ଗସ୍ତରେ ଯାଇଥିବା ମନ୍ତ୍ରୀ ପ୍ରତାପ ଜେନା ଅସୁସ୍ଥ
ଭୁବନେଶ୍ୱର: ଫଲବାଣୀ ଗସ୍ତରେ ଯାଇଥିବା ମନ୍ତ୍ରୀ ପ୍ରତାପ ଜେନା ହଠାତ୍ ଅସୁସ୍ଥ ହୋଇପଡିଛନ୍ତି । ଲୋ ବ୍ଲଡ ପ୍ରେସର ଓ ନିଶ୍ୱାସ ପ୍ରଶ୍ୱାସରେ କଷ୍ଟ ହେଉଥିବା ସୂଚନା ମିଳିଛି । ତାଙ୍କୁ ଫୁଲବାଣୀ ସର୍କିଟ ହାଉସରେ ଏକ ସ୍ୱତନ୍ତ୍ର ଡାକ୍ତରି ଟିମ୍ ଚିକିସôା କରୁଛନ୍ତି । ତାଙ୍କ ବର୍ତ୍ତମାନ ଏୟାର ଲିଫ୍ଟିଂ ମାଧ୍ୟମରେ ଭୁବନେଶ୍ୱର ଅଣାଯାଉଛ ବୋଲି ସୂଚନା ମିଳିଛିି । ଏନେଇ ଫୁଲବାଣୀ ମୁଖ୍ୟ ଚିକିସôାଳୟ ଏଡିଏମଓ ଅଭୟ ପଟ୍ଟନାୟକ ସୂଚନା ଦେଇଛନ୍ତି ।
Powered by Froala Editor