ବିଦେଶୀ ସଂସ୍ଥାଙ୍କ ...

    14858
    May 09, 2025
  • ଭାରତ-ପାକିସ୍ତାନ ଯୁଦ୍ଧ: ସଉଦି ଆରବ ସହ ବନ୍ଧୁତାକୁ ମଜଭୁତ କରୁଛି ବାଂଲାଦେଶ
    ଦେଶ-ଦେଶାନ୍ତର

    ଭାରତ-ପାକିସ୍ତାନ ଯୁଦ୍ଧ: ସଉଦି ଆରବ ସହ ବନ୍ଧୁତାକୁ ମଜଭୁତ କରୁଛି ବାଂଲାଦେଶ

    14862
    May 09, 2025
  • 'ପାକିସ୍ତାନକୁ ପୁରା ଧ୍ୱଂସ କରିଦେବା ଦରକାର'
    ଦେଶ-ଦେଶାନ୍ତର

    'ପାକିସ୍ତାନକୁ ପୁରା ଧ୍ୱଂସ କରିଦେବା ଦରକାର'

    14297
    May 09, 2025
  • ତେଲ ପ୍ରଚୁର ପରିମାଣରେ ମହଜୁଦ ରହିଛି, ଆତଙ୍କିତ ହୁଅନ୍ତୁ ନାହିଁ: ଆଇଓସିଏଲ୍‍ ପକ୍ଷରୁ ...
    ଦେଶ-ଦେଶାନ୍ତର

    ତେଲ ପ୍ରଚୁର ପରିମାଣରେ ମହଜୁଦ ରହିଛି, ଆତଙ୍କିତ ହୁଅନ୍ତୁ ନାହିଁ: ଆଇଓସିଏଲ୍‍ ପକ୍ଷରୁ ...

    15480
    May 09, 2025
  • ଆକ୍ରମଣ କଲା ପାକିସ୍ତାନ: ଜମ୍ମୁ ଏୟାରପୋର୍ଟ, ରେଳ ଷ୍ଟେସନକୁ ଟାର୍ଗେଟ
    ଦେଶ-ଦେଶାନ୍ତର

    ଆକ୍ରମଣ କଲା ପାକିସ୍ତାନ: ଜମ୍ମୁ ଏୟାରପୋର୍ଟ, ରେଳ ଷ୍ଟେସନକୁ ଟାର୍ଗେଟ

    15218
    May 08, 2025
  • ପ୍ରଚୁର ଔଷଧ ମହଜୁଦ୍‌ ରଖିବାକୁ କଡା ନିର୍ଦ୍ଦେଶ ଦେଲେ ଜେପି ନଡ୍ଡା
    ଦେଶ-ଦେଶାନ୍ତର

    ପ୍ରଚୁର ଔଷଧ ମହଜୁଦ୍‌ ରଖିବାକୁ କଡା ନିର୍ଦ୍ଦେଶ ଦେଲେ ଜେପି ନଡ୍ଡା

    14676
    May 09, 2025
  • ବାତିଲ ହେଲା ସବୁ ସେନାଧିକାରୀଙ୍କ ଛୁଟି
    ଦେଶ-ଦେଶାନ୍ତର

    ବାତିଲ ହେଲା ସବୁ ସେନାଧିକାରୀଙ୍କ ଛୁଟି

    13465
    May 09, 2025
  • ଧ୍ୱଂସଲୀଳା ଆରମ୍ଭ କଲା ବିକ୍ରାନ୍ତ : ଟାର୍ଗେଟରେ କରାଚୀ ବନ୍ଦର
    ଦେଶ-ଦେଶାନ୍ତର

    ଧ୍ୱଂସଲୀଳା ଆରମ୍ଭ କଲା ବିକ୍ରାନ୍ତ : ଟାର୍ଗେଟରେ କରାଚୀ ବନ୍ଦର

    13823
    May 08, 2025
  • ପାକିସ୍ତାନର ଯୁଦ୍ଧ ବିମାନ ଓ ୮ ମିସାଇଲ ଖସାଇଲା ଏସ୍‌-୪୦୦
    ଦେଶ-ଦେଶାନ୍ତର

    ପାକିସ୍ତାନର ଯୁଦ୍ଧ ବିମାନ ଓ ୮ ମିସାଇଲ ଖସାଇଲା ଏସ୍‌-୪୦୦

    14164
    May 08, 2025

ଆପଣ ଆଗ୍ରହୀ ହୋଇପାରନ୍ତି

  • ଦେଶ-ଦେଶାନ୍ତର

    ଭାରତର କାଉଣ୍ଟର ଆଟାକ୍ : ଇସଲାମାବାଦ, ସିଆଲକୋଟ ଏବଂ ଲାହୋରରେ କ୍ଷେପଣାସ୍ତ୍ର ମାଡ଼

    14678
    May 08, 2025
  • ଦେଶ-ଦେଶାନ୍ତର

    'ପାକିସ୍ତାନକୁ ପୁରା ଧ୍ୱଂସ କରିଦେବା ଦରକାର'

    14297
    May 09, 2025
  • ଦେଶ-ଦେଶାନ୍ତର

    ଭାରତ-ପାକିସ୍ତାନ ଯୁଦ୍ଧ: ସଉଦି ଆରବ ସହ ବନ୍ଧୁତାକୁ ମଜଭୁତ କରୁଛି ବାଂଲାଦେଶ

    14862
    May 09, 2025

Advertisement

ସଂସ୍କୃତି

୨୯ ତମ ଓଏମ୍‌ସି. ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବ ଉଦ୍‍ଯାପିତ

ଭୁବନେଶ୍ୱର : ଓଡ଼ିଶାର ଅଗ୍ରଣୀ ଓଡ଼ିଶୀ ନୃତ୍ୟ ଅନୁଷ୍ଠାନ ସୃଜନ ଓ ଶ୍ରୀ ଶ୍ରୀ ବିଶ୍ୱବିଦ୍ୟାଳୟର ମିଳିତ ସହଯୋଗରେ ଅନୁଷ୍ଠିତ ୨୯ତମ ଓଏମ୍‍ସି ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବ ଗତକାଲି  ଏକ ଭବ୍ୟ ସମାହାରରେ ଭୁବନେଶ୍ୱରର ରବିନ୍ଦ୍ର ମଣ୍ଡପରେ ଉଦ୍‍ଯାପିତ ହୋଇଯାଇଅଛି । ଚାରିଦିନ ଧରି ଅନୁଷ୍ଠିତ ଚମ ...

  • ୨୯ ତମ ଓଏମ୍‌ସି ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବର ଚତୁର୍ଥ ସଂଧ୍ୟାରେ କୁଚିପୁଡ଼ି ନୃତ୍ୟ ସାଙ୍ଗକୁ ତବଲା ବାଦରେ ଦର୍ଶକ ବିଭୋର

    16590
    Sep 09, 2023
  • କଥକ ଶାସ୍ତ୍ରୀୟ ନୃତ୍ୟ ସହିତ ହିନ୍ଦୁସ୍ଥାନୀ କଣ୍ଠ ସଙ୍ଗୀତରେ ଦର୍ଶକ ବିଭୋର

    16875
    Sep 06, 2023
  • ୮୫ ତମ ଉତ୍କଳ ଦିବସ

    15426
    Apr 03, 2021

ବିଶେଷ

  • ଅନେକ ରୋଗକୁ ମୁକ୍ତି ଦେଇଥାଏ କାଜୁ

    14607
    May 08, 2025
  • ସନ୍ତୁଳିତ ଖାଦ୍ୟ ଖାଆନ୍ତୁ, ଡିିପ୍ରେସନରୁ ଦୂରେଇ ରୁହନ୍ତୁ

    14527
    May 07, 2025
  • ଘର ପରିସ୍ଥିତିକୁ ବଦଳାଇବ କ୍ରିଷ୍ଟାଲ୍‌ ଲୋଟସ୍‌

    14641
    May 07, 2025
  • ରକ୍ତଚାପ ନିୟନ୍ତ୍ରଣ କରିବାରେ ମେଥି ବେଶ ସହାୟକ

    15089
    May 06, 2025
  • ପ୍ରଚୁର ପରିମାଣର ପାଣି ପିଅନ୍ତୁ କିଡ୍‌ନୀ ରହିବ ସୁସ୍ଥ

    15086
    May 06, 2025

ବାଣିଜ୍ୟ

ଖିମଜୀ ଜୁଏଲର୍ସ ଆରମ୍ଭ କଲା ‘ଦି ଗ୍ରାଣ୍ଡ୍ ଅକ୍ଷୟ ତୃତୀୟା ସେଲ୍’

ଭୁବନେଶ୍ୱର: ପବିତ୍ର ଅକ୍ଷୟ ତୃତୀୟାର ଉତ୍ସାହ ଉଦ୍ଦୀପନାକୁ ପାଳନ କରିବା ପାଇଁ ଓଡ଼ିଶାର ସର୍ବପୁରାତନ ଏବଂ ସବୁଠାରୁ ବିଶ୍ୱସନୀୟ ଜୁଏଲର ଖିମଜୀ ଜୁଏଲର୍ସ ଏହାର ବହୁ ପ୍ରତୀକ୍ଷିତ ଅକ୍ଷୟ ତୃତୀୟା ସେଲ୍ ଆରମ୍ଭ ସମ୍ପର୍କରେ ...

  • ଜୁସି ଆଶୀର୍ବାଦ ସୋୟା ଚଙ୍କସ ସହିତ ଖୁସିର ମୁହୂର୍ତ୍ତ ବାଣ୍ଟିଛନ୍ତି ସେଲିବ୍ରିଟି ଦମ୍ପତି ଅର୍ଚ୍ଚିତା ଏବଂ ସବ୍ୟସାଚୀ

    16252
    Feb 21, 2025
  • ଫେବୃଆରୀରେ ସୁନା ଦର ସବୁଠୁ ଉଚ୍ଚା, ଆହୁରି ବଢ଼ିବ

    13967
    Feb 06, 2025
  • ରାଇଡର୍ସଙ୍କ ପସନ୍ଦ ହଣ୍ଟର ୩୫୦, ସୃଷ୍ଟି କଲା ନୂଆ ମାଇଲଖୁଣ୍ଟ

    14759
    Jan 28, 2025
  • ହଟସନ୍ ଆଗ୍ରୋ ହାତକୁ ଗଲା ‘ମିଲ୍କ ମନ୍ତ୍ର’

    15285
    Jan 28, 2025

ଅନଲାଇନ୍ ସଂଯୋଗ

  • 67944
    Followers
  • 227640
    Likes
  • 54300
    Subscribers

Subscribe to our Newsletter

Sign up to receive email updates and to hear what's going on with our magazine!

logo

ଆଜିକାଲି, ମୁଦ୍ରିତ ଖବରକାଗଜ ପଢିବା ପାଇଁ ଲୋକଙ୍କ ପାଖରେ ପର୍ଯ୍ୟାପ୍ତ ସମୟ ନାହିଁ, ଯାହା ଗତକାଲିର ସାଧାରଣ ଘଟଣାକୁ କଭର୍ କରିଥାଏ, ତେଣୁ ସର୍ବଶେଷ ଖବର ପାଇବା ପାଇଁ ସେମାନେ ସର୍ବଦା ୱେବ୍ ପୋର୍ଟାଲ୍ କିମ୍ବା ଇଲେକ୍ଟ୍ରୋନିକ୍ ମିଡିଆ ଅନୁସରଣ କରିବାକୁ ଆଗ୍ରହୀ ଅଟନ୍ତି |

ଆମର ଅନଲାଇନ୍ ନ୍ୟୁଜ୍ ପୋର୍ଟାଲ୍ ସମଗ୍ର ବିଶ୍ୱରେ ସର୍ବଶେଷ ଅଦ୍ୟତନ, ସାମ୍ପ୍ରତିକ ଘଟଣା ସହିତ ଲୋକଙ୍କୁ ଶିକ୍ଷା ଏବଂ ସୂଚନା ଦେବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ |

  • ଖବର

  • ଭାରତର କାଉଣ୍ଟର ଆଟାକ୍ : ଇସଲାମାବାଦ, ସିଆଲକୋଟ ଏବଂ ଲାହୋରରେ କ୍ଷେପଣାସ୍ତ୍ର ମାଡ଼

    14678
    May 08, 2025
  • ତେଲ ପ୍ରଚୁର ପରିମାଣରେ ମହଜୁଦ ରହିଛି, ଆତଙ୍କିତ ହୁଅନ୍ତୁ ନାହିଁ: ଆଇଓସିଏଲ୍‍ ପକ୍ଷରୁ ପରାମର୍ଶ

    15480
    May 09, 2025
  • ଭାରତ-ପାକିସ୍ତାନ ଯୁଦ୍ଧ: ସଉଦି ଆରବ ସହ ବନ୍ଧୁତାକୁ ମଜଭୁତ କରୁଛି ବାଂଲାଦେଶ

    14862
    May 09, 2025

About Us

  • Bhubaneswar, Odisha, India
  • 0 00000 000 00
  • odishanewslens@gmail.com

Follow us

  • Home
  • Contact Us
  • About Us
© Copyright Odisha News Lens 4.1. All rights reserved. in association with Konect.In