Odisha News Lens 4.1

Top Menu

  • About
  • Contact

Main Menu

  • Home
  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ବିଶେଷ
  • ପରିବେଶ
  • ତର୍ଜମା
  • ସଂସ୍କୃତି
READ NEWS IN ENGLISH ( ver.4.2) Thursday, July 30, 2026, Login
  • About
  • Contact

logo

Header Banner

Odisha News Lens 4.1

  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ଅନ୍ୟାନ୍ୟ
    • ବିଶେଷ
    • ପରିବେଶ
    • ତର୍ଜମା
    • ସଂସ୍କୃତି
  • ଆଇଆଇଟି ୱେବ୍‌ସାଇଟ୍‌ ହ୍ୟାକ୍‌ କଲେ ଛାତ୍ର

  • ମୀନାକ୍ଷୀ ମନ୍ଦିରର ୬୦ କୋଟିର ଜମି ହଡ଼ପ

  • ୭ ହଜାର କଲେଜ୍ ଛାତ୍ରଛାତ୍ରୀ HIV ପଜିଟିଭ୍

  • ସରକାରୀ ସ୍କୁଲରେ ପୁଅର ନାଁ ଲେଖାଇଲେ ...

  • ବାଲି ମାଫିଆଙ୍କ ଆଡ୍ଡାରେ ଚଢ଼ାଉ, ୨୦ ...

  • ଆସାମ ବନ୍ୟା, ମୃତ୍ୟୁସଂଖ୍ୟା ୭୮କୁ ବୃଦ୍ଧି

  • ବେଦାନ୍ତ ଆଲୁମିନିୟମ କୋଇଲା ଖଣି ...

  • ଲୋକସଭାରେ ପାରିତ ହେଲା ଆଣ୍ଟି ପେପର ଲିକ୍ ...

  • ଜାପାନରେ ଶକ୍ତିଶାଳୀ ଭୂମିକମ୍ପ ଅନୁଭୂତ

  • ଆସାମରେ ଭୟଙ୍କର ବନ୍ୟା ପରିସ୍ଥିତି: ସଲମାନ ...

ବିଶେଷ
Home ›› ବିଶେଷ ››୨୨ମାସର ଶିଶୁ କରିଛି ୧.୪ଲକ୍ଷ ଟଙ୍କାର ସପିଂ

୨୨ମାସର ଶିଶୁ କରିଛି ୧.୪ଲକ୍ଷ ଟଙ୍କାର ସପିଂ

2022-01-28 04:31:50
14636
Share:
Facebook
Twitter
E-Mail
WhatsApp
Telegram
୨୨ମାସର ଶିଶୁ  କରିଛି ୧.୪ଲକ୍ଷ ଟଙ୍କାର ସପିଂ

ଅଜିକାଲିର ଯୁଗରେ ବହୁ ସୌକିନ ଜିନିଷ ବାହାରିଛି ଯାହା ପୁରାତନ କାଳରେ ନଥିଲା । ଏହା ଯୁବ ପିଢ଼ିଙ୍କୁ ମଧ୍ୟ ବହୁ ଆକୃଷ୍ଟ କରିଛି, ଯଦ୍ୱାରା ଅଧିକାଂଶ ଲୋକ ମାର୍କେଟ ଯିବାକୁ ଡ଼ରୁଛନ୍ତି କାରଣ ବିଭିନ୍ନ ପ୍ରକାରର ଡ଼ିଜାଇନ ଡ଼ିଜାଇନ ଜିନିଷ ଦେଖି ଲୋଭ ସମ୍ଭାଳି ହେଉନି । ଗୋଟିଏ ଥରରେ ପକେଟ ଖାଲି ହୋଇଯାଉଛି ।
ଆଜିକାଲିର ଛୋଟ ପିଲାଙ୍କୁ ମଧ୍ୟ ଆଉ ସମ୍ଭାଳି ହେଉନାହିଁ । ସେହିପରି ମାର୍କେଟରେ ମଧ୍ୟ ବହୁ ରକମର ଜିନିଷ ମିଳୁଛି ଓ ତା’ର ମୁଲ୍ୟ ମଧ୍ୟ କଳନା କରିହେଉନାହିଁ । ସପଂ କରିବା ପ୍ରାୟ ସମସ୍ତଙ୍କ ପସନ୍ଦ କିନ୍ତୁ ଛୋଟ ପିଲାଙ୍କୁ ମାର୍କେଟ ନେଇକି ଗଲେ ତାଙ୍କୁ ସମ୍ଭାଳିବା କାଠିକର ପାଠ ହୋଇଯାଏ । ସେମିତି ଏକ କଥା ଶୁଣିଲେ ଆପଣ ବି ହୋଇଯିବେ ଅବାକ । ବର୍ତ୍ତମାନ ସମୟରେ ଅବିଭାବକ ମାନେ ଛୋଟ ପିଲାମାନଙ୍କୁ ଚୁପ କରିବାକୁ ହାତରେ ଧରାଇ ଦିଅନ୍ତି ମୋବାଇଲ । ମାନେ ସ୍ମାର୍ଟଫୋନ । ଆଉ ମୋବାଇଲ ପାଇଗଲେ ଅପରେଟିଂ ମନଇଚ୍ଛା ଚାଲେ, ଯେପର୍ଯ୍ୟନ୍ତ ପିଲାର ମନ ନବୁଝିଛି । ଆଉ ଏଠି ପିଲା ଖାଲି ଫୋନରେ ସନ୍ତୁଷ୍ଟ ହେଲାନି ଅନଲାଇନ ସପିଂ କରି ଖୁସ ।

ଆମେରୀକାର ନ୍ୟୁ ଜର୍ସିରେ ଜଣେ ୨୨ମାସର ଶିଶୁ କଲା ସପିଂ । ସେ ପୁଣି ଏକେରେ ଦୁଇଟା କି ୩ଟା ଶୂନ ନୁହେଁ, ପୁରା ୫ଟାଶୂନ । ମାନେ ପୁରା ଲକ୍ଷରେ । ୧.୪ ଲକ୍ଷରେ ସପିଂ କରି ପିତାମାତାଙ୍କୁ ଚମକାଇଦେଇଛି ପିଲାଟି । କେମିତି ଜାଣନ୍ତି? କଥା କିଛି ଏମିତି । ଶିଶୁଟି ଖେଳିଲା ବେଳେ ଭୁଲରେ ହାତ ପଡିଯାଇଥିଲା ସପିଂ ଆପ ଉପରେ । ଆପରୁ ଫର୍ଣ୍ଣିିଚର ଅର୍ଡର ହୋଇଥିଲା ଏବଂ ଯେତେବେଳେ ଡେଲିଭରି ହୋଇଥିଲା ତେବେ ଏହା ଜଣାପଡିଥିଲା । ଏହାପରେ ଶିଶୁଟୁର ଏହି କାମ ଦେଖି ସମସ୍ତେ ସ୍ତବ୍ଧ ହୋଇଯାଇଥିଲେ ।

ଘଟଣା ଅନୁଯାୟୀ ସ୍ମାର୍ଟଫୋନ ଥିଲା ମାଆଙ୍କର । ମୋବାଇଲରେ ଷ୍ଟୋର କରି ରଖିଥିବା ସପିଂ ଆପ, ଯାହାର ନାମ ୱାଲମାର୍ଟ ସପିଂ କାର୍ଟରୁ ହୋଇଥିଲା ଖରିଦଦାରି । ଖବର ମୁତାବକ ପିଲାକୁ ତାର ମାଆ ମୋବାଇଲ ଦେଇଦେଇଥିଲେ ଟିକେ ଶାନ୍ତିରେ ବସିବାକୁ । କିନ୍ତୁ ତାଙ୍କୁ ଜାଣିନଥିଲା କି ସେ ଶାନ୍ତିରେ ବସିବା ଅପେକ୍ଷା ଅଶାନ୍ତିକୁ ହାତଠାରି ଡାକୁଛନ୍ତି ବୋଲି ।

ଆମେରୀକାରେ ରହୁଥିବା ଭାରତୀୟ ଦମ୍ପତ୍ତି ମଧୁ ଓ ପ୍ରମୋଦ କୁମାରଙ୍କ ପୁଅ ଅୟାଂଶ । ଯଦିଓ ଆୟାଂଶକୁ ପଢିବା ଲେଖିବା ଏଯାଏଁ ଜଣାନାହିଁ କିନ୍ତୁ ମୋବାଇଲ ଚଳାଇବାରେ ସବୁ ପିଲାଙ୍କ ପରି ସେ ବି ବେଶ ମାହିର । ଏମାନେ ଘର ସିଫ୍ଟ କରିବା ପରେ ମଧୁ ଘର ପାଇଁ କିଛି ଫର୍ଣ୍ଣିଚର କାର୍ଟ କରିଥିଲେ କିନ୍ତୁ ଅର୍ଡର କରିନଥିଲେ । ହେଲେ ସେସବୁ ହଠାତ ଗୋଟିଏ ପରେ ଗୋଟିଏ ଘରକୁ ଡେଲିଭରି ହେବାରେ ଲାଗିଲା । ଯାହାକୁ ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହୋଇଥିଲେ । ଯେତେବେଳେ ଘରେଥିବା ସଦସ୍ୟଙ୍କୁ ପଚରାଗଲା ସମସ୍ତେ ମନାକରିବାରୁ ସନ୍ଦେହ ଆୟାଂଶ ଉପରକୁ ଗଲା । ଆଉ ତାହା ହିଁ ସତ ଥିଲା । ଯାହା ପିଲାଟିର ଏକ ମିସଟେକ ଅଟେ ।

ପ୍ରମୋଦ କହିଛନ୍ତି ଏହା ଉପରେ ବିଶ୍ୱାସ କରିବା ଯଦିଓ ସହଜ ନୁହେଁ , କିନ୍ତୁ ଏହା ସତ ଅଟେ । ବର୍ତ୍ତମାନ ଏହି ଦମ୍ପତ୍ତ୍‌ି ସମସ୍ତ ଜିନିଷ ଡେଲିଭରି ହେବା ଯାଏଁ ଅପେକ୍ଷା କରିଛନ୍ତି । କାରଣ ସାମାନକୁ ପାଖ ଲୋକାଲ ୱାର୍ଲମାର୍ଟରେ ଫେରାଇ ରିଫଣ୍ଡ କରିବାର ଲକ୍ଷ୍ୟରେ ରହିଛନ୍ତି ଏମାନେ । କିନ୍ତୁ ହଁ, ନିଜ ପିଲାର ପ୍ରଥମ ଅନଲାଇନ ସପିଂ ହୋଇଥିବାରୁ ସେହି ସ୍ମୃତିକୁ ତାଜା ରଖିବାକୁ ଦୁହେଁ ଭାବିଛନ୍ତି । ତେଣୁ କିଛି ରଖିବେ ବୋଲି ମଧ୍ୟ ନିଷ୍ପତ୍ତି ନେଇଛନ୍ତି ।

Powered by Froala Editor

Tags shopping

Related articles Odisha News Lens 4.1

  • ଆଇଆଇଟି ୱେବ୍‌ସାଇଟ୍‌ ହ୍ୟାକ୍‌ କଲେ ଛାତ୍ର
    ଦେଶ-ଦେଶାନ୍ତର

    ଆଇଆଇଟି ୱେବ୍‌ସାଇଟ୍‌ ହ୍ୟାକ୍‌ କଲେ ଛାତ୍ର

    13713
    Jul 30, 2026
  • ଆସାମରେ ଭୟଙ୍କର ବନ୍ୟା ପରିସ୍ଥିତି: ସଲମାନ ଖାନ୍ ପଠାଇଲେ ରିଲିଫ୍
    ଦେଶ-ଦେଶାନ୍ତର

    ଆସାମରେ ଭୟଙ୍କର ବନ୍ୟା ପରିସ୍ଥିତି: ସଲମାନ ଖାନ୍ ପଠାଇଲେ ରିଲିଫ୍

    14016
    Jul 29, 2026
  • ସରକାରୀ ସ୍କୁଲରେ ପୁଅର ନାଁ ଲେଖାଇଲେ ଜିଲ୍ଲାପାଳ
    ଦେଶ-ଦେଶାନ୍ତର

    ସରକାରୀ ସ୍କୁଲରେ ପୁଅର ନାଁ ଲେଖାଇଲେ ଜିଲ୍ଲାପାଳ

    14304
    Jul 30, 2026
  • ଲୋକସଭାରେ ପାରିତ ହେଲା ଆଣ୍ଟି ପେପର ଲିକ୍ ସଂଶୋଧନ ବିଲ୍
    ଦେଶ-ଦେଶାନ୍ତର

    ଲୋକସଭାରେ ପାରିତ ହେଲା ଆଣ୍ଟି ପେପର ଲିକ୍ ସଂଶୋଧନ ବିଲ୍

    15350
    Jul 29, 2026
  • ଆସାମ ବନ୍ୟା, ମୃତ୍ୟୁସଂଖ୍ୟା ୭୮କୁ ବୃଦ୍ଧି
    ଦେଶ-ଦେଶାନ୍ତର

    ଆସାମ ବନ୍ୟା, ମୃତ୍ୟୁସଂଖ୍ୟା ୭୮କୁ ବୃଦ୍ଧି

    15060
    Jul 30, 2026
  • ବେଦାନ୍ତ ଆଲୁମିନିୟମ କୋଇଲା ଖଣି ଝାରସୁଗୁଡା ଏବଂ ସୁନ୍ଦରଗଡ଼ ଜିଲ୍ଲାରେ ...
    ବାଣିଜ୍ୟ

    ବେଦାନ୍ତ ଆଲୁମିନିୟମ କୋଇଲା ଖଣି ଝାରସୁଗୁଡା ଏବଂ ସୁନ୍ଦରଗଡ଼ ଜିଲ୍ଲାରେ ...

    13625
    Jul 29, 2026
  • ଜାପାନରେ ଶକ୍ତିଶାଳୀ ଭୂମିକମ୍ପ ଅନୁଭୂତ
    ଦେଶ-ଦେଶାନ୍ତର

    ଜାପାନରେ ଶକ୍ତିଶାଳୀ ଭୂମିକମ୍ପ ଅନୁଭୂତ

    14607
    Jul 29, 2026
  • ବାଲି ମାଫିଆଙ୍କ ଆଡ୍ଡାରେ ଚଢ଼ାଉ, ୨୦ କୋଟିରୁ ଅଧିକ ନଗଦ ଜବତ
    ଅପରାଧ

    ବାଲି ମାଫିଆଙ୍କ ଆଡ୍ଡାରେ ଚଢ଼ାଉ, ୨୦ କୋଟିରୁ ଅଧିକ ନଗଦ ଜବତ

    13613
    Jul 30, 2026
  • ୭ ହଜାର କଲେଜ୍ ଛାତ୍ରଛାତ୍ରୀ HIV ପଜିଟିଭ୍
    ଦେଶ-ଦେଶାନ୍ତର

    ୭ ହଜାର କଲେଜ୍ ଛାତ୍ରଛାତ୍ରୀ HIV ପଜିଟିଭ୍

    14241
    Jul 30, 2026

ଆପଣ ଆଗ୍ରହୀ ହୋଇପାରନ୍ତି

  • ଦେଶ-ଦେଶାନ୍ତର

    ଆସାମ ବନ୍ୟା, ମୃତ୍ୟୁସଂଖ୍ୟା ୭୮କୁ ବୃଦ୍ଧି

    15060
    Jul 30, 2026
  • ବାଣିଜ୍ୟ

    ବେଦାନ୍ତ ଆଲୁମିନିୟମ କୋଇଲା ଖଣି ଝାରସୁଗୁଡା ଏବଂ ସୁନ୍ଦରଗଡ଼ ଜିଲ୍ଲାରେ ଦିବ୍ୟାଙ୍ଗଙ୍କ ପାଇଁ ସହାୟତାକୁ ବ୍ୟାପକ କରିଛି

    13625
    Jul 29, 2026
  • ଦେଶ-ଦେଶାନ୍ତର

    ୭ ହଜାର କଲେଜ୍ ଛାତ୍ରଛାତ୍ରୀ HIV ପଜିଟିଭ୍

    14241
    Jul 30, 2026

Advertisement

ସଂସ୍କୃତି

ରବୀନ୍ଦ୍ର ମଣ୍ଡପଠାରେ "ନୃତ୍ୟାଞ୍ଜଳୟ ଉତ୍ସବ-୨୦୨୨" ଅନୁଷ୍ଠିତ

ଭୁବନେଶ୍ୱର, ୧୫/୦୫ (ନି.ପ୍ର.): ସ୍ଥାନୀୟ ରବୀନ୍ଦ୍ର ମଣ୍ଡପଠାରେ "ନୃତ୍ୟାଞ୍ଜଳୟ ଉତ୍ସବ-୨୦୨୨" ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଧର୍ମଶାଳା ବିଧାୟକ ସ୍ଵାଧୀନ ହିମାଂଶୁ ଶେଖର ସାହୁ, ପଦ୍ମଶ୍ରୀ ଗୁରୁ କୁମକୁମ ମହାନ୍ତି, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ଉପ-ନିର୍ଦ୍ଦେଶିକା ଶ୍ରୀମ ...

  • ଓଡ଼ିଶାଲିଙ୍କ୍ସର ୮ମ ସ୍ଵନକ୍ଷତ୍ର, ଲୁହରେ ଭିଜାଇଲା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଭକ୍ତି ଆଧାରିତ ନାଟକ ‘ଅଦୃଶ୍ୟ ଜଗନ୍ନାଥ‘

    17006
    Jun 25, 2025
  • ୨୯ ତମ ଓଏମ୍‌ସି. ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବ ଉଦ୍‍ଯାପିତ

    17610
    Sep 10, 2023
  • ୨୯ ତମ ଓଏମ୍‌ସି ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବର ଚତୁର୍ଥ ସଂଧ୍ୟାରେ କୁଚିପୁଡ଼ି ନୃତ୍ୟ ସାଙ୍ଗକୁ ତବଲା ବାଦରେ ଦର୍ଶକ ବିଭୋର

    17663
    Sep 09, 2023
  • କଥକ ଶାସ୍ତ୍ରୀୟ ନୃତ୍ୟ ସହିତ ହିନ୍ଦୁସ୍ଥାନୀ କଣ୍ଠ ସଙ୍ଗୀତରେ ଦର୍ଶକ ବିଭୋର

    18062
    Sep 06, 2023

ବିଶେଷ

  • ଥଣ୍ଡା ପାଗରେ କେଉଁ ଖାଦ୍ୟ ଖାଇବେ ଜାଣନ୍ତୁ.....

    14087
    Jul 28, 2026
  • ଶୋଇବାର କେତେ ସମୟ ପୂର୍ବରୁ ପିଇବେ ପାଣି ଜାଣନ୍ତୁ.....

    15742
    Jul 27, 2026
  • କଞ୍ଚା ପିଆଜ ଖାଇବା ଠାରୁ ଦୂରେଇ ରୁହନ୍ତୁ ଗର୍ଭବତୀ ମହିଳା

    15795
    Jul 25, 2026
  • ଗର୍ଲଫ୍ରେଣ୍ଡ ସହ କେମିତି କରିବେ ପ୍ରଥମ କଥାବାର୍ତ୍ତା ଜାଣନ୍ତୁ...

    15447
    Jul 22, 2026
  • କଦଳୀ ପତ୍ରରେ ଖାଇଲେ ମିଳିଥାଏ ଏହିସବୁ ଫାଇଦା

    16106
    Jul 21, 2026

ବାଣିଜ୍ୟ

ବେଦାନ୍ତ ଆଲୁମିନିୟମ କୋଇଲା ଖଣି ଝାରସୁଗୁଡା ଏବଂ ସୁନ୍ଦରଗଡ଼ ଜିଲ୍ଲାରେ ଦିବ୍ୟାଙ୍ଗଙ୍କ ପାଇଁ ସହାୟତାକୁ ବ୍ୟାପକ କରିଛି

ଭୁବନେଶ୍ୱର, ୨୮/୦୭/୨୦୨୬ : ଭାରତର ସର୍ବବୃହତ ଆଲୁମିନିୟମ ଉତ୍ପାଦନକାରୀ ବେଦାନ୍ତ ଆଲୁମିନିୟମ ଝାରସୁଗୁଡ଼ା ଏବଂ ସୁନ୍ଦରଗଡ଼ ଜିଲ୍ଲାରେ ଦିବ୍ୟାଙ୍ଗଙ୍କ ପାଇଁ ଏହାର ସହାୟତା ପଦକ୍ଷେପକୁ ବ୍ୟାପକ କରିଛି, ଯାହା ସମାବେଶୀ ...

  • କ୍ରମ୍ପଟନ ପମ୍ପ୍‌ସ୍‌ ରଥ ଯାତ୍ରାରେ ‘ବିଶ୍ୱସନୀୟ ପ୍ରଦର୍ଶନ’ ବାର୍ତ୍ତାକୁ ନୂଆ ରୂପରେ ଉପସ୍ଥାପନ କଲା

    14829
    Jul 28, 2026
  • ଫିକା ପଡିବ ସୁନାର ଚମକ

    14125
    Jul 27, 2026
  • ବେଦାନ୍ତ ଆଲୁମିନିୟମର କୋଇଲା ଖଣି ସୁନ୍ଦରଗଡ ଜିଲ୍ଲାରେ ନିକ୍ଷୟ ମିତ୍ର ପଦକ୍ଷେପ ଜରିଆରେ ଯକ୍ଷ୍ମା ରୋଗୀମାନଙ୍କୁ ସହାୟତା କରୁଛି

    15759
    Jul 23, 2026
  • ଖିମଜୀ ଫାଉଣ୍ଡେସନ ପକ୍ଷରୁ ରଥଯାତ୍ରା ୨୦୨୬ରେ ଶ୍ରଦ୍ଧାଳୁଙ୍କ ପାଇଁ ସ୍ୱତନ୍ତ୍ର ସେବା

    15939
    Jul 22, 2026

ଅନଲାଇନ୍ ସଂଯୋଗ

  • 67944
    Followers
  • 227640
    Likes
  • 54300
    Subscribers

Subscribe to our Newsletter

Sign up to receive email updates and to hear what's going on with our magazine!

logo

ଆଜିକାଲି, ମୁଦ୍ରିତ ଖବରକାଗଜ ପଢିବା ପାଇଁ ଲୋକଙ୍କ ପାଖରେ ପର୍ଯ୍ୟାପ୍ତ ସମୟ ନାହିଁ, ଯାହା ଗତକାଲିର ସାଧାରଣ ଘଟଣାକୁ କଭର୍ କରିଥାଏ, ତେଣୁ ସର୍ବଶେଷ ଖବର ପାଇବା ପାଇଁ ସେମାନେ ସର୍ବଦା ୱେବ୍ ପୋର୍ଟାଲ୍ କିମ୍ବା ଇଲେକ୍ଟ୍ରୋନିକ୍ ମିଡିଆ ଅନୁସରଣ କରିବାକୁ ଆଗ୍ରହୀ ଅଟନ୍ତି |

ଆମର ଅନଲାଇନ୍ ନ୍ୟୁଜ୍ ପୋର୍ଟାଲ୍ ସମଗ୍ର ବିଶ୍ୱରେ ସର୍ବଶେଷ ଅଦ୍ୟତନ, ସାମ୍ପ୍ରତିକ ଘଟଣା ସହିତ ଲୋକଙ୍କୁ ଶିକ୍ଷା ଏବଂ ସୂଚନା ଦେବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ |

  • ଖବର

  • ବାଲି ମାଫିଆଙ୍କ ଆଡ୍ଡାରେ ଚଢ଼ାଉ, ୨୦ କୋଟିରୁ ଅଧିକ ନଗଦ ଜବତ

    13613
    Jul 30, 2026
  • ଜାପାନରେ ଶକ୍ତିଶାଳୀ ଭୂମିକମ୍ପ ଅନୁଭୂତ

    14607
    Jul 29, 2026
  • ଲୋକସଭାରେ ପାରିତ ହେଲା ଆଣ୍ଟି ପେପର ଲିକ୍ ସଂଶୋଧନ ବିଲ୍

    15350
    Jul 29, 2026

About Us

  • Bhubaneswar, Odisha, India
  • 0 00000 000 00
  • odishanewslens@gmail.com

Follow us

  • Home
  • Contact Us
  • About Us
© Copyright Odisha News Lens 4.1. All rights reserved. in association with Konect.In