Odisha News Lens 4.1

Top Menu

  • About
  • Contact

Main Menu

  • Home
  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ବିଶେଷ
  • ପରିବେଶ
  • ତର୍ଜମା
  • ସଂସ୍କୃତି
READ NEWS IN ENGLISH ( ver.4.2) Saturday, September 12, 2026, Login
  • About
  • Contact

logo

Header Banner

Odisha News Lens 4.1

  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ଅନ୍ୟାନ୍ୟ
    • ବିଶେଷ
    • ପରିବେଶ
    • ତର୍ଜମା
    • ସଂସ୍କୃତି
  • ଭାରତ ଗସ୍ତରେ ଆସିବେ ଜିନପିଙ୍ଗ

  • ଭାରତରେ ହେବାକୁ ଥିବା ବ୍ରିକ୍ସ ...

  • ବ୍ୟାଙ୍କ କର୍ମଚାରୀଙ୍କ ଧର୍ମଘଟ: ଏତିକି ...

  • ବିବାହ ପରେ ଏହି ଦୁଇ ରାଶିର ଲୋକ ...

  • ମଧ୍ୟପ୍ରାଚ୍ୟରେ ପୁଣି ଯୁଦ୍ଧ, ଅଶୋଧିତ ତୈଳ ...

  • ଫାର୍ମାସିଷ୍ଟଙ୍କୁ ସୀମିତ ଔଷଧ ଲେଖିବାର ...

  • ୧୦୦ ଡଲାର ପାର୍ କଲା ବ୍ରେଣ୍ଟ୍ କ୍ରୁଡ୍ ତୈଳ ...

  • ଖୋଲାରେ ପରିସ୍ରା କରିବାକୁ ବାରଣ କରିବାରୁ ...

  • ଟ୍ରେଣ୍ଡ୍‌ରେ ରେଟ୍ରୋ ଲୁକ୍

  • ବେଦାନ୍ତ ଆଲୁମିନିୟମ କୋଇଲା ଖଣି ଦ୍ୱାରା ...

ବାଣିଜ୍ୟ
Home ›› ବାଣିଜ୍ୟ ››ସ୍କୁଲ ପିଲାଙ୍କୁ ଭୋଜନ ଯୋଗାଇବାକୁ ଅକ୍ଷୟ ପାତ୍ର ଫାଉଣ୍ଡେସନ ସହିତ ହାତ ମିଳାଇଲା ଆମୱେ ଇଣ୍ଡିଆ

ସ୍କୁଲ ପିଲାଙ୍କୁ ଭୋଜନ ଯୋଗାଇବାକୁ ଅକ୍ଷୟ ପାତ୍ର ଫାଉଣ୍ଡେସନ ସହିତ ହାତ ମିଳାଇଲା ଆମୱେ ଇଣ୍ଡିଆ

2024-11-13 12:19:16
16357
Share:
Facebook
Twitter
E-Mail
WhatsApp
Telegram
ସ୍କୁଲ ପିଲାଙ୍କୁ ଭୋଜନ ଯୋଗାଇବାକୁ ଅକ୍ଷୟ ପାତ୍ର ଫାଉଣ୍ଡେସନ ସହିତ ହାତ ମିଳାଇଲା ଆମୱେ ଇଣ୍ଡିଆ

ଭୁବନେଶ୍ୱର: ଅନ୍ୟତମ ଅଗ୍ରଣୀ ସ୍ୱାସ୍ଥ୍ୟ ଓ କଲ୍ୟାଣକାରୀ ଆବଶ୍ୟକତାକୁ ସମର୍ଥନକାରୀ କମ୍ପାନୀ ଆମୱେ ଇଣ୍ଡିଆ ଭାରତର ଅବହେଳିତ ପିଲାଙ୍କ ପାଇଁ ଏକ ସ୍ୱାସ୍ଥ୍ୟକର ଭବିଷ୍ୟତକୁ ସମର୍ଥନ କରିବା ନିମନ୍ତେ ଏକ ରୂପାନ୍ତରଣକାରୀ ପ୍ରୟାସ ଜରିଆରେ ପିଲାମାନଙ୍କର ଅପପୁଷ୍ଟି ଭଳି ଜଟିଳ ପ୍ରସଙ୍ଗ ପ୍ରତି ଧ୍ୟାନ ଦେଉଛି । ମହିଳା ଓ ଶିଶୁ ବିକାଶ ମନ୍ତ୍ରଣାଳୟ ଅନୁଯାୟୀ ଭାରତରେ ୭.୭% (ପ୍ରାୟ ୪୩ ଲକ୍ଷ) ପିଲା ଅପପୁଷ୍ଟିର ଶିକାର ହେଉଛନ୍ତି, ଯାହା ଏକ ଗୁରୁତର ପ୍ରସଙ୍ଗ ସମ୍ପର୍କରେ ଆଲୋକପାତ କରୁଛି ଏବଂ ସରକାର ପୁଷ୍ଟିଗତ ଫଳାଳଫଳରେ ଉନ୍ନତି ଆଣିବାକୁ ବିବିଧ ପ୍ରୟାସ ସହିତ ଏହାକୁ ଅଗ୍ରାଧିକାର ଦେଉଛନ୍ତି । ବାଲ୍ୟାବସ୍ଥାରେ ଅପପୁଷ୍ଟି ପରିସ୍ଥିତିର ସମାଧାନ ପ୍ରତି ପ୍ରତିବଦ୍ଧ ରହିଥିବା ଆମୱେ ତାହାର ନୁ୍ୟଟ୍ରିଲାଇଟର ୯୦ତମ ବାର୍ଷିକୀ ପାଳନର ଅଂଶ ଭାବରେ ଏହାର ବିତରକ ଏବଂ କର୍ମଚାରୀଙ୍କ ସମର୍ଥନରେ ସରକାରୀ ସ୍କୁଲଗୁଡିକରେ ପିଲାମାନଙ୍କ ପାଇଁ ୯୦,୦୦୦ ପୁଷ୍ଟିକର ଭୋଜନ ଯୋଗାଇଦେବାକୁ ଅକ୍ଷୟ ପାତ୍ର ଫାଉଣ୍ଡେସନ ସହିତ ସହଯୋଗୀତା କରିଛି । 


ଶିଶୁ ଦିବସ ପାଳନ ଉତ୍ସାହ ନେଇ ଏହି ପ୍ରୟାସକୁ ଛାତ୍ର ଛାତ୍ରୀଙ୍କ ମଧ୍ୟରେ ପୁଷ୍ଟିସାଧନ, ସ୍ୱାସ୍ଥ୍ୟରକ୍ଷା, ମାନସିକ ସ୍ୱାସ୍ଥ୍ୟ ଏବଂ ସନ୍ତୁଳିତ ଆହାର ସମ୍ପର୍କିତ ଜ୍ଞାନରେ ସଶକ୍ତ କରିବାକୁ ଶିକ୍ଷଣୀୟ କାର୍ଯ୍ୟକ୍ରମ ସହିତ ଏହାକୁ ଅଧିକ ପରିବ୍ୟାପ୍ତ କରୁଛି । ଆମୱେର ସ୍ୱେଚ୍ଛାସେବୀଗଣ ପିଲାମାନଙ୍କୁ ପୁଷ୍ଟିକର ଭୋଜନ ଯୋଗାଣରେ ସକ୍ରିୟ ଅଂଶଗ୍ରହଣ କରିଛନ୍ତି । ଏହି ପ୍ରଭାବୀ ପ୍ରୟାସ ଦିଲ୍ଲୀ, ଜୟପୁର, ଭୁବନେଶ୍ୱର, ଗୁଆହାଟୀ, ପୁନେ, ଅହମଦାବାଦ, ବାଙ୍ଗାଲୋର ଏବଂ ଚେନ୍ନଇ ଆଦି ଆଠଟି ସହରରେ ପରିବ୍ୟାପ୍ତ ହୋଇଥିଲା, ଯାହା ଏକ ଉଜ୍ଜ୍ୱଳ ଭବିଷ୍ୟତ ପାଇଁ ଅର୍ଥପୂର୍ଣ୍ଣ ପରିବର୍ତ୍ତନ ଆଣିବା ଲକ୍ଷ୍ୟ ରଖିଛି । 


ଶିଶୁ ଦିବସର ଏହି ପ୍ରୟାସ ସମ୍ପର୍କରେ ମତ ଦେଇ ଶ୍ରୀ ରଜନୀଶ ଚୋପ୍ରା, ମ୍ୟାନେଜିଂ ଡାଇରେକ୍ଟର, ଆମୱେ ଇଣ୍ଡିଆ କହିଛନ୍ତି, “ନଅ ଦଶନ୍ଧି ଧରି ଆମର ଛାମୁଆ ନୁ୍ୟଟ୍ରିସନ ବ୍ରାଣ୍ଡ୍‌, ନୁ୍ୟଟ୍ରିଲାଇଟ, ସର୍ବୋଚ୍ଚ ସ୍ତରର ସ୍ୱାସ୍ଥ୍ୟ ଓ କଲ୍ୟାଣକୁ ପ୍ରୋତ୍ସାହିତ କରି ଏକ ସ୍ୱାସ୍ଥ୍ୟକର ଜୀବନ ନିର୍ବାହ ନିମନ୍ତେ ଜନସାଧାରଣଙ୍କୁ ପ୍ରେରଣା ଯୋଗାଇ ଆସୁଛି । ନୁ୍ୟଟି୍ରଲାଇଟର ୯୦ତମ ବାର୍ଷିକୀ ପାଳନର ଅଂଶ ଭାବରେ ଆମର ବିତରକ ଓ କର୍ମଚାରୀଙ୍କ ସମର୍ଥନରେ ଆମେ ସରକାରୀ ସ୍କୁଲଗୁଡିକରେ ପିଲାମାନଙ୍କୁ ୯୦,୦୦୦ ଭୋଜନ ଯୋଗାଇଦେବାକୁ ଅକ୍ଷୟ ପାତ୍ର ଫାଉଣ୍ଡେସନ ସହିତ ସହଭାଗୀତା କରିବା ଏବଂ ଅତ୍ୟାବଶ୍ୟକ ପୁଷ୍ଟିସାଧନ ଶିକ୍ଷା ପ୍ରଦାନ କରିବା ନେଇ ଗର୍ବିତ ଅନୁଭବ କରୁଛୁ । ଏହି ପ୍ରୟାସ ଜରିଆରେ ଛାତ୍ର ଛାତ୍ରୀ ସ୍ୱାସ୍ଥ୍ୟକର ପସନ୍ଦ ବାଛିବା ସମ୍ପର୍କରେ ମୂଲ୍ୟବାନ ଜ୍ଞାନ ଆହରଣ କରିପାରିବେ- ଯେଉଁଥିରେ ସନ୍ତୁଳିତ ଖାଦ୍ୟ, ମାନସିକ ସ୍ୱାସ୍ଥ୍ୟ ଏବଂ ସ୍ୱାସ୍ଥ୍ୟରକ୍ଷା ଅଭ୍ୟାସ ଆଦି ରହିଛି- ଯାହା ସେମାନଙ୍କୁ ଉଜ୍ଜ୍ୱଳମୟ, ସ୍ୱାସ୍ଥ୍ୟକର ଜୀବନ ନିର୍ବାହ ନିମନ୍ତେ ସଶକ୍ତ କରୁଛି । ଆମର ଦୃଢ ବିଶ୍ୱାସ ଯେ ଯୁବ ମନର ଅଭିବୃଦ୍ଧି ଓ ସଫଳତା ନିମନ୍ତେ ପୁଷ୍ଟିସାଧନ ହେଉଛି ମୂଳଦୁଆ । ଏକ ରାଷ୍ଟ୍ରରେ ଯେଉଁଠି ଭାରତରେ ବିଶ୍ୱସ୍ତରରେ ଅପପୁଷ୍ଟିଜନିତ ବୋଝର ଏକ ତୃତୀୟାଂଶ ରହିଛନ୍ତି, ସେଠାରେ ପିଲାମାନଙ୍କୁ ପର୍ଯ୍ୟାପ୍ତ ପୋଷଣ ଜରିଆରେ ଲାଳନ ପାଳନ କରିବା କେବଳ ଗୁରୁତ୍ୱପୂର୍ଣ୍ଣ ନୁହେଁ- ଏହା ନିତାନ୍ତ ଜରୁରୀ । ଏ ଦିଗରେ ଆମେ ଏକ ଉନ୍ନତ ଭବିଷ୍ୟତ ନିମନ୍ତେ ଏକ ସ୍ୱାସ୍ଥ୍ୟକର ରାଷ୍ଟ୍ର ନିର୍ମାଣ ନିମନ୍ତେ ଆମ ପ୍ରତିବଦ୍ଧତାରେ ଅତୁଟ ରହିଛୁ ।”


ଏହି ଅବସରରେ ପ୍ରକାଶ କରି ଶ୍ରୀ ଶ୍ରୀଧର ଭେନ୍‌କଟ୍‌, ସିଇଓ, ଅକ୍ଷୟ ପାତ୍ର ଫାଉଣ୍ଡେସନ, କହିଛନ୍ତି, “ପୁଣି ଥରେ ଆମେ ଆମୱେ ଫାଉଣ୍ଡେସନ ସହିତ ସହଯୋଗୀତା କରିବା ନେଇ ଆନନ୍ଦିତ ଅଛୁ । ସେମାନଙ୍କର ଅକୁଣ୍ଠ ସମର୍ଥନ ବଳରେ ଆମେ ଆମର ରାଷ୍ଟ୍ରବ୍ୟାପୀ ରହିଥିବା ୭୨ଟି ପାକଶାଳା ଜରିଆରେ ସ୍କୁଲ ପିଲାମାନଙ୍କୁ ୯୦,୦୦୦ ପୁଷ୍ଟିକର ଭୋଜନ ଯୋଗାଇ ଦେଇପାରିବୁ । ଏହି ସହଭାଗୀତା କେବଳ ପିଲାମାନଙ୍କୁ ଖାଦ୍ୟ ପରଷିବାଠାରୁ ବହୁ ଊଦ୍ଧ୍ୱର୍ରେ; ଏହା ପରବର୍ତ୍ତୀ ପିଢି ପାଇଁ ଏକ ସ୍ୱାସ୍ଥ୍ୟକର ଭବିଷ୍ୟତ ସୁନିଶ୍ଚିତ କରୁଛି । ଆମେ ଆନ୍ତରିକତାର ସହିତ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ, ଭାରତ ସରକାର ଏବଂ ରାଜ୍ୟ ସରକାରମାନଙ୍କୁ ସେମାନଙ୍କର ଅକୁଣ୍ଠ ସମର୍ଥନ ନିମନ୍ତେ ଧନ୍ୟବାଦ ଜଣାଉଛୁ, ଯାହା ସମଗ୍ର ଦେଶରେ ପିଲାମାନଙ୍କର ପରିପୋଷଣ ପ୍ରକ୍ରିୟା ଜାରି ରକôବା ଦିଗରେ ଆମକୁ ସମର୍ଥ କରାଉଛି ।”

Powered by Froala Editor

Tags Amway

Related articles Odisha News Lens 4.1

  • ଭାରତରେ ହେବାକୁ ଥିବା ବ୍ରିକ୍ସ ସମ୍ମିଳନୀରେ ଯୋଗଦେବେ ନାହିଁ ବାଂଲାଦେଶ ...
    ଦେଶ-ଦେଶାନ୍ତର

    ଭାରତରେ ହେବାକୁ ଥିବା ବ୍ରିକ୍ସ ସମ୍ମିଳନୀରେ ଯୋଗଦେବେ ନାହିଁ ବାଂଲାଦେଶ ...

    14017
    Sep 11, 2026
  • ୧୦୦ ଡଲାର ପାର୍ କଲା ବ୍ରେଣ୍ଟ୍ କ୍ରୁଡ୍ ତୈଳ ଦର
    ଦେଶ-ଦେଶାନ୍ତର

    ୧୦୦ ଡଲାର ପାର୍ କଲା ବ୍ରେଣ୍ଟ୍ କ୍ରୁଡ୍ ତୈଳ ଦର

    14500
    Sep 10, 2026
  • ଭାରତ ଗସ୍ତରେ ଆସିବେ ଜିନପିଙ୍ଗ
    ଦେଶ-ଦେଶାନ୍ତର

    ଭାରତ ଗସ୍ତରେ ଆସିବେ ଜିନପିଙ୍ଗ

    13758
    Sep 11, 2026
  • ଖୋଲାରେ ପରିସ୍ରା କରିବାକୁ ବାରଣ କରିବାରୁ ବ୍ୟବସାୟୀଙ୍କୁ ପିଟି ହତ୍ୟା
    ଅପରାଧ

    ଖୋଲାରେ ପରିସ୍ରା କରିବାକୁ ବାରଣ କରିବାରୁ ବ୍ୟବସାୟୀଙ୍କୁ ପିଟି ହତ୍ୟା

    15132
    Sep 10, 2026
  • ମଧ୍ୟପ୍ରାଚ୍ୟରେ ପୁଣି ଯୁଦ୍ଧ, ଅଶୋଧିତ ତୈଳ ଦର ଉପରେ ପଡ଼ିଛି ପ୍ରଭାବ
    ଦେଶ-ଦେଶାନ୍ତର

    ମଧ୍ୟପ୍ରାଚ୍ୟରେ ପୁଣି ଯୁଦ୍ଧ, ଅଶୋଧିତ ତୈଳ ଦର ଉପରେ ପଡ଼ିଛି ପ୍ରଭାବ

    15777
    Sep 10, 2026
  • ବେଦାନ୍ତ ଆଲୁମିନିୟମ କୋଇଲା ଖଣି ଦ୍ୱାରା ଷଷ୍ଠ ସିଏଲଆଇ ଏକ୍ସପୋ ୨୦୨୬ରେ ପରବର୍ତ୍ତୀ ...
    ବାଣିଜ୍ୟ

    ବେଦାନ୍ତ ଆଲୁମିନିୟମ କୋଇଲା ଖଣି ଦ୍ୱାରା ଷଷ୍ଠ ସିଏଲଆଇ ଏକ୍ସପୋ ୨୦୨୬ରେ ପରବର୍ତ୍ତୀ ...

    13919
    Sep 09, 2026
  • ଫାର୍ମାସିଷ୍ଟଙ୍କୁ ସୀମିତ ଔଷଧ ଲେଖିବାର ଅଧିକାର ମିଳିବ
    ଦେଶ-ଦେଶାନ୍ତର

    ଫାର୍ମାସିଷ୍ଟଙ୍କୁ ସୀମିତ ଔଷଧ ଲେଖିବାର ଅଧିକାର ମିଳିବ

    13650
    Sep 10, 2026
  • ଟ୍ରେଣ୍ଡ୍‌ରେ ରେଟ୍ରୋ ଲୁକ୍
    ଦେଶ-ଦେଶାନ୍ତର

    ଟ୍ରେଣ୍ଡ୍‌ରେ ରେଟ୍ରୋ ଲୁକ୍

    15001
    Sep 10, 2026
  • ବ୍ୟାଙ୍କ କର୍ମଚାରୀଙ୍କ ଧର୍ମଘଟ: ଏତିକି ଦିନ ବନ୍ଦ ରହିବ ବ୍ଯାଙ୍କ
    ଦେଶ-ଦେଶାନ୍ତର

    ବ୍ୟାଙ୍କ କର୍ମଚାରୀଙ୍କ ଧର୍ମଘଟ: ଏତିକି ଦିନ ବନ୍ଦ ରହିବ ବ୍ଯାଙ୍କ

    15471
    Sep 11, 2026

ଆପଣ ଆଗ୍ରହୀ ହୋଇପାରନ୍ତି

  • ଦେଶ-ଦେଶାନ୍ତର

    ବ୍ୟାଙ୍କ କର୍ମଚାରୀଙ୍କ ଧର୍ମଘଟ: ଏତିକି ଦିନ ବନ୍ଦ ରହିବ ବ୍ଯାଙ୍କ

    15471
    Sep 11, 2026
  • ଅପରାଧ

    ଖୋଲାରେ ପରିସ୍ରା କରିବାକୁ ବାରଣ କରିବାରୁ ବ୍ୟବସାୟୀଙ୍କୁ ପିଟି ହତ୍ୟା

    15132
    Sep 10, 2026
  • ଦେଶ-ଦେଶାନ୍ତର

    ଭାରତରେ ହେବାକୁ ଥିବା ବ୍ରିକ୍ସ ସମ୍ମିଳନୀରେ ଯୋଗଦେବେ ନାହିଁ ବାଂଲାଦେଶ ପ୍ରଧାନମନ୍ତ୍ରୀ, ଜାଣନ୍ତୁ କାହିଁକି?

    14017
    Sep 11, 2026

Advertisement

ସଂସ୍କୃତି

ରବୀନ୍ଦ୍ର ମଣ୍ଡପଠାରେ "ନୃତ୍ୟାଞ୍ଜଳୟ ଉତ୍ସବ-୨୦୨୨" ଅନୁଷ୍ଠିତ

ଭୁବନେଶ୍ୱର, ୧୫/୦୫ (ନି.ପ୍ର.): ସ୍ଥାନୀୟ ରବୀନ୍ଦ୍ର ମଣ୍ଡପଠାରେ "ନୃତ୍ୟାଞ୍ଜଳୟ ଉତ୍ସବ-୨୦୨୨" ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଧର୍ମଶାଳା ବିଧାୟକ ସ୍ଵାଧୀନ ହିମାଂଶୁ ଶେଖର ସାହୁ, ପଦ୍ମଶ୍ରୀ ଗୁରୁ କୁମକୁମ ମହାନ୍ତି, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ଉପ-ନିର୍ଦ୍ଦେଶିକା ଶ୍ରୀମ ...

  • ଓଡ଼ିଶାଲିଙ୍କ୍ସର ୮ମ ସ୍ଵନକ୍ଷତ୍ର, ଲୁହରେ ଭିଜାଇଲା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଭକ୍ତି ଆଧାରିତ ନାଟକ ‘ଅଦୃଶ୍ୟ ଜଗନ୍ନାଥ‘

    17088
    Jun 25, 2025
  • ୨୯ ତମ ଓଏମ୍‌ସି. ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବ ଉଦ୍‍ଯାପିତ

    17758
    Sep 10, 2023
  • ୨୯ ତମ ଓଏମ୍‌ସି ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବର ଚତୁର୍ଥ ସଂଧ୍ୟାରେ କୁଚିପୁଡ଼ି ନୃତ୍ୟ ସାଙ୍ଗକୁ ତବଲା ବାଦରେ ଦର୍ଶକ ବିଭୋର

    17756
    Sep 09, 2023
  • କଥକ ଶାସ୍ତ୍ରୀୟ ନୃତ୍ୟ ସହିତ ହିନ୍ଦୁସ୍ଥାନୀ କଣ୍ଠ ସଙ୍ଗୀତରେ ଦର୍ଶକ ବିଭୋର

    18161
    Sep 06, 2023

ବିଶେଷ

  • ବିବାହ ପରେ ଏହି ଦୁଇ ରାଶିର ଲୋକ ହୋଇଯାଆନ୍ତି କୋଟିପତି

    13841
    Sep 11, 2026
  • ଖଜୁରିରେ ଭରି ରହିଛି ଅନେକ ପ୍ରକାର ଉପକାରୀ ଗୁଣ, ଜାଣନ୍ତୁ କ’ଣ ?

    15933
    Sep 09, 2026
  • ମଧୁମେହ ରୋଗୀ କାକୁଡିକୁ ଦୈନନ୍ଦିନ ଖାଦ୍ୟ ତାଲିକାରେ ସାମିଲ କରିବା ନିହାତି ଦରକାର

    14584
    Sep 06, 2026
  • ଛାଡି ଦିଅନ୍ତୁ ଆଳୁ ଖାଇବା, ନିୟନ୍ତ୍ରଣ ହୋଇପାରିବ ଓଜନ

    13895
    Sep 03, 2026
  • କଞ୍ଚାକଦଳୀ ଖାଇବା ଶରୀର ପାଇଁ ଲାଭଦାୟକ, ଭରି ରହିଛି ଏହିସବୁ ଗୁଣ

    14701
    Aug 31, 2026

ବାଣିଜ୍ୟ

ବେଦାନ୍ତ ଆଲୁମିନିୟମ କୋଇଲା ଖଣି ଦ୍ୱାରା ଷଷ୍ଠ ସିଏଲଆଇ ଏକ୍ସପୋ ୨୦୨୬ରେ ପରବର୍ତ୍ତୀ ପିଢ଼ିର ଖଣି ପ୍ରଯୁକ୍ତିବିଦ୍ୟା ପ୍ରଦର୍ଶିତ

ଏହାର କୋଇଲା ଖନନ କାର୍ଯ୍ୟରେ ଡିଜିଟାଲାଇଜେସନ୍, ଏଆଇ-ଆଧରିତ ଖଣି ନିରୀକ୍ଷଣ ଏବଂ ଜ୍ଞାନକେୌଶଳ ପରିଚାଳିତ ପରିଚାଳନା ଦକ୍ଷତା ପ୍ରଦର୍ଶନ କରୁଛି

ଭୁବନେଶ୍ୱର : ଭାରତର ସର୍ବବୃହତ ଆଲୁମିନିୟମ ଉତ୍ପାଦକ ବେ ...

  • ସୁନା ଆମଦାନୀ ୩୦ ପ୍ରତିଶତ ହ୍ରାସ

    13959
    Sep 08, 2026
  • କମ୍ପାନୀ ସେକ୍ରେଟାରିଜ୍‌ର ୫୪ତମ ଜାତୀୟ ସମ୍ମିଳନୀ ଭୁବନେଶ୍ୱରରେ ଉଦ୍‌ଯାପିତ

    14693
    Sep 08, 2026
  • ଆଇସିଏସ୍‌ଆଇର ୫୪ତମ କମ୍ପାନୀ ସେକ୍ରେଟାରିଜ୍‌ ଜାତୀୟ ସମ୍ମିଳନୀ ଭୁବନେଶ୍ୱରରେ ଉଦ୍‌ଘାଟିତ

    15032
    Sep 06, 2026
  • ଓଡ଼ିଶା କ୍ରାଫ୍ଟ ଓଡ଼ିସି ଉନ୍ମୋଚନ କରିବ ଚାନ୍ଦୁଆ: କାନୋପିଜ୍‌ ଅଫ୍‌ ଲେବର, ଯେଉଁଥିରେ ଓଡ଼ିଶାର ଜୀବନ୍ତ ଚାନ୍ଦୁଆ ପରମ୍ପରାର ସବିଶେଷ ବିଷୟ ସ୍ଥାନ ପାଇଛି

    14993
    Sep 03, 2026

ଅନଲାଇନ୍ ସଂଯୋଗ

  • 67944
    Followers
  • 227640
    Likes
  • 54300
    Subscribers

Subscribe to our Newsletter

Sign up to receive email updates and to hear what's going on with our magazine!

logo

ଆଜିକାଲି, ମୁଦ୍ରିତ ଖବରକାଗଜ ପଢିବା ପାଇଁ ଲୋକଙ୍କ ପାଖରେ ପର୍ଯ୍ୟାପ୍ତ ସମୟ ନାହିଁ, ଯାହା ଗତକାଲିର ସାଧାରଣ ଘଟଣାକୁ କଭର୍ କରିଥାଏ, ତେଣୁ ସର୍ବଶେଷ ଖବର ପାଇବା ପାଇଁ ସେମାନେ ସର୍ବଦା ୱେବ୍ ପୋର୍ଟାଲ୍ କିମ୍ବା ଇଲେକ୍ଟ୍ରୋନିକ୍ ମିଡିଆ ଅନୁସରଣ କରିବାକୁ ଆଗ୍ରହୀ ଅଟନ୍ତି |

ଆମର ଅନଲାଇନ୍ ନ୍ୟୁଜ୍ ପୋର୍ଟାଲ୍ ସମଗ୍ର ବିଶ୍ୱରେ ସର୍ବଶେଷ ଅଦ୍ୟତନ, ସାମ୍ପ୍ରତିକ ଘଟଣା ସହିତ ଲୋକଙ୍କୁ ଶିକ୍ଷା ଏବଂ ସୂଚନା ଦେବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ |

  • ଖବର

  • ବ୍ୟାଙ୍କ କର୍ମଚାରୀଙ୍କ ଧର୍ମଘଟ: ଏତିକି ଦିନ ବନ୍ଦ ରହିବ ବ୍ଯାଙ୍କ

    15471
    Sep 11, 2026
  • ୧୦୦ ଡଲାର ପାର୍ କଲା ବ୍ରେଣ୍ଟ୍ କ୍ରୁଡ୍ ତୈଳ ଦର

    14500
    Sep 10, 2026
  • ଫାର୍ମାସିଷ୍ଟଙ୍କୁ ସୀମିତ ଔଷଧ ଲେଖିବାର ଅଧିକାର ମିଳିବ

    13650
    Sep 10, 2026

About Us

  • Bhubaneswar, Odisha, India
  • 0 00000 000 00
  • odishanewslens@gmail.com

Follow us

  • Home
  • Contact Us
  • About Us
© Copyright Odisha News Lens 4.1. All rights reserved. in association with Konect.In