କାଜୋଲ କରୋନା ସଂକ୍ରମିତ

ବଲିଉଡ ଅଭିନେତ୍ରୀ କାଜୋଲ କରୋନା ସଂକ୍ରମିତ ହୋଇଛନ୍ତି । କାଜୋଲଙ୍କୁ କରୋନା ହେବା ନେଇ ସେ ତାଙ୍କ ଇନଷ୍ଟାଗ୍ରାମରେ ସୂଚନା ଦେଇଛନ୍ତି । କରୋନା ସଂକ୍ରମିତ ହେବା ପ୍ରସଙ୍ଗରେ ସେ ପ୍ରଶଂସକଙ୍କୁ ଅବଗତ କରାଇଛନ୍ତି । ଅନ୍ୟପକ୍ଷରେ କାଜୋଲଙ୍କୁ କରୋନା ହେବା ନେଇ ସେ ପୋଷ୍ଟ କରିବା ପରେ ତାଙ୍କ ପ୍ରଶଂସକ ତାଙ୍କର ଆରୋଗ୍ୟ ପାଇଁ ପ୍ରାର୍ଥନା କରିଛନ୍ତି ।
କରୋନା ସଂକ୍ରମିତ ହେବାର ସୂଚନା ସହ ସେ ତାଙ୍କ ଝିଅ ନ୍ୟାସଙ୍କ ଏକ ଫଟୋ ପୋଷ୍ଟ କରିଛନ୍ତି । ଟୋ ସେୟାର କରି ପୋଷ୍ଟରେ ଲେଖିଛନ୍ତି, ‘କରୋନା ପରୀକ୍ଷା ପଜିଟିଭ୍ ଆସିଛି । ଏବଂ ମୁଁ ମୋର ନାଲି ନାକ ଦେଖାଇବାକୁ ଚାହୁଁ ନାହିଁ, ମୁଁ ମୋ ଝିଅ ନ୍ୟାସା ତୁମକୁ ବହୁତ ମନେ ପକାଉଛି।ଏହା ବ୍ୟତୀତ କହିଛନ୍ତି କି ଖୁବ୍ ଶୀଘ୍ର ସୁସ୍ଥ ହେବି ।
Powered by Froala Editor