Odisha News Lens 4.1

Top Menu

  • About
  • Contact

Main Menu

  • Home
  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ବିଶେଷ
  • ପରିବେଶ
  • ତର୍ଜମା
  • ସଂସ୍କୃତି
READ NEWS IN ENGLISH ( ver.4.2) Thursday, September 24, 2026, Login
  • About
  • Contact

logo

Header Banner

Odisha News Lens 4.1

  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ଅନ୍ୟାନ୍ୟ
    • ବିଶେଷ
    • ପରିବେଶ
    • ତର୍ଜମା
    • ସଂସ୍କୃତି
  • ଭାରତ ଅଚାନକ ରୁଷରୁ ଅଶୋଧିତ ତୈଳ କ୍ରୟ ବନ୍ଦ ...

  • ଚୀନ୍ ରାଷ୍ଟ୍ରପତିଙ୍କୁ ସ୍ୱାଗତ କରିବା ...

  • ସ୍ଲିପର ବସ୍‌ରେ ଲାଗିଲା ନିଆଁ, ୯ ଯାତ୍ରୀ ...

  • ‘ଲହରୀ’କୁ ଶ୍ରେଷ୍ଠ ଓଡ଼ିଆ ଚଳଚ୍ଚିତ୍ର ...

  • ସ୍ଲିପର ବସରେ ଭୟାବହ ଅଗ୍ନିକାଣ୍ଡ, ୯ ...

  • ଡିଜେ ସାଉଣ୍ଡ୍ ଭୟଙ୍କର ଶବ୍ଦରେ ...

  • ପୁଅ ମୃତ୍ୟୁ ପରେ ଶାଶୂଙ୍କୁ ଭରଣପୋଷଣ ଦେବେ ...

  • ଆସନ୍ତା ୧୨ ଘଣ୍ଟା ପର୍ଯ୍ୟନ୍ତ ଗଭୀର ...

  • ବେଦାନ୍ତ ଆଲୁମିନିୟମର ଦକ୍ଷତା ବିକାଶ ...

  • ଦେଶରେ ମୌସୁମୀ ବର୍ଷା ସ୍ବାଭାବିକ ଠାରୁ ୧୫ ...

ବିଶେଷ
Home ›› ବିଶେଷ ›› କମ୍‌ ବୟସରେ ବୟସ୍କ ପରି ଦେଖା ଯାଉଛନ୍ତି କି ?

କମ୍‌ ବୟସରେ ବୟସ୍କ ପରି ଦେଖା ଯାଉଛନ୍ତି କି ?

2021-11-13 06:08:02
14968
Share:
Facebook
Twitter
E-Mail
WhatsApp
Telegram
 କମ୍‌ ବୟସରେ ବୟସ୍କ ପରି ଦେଖା ଯାଉଛନ୍ତି କି ?


କିଛି ଲୋକଙ୍କ ଶରୀର ସେମାନଙ୍କର ବୟସ  ତୁଳନାରେ ଅଧିକ ଦ୍ରୁତ ଗତିରେ ବୃଦ୍ଧି ପାଇଥାଏ ।  ଆପଣ ଏମିତି ଅନେକ ଲୋକଙ୍କୁ ଦେଖିଥିବେ , ଯିଏକି  ନିଜର ବୟସ ତୁଳନାରେ ଦେଖିବାକୁ ଅଧିକ ବୟସର ଲାଗନ୍ତି। ଡାକ୍ତରଙ୍କ ନଜରରେ ଏହି ଏଜିଙ୍ଗ୍‌ ସହ ଜଡ଼ିତ ସମସ୍ୟା ଅଟେ, ଯେଉଁଥିରେ ମଣିଷର ଶରୀର ସାଧାରଣ ଲୋକଙ୍କ ତୁଳନାରେ ଅଧିକ ଭାବେ ବିକଶିତ ହୋଇଥାଏ । ଏକ୍ସପର୍ଟଙ୍କ ମତରେ ଶରୀରରେ ହେବାକୁ ଥିବା  କିଛି ସ୍ୱତନ୍ତ୍ର ପରିବର୍ତ୍ତନ ଏଜିଙ୍ଗ୍‌ର ସମସ୍ୟା ଆଡ଼କୁ ସଙ୍କେତ କରିଥାଏ ।

ଅଣ୍ଟାରେ ଟାଇଟ୍‌ କପଡ଼ା –  ଦେହର ମଧ୍ୟ ଭାଗରେ ହଠାତ୍‌ ଫ୍ୟାଟ୍‌ ବୃଦ୍ଧି ଏଜିଙ୍ଗ୍‌ ସମସ୍ୟାକୁ ଦର୍ଶାଇ ଥାଏ । ଉଦାହରଣ ସ୍ୱରୂପ , ଆପଣ କୌଣସି ପୁରୁଣା ପ୍ୟାଣ୍ଟ ପେଟ ଓ ଜଙ୍ଘ ପାଖରୁ ଟାଇଟ୍‌ ହେବାକୁ ଲାଗେ  ଓ ତଳ ଭାଗରେ କୌଣସି ଫିଟିଙ୍ଗ୍‌ରେ ପରିବର୍ତ୍ତନ ନଆସିଲେ , ଏହା ଏଜିଙ୍ଗ୍‌  ସମସ୍ୟା ହୋଇପାରେ । ଏହି ପ୍ରକାର ସମସ୍ୟା ମେଟାବଲିକ୍‌ ସିଣ୍ଡ୍ରୋମ୍‌ ଓ ଆର୍ଥରାଇଟିସ୍‌ର କାରଣ ମଧ୍ୟ ହୋଇପାରେ ।

କ୍ଷତ ସ୍ଥାନ ବିଳମ୍ୱରେ ଶୁଖିବା – ଡାକ୍ତରଙ୍କ ମତରେ ଯଦି କୌଣସି ମଣିଷର ସାମାନ୍ୟ ଆଘାତ ଲାଗିଥାଏ ,ଆଉ ଏହା ଭଲ ହେବାକୁ ବିଳମ୍ୱ ହୁଏ ତ ଏହା ଏଜିଙ୍ଗ୍‌ ସମସ୍ୟା ହୋଇପାରେ , ଏହି ପ୍ରକାରର ସମସ୍ୟା  ଆମର ଇଣ୍ଟରନାଲ ଏଜିଙ୍ଗ୍ ସିଷ୍ଟମ ଉପରେ ନିର୍ଭର କରିଥାଏ ।

ଲୋକଙ୍କ ଅନୁମାନ – ଅନେକ ସମୟରେ ଅଜଣା ଲୋକ କୌଣସି ବ୍ୟକ୍ତିଙ୍କ ଶରୀର ଓ ବୟସକୁ  ଦେଖି  ଚିନ୍ତିତ ହୋଇଯାନ୍ତି । ଯଦି ଆପଣଙ୍କୁ ମଧ୍ୟ ପ୍ରଥମଥର ଦେଖି ଲୋକେ ଏମିତି ଭାବନ୍ତି ତ ଏହା  ସମସ୍ୟା ଆପଣଙ୍କ ସହ ହୋଇପାରେ। ପାଖାପାଖି ଡର୍ଜନ ଅଜଣା ଲୋକଙ୍କୁ ଆପଣଙ୍କର ବୟସ ଭିଷୟରେ କହିବେ , ସେ ଯେଉଁ ଅନୁମାନ କରିବେ , ତାହା ଆପଣଙ୍କର ବାୟୋଲଜିକଲ ବୟସ ବିଷୟରେ ହିଁ ମତ ଦେଇପାରନ୍ତି ।  

ଦୁର୍ବଳ ମୁଠା – ଏକ୍ସପର୍ଟ କୁହନ୍ତି , ବୟସ ବଢ଼ିବା ସହ ମଣିଷର ହାତର ମୁଠାରେ ମଧ୍ୟ ଦୁର୍ବଳତା ଦେଖାଯାଏ । ଏକ ଷ୍ଟଡି ମୁତାବିକ୍, ହାତର ଶକ୍ତି ଆମର ବୟସ ସହ ସିଧା ସଂଯୋଗ ହୋଇଥାଏ ,  ଏହା କେବଳ ଦୁର୍ବଳ ମାଂସପେଶୀୟ ଗୁଡ଼ିକର ସଙ୍କେତ ନୁହେଁ , ଏହା ମଧ୍ୟ ଆପଣଙ୍କର ବ୍ରେନ୍‌ ଏଜିଙ୍ଗ୍‌ ଫାଷ୍ଟର ଅଟେ ।

ବୋନ୍‌ ଲସ୍ – ଦୁଃର୍ଭାଗ୍ୟବଶତଃ ବୋନ୍‌ ଲସ୍‌ ଏଜିଙ୍ଗ୍‌ର ଏକ ନର୍ମାଲ ପାର୍ଟ ଅଟେ । ବୋନ୍ ମାସ୍ ହଜିବା ଯୋଗୁଁ  ମୁହଁରେ ସମସ୍ୟା ସ୍ପଷ୍ଟ ଜଣାପଡେ । ଗାଲର ଭିତର ଆଡକୁ ପଶିଯିବା ଓ ଅଧିକ ପତଳା ଓଠ ଏହାର ଲକ୍ଷଣ ହୋଇପାରେ । ଧ୍ରୁମପାନ , ଖରାପ ନ୍ୟୁଟ୍ରିସନ , କାର୍ଡିଓଭାସ୍କୁଲାର ହେଲଥ୍‌  ବା ହଠାତ୍‌  ଓଜନ ହ୍ରାସର କାରଣରୁ ମଧ୍ୟ ମଣିଷର ବୟସ ଅଧିକ ଜଣାପଡ଼େ ।

କେଶ ଝଡ଼ିବା – କମ୍‌ ବୟସରେ ହିଁ କେଶ ଝଡିବା ଏଜିଙ୍ଗ୍‌ ସମସ୍ୟାର ସଙ୍କେତ ହୋଇପାରେ । କେଶ ସହ ଜଡ଼ିତ ସମସ୍ୟା ଆମର  ମୁଣ୍ଡ ପର୍ୟ୍ୟନ୍ତ ସୀମିତ ରହିନଥାଏ । ହାତ, ପାଦ ବା ଶରୀରର ଯେକୌଣସି ଅଂଶରେ ହଠାତ୍‌ କେଶ ଝଡ଼ିବା ଏଜିଙ୍ଗ୍‌ ସମସ୍ୟା ହୋଇପାରେ ।

ସିଡ଼ି ଚଢ଼ିବାରେ ସମସ୍ୟା –  ଦୁର୍ବଳ ଆଣ୍ଠୁ ଓ ଖରାପ ଫିଟନେସ୍‌  କାରଣରୁ ଯଦି ଆପଣଙ୍କୁ ବି  ସିଡ଼ି  ଚଢ଼ିବାକୁ ସମସ୍ୟା ହେଉଥାଏ , ତ ଏହା  ମଧ୍ୟ ପ୍ରିମ୍ୟାଚ୍ୟୋର ଏଜିଙ୍ଗ୍ ସମସ୍ୟାର ସଙ୍କେତ ହୋଇପାରେ ।

ମେନୋପଜ୍‌ – ମହିଳାଙ୍କ ମଧ୍ୟରେ  ମେନ୍‌ଷ୍ଟ୍ରୁଆଲ ସାଇରିଲ୍‌ର ଫ୍ରିକ୍ୱେନ୍ସି ଓ ପ୍ରିଡିକ୍ଟିବିଲିଟ୍‌ ମଧ୍ୟ ଏକ ଏଜିଙ୍ଗ୍‌ ସମସ୍ୟାର ସଙ୍କେତ ହୋଇପାରେ । ଏହି ପେନୋପୋଜ୍‌ ୧୫ ବର୍ଷ ପୂର୍ବରୁ  ଆରମ୍ଭ ହୋଇପାରେ ।

Powered by Froala Editor

Tags Looking aged

Related articles Odisha News Lens 4.1

  • ଡିଜେ ସାଉଣ୍ଡ୍ ଭୟଙ୍କର ଶବ୍ଦରେ ଛାତ୍ରୀଙ୍କୁ ହୃଦଘାତ
    ଦେଶ-ଦେଶାନ୍ତର

    ଡିଜେ ସାଉଣ୍ଡ୍ ଭୟଙ୍କର ଶବ୍ଦରେ ଛାତ୍ରୀଙ୍କୁ ହୃଦଘାତ

    13316
    Sep 24, 2026
  • ପୁଅ ମୃତ୍ୟୁ ପରେ ଶାଶୂଙ୍କୁ ଭରଣପୋଷଣ ଦେବେ ବୋହୂ
    ଦେଶ-ଦେଶାନ୍ତର

    ପୁଅ ମୃତ୍ୟୁ ପରେ ଶାଶୂଙ୍କୁ ଭରଣପୋଷଣ ଦେବେ ବୋହୂ

    14523
    Sep 24, 2026
  • ସ୍ଲିପର ବସରେ ଭୟାବହ ଅଗ୍ନିକାଣ୍ଡ, ୯ ଯାତ୍ରୀ ଜୀବନ୍ତ ଦଗ୍ଧ
    ଦେଶ-ଦେଶାନ୍ତର

    ସ୍ଲିପର ବସରେ ଭୟାବହ ଅଗ୍ନିକାଣ୍ଡ, ୯ ଯାତ୍ରୀ ଜୀବନ୍ତ ଦଗ୍ଧ

    14769
    Sep 24, 2026
  • ସ୍ଲିପର ବସ୍‌ରେ ଲାଗିଲା ନିଆଁ, ୯ ଯାତ୍ରୀ ଜୀବନ୍ତ ଦଗ୍ଧ
    ଦେଶ-ଦେଶାନ୍ତର

    ସ୍ଲିପର ବସ୍‌ରେ ଲାଗିଲା ନିଆଁ, ୯ ଯାତ୍ରୀ ଜୀବନ୍ତ ଦଗ୍ଧ

    14749
    Sep 24, 2026
  • ଚୀନ୍ ରାଷ୍ଟ୍ରପତିଙ୍କୁ ସ୍ୱାଗତ କରିବା ବେଳେ ଚମକି ପଡ଼ିଲେ ଟ୍ରମ୍ପ
    ଦେଶ-ଦେଶାନ୍ତର

    ଚୀନ୍ ରାଷ୍ଟ୍ରପତିଙ୍କୁ ସ୍ୱାଗତ କରିବା ବେଳେ ଚମକି ପଡ଼ିଲେ ଟ୍ରମ୍ପ

    15271
    Sep 24, 2026
  • ଭାରତ ଅଚାନକ ରୁଷରୁ ଅଶୋଧିତ ତୈଳ କ୍ରୟ ବନ୍ଦ କରିପାରିବ ନାହିଁ: ଅର୍ଥମନ୍ତ୍ରୀ
    ଦେଶ-ଦେଶାନ୍ତର

    ଭାରତ ଅଚାନକ ରୁଷରୁ ଅଶୋଧିତ ତୈଳ କ୍ରୟ ବନ୍ଦ କରିପାରିବ ନାହିଁ: ଅର୍ଥମନ୍ତ୍ରୀ

    14979
    Sep 24, 2026
  • ବେଦାନ୍ତ ଆଲୁମିନିୟମର ଦକ୍ଷତା ବିକାଶ ପଦକ୍ଷେପ କାଳାହାଣ୍ଡିର ୧୦୦୦ ରୁ ଅଧିକ ...
    ବାଣିଜ୍ୟ

    ବେଦାନ୍ତ ଆଲୁମିନିୟମର ଦକ୍ଷତା ବିକାଶ ପଦକ୍ଷେପ କାଳାହାଣ୍ଡିର ୧୦୦୦ ରୁ ଅଧିକ ...

    15564
    Sep 23, 2026
  • ‘ଲହରୀ’କୁ ଶ୍ରେଷ୍ଠ ଓଡ଼ିଆ ଚଳଚ୍ଚିତ୍ର ପୁରସ୍କାର
    ମନୋରଞ୍ଜନ

    ‘ଲହରୀ’କୁ ଶ୍ରେଷ୍ଠ ଓଡ଼ିଆ ଚଳଚ୍ଚିତ୍ର ପୁରସ୍କାର

    15535
    Sep 24, 2026
  • ଦେଶରେ ମୌସୁମୀ ବର୍ଷା ସ୍ବାଭାବିକ ଠାରୁ ୧୫ ପ୍ରତିଶତ କମ୍ ରହିଛି
    ଦେଶ-ଦେଶାନ୍ତର

    ଦେଶରେ ମୌସୁମୀ ବର୍ଷା ସ୍ବାଭାବିକ ଠାରୁ ୧୫ ପ୍ରତିଶତ କମ୍ ରହିଛି

    13667
    Sep 23, 2026

ଆପଣ ଆଗ୍ରହୀ ହୋଇପାରନ୍ତି

  • ମନୋରଞ୍ଜନ

    ‘ଲହରୀ’କୁ ଶ୍ରେଷ୍ଠ ଓଡ଼ିଆ ଚଳଚ୍ଚିତ୍ର ପୁରସ୍କାର

    15535
    Sep 24, 2026
  • ଦେଶ-ଦେଶାନ୍ତର

    ସ୍ଲିପର ବସ୍‌ରେ ଲାଗିଲା ନିଆଁ, ୯ ଯାତ୍ରୀ ଜୀବନ୍ତ ଦଗ୍ଧ

    14749
    Sep 24, 2026
  • ଦେଶ-ଦେଶାନ୍ତର

    ଆସନ୍ତା ୧୨ ଘଣ୍ଟା ପର୍ଯ୍ୟନ୍ତ ଗଭୀର ଅବପାତର ତୀବ୍ରତା ବଜାୟ ରଖିବା ସମ୍ଭାବନା

    14123
    Sep 24, 2026

Advertisement

ସଂସ୍କୃତି

ରବୀନ୍ଦ୍ର ମଣ୍ଡପଠାରେ "ନୃତ୍ୟାଞ୍ଜଳୟ ଉତ୍ସବ-୨୦୨୨" ଅନୁଷ୍ଠିତ

ଭୁବନେଶ୍ୱର, ୧୫/୦୫ (ନି.ପ୍ର.): ସ୍ଥାନୀୟ ରବୀନ୍ଦ୍ର ମଣ୍ଡପଠାରେ "ନୃତ୍ୟାଞ୍ଜଳୟ ଉତ୍ସବ-୨୦୨୨" ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଧର୍ମଶାଳା ବିଧାୟକ ସ୍ଵାଧୀନ ହିମାଂଶୁ ଶେଖର ସାହୁ, ପଦ୍ମଶ୍ରୀ ଗୁରୁ କୁମକୁମ ମହାନ୍ତି, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ଉପ-ନିର୍ଦ୍ଦେଶିକା ଶ୍ରୀମ ...

  • ଓଡ଼ିଶାଲିଙ୍କ୍ସର ୮ମ ସ୍ଵନକ୍ଷତ୍ର, ଲୁହରେ ଭିଜାଇଲା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଭକ୍ତି ଆଧାରିତ ନାଟକ ‘ଅଦୃଶ୍ୟ ଜଗନ୍ନାଥ‘

    17123
    Jun 25, 2025
  • ୨୯ ତମ ଓଏମ୍‌ସି. ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବ ଉଦ୍‍ଯାପିତ

    17809
    Sep 10, 2023
  • ୨୯ ତମ ଓଏମ୍‌ସି ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବର ଚତୁର୍ଥ ସଂଧ୍ୟାରେ କୁଚିପୁଡ଼ି ନୃତ୍ୟ ସାଙ୍ଗକୁ ତବଲା ବାଦରେ ଦର୍ଶକ ବିଭୋର

    17782
    Sep 09, 2023
  • କଥକ ଶାସ୍ତ୍ରୀୟ ନୃତ୍ୟ ସହିତ ହିନ୍ଦୁସ୍ଥାନୀ କଣ୍ଠ ସଙ୍ଗୀତରେ ଦର୍ଶକ ବିଭୋର

    18192
    Sep 06, 2023

ବିଶେଷ

  • ଘରୁ ବାହାରକୁ ଗଲେ କାର୍ଯ୍ୟରେ ସଫଳତା ପ୍ରାପ୍ତି ପାଇଁ କରନ୍ତୁ ଏହି ଉପାୟ, ମିଳିବ ସଫଳତା

    15424
    Sep 23, 2026
  • ବ୍ରଶ୍‌‌ କରିବା ପରେ ତୁରନ୍ତ ଖାଇବା ଦ୍ୱାରା ହୋଇଥାଏ ଏହି ଅସୁବିଧା

    15134
    Sep 21, 2026
  • ଅଫିସ ବ୍ୟାଗ୍ ରଖନ୍ତୁ ଏହି ସ୍ଥାନରେ

    14506
    Sep 18, 2026
  • ବିବାହ ପରେ ଏହି ଦୁଇ ରାଶିର ଲୋକ ହୋଇଯାଆନ୍ତି କୋଟିପତି

    14753
    Sep 11, 2026
  • ଖଜୁରିରେ ଭରି ରହିଛି ଅନେକ ପ୍ରକାର ଉପକାରୀ ଗୁଣ, ଜାଣନ୍ତୁ କ’ଣ ?

    16384
    Sep 09, 2026

ବାଣିଜ୍ୟ

ବେଦାନ୍ତ ଆଲୁମିନିୟମର ଦକ୍ଷତା ବିକାଶ ପଦକ୍ଷେପ କାଳାହାଣ୍ଡିର ୧୦୦୦ ରୁ ଅଧିକ ଯୁବକଯୁବତୀଙ୍କ ଦକ୍ଷତା ବୃଦ୍ଧି ସହିତ ଜୀବିକା ନିର୍ବାହରେ ସହାୟକ ହୋଇଛି

ଭୁବନେଶ୍ୱର : କଳାହାଣ୍ଡିର ଯୁବକଯୁବତୀଙ୍କ ପାଇଁ ଧନ୍ଦାମୂଳକ ତାଲିମ ଏବଂ ସ୍ଥାୟୀ ଜୀବିକା ନିର୍ବାହ ଏକ ଗୁରୁତ୍ୱପୂର୍ଣ୍ଣ ଆହ୍ୱାନ ହୋଇ ରହିଛି। ଏହି ଆବଶ୍ୟକତାକୁ ପୂରଣ କରି, ବେଦାନ୍ତ ଆଲୁମିନିୟମ ସ୍ଥାନୀୟ ଅଞ୍ଚଳର ଯୁ ...

  • ଆଇଆଇଏ ଓଡ଼ିଶା ଚାପ୍ଟରର ନୂଆ ଏକଜିକ୍ୟୁଟିଭ କମିଟି ୨୦୨୬-୨୮ ନିମନ୍ତେ ଦାୟିତ୍ଵ ଗ୍ରହଣ କଲେ

    14420
    Sep 17, 2026
  • EPFOରେ ବଡ଼ ପରିବର୍ତ୍ତନ, ୧୫,୦୦୦ ଟଙ୍କାରୁ ୨୫,୦୦୦ ବଢ଼ିଲା ଟଙ୍କା ସୀମା

    15614
    Sep 17, 2026
  • ବେଦାନ୍ତ ଆଲୁମିନିୟମର ପ୍ରକଳ୍ପ ସଙ୍ଗମ କଳାହାଣ୍ଡିର ଗ୍ରାମାଞ୍ଚଳରେ ଜଳସେଚନ ସୁବିଧାକୁ ସୁଦୃଢ଼ କରିଛି

    15377
    Sep 16, 2026
  • ୯ ଅକ୍ଟୋବରରୁ ଫ୍ଲିପକାର୍ଟର Big Billion Days Sale !

    14668
    Sep 12, 2026

ଅନଲାଇନ୍ ସଂଯୋଗ

  • 67944
    Followers
  • 227640
    Likes
  • 54300
    Subscribers

Subscribe to our Newsletter

Sign up to receive email updates and to hear what's going on with our magazine!

logo

ଆଜିକାଲି, ମୁଦ୍ରିତ ଖବରକାଗଜ ପଢିବା ପାଇଁ ଲୋକଙ୍କ ପାଖରେ ପର୍ଯ୍ୟାପ୍ତ ସମୟ ନାହିଁ, ଯାହା ଗତକାଲିର ସାଧାରଣ ଘଟଣାକୁ କଭର୍ କରିଥାଏ, ତେଣୁ ସର୍ବଶେଷ ଖବର ପାଇବା ପାଇଁ ସେମାନେ ସର୍ବଦା ୱେବ୍ ପୋର୍ଟାଲ୍ କିମ୍ବା ଇଲେକ୍ଟ୍ରୋନିକ୍ ମିଡିଆ ଅନୁସରଣ କରିବାକୁ ଆଗ୍ରହୀ ଅଟନ୍ତି |

ଆମର ଅନଲାଇନ୍ ନ୍ୟୁଜ୍ ପୋର୍ଟାଲ୍ ସମଗ୍ର ବିଶ୍ୱରେ ସର୍ବଶେଷ ଅଦ୍ୟତନ, ସାମ୍ପ୍ରତିକ ଘଟଣା ସହିତ ଲୋକଙ୍କୁ ଶିକ୍ଷା ଏବଂ ସୂଚନା ଦେବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ |

  • ଖବର

  • ଚୀନ୍ ରାଷ୍ଟ୍ରପତିଙ୍କୁ ସ୍ୱାଗତ କରିବା ବେଳେ ଚମକି ପଡ଼ିଲେ ଟ୍ରମ୍ପ

    15271
    Sep 24, 2026
  • ବେଦାନ୍ତ ଆଲୁମିନିୟମର ଦକ୍ଷତା ବିକାଶ ପଦକ୍ଷେପ କାଳାହାଣ୍ଡିର ୧୦୦୦ ରୁ ଅଧିକ ଯୁବକଯୁବତୀଙ୍କ ଦକ୍ଷତା ବୃଦ୍ଧି ସହିତ ଜୀବିକା ନିର୍ବାହରେ ସହାୟକ ହୋଇଛି

    15564
    Sep 23, 2026
  • ଡିଜେ ସାଉଣ୍ଡ୍ ଭୟଙ୍କର ଶବ୍ଦରେ ଛାତ୍ରୀଙ୍କୁ ହୃଦଘାତ

    13316
    Sep 24, 2026

About Us

  • Bhubaneswar, Odisha, India
  • 0 00000 000 00
  • odishanewslens@gmail.com

Follow us

  • Home
  • Contact Us
  • About Us
© Copyright Odisha News Lens 4.1. All rights reserved. in association with Konect.In