Odisha News Lens 4.1

Top Menu

  • About
  • Contact

Main Menu

  • Home
  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ବିଶେଷ
  • ପରିବେଶ
  • ତର୍ଜମା
  • ସଂସ୍କୃତି
READ NEWS IN ENGLISH ( ver.4.2) Wednesday, June 17, 2026, Login
  • About
  • Contact

logo

Header Banner

Odisha News Lens 4.1

  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ଅନ୍ୟାନ୍ୟ
    • ବିଶେଷ
    • ପରିବେଶ
    • ତର୍ଜମା
    • ସଂସ୍କୃତି
  • ଖିମଜୀ ଜୁଏଲର୍ସ ପକ୍ଷରୁ ମହା ଆଡ଼ମ୍ବରରେ ସହ ...

  • ୧୬ ବର୍ଷରୁ କମ୍ ବୟସର ପିଲାମାନଙ୍କ ପାଇଁ ...

  • ଭାରତୀୟ ଏଲ୍‌ଏନ୍‌ଜି ଜାହାଜ ‘ଦିଶା’ ...

  • NEET-UG ପୁନଃପରୀକ୍ଷା ସମ୍ପର୍କରେ ବଡ଼ ...

  • 'କୁମକୁମ ଭାଗ୍ୟ'ର ଅଭିନେତ୍ରୀ ସଞ୍ଚିତାଙ୍କ ...

  • ଆମେରିକୀୟ ବାୟୁସେନା ବିମାନ ...

  • 'ହଣ୍ଟେଡ୍ 3D: ଇକୋଜ୍ ଅଫ୍ ଦି ପାଷ୍ଟ' : ପ୍ରଥମ ...

  • NEET ପୁନଃପରୀକ୍ଷା ପୂର୍ବରୁ ଟେଲିଗ୍ରାମ ...

  • ବ୍ରଶ୍‌‌ କରିବା ପରେ ତୁରନ୍ତ ଖାଇବା ଭଲ କି ...

  • କକ୍ରୋଚ୍ ଜନତା ପାର୍ଟିର ପ୍ରତିଷ୍ଠାତା ...

Home ›› ››ରାମସନ୍ସ ନିଜର ନୂଆ ବ୍ରାଣ୍ଡ୍‍ ପ୍ରଚାର ଅଭିଯାନ ପାଇଁ ଲୋକପ୍ରିୟ ଅଭିନେତ୍ରୀ ଦୀପ୍ତିପ୍ରିୟା ରୟଙ୍କୁ ଚୁକ୍ତିବଦ୍ଧ କଲା

ରାମସନ୍ସ ନିଜର ନୂଆ ବ୍ରାଣ୍ଡ୍‍ ପ୍ରଚାର ଅଭିଯାନ ପାଇଁ ଲୋକପ୍ରିୟ ଅଭିନେତ୍ରୀ ଦୀପ୍ତିପ୍ରିୟା ରୟଙ୍କୁ ଚୁକ୍ତିବଦ୍ଧ କଲା

2021-10-21 06:21:49
26497
Share:
Facebook
Twitter
E-Mail
WhatsApp
Telegram
ରାମସନ୍ସ ନିଜର ନୂଆ ବ୍ରାଣ୍ଡ୍‍ ପ୍ରଚାର ଅଭିଯାନ ପାଇଁ ଲୋକପ୍ରିୟ ଅଭିନେତ୍ରୀ ଦୀପ୍ତିପ୍ରିୟା ରୟଙ୍କୁ ଚୁକ୍ତିବଦ୍ଧ କଲା

ଭୁବନେଶ୍ୱର : ବ୍ୟକ୍ତିଗତ ପ୍ରଯତ୍ନକାରୀ ବର୍ଗରେ ଏକ ଅଗ୍ରଣୀ ବ୍ରାଣ୍ଡ୍‍ ରାମସନ୍ସ ପରଫ୍ୟୁମ୍ସ ପ୍ରାଇଭେଟ ଲିମିଟେଡ ଲୋକପ୍ରିୟ ଟେଲିଭିଜନ ଅଭିନେତ୍ରୀ ଦୀପ୍ତିପ୍ରିୟା ରୟଙ୍କୁ ନିଜ ବ୍ରାଣ୍ଡ୍‍ର ନୂତନ ଉପସ୍ଥାପିକା ଭାବରେ ଚୁକ୍ତିବଦ୍ଧ କରାଇଛି । ଏହି ସହଭାଗିତା ମୁଖ୍ୟତଃ ପୂର୍ବାଞ୍ଚଳ ବଜାର ନିମନ୍ତେ ଉଦ୍ଦିଷ୍ଟ ଏବଂ ଦୀପ୍ତିପ୍ରିୟା ରାମସନ୍ସର ନୂଆ ତ୍ୱଚା

ଯତ୍ନକାରୀ ଉତ୍ପାଦଗୁଡିକର ଅନ୍‍ଲାଇନ ଏବଂ ଅଫଲାଇନ ମାଧ୍ୟମରେ ବ୍ୟବସାୟିକ ପ୍ରସାର କରାଇବେ । ଏହି ଆକର୍ଷଣୀୟ ତ୍ୱଚା ଯତ୍ନକାରୀ ଉତ୍ପାଦ ବର୍ଗମାଳାକୁ ନେଇ ଏକ ଚର୍ଚ୍ଚା ସୃଷ୍ଟି କରିବା ଏବଂ ବ୍ରାଣ୍ଡ୍‍ର ଉତ୍ପାଦ ବର୍ଗମାଳା ଯଥା ବଡି ଅଏଲ, ବଡି ଲୋସନ ଏବଂ ମଏଶ୍ଚରାଇଜର କ୍ରିମ୍‍ ଆଦିର ଉପସ୍ଥାପିକା ଭାବରେ ଅଧିକରୁ ଅଧିକ ଗ୍ରାହକଙ୍କ ନିକଟରେ ପହଞ୍ଚିବାକୁ ଅଭିନେତ୍ରୀ ଏହି ବ୍ରାଣ୍ଡ୍‍ ସହିତ ମିଶି ଘନିଷ୍ଠ ଭାବରେ କାର୍ଯ୍ୟ କରିବେ ।


ଏହି ବ୍ରାଣ୍ଡ୍‍ ପ୍ରୟାସ ସମ୍ପର୍କରେ ପ୍ରକାଶ କରି ରାମସନ୍ସ ଗ୍ରୁପ୍‍ର ପରିଚାଳନା ନିର୍ଦ୍ଦେଶକ ଶ୍ରୀ ବ୍ରିଜେଶ ପାଣ୍ଡେ କହିଛନ୍ତି, “ଦୀପ୍ତିପ୍ରିୟା ରାଣୀ ରଶୋମଣିରେ ତାଙ୍କର ଭୂମିକା ପାଇଁ ଆମ ସମସ୍ତଙ୍କର ହୃଦୟକୁ ଚୋରି କରିନେଇଛନ୍ତି ଏବଂ ସେହି ସ୍ନେହ ଓ ପ୍ରେମର କିଛି ଅଂଶ ଆମ ବ୍ରାଣ୍ଡ୍‍ ସହିତ ସଂଯୁକ୍ତ କରିବା ଆଶା ଆମେ ରଖିଛୁ । ସେ ଅତ୍ୟନ୍ତ

ପ୍ରଗତିଶୀଳ, ଯୁବ ଏବଂ ଷ୍ଟାଇଲିଶ ଏବଂ ସର୍ବୋତ୍ତମ ହେବାର ଇଛାଶକ୍ତି ତାଙ୍କ ନିକଟରେ ରହିଛି, ଯାହା ବ୍ରାଣ୍ଡ୍‍ ରାମସନ୍ସର ବୈଶିଷ୍ଟ୍ୟକୁ ପ୍ରତିଫଳିତ କରୁଛି । ଉଭୟ ପକ୍ଷ ମଧ୍ୟରେ ବୁଝାମଣା ଉଲ୍ଲେଖନୀୟ ହୋଇଛି ଏବଂ ଏହା ବିଶ୍ୱାସରେ ଭରପୂର । ତାଙ୍କ ଉପରେ ନିର୍ଭରଯୋଗ୍ୟତା ଏବଂ ତାଙ୍କ ମଧ୍ୟରେ ଥିବା ଦୃଢ ଇଛାଶକ୍ତି ଏକ ପ୍ରଭାବୀ

ଯାଦୁକାରୀ ଶକ୍ତି ସୃଷ୍ଟି କରିଛି ଏବଂ ଆମେ ସମୁଦାୟ ପୂର୍ବାଞ୍ଚଳ ବଜାରରେ ଆମର ପ୍ରଚାର ଅଭିଯାନ ଜରିଆରେ ସେହି ଅନୁରୂପ ଯାଦୁ ସୃଷ୍ଟିକରିବାକୁ ଲକ୍ଷ୍ୟ ରଖିଛୁ । ଦୀପ୍ତିପ୍ରିୟାଙ୍କୁ ସାଙ୍ଗରେ ନେଇ ଆମେ ଆମର ନୂଆ ଉତ୍ପାଦର ବଜାର ପ୍ରବେଶ ସହିତ ଆମ ପହଞ୍ଚ ପରିବ୍ୟାପ୍ତ କରିବା ପ୍ରୟାସ ଜାରି ରଖିବାକୁ ପ୍ରୟାସ କରୁଛୁ ।”


ଏହି ଅବସରରେ ଦୀପ୍ତିପ୍ରିୟା ରୟ କହିଥିଲେ, “ରାମସନ୍ସ ଗ୍ରୁପ୍‍ ଭଳି ବଜାରରେ ଅଗ୍ରଣୀ ସ୍ଥାନରେ ଥିବା ଏକ କମ୍ପାନୀ ସହିତ ସହଭାଗିତା କରି ସେ ଆନନ୍ଦ ଅନୁଭବ କରୁଛନ୍ତି । ମୂଲ୍ୟ ପାଇଁ ଉତ୍ପାଦ ଏବଂ ଗୁଣବତ୍ତା ତଥା ନବସୃଜନ ପାଇଁ ଏହି ବ୍ରାଣ୍ଡ୍‍ ସର୍ବଦା ପରିଚିତ ରହିଆସିଛି । ମୁଁ ଆଶା କରୁଛି ମୋର ପ୍ରଶଂସକ ଏବଂ ଦର୍ଶକମାନେ ମୋ ଉପରେ ଯେଉଁଭଳି ଭଲପାଇବା ଓ ସମର୍ଥନ ଅଜାଡି ଦେଇଛନ୍ତି, ରାମସନ୍ସ ଗ୍ରୁପ୍‍ ପ୍ରତି ମଧ୍ୟ ତାହା ସେହିଭଳି ଦେଇଚାଲିବେ ।” 


ଦୀପ୍ତିପ୍ରିୟା ରୟ ବେଙ୍ଗଲି ଭାଷାର ଚଳଚ୍ଚିତ୍ର ଏବଂ ଧାରାବାହିକରେ ଜଣେ ଲୋକପ୍ରିୟ ଅଭିନେତ୍ରୀ ଭାବରେ ସୁପରିଚିତ । ଜଣେ ଶିଶୁ କଳାକାର ଭାବରେ ସେ ଟେଲିଭିଜନରେ ଅଭିନୟ ଆରମ୍ଭ କରିଥିଲେ ଏବଂ କେତେକ ବହୁଳ ଆଦୃତ ଧାରାବାହିକରେ ଅଭିନୟ କରିଥିଲେ, କିନ୍ତୁ ବେଙ୍ଗଲି ଟେଲିଭିଜନ ଧାରାବାହିକ କରୁଣାମୟୀ ରାଣୀ ରଶୋମଣିରେ ରାଣୀ ରଶୋମଣି ଚରିତ୍ରରେ ଅଭିନୟ ତାଙ୍କୁ ବିଶେଷ ଲୋକପ୍ରିୟତା ଆଣିଦେଇଥିଲା । ସେବେଠାରୁ ସେ ଆଉ ପଛକୁ ଫେରି ଚାହିଁନାହାନ୍ତି । ଲୋକପ୍ରିୟ କିଶୋରୀ ଅଭିନେତ୍ରୀ ଦୀପ୍ତିପ୍ରିୟା ଅତି ସହଜରେ ବୟସ୍କ ଚରିତ୍ରରେ ଅଭିନୟ କରିବାର ଦକ୍ଷତା ମଧ୍ୟ ରଖିଛନ୍ତି ଏବଂ ଖୁବଶୀଘ୍ର ସେ ବଲିଉଡରେ ପ୍ରବେଶ କରିବାକୁ ଯାଉଛନ୍ତି ।


ରାମସନ୍ସ ପରଫ୍ୟୁମ୍ସ ପ୍ରାଇଭେଟ ଲିମିଟେଡ ବ୍ୟକ୍ତିଗତ ପ୍ରଯତ୍ନକାରୀ ଉତ୍ପାଦ ବର୍ଗରେ ଭାରତର ଅନ୍ୟତମ ଅଗ୍ରଣୀ ଏବଂ ଦ୍ରୁତ ଅଭିବୃଦ୍ଧିଶୀଳ ଉତ୍ପାଦନକାରୀ ହୋଇଛି ଏବଂ ଏହାର ଦୃଢ ଉପସ୍ଥିତି ଥିବା ପରିବ୍ୟାପ୍ତ ଉତ୍ପାଦ ବର୍ଗ ରହିଛି, ଯେଉଁଥିରେ ପରଫ୍ୟୁମ, ଡିଓଡରାଣ୍ଟ, ବଡି ଲୋସନ, ବଡି ଅଏଲ, ମଏଶ୍ଚରାଇଜର କ୍ରିମ, ଟାଲ୍‍କ, ଏୟାର ଫ୍ରେଶନର ଏବଂ ଆହୁରି ଅନେକ ଉତ୍ପାଦ ରହିଛି ।


ରାମସନ୍ସ ନୂତନ ଉଦ୍ଦୀପନାର ସହିତ ଏବଂ ଆଧୁନିକ ଗ୍ରାହକଙ୍କର ଆବଶ୍ୟକତା ସମ୍ପୂର୍ଣ୍ଣ ଭାବରେ ପୂରଣ କରୁଥିବା ଶୀର୍ଷ ଗୁଣମାନର ଉତ୍ପାଦର ବିକାଶ ଉପରେ ନିରନ୍ତର ଦୃଷ୍ଟିନିବଦ୍ଧ ଜରିଆରେ ତାହାର ବ୍ରାଣ୍ଡ୍‍ ଯାତ୍ରାକୁ ପରବର୍ତ୍ତୀ ଦଶନ୍ଧିକୁ ନେବା ପ୍ରୟାସ କରୁଥିବା ସମୟରେ ଏହି ଚର୍ଚ୍ଚିତ ସହଭାଗିତା କମ୍ପାନୀର ନୂଆ ବ୍ରାଣ୍ଡ୍‍ ରୂପାନ୍ତରଣ କୌଶଳର ଅଂଶବିଶେଷ ହୋଇଛି ।


Powered by Froala Editor

Tags ramsons

Related articles Odisha News Lens 4.1

  • କକ୍ରୋଚ୍ ଜନତା ପାର୍ଟିର ପ୍ରତିଷ୍ଠାତା ଅଭିଜିତ ଦୀପକେଙ୍କୁ ଚାପୁଡ଼ା
    ଦେଶ-ଦେଶାନ୍ତର

    କକ୍ରୋଚ୍ ଜନତା ପାର୍ଟିର ପ୍ରତିଷ୍ଠାତା ଅଭିଜିତ ଦୀପକେଙ୍କୁ ଚାପୁଡ଼ା

    14192
    Jun 15, 2026
  • NEET-UG ପୁନଃପରୀକ୍ଷା ସମ୍ପର୍କରେ ବଡ଼ ନିଷ୍ପତ୍ତି ନେଲା କେନ୍ଦ୍ର, ଜାଣନ୍ତୁ କ’ଣ ?
    ଦେଶ-ଦେଶାନ୍ତର

    NEET-UG ପୁନଃପରୀକ୍ଷା ସମ୍ପର୍କରେ ବଡ଼ ନିଷ୍ପତ୍ତି ନେଲା କେନ୍ଦ୍ର, ଜାଣନ୍ତୁ କ’ଣ ?

    14582
    Jun 16, 2026
  • ବ୍ରଶ୍‌‌ କରିବା ପରେ ତୁରନ୍ତ ଖାଇବା ଭଲ କି ଖରାପ ଜାଣନ୍ତୁ....
    ବିଶେଷ

    ବ୍ରଶ୍‌‌ କରିବା ପରେ ତୁରନ୍ତ ଖାଇବା ଭଲ କି ଖରାପ ଜାଣନ୍ତୁ....

    14625
    Jun 16, 2026
  •  ଭାରତୀୟ ଏଲ୍‌ଏନ୍‌ଜି ଜାହାଜ ‘ଦିଶା’ ସୁରକ୍ଷିତ ଭାବେ ଅତିକ୍ରମ କଲା ହର୍ମୁଜ ପ୍ରଣାଳୀ
    ଦେଶ-ଦେଶାନ୍ତର

    ଭାରତୀୟ ଏଲ୍‌ଏନ୍‌ଜି ଜାହାଜ ‘ଦିଶା’ ସୁରକ୍ଷିତ ଭାବେ ଅତିକ୍ରମ କଲା ହର୍ମୁଜ ପ୍ରଣାଳୀ

    15363
    Jun 16, 2026
  • ଆମେରିକୀୟ ବାୟୁସେନା ବିମାନ ଦୁର୍ଘଟଣାଗ୍ରସ୍ତ, କେହି ବଞ୍ଚି ନାହାଁନ୍ତି
    ଦେଶ-ଦେଶାନ୍ତର

    ଆମେରିକୀୟ ବାୟୁସେନା ବିମାନ ଦୁର୍ଘଟଣାଗ୍ରସ୍ତ, କେହି ବଞ୍ଚି ନାହାଁନ୍ତି

    14465
    Jun 16, 2026
  • 'କୁମକୁମ ଭାଗ୍ୟ'ର ଅଭିନେତ୍ରୀ  ସଞ୍ଚିତାଙ୍କ ପରଲୋକ
    ମନୋରଞ୍ଜନ

    'କୁମକୁମ ଭାଗ୍ୟ'ର ଅଭିନେତ୍ରୀ ସଞ୍ଚିତାଙ୍କ ପରଲୋକ

    14760
    Jun 16, 2026
  • ଖିମଜୀ ଜୁଏଲର୍ସ ପକ୍ଷରୁ ମହା ଆଡ଼ମ୍ବରରେ ସହ ସାରା ଓଡ଼ିଶାରେ “ରଜ ମଉଜ’ ପାଳନ
    ବାଣିଜ୍ୟ

    ଖିମଜୀ ଜୁଏଲର୍ସ ପକ୍ଷରୁ ମହା ଆଡ଼ମ୍ବରରେ ସହ ସାରା ଓଡ଼ିଶାରେ “ରଜ ମଉଜ’ ପାଳନ

    13445
    Jun 16, 2026
  • NEET ପୁନଃପରୀକ୍ଷା ପୂର୍ବରୁ ଟେଲିଗ୍ରାମ ବ୍ୟାନ୍
    ଦେଶ-ଦେଶାନ୍ତର

    NEET ପୁନଃପରୀକ୍ଷା ପୂର୍ବରୁ ଟେଲିଗ୍ରାମ ବ୍ୟାନ୍

    14835
    Jun 16, 2026
  • ୧୬ ବର୍ଷରୁ କମ୍ ବୟସର ପିଲାମାନଙ୍କ ପାଇଁ ସୋସିଆଲ ମିଡିଆ ବ୍ୟବହାର ମନା
    ଦେଶ-ଦେଶାନ୍ତର

    ୧୬ ବର୍ଷରୁ କମ୍ ବୟସର ପିଲାମାନଙ୍କ ପାଇଁ ସୋସିଆଲ ମିଡିଆ ବ୍ୟବହାର ମନା

    15101
    Jun 16, 2026

ଆପଣ ଆଗ୍ରହୀ ହୋଇପାରନ୍ତି

  • ଦେଶ-ଦେଶାନ୍ତର

    NEET ପୁନଃପରୀକ୍ଷା ପୂର୍ବରୁ ଟେଲିଗ୍ରାମ ବ୍ୟାନ୍

    14835
    Jun 16, 2026
  • ଦେଶ-ଦେଶାନ୍ତର

    କକ୍ରୋଚ୍ ଜନତା ପାର୍ଟିର ପ୍ରତିଷ୍ଠାତା ଅଭିଜିତ ଦୀପକେଙ୍କୁ ଚାପୁଡ଼ା

    14192
    Jun 15, 2026
  • ଦେଶ-ଦେଶାନ୍ତର

    ଭାରତୀୟ ଏଲ୍‌ଏନ୍‌ଜି ଜାହାଜ ‘ଦିଶା’ ସୁରକ୍ଷିତ ଭାବେ ଅତିକ୍ରମ କଲା ହର୍ମୁଜ ପ୍ରଣାଳୀ

    15363
    Jun 16, 2026

Advertisement

ସଂସ୍କୃତି

ରବୀନ୍ଦ୍ର ମଣ୍ଡପଠାରେ "ନୃତ୍ୟାଞ୍ଜଳୟ ଉତ୍ସବ-୨୦୨୨" ଅନୁଷ୍ଠିତ

ଭୁବନେଶ୍ୱର, ୧୫/୦୫ (ନି.ପ୍ର.): ସ୍ଥାନୀୟ ରବୀନ୍ଦ୍ର ମଣ୍ଡପଠାରେ "ନୃତ୍ୟାଞ୍ଜଳୟ ଉତ୍ସବ-୨୦୨୨" ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଧର୍ମଶାଳା ବିଧାୟକ ସ୍ଵାଧୀନ ହିମାଂଶୁ ଶେଖର ସାହୁ, ପଦ୍ମଶ୍ରୀ ଗୁରୁ କୁମକୁମ ମହାନ୍ତି, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ଉପ-ନିର୍ଦ୍ଦେଶିକା ଶ୍ରୀମ ...

  • ଓଡ଼ିଶାଲିଙ୍କ୍ସର ୮ମ ସ୍ଵନକ୍ଷତ୍ର, ଲୁହରେ ଭିଜାଇଲା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଭକ୍ତି ଆଧାରିତ ନାଟକ ‘ଅଦୃଶ୍ୟ ଜଗନ୍ନାଥ‘

    16930
    Jun 25, 2025
  • ୨୯ ତମ ଓଏମ୍‌ସି. ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବ ଉଦ୍‍ଯାପିତ

    17547
    Sep 10, 2023
  • ୨୯ ତମ ଓଏମ୍‌ସି ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବର ଚତୁର୍ଥ ସଂଧ୍ୟାରେ କୁଚିପୁଡ଼ି ନୃତ୍ୟ ସାଙ୍ଗକୁ ତବଲା ବାଦରେ ଦର୍ଶକ ବିଭୋର

    17596
    Sep 09, 2023
  • କଥକ ଶାସ୍ତ୍ରୀୟ ନୃତ୍ୟ ସହିତ ହିନ୍ଦୁସ୍ଥାନୀ କଣ୍ଠ ସଙ୍ଗୀତରେ ଦର୍ଶକ ବିଭୋର

    17990
    Sep 06, 2023

ବିଶେଷ

  • ବ୍ରଶ୍‌‌ କରିବା ପରେ ତୁରନ୍ତ ଖାଇବା ଭଲ କି ଖରାପ ଜାଣନ୍ତୁ....

    14625
    Jun 16, 2026
  • ପାଟିରେ ଘା’ ହେବାର ଅନେକ କାରଣ ବିଷୟରେ ଜାଣନ୍ତୁ.....

    14329
    Jun 15, 2026
  • ନିୟମିତ ପଢାପଢି କରୁଥିବା ବ୍ୟକ୍ତିଙ୍କ ପାଖରେ ବଢ଼ିଥାଏ କାର୍ଯ୍ୟଦକ୍ଷତା

    15044
    Jun 13, 2026
  • ଶୋଇବା ପୂର୍ବରୁ ପାଣି ପିଇବା ଶରୀର ପାଇଁ ଭଲ କି ଖରାପ ଜାଣନ୍ତୁ.....

    13646
    Jun 10, 2026
  • ଥାଇରଏଡ୍‌କୁ ସୁସ୍ଥ କରିବା ପାଇଁ ଯୋଗ ନିହାତି ଜରୁରୀ

    15529
    Jun 09, 2026

ବାଣିଜ୍ୟ

ଖିମଜୀ ଜୁଏଲର୍ସ ପକ୍ଷରୁ ମହା ଆଡ଼ମ୍ବରରେ ସହ ସାରା ଓଡ଼ିଶାରେ “ରଜ ମଉଜ’ ପାଳନ

ଭୁବନେଶ୍ୱର: ଓଡ଼ିଶାର ଅଗ୍ରଣୀ ଅଳଙ୍କାର ବ୍ରାଣ୍ଡ୍ ତଥା ନଅ ଦଶନ୍ଧିର ବିଶ୍ୱାସର ସଂସ୍କୃତି ସହିତ ଜଡ଼ିତ ଖିମଜୀ ଜୁଏଲର୍ସ ପକ୍ଷରୁ ତିନି-ଦିନିଆ ରଜ ମଉଜ ପାଳନ କରାଯାଇଛି । ଏଥି ସହିତ ଏହା ଓଡ଼ିଶାର ସାଂସ୍କୃତିକ ଐତିହ୍ୟ ଓ ...

  • ଉଛୁଳିଛି ସେୟାର ବଜାର, ସୁନା ଦର ବୃଦ୍ଧି

    14856
    Apr 01, 2026
  • ସୁନା୬,୭୦୦ ଟଙ୍କା କମିଲା

    15470
    Mar 23, 2026
  • ପ୍ରିମିୟମ୍ ପେଟ୍ରୋଲ ୨ଟଙ୍କା ବଢ଼ିଲା

    15219
    Mar 22, 2026
  • ସୁନାରେ ବଡ଼ ହ୍ରାସ, ମଧ୍ୟବିତ୍ତଙ୍କ ପାଇଁ ଖୁସି

    15700
    Mar 22, 2026

ଅନଲାଇନ୍ ସଂଯୋଗ

  • 67944
    Followers
  • 227640
    Likes
  • 54300
    Subscribers

Subscribe to our Newsletter

Sign up to receive email updates and to hear what's going on with our magazine!

logo

ଆଜିକାଲି, ମୁଦ୍ରିତ ଖବରକାଗଜ ପଢିବା ପାଇଁ ଲୋକଙ୍କ ପାଖରେ ପର୍ଯ୍ୟାପ୍ତ ସମୟ ନାହିଁ, ଯାହା ଗତକାଲିର ସାଧାରଣ ଘଟଣାକୁ କଭର୍ କରିଥାଏ, ତେଣୁ ସର୍ବଶେଷ ଖବର ପାଇବା ପାଇଁ ସେମାନେ ସର୍ବଦା ୱେବ୍ ପୋର୍ଟାଲ୍ କିମ୍ବା ଇଲେକ୍ଟ୍ରୋନିକ୍ ମିଡିଆ ଅନୁସରଣ କରିବାକୁ ଆଗ୍ରହୀ ଅଟନ୍ତି |

ଆମର ଅନଲାଇନ୍ ନ୍ୟୁଜ୍ ପୋର୍ଟାଲ୍ ସମଗ୍ର ବିଶ୍ୱରେ ସର୍ବଶେଷ ଅଦ୍ୟତନ, ସାମ୍ପ୍ରତିକ ଘଟଣା ସହିତ ଲୋକଙ୍କୁ ଶିକ୍ଷା ଏବଂ ସୂଚନା ଦେବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ |

  • ଖବର

  • ୧୬ ବର୍ଷରୁ କମ୍ ବୟସର ପିଲାମାନଙ୍କ ପାଇଁ ସୋସିଆଲ ମିଡିଆ ବ୍ୟବହାର ମନା

    15101
    Jun 16, 2026
  • 'କୁମକୁମ ଭାଗ୍ୟ'ର ଅଭିନେତ୍ରୀ ସଞ୍ଚିତାଙ୍କ ପରଲୋକ

    14760
    Jun 16, 2026
  • NEET ପୁନଃପରୀକ୍ଷା ପୂର୍ବରୁ ଟେଲିଗ୍ରାମ ବ୍ୟାନ୍

    14835
    Jun 16, 2026

About Us

  • Bhubaneswar, Odisha, India
  • 0 00000 000 00
  • odishanewslens@gmail.com

Follow us

  • Home
  • Contact Us
  • About Us
© Copyright Odisha News Lens 4.1. All rights reserved. in association with Konect.In