Odisha News Lens 4.1

Top Menu

  • About
  • Contact

Main Menu

  • Home
  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ବିଶେଷ
  • ପରିବେଶ
  • ତର୍ଜମା
  • ସଂସ୍କୃତି
READ NEWS IN ENGLISH ( ver.4.2) Tuesday, November 17, 2026, Login
  • About
  • Contact

logo

Header Banner

Odisha News Lens 4.1

  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ଅନ୍ୟାନ୍ୟ
    • ବିଶେଷ
    • ପରିବେଶ
    • ତର୍ଜମା
    • ସଂସ୍କୃତି
  • ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତି ...

  • ଏବେ ଏକାଠି ହୋଇ ଆମକୁ ଭବିଷ୍ୟତ ପାଇଁ ଏକ ...

  • କ୍ୱାଡ୍ ନେତାଙ୍କ ଶିଖର ସମ୍ମିଳନୀ: ମୋଦୀ- ...

  • ମହାନଦୀ ଜଳ ବିବାଦ: ଏହି ଦିନ ହେବ ...

  • ପ୍ରିମାଚ୍ୟୁର ଶିଶୁଙ୍କ ପାଇଁ ...

  • ଓଡ଼ିଶା କ୍ରାଫ୍ଟ ଓଡିସୀ ଉପସ୍ଥାପନ କରୁଛି ...

  • ମୋଦୀଙ୍କ ୩ ଦିନିଆ ଫିଲିପାଇନ୍ସ ଗସ୍ତ

  • ଆଇନଗତ କାର୍ଯ୍ୟାନୁଷ୍ଠାନ ଭୟ ବିନା ଫର୍ମ-୬ ...

  • ଡିସେମ୍ବର ପ୍ରଥମ ସପ୍ତାହରୁ ଆରମ୍ଭ ...

  • ବକ୍ସ ଅଫିସ୍‌ରେ ଜବରଦସ୍ତ ‘ରାମାୟଣ’: ୧୨ ...

ବିଶେଷ
Home ›› ବିଶେଷ ››ବ୍ୟକ୍ତିଙ୍କ ମୃତ୍ୟୁ ପରେ କାହିଁକି କରାଯାଏ ବ୍ରାହ୍ମଣ ଭୋଜନ ଜାଣନ୍ତୁ

ବ୍ୟକ୍ତିଙ୍କ ମୃତ୍ୟୁ ପରେ କାହିଁକି କରାଯାଏ ବ୍ରାହ୍ମଣ ଭୋଜନ ଜାଣନ୍ତୁ

2022-01-20 05:58:52
16417
Share:
Facebook
Twitter
E-Mail
WhatsApp
Telegram
ବ୍ୟକ୍ତିଙ୍କ ମୃତ୍ୟୁ ପରେ କାହିଁକି କରାଯାଏ ବ୍ରାହ୍ମଣ ଭୋଜନ ଜାଣନ୍ତୁ

ମୃତ୍ୟୁକୁ ନେଇ ହିନ୍ଦୁଧର୍ମରେ ବହୁତ କିଛି ରୀତି ନୀତି ପରମ୍ପରା ରହିଛି। ଆଉ ଯଦି କାହାର ମୃତ୍ୟୁ ପରେ ସେହି ରୀତି ନୀତିକୁ ପାଳନ ନ କରାଯାଏ ତାହେଲେ ମୃତକଙ୍କର ଆତ୍ମାକୁ ଶାନ୍ତି ମିଳିନଥାଏ ଏବଂ ଆତ୍ମା ଚାରିଆଡେ ଘୂରି ବୁଲିଥାଏ। ଏହି କାରଣରୁ ମୃତ୍ୟୁ ପରେ ପରମ୍ପରାକୁ ବହୁତ ମାନ୍ୟତା ଦିଆଯାଏ। ଆଉ ଯଦି ମୃତକଙ୍କ ଆତ୍ମାକୁ ଶାନ୍ତି କରାନଯାଏ ତାହେଲେ ପରିଜନଙ୍କ ଜୀବନ ଅସୁବିଧାରେ ପଡିଯାଏ ଏବଂ ସେମାନଙ୍କୁ ତାଙ୍କ ପୂର୍ବଜ ମାନଙ୍କର ଆଶିର୍ବାଦ ମିଳିନଥାଏ।


ଗରୁଡ ପୁରାଣରେ ଜୀବନ ଏବଂ ମୃତ୍ୟୁ ବ୍ୟତୀତ ଆତ୍ମାର ଯାତ୍ରା ବିଷୟରେ ମଧ୍ୟ କୁହାଯାଇଛି। ଏହାସହିତ ମୃତ୍ୟୁ ପରେ କରାଯାଉଥିବା ସଂସ୍କାର, ରୀତି ନୀତିର ମହତ୍ତ୍ୱପୂର୍ଣ୍ଣ ଭୂମିକା ବିଷୟରେ ମଧ୍ୟ କୁହାଯାଇଛି। ଏଥିରେ ବ୍ରାହ୍ମଣ ଭୋଜନକୁ ନେଇ ବି କୁହାଯାଇଛି। ତେଣୁ କେନ୍ୟୁଜରେ ଆଜି ଆମେ ଆପଣଙ୍କୁ ଜଣାଇବୁ ମୃତକଙ୍କ ଦଶାହ ପରେ କାହିଁକି ବ୍ରାହ୍ମଣ କରାଯାଏ ଏବଂ ଏହାକୁ ନେଇ କଣ ପରମ୍ପରା ରହିଛି।

ଗରୁଡ ପୁରାଣ ଅନୁଯାୟୀ ମୃତ୍ୟୁ ପରେ ମୃତକଙ୍କ ଆତ୍ମା ୧୩ ଦିନ ପର୍ଯ୍ୟନ୍ତ ନିଜ ଘରେ ହିଁ ରହିଥାଏ। ୧୩ ଦିନ ପରେ ମୃତକଙ୍କ ଆତ୍ମାରେ ଏତେ ଶକ୍ତି ନଥାଏ ଯେ ସେ ଯମଲୋକକୁ ଯାଇପାରିବ। ତେଣୁ ୧୦ ଦିନ ପର୍ଯର୍୍ୟନ୍ତ ପିଣ୍ଡଦାନ କରି ଆତ୍ମାକୁ ଶକ୍ତି ଦିଆଯାଏ। ଯାହାଦ୍ୱାରା ମୃତକଙ୍କ ଆତ୍ମା ଯମଲୋକ ପର୍ଯ୍ୟନ୍ତ ଯାଇପାରିବ। ଏହାପରେ ଦଶାହର ୩ ଦିନରେ ଆତ୍ମାର ବହୁତ ସୂକ୍ଷ୍ମ ଶରୀର ତିଆରି ହୋଇଯାଏ ଏବଂ ତାପରେ ସେ ଯମଲୋକକୁ ଯାତ୍ରା କରିପାରିଥାଏ। ଏଥିପାଇଁ ମୃତ୍ୟୁର ୧୩ ଦିନ ପର୍ଯ୍ୟନ୍ତ କର୍ମ କରାଯାଏ ଯେମିତି ମୃତକଙ୍କ ଆତ୍ମା ଯମଲୋକକୁ ଯାଇପାରିବ।

ଯଦି ପିଣ୍ଡଦାନ ନ କରାଯାଏ ଯମଦୂତ ଆତ୍ମା ଯମଲୋକ ପର୍ଯ୍ୟନ୍ତ ନେଇଥାଏ। ଆଉ ଏହି ଯାତ୍ରା ସମୟରେ ବହୁତ କଠିନ ସ୍ଥିତି ଦେଇ ଯିବାକୁ ପଡିଥାଏ। ତେଣୁ ଏହି ଯାତ୍ରାକୁ ସହଜ ଆଉ ସଫଳ କରିବା ପାଇଁ ବିଭିନ୍ନ ପ୍ରକାର କର୍ମ କରାଯାଏ। ସେହିପରି ଆତ୍ମା ଶାନ୍ତି ପାଇଁ ବ୍ରାହ୍ମଣ ଭୋଜନ କରାଯାଏ କାହିଁକିନା ଆତ୍ମା ୧୩ ଦିନ ପର୍ଯ୍ୟନ୍ତ ଘରେ ରହିଥାଏ ତେଣୁ ବ୍ରାହ୍ମଣ ଭୋଜନ କରାଯାଇ ଆତ୍ମାକୁ ଶାନ୍ତି ଦିଆଯାଏ।

ଆପଣ ଲକ୍ଷ୍ୟ କରିଥିବେ ଯେ ମୃତକଙ୍କ ମୃତ କର୍ମ କରିବା ସମୟରେ ମୃତକଙ୍କ ପାଇଁ ମଧ୍ୟ ଥାଳି ଲଗାଯାଏ। ତାଙ୍କ ଉଦ୍ଦେଶ୍ୟରେ ବି ଥାଳିରେ ଭୋଜନ ବାଢ଼ି ଦିଆଯାଏ। ମୃତକଙ୍କୁ ସମ୍ମାନ କରାଯାଇ ଏପରି କରାଯାଏ। କାହିଁକିନା ମରିବାର ୧୩ ଦିନ ପର୍ଯ୍ୟନ୍ତ ଆତ୍ମା ଘରେ ହିଁ ରହିଥାଏ। ସେଥିପାଇଁ ଘରର ଅନ୍ୟ ସଦସ୍ୟଙ୍କ ଭଳି ତାଙ୍କୁ ମଧ୍ୟ ଖାଦ୍ୟ ପରଷାଯାଏ। ଗରୁଡ ପୁରାଣକୁ ନେଇ ଯେଉଁ କଥା ଆମେ ଆପଣଙ୍କୁ ଜଣାଇଲୁ ତାହା ସୂଚନା ଭିତ୍ତିକ ଏବଂ ଲୋକ ମାନ୍ୟତା ଉପରେ ଆଧାରିତ କଥା।

Powered by Froala Editor

Tags Brahmin

Related articles Odisha News Lens 4.1

  • ମହାନଦୀ ଜଳ ବିବାଦ: ଏହି ଦିନ ହେବ ପରବର୍ତ୍ତୀ ଶୁଣାଣି
    ଦେଶ-ଦେଶାନ୍ତର

    ମହାନଦୀ ଜଳ ବିବାଦ: ଏହି ଦିନ ହେବ ପରବର୍ତ୍ତୀ ଶୁଣାଣି

    14336
    Nov 17, 2026
  • ପ୍ରିମାଚ୍ୟୁର ଶିଶୁଙ୍କ ପାଇଁ ଭୁବନେଶ୍ୱରକୁ ଏକଜୁଟ କଲା ଆୟୁ ଫାଉଣ୍ଡେସନ୍ ଓ ଅଙ୍କୁରା ...
    ବାଣିଜ୍ୟ

    ପ୍ରିମାଚ୍ୟୁର ଶିଶୁଙ୍କ ପାଇଁ ଭୁବନେଶ୍ୱରକୁ ଏକଜୁଟ କଲା ଆୟୁ ଫାଉଣ୍ଡେସନ୍ ଓ ଅଙ୍କୁରା ...

    14836
    Nov 17, 2026
  • ମୋଦୀଙ୍କ ୩ ଦିନିଆ ଫିଲିପାଇନ୍ସ ଗସ୍ତ
    ଦେଶ-ଦେଶାନ୍ତର

    ମୋଦୀଙ୍କ ୩ ଦିନିଆ ଫିଲିପାଇନ୍ସ ଗସ୍ତ

    14758
    Nov 16, 2026
  • ଆଇନଗତ କାର୍ଯ୍ୟାନୁଷ୍ଠାନ ଭୟ ବିନା ଫର୍ମ-୬ ଜରିଆରେ ସାନି ଆବେଦନ କରିପାରିବେ
    ଦେଶ-ଦେଶାନ୍ତର

    ଆଇନଗତ କାର୍ଯ୍ୟାନୁଷ୍ଠାନ ଭୟ ବିନା ଫର୍ମ-୬ ଜରିଆରେ ସାନି ଆବେଦନ କରିପାରିବେ

    15233
    Nov 16, 2026
  • କ୍ୱାଡ୍ ନେତାଙ୍କ ଶିଖର ସମ୍ମିଳନୀ: ମୋଦୀ- ଟ୍ରମ୍ପ ହେବେ ଏକାଠି
    ଦେଶ-ଦେଶାନ୍ତର

    କ୍ୱାଡ୍ ନେତାଙ୍କ ଶିଖର ସମ୍ମିଳନୀ: ମୋଦୀ- ଟ୍ରମ୍ପ ହେବେ ଏକାଠି

    14574
    Nov 17, 2026
  • ଏବେ ଏକାଠି ହୋଇ ଆମକୁ ଭବିଷ୍ୟତ ପାଇଁ ଏକ ନୂତନ ମାର୍ଗ ପ୍ରସ୍ତୁତ କରିବାକୁ ପଡିବ: ମୋଦୀ
    ଦେଶ-ଦେଶାନ୍ତର

    ଏବେ ଏକାଠି ହୋଇ ଆମକୁ ଭବିଷ୍ୟତ ପାଇଁ ଏକ ନୂତନ ମାର୍ଗ ପ୍ରସ୍ତୁତ କରିବାକୁ ପଡିବ: ମୋଦୀ

    14765
    Nov 17, 2026
  • ଓଡ଼ିଶା କ୍ରାଫ୍ଟ ଓଡିସୀ ଉପସ୍ଥାପନ କରୁଛି ମୋଲ୍‌ଟେନ୍‌ ମନୋଲିଥ୍‌, ଡୋକ୍ରାର ଜୀବନ୍ତ ...
    ବାଣିଜ୍ୟ

    ଓଡ଼ିଶା କ୍ରାଫ୍ଟ ଓଡିସୀ ଉପସ୍ଥାପନ କରୁଛି ମୋଲ୍‌ଟେନ୍‌ ମନୋଲିଥ୍‌, ଡୋକ୍ରାର ଜୀବନ୍ତ ...

    14626
    Nov 17, 2026
  • ଡିସେମ୍ବର ପ୍ରଥମ ସପ୍ତାହରୁ ଆରମ୍ଭ ହୋଇପାରେ ପାର୍ଲାମେଣ୍ଟର ଶୀତ ଅଧିବେଶନ
    ଦେଶ-ଦେଶାନ୍ତର

    ଡିସେମ୍ବର ପ୍ରଥମ ସପ୍ତାହରୁ ଆରମ୍ଭ ହୋଇପାରେ ପାର୍ଲାମେଣ୍ଟର ଶୀତ ଅଧିବେଶନ

    15252
    Nov 16, 2026
  • ବକ୍ସ ଅଫିସ୍‌ରେ ଜବରଦସ୍ତ ‘ରାମାୟଣ’: ୧୨ ଦିନରେ ବିଶ୍ୱବ୍ୟାପୀ ଆୟ ୧୩୮୪.୫୦ କୋଟି
    ମନୋରଞ୍ଜନ

    ବକ୍ସ ଅଫିସ୍‌ରେ ଜବରଦସ୍ତ ‘ରାମାୟଣ’: ୧୨ ଦିନରେ ବିଶ୍ୱବ୍ୟାପୀ ଆୟ ୧୩୮୪.୫୦ କୋଟି

    15444
    Nov 16, 2026

ଆପଣ ଆଗ୍ରହୀ ହୋଇପାରନ୍ତି

  • ଦେଶ-ଦେଶାନ୍ତର

    ଆଇନଗତ କାର୍ଯ୍ୟାନୁଷ୍ଠାନ ଭୟ ବିନା ଫର୍ମ-୬ ଜରିଆରେ ସାନି ଆବେଦନ କରିପାରିବେ

    15233
    Nov 16, 2026
  • ଦେଶ-ଦେଶାନ୍ତର

    ଡିସେମ୍ବର ପ୍ରଥମ ସପ୍ତାହରୁ ଆରମ୍ଭ ହୋଇପାରେ ପାର୍ଲାମେଣ୍ଟର ଶୀତ ଅଧିବେଶନ

    15252
    Nov 16, 2026
  • ଦେଶ-ଦେଶାନ୍ତର

    କ୍ୱାଡ୍ ନେତାଙ୍କ ଶିଖର ସମ୍ମିଳନୀ: ମୋଦୀ- ଟ୍ରମ୍ପ ହେବେ ଏକାଠି

    14574
    Nov 17, 2026

Advertisement

ସଂସ୍କୃତି

ରବୀନ୍ଦ୍ର ମଣ୍ଡପଠାରେ "ନୃତ୍ୟାଞ୍ଜଳୟ ଉତ୍ସବ-୨୦୨୨" ଅନୁଷ୍ଠିତ

ଭୁବନେଶ୍ୱର, ୧୫/୦୫ (ନି.ପ୍ର.): ସ୍ଥାନୀୟ ରବୀନ୍ଦ୍ର ମଣ୍ଡପଠାରେ "ନୃତ୍ୟାଞ୍ଜଳୟ ଉତ୍ସବ-୨୦୨୨" ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଧର୍ମଶାଳା ବିଧାୟକ ସ୍ଵାଧୀନ ହିମାଂଶୁ ଶେଖର ସାହୁ, ପଦ୍ମଶ୍ରୀ ଗୁରୁ କୁମକୁମ ମହାନ୍ତି, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ଉପ-ନିର୍ଦ୍ଦେଶିକା ଶ୍ରୀମ ...

  • ଓଡ଼ିଶାଲିଙ୍କ୍ସର ୮ମ ସ୍ଵନକ୍ଷତ୍ର, ଲୁହରେ ଭିଜାଇଲା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଭକ୍ତି ଆଧାରିତ ନାଟକ ‘ଅଦୃଶ୍ୟ ଜଗନ୍ନାଥ‘

    17287
    Jun 25, 2025
  • ୨୯ ତମ ଓଏମ୍‌ସି. ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବ ଉଦ୍‍ଯାପିତ

    17993
    Sep 10, 2023
  • ୨୯ ତମ ଓଏମ୍‌ସି ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବର ଚତୁର୍ଥ ସଂଧ୍ୟାରେ କୁଚିପୁଡ଼ି ନୃତ୍ୟ ସାଙ୍ଗକୁ ତବଲା ବାଦରେ ଦର୍ଶକ ବିଭୋର

    17946
    Sep 09, 2023
  • କଥକ ଶାସ୍ତ୍ରୀୟ ନୃତ୍ୟ ସହିତ ହିନ୍ଦୁସ୍ଥାନୀ କଣ୍ଠ ସଙ୍ଗୀତରେ ଦର୍ଶକ ବିଭୋର

    18361
    Sep 06, 2023

ବିଶେଷ

  • ଶୀତଦିନେ ଏମିତି କରନ୍ତୁ ମେକ୍ଅପ୍

    14720
    Nov 14, 2026
  • ଓଠରୁ ଜାଣନ୍ତୁ ରୋଗର ପ୍ରଥମ ସଙ୍କେତ

    14350
    Nov 09, 2026
  • ବାଦୁଡିଙ୍କ ପାଇଁ ୧୦୦ ବର୍ଷ ହେଲା ବାଣ ଫୁଟା ବ୍ୟାନ୍

    15690
    Nov 08, 2026
  • ଆସିଲା ଶୀତଦିନ, ଘରୋଇ ମଏଶ୍ଚରାଇଜର କରନ୍ତୁ ବ୍ୟବହାର

    14475
    Nov 07, 2026
  • ଶରୀରକୁ ଅନେକ ରୋଗ ସହ ଲଢିବାରେ ସହାୟକ ହୋଇଥାଏ ଏହି ସ୍ୱତନ୍ତ୍ର ଖାଦ୍ୟ

    14552
    Nov 05, 2026

ବାଣିଜ୍ୟ

ପ୍ରିମାଚ୍ୟୁର ଶିଶୁଙ୍କ ପାଇଁ ଭୁବନେଶ୍ୱରକୁ ଏକଜୁଟ କଲା ଆୟୁ ଫାଉଣ୍ଡେସନ୍ ଓ ଅଙ୍କୁରା ହସ୍ପିଟାଲ

ଭୁବନେଶ୍ୱର : ବିଶ୍ୱ ପ୍ରିମାଚ୍ୟୁରିଟି ଦିବସ ଅବସରରେ ଆୟୁ ଫାଉଣ୍ଡେସନ୍ ଏବଂ ଅଙ୍କୁରା ହସ୍ପିଟାଲ ପକ୍ଷରୁ ଆୟୋଜିତ ୫ କିଲୋମିଟର ପଦଯାତ୍ରାରେ ପରିବାର ସମେତ ଶହଶହ ଲୋକ ଏକାଠି ହୋଇଥିଲେ। ସମୟ ପୂର୍ବରୁ ଜନ୍ମହୋଇଥିବା କି ...

  • ଓଡ଼ିଶା କ୍ରାଫ୍ଟ ଓଡିସୀ ଉପସ୍ଥାପନ କରୁଛି ମୋଲ୍‌ଟେନ୍‌ ମନୋଲିଥ୍‌, ଡୋକ୍ରାର ଜୀବନ୍ତ ପରମ୍ପରାର ଅନୁସନ୍ଧାନ କରୁଥିବା ଏକ ଗବେଷଣା ଭିତ୍ତିକ ପ୍ରଦର୍ଶନୀ

    14626
    Nov 17, 2026
  • ୧୦ ଗ୍ରାମ ପିଛା ୧,୨୫,୪୦୦ ଟଙ୍କା ହେଲା ୨୨ କ୍ୟାରେଟ୍ ସୁନା

    13933
    Nov 16, 2026
  • ଚରିତ୍ର ଗଠନ, ଦେଶପ୍ରେମ ଓ ଈଶ୍ୱରପ୍ରାପ୍ତିର ଅନ୍ୱେଷଣ ମାଧ୍ୟମରେ ଶିକ୍ଷାର ନୂତନ ପରିଭାଷା ଗଢ଼ୁଛି ଉତ୍କଳ ଗୌରବ ଇଣ୍ଟରନ୍ୟାସନାଲ୍ ସ୍କୁଲ୍

    14166
    Nov 14, 2026
  • ଭିଏଏମଏଲ୍‍ କୋଇଲା ଖଣି 'ପ୍ରକଳ୍ପ ବିଦ୍ୟା' ଅଧୀନରେ ପାଠ୍ୟ ସହାୟକ ପୁସ୍ତକ ବଣ୍ଟନ ମାଧ୍ୟମରେ ଶିକ୍ଷାଗତ ଉତ୍କର୍ଷତାକୁ ପ୍ରୋତ୍ସାହନ କରୁଛି

    15424
    Nov 12, 2026

ଅନଲାଇନ୍ ସଂଯୋଗ

  • 67944
    Followers
  • 227640
    Likes
  • 54300
    Subscribers

Subscribe to our Newsletter

Sign up to receive email updates and to hear what's going on with our magazine!

logo

ଆଜିକାଲି, ମୁଦ୍ରିତ ଖବରକାଗଜ ପଢିବା ପାଇଁ ଲୋକଙ୍କ ପାଖରେ ପର୍ଯ୍ୟାପ୍ତ ସମୟ ନାହିଁ, ଯାହା ଗତକାଲିର ସାଧାରଣ ଘଟଣାକୁ କଭର୍ କରିଥାଏ, ତେଣୁ ସର୍ବଶେଷ ଖବର ପାଇବା ପାଇଁ ସେମାନେ ସର୍ବଦା ୱେବ୍ ପୋର୍ଟାଲ୍ କିମ୍ବା ଇଲେକ୍ଟ୍ରୋନିକ୍ ମିଡିଆ ଅନୁସରଣ କରିବାକୁ ଆଗ୍ରହୀ ଅଟନ୍ତି |

ଆମର ଅନଲାଇନ୍ ନ୍ୟୁଜ୍ ପୋର୍ଟାଲ୍ ସମଗ୍ର ବିଶ୍ୱରେ ସର୍ବଶେଷ ଅଦ୍ୟତନ, ସାମ୍ପ୍ରତିକ ଘଟଣା ସହିତ ଲୋକଙ୍କୁ ଶିକ୍ଷା ଏବଂ ସୂଚନା ଦେବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ |

  • ଖବର

  • କ୍ୱାଡ୍ ନେତାଙ୍କ ଶିଖର ସମ୍ମିଳନୀ: ମୋଦୀ- ଟ୍ରମ୍ପ ହେବେ ଏକାଠି

    14574
    Nov 17, 2026
  • ଏବେ ଏକାଠି ହୋଇ ଆମକୁ ଭବିଷ୍ୟତ ପାଇଁ ଏକ ନୂତନ ମାର୍ଗ ପ୍ରସ୍ତୁତ କରିବାକୁ ପଡିବ: ମୋଦୀ

    14765
    Nov 17, 2026
  • ଆଇନଗତ କାର୍ଯ୍ୟାନୁଷ୍ଠାନ ଭୟ ବିନା ଫର୍ମ-୬ ଜରିଆରେ ସାନି ଆବେଦନ କରିପାରିବେ

    15233
    Nov 16, 2026

About Us

  • Bhubaneswar, Odisha, India
  • 0 00000 000 00
  • odishanewslens@gmail.com

Follow us

  • Home
  • Contact Us
  • About Us
© Copyright Odisha News Lens 4.1. All rights reserved. in association with Konect.In