ଇସିଆଇଙ୍କ ଉପରେ ବର୍ଷିଲେ ମାଡ୍ରାସ ହାଇକୋର୍ଟ

ଚେନ୍ନାଇ: ଭାରତୀୟ ନିର୍ବାଚନ କମିଶନଙ୍କ ଉପରେ ବର୍ଷିଲେ ମାଡ୍ରାସ ହାଇକୋର୍ଟ । ନିର୍ବାଚନ ରାଲି ରୋକି ନଥିବାରୁ ମାଡ୍ରାସ ହାଇକୋର୍ଟ ବର୍ଷିଛନ୍ତି । କରୋନାର ଦ୍ୱିତୀୟ ଲହର ପାଇଁ ଇସିଆଇଙ୍କୁ ଦାୟୀ କରିଛନ୍ତି କୋର୍ଟ । ଇସିଆଇଙ୍କ ବିରୋଧରେ ହତ୍ୟା ମାମଲା ଦାଏର କଲେ ଭୁଲ ହେବନି । ଭୋଟ ଗଣତି ପାଇଁ କ’ଣ ବ୍ଲୁ ପ୍ରିଣ୍ଟରଖିଛ ଦାଖଲ କର ବୋଲି କୋର୍ଟ କହିଛନ୍ତି । ମେ ୨ ପୂର୍ବରୁ ବ୍ଲୁ ପ୍ରିଣ୍ଟ ଦାଖଲ ପାଇଁ ମାଡ୍ରାସ ହାଇକୋର୍ଟ ନିଦେ୍ର୍ଧଶ ଦେଇଛନ୍ତି । ମେ ୨ରେ ଭୋଟ ଗଣତି ବନ୍ଦ କରିବା ଲାଗି ତାଗିଦ କରିଛନ୍ତି କୋର୍ଟ ।
Powered by Froala Editor