୧୫ଦିନ ପର୍ୟ୍ୟନ୍ତ ଲଗାତାର ଖାଆନ୍ତୁ କ୍ଷୀର ସହ ୨ଟି ଅଣ୍ଡା, ମିଳିବ ଏହିସବୁ ଫାଇଦା

ଯଦି ଆପଣଙ୍କ ଶରୀର ବି ଦୁର୍ବଳ ହୋଇପଡ଼ୁଛି ତେବେ ଖାଆନ୍ତୁ ଏହିସବୁ ଜିନିଷ। ୧୫ଭିତରେ ଆପଣଙ୍କ ଶରୀରରେ ଆସିଯିବ ପରିବର୍ତ୍ତନ। ଏଥିପାଇଁ ଆପଣଙ୍କୁ କିଛିଟା ଡାଏଟ୍ କରିବାକୁ ପଡ଼ିବ।
ବ୍ୟକ୍ତି ସୁସ୍ଥ ରହିବା ପାଇଁ ପ୍ରତିଦିନ ଅଣ୍ଡା ଖାଇବା ନିହାତି ଜରୁରୀ। କିନ୍ତୁ ଆପଣ ଜାଣନ୍ତି କି ଅଣ୍ଡା ସହିତ କ୍ଷୀର ସେବନ କଲେ କଣ କଣ ଫାଇଦା ମିଳିଥାଏ।
କ୍ଷୀର ସହିତ ଅଣ୍ଡା ଖାଇଲେ ଆମକୁ ପ୍ରୋଟିନ ବିଟାମିନ୍ ଏବଂ କ୍ୟାଲସିୟମ୍ ମିଳିଥାଏ। ଯାହା ଆମ ଶରୀରକୁ ବହୁତ ମହତ୍ତ୍ବପୂର୍ଣ୍ଣ ହୋଇଥାଏ। ଏମିତିରେ ଯଦି ଆମେ ୧୫ଦିନ ପର୍ୟ୍ୟନ୍ତ ଲଗାତାର ଭାବେ କ୍ଷୀର ସହ ଅଣ୍ଡା ସେବନ କରିବା ତେବେ ଆମକୁ ଖୁବ୍ ଫାଇଦା ମିଳିବ।
ଯେମିତିକି ବି-୧୨ ଭିଟାମିନ୍ ମିଳିଥାଏ। ଯାହାଦ୍ବାରା ମସ୍ତିସ୍କ ଭଲ କାମ କରିଥାଏ। ଏହା ସହିତ ଶରୀରକୁ ଫସଫରସ୍ ମିଳିଥାଏ, ଯାହାଦ୍ବାରା ଦାନ୍ତ ଶକ୍ତ ହୋଇଥାଏ। ଭରପୁର ମାତ୍ରାରେ କ୍ୟାଲସିୟମ୍ ମିଳିଥାଏ ଯାହାଦ୍ବାରା କେଶ ଶକ୍ତ ହୋଇଥାଏ। କ୍ଷୀର ସହିତ ଅଣ୍ଡା ଖାଇଲେ ଶରୀରରେ ରକ୍ତର ମାତ୍ରା ବଢ଼ିଯାଇଥାଏ।
Powered by Froala Editor