Odisha News Lens 4.1

Top Menu

  • About
  • Contact

Main Menu

  • Home
  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ବିଶେଷ
  • ପରିବେଶ
  • ତର୍ଜମା
  • ସଂସ୍କୃତି
READ NEWS IN ENGLISH ( ver.4.2) Monday, March 30, 2026, Login
  • About
  • Contact

logo

Header Banner

Odisha News Lens 4.1

  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ଅନ୍ୟାନ୍ୟ
    • ବିଶେଷ
    • ପରିବେଶ
    • ତର୍ଜମା
    • ସଂସ୍କୃତି
  • ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ: ...

  • ଗିରଫ ହେଲା ଲସ୍କର ଆତଙ୍କୀ ଶବିର ଅହମ୍ମଦ ...

  • ତୃତୀୟ ଥର କ୍ଷମତାକୁ ଆଣିବା ପାଇଁ ...

  • ଇସ୍ତଫା ଦେଲେ ବିଜେପି ରାଷ୍ଟୀୟ ଅଧ୍ୟକ୍ଷ ...

  • ନିଶିକାନ୍ତ ଦୁବେଙ୍କ ବିଜୁ ପଟ୍ଟନାୟକଙ୍କୁ ...

  • ଆମେରିକୀୟ ଏୟାରବେସ୍‌କୁ ବଡ଼ ଧରଣର ଆକ୍ରମଣ

  • ବିଚାରାଧୀନ କଏଦୀଙ୍କ ଝୁଲନ୍ତା ମୃତଦେହ ...

  • ରେମଣ୍ଡ ଗ୍ରୁପର ପୂର୍ବତନ ଅଧ୍ୟକ୍ଷଙ୍କ ...

  • ୯ ବିଜେଡି କାଉନସିଲର ସମୂହ ଇସ୍ତଫା

  • ଭିସା ଆବେଦନ ପୂର୍ବରୁ କଣ କରିବେ ଜାଣନ୍ତୁ....

Home ›› ››ଦୁର୍ଘଟଣା ନୁହେଁ, ଜାଣିଶୁଣି ବିଚାରପତିଙ୍କୁ ହତ୍ୟା କରାଯାଇଛି

ଦୁର୍ଘଟଣା ନୁହେଁ, ଜାଣିଶୁଣି ବିଚାରପତିଙ୍କୁ ହତ୍ୟା କରାଯାଇଛି

2021-09-23 19:05:05
14662
Share:
Facebook
Twitter
E-Mail
WhatsApp
Telegram
ଦୁର୍ଘଟଣା ନୁହେଁ, ଜାଣିଶୁଣି ବିଚାରପତିଙ୍କୁ ହତ୍ୟା କରାଯାଇଛି
ଜିଲ୍ଲା କୋର୍ଟର ଅତିରିକ୍ତ ବିଚାରପତି ଉତ୍ତମ ଆନନ୍ଦଙ୍କୁ ଦୁଇ ଜଣ ଅଟୋ ଡ୍ରାଇଭର ଜାଣିଶୁଣି ଅଟୋରେ ଧକ୍କା ଦେଇ ହତ୍ୟା କରିଛନ୍ତି। ତଦନ୍ତ ଏବଂ ଫୋରେନ୍‌ସିକ୍‌ ରିପୋର୍ଟରୁ ଏହା ଜଣାପଡ଼ିଥିବା କଥା ‘ସିବିଆଇ’ ଆଜି ଅଦାଲତଙ୍କୁ କହିଛି। ଏନେଇ ସିବିଆଇ ଝାଡ଼ଖଣ୍ଡ ହାଇକୋର୍ଟରେ ଏହାର ତଦନ୍ତ ରିପୋର୍ଟ ଦାଖଲ କରିଛି। କ୍ରାଇମ ସିନ୍ ରିକ୍ରିଏଟ, ଘଟଣାର ତର୍ଜମା, ସିସିଟିଭି ଭିଜୁଆଲ୍ ଏବଂ ଫୋରେନସିକ ପ୍ରମାଣରୁ ଜଣାପଡ଼ିଛି ଯେ, ୪୯ ବର୍ଷୀୟ ଜିଲ୍ଲା ଜଜ୍ ଉତ୍ତମ ଆନନ୍ଦଙ୍କୁ ନିର୍ଦ୍ଦିଷ୍ଟ ଭାବେ ଉଦ୍ଦେଶ୍ୟ ରଖି ଅଟୋ ଧକ୍କା ଦେଇ ହତ୍ୟା କରାଯାଇଥିଲା । ଘଟଣାରେ ଗିରଫ ହୋଇଥିବା ଅଭିଯୁକ୍ତମାନେ ହେଲେ ଅଟୋ ଡ୍ରାଇଭର ଲଖନ ବର୍ମା ଓ ହେଲ୍ପର ରାହୁଲ ବର୍ମା।
ଝାଡଖଣ୍ଡ ରାଞ୍ଚରେ ଜୁଲାଇ ୨୮ ତାରିଖରେ ଗୋଟାଏ ଅଟୋରିକ୍ସା ଧକ୍କା ଦେବାରୁ ଝାଡ଼ଖଣ୍ଡର ଜିଲ୍ଲା ଜଜ୍‌ ଉତ୍ତମ ଆନନ୍ଦଙ୍କର ମୃତ୍ୟୁ ଘଟିଥିଲା। ଏହି ଘଟଣାର ପ୍ରମାଣସମୂହ ଅନୁଧ୍ୟାନ କରିବା ଲାଗି ସମଗ୍ର ଦେଶରୁ ‘ସିବିଆଇ’ ୪ଟି ପୃଥକ୍‌ ଫୋରେନ୍‌ସିକ୍‌ ଟିମ୍‌ ନିୟୋଜିତ କରିଥିଲା।

ଏଥିସହ, ଗୁଜରାଟର ଗାନ୍ଧୀନଗରରେ ଦୁଇ ଅଭିଯୁକ୍ତଙ୍କର ‘ବ୍ରେନ୍‌ ମ୍ୟାପିଙ୍ଗ୍‌’ ଏବଂ ‘ନେକ୍ରୋ ଆନାଲିସିସ୍’ ବା ‘ଲାଇ-ଡିଟେକ୍ଟର୍‌ ଟେଷ୍ଟ୍‌’ କରାଯିବା ସହ ସେ ସବୁର ରିପୋର୍ଟଗୁଡ଼ିକୁ ଉତ୍ତମରୂପେ ଅଧ୍ୟୟନ କରାଯାଇଛି। ସମ୍ପ୍ରତି ‘ସିବିଆଇ’ ନିଜ ତଦନ୍ତ ରିପୋର୍ଟ ସହ ‘ଫୋରେନ୍ସିକ୍‌’ ରିପୋର୍ଟ ସବୁକୁ ମିଳାଉଛି। ଏଣୁ ପରବର୍ତ୍ତୀ ମୁହୂର୍ତ୍ତରେ ପୂର୍ଣ୍ଣାଙ୍ଗ ତଦନ୍ତ ରିପୋର୍ଟ ଦାଖଲ କରାଯିବ ବୋଲି ସିବିଆଇ କହିଛି।




Powered by Froala Editor

Tags judge

Related articles Odisha News Lens 4.1

  • ଆମେରିକୀୟ ଏୟାରବେସ୍‌କୁ ବଡ଼ ଧରଣର ଆକ୍ରମଣ
    ଦେଶ-ଦେଶାନ୍ତର

    ଆମେରିକୀୟ ଏୟାରବେସ୍‌କୁ ବଡ଼ ଧରଣର ଆକ୍ରମଣ

    14365
    Mar 30, 2026
  • ୯ ବିଜେଡି କାଉନସିଲର ସମୂହ ଇସ୍ତଫା
    ରାଜନୀତି

    ୯ ବିଜେଡି କାଉନସିଲର ସମୂହ ଇସ୍ତଫା

    13736
    Mar 30, 2026
  • ଭିସା ଆବେଦନ ପୂର୍ବରୁ କଣ କରିବେ ଜାଣନ୍ତୁ....
    ଦେଶ-ଦେଶାନ୍ତର

    ଭିସା ଆବେଦନ ପୂର୍ବରୁ କଣ କରିବେ ଜାଣନ୍ତୁ....

    14667
    Mar 29, 2026
  • ଇସ୍ତଫା ଦେଲେ ବିଜେପି ରାଷ୍ଟୀୟ ଅଧ୍ୟକ୍ଷ ନୀତିନ ନବୀନ
    ଦେଶ-ଦେଶାନ୍ତର

    ଇସ୍ତଫା ଦେଲେ ବିଜେପି ରାଷ୍ଟୀୟ ଅଧ୍ୟକ୍ଷ ନୀତିନ ନବୀନ

    15255
    Mar 30, 2026
  • ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ: କଂଗ୍ରେସର ପ୍ରଥମ ପ୍ରାର୍ଥୀ ତାଲିକା ପ୍ରକାଶ
    ଦେଶ-ଦେଶାନ୍ତର

    ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ: କଂଗ୍ରେସର ପ୍ରଥମ ପ୍ରାର୍ଥୀ ତାଲିକା ପ୍ରକାଶ

    14442
    Mar 30, 2026
  • ବିଚାରାଧୀନ କଏଦୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର
    ଜିଲ୍ଲା ପରିକ୍ରମା

    ବିଚାରାଧୀନ କଏଦୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

    14970
    Mar 30, 2026
  • ନିଶିକାନ୍ତ ଦୁବେଙ୍କ ବିଜୁ ପଟ୍ଟନାୟକଙ୍କୁ ନେଇ ବିବାଦୀୟ ବୟାନ,  କଡ଼ା ଭାଷାରେ ନିନ୍ଦା ...
    ଦେଶ-ଦେଶାନ୍ତର

    ନିଶିକାନ୍ତ ଦୁବେଙ୍କ ବିଜୁ ପଟ୍ଟନାୟକଙ୍କୁ ନେଇ ବିବାଦୀୟ ବୟାନ, କଡ଼ା ଭାଷାରେ ନିନ୍ଦା ...

    14218
    Mar 30, 2026
  • ଗିରଫ ହେଲା ଲସ୍କର ଆତଙ୍କୀ ଶବିର ଅହମ୍ମଦ ଲୋନ୍‌
    ଦେଶ-ଦେଶାନ୍ତର

    ଗିରଫ ହେଲା ଲସ୍କର ଆତଙ୍କୀ ଶବିର ଅହମ୍ମଦ ଲୋନ୍‌

    13235
    Mar 30, 2026
  • ତୃତୀୟ ଥର କ୍ଷମତାକୁ ଆଣିବା ପାଇଁ ରାଜ୍ୟବାସୀ ଚାତକ ଭଳି ଅନାଇ ବସିଛନ୍ତି: ଶାହା
    ଦେଶ-ଦେଶାନ୍ତର

    ତୃତୀୟ ଥର କ୍ଷମତାକୁ ଆଣିବା ପାଇଁ ରାଜ୍ୟବାସୀ ଚାତକ ଭଳି ଅନାଇ ବସିଛନ୍ତି: ଶାହା

    13781
    Mar 30, 2026

ଆପଣ ଆଗ୍ରହୀ ହୋଇପାରନ୍ତି

  • ଦେଶ-ଦେଶାନ୍ତର

    ଗିରଫ ହେଲା ଲସ୍କର ଆତଙ୍କୀ ଶବିର ଅହମ୍ମଦ ଲୋନ୍‌

    13235
    Mar 30, 2026
  • ଦେଶ-ଦେଶାନ୍ତର

    ତୃତୀୟ ଥର କ୍ଷମତାକୁ ଆଣିବା ପାଇଁ ରାଜ୍ୟବାସୀ ଚାତକ ଭଳି ଅନାଇ ବସିଛନ୍ତି: ଶାହା

    13781
    Mar 30, 2026
  • ରାଜନୀତି

    ୯ ବିଜେଡି କାଉନସିଲର ସମୂହ ଇସ୍ତଫା

    13736
    Mar 30, 2026

Advertisement

ସଂସ୍କୃତି

ଓଡ଼ିଶାଲିଙ୍କ୍ସର ୮ମ ସ୍ଵନକ୍ଷତ୍ର, ଲୁହରେ ଭିଜାଇଲା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଭକ୍ତି ଆଧାରିତ ନାଟକ ‘ଅଦୃଶ୍ୟ ଜଗନ୍ନାଥ‘

ଭୁବନେଶ୍ୱର: ରାଜଧାନୀର ଭଞ୍ଜକଳା ମଣ୍ଡପଠାରେ ଡିଜିଟାଲ ଗଣମାଧ୍ୟମ ଜଗତରେ ସ୍ୱତନ୍ତ୍ର ପରିଚିତି ହାସଲ କରିଥିବା ଓଡ଼ିଶାଲିଙ୍କ୍ସର ୮ମ ସ୍ଵନକ୍ଷତ୍ର ପାଳିତ ହୋଇଛି। କ୍ରୀଡ଼ା, ଯୁବ ବ୍ୟାପାର, ଭାଷା ଓ ସଂସ୍କୃତି ଏବଂ ଉଚ୍ଚ ...

  • ୨୯ ତମ ଓଏମ୍‌ସି. ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବ ଉଦ୍‍ଯାପିତ

    17389
    Sep 10, 2023
  • ୨୯ ତମ ଓଏମ୍‌ସି ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବର ଚତୁର୍ଥ ସଂଧ୍ୟାରେ କୁଚିପୁଡ଼ି ନୃତ୍ୟ ସାଙ୍ଗକୁ ତବଲା ବାଦରେ ଦର୍ଶକ ବିଭୋର

    17454
    Sep 09, 2023
  • କଥକ ଶାସ୍ତ୍ରୀୟ ନୃତ୍ୟ ସହିତ ହିନ୍ଦୁସ୍ଥାନୀ କଣ୍ଠ ସଙ୍ଗୀତରେ ଦର୍ଶକ ବିଭୋର

    17803
    Sep 06, 2023
  • ୮୫ ତମ ଉତ୍କଳ ଦିବସ

    16273
    Apr 03, 2021

ବିଶେଷ

  • ଓଜନ କମାଇବାର ସହଜ ଉପାୟ

    15901
    Mar 28, 2026
  • ଘରର ଛାତକୁ ସବୁବେଳେ ରଖନ୍ତୁ ସଫାସୁତୁରା

    15342
    Mar 27, 2026
  • କେଉଁ ତ୍ଵଚା ପାଇଁ ମୁଲତାନି ମିଟ୍ଟି ବ୍ୟବହାର କରିବେ ଜାଣନ୍ତୁ....

    15453
    Mar 25, 2026
  • କିଡ୍‌ନୀକୁ ସୁସ୍ଥ ରଖିବାର ଉପାୟ ଜାଣନ୍ତୁ....

    15077
    Mar 23, 2026
  • ବୟସ ବୃଦ୍ଧିକୁ ହ୍ରାସ କରେ ଏହି ଫଳ

    14056
    Mar 22, 2026

ବାଣିଜ୍ୟ

ସୁନା୬,୭୦୦ ଟଙ୍କା କମିଲା

ଘରୋଇ ଫ୍ୟୁଚର୍ସ ବଜାରରେ ସୁନା ଏବଂ ରୂପାର ମୂଲ୍ୟରେ ହ୍ରାସ ହୋଇଛି । ସୋମବାର, ୨୩  ରିପୋର୍ଟ ଲେଖାଯିବା ସମୟରେ, ସୁନା ଫ୍ୟୁଚର୍ସ ମଲ୍ଟି କମୋଡିଟି ଏକ୍ସଚେଞ୍ଜ (MCX) ରେ ପ୍ରାୟ ୬,୭୦୬ ହ୍ରାସ ପାଉଥିଲା।

MCX ରେ, ସୁନା ୧,୪୦,୧୫୮ (ପ୍ରତି ୧୦ ଗ୍ରାମ) ରେ ଖୋଲିଥିଲା। ପୂର୍ବ MCX ରେ ସୁନା ୧,୪୪,୪୯୨ ରେ କା ...

  • ପ୍ରିମିୟମ୍ ପେଟ୍ରୋଲ ୨ଟଙ୍କା ବଢ଼ିଲା

    15030
    Mar 22, 2026
  • ସୁନାରେ ବଡ଼ ହ୍ରାସ, ମଧ୍ୟବିତ୍ତଙ୍କ ପାଇଁ ଖୁସି

    15536
    Mar 22, 2026
  • ୨୭୮୦ ଟଙ୍କା ଶସ୍ତା ହେଲା ସୁନା

    13831
    Mar 20, 2026
  • ୟୁନିଭରସିଟି ଅଫ୍‌ ୱେଷ୍ଟର୍ଣ୍ଣ ଅଷ୍ଟ୍ରେଲିଆ ଏବଂ ସାଇନ୍ସ ଆଣ୍ଡ ଟେକ୍‌ନୋଲୋଜି (ଏସ୍‌ ଆଣ୍ଡ ଟି) କ୍ଲଷ୍ଟର୍ସ ବିଜ୍ଞାନ ଓ ନବସୃଜନ ସହଯୋଗୀତା ମଜଭୁତ କରିବାକୁ ରଣକୋ÷ଶଳାତ୍ମକ ଏମ୍‌ଓୟୁରେ ସ୍ୱାକ୍ଷର କଲେ

    14272
    Mar 05, 2026

ଅନଲାଇନ୍ ସଂଯୋଗ

  • 67944
    Followers
  • 227640
    Likes
  • 54300
    Subscribers

Subscribe to our Newsletter

Sign up to receive email updates and to hear what's going on with our magazine!

logo

ଆଜିକାଲି, ମୁଦ୍ରିତ ଖବରକାଗଜ ପଢିବା ପାଇଁ ଲୋକଙ୍କ ପାଖରେ ପର୍ଯ୍ୟାପ୍ତ ସମୟ ନାହିଁ, ଯାହା ଗତକାଲିର ସାଧାରଣ ଘଟଣାକୁ କଭର୍ କରିଥାଏ, ତେଣୁ ସର୍ବଶେଷ ଖବର ପାଇବା ପାଇଁ ସେମାନେ ସର୍ବଦା ୱେବ୍ ପୋର୍ଟାଲ୍ କିମ୍ବା ଇଲେକ୍ଟ୍ରୋନିକ୍ ମିଡିଆ ଅନୁସରଣ କରିବାକୁ ଆଗ୍ରହୀ ଅଟନ୍ତି |

ଆମର ଅନଲାଇନ୍ ନ୍ୟୁଜ୍ ପୋର୍ଟାଲ୍ ସମଗ୍ର ବିଶ୍ୱରେ ସର୍ବଶେଷ ଅଦ୍ୟତନ, ସାମ୍ପ୍ରତିକ ଘଟଣା ସହିତ ଲୋକଙ୍କୁ ଶିକ୍ଷା ଏବଂ ସୂଚନା ଦେବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ |

  • ଖବର

  • ବିଚାରାଧୀନ କଏଦୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

    14970
    Mar 30, 2026
  • ତୃତୀୟ ଥର କ୍ଷମତାକୁ ଆଣିବା ପାଇଁ ରାଜ୍ୟବାସୀ ଚାତକ ଭଳି ଅନାଇ ବସିଛନ୍ତି: ଶାହା

    13781
    Mar 30, 2026
  • ରେମଣ୍ଡ ଗ୍ରୁପର ପୂର୍ବତନ ଅଧ୍ୟକ୍ଷଙ୍କ ପରଲୋକ

    15271
    Mar 30, 2026

About Us

  • Bhubaneswar, Odisha, India
  • 0 00000 000 00
  • odishanewslens@gmail.com

Follow us

  • Home
  • Contact Us
  • About Us
© Copyright Odisha News Lens 4.1. All rights reserved. in association with Konect.In