Odisha News Lens 4.1

Top Menu

  • About
  • Contact

Main Menu

  • Home
  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ବିଶେଷ
  • ପରିବେଶ
  • ତର୍ଜମା
  • ସଂସ୍କୃତି
READ NEWS IN ENGLISH ( ver.4.2) Friday, November 14, 2025, Login
  • About
  • Contact

logo

Header Banner

Odisha News Lens 4.1

  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ଅନ୍ୟାନ୍ୟ
    • ବିଶେଷ
    • ପରିବେଶ
    • ତର୍ଜମା
    • ସଂସ୍କୃତି
  • ବିଦ୍ୟାଳୟ ପରିସରରେ ମିଳିଲା ୧୭୨ ସ୍ଲିପ୍, ...

  • ଦିଲ୍ଲୀ ବିସ୍ଫୋରଣ: ତଦନ୍ତ ବେଳେ ...

  • ଏହି ଦିନ ପାଦରେ ପିନ୍ଧନ୍ତୁ ଝୁଣ୍ଟିଆ

  • ଶୋଇବା ପୂର୍ବରୁ କ୍ଷୀର ସହିତ ଚୋବାଇ ...

  • ପିଲାଙ୍କ ପାଇଁ ପାଣ୍ଠି ସଂଗ୍ରହ କରି ...

  • ଜବତ ହେଲା ଲାଲ୍‌ ରଙ୍ଗର କାର୍‌

  • ବେହୋସ୍ ହୋଇଗଲେ ଅଭିନେତା ଗୋବିନ୍ଦା

  • କୋରାପୁଟରେ ‘କମ୍ରେଡ କଲ୍ୟାଣ’ର ସୁଟିଂ

  • ଧର୍ମେନ୍ଦ୍ରଙ୍କୁ ନେଇ ଅପପ୍ରଚାର, ରାଗିଲେ ...

  • ତିନି ଦିନ ବନ୍ଦ ହେଲା ଲାଲକିଲ୍ଲା

ଦେଶ-ଦେଶାନ୍ତର
Home ›› ଦେଶ-ଦେଶାନ୍ତର ››ଶସ୍ତା ହେବ ଏହି ଜିନିଷ

ଶସ୍ତା ହେବ ଏହି ଜିନିଷ

2022-02-01 07:59:43
14992
Share:
Facebook
Twitter
E-Mail
WhatsApp
Telegram
ଶସ୍ତା ହେବ ଏହି ଜିନିଷ


ନୂଆଦିଲ୍ଲୀ: ଆଜି କେନ୍ଦ୍ରୀୟ ବଜେଟ ଉପସ୍ଥାପନ କରୁଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ଏହି ଅବସରରେ କେନ୍ଦ୍ର ସରକାର ଆୟକର ସୀମାକୁ ଅପରିବର୍ତ୍ତିତ ରଖିଛନ୍ତି । ଆୟକର ସୀମା ସମ୍ପର୍କରେ ଅର୍ଥମନ୍ତ୍ରୀ କିଛି କହିନଥିବା ଜଣାଯାଇଛି । ତେବେ ସେ ଟିକସ ଓ ଜିନିଷ ଶସ୍ତା ନେଇ ନେଇ ଏକ ବଡ଼ ଘୋଷଣା କରିଛନ୍ତି । ତାଙ୍କ ଘୋଷଣା ଅନୁଯାୟୀ-
- ହୀରା ଗହଣା ଉପରେ କଷ୍ଟମ ଡୁ୍ୟଟି ୫% ହ୍ରାସ
- କୃଷି ଉପକରଣ, ମୋବାଇଲ ଚାର୍ଜର, ଚମଡ଼ା ସାମଗ୍ରୀ ଶସ୍ତା ହେବ

-ହୀରା ଗହଣା, ରତ୍ନପଥର ଶସ୍ତା ହେବ

- କପଡ଼ା, ବିଦୁ୍ୟତ ଟ୍ରାନ୍ସଫର୍ମର ସାମଗ୍ରୀ ଶସ୍ତା ହେବ

-ଇମିଟେସନ, ଏମଏସଏମଇ ପାଇଁ ଷ୍ଟିଲ ଶସ୍ତା ହେବ

-ବିଦେଶରୁ ଆମଦାନୀ ମେସିନ ଶସ୍ତା ହେବ
-ଇମିଟେସନ ଗହଣା ଶସ୍ତା ହେବ

ଏହାଛଡ଼ା ସେ ଆଉ କ’ଣ କହିଛନ୍ତି ଆସନ୍ତୁ ଜାଣିବା:
-କୌଣସି ଟିକସଦାତା ଆୟ ଘୋଷଣାରେ ତ୍ରୁଟି କରିଥିଲେ ସୁଧାରି ପାରିବେ
-ଅଦାଲତି ଝାମେଲାରୁ ବର୍ତ୍ତିବା ପାଇଁ ପୁଣି ଥରେ ଘୋଷଣା କରିପାରିବେ
-ଯଦି ଟିକସଦାତା ଆୟ ଦର୍ଶାଇବାରେ ତ୍ରୁଟି କରିଥିଲେ, ସୁଧାରି ପାରିବେ
- ୨ ବର୍ଷ ମଧ୍ୟରେ ସାନି ଆୟକର ରିଟର୍ଣ୍ଣ ଦାଖଲ କରିପାରିବେ ଟିକସଦାତା
- ଏନପିଏସ ପାଇଁ ରାଜ୍ୟ ସରକାରୀ କର୍ମଚାରୀଙ୍କ ଠାରୁ କଟିବ ୧୪%
- କେନ୍ଦ୍ର କର୍ମଚାରୀଙ୍କ ୧୪ ପ୍ରତିଶତ, ରାଜ୍ୟ କର୍ମଚାରୀଙ୍କ ୧୦ ପ୍ରତିଶତ କଟୁଥିଲା
- କୋ-ଅପରେଟିଭ ସୋସାଇଟି ଟ୍ୟାକ୍ସ ୧୮% କମି ୧୫ ପ୍ରତିଶତ ହେଲା
- ଜାନୁଆରୀ ୨୦୨୨ ସୁଦ୍ଧା ରେକର୍ଡ ୧.୫୯ ଲକ୍ଷ କୋଟି ଜିଏସଟି ସଂଗ୍ରହ
-ରାଜ୍ୟମାନଙ୍କୁ ବିନା ସୁଧରେ ୧ ଲକ୍ଷ କୋଟିର ଋଣ
-୨୦୨୨୦୨୩ରେ ମୋଟ ୩୯.୪୫ ଲକ୍ଷ କୋଟି ବ୍ୟୟବରାଦ
-ଜିଏସଡିପିର ୬.୪ ପ୍ରତିଶତ ବିତ୍ତୀୟ ନିଅଣ୍ଟ ଲକ୍ଷ୍ୟ
- କ୍ୟାପିଟାଲ ଏକ୍ସପେଣ୍ଡିଚର ୫.୫୪ ଲକ୍ଷ କୋଟିରୁ ୭.୫ ଲକ୍ଷ କୋଟିକୁ ବୃଦ୍ଧି ପାଇଛି
- କ୍ୟାପିଟାଲ ଏକ୍ସପେଣ୍ଡିଚର ମୋଟ ଜିଡିପିର ୪ ପତିଶତ
-୨୦୨୨-୨୩ରେ ଡିଜିଟାଲ କରେନ୍ସି ଆରମ୍ଭ କରାଯିବ
- ଭାରତୀୟ ରିଜର୍ଭ ବ୍ୟାଙ୍କ ପକ୍ଷରୁ ଡିଜିଟାଲ କରେନ୍ସି ଆରମ୍ଭ ହେବ

-୨୦୩୦ ସୁଦ୍ଧା ୨୮୦ ଗିଗାୱାଟ ସୋଲାଲ ଏନର୍ଜୀ ଉପôାଦନ ଲକ୍ଷ୍ୟ
- ସୋଲାର ଏନର୍ଜୀ ଶିଳ୍ପ ପାଇଁ ୧୯,୫୦୦କୋଟି ବ୍ୟୟବରାଦ
- ୨୦୨୨-୨୩ରେ ୫-ଜି ସେବା ପାଇଁ ସ୍ପେକ୍ଟ୍ରମ ଆହ୍ୱାନ କରାଯିବ
- ଭାରତ ନେଟ ପ୍ରୋଜେକ୍ଟ ଜରିଆରେ ୨୦୨୫ ସୁଦ୍ଧା ସବୁ ଗାଁକୁ ପହଞ୍ଚିବ ଅପ୍ଟିକାଲ ଫାଇବର
- ସ୍ପେଶାଲ ଇକୋନୋମିକ ଜୋନରେ ପରିବର୍ତ୍ତନ କରାଯିବ
- ପ୍ରତିରକ୍ଷା ସାମଗ୍ରୀ ପାଇଁ ଘରୋଇ କମ୍ପାନୀକୁ ପ୍ରୋତ୍ସାହିତ କରାଯିବ
- ୬୮% ପ୍ରତିରକ୍ଷା ସାମଗ୍ରୀ ଲୋକାଲ ମାର୍କେଟରୁ କିଣାଯିବାକୁ ନିଷ୍ପତ୍ତି
-ମିନିମମ ଗଭର୍ଣ୍ଣମେଣ୍ଟ ମ୍ୟାକ୍ସିମମ ଗଭର୍ଣ୍ଣାନ୍ସ ପାଇଁ ସରକାର ପ୍ରତିଶ୍ରୁତିବଦ୍ଧ
-ଏଥିପାଇଁ ପୁରୁଣାକାଳିଆ ୧୪୦୦ ଆଇନକୁ ଉଚ୍ଛେଦ କରାଯାଇଛି
-ଇ-ଭେଇକିଲ ପ୍ରୋତ୍ସହାନ ପାଇଁ ବ୍ୟାଟେରୀ ସ୍ୱାପିଂ ପଲିସି ଆସିବ
-ଅଙ୍ଗନବାଡ଼ିକୁ ଅଧିକ ସୁଦୃଢ କରାଯିବ, ହେବ ସକ୍ଷମ-ଅଙ୍ଗନବାଡ଼ି
- ଏହି ଯୋଜନାରେ ଦେଶରେ ୨ ଲକ୍ଷ ଅଙ୍ଗନବାଡ଼ିକୁ ଅପଗ୍ରେଡ କରାଯିବ
- ୨୦୨୨-୨୩ରେ ୩ କୋଟି ୨୮ ଲକ୍ଷ ଘରକୁ ପାନୀୟ ଜଳ ଯୋଗାଣ ହେବ
--୮୦ ଲକ୍ଷ ପିଏମ ଆବାସ ପାଇଁ ୪୮ ହଜାର କୋଟି ବ୍ୟୟବରାଦ
-ନର୍ଥଇଷ୍ଟ ପାଇଁ ନୂଆ ଯୋଜନା ପିଏମ ଡେଭଲପମେଣ୍ଟ ସ୍କିମ ଆରମ୍ଭ ହେବ
- ୧୧୨ ଅକାଂକ୍ଷୀ ଜିଲ୍ଲା ଲକ୍ଷ୍ୟରେ ୯୫ ପ୍ରତିଶତ ସଫଳ ହୋଇଛନ୍ତି
-କିଛି ଆକାଂକ୍ଷୀ ଜିଲ୍ଲା ଅନ୍ୟ ବିକଶିତ ଜିଲ୍ଲାକୁ ବି ପଛରେ ପକାଇ ଦେଇଛନ୍ତି
- ତେବେ କିଛି ଜିଲ୍ଲାର କିଛି ବ୍ଲକ ଏବେ ବି ପଛୁଆ ରହିଛନ୍ତି, ସେହି ପଛୁଆ ବ୍ଲକର ବିକାଶ ପାଇଁ ବିଶେଷ କାର୍ଯ୍ୟକ୍ରମ ହାତକୁ ନିଆଯିବ
-ସ୍କୁଲ ପିଲାଙ୍କ ପାଇଁ ପିଏମ-ଇ-ବିଦ୍ୟା କାର୍ଯ୍ୟକ୍ରମ ଆରମ୍ଭ ହେବ
-ପ୍ରଥମରୁ ଦ୍ୱାଦଶ ଶ୍ରେଣୀ ପିଲାଙ୍କ ପାଠପଢା ଟିଭି ଜରିଆରେ ହେବ
- ଆଞ୍ଚଳିକ ଭାଷାରେ ପିଲାଙ୍କ ପାଠପଢା ପାଇଁ ୨୦୦ ଚ୍ୟାନେଲ ହେବ
- ନେସନାଲ ଟେଲି ମେଣ୍ଟାଲ ହେଲଥ କାର୍ଯ୍ୟକ୍ରମ ଆରମ୍ଭ କରାଯିବ
-ନିମହାନ୍ସ ସହାୟତାରେ ଟେଲି ମେଣ୍ଟାଲ ହେଲଥ ଆରମ୍ଭ କରାଯିବ
-ଚାଷୀଙ୍କୁ ଉପôାଦ ଖାଦ୍ୟ ପାଇଁ ୨.୩୭ ଲକ୍ଷ କୋଟି ଟଙ୍କା ପ୍ରଦାନ କରାଯିବ
- ଫସଲ ନିରୀକ୍ଷଣ, ରୋଗପୋକ ନିୟନ୍ତ୍ରଣ ପାଇଁ ଡ୍ରୋନ ଉପଯୋଗ ହେବ
-ସମସ୍ତ ଗମନାଗମନ ବ୍ୟବସ୍ଥା ପାଇଁ ‘ପିଏମ ଗତିଶକ୍ତି’ ଆରମ୍ଭ ହେଉଛି
-ରେଳ, ରୋଡ, ଏୟାରୱେଜ ଓ ୱାଟରୱେଜ ପାଇଁ ପିଏମ ଗତିଶକ୍ତି’
-ଲୋକଙ୍କୁ ନିର୍ବିଘ୍ନ ଯାତାୟାତ ପାଇଁ ସରକାର ପ୍ରାଧାନ୍ୟ ଦେଉଛନ୍ତି
-୪୦୦ ନୂଆ ବନେ୍ଦଭାରତ ଏକ୍ସପ୍ରେସ ଟ୍ରେନ ୩ ବର୍ଷରେ କାର୍ଯ୍ୟକ୍ଷମ ହେବ
- ଚଳିତ ଆର୍ଥିକ ବର୍ଷରେ ଅଭିବୃଦ୍ଧି ହାର ୯.୨ ପ୍ରତିଶତ ରହିଛି
- ୨୦୧୪ରୁ ଆମ ସରକାର ଲୋକଙ୍କ ସଶକ୍ତୀକରଣକୁ ପ୍ରାଧାନ୍ୟ ଦେଇଛି
- ଡିବିଟି ଜରିଆରେ ଲୋକଙ୍କ ଆକାଉଣ୍ଟକୁ ସିଧା ଟଙ୍କା ପହଞ୍ଚାଯାଉଛି
-ସ୍ୱାସ୍ଥ୍ୟ, ଭିତ୍ତିଭୂମି, ତ୍ୱରିତ ଟିକାକରଣକୁ ସରକାର ଗୁରୁତ୍ୱ ଦେଉଛନ୍ତି
- ଆତ୍ମନିର୍ଭର ଭାରତ ଜରିଆରେ ୬୦ ଲକ୍ଷ ନିଯୁକ୍ତି ସୃଷ୍ଟି କରାଯାଉଛି
- ନୀଳାଚଳ ଇସ୍ପାତ ନିଗମ ଲି. ନିବିବେଶ ଚୂଡ଼ାନ୍ତ କରାଯାଉଛି
 -ସମାଜର ସବୁ ବର୍ଗର ଲୋକଙ୍କ ଉନ୍ନତି ପାଇଁ ବଜେଟରେ ବ୍ୟବସ୍ଥା କରାଯାଇଛି

Powered by Froala Editor

Tags Budget

Related articles Odisha News Lens 4.1

  • ଶୋଇବା ପୂର୍ବରୁ କ୍ଷୀର ସହିତ ଚୋବାଇ ଖାଆନ୍ତୁ ଗୁଜୁରାତି
    ବିଶେଷ

    ଶୋଇବା ପୂର୍ବରୁ କ୍ଷୀର ସହିତ ଚୋବାଇ ଖାଆନ୍ତୁ ଗୁଜୁରାତି

    14815
    Nov 13, 2025
  • ବେହୋସ୍ ହୋଇଗଲେ ଅଭିନେତା ଗୋବିନ୍ଦା
    ମନୋରଞ୍ଜନ

    ବେହୋସ୍ ହୋଇଗଲେ ଅଭିନେତା ଗୋବିନ୍ଦା

    14770
    Nov 12, 2025
  • ତିନି ଦିନ ବନ୍ଦ ହେଲା ଲାଲକିଲ୍ଲା
    ଦେଶ-ଦେଶାନ୍ତର

    ତିନି ଦିନ ବନ୍ଦ ହେଲା ଲାଲକିଲ୍ଲା

    15187
    Nov 11, 2025
  • ଜବତ ହେଲା ଲାଲ୍‌ ରଙ୍ଗର କାର୍‌
    ଦେଶ-ଦେଶାନ୍ତର

    ଜବତ ହେଲା ଲାଲ୍‌ ରଙ୍ଗର କାର୍‌

    14626
    Nov 12, 2025
  • ପିଲାଙ୍କ ପାଇଁ ପାଣ୍ଠି ସଂଗ୍ରହ କରି ଚର୍ଚ୍ଚାରେ ପଲକ, ଗିନିଜ ରେକର୍ଡରେ ନାଁ
    ମନୋରଞ୍ଜନ

    ପିଲାଙ୍କ ପାଇଁ ପାଣ୍ଠି ସଂଗ୍ରହ କରି ଚର୍ଚ୍ଚାରେ ପଲକ, ଗିନିଜ ରେକର୍ଡରେ ନାଁ

    14194
    Nov 12, 2025
  • ବିଦ୍ୟାଳୟ ପରିସରରେ ମିଳିଲା ୧୭୨ ସ୍ଲିପ୍, ଭୋଟ୍ ଚୋରି ନେଇ ହଙ୍ଗାମା
    ଦେଶ-ଦେଶାନ୍ତର

    ବିଦ୍ୟାଳୟ ପରିସରରେ ମିଳିଲା ୧୭୨ ସ୍ଲିପ୍, ଭୋଟ୍ ଚୋରି ନେଇ ହଙ୍ଗାମା

    15553
    Nov 13, 2025
  • କୋରାପୁଟରେ ‘କମ୍ରେଡ କଲ୍ୟାଣ’ର ସୁଟିଂ
    ମନୋରଞ୍ଜନ

    କୋରାପୁଟରେ ‘କମ୍ରେଡ କଲ୍ୟାଣ’ର ସୁଟିଂ

    14497
    Nov 12, 2025
  • ଧର୍ମେନ୍ଦ୍ରଙ୍କୁ ନେଇ ଅପପ୍ରଚାର, ରାଗିଲେ ହେମାମାଳିନୀ
    ମନୋରଞ୍ଜନ

    ଧର୍ମେନ୍ଦ୍ରଙ୍କୁ ନେଇ ଅପପ୍ରଚାର, ରାଗିଲେ ହେମାମାଳିନୀ

    14749
    Nov 12, 2025
  • ଏହି ଦିନ ପାଦରେ ପିନ୍ଧନ୍ତୁ ଝୁଣ୍ଟିଆ
    ବିଶେଷ

    ଏହି ଦିନ ପାଦରେ ପିନ୍ଧନ୍ତୁ ଝୁଣ୍ଟିଆ

    13940
    Nov 13, 2025

ଆପଣ ଆଗ୍ରହୀ ହୋଇପାରନ୍ତି

  • ବିଶେଷ

    ଶୋଇବା ପୂର୍ବରୁ କ୍ଷୀର ସହିତ ଚୋବାଇ ଖାଆନ୍ତୁ ଗୁଜୁରାତି

    14815
    Nov 13, 2025
  • ଦେଶ-ଦେଶାନ୍ତର

    ବିଦ୍ୟାଳୟ ପରିସରରେ ମିଳିଲା ୧୭୨ ସ୍ଲିପ୍, ଭୋଟ୍ ଚୋରି ନେଇ ହଙ୍ଗାମା

    15553
    Nov 13, 2025
  • ଦେଶ-ଦେଶାନ୍ତର

    ଦିଲ୍ଲୀ ବିସ୍ଫୋରଣ: ତଦନ୍ତ ବେଳେ ସାମ୍ନାକୁ ଆସିଲା ଭୟଙ୍କର ତଥ୍ୟ, ଜାଣନ୍ତୁ କଣ ?

    14472
    Nov 13, 2025

Advertisement

ସଂସ୍କୃତି

ଓଡ଼ିଶାଲିଙ୍କ୍ସର ୮ମ ସ୍ଵନକ୍ଷତ୍ର, ଲୁହରେ ଭିଜାଇଲା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଭକ୍ତି ଆଧାରିତ ନାଟକ ‘ଅଦୃଶ୍ୟ ଜଗନ୍ନାଥ‘

ଭୁବନେଶ୍ୱର: ରାଜଧାନୀର ଭଞ୍ଜକଳା ମଣ୍ଡପଠାରେ ଡିଜିଟାଲ ଗଣମାଧ୍ୟମ ଜଗତରେ ସ୍ୱତନ୍ତ୍ର ପରିଚିତି ହାସଲ କରିଥିବା ଓଡ଼ିଶାଲିଙ୍କ୍ସର ୮ମ ସ୍ଵନକ୍ଷତ୍ର ପାଳିତ ହୋଇଛି। କ୍ରୀଡ଼ା, ଯୁବ ବ୍ୟାପାର, ଭାଷା ଓ ସଂସ୍କୃତି ଏବଂ ଉଚ୍ଚ ...

  • ୨୯ ତମ ଓଏମ୍‌ସି. ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବ ଉଦ୍‍ଯାପିତ

    16849
    Sep 10, 2023
  • ୨୯ ତମ ଓଏମ୍‌ସି ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବର ଚତୁର୍ଥ ସଂଧ୍ୟାରେ କୁଚିପୁଡ଼ି ନୃତ୍ୟ ସାଙ୍ଗକୁ ତବଲା ବାଦରେ ଦର୍ଶକ ବିଭୋର

    16947
    Sep 09, 2023
  • କଥକ ଶାସ୍ତ୍ରୀୟ ନୃତ୍ୟ ସହିତ ହିନ୍ଦୁସ୍ଥାନୀ କଣ୍ଠ ସଙ୍ଗୀତରେ ଦର୍ଶକ ବିଭୋର

    17292
    Sep 06, 2023
  • ୮୫ ତମ ଉତ୍କଳ ଦିବସ

    15763
    Apr 03, 2021

ବିଶେଷ

  • ଏହି ଦିନ ପାଦରେ ପିନ୍ଧନ୍ତୁ ଝୁଣ୍ଟିଆ

    13940
    Nov 13, 2025
  • ଶୋଇବା ପୂର୍ବରୁ କ୍ଷୀର ସହିତ ଚୋବାଇ ଖାଆନ୍ତୁ ଗୁଜୁରାତି

    14815
    Nov 13, 2025
  • ଭୃସଙ୍ଗ ପତ୍ରର ଚମତ୍କାରିତା

    13922
    Nov 11, 2025
  • ସକାଳ ଜଳଖିଆରେ ଖାଆନ୍ତୁ ଏହିସବୁ ଖାଦ୍ୟ

    14565
    Nov 11, 2025
  • ବ୍ଲାକ୍‌ ହେଡ୍ସ ଦୂର କରିବ ଲେମ୍ବୁ ଓ ଲୁଣ

    15862
    Nov 10, 2025

ବାଣିଜ୍ୟ

ଭାରତର ଉଦୀୟମାନ ଆର୍ଥିକ ଅଭିବୃଦ୍ଧି କାହାଣୀକୁ କବଜା କରିବା ପାଇଁ ବଜାଜ୍ ଫିନସର୍ଭ ଆସେଟ୍ ମ୍ୟାନେଜମେଣ୍ଟ ଲିମିଟେଡ୍ ଆରମ୍ଭ କରିଛି ଏହାର ବ୍ୟାଙ୍କିଂ ଏବଂ ଆର୍ଥିକ ସେବା ପାଣ୍ଠି

-    ବ୍ୟାଙ୍କିଂ ଏବଂ ଆର୍ଥିକ ସେବା କ୍ଷେତ୍ରରେ ନିବେଶ କରୁଥିବା ଏକ ଖୋଲା-ସମ୍ପନ୍ନ ଇକ୍ୱିଟି ଯୋଜନା

-    ଏହି ପାଣ୍ଠି ବ୍ୟାଙ୍କିଂ, ଅଣ-ବ୍ୟାଙ୍କିଂ ଆର୍ଥିକ କମ୍ପ ...

  • ଆମୱେର ହୃଦୟରେ ଭାରତ ରହିଛି: ପ୍ରେସିଡେଣ୍ଟ ଓ ସିଇଓ ମାଇକେଲ ନେଲ୍‌ସନ

    14288
    Oct 30, 2025
  • ଷ୍ଟାର୍ଟଅପ୍ ମାନ୍ଦା, ବନ୍ଦ ହୋଇଗଲାଣି ଅଧାରୁ ଅଧିକ

    13952
    Oct 27, 2025
  • ବ୍ରିକ୍ସ ଆଇଏଲ୍‌ଏସ ୪ର୍ଥ ଷ୍ଟାର୍ଟଅପ୍‌ କନ୍‌କ୍ଲେଭରେ ନୁ୍ୟରୋକସ୍‌ମେଟିକ୍ସ ଦ୍ୱାରା ଅନୁପ୍ରେରିତ ହୋଇ ଜୀବଦା ପ୍ରଚଳନ କଲା ବିଶ୍ୱର ପ୍ରଥମ ଲକ୍‌ଜୁରୀ ଆୟୁର୍ବେଦ ବର୍ଗ

    15021
    Oct 13, 2025
  • ଆମୱେ ଇଣ୍ଡିଆ ନୁ୍ୟଟ୍ରିଲାଇଟ୍‌ର ଉତ୍ତମତାରେ ପରିପୁଷ୍ଟ ଆର୍ଟିଷ୍ଟ୍ରି ସ୍କିନ ନୁ୍ୟଟ୍ରିସନ୍‌ର ପରବର୍ତ୍ତୀ ପିଢିର ସ୍କିନ୍‌ କେୟାର ଉନ୍ମୋଚନ କଲା

    15888
    Sep 26, 2025

ଅନଲାଇନ୍ ସଂଯୋଗ

  • 67944
    Followers
  • 227640
    Likes
  • 54300
    Subscribers

Subscribe to our Newsletter

Sign up to receive email updates and to hear what's going on with our magazine!

logo

ଆଜିକାଲି, ମୁଦ୍ରିତ ଖବରକାଗଜ ପଢିବା ପାଇଁ ଲୋକଙ୍କ ପାଖରେ ପର୍ଯ୍ୟାପ୍ତ ସମୟ ନାହିଁ, ଯାହା ଗତକାଲିର ସାଧାରଣ ଘଟଣାକୁ କଭର୍ କରିଥାଏ, ତେଣୁ ସର୍ବଶେଷ ଖବର ପାଇବା ପାଇଁ ସେମାନେ ସର୍ବଦା ୱେବ୍ ପୋର୍ଟାଲ୍ କିମ୍ବା ଇଲେକ୍ଟ୍ରୋନିକ୍ ମିଡିଆ ଅନୁସରଣ କରିବାକୁ ଆଗ୍ରହୀ ଅଟନ୍ତି |

ଆମର ଅନଲାଇନ୍ ନ୍ୟୁଜ୍ ପୋର୍ଟାଲ୍ ସମଗ୍ର ବିଶ୍ୱରେ ସର୍ବଶେଷ ଅଦ୍ୟତନ, ସାମ୍ପ୍ରତିକ ଘଟଣା ସହିତ ଲୋକଙ୍କୁ ଶିକ୍ଷା ଏବଂ ସୂଚନା ଦେବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ |

  • ଖବର

  • ଏହି ଦିନ ପାଦରେ ପିନ୍ଧନ୍ତୁ ଝୁଣ୍ଟିଆ

    13940
    Nov 13, 2025
  • ଜବତ ହେଲା ଲାଲ୍‌ ରଙ୍ଗର କାର୍‌

    14626
    Nov 12, 2025
  • ଦିଲ୍ଲୀ ବିସ୍ଫୋରଣ: ତଦନ୍ତ ବେଳେ ସାମ୍ନାକୁ ଆସିଲା ଭୟଙ୍କର ତଥ୍ୟ, ଜାଣନ୍ତୁ କଣ ?

    14472
    Nov 13, 2025

About Us

  • Bhubaneswar, Odisha, India
  • 0 00000 000 00
  • odishanewslens@gmail.com

Follow us

  • Home
  • Contact Us
  • About Us
© Copyright Odisha News Lens 4.1. All rights reserved. in association with Konect.In