ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ: କଂଗ୍ରେସର ପ୍ରଥମ ପ୍ରାର୍ଥୀ ତାଲିକା ପ୍ରକାଶ
ନୂଆଦିଲ୍ଲୀ: ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ପାଇଁ କଂଗ୍ରେସ ରବିବାର ଏହାର ପ୍ରଥମ ପ୍ରାର୍ଥୀ ତାଲିକା ପ୍ରକାଶ କରିଛି। ପ୍ରାର୍ଥୀ ତାଲିକା ଅନୁଯାୟୀ ୨୮୪ ଜଣଙ୍କୁ ଟିକଟ ମିଳିଛି। ରାଜ୍ୟର ମୋଟ ୨୯୪ଟି ବିଧାନସଭା ଆସନ ମଧ୍ୟରୁ ଅବଶିଷ୍ଟ ୧୦ଟି ଆସନ କଂଗ୍ରେସ ଏହାର ସହଯୋଗୀ ବାମଦଳକୁ ଛାଡିଛି। ଦଳର ବରିଷ୍ଠ ନେତା ଅଧୀର ରଞ୍ଜନ ଚୌଧୁରୀ ବରହମ୍ପୁର ଆସନରୁ ଓ ମୌସମ ନୂର ମାଳତିପୁର ଆସନରୁ ପ୍ରାର୍ଥୀ ହୋଇଛନ୍ତି।
Powered by Froala Editor