Odisha News Lens 4.1

Top Menu

  • About
  • Contact

Main Menu

  • Home
  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ବିଶେଷ
  • ପରିବେଶ
  • ତର୍ଜମା
  • ସଂସ୍କୃତି
READ NEWS IN ENGLISH ( ver.4.2) Sunday, March 29, 2026, Login
  • About
  • Contact

logo

Header Banner

Odisha News Lens 4.1

  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ଅନ୍ୟାନ୍ୟ
    • ବିଶେଷ
    • ପରିବେଶ
    • ତର୍ଜମା
    • ସଂସ୍କୃତି
  • ଭିସା ଆବେଦନ ପୂର୍ବରୁ କଣ କରିବେ ଜାଣନ୍ତୁ....

  • ପେରାମ୍ବୁର ଏବଂ ତ୍ରିଚି ଆସନରୁ ...

  • ମନ୍ କି ବାତ୍ କାର୍ଯ୍ୟକ୍ରମରେ ଲୋକଙ୍କୁ ...

  • ଲିଭ୍‌-ଇନ୍‌ରେ ରହିପାରିବେ ବିବାହିତ ପୁରୁଷ

  • ହିମସ୍ଖଳନରେ ୭ ଜଣଙ୍କ ମୃତ୍ୟୁ, ବରଫ ତଳେ ...

  • ପୁଣି ଏମରଜେନ୍ସିଂ ଲ୍ୟାଣ୍ଡ କଲା ବିମାନ

  • ମା’ ହେବା ପରେ ଆୱାର୍ଡ ଉତ୍ସବରେ କିଆରା

  • ପରକୀୟା ପ୍ରୀତିରୁ ଯୁବକକୁ ହତ୍ୟା

  • ଓଜନ କମାଇବାର ସହଜ ଉପାୟ

  • ଭାରତ ସହିତ ମିଶି କାମ କରିବାକୁ ଖୁବ ...

ଦେଶ-ଦେଶାନ୍ତର
Home ›› ଦେଶ-ଦେଶାନ୍ତର ››ଦେଶରେ ଖୁସିର ମାହୋଲ: ପ୍ରଥମ ଥର ପୁରୁଷଙ୍କ ତୁଳନାରେ ମହିଳାଙ୍କ ସଂଖ୍ୟା ଅଧିକ

ଦେଶରେ ଖୁସିର ମାହୋଲ: ପ୍ରଥମ ଥର ପୁରୁଷଙ୍କ ତୁଳନାରେ ମହିଳାଙ୍କ ସଂଖ୍ୟା ଅଧିକ

2021-11-25 11:33:01
13795
Share:
Facebook
Twitter
E-Mail
WhatsApp
Telegram
ଦେଶରେ ଖୁସିର ମାହୋଲ: ପ୍ରଥମ ଥର ପୁରୁଷଙ୍କ ତୁଳନାରେ ମହିଳାଙ୍କ ସଂଖ୍ୟା ଅଧିକ

ଦେଶରେ ଶିଶୁ କନ୍ୟା ହତ୍ୟା ଯୋଗୁଁ ପୁରୁଷଙ୍କ ତୁଳନାରେ ମହିଳାଙ୍କ ମାତ୍ରା ବହୁତ କମ୍ ଥିଲା । ଏଥିପାଇଁ ପରିବାର ନିୟୋଜନ ଯୋଜନା କରାଯିବା ସହ ଲିିଙ୍ଗ ନିରୂପଣକୁ ବେଆଇନ ଘୋଷଣା କରାଗଲା । ସବୁଠି ଲୋକ ସଚେତନତା କରାଗଲା । ଯାହାର ପରିଣାମ ସ୍ୱରୂପ ଆଜି ପ୍ରଥମ ଥର ପାଇଁ ପୁରୁଷଙ୍କ ତୁଳନାରେ ମହିଳାଙ୍କ ସଂଖ୍ୟା ଅଧିକ ହୋଇଛି । ଜାତୀୟ ପରିବାର ଓ ସ୍ୱାସ୍ଥ୍ୟ ସର୍ବେକ୍ଷଣର ସର୍ଭେ-୫ ବା NFHS ପକ୍ଷରୁ ଏହି ସୂଚନା ପ୍ରକାଶ ପାଇଛି।

ନୂତନ ସର୍ଭେ ଅନୁଯାୟୀ ଏବେ ଭାରତରେ ପ୍ରତି ଏକ ହଜାର ପୁରୁଷରେ ମହିଳାଙ୍କ ସଂଖ୍ୟା ହଜାରେ କୋଡିଏ ରହିଛି। କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରାଳୟ ରିଲିଜ୍ କରିଥିବା ଏହି ସର୍ବେକ୍ଷଣ ରିପୋର୍ଟ ଅନୁଯାୟୀ ଏଇ ତଥ୍ୟ ପ୍ରକାଶ ପାଇଛି।

ଏହା ପୂର୍ବରୁ ୨୦୧୫-୧୬ରେ NFHS ଚତୁର୍ଥ ପର୍ଯ୍ୟାୟ ସର୍ବେକ୍ଷଣରେ ପ୍ରତି ୧ହଜାର ପୁରୁଷରେ ୯୯୧ ଜଣ ମହିଳା ଥିଲେ। ଏଥର କିନ୍ତୁ ପ୍ରଥମ ଥର ପାଇଁ ପୁରୁଷଙ୍କ ତୁଳନାରେ ମହିଳାଙ୍କ ସଂଖ୍ୟା ବୃଦ୍ଧି ପାଇଛି।

ଉପରୋକ୍ତ ସର୍ବେକ୍ଷଣ ରିପୋର୍ଟ ଅନୁସାରେ, ଏବେ ଆଉ ଭାରତକୁ ‘ନିରୁଦ୍ଦିଷ୍ଟ ମହିଳା’ ଦେଶ କୁହାଯିବ ନାହିଁ। ୧୯୯୦ରେ ‘ନ୍ୟୁୟର୍କ ରିଭ୍ୟୁ ଅଫ୍ ବୁକ୍ସ୍‌’ରେ ପ୍ରକାଶିତ ଏକ ପ୍ରବନ୍ଧରେ ନୋବେଲ୍‌ ବିଜୟୀ ଅର୍ଥନୀତିଜ୍ଞ ଅମର୍ତ୍ତ୍ୟ ସେନ ପ୍ରଥମ ଥର ପାଇଁ ‘ନିରୁଦ୍ଦିଷ୍ଟ ମହିଳା’ ଶବ୍ଦ ବ୍ୟବହାର କରିଥିଲେ। ସେତେବେଳେ ଭାରତରେ ପ୍ରତି ୧୦୦୦ଜଣ ପୁରୁଷରେ ୯୨୭ ମହିଳା ଥିଲେ। ୨୦୦୫-୦୬ରେ ହୋଇଥିବା ‘ଏନ୍‌ଏଫ୍‌ଏଚ୍‌ଏସ୍‌-୩’ ସର୍ବେକ୍ଷଣ ରିପୋର୍ଟ ଅନୁସାରେ, ପୁରୁଷ ଓ ମହିଳାଙ୍କ ଅନୁପାତ ସମାନ ବା ୧୦୦୦:୧୦୦୦ ଥିଲା। କିନ୍ତୁ, ୨୦୧୫-୧୬ ‘ଏନ୍‌ଏଫ୍‌ଏଚ୍‌ଏସ୍‌-୪’ ସର୍ବେକ୍ଷଣରେ ତାହା ହ୍ରାସ ପାଇ ୯୯୧:୧୦୦୦ ‌ହୋଇଥିଲା। କିନ୍ତୁ, ଏଥର ପ୍ରଥମ ଥର ପାଇଁ ପୁରୁଷଙ୍କ ତୁଳନାରେ ମହିଳାଙ୍କ ସଂଖ୍ୟା ବୃଦ୍ଧି ପାଇଛି। ସେହିପରି ଦେଶରେ ଜନ୍ମହାର ମଧ୍ୟ ହ୍ରାସ ପାଇଛି । ଯାହା ଜନସଂଖ୍ୟା ବୃଦ୍ଧିକୁ ଦର୍ଶାଇଥାଏ। ଜନ୍ମହାର ୨ ପ୍ରତିଶତକୁ ଖସି ଆସିଛି। ପୂର୍ବରୁ ୨୦୧୫-୧୬ରେ ଏହା ୨.୨% ଥିଲା।

Powered by Froala Editor

Tags survey

Related articles Odisha News Lens 4.1

  • ଲିଭ୍‌-ଇନ୍‌ରେ ରହିପାରିବେ ବିବାହିତ ପୁରୁଷ
    ଦେଶ-ଦେଶାନ୍ତର

    ଲିଭ୍‌-ଇନ୍‌ରେ ରହିପାରିବେ ବିବାହିତ ପୁରୁଷ

    15184
    Mar 28, 2026
  • ଭିସା ଆବେଦନ ପୂର୍ବରୁ କଣ କରିବେ ଜାଣନ୍ତୁ....
    ଦେଶ-ଦେଶାନ୍ତର

    ଭିସା ଆବେଦନ ପୂର୍ବରୁ କଣ କରିବେ ଜାଣନ୍ତୁ....

    14435
    Mar 29, 2026
  • ପୁଣି ଏମରଜେନ୍ସିଂ ଲ୍ୟାଣ୍ଡ କଲା ବିମାନ
    ଦେଶ-ଦେଶାନ୍ତର

    ପୁଣି ଏମରଜେନ୍ସିଂ ଲ୍ୟାଣ୍ଡ କଲା ବିମାନ

    15460
    Mar 28, 2026
  • ପରକୀୟା ପ୍ରୀତିରୁ ଯୁବକକୁ ହତ୍ୟା
    ଅପରାଧ

    ପରକୀୟା ପ୍ରୀତିରୁ ଯୁବକକୁ ହତ୍ୟା

    15023
    Mar 28, 2026
  • ପେରାମ୍ବୁର ଏବଂ ତ୍ରିଚି ଆସନରୁ ପ୍ରତିଦ୍ୱନ୍ଦ୍ୱିତା କରିବେ ଟିଭିକେ ମୁଖ୍ୟ ବିଜୟ
    ଦେଶ-ଦେଶାନ୍ତର

    ପେରାମ୍ବୁର ଏବଂ ତ୍ରିଚି ଆସନରୁ ପ୍ରତିଦ୍ୱନ୍ଦ୍ୱିତା କରିବେ ଟିଭିକେ ମୁଖ୍ୟ ବିଜୟ

    14553
    Mar 29, 2026
  • ହିମସ୍ଖଳନରେ ୭ ଜଣଙ୍କ ମୃତ୍ୟୁ, ବରଫ ତଳେ ଅନେକ ଗାଡ଼ି
    ଦେଶ-ଦେଶାନ୍ତର

    ହିମସ୍ଖଳନରେ ୭ ଜଣଙ୍କ ମୃତ୍ୟୁ, ବରଫ ତଳେ ଅନେକ ଗାଡ଼ି

    14183
    Mar 28, 2026
  • ଭାରତ ସହିତ ମିଶି କାମ କରିବାକୁ ଖୁବ ଆଗ୍ରହୀ: ବାଲେନ୍ଦ୍ର ଶାହା
    ଦେଶ-ଦେଶାନ୍ତର

    ଭାରତ ସହିତ ମିଶି କାମ କରିବାକୁ ଖୁବ ଆଗ୍ରହୀ: ବାଲେନ୍ଦ୍ର ଶାହା

    14057
    Mar 28, 2026
  • ମା’ ହେବା ପରେ ଆୱାର୍ଡ ଉତ୍ସବରେ କିଆରା
    ମନୋରଞ୍ଜନ

    ମା’ ହେବା ପରେ ଆୱାର୍ଡ ଉତ୍ସବରେ କିଆରା

    15344
    Mar 28, 2026
  • ମନ୍ କି ବାତ୍ କାର୍ଯ୍ୟକ୍ରମରେ ଲୋକଙ୍କୁ ଏକଜୁଟ୍ ହୋଇ ରହିବାକୁ ଅପିଲ୍ କଲେ ...
    ଦେଶ-ଦେଶାନ୍ତର

    ମନ୍ କି ବାତ୍ କାର୍ଯ୍ୟକ୍ରମରେ ଲୋକଙ୍କୁ ଏକଜୁଟ୍ ହୋଇ ରହିବାକୁ ଅପିଲ୍ କଲେ ...

    13827
    Mar 29, 2026

ଆପଣ ଆଗ୍ରହୀ ହୋଇପାରନ୍ତି

  • ଦେଶ-ଦେଶାନ୍ତର

    ପେରାମ୍ବୁର ଏବଂ ତ୍ରିଚି ଆସନରୁ ପ୍ରତିଦ୍ୱନ୍ଦ୍ୱିତା କରିବେ ଟିଭିକେ ମୁଖ୍ୟ ବିଜୟ

    14553
    Mar 29, 2026
  • ମନୋରଞ୍ଜନ

    ମା’ ହେବା ପରେ ଆୱାର୍ଡ ଉତ୍ସବରେ କିଆରା

    15344
    Mar 28, 2026
  • ଦେଶ-ଦେଶାନ୍ତର

    ଲିଭ୍‌-ଇନ୍‌ରେ ରହିପାରିବେ ବିବାହିତ ପୁରୁଷ

    15184
    Mar 28, 2026

Advertisement

ସଂସ୍କୃତି

ଓଡ଼ିଶାଲିଙ୍କ୍ସର ୮ମ ସ୍ଵନକ୍ଷତ୍ର, ଲୁହରେ ଭିଜାଇଲା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଭକ୍ତି ଆଧାରିତ ନାଟକ ‘ଅଦୃଶ୍ୟ ଜଗନ୍ନାଥ‘

ଭୁବନେଶ୍ୱର: ରାଜଧାନୀର ଭଞ୍ଜକଳା ମଣ୍ଡପଠାରେ ଡିଜିଟାଲ ଗଣମାଧ୍ୟମ ଜଗତରେ ସ୍ୱତନ୍ତ୍ର ପରିଚିତି ହାସଲ କରିଥିବା ଓଡ଼ିଶାଲିଙ୍କ୍ସର ୮ମ ସ୍ଵନକ୍ଷତ୍ର ପାଳିତ ହୋଇଛି। କ୍ରୀଡ଼ା, ଯୁବ ବ୍ୟାପାର, ଭାଷା ଓ ସଂସ୍କୃତି ଏବଂ ଉଚ୍ଚ ...

  • ୨୯ ତମ ଓଏମ୍‌ସି. ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବ ଉଦ୍‍ଯାପିତ

    17389
    Sep 10, 2023
  • ୨୯ ତମ ଓଏମ୍‌ସି ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବର ଚତୁର୍ଥ ସଂଧ୍ୟାରେ କୁଚିପୁଡ଼ି ନୃତ୍ୟ ସାଙ୍ଗକୁ ତବଲା ବାଦରେ ଦର୍ଶକ ବିଭୋର

    17454
    Sep 09, 2023
  • କଥକ ଶାସ୍ତ୍ରୀୟ ନୃତ୍ୟ ସହିତ ହିନ୍ଦୁସ୍ଥାନୀ କଣ୍ଠ ସଙ୍ଗୀତରେ ଦର୍ଶକ ବିଭୋର

    17803
    Sep 06, 2023
  • ୮୫ ତମ ଉତ୍କଳ ଦିବସ

    16273
    Apr 03, 2021

ବିଶେଷ

  • ଓଜନ କମାଇବାର ସହଜ ଉପାୟ

    15681
    Mar 28, 2026
  • ଘରର ଛାତକୁ ସବୁବେଳେ ରଖନ୍ତୁ ସଫାସୁତୁରା

    15134
    Mar 27, 2026
  • କେଉଁ ତ୍ଵଚା ପାଇଁ ମୁଲତାନି ମିଟ୍ଟି ବ୍ୟବହାର କରିବେ ଜାଣନ୍ତୁ....

    15427
    Mar 25, 2026
  • କିଡ୍‌ନୀକୁ ସୁସ୍ଥ ରଖିବାର ଉପାୟ ଜାଣନ୍ତୁ....

    15049
    Mar 23, 2026
  • ବୟସ ବୃଦ୍ଧିକୁ ହ୍ରାସ କରେ ଏହି ଫଳ

    14031
    Mar 22, 2026

ବାଣିଜ୍ୟ

ସୁନା୬,୭୦୦ ଟଙ୍କା କମିଲା

ଘରୋଇ ଫ୍ୟୁଚର୍ସ ବଜାରରେ ସୁନା ଏବଂ ରୂପାର ମୂଲ୍ୟରେ ହ୍ରାସ ହୋଇଛି । ସୋମବାର, ୨୩  ରିପୋର୍ଟ ଲେଖାଯିବା ସମୟରେ, ସୁନା ଫ୍ୟୁଚର୍ସ ମଲ୍ଟି କମୋଡିଟି ଏକ୍ସଚେଞ୍ଜ (MCX) ରେ ପ୍ରାୟ ୬,୭୦୬ ହ୍ରାସ ପାଉଥିଲା।

MCX ରେ, ସୁନା ୧,୪୦,୧୫୮ (ପ୍ରତି ୧୦ ଗ୍ରାମ) ରେ ଖୋଲିଥିଲା। ପୂର୍ବ MCX ରେ ସୁନା ୧,୪୪,୪୯୨ ରେ କା ...

  • ପ୍ରିମିୟମ୍ ପେଟ୍ରୋଲ ୨ଟଙ୍କା ବଢ଼ିଲା

    15030
    Mar 22, 2026
  • ସୁନାରେ ବଡ଼ ହ୍ରାସ, ମଧ୍ୟବିତ୍ତଙ୍କ ପାଇଁ ଖୁସି

    15536
    Mar 22, 2026
  • ୨୭୮୦ ଟଙ୍କା ଶସ୍ତା ହେଲା ସୁନା

    13831
    Mar 20, 2026
  • ୟୁନିଭରସିଟି ଅଫ୍‌ ୱେଷ୍ଟର୍ଣ୍ଣ ଅଷ୍ଟ୍ରେଲିଆ ଏବଂ ସାଇନ୍ସ ଆଣ୍ଡ ଟେକ୍‌ନୋଲୋଜି (ଏସ୍‌ ଆଣ୍ଡ ଟି) କ୍ଲଷ୍ଟର୍ସ ବିଜ୍ଞାନ ଓ ନବସୃଜନ ସହଯୋଗୀତା ମଜଭୁତ କରିବାକୁ ରଣକୋ÷ଶଳାତ୍ମକ ଏମ୍‌ଓୟୁରେ ସ୍ୱାକ୍ଷର କଲେ

    14272
    Mar 05, 2026

ଅନଲାଇନ୍ ସଂଯୋଗ

  • 67944
    Followers
  • 227640
    Likes
  • 54300
    Subscribers

Subscribe to our Newsletter

Sign up to receive email updates and to hear what's going on with our magazine!

logo

ଆଜିକାଲି, ମୁଦ୍ରିତ ଖବରକାଗଜ ପଢିବା ପାଇଁ ଲୋକଙ୍କ ପାଖରେ ପର୍ଯ୍ୟାପ୍ତ ସମୟ ନାହିଁ, ଯାହା ଗତକାଲିର ସାଧାରଣ ଘଟଣାକୁ କଭର୍ କରିଥାଏ, ତେଣୁ ସର୍ବଶେଷ ଖବର ପାଇବା ପାଇଁ ସେମାନେ ସର୍ବଦା ୱେବ୍ ପୋର୍ଟାଲ୍ କିମ୍ବା ଇଲେକ୍ଟ୍ରୋନିକ୍ ମିଡିଆ ଅନୁସରଣ କରିବାକୁ ଆଗ୍ରହୀ ଅଟନ୍ତି |

ଆମର ଅନଲାଇନ୍ ନ୍ୟୁଜ୍ ପୋର୍ଟାଲ୍ ସମଗ୍ର ବିଶ୍ୱରେ ସର୍ବଶେଷ ଅଦ୍ୟତନ, ସାମ୍ପ୍ରତିକ ଘଟଣା ସହିତ ଲୋକଙ୍କୁ ଶିକ୍ଷା ଏବଂ ସୂଚନା ଦେବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ |

  • ଖବର

  • ମା’ ହେବା ପରେ ଆୱାର୍ଡ ଉତ୍ସବରେ କିଆରା

    15344
    Mar 28, 2026
  • ହିମସ୍ଖଳନରେ ୭ ଜଣଙ୍କ ମୃତ୍ୟୁ, ବରଫ ତଳେ ଅନେକ ଗାଡ଼ି

    14183
    Mar 28, 2026
  • ପେରାମ୍ବୁର ଏବଂ ତ୍ରିଚି ଆସନରୁ ପ୍ରତିଦ୍ୱନ୍ଦ୍ୱିତା କରିବେ ଟିଭିକେ ମୁଖ୍ୟ ବିଜୟ

    14553
    Mar 29, 2026

About Us

  • Bhubaneswar, Odisha, India
  • 0 00000 000 00
  • odishanewslens@gmail.com

Follow us

  • Home
  • Contact Us
  • About Us
© Copyright Odisha News Lens 4.1. All rights reserved. in association with Konect.In