ଲତା ମଙ୍ଗେସ୍କରଙ୍କ ପରଲୋକ
ମୁମ୍ବାଇ: ସୁର ସାମ୍ରାଜ୍ଞୀ ଲତା ମଙ୍ଗେସ୍କରଙ୍କ ପରଲୋକ । ମୁମ୍ବାଇ ବ୍ରିଚ୍ କାଣ୍ଡି ହସ୍ପିଟାଲରେ ଚିକିସôାଧୀନ ଅବସ୍ଥାରେ ପରଲୋକ । ସକାଳ ୮ଟାରେ ତାଙ୍କ ପାରଲୋକ ହୋଇଥିବା ଜାତୀୟ ଗଣମାଧ୍ୟମରେ ସୂଚନା ମିଳିଛି ।
୨୯ଦିନ ହେଲା ଭେଣ୍ଟିଲେଟରରେ ଚିକିସôାଧୀନ ଥିଲେ । ଲତାଙ୍କ ପରଲୋକ ନେଇ ସଡକ ଓ ପରିବହନ ମନ୍ତ୍ରୀ ନୀତିନ୍ ଗଡକରୀ ଶୋକ ପ୍ରକାଶ କରିଛନ୍ତି ।
ସେ ୧୯୨୯ ମସିହା ସେପ୍ଟେମ୍ବର ୨୮ରେ ଜନ୍ମଗ୍ରହଣ କରିଥିଲେ । ସେ ଜାତୀୟ ଓ ଆନ୍ତର୍ଜାତୀୟ ସ୍ତରରେ ଅନେକ ପୁରସ୍କାର ପାଇଛନ୍ତି । ୧୯୪୮ରୁ ୧୯୭୪ ମଧ୍ୟରେ ସେ ୨୫୦୦୦ରୁ ଉଦ୍ଧ୍ୱର୍ ସଙ୍ଗୀତ ଗାଇଥିଲେ । ୧୯୭୪ ମସିହାରେ ସେ ଗିନିଜ୍ ବୁକ୍ ଅଫ ରେକର୍ଡରେ ସ୍ଥାନ ପାଇଥିଲେ ।
Powered by Froala Editor