Odisha News Lens 4.1

Top Menu

  • About
  • Contact

Main Menu

  • Home
  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ବିଶେଷ
  • ପରିବେଶ
  • ତର୍ଜମା
  • ସଂସ୍କୃତି
READ NEWS IN ENGLISH ( ver.4.2) Thursday, July 09, 2026, Login
  • About
  • Contact

logo

Header Banner

Odisha News Lens 4.1

  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ଅନ୍ୟାନ୍ୟ
    • ବିଶେଷ
    • ପରିବେଶ
    • ତର୍ଜମା
    • ସଂସ୍କୃତି
  • ଜୁଲାଇ ମାସର ପ୍ରଥମ ସପ୍ତାହରେ ସ୍ୱାଭାବିକ ...

  • ଇଣ୍ଡୋନେସିଆରେ ବିଜୁ ପଟ୍ଟନାୟକଙ୍କୁ ...

  • ବଦ୍ରୀନାଥ ମନ୍ଦିର ଦାନ ଚୋରି ମାମଲା : ...

  • ହାତୀ ଦାନ୍ତ ରଖିବା ମାମଲା : ମୋହନଲାଲ ...

  • ନାବାଳିକା ଦୁଷ୍କର୍ମ-ହତ୍ୟା ମାମଲାର ...

  • କେତନଙ୍କ ପୂର୍ବରୁ ପ୍ରେମିକଙ୍କୁ ବାହା ...

  • ପ୍ରଦର୍ଶିତ ହେଲା ଗୋଲ୍ଡ-ପ୍ଲେଟେଡ୍ ...

  • ରୁଷ ତରଫରୁ କିଭ୍ ସହର ଉପରେ କ୍ଷେପଣାସ୍ତ୍ର ...

  • ମୋଦୀଙ୍କୁ ଇଣ୍ଡୋନେସିଆରେ ମିଳିଲା ଦେଶର ...

  • ରାମ ମନ୍ଦିର ଟ୍ରଷ୍ଟ କାର୍ଯ୍ୟ ତଦାରଖ ...

Home ›› ››ଇଭସ୍ ବିଲ୍‌ଡକନ୍ ପକ୍ଷରୁ ପୁରୀରେ ନୂଆ ଡ୍ରିମ୍ ହଲିଡେ୍ ହୋମ୍‌ସ ପ୍ରକଳ୍ପ “ସି ରୋଜେସ୍‌’ର ଶୁଭାରମ୍ଭ

ଇଭସ୍ ବିଲ୍‌ଡକନ୍ ପକ୍ଷରୁ ପୁରୀରେ ନୂଆ ଡ୍ରିମ୍ ହଲିଡେ୍ ହୋମ୍‌ସ ପ୍ରକଳ୍ପ “ସି ରୋଜେସ୍‌’ର ଶୁଭାରମ୍ଭ

2021-10-23 10:51:22
27158
Share:
Facebook
Twitter
E-Mail
WhatsApp
Telegram
ଇଭସ୍ ବିଲ୍‌ଡକନ୍ ପକ୍ଷରୁ ପୁରୀରେ ନୂଆ ଡ୍ରିମ୍ ହଲିଡେ୍ ହୋମ୍‌ସ ପ୍ରକଳ୍ପ “ସି ରୋଜେସ୍‌’ର ଶୁଭାରମ୍ଭ

ଭୁବନେଶ୍ୱର: ଦଶନ୍ଧୀରୁ ଅଧିକ ବର୍ଷର ଅଭିଜ୍ଞତା ଥିବା ଓଡ଼ିଶାର ଅଗ୍ରଣୀ ପ୍ରପର୍ଟି ଓ ରିଅଲ ଇଷ୍ଟେଟ୍ ଡେଭେଲପର ଇଭସ୍ ବିଲ୍‌ଡକନ୍ ପକ୍ଷରୁ ଘୋଷଣା କରାଯାଇଛି ଯେ ପୁରୀ ସମୁଦ୍ର ବେଳାଭୂମିରେ ଏହା “ସି ରୋଜେସ୍‌’ ନାମକ ନୂଆ ଡ୍ରିମ୍ ହଲିଡେ ହୋମ୍ ପ୍ରକଳ୍ପର ଶୁଭାରମ୍‌ଭ କରିଛି । ଏହା ପ୍ରିମିୟମ୍ ସମୁଦ୍ରକୁ ମୁହଁ କରିଥିବା ୧ ବିଏଚ୍‌କେ ଓ ଷ୍ଟୁଡିଓ ଆପାର୍ଟମେଂଟ୍ ପ୍ରଦାନ କରିବ । ଏହି ପ୍ରକଳ୍ପଟି ଚାହିଦାରେ ଥିବା ପୁରୀ ସମୁଦ୍ର କୂଳ ପାଖାପଖି ସ୍ଥାନରେ ରହିଛି ଏବଂ ପ୍ରଭୁ ଜଗନ୍ନାଥଙ୍କ ମନ୍ଦିର ଏଠାରୁ ଅଳ୍ପ ଦୂରରେ ରହିଛି ।

ଇଭସ୍ ବିଲ୍‌ଡକନ୍‌ର ସିରୋଜେସ ଏକ ଗୁରୁତ୍ୱପୂର୍ଣ୍ଣ ସ୍ଥାନରେ ସ୍ଥାପନ କରାଯାଉଥିବାରୁ ସଡ଼କ ଓ ରେଳପଥ ଜରିଆରେ ସେଠାରେ ସହଜରେ ପହଂଚିହେବ ଏବଂ ପୁରୀ ସମୁଦ୍ର ବେଳାଭୂମିରେ ଥିବା ଭିତିିଭୂମିର ଲାଭ ମଧ୍ୟ ଏହି ପ୍ରକଳ୍ପକୁ ମିଳିବ । ପ୍ରଭୁ ଜଗନ୍ନାଥଙ୍କ ମନ୍ଦିର ଠାରୁ ପ୍ରକଳ୍ପର ଦୂରତା ୧୦ ମିନିଟ୍‌ର ଥିବା ବେଳେ ରେଳ ଷ୍ଟେସନରୁ ୧୫ ମିନିଟ୍ ଏବଂ ପୁରୀ ବସ୍ ଷ୍ଟାଣ୍ଡ୍‌ରୁ ମଧ୍ୟ ୧୫ ମିନିଟ୍ ଦୂରରେ ଏହା ରହିଛି । ପୁରୀ ସମୁଦ୍ର ବେଳାଭୂମିରୁ ଚଲାବାଟ ଦୂରତାରେ ଓ ସାମୁକା ବେଳାଭୂମି ନିକଟରେ ଏହା ରହିଛି ।

ବୈଧାନିକ ନିୟମ ପାଳନ ଓ ମଂଜୁରି

ସିରୋଜେସ୍ ପ୍ରକଳ୍ପକୁ ପୁରୀ କୋଣାର୍କ ଉନ୍ନୟନ କର୍ତୃପକ୍ଷ (ପିକେଡିଏ) ପକ୍ଷରୁ ପଞ୍ଜୀକରଣ ନମ୍ବର:୩୨୯ ଓ ଓରେରା, ପଞ୍ଜୀକରଣ ନମ୍ବର: ଆର୍‌ପି/୨୬/୨୦୨୧/୦୦୫୩୦ ଦ୍ୱାରା ଉପଯୁକ୍ତ ଅନୁମୋଦନ ପ୍ରଦାନ କରାଯାଇଛି । ଏହି ପ୍ରକଳ୍ପ ଏସବିଆଇ ଓ ଅନ୍ୟ ସମସ୍ତ ରଷ୍ଟ୍ରାୟତ ଓ ଘରୋଇ କ୍ଷେତ୍ରର ବ୍ୟାଙ୍କ ଦ୍ୱାରା ଅନୁମୋଦିତ ।

ଅଫର ଓ ପ୍ରସାର

ସିରୋଜେସ୍ ପ୍ରକଳ୍ପରେ ୨୪୯ଟି ୧ବିଏଚ୍‌କେ ଓ ଷ୍ଟୁଡିଓ ଆପାର୍ଟମେଂଟ୍ ରହିଛି  ଏବଂ ଏଥିରେ କମ୍ୟୁନିଟି ହଲ୍‌, ସ୍ୱିମିଂ ପୁଲ୍‌, ଜିମ୍‌, ସ୍ପା, ଖୋଲା କାଫେଟେରିଆ ଇତ୍ୟାଦିର ସୁବିଧା ସୁଯୋଗ ମଧ୍ୟ ରହିଛି । ଉନ୍ମୋଚନ ଅଫର ଭାବେ ଗ୍ରାହକମାନେ ୨୦୨୧ ଅକ୍ଟୋବର ୧୮ରୁ ୨୫ ତାରିଖ ମଧ୍ୟରେ ଫ୍ଲାଟ୍‌ର ବୁକିଂ କଲେ ୫ ଗ୍ରାମ୍‌ର ସୁନା କଏନ୍ ପାଇବେ । ଇଭସ୍ ବିଲ୍‌ଡକନ୍ ପକ୍ଷରୁ ଆକର୍ଷଣୀୟ ଫ୍ଲାସ୍ ସେଲ୍ ଅଫର ଓ ପ୍ରସାର ସୁବିଧା ମଧ୍ୟ ପ୍ରଦାନ କରାଯାଉଛି । ଆଗୁଆ ବୁକିଂ କରୁଥିବା ଗ୍ରାହକମାନଙ୍କୁ କଂପାନି କଂପାନି ପକ୍ଷରୁ ବର୍ଗଫୁଟ ପିଛା ୩୦୦ ଟଙ୍କାର ରିହାତି ଏମ୍‌ଆର୍‌ପି ଉପରେ ପ୍ରଦାନ କରାଯାଉଛି । 

ପ୍ରତିଷ୍ଠାତା ଓ ପରିଚାଳନା ନିର୍ଦେଶକଙ୍କ ବାର୍ତା:

ଶ୍ରୀଯୁକ୍ତ କଳିଙ୍ଗ କେଶରୀ ରଥ, ପ୍ରତିଷ୍ଠାତା, ଇଭସ୍ ବିଲ୍‌ଡକନ୍ କହିଛନ୍ତି ଯେ, “ଦେଶର ପବିତ୍ର ସହର ଓ ପ୍ରଭୁ ଜଗନ୍ନାଥଙ୍କ ଘର ପୁରୀରେ ଏକ ଉଲ୍ଲେଖନୀୟ ନୂଆ ପ୍ରକଳ୍ପର ଶୁଭାରମ୍ଭ କରୁଥିବାରୁ ଆମେ ଅତ୍ୟନ୍ତ ଆନନ୍ଦିତ । ଏହି ପ୍ରକଳ୍ପ ଯେଭଳି ବାସିନ୍ଦାଙ୍କୁ ଉଲ୍ଲେଖନୀୟ ଜୀବନଶୈଳୀ ପ୍ରଦାନ କରିବାକୁ ନିଶ୍ଚିତ କରିବାକୁ ଆମେ ଚାହୁଛୁ । ଆମର ନୂଆ ପ୍ରକଳ୍ପ ସିରୋଜେସ୍ ଗ୍ରାହକ ଓ ନିବେଶକମାନଙ୍କୁ ପ୍ରଭୁ ଜଗନ୍ନାଥଙ୍କ ନିକଟରେ ରହିବାର ସୁଯୋଗ ପ୍ରଦାନ କରିବ । ନିବେଶକମାନେ ସଂପତିକୁ ଭଡ଼ା ଦେଇ ଅର୍ଥ ଉପାର୍ଜନ କରିପାରିବେ ଏବଂ ନିଜ ବନ୍ଧୁ ଓ ପରିବାର ସହିତ ମିଶି ଅଭୁଲା ମୁହୂର୍ତ ବିତାଇପାରିବେ । ଏହି ପ୍ରକଳ୍ପର ବାସିନ୍ଦାମାନଙ୍କ ପାଇଁ ସପ୍ତାହନ୍ତ ବେଶ ଚମକପ୍ରଦ ରହିବ ଏବଂ ପରିବାର ସହ ସେମାନେ ଅନେକ କାର୍ଯ୍ୟ କରିପାରିବେ ।’’

ଆଇଆଇଏମ୍‌-ବାଙ୍ଗାଲୋରର ଆଲୁମିନି ଶ୍ରୀଯୁକ୍ତ କେ କେ ରଥ କହିଛନ୍ତି ଯେ, “ଆମର ଲକ୍ଷ୍ୟ ହେଉଛି ଦେଶର ଶ୍ରେଷ୍ଠ ମାନର ରିଅଲ ଇଷ୍ଟେଟ୍ କଂପାନି ହେବା ଏବଂ ୫୦୦୦ ଖୁସିର ଗ୍ରାହକଙ୍କ ଜୀବନରେ ସକାରାତ୍ମକ ପରିବର୍ତନ ଆଣିବା । ଆମର ଦୀର୍ଘମିଆଦୀ ଲକ୍ଷ୍ୟ ହେଉଛି ଦେଶର ସବୁଠୁ ପସନ୍ଦର କଂପାନିରେ ପରିଣତ ହେବା । ଆମ କାମରେ ଗ୍ରାହକମାନଙ୍କୁ କେନ୍ଦ୍ର ସ୍ଥଳରେ ରଖି ଆମ କଂପାନି ଭରସାଯୋଗ୍ୟତା, ଗୁଣାତ୍ମକ ମାନ ଭଳି ସ୍ତମ୍ଭ ଉପରେ ଠିଆ ହୋଇଥିବା ବେଳେ ନିରନ୍ତର ଉନ୍ନତି ହେଉଛି ଆମ ମୂଲ୍ୟବୋଧର ମୂଳମନ୍ତ୍ର । ଶ୍ରୀଯୁକ୍ତ ରଥ ଏହା ମଧ୍ୟ ବିଶ୍ୱାସ କରନ୍ତି ଯେ ଆନନ୍ଦିତ ଗ୍ରାହକ ହେଉଛନ୍ତି ଭବିଷ୍ୟତ ଏବଂ ଆନନ୍ଦିତ ଗ୍ରାହକଙ୍କ ବିନା କୌଣସି ଭବିଷ୍ୟତ ନାହିଁ ।’’

ବ୍ରାଣ୍ଡ୍ ନୈତିକତା

ଇଭସ୍ ବିଲ୍‌ଡକନ୍ “ପ୍ରେମ ବାଂଟୁଛି’ ଏବଂ ଆମେ ଏହାକୁ ପୂରଣ କରିବା ଲାଗି ପ୍ରତିବଦ୍ଧ ରହିଛୁ । ସଠିକ୍ ସମୟରେ ଫ୍ଲାଟ୍ ହସ୍ତାନ୍ତର କରିବା ଠାରୁ ଆରମ୍ଭ କରି ପ୍ରତିଶ୍ରୁତି ଅନୁସାରେ ସୁବିଧା ସୁଯୋଗ ଦେବା, ନିର୍ମାଣରେ ଗୁଣବତା ବଜାୟ ରଖିବା ଏବଂ ସୋସାଇଟି ଗଠନ ଆଦି ପ୍ରତି ଇଭସ୍ ବିଲ୍‌ଡକନ୍ ପ୍ରତିବଦ୍ଧ ରହିଛି । ଇଭସ୍‌ର ଆଉ ଏକ ଗୁରୁତ୍ୱପୂର୍ଣ୍ଣ ଆକର୍ଷଣ ହେଉଛି କଂପାନି ସମସ୍ତ ଉତ୍ସବକୁ ସମ୍ପୂର୍ଣ୍ଣ ହୋଇଥିବା ପ୍ରକଳ୍ପର ସମସ୍ତ ବାସିନ୍ଦାଙ୍କ ସହ ଖୁସିରେ ପାଳନ କରିଥାଏ । ନିଯୁକ୍ତି କ୍ଷେତ୍ରରେ ଇଭସ୍ ବାସିନ୍ଦାମାନଙ୍କୁ ପ୍ରାଥମିକତା ଦେଇଥାଏ ।

ଢାଂଚା ଯେଭଳି ଦୀର୍ଘ ଦଶନ୍ଧୀ ପର୍ଯ୍ୟନ୍ତ ତିଷ୍ଠି ରହିବ ତାହା ନିଶ୍ଚିତ କରିବା ଲାଗି ଇଭସ୍ ବିଲ୍‌ଡକନ୍ ଶ୍ରେଷ୍ଠ ଗୁଣାତ୍ମକ ମାନର ନିର୍ମାଣ ସାମଗ୍ରୀ ଓ ଅତ୍ୟାଧୁନିକ ପ୍ରଯୁକ୍ତି ବ୍ୟବହାର କରୁଛି । ଏହି ସଂଖ୍ୟାଧିକ ସୁବିଧା ସୁଯୋଗ ରହିଛି ସିରୋଜେସ୍ ପ୍ରକଳ୍ପ ଏହାର ବାସିନ୍ଦାମାନଙ୍କୁ ଚବିଶ ଘଂଟା ପ୍ରଭାବୀ ବିଜୁଳି, ଜଳ ଯୋଗାଣ ଓ ନିରାପତା ସୁବିଧା ପ୍ରଦାନ କରିବ । ସାରା ଦୁନିଆରେ ପରିବେଶକୁ ଗୁରୁତ୍ୱ ଦିଆଯାଉଥିବାରୁ ଇଭସ୍ ବିଲ୍‌ଡକନ୍ ମଧ୍ୟ ପ୍ରକଳ୍ପକୁ ପରିବେଶ ମିତବ୍ୟୟୀ କରିବାକୁ ଉଦ୍ୟମ ଆରମ୍ଭ କରିଛି ।


ଇଭସ୍ ବିଲ୍‌ଡକନ୍‌-ଡେଭେଲପର୍‌ଙ୍କ ବିଷୟରେ:

ଇଭସ୍ ବିଲ୍‌ଡକନ୍‌ର ପ୍ରତିଷ୍ଠାତା ଶ୍ରୀଯୁକ୍ତ କଳିଙ୍ଗ କେଶରୀ ରଥ ମୁମ୍ବାଇରୁ ଏସ୍‌ଏମ୍‌ଏମ୍‌ଏଆର୍‌ଟି ଟ୍ରେନିଂ ଆଣ୍ଡ୍ କନସଲ୍‌ଟାଂଟ୍‌ରୁ ଏଟଂପ୍ରେନୁୃ୍ୟଅର ଗୁରୁକୂଳ ଓ ମାଷ୍ଟର ଇନ୍ ଗୁରୁକୂଳ ସମ୍ପୂର୍ଣ୍ଣ କରିଥିବା ବେଳେ ଓଇସି ଭୁବନେଶ୍ୱରରୁ ବି ଟେକ୍ ଡିଗ୍ରି ହାସଲ କରିଛନ୍ତି । ସେ ହେଉଛନ୍ତି କ୍ରେଡାଇର ଜଣେ ସକ୍ରିୟ ସଦସ୍ୟ । ରିଅଲ ଇଷ୍ଟେଟ୍ କ୍ଷେତ୍ରରେ ୧୫ ବର୍ଷର ଅଭିଜ୍ଞତା ସହିତ ଶ୍ରୀଯୁକ୍ତ ରଥ ୨୦୧୦ ନଭେମ୍ବର ୧୨ ତାରିଖରେ ଇଭସ୍‌ର ସ୍ଥାପନା କରିଥିଲେ ଏବଂ ରିଅଲ ଇଷ୍ଟେଟ୍ କ୍ଷେତ୍ରରେ ଶ୍ରେଷ୍ଠ ସେବା ଲାଗି ଏହାକୁ ଆଇଏସ୍‌ଓ ୯୦୦୧-୨୦୧୫ ସାର୍ଟିଫିକେସନ୍ ମିଳିଛି । ଇଭସ୍‌ର ଆବାସିକ ପ୍ରକଳ୍ପଗୁଡ଼ିକରେ ରହିଛି ପ୍ରିମିୟମ୍ ଆବାସିକ ପ୍ରକଳ୍ପ, ଲକ୍‌ଜୁରି ଆପାର୍ଟମେଂଟ୍‌, ଅର୍ବାନ ଷ୍ଟୁଡିଓ ଏବଂ ଭାଲ୍ୟୁ ହୋମ୍ । କଂପାନି ବର୍ତମାନ ସୁଦ୍ଧା ଏହାର ଅନନ୍ଦିତ ଗ୍ରାହକମାନଙ୍କୁ ୫୦୦ରୁ ଅଧିକ ଘର ହସ୍ତାନ୍ତର କରିସାରିଛି ଏବଂ ଆହୁରି ଅଧିକ ପ୍ରକଳ୍ପ ନେଇ ଆସୁଛି । ଇଉସ୍‌ର ମୂଳ ଉଦ୍ଦେଶ୍ୟ ହେଉଛି “ଗୁଣାତ୍ମକ ଜୀବନରେ ଏଭଳି ଉନ୍ନତି ଆଣିବା ଯାହା ଦୁନିଆକୁ ଉନ୍ନତ ଏବଂ ଜୀବନ ବଂଚିବା ଓ ବଢ଼ିବା ଲାଗି ସୁନ୍ଦର ସ୍ଥାନରେ ପରିଣତ କରି ଏକ ଅର୍ଥପୂର୍ଣ୍ଣ ପରିବର୍ତନ ଆଣିବା ।’ ଇଭସ୍ ହେଉଛି ଓଡ଼ିଶାର ଅନ୍ୟତମ ଦ୍ରୁତ ଅଭିବୃଦ୍ଧିଶୀଳ ରିଅଲ ଇଷ୍ଟେଟ୍ କଂପାନି । ସମ୍ପ୍ରସାରଣର ଅଂଶ ସ୍ୱରୂପ ଇଭସ୍ ବିଲ୍‌ଡକନ୍ ପକ୍ଷରୁ ପ୍ରିମିୟମ ଆବାସିକ ଆପାର୍ଟମୋଂଟ୍‌, ଡୁପ୍ଲେକ୍ସ ଓ ସ୍ୱାଧୀନ ଲକ୍‌ଜୁରି ଗୃହ ବର୍ଗରେ ଅନେକ ଐତିହାସିକ ପ୍ରକଳ୍ପ ହସ୍ତାନ୍ତର କରାଯାଇଛି । 


Powered by Froala Editor

Tags EVOS Buildcon

Related articles Odisha News Lens 4.1

  • ନାବାଳିକା ଦୁଷ୍କର୍ମ-ହତ୍ୟା ମାମଲାର ଅଭିଯୁକ୍ତକୁ ଏନକାଉଣ୍ଟର
    ଅପରାଧ

    ନାବାଳିକା ଦୁଷ୍କର୍ମ-ହତ୍ୟା ମାମଲାର ଅଭିଯୁକ୍ତକୁ ଏନକାଉଣ୍ଟର

    14471
    Jul 08, 2026
  • ଇଣ୍ଡୋନେସିଆରେ ବିଜୁ ପଟ୍ଟନାୟକଙ୍କୁ ଭୂୟସୀ ପ୍ରଶଂସା
    ଦେଶ-ଦେଶାନ୍ତର

    ଇଣ୍ଡୋନେସିଆରେ ବିଜୁ ପଟ୍ଟନାୟକଙ୍କୁ ଭୂୟସୀ ପ୍ରଶଂସା

    13493
    Jul 08, 2026
  • ବଦ୍ରୀନାଥ ମନ୍ଦିର ଦାନ ଚୋରି ମାମଲା : ମନ୍ଦିର ସମିତି ଅଧ୍ୟକ୍ଷଙ୍କ ବ୍ୟକ୍ତିଗତ ...
    ଦେଶ-ଦେଶାନ୍ତର

    ବଦ୍ରୀନାଥ ମନ୍ଦିର ଦାନ ଚୋରି ମାମଲା : ମନ୍ଦିର ସମିତି ଅଧ୍ୟକ୍ଷଙ୍କ ବ୍ୟକ୍ତିଗତ ...

    14125
    Jul 08, 2026
  • କେତନଙ୍କ ପୂର୍ବରୁ ପ୍ରେମିକଙ୍କୁ ବାହା ହୋଇ ସାରିଥିଲେ ସିୟା
    ଦେଶ-ଦେଶାନ୍ତର

    କେତନଙ୍କ ପୂର୍ବରୁ ପ୍ରେମିକଙ୍କୁ ବାହା ହୋଇ ସାରିଥିଲେ ସିୟା

    14452
    Jul 08, 2026
  • ମୋଦୀଙ୍କୁ ଇଣ୍ଡୋନେସିଆରେ ମିଳିଲା ଦେଶର ସର୍ବୋଚ୍ଚ ନାଗରିକ ସମ୍ମାନ ‘ବିତାଙ୍ଗ ...
    ଦେଶ-ଦେଶାନ୍ତର

    ମୋଦୀଙ୍କୁ ଇଣ୍ଡୋନେସିଆରେ ମିଳିଲା ଦେଶର ସର୍ବୋଚ୍ଚ ନାଗରିକ ସମ୍ମାନ ‘ବିତାଙ୍ଗ ...

    15129
    Jul 07, 2026
  • ପ୍ରଦର୍ଶିତ ହେଲା ଗୋଲ୍ଡ-ପ୍ଲେଟେଡ୍ ‘ରାମଚରିତମାନସ’ ଗ୍ରନ୍ଥ
    ଦେଶ-ଦେଶାନ୍ତର

    ପ୍ରଦର୍ଶିତ ହେଲା ଗୋଲ୍ଡ-ପ୍ଲେଟେଡ୍ ‘ରାମଚରିତମାନସ’ ଗ୍ରନ୍ଥ

    13655
    Jul 07, 2026
  • ଜୁଲାଇ ମାସର ପ୍ରଥମ ସପ୍ତାହରେ ସ୍ୱାଭାବିକ ଠୁ ହୋଇଛି ଅଧିକ ମୌସୁମୀ ବର୍ଷା
    ଦେଶ-ଦେଶାନ୍ତର

    ଜୁଲାଇ ମାସର ପ୍ରଥମ ସପ୍ତାହରେ ସ୍ୱାଭାବିକ ଠୁ ହୋଇଛି ଅଧିକ ମୌସୁମୀ ବର୍ଷା

    15249
    Jul 08, 2026
  • ରାମ ମନ୍ଦିର ଟ୍ରଷ୍ଟ କାର୍ଯ୍ୟ ତଦାରଖ କରିବେ କୃଷ୍ଣ ମୋହନ
    ଦେଶ-ଦେଶାନ୍ତର

    ରାମ ମନ୍ଦିର ଟ୍ରଷ୍ଟ କାର୍ଯ୍ୟ ତଦାରଖ କରିବେ କୃଷ୍ଣ ମୋହନ

    14585
    Jul 07, 2026
  • ରୁଷ ତରଫରୁ କିଭ୍ ସହର ଉପରେ କ୍ଷେପଣାସ୍ତ୍ର ଓ ଡ୍ରୋନ୍ ଆକ୍ରମଣ, ୨୩ମୃତ
    ଦେଶ-ଦେଶାନ୍ତର

    ରୁଷ ତରଫରୁ କିଭ୍ ସହର ଉପରେ କ୍ଷେପଣାସ୍ତ୍ର ଓ ଡ୍ରୋନ୍ ଆକ୍ରମଣ, ୨୩ମୃତ

    13820
    Jul 07, 2026

ଆପଣ ଆଗ୍ରହୀ ହୋଇପାରନ୍ତି

  • ଦେଶ-ଦେଶାନ୍ତର

    ରୁଷ ତରଫରୁ କିଭ୍ ସହର ଉପରେ କ୍ଷେପଣାସ୍ତ୍ର ଓ ଡ୍ରୋନ୍ ଆକ୍ରମଣ, ୨୩ମୃତ

    13820
    Jul 07, 2026
  • ଦେଶ-ଦେଶାନ୍ତର

    ଜୁଲାଇ ମାସର ପ୍ରଥମ ସପ୍ତାହରେ ସ୍ୱାଭାବିକ ଠୁ ହୋଇଛି ଅଧିକ ମୌସୁମୀ ବର୍ଷା

    15249
    Jul 08, 2026
  • ଦେଶ-ଦେଶାନ୍ତର

    ପ୍ରଦର୍ଶିତ ହେଲା ଗୋଲ୍ଡ-ପ୍ଲେଟେଡ୍ ‘ରାମଚରିତମାନସ’ ଗ୍ରନ୍ଥ

    13655
    Jul 07, 2026

Advertisement

ସଂସ୍କୃତି

ରବୀନ୍ଦ୍ର ମଣ୍ଡପଠାରେ "ନୃତ୍ୟାଞ୍ଜଳୟ ଉତ୍ସବ-୨୦୨୨" ଅନୁଷ୍ଠିତ

ଭୁବନେଶ୍ୱର, ୧୫/୦୫ (ନି.ପ୍ର.): ସ୍ଥାନୀୟ ରବୀନ୍ଦ୍ର ମଣ୍ଡପଠାରେ "ନୃତ୍ୟାଞ୍ଜଳୟ ଉତ୍ସବ-୨୦୨୨" ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଧର୍ମଶାଳା ବିଧାୟକ ସ୍ଵାଧୀନ ହିମାଂଶୁ ଶେଖର ସାହୁ, ପଦ୍ମଶ୍ରୀ ଗୁରୁ କୁମକୁମ ମହାନ୍ତି, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ଉପ-ନିର୍ଦ୍ଦେଶିକା ଶ୍ରୀମ ...

  • ଓଡ଼ିଶାଲିଙ୍କ୍ସର ୮ମ ସ୍ଵନକ୍ଷତ୍ର, ଲୁହରେ ଭିଜାଇଲା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଭକ୍ତି ଆଧାରିତ ନାଟକ ‘ଅଦୃଶ୍ୟ ଜଗନ୍ନାଥ‘

    16971
    Jun 25, 2025
  • ୨୯ ତମ ଓଏମ୍‌ସି. ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବ ଉଦ୍‍ଯାପିତ

    17582
    Sep 10, 2023
  • ୨୯ ତମ ଓଏମ୍‌ସି ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବର ଚତୁର୍ଥ ସଂଧ୍ୟାରେ କୁଚିପୁଡ଼ି ନୃତ୍ୟ ସାଙ୍ଗକୁ ତବଲା ବାଦରେ ଦର୍ଶକ ବିଭୋର

    17636
    Sep 09, 2023
  • କଥକ ଶାସ୍ତ୍ରୀୟ ନୃତ୍ୟ ସହିତ ହିନ୍ଦୁସ୍ଥାନୀ କଣ୍ଠ ସଙ୍ଗୀତରେ ଦର୍ଶକ ବିଭୋର

    18035
    Sep 06, 2023

ବିଶେଷ

  • ଥଣ୍ଡାପାଗରେ କମ୍ ମାତ୍ରାରେ ସେବନ କରନ୍ତୁ ଲୁଣ ଓ ଚିନି

    15234
    Jul 07, 2026
  • ଷ୍ଟିକର୍‌ ଛଡ଼ାଇ ଖାଆନ୍ତୁ ଫଳ, ନହେଲେ ଭୋଗିବେ ଏହି ସମସ୍ୟା

    15568
    Jul 06, 2026
  • ଦମ୍ପତିଙ୍କ ମଧ୍ୟରେ ବଢୁଛି ସ୍ଲିପ୍ ଡିଭୋର୍ସ, ଜାଣନ୍ତୁ କ'ଣ ?

    15374
    Jul 05, 2026
  • ଗାଜର ଜୁସ୍ ପିଇଲେ ମିଳିଥାଏ ଏହି ଫାଇଦା

    15239
    Jul 03, 2026
  • ଗର୍ଲଫ୍ରେଣ୍ଡଙ୍କ ସହ ସମ୍ପର୍କକୁ ଆଗକୁ ବଢାଇବାକୁ ଚାହୁଁଛନ୍ତି କି, କରନ୍ତୁ ମନଛୁଆଁ କଥାବାର୍ତ୍ତା

    14663
    Jun 30, 2026

ବାଣିଜ୍ୟ

ମାସକରେ ୧୫ ହଜାର ଖସିଲାଣି ସୁନା

ସୁନା ଓ ରୁପା ଦରରେ ଲଗାତାର ଉତ୍ଥାନ-ପତନ ଦେଖିବାକୁ ମିଳୁଛି। ଏଇ ମାସରେ ସୁନା ଭରି ପିଛା ଖସିଲାଣି ପ୍ରାୟ ୧୫ ହଜାର ଟଙ୍କା । ୨୨ କ୍ୟାରେଟ୍ ସୁନାର ଦାମ ୧୦ ଗ୍ରାମ ପିଛା ୧ ଲକ୍ଷ ୩୦ ହଜାର ଟଙ୍କା ତଳକୁ ଖସିଛି।  ଏହା ଗ୍ରାହକଙ୍କ ପାଇଁ କିଛିଟା ଆଶ୍ୱସ୍ତିର ଖବର ହୋଇଥିବା ବେଳେ, ନିବେଶକଙ୍କ ମଧ୍ୟରେ ଏହାକୁ ନେଇ ଚର ...

  • ସ୍ମୃତି କ୍ୟାଣ୍ଡିୟର୍‌ ବ୍ରାଣ୍ଡ୍‌ ଆମ୍ବାସଡର୍‌ ନିଯୁକ୍ତ

    15838
    Jun 30, 2026
  • ଜେରାଇ ଫିଟ୍‌ନେସ୍‌ ଲିମିଟେଡ (“ଜେରାଇ ଫିଟ୍‌ନେସ୍‌”) ରିବକ୍‌ର ଭାରତର ଶକ୍ତି, ଧୈର୍ଯ୍ୟ ଓ ମାନସିକ ଦୃଢତାର ପରୀକ୍ଷା ଦ୍ୱାରା ସଶକ୍ତ ‘ଲାଷ୍ଟ ୱାନ୍‌ ଷ୍ଟାଣ୍ଡିଂ’ ଶୁଭାରମ୍ଭ କଲା

    15708
    Jun 17, 2026
  • ଖିମଜୀ ଜୁଏଲର୍ସ ପକ୍ଷରୁ ମହା ଆଡ଼ମ୍ବରରେ ସହ ସାରା ଓଡ଼ିଶାରେ “ରଜ ମଉଜ’ ପାଳନ

    13814
    Jun 16, 2026
  • ଉଛୁଳିଛି ସେୟାର ବଜାର, ସୁନା ଦର ବୃଦ୍ଧି

    14926
    Apr 01, 2026

ଅନଲାଇନ୍ ସଂଯୋଗ

  • 67944
    Followers
  • 227640
    Likes
  • 54300
    Subscribers

Subscribe to our Newsletter

Sign up to receive email updates and to hear what's going on with our magazine!

logo

ଆଜିକାଲି, ମୁଦ୍ରିତ ଖବରକାଗଜ ପଢିବା ପାଇଁ ଲୋକଙ୍କ ପାଖରେ ପର୍ଯ୍ୟାପ୍ତ ସମୟ ନାହିଁ, ଯାହା ଗତକାଲିର ସାଧାରଣ ଘଟଣାକୁ କଭର୍ କରିଥାଏ, ତେଣୁ ସର୍ବଶେଷ ଖବର ପାଇବା ପାଇଁ ସେମାନେ ସର୍ବଦା ୱେବ୍ ପୋର୍ଟାଲ୍ କିମ୍ବା ଇଲେକ୍ଟ୍ରୋନିକ୍ ମିଡିଆ ଅନୁସରଣ କରିବାକୁ ଆଗ୍ରହୀ ଅଟନ୍ତି |

ଆମର ଅନଲାଇନ୍ ନ୍ୟୁଜ୍ ପୋର୍ଟାଲ୍ ସମଗ୍ର ବିଶ୍ୱରେ ସର୍ବଶେଷ ଅଦ୍ୟତନ, ସାମ୍ପ୍ରତିକ ଘଟଣା ସହିତ ଲୋକଙ୍କୁ ଶିକ୍ଷା ଏବଂ ସୂଚନା ଦେବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ |

  • ଖବର

  • ଇଣ୍ଡୋନେସିଆରେ ବିଜୁ ପଟ୍ଟନାୟକଙ୍କୁ ଭୂୟସୀ ପ୍ରଶଂସା

    13493
    Jul 08, 2026
  • ରୁଷ ତରଫରୁ କିଭ୍ ସହର ଉପରେ କ୍ଷେପଣାସ୍ତ୍ର ଓ ଡ୍ରୋନ୍ ଆକ୍ରମଣ, ୨୩ମୃତ

    13820
    Jul 07, 2026
  • ରାମ ମନ୍ଦିର ଟ୍ରଷ୍ଟ କାର୍ଯ୍ୟ ତଦାରଖ କରିବେ କୃଷ୍ଣ ମୋହନ

    14585
    Jul 07, 2026

About Us

  • Bhubaneswar, Odisha, India
  • 0 00000 000 00
  • odishanewslens@gmail.com

Follow us

  • Home
  • Contact Us
  • About Us
© Copyright Odisha News Lens 4.1. All rights reserved. in association with Konect.In