Odisha News Lens 4.1

Top Menu

  • About
  • Contact

Main Menu

  • Home
  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ବିଶେଷ
  • ପରିବେଶ
  • ତର୍ଜମା
  • ସଂସ୍କୃତି
READ NEWS IN ENGLISH ( ver.4.2) Thursday, July 16, 2026, Login
  • About
  • Contact

logo

Header Banner

Odisha News Lens 4.1

  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ଅନ୍ୟାନ୍ୟ
    • ବିଶେଷ
    • ପରିବେଶ
    • ତର୍ଜମା
    • ସଂସ୍କୃତି
  • ଆମିର ଖାନଙ୍କ ତୃତୀୟ ବିବାହକୁ ନେଇ ଫତୱା ...

  • ପଣ୍ଡିତ ଧୀରେନ୍ଦ୍ର କୃଷ୍ଣ ଶାସ୍ତ୍ରୀଙ୍କ ...

  • ସୋନମ୍‌ ଓ୍ୱାଙ୍ଗଚୁକଙ୍କ ପାଇଁ ଦିଲ୍ଲୀ ...

  • ଚାଲି ଚାଲି ଯାଉଥିବା ସମୟରେ ...

  • ଘୋଷଯାତ୍ରା ପାଇଁ ...

  • 'ତୁମ୍ବାଡ୍ ୨' ରିଲିଜ୍ ତାରିଖ ଘୋଷଣା

  • ବେଦାନ୍ତ ଆଲୁମିନିୟମର କୋଇଲା ଖଣି ...

  • ଜୋତା ଚପଲ ଆପଣଙ୍କୁ କରିଦେଇପାରେ କାଙ୍ଗାଳ, ...

  • ତୃଣନାଶକ ବିଷ ପାରାକ୍ୱେଟ ବ୍ୟବହାରକୁ ...

  • ରୁଷଠାରୁ ଶସ୍ତାରେ ତେଲ କିଣୁଥିବା ...

ବିଶେଷ
Home ›› ବିଶେଷ ››ଆପଣଙ୍କ ବିବାହରେ ବଲିଉଡ୍ ସେଲିବ୍ରିଟି ଡାକିବାକୁ ଚାହୁଁଛନ୍ତି କି? ପଢ଼ନ୍ତୁ ପୂରା ତାଲିକା, କିଏ କେତେ ଟଙ୍କା ନିଅନ୍ତି...

ଆପଣଙ୍କ ବିବାହରେ ବଲିଉଡ୍ ସେଲିବ୍ରିଟି ଡାକିବାକୁ ଚାହୁଁଛନ୍ତି କି? ପଢ଼ନ୍ତୁ ପୂରା ତାଲିକା, କିଏ କେତେ ଟଙ୍କା ନିଅନ୍ତି...

2021-12-27 07:30:37
14336
Share:
Facebook
Twitter
E-Mail
WhatsApp
Telegram
ଆପଣଙ୍କ ବିବାହରେ ବଲିଉଡ୍ ସେଲିବ୍ରିଟି ଡାକିବାକୁ ଚାହୁଁଛନ୍ତି କି? ପଢ଼ନ୍ତୁ ପୂରା ତାଲିକା, କିଏ କେତେ ଟଙ୍କା ନିଅନ୍ତି...

ମୁମ୍ବାଇ: ଏବେ ଚାଲିଛି ବିବାହ ଋତୁ । ନିଜ ବିବାହ ଉତ୍ସବକୁ ସମସ୍ତେ ସ୍ମରଣୀୟ କରି ରଖିବାକୁ ଇଚ୍ଛା ପ୍ରକାଶ କରୁଛନ୍ତି । ବିଶେଷକରି ସମ୍ଭ୍ରାନ୍ତ ଶ୍ରେଣୀୟ ଲୋକମାନେ ଏଥିପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି । ଏସବୁ ଭିତରେ ବର୍ତ୍ତମାନ ଟ୍ରେଣ୍ଡ ପାଲଟିଛି ବଲିଉଡ୍ ସେଲିବ୍ରିଟିଙ୍କୁ ନିମନ୍ତ୍ରଣ କରିବା । ନିକଟରେ ଅଭିନେତା ସଲମାନ ଖାନ ପୂର୍ବତନ କେନ୍ଦ୍ରମନ୍ତ୍ରୀ ପ୍ରଫୁଲ ପଟେଲଙ୍କ ପୁଅ ପ୍ରଜୟ ପଟେଲଙ୍କ ବିବାହ ଉତ୍ସବରେ ପହଞ୍ଚିଥିଲେ। ସେଠାରେ ସଲମାନ ନାଚୁଥିବାର ଭିଡିଓ ଭାଇରାଲ ହୋଇଥିଲା । ଏହି ଭିଡିଓକୁ ଦେଖି ଅନେକ ପ୍ରଶ୍ନ କରିଥିଲେ ଯେ, ସଲମାନ କୌଣସି ସମ୍ପର୍କୀୟ ନ ହୋଇ ବି ବିବାହରେ କାହିଁକି ନାଚୁଛନ୍ତି? ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ଅନେକ ବଲିଉଡ ତାରକା ବିବାହ ଏବଂ ବ୍ୟକ୍ତିଗତ କାର୍ଯ୍ୟକ୍ରମରେ ଯୋଗଦେବା ପାଇଁ ଟଙ୍କା ନେଇଥାନ୍ତି । ଯଦି ଆପଣ ସେମିତି କିଛି ଯୋଜନା କରିଛନ୍ତି ତେବେ ଜାଣି ରଖନ୍ତୁ କେଉଁ ସେଲିବ୍ରିଟି କେତେ ଟଙ୍କା ନିଅନ୍ତି । ଏଠାରେ ଆମେ କିଛି ଆଗଧାଡ଼ି କଳାକାରଙ୍କ ପୂରା ତାଲିକା ଉପସ୍ଥାପନ କରିଛୁ ।

କ୍ୟାଟ୍ରିନା କୈଫ: ବ୍ୟକ୍ତିଗତ ଇଭେଣ୍ଟ କିମ୍ବା ବିବାହ ଉତ୍ସବରେ ଯୋଗଦେବା ପାଇଁ କ୍ୟାଟ୍ରିନା ୩.୫ କୋଟି ଟଙ୍କା ନେଇଥାନ୍ତି। ବଲିଉଡରେ ବ୍ୟକ୍ତିଗତ ଇଭେଣ୍ଟରେ ଯୋଗଦେବା ପାଇଁ କ୍ୟାଟ୍ରିନା ସର୍ବାଧିକ ଫି' ଆଦାୟ କରନ୍ତି।

ଶାହରୁଖ ଖାନ: ଶାହରୁଖ ଖାନ ଅନେକ କାର୍ଯ୍ୟକ୍ରମ ଏବଂ ବିବାହ ଉତ୍ସବରେ ଦିଅନ୍ତି। ସେ ଏକ କାର୍ଯ୍ୟକ୍ରମ ପାଇଁ ୩ କୋଟି ଟଙ୍କା ନେଇଥାନ୍ତି।

ଅକ୍ଷୟ କୁମାର: ବଲିଉଡର ସବୁଠାରୁ ବ୍ୟସ୍ତବହୁଳ ବ୍ୟକ୍ତି ହୋଇଥିଲେ ମଧ୍ୟ ଅକ୍ଷୟ କୁମାର ବ୍ୟକ୍ତିଗତ କାର୍ଯ୍ୟକ୍ରମରେ ଯୋଗଦେବା ପାଇଁ ସମୟ ବାହାର କରିଥାନ୍ତି। ବ୍ୟକ୍ତିଗତ ଇଭେଣ୍ଟ କିମ୍ବା ବିବାହ ପାଇଁ ସେ ପ୍ରାୟ ୨.୫ କୋଟି ଟଙ୍କା ନେଇଥାନ୍ତି।

ପ୍ରିୟଙ୍କା ଚୋପ୍ରା: ପ୍ରିୟଙ୍କା ଚୋପ୍ରା ପ୍ରତ୍ୟେକ ଇଭେଣ୍ଟ ପାଇଁ ପ୍ରାୟ ୨.୫ କୋଟି ଟଙ୍କା ନେଇଥାନ୍ତି। ବଲିଉଡର ଡ୍ୟାନ୍ସ କିଙ୍ଗ ଭାବରେ ଜଣାଶୁଣା ଅଭିନେତା ହ୍ରିତିକ ରୋଶନ ଯେ କୌଣସି ବ୍ୟକ୍ତିଗତ କାର୍ଯ୍ୟକ୍ରମରେ ଯୋଗଦେବା ପାଇଁ ପ୍ରାୟ ୨.୫ କୋଟି ଟଙ୍କା ଚାର୍ଜ କରିଥାନ୍ତି । ସେହିପରି ରଣବୀର ୨ କୋଟି ଟଙ୍କା ନିଅନ୍ତି। ବ୍ୟକ୍ତିଗତ ଇଭେଣ୍ଟ ପାଇଁ ସଲମାନ ୨ କୋଟି ଟଙ୍କା ନିଅନ୍ତି। କୌଣସି ବ୍ୟକ୍ତିଗତ କାର୍ଯ୍ୟକ୍ରମରେ ଯୋଗଦେବା ପାଇଁ ଅଭିନେତ୍ରୀ ଦୀପିକା ପାଖାପାଖି ୧ କୋଟି ଟଙ୍କା ଆଦାୟ କରନ୍ତି। ଅନୁଷ୍କା ୮୦ ଲକ୍ଷ ଟଙ୍କା ନିଅନ୍ତି ବୋଲି ଏକ ରିପୋର୍ଟରେ ଦର୍ଶାଯାଇଛି । ଏମାନଙ୍କ ବ୍ୟତୀତ ଆହୁରି ଅନେକ କଳାକାର ମଧ୍ୟ ବ୍ୟକ୍ତଗତ କାର୍ଯ୍ୟକ୍ରମରେ ଯୋଗ ଦେଇଥାନ୍ତି ।

Powered by Froala Editor

Tags bollywood actor and actress charge rate for atten party

Related articles Odisha News Lens 4.1

  • ତୃଣନାଶକ ବିଷ ପାରାକ୍ୱେଟ ବ୍ୟବହାରକୁ ସମ୍ପୂର୍ଣ୍ଣ ନିଷିଦ୍ଧ କଲେ ଭାରତ ସରକାର
    ଦେଶ-ଦେଶାନ୍ତର

    ତୃଣନାଶକ ବିଷ ପାରାକ୍ୱେଟ ବ୍ୟବହାରକୁ ସମ୍ପୂର୍ଣ୍ଣ ନିଷିଦ୍ଧ କଲେ ଭାରତ ସରକାର

    15293
    Jul 15, 2026
  • 'ତୁମ୍ବାଡ୍ ୨' ରିଲିଜ୍ ତାରିଖ ଘୋଷଣା
    ମନୋରଞ୍ଜନ

    'ତୁମ୍ବାଡ୍ ୨' ରିଲିଜ୍ ତାରିଖ ଘୋଷଣା

    13669
    Jul 16, 2026
  • ସୋନମ୍‌ ଓ୍ୱାଙ୍ଗଚୁକଙ୍କ ପାଇଁ ଦିଲ୍ଲୀ ହାଇକୋର୍ଟରେ ଜନସ୍ୱାର୍ଥ ମାମଲା ରୁଜୁ
    ଦେଶ-ଦେଶାନ୍ତର

    ସୋନମ୍‌ ଓ୍ୱାଙ୍ଗଚୁକଙ୍କ ପାଇଁ ଦିଲ୍ଲୀ ହାଇକୋର୍ଟରେ ଜନସ୍ୱାର୍ଥ ମାମଲା ରୁଜୁ

    14876
    Jul 16, 2026
  • ଆମିର ଖାନଙ୍କ ତୃତୀୟ ବିବାହକୁ ନେଇ ଫତୱା ଜାରି
    ମନୋରଞ୍ଜନ

    ଆମିର ଖାନଙ୍କ ତୃତୀୟ ବିବାହକୁ ନେଇ ଫତୱା ଜାରି

    14704
    Jul 16, 2026
  • ରୁଷଠାରୁ ଶସ୍ତାରେ ତେଲ କିଣୁଥିବା ଦେଶଗୁଡ଼ିକ ଉପରେ ଆମେରିକା ସଂସଦରେ ଆସିଥିବା ...
    ଦେଶ-ଦେଶାନ୍ତର

    ରୁଷଠାରୁ ଶସ୍ତାରେ ତେଲ କିଣୁଥିବା ଦେଶଗୁଡ଼ିକ ଉପରେ ଆମେରିକା ସଂସଦରେ ଆସିଥିବା ...

    15047
    Jul 15, 2026
  • ବେଦାନ୍ତ ଆଲୁମିନିୟମର କୋଇଲା ଖଣି ପ୍ରକଳ୍ପ ଆରୋଗ୍ୟମ୍ ଜରିଆରେ ଋତୁସ୍ରାବଜନିତ ...
    ବାଣିଜ୍ୟ

    ବେଦାନ୍ତ ଆଲୁମିନିୟମର କୋଇଲା ଖଣି ପ୍ରକଳ୍ପ ଆରୋଗ୍ୟମ୍ ଜରିଆରେ ଋତୁସ୍ରାବଜନିତ ...

    13716
    Jul 16, 2026
  • ଘୋଷଯାତ୍ରା ପାଇଁ ପ୍ରଧାନମନ୍ତ୍ରୀ-ରାଷ୍ଟ୍ରପତିଙ୍କ ଶୁଭକାମନା
    ଦେଶ-ଦେଶାନ୍ତର

    ଘୋଷଯାତ୍ରା ପାଇଁ ପ୍ରଧାନମନ୍ତ୍ରୀ-ରାଷ୍ଟ୍ରପତିଙ୍କ ଶୁଭକାମନା

    14832
    Jul 16, 2026
  • ଚାଲି ଚାଲି ଯାଉଥିବା ସମୟରେ କାଉନସିଲରଙ୍କୁ ହୃଦଘାତ
    ଦେଶ-ଦେଶାନ୍ତର

    ଚାଲି ଚାଲି ଯାଉଥିବା ସମୟରେ କାଉନସିଲରଙ୍କୁ ହୃଦଘାତ

    14876
    Jul 16, 2026
  • ପଣ୍ଡିତ ଧୀରେନ୍ଦ୍ର କୃଷ୍ଣ ଶାସ୍ତ୍ରୀଙ୍କ ଭାଇ ଶାଲିଗ୍ରାମ ଗର୍ଗ ଗିରଫ
    ଦେଶ-ଦେଶାନ୍ତର

    ପଣ୍ଡିତ ଧୀରେନ୍ଦ୍ର କୃଷ୍ଣ ଶାସ୍ତ୍ରୀଙ୍କ ଭାଇ ଶାଲିଗ୍ରାମ ଗର୍ଗ ଗିରଫ

    13308
    Jul 16, 2026

ଆପଣ ଆଗ୍ରହୀ ହୋଇପାରନ୍ତି

  • ବିଶେଷ

    ଜୋତା ଚପଲ ଆପଣଙ୍କୁ କରିଦେଇପାରେ କାଙ୍ଗାଳ, ଜାଣନ୍ତୁ ପିନ୍ଧିବାର ନିୟମ

    13831
    Jul 15, 2026
  • ଦେଶ-ଦେଶାନ୍ତର

    ତୃଣନାଶକ ବିଷ ପାରାକ୍ୱେଟ ବ୍ୟବହାରକୁ ସମ୍ପୂର୍ଣ୍ଣ ନିଷିଦ୍ଧ କଲେ ଭାରତ ସରକାର

    15293
    Jul 15, 2026
  • ଦେଶ-ଦେଶାନ୍ତର

    ଘୋଷଯାତ୍ରା ପାଇଁ ପ୍ରଧାନମନ୍ତ୍ରୀ-ରାଷ୍ଟ୍ରପତିଙ୍କ ଶୁଭକାମନା

    14832
    Jul 16, 2026

Advertisement

ସଂସ୍କୃତି

ରବୀନ୍ଦ୍ର ମଣ୍ଡପଠାରେ "ନୃତ୍ୟାଞ୍ଜଳୟ ଉତ୍ସବ-୨୦୨୨" ଅନୁଷ୍ଠିତ

ଭୁବନେଶ୍ୱର, ୧୫/୦୫ (ନି.ପ୍ର.): ସ୍ଥାନୀୟ ରବୀନ୍ଦ୍ର ମଣ୍ଡପଠାରେ "ନୃତ୍ୟାଞ୍ଜଳୟ ଉତ୍ସବ-୨୦୨୨" ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଧର୍ମଶାଳା ବିଧାୟକ ସ୍ଵାଧୀନ ହିମାଂଶୁ ଶେଖର ସାହୁ, ପଦ୍ମଶ୍ରୀ ଗୁରୁ କୁମକୁମ ମହାନ୍ତି, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ଉପ-ନିର୍ଦ୍ଦେଶିକା ଶ୍ରୀମ ...

  • ଓଡ଼ିଶାଲିଙ୍କ୍ସର ୮ମ ସ୍ଵନକ୍ଷତ୍ର, ଲୁହରେ ଭିଜାଇଲା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଭକ୍ତି ଆଧାରିତ ନାଟକ ‘ଅଦୃଶ୍ୟ ଜଗନ୍ନାଥ‘

    16979
    Jun 25, 2025
  • ୨୯ ତମ ଓଏମ୍‌ସି. ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବ ଉଦ୍‍ଯାପିତ

    17589
    Sep 10, 2023
  • ୨୯ ତମ ଓଏମ୍‌ସି ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବର ଚତୁର୍ଥ ସଂଧ୍ୟାରେ କୁଚିପୁଡ଼ି ନୃତ୍ୟ ସାଙ୍ଗକୁ ତବଲା ବାଦରେ ଦର୍ଶକ ବିଭୋର

    17642
    Sep 09, 2023
  • କଥକ ଶାସ୍ତ୍ରୀୟ ନୃତ୍ୟ ସହିତ ହିନ୍ଦୁସ୍ଥାନୀ କଣ୍ଠ ସଙ୍ଗୀତରେ ଦର୍ଶକ ବିଭୋର

    18043
    Sep 06, 2023

ବିଶେଷ

  • ଜୋତା ଚପଲ ଆପଣଙ୍କୁ କରିଦେଇପାରେ କାଙ୍ଗାଳ, ଜାଣନ୍ତୁ ପିନ୍ଧିବାର ନିୟମ

    13831
    Jul 15, 2026
  • ଗୃହିଣୀମାନେ ମାନନ୍ତୁ ଏହି ଜରୁରୀ ଟିପ୍ସ

    14607
    Jul 12, 2026
  • ଛୋଟପିଲାଙ୍କ ଠାରେ ଥିଲେ ମଧୁମେହ ଲକ୍ଷଣ କେମିତି ଜାଣିବେ ?

    14892
    Jul 10, 2026
  • ଥଣ୍ଡାପାଗରେ କମ୍ ମାତ୍ରାରେ ସେବନ କରନ୍ତୁ ଲୁଣ ଓ ଚିନି

    15643
    Jul 07, 2026
  • ଷ୍ଟିକର୍‌ ଛଡ଼ାଇ ଖାଆନ୍ତୁ ଫଳ, ନହେଲେ ଭୋଗିବେ ଏହି ସମସ୍ୟା

    15750
    Jul 06, 2026

ବାଣିଜ୍ୟ

ବେଦାନ୍ତ ଆଲୁମିନିୟମର କୋଇଲା ଖଣି ପ୍ରକଳ୍ପ ଆରୋଗ୍ୟମ୍ ଜରିଆରେ ଋତୁସ୍ରାବଜନିତ ସ୍ୱାସ୍ଥ୍ୟ ସଚେତନତା ସୃଷ୍ଟି କରୁଛି

ମହିଳା ଏବଂ କିଶୋରୀମାନଙ୍କୁ ଋତୁସ୍ରାବ ଏବଂ ସ୍ୱଚ୍ଛତା ବିଷୟରେ ନିଜ ପସନ୍ଦ ଅନୁଯାୟୀ ପଦକ୍ଷେପ ନେବାକୁ ସକ୍ଷମ କରିଛି

ଭୁବନେଶ୍ୱର, ୧୪/୦୭/୨୦୨୬ : ସାରା ଭାରତରେ ମହିଳା ଏବଂ କିଶୋରୀମାନଙ୍କ ପାଇଁ ଋତୁସ ...

  • ଆମୱେ ଇଣ୍ଡିଆ ନିଜର ପ୍ରିମିୟମ ସ୍କିନକେୟାର ବର୍ଗମାଳାକୁ ସୁଦୃଢ କଲା, ନୁ୍ୟଟ୍ରିଲାଇଟ-ପାୱାର୍ଡ ଉଦ୍ଦିଦଜାତ ଉପାଦାନ ସହିତ ପ୍ରଚଳନ କଲା ଆର୍ଟିଷ୍ଟ୍ରି ସ୍କିନ୍‌ ନୁ୍ୟଟ୍ରିସନ ମଲ୍‌ଟି- ଡିଫେନ୍ସ ୟୁଭି ପ୍ରୋଟେକ୍ଟ

    15811
    Jul 14, 2026
  • ଫେଡେରାଲ ବ୍ୟାଙ୍କ ଭୁବନେଶ୍ୱରରେ ଗ୍ରାହକମାନଙ୍କ ପାଇଁ ସ୍ୱତନ୍ତ୍ର ‘ୱେଲ୍‌ଥ ଆଣ୍ଡ ୱିଜଡମ୍‌’ କାର୍ଯ୍ୟକ୍ରମ ଆୟୋଜନ କଲା

    13761
    Jul 14, 2026
  • ମାସକରେ ୧୫ ହଜାର ଖସିଲାଣି ସୁନା

    14662
    Jul 01, 2026
  • ସ୍ମୃତି କ୍ୟାଣ୍ଡିୟର୍‌ ବ୍ରାଣ୍ଡ୍‌ ଆମ୍ବାସଡର୍‌ ନିଯୁକ୍ତ

    15850
    Jun 30, 2026

ଅନଲାଇନ୍ ସଂଯୋଗ

  • 67944
    Followers
  • 227640
    Likes
  • 54300
    Subscribers

Subscribe to our Newsletter

Sign up to receive email updates and to hear what's going on with our magazine!

logo

ଆଜିକାଲି, ମୁଦ୍ରିତ ଖବରକାଗଜ ପଢିବା ପାଇଁ ଲୋକଙ୍କ ପାଖରେ ପର୍ଯ୍ୟାପ୍ତ ସମୟ ନାହିଁ, ଯାହା ଗତକାଲିର ସାଧାରଣ ଘଟଣାକୁ କଭର୍ କରିଥାଏ, ତେଣୁ ସର୍ବଶେଷ ଖବର ପାଇବା ପାଇଁ ସେମାନେ ସର୍ବଦା ୱେବ୍ ପୋର୍ଟାଲ୍ କିମ୍ବା ଇଲେକ୍ଟ୍ରୋନିକ୍ ମିଡିଆ ଅନୁସରଣ କରିବାକୁ ଆଗ୍ରହୀ ଅଟନ୍ତି |

ଆମର ଅନଲାଇନ୍ ନ୍ୟୁଜ୍ ପୋର୍ଟାଲ୍ ସମଗ୍ର ବିଶ୍ୱରେ ସର୍ବଶେଷ ଅଦ୍ୟତନ, ସାମ୍ପ୍ରତିକ ଘଟଣା ସହିତ ଲୋକଙ୍କୁ ଶିକ୍ଷା ଏବଂ ସୂଚନା ଦେବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ |

  • ଖବର

  • ଘୋଷଯାତ୍ରା ପାଇଁ ପ୍ରଧାନମନ୍ତ୍ରୀ-ରାଷ୍ଟ୍ରପତିଙ୍କ ଶୁଭକାମନା

    14832
    Jul 16, 2026
  • ବେଦାନ୍ତ ଆଲୁମିନିୟମର କୋଇଲା ଖଣି ପ୍ରକଳ୍ପ ଆରୋଗ୍ୟମ୍ ଜରିଆରେ ଋତୁସ୍ରାବଜନିତ ସ୍ୱାସ୍ଥ୍ୟ ସଚେତନତା ସୃଷ୍ଟି କରୁଛି

    13716
    Jul 16, 2026
  • ଆମିର ଖାନଙ୍କ ତୃତୀୟ ବିବାହକୁ ନେଇ ଫତୱା ଜାରି

    14704
    Jul 16, 2026

About Us

  • Bhubaneswar, Odisha, India
  • 0 00000 000 00
  • odishanewslens@gmail.com

Follow us

  • Home
  • Contact Us
  • About Us
© Copyright Odisha News Lens 4.1. All rights reserved. in association with Konect.In