ସହକାରୀ ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ରେଡ୍
ନୟାଗଡ: ରଣପୁରରେ ଭିଜିଲାନ୍ସ ରେଡ୍ । ନୟାଗଡ ଜିଲ୍ଲା ରଣପୁର ଗ୍ରାମ୍ୟ ଉନ୍ନୟନ ଡିଭିଜନର ସହକାରୀ ଯନ୍ତ୍ରୀ( ରୁଷିନାଥ ବରାଳଙ୍କ ସରକାରୀ ବାସଭବନ ଏବଂ ସରକାରୀ କାର୍ୟ୍ୟାଳୟରେ ରେଡ୍ କରିଛି ଭିଜିଲାନ୍ସ କ୍ଷ ଏକକାଳୀନ ୪ଟି ସ୍ଥାନରେ ଚଢ଼ାଉ କରାଯାଇଛି କ୍ଷ ୪ଟି ସ୍ଥାନରେ ଚଢାଉ କରିଛି ୪ଟି ଟିମ୍ ।
ଖୋର୍ଦ୍ଧା, ଢେଙ୍କାନାଳ ଏବଂ ନୟାଗଡରେ ରେଡ୍ କରିଛି ଭିଜିଲାନ୍ସ କ୍ଷ ତିନି ଊଝଚଙ୍କ ନେତୃତ୍ୱରେ ୪ଟି ଟିମରେ ୮ ଜଣ ଇନସ୍ପେକ୍ଟର ଏବଂ ଅନ୍ୟ ଷ୍ଟାଫ ଚଢାଉରେ ସାମିଲ ହୋଇଛନ୍ତି କ୍ଷ ଗୋଟିଏ ପ୍ଳଟ, ଗୋଟିଏ ୪ ଚକିଆ ଯାନ ଏବଂ ନଗଦ ୧ ଲକ୍ଷ ୩୦ ହଜାର ଟଙ୍କା ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଜବତ କରିଛି
Powered by Froala Editor