Odisha News Lens 4.1

Top Menu

  • About
  • Contact

Main Menu

  • Home
  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ବିଶେଷ
  • ପରିବେଶ
  • ତର୍ଜମା
  • ସଂସ୍କୃତି
READ NEWS IN ENGLISH ( ver.4.2) Sunday, July 19, 2026, Login
  • About
  • Contact

logo

Header Banner

Odisha News Lens 4.1

  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ଅନ୍ୟାନ୍ୟ
    • ବିଶେଷ
    • ପରିବେଶ
    • ତର୍ଜମା
    • ସଂସ୍କୃତି
  • ଆଶୀର୍ବାଦର “ଆୟୋଡିନ ର ତିଳକ” ଅଭିଯାନ ...

  • ଭାରତର ପ୍ରଥମ ହାଇଡ୍ରୋଜେନ୍ ଚାଳିତ ଟ୍ରେନ ...

  • ଦେଶର ପ୍ରଥମ ଘରୋଇ ରକେଟ୍ ବିକ୍ରମ-୧'ର ...

  • ଓ୍ବାଙ୍ଗଚୁକ୍‌ଙ୍କ ମାମଲାରେ ଆସିଲା ...

  • ଆରମ୍ଭ ହେଲା ହାଇଡ୍ରୋଜେନ୍ ଟ୍ରେନ୍

  • ସୋନମଙ୍କୁ ଉଠାଇ ହସ୍ପିଟାଲରେ ଭର୍ତ୍ତି ...

  • ନୂଆ ଯୁଗର ଆରମ୍ଭ : ମହାକାଶକୁ ଗଲା ପ୍ରଥମ ...

  • ଭଜାବୁଟ ଚୋପାର ରହିଛି ବହୁ ଚମତ୍କାରୀ ...

  • ୨୦୨୦ ରାଷ୍ଟ୍ରପତି ନିର୍ବାଚନରେ ...

  • ସ୍କୁଲ ଭ୍ୟାନ- ପାସେଞ୍ଜର ଟ୍ରେନ ଧକ୍କା, ୩ ...

ବାଣିଜ୍ୟ
Home ›› ବାଣିଜ୍ୟ ››ୟୁନିଭରସିଟି ଅଫ୍‌ ୱେଷ୍ଟର୍ଣ୍ଣ ଅଷ୍ଟ୍ରେଲିଆ ଏବଂ ସାଇନ୍ସ ଆଣ୍ଡ ଟେକ୍‌ନୋଲୋଜି (ଏସ୍‌ ଆଣ୍ଡ ଟି) କ୍ଲଷ୍ଟର୍ସ ବିଜ୍ଞାନ ଓ ନବସୃଜନ ସହଯୋଗୀତା ମଜଭୁତ କରିବାକୁ ରଣକୋ÷ଶଳାତ୍ମକ ଏମ୍‌ଓୟୁରେ ସ୍ୱାକ୍ଷର କଲେ

ୟୁନିଭରସିଟି ଅଫ୍‌ ୱେଷ୍ଟର୍ଣ୍ଣ ଅଷ୍ଟ୍ରେଲିଆ ଏବଂ ସାଇନ୍ସ ଆଣ୍ଡ ଟେକ୍‌ନୋଲୋଜି (ଏସ୍‌ ଆଣ୍ଡ ଟି) କ୍ଲଷ୍ଟର୍ସ ବିଜ୍ଞାନ ଓ ନବସୃଜନ ସହଯୋଗୀତା ମଜଭୁତ କରିବାକୁ ରଣକୋ÷ଶଳାତ୍ମକ ଏମ୍‌ଓୟୁରେ ସ୍ୱାକ୍ଷର କଲେ

2026-03-05 10:46:45
14491
Share:
Facebook
Twitter
E-Mail
WhatsApp
Telegram
ୟୁନିଭରସିଟି ଅଫ୍‌ ୱେଷ୍ଟର୍ଣ୍ଣ ଅଷ୍ଟ୍ରେଲିଆ ଏବଂ ସାଇନ୍ସ ଆଣ୍ଡ ଟେକ୍‌ନୋଲୋଜି (ଏସ୍‌ ଆଣ୍ଡ ଟି) କ୍ଲଷ୍ଟର୍ସ  ବିଜ୍ଞାନ ଓ ନବସୃଜନ ସହଯୋଗୀତା ମଜଭୁତ କରିବାକୁ ରଣକୋ÷ଶଳାତ୍ମକ ଏମ୍‌ଓୟୁରେ ସ୍ୱାକ୍ଷର କଲେ

ଭୁବନେଶ୍ୱର: ଦି ୟୁନିଭରସିଟି ଅଫ୍‌ ୱେଷ୍ଟର୍ଣ୍ଣ ଅଷ୍ଟ୍ରେଲିଆ (ୟୁଡବ୍ଲୁ୍ଏ) ଏବଂ ସାଇନ୍ସ ଆଣ୍ଡ୍‌ ଟେକ୍‌ନୋଲୋଜି (ଏସ୍‌ ଆଣ୍ଡ ଟି) କ୍ଲଷ୍ଟର୍ସ (ଅଫିସ ଅଫ୍‌ ଦି ପ୍ରିନସିପାଲ ସାଇଣ୍ଟିଫିକ ଆଡଭାଇଜରଙ୍କର ଏକ ପ୍ରୟାସ) ଭାରତର ସମସ୍ତ ରାଷ୍ଟ୍ରୀୟ ବିଜ୍ଞାନ ଓ ପ୍ରଯୁକ୍ତି (ଏସ୍‌ ଆଣ୍ଡ ଟି) କ୍ଲଷ୍ଟର ବିଧିବ୍ୟବସ୍ଥାରେ ଏକ ସୁସଂହତ, ଦୀର୍ଘସୂତ୍ରୀ ସହଯୋଗୀତା ସ୍ଥାପନ କରିବାକୁ ଏକ ବୁଝାମଣା ପତ୍ର (ଏମ୍‌ଓୟୁ)ରେ ସ୍ୱାକ୍ଷର କରିଛନ୍ତି । ଏହି ସହଭାଗୀତା ୟୁଡବ୍ଲୁଏକୁ ଭାରତର ସଂଘୀୟ ବିଜ୍ଞାନ ଓ ନବସୃଜନ ବ୍ୟବସ୍ଥା ସହିତ ଏକତ୍ରିତ କରାଉଛି, ଯାହା ରାଷ୍ଟ୍ରୀୟ ବିକାଶ ଏବଂ ଭାରତ-ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳ ନିମନ୍ତେ ଗୁରୁତ୍ୱପୂର୍ଣ୍ଣ ବିବେଚିତ ହେଉଥିବା ସମସ୍ତ ଅଗ୍ରାଧିକାର କ୍ଷେତ୍ରଗୁଡିକରେ ଲକ୍ଷ୍ୟଭିତ୍ତିକ ସହଯୋଗୀତାକୁ ସମର୍ଥ କରାଇବ ।

ଦି ଅଫିସ ଅଫ୍‌ ଦି ପ୍ରିନସିପାଲ ସାଇଣ୍ଟିଫିକ ଆଡଭାଇଜର ପ୍ରଧାନମନ୍ତ୍ରୀ ଏବଂ କ୍ୟାବିନେଟର ସର୍ବୋଚ୍ଚ ସ୍ତରୀୟ ବୈଜ୍ଞାନିକ ପରାମର୍ଶଦାତା ଭାବରେ କାର୍ଯ୍ୟ କରୁଛି ଏବଂ ଏହା ବିଜ୍ଞାନ, ପ୍ରଯୁକ୍ତି, ନବସୃଜନ ଏବଂ ଗବେଷଣା ନୀତିଗୁଡିକ ଉପରେ ରଣକୋ÷ଶଳାତ୍ମକ ଦିଗ୍‌ଦର୍ଶନ ଯୋଗାଇ ଦେଉଛି । ପିଏସ୍‌ଏ ଅଫିସ ଅଧୀନରେ ଭାରତ ବେଙ୍ଗାଲୁରୁ, ପୁନେ, ଚଣ୍ଡିଗଡ, ଭୁବନେଶ୍‌ବର, ବିଶାଖାପଟନମ୍‌ ଏବଂ ହାଇଦରାବାଦ ସମେତ ସମସ୍ତ ପ୍ରମୁଖ ନସବୃଜନ ସ୍ଥଳରେ ଆଠଟି ଏସ୍‌ ଆଣ୍ଡ ଟି କ୍ଲଷ୍ଟର ସ୍ଥାପନ କରିଛି । ଏହି କ୍ଲଷ୍ଟରଗୁଡିକ ସମନ୍ୱିତ, ଅନୁବାଦୀୟ ଗବେଷଣା ଏବଂ ନବସୃଜନ ଜରିଆରେ ଲକ୍ଷ୍ୟଭିତ୍ତିକ ଆହ୍ୱାନଗୁଡିକର ମୁକାବିଲା କରିବାକୁ ବିଶ୍ୱବିଦ୍ୟାଳୟସମୂହ, ରାଷ୍ଟ୍ରୀୟ ଲାବୋରେଟୋରୀ, ଷ୍ଟାର୍ଟଅପ୍‌ସମୂହ, ଏମଏସ୍‌ଏମଇଗୁଡିକ, ଶିଳ୍ପ ଅଂଶୀଦାର ଏବଂ ରାଜ୍ୟ ସରକାରମାନଙ୍କୁ ଏକତ୍ରିତ କରାଉଛି । 

ଡ. ବିଶାଲ ଚୋ÷ଧାରୀ, ସାଇଣ୍ଟିଷ୍ଟ- ‘ଏଫ’, ଅଫିସ ଅଫ୍‌ ଦି ପ୍ରିନସିପାଲ ସାଇଣ୍ଟିଫିକ ଆଡଭାଇଜର, ଭାରତ ସରକାର କହିଥିଲେ: “ଭାରତର ଏସ୍‌ ଆଣ୍ଡ ଟି କ୍ଲଷ୍ଟରସମୂହ ମଜଭୁତ ଶିକ୍ଷାଗତ-ଶିଳ୍ପ-ସରକାରୀ ସହଭାଗୀତା ଜରିଆରେ ରାଷ୍ଟ୍ରର ଅଗ୍ରାଧିକାର ବିଷୟଗୁଡିକ ପ୍ରତି ଦୃଷ୍ଟି ଦେଉଥିବା ସମନ୍ୱିତ, ଲକ୍ଷ୍ୟଭିତ୍ତିକ ଗବେଷଣାକୁ ଆଗେଇନେବା ନିମନ୍ତେ ଡିଜାଇନ କରାଯାଇଛି । ୟୁନିଭରସିଟି ଅଫ୍‌ ୱେଷ୍ଟର୍ଣ୍ଣ ଅଷ୍ଟ୍ରେଲିଆ ସହିତ ଏହି ସହଯୋଗୀତା ମୂଲ୍ୟବାନ ବୈଶ୍ୱିକ ବିଦ୍ୱତାକୁ ଆମର ନବସୃଜନ ପରିବ୍ୟବସ୍ଥା ମଧ୍ୟକୁ ଆଣୁଛି ଏବଂ ପରିମାଣାତ୍ମକ, ନୀତି ଉପଯୋଗୀ ଏବଂ ଆନ୍ତର୍ଜାତିକସ୍ତରରେ ସଂଯୁକ୍ତ ଗବେଷଣା ପ୍ଲାଟଫର୍ମଗୁଡିକ ନିର୍ମାଣ ନିମନ୍ତେ ଆମର ଲକ୍ଷ୍ୟକୁ ସମର୍ଥନ କରୁଛି ।”

ଏମ୍‌ଓୟୁ ଜରିଆରେ ୟୁଡବ୍ଲୁ୍ୟଏ ଏହି ସମସ୍ତ କ୍ଲଷ୍ଟର ନେତୃତ୍ୱରେ ପରିଚାଳିତ ପରିବ୍ୟବସ୍ଥା ସହିତ ସମନ୍ୱିତ ହେବ, ଯାହା କେବଳ କ୍ୱଚିତ ସଂସ୍ଥାନଗତ ସହଭାଗୀତା ଅପେକ୍ଷା ପରିମାଣାତ୍ମକ ଏବଂ ରାଷ୍ଟ୍ରୀୟ ସ୍ତରରେ ସଂଯୁକ୍ତ ସହଯୋଗୀତାକୁ ସମର୍ଥ କରାଇବ । ଏହି ନିୟୋଜନତା ସୁସଂହତ ଶିକ୍ଷାଗତ-ଶିଳ୍ପ-ସରକାର ସହଯୋଗୀତାକୁ ପ୍ରୋତ୍ସାହିତ କରିବା, ଲାବ୍‌-ଟୁ-ମାର୍କେଟ ପଥ ତ୍ୱରାନ୍ୱିତ କରିବା ଏବଂ ଭାରତର ବିକାଶ ଅଗ୍ରାଧିକାରତା ସହିତ ମେଳ ଖାଉଥିବା ଆନ୍ତର୍ଜାତିକ ଗବେଷଣା ମୋବିଲିଟିକୁ ସମର୍ଥ କରାଇବା ନିମନ୍ତେ ଡିଜାଇନ କରାଯାଇଛି ।

ପ୍ରଫେସର ଅମିତ ଚକ୍‌ମା, ଭାଇସ-ଚାନ୍‌ସେଲର, ୟୁଡବ୍ଲୁ୍ୟଏ କହିଥିଲେ: “ଏହି ଏମ୍‌ଓୟୁ ଅଷ୍ଟ୍ରେଲିଆ-ଭାରତ ବୈଜ୍ଞାନିକ ସହଭାଗୀତାକୁ ସର୍ବୋଚ୍ଚ ସ୍ତରରେ ନିବିଡ କରିବା ଦିଗରେ ଏକ ଉଲ୍ଲେଖନୀୟ ପଦକ୍ଷେପକୁ ପ୍ରତିନିଧିତ୍ୱ କରୁଛି । ଅଫିସ ଅଫ୍‌ ଦି ପ୍ରିନସିପାଲ ସାଇଣ୍ଟିଫିକ ଆଡଭାଇଜର ଏବଂ ଏହାର ଏସ୍‌ ଆଣ୍ଡ ଟି କ୍ଲଷ୍ଟରସମୂହ ସହିତ ଘନିଷ୍ଠ ଭାବରେ କାର୍ଯ୍ୟ କରି ଆମେ ଶକ୍ତି ରୂପାନ୍ତରଣ ଓ ଗୁରୁତ୍ୱପୂର୍ଣ୍ଣ ଖଣିଜ ପଦାର୍ଥରୁ ନେଇ ଜଳବାୟୁ ସହନଶୀଳତା ଏବଂ ଉନ୍ନତ ପ୍ରଯୁକ୍ତିସମୂହ ପର୍ଯ୍ୟନ୍ତ ଭାରତର ରାଷ୍ଟ୍ରୀୟ ପ୍ରାଥମିକତା ସହିତ ଆମର ଗବେଷଣା ସାମର୍ଥ୍ୟକୁ ମେଳ ଖୁଆଉଛୁ । ଏକତ୍ରିତ ଭାବରେ ଆମେ ଅନୁବାଦୀୟ ଗବେଷଣାକୁ ତ୍ୱରାନ୍ୱିତ କରିପାରିବୁ, ନବସୃଜନ ପରିବ୍ୟବସ୍ଥାକୁ ସୁଦୃଢ କରିବା ସହିତ ଉଭୟ ରାଷ୍ଟ୍ରୀୟ ସ୍ତରରେ ଉପେଯାଗୀ ଏବଂ ବିଶ୍ୱ ସ୍ତରରେ ପ୍ରଭାବଶାଳୀ ହେଉଥିବା ସମାଧାନଗୁଡିକ ଯୋଗାଇ ପାରିବୁ ।”

ଡ. ମୃତୁ୍ୟଞ୍ଜୟ ସୁଆର, ଚେୟାରମ୍ୟାନ, ବିସିକେଆଇସି କହିଥିଲେ: “ୟୁଡବ୍ଲୁ୍ଏ ଏବଂ ଭୁବନେଶ୍ୱର ସିଟି ନଲେଜ ଇନ୍ନୋଭେସନ କ୍ଲଷ୍ଟର (ବିସିକେଆଇସି) ମଧ୍ୟରେ ସହଭାଗୀତା ଏକ ବୃହତ୍‌ ଉଦେ୍ଦଶ୍ୟ ନିମନ୍ତେ ଉଦ୍ଦିଷ୍ଟ ଏବଂ ଏହା ଶିକ୍ଷାଗତ କାର୍ଯ୍ୟକଳାପର ଊଦ୍ଧ୍ୱର୍ରେ ରହିଛି । ରଣକୋ÷ଶଳାତ୍ମକ ଦୃଷ୍ଟିରୁ ଆମେ ନୀଳ ଅର୍ଥନୀତି କ୍ଷେତ୍ରରେ ଏକ ମିଶନ୍‌ ମୋଡରେ କାର୍ଯ୍ୟ କରିବୁ ଏବଂ ସୁଲଭ୍ୟ, ଗ୍ରହଣଯୋଗ୍ୟ ତଥା ପରିମାଣାତ୍ମକ ସମାଧାନଗୁଡିକ ଏହି କ୍ଷେତ୍ରରେ ଲାଗୁ କରିବାକୁ ସର୍ବୋତ୍ତମ କାର୍ଯ୍ୟାଭ୍ୟାସକୁ କାର୍ଯ୍ୟକାରୀ କରିବୁ ।”

Powered by Froala Editor

Tags University of western Australia

Related articles Odisha News Lens 4.1

  •  ଦେଶର ପ୍ରଥମ ଘରୋଇ ରକେଟ୍ ବିକ୍ରମ-୧'ର ଉତକ୍ଷେପଣ
    ଦେଶ-ଦେଶାନ୍ତର

    ଦେଶର ପ୍ରଥମ ଘରୋଇ ରକେଟ୍ ବିକ୍ରମ-୧'ର ଉତକ୍ଷେପଣ

    15469
    Jul 18, 2026
  • ନୂଆ ଯୁଗର ଆରମ୍ଭ : ମହାକାଶକୁ ଗଲା ପ୍ରଥମ ଘରୋଇ ରକେଟ୍ ବିକ୍ରମ-୧
    ଦେଶ-ଦେଶାନ୍ତର

    ନୂଆ ଯୁଗର ଆରମ୍ଭ : ମହାକାଶକୁ ଗଲା ପ୍ରଥମ ଘରୋଇ ରକେଟ୍ ବିକ୍ରମ-୧

    14874
    Jul 18, 2026
  • ସୋନମଙ୍କୁ ଉଠାଇ ହସ୍ପିଟାଲରେ ଭର୍ତ୍ତି କଲା ପୋଲିସ
    ଦେଶ-ଦେଶାନ୍ତର

    ସୋନମଙ୍କୁ ଉଠାଇ ହସ୍ପିଟାଲରେ ଭର୍ତ୍ତି କଲା ପୋଲିସ

    15286
    Jul 18, 2026
  • ଭାରତର ପ୍ରଥମ ହାଇଡ୍ରୋଜେନ୍ ଚାଳିତ ଟ୍ରେନ ଶୁଭାରମ୍ଭ କଲେ ମୋଦୀ
    ଦେଶ-ଦେଶାନ୍ତର

    ଭାରତର ପ୍ରଥମ ହାଇଡ୍ରୋଜେନ୍ ଚାଳିତ ଟ୍ରେନ ଶୁଭାରମ୍ଭ କଲେ ମୋଦୀ

    13801
    Jul 18, 2026
  • ୨୦୨୦ ରାଷ୍ଟ୍ରପତି ନିର୍ବାଚନରେ ​​ଜାଲିଆତି ହୋଇଥିବା ଦାବି କଲେ ଟ୍ରମ୍ପ
    ଦେଶ-ଦେଶାନ୍ତର

    ୨୦୨୦ ରାଷ୍ଟ୍ରପତି ନିର୍ବାଚନରେ ​​ଜାଲିଆତି ହୋଇଥିବା ଦାବି କଲେ ଟ୍ରମ୍ପ

    13928
    Jul 17, 2026
  • ଓ୍ବାଙ୍ଗଚୁକ୍‌ଙ୍କ ମାମଲାରେ ଆସିଲା ନୂଆମୋଡ଼, ପ୍ରତିବାଦ ସ୍ଥଳରୁ ଉଠେଇନେଲା ପୁଲିସ
    ଦେଶ-ଦେଶାନ୍ତର

    ଓ୍ବାଙ୍ଗଚୁକ୍‌ଙ୍କ ମାମଲାରେ ଆସିଲା ନୂଆମୋଡ଼, ପ୍ରତିବାଦ ସ୍ଥଳରୁ ଉଠେଇନେଲା ପୁଲିସ

    13443
    Jul 18, 2026
  • ଆଶୀର୍ବାଦର “ଆୟୋଡିନ ର ତିଳକ” ଅଭିଯାନ ପୁରୀ ରଥ ଯାତ୍ରାରେ ଦର୍ଶନ, ଅନ୍ନ, ସେବାକୁ ପୁନଃ ...
    ବାଣିଜ୍ୟ

    ଆଶୀର୍ବାଦର “ଆୟୋଡିନ ର ତିଳକ” ଅଭିଯାନ ପୁରୀ ରଥ ଯାତ୍ରାରେ ଦର୍ଶନ, ଅନ୍ନ, ସେବାକୁ ପୁନଃ ...

    13521
    Jul 18, 2026
  • ଭଜାବୁଟ ଚୋପାର ରହିଛି ବହୁ ଚମତ୍କାରୀ ଗୁଣ......
    ବିଶେଷ

    ଭଜାବୁଟ ଚୋପାର ରହିଛି ବହୁ ଚମତ୍କାରୀ ଗୁଣ......

    13852
    Jul 18, 2026
  • ସ୍କୁଲ ଭ୍ୟାନ- ପାସେଞ୍ଜର ଟ୍ରେନ ଧକ୍କା, ୩ ମୃତ
    ଦେଶ-ଦେଶାନ୍ତର

    ସ୍କୁଲ ଭ୍ୟାନ- ପାସେଞ୍ଜର ଟ୍ରେନ ଧକ୍କା, ୩ ମୃତ

    15672
    Jul 17, 2026

ଆପଣ ଆଗ୍ରହୀ ହୋଇପାରନ୍ତି

  • ଦେଶ-ଦେଶାନ୍ତର

    ଆରମ୍ଭ ହେଲା ହାଇଡ୍ରୋଜେନ୍ ଟ୍ରେନ୍

    14637
    Jul 18, 2026
  • ଦେଶ-ଦେଶାନ୍ତର

    ଓ୍ବାଙ୍ଗଚୁକ୍‌ଙ୍କ ମାମଲାରେ ଆସିଲା ନୂଆମୋଡ଼, ପ୍ରତିବାଦ ସ୍ଥଳରୁ ଉଠେଇନେଲା ପୁଲିସ

    13443
    Jul 18, 2026
  • ଦେଶ-ଦେଶାନ୍ତର

    ୨୦୨୦ ରାଷ୍ଟ୍ରପତି ନିର୍ବାଚନରେ ​​ଜାଲିଆତି ହୋଇଥିବା ଦାବି କଲେ ଟ୍ରମ୍ପ

    13928
    Jul 17, 2026

Advertisement

ସଂସ୍କୃତି

ରବୀନ୍ଦ୍ର ମଣ୍ଡପଠାରେ "ନୃତ୍ୟାଞ୍ଜଳୟ ଉତ୍ସବ-୨୦୨୨" ଅନୁଷ୍ଠିତ

ଭୁବନେଶ୍ୱର, ୧୫/୦୫ (ନି.ପ୍ର.): ସ୍ଥାନୀୟ ରବୀନ୍ଦ୍ର ମଣ୍ଡପଠାରେ "ନୃତ୍ୟାଞ୍ଜଳୟ ଉତ୍ସବ-୨୦୨୨" ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଧର୍ମଶାଳା ବିଧାୟକ ସ୍ଵାଧୀନ ହିମାଂଶୁ ଶେଖର ସାହୁ, ପଦ୍ମଶ୍ରୀ ଗୁରୁ କୁମକୁମ ମହାନ୍ତି, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ଉପ-ନିର୍ଦ୍ଦେଶିକା ଶ୍ରୀମ ...

  • ଓଡ଼ିଶାଲିଙ୍କ୍ସର ୮ମ ସ୍ଵନକ୍ଷତ୍ର, ଲୁହରେ ଭିଜାଇଲା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଭକ୍ତି ଆଧାରିତ ନାଟକ ‘ଅଦୃଶ୍ୟ ଜଗନ୍ନାଥ‘

    16984
    Jun 25, 2025
  • ୨୯ ତମ ଓଏମ୍‌ସି. ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବ ଉଦ୍‍ଯାପିତ

    17591
    Sep 10, 2023
  • ୨୯ ତମ ଓଏମ୍‌ସି ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବର ଚତୁର୍ଥ ସଂଧ୍ୟାରେ କୁଚିପୁଡ଼ି ନୃତ୍ୟ ସାଙ୍ଗକୁ ତବଲା ବାଦରେ ଦର୍ଶକ ବିଭୋର

    17644
    Sep 09, 2023
  • କଥକ ଶାସ୍ତ୍ରୀୟ ନୃତ୍ୟ ସହିତ ହିନ୍ଦୁସ୍ଥାନୀ କଣ୍ଠ ସଙ୍ଗୀତରେ ଦର୍ଶକ ବିଭୋର

    18048
    Sep 06, 2023

ବିଶେଷ

  • ଭଜାବୁଟ ଚୋପାର ରହିଛି ବହୁ ଚମତ୍କାରୀ ଗୁଣ......

    13852
    Jul 18, 2026
  • ଜୋତା ଚପଲ ଆପଣଙ୍କୁ କରିଦେଇପାରେ କାଙ୍ଗାଳ, ଜାଣନ୍ତୁ ପିନ୍ଧିବାର ନିୟମ

    14344
    Jul 15, 2026
  • ଗୃହିଣୀମାନେ ମାନନ୍ତୁ ଏହି ଜରୁରୀ ଟିପ୍ସ

    14691
    Jul 12, 2026
  • ଛୋଟପିଲାଙ୍କ ଠାରେ ଥିଲେ ମଧୁମେହ ଲକ୍ଷଣ କେମିତି ଜାଣିବେ ?

    14980
    Jul 10, 2026
  • ଥଣ୍ଡାପାଗରେ କମ୍ ମାତ୍ରାରେ ସେବନ କରନ୍ତୁ ଲୁଣ ଓ ଚିନି

    15718
    Jul 07, 2026

ବାଣିଜ୍ୟ

ଆଶୀର୍ବାଦର “ଆୟୋଡିନ ର ତିଳକ” ଅଭିଯାନ ପୁରୀ ରଥ ଯାତ୍ରାରେ ଦର୍ଶନ, ଅନ୍ନ, ସେବାକୁ ପୁନଃ ଚିତ୍ରିତ କରୁଛି

ପୁରୀ ରଥ ଯାତ୍ରାରେ ପ୍ରତ୍ୟେକ ଭକ୍ତଙ୍କ ସହିତ ଭାବ ବିନିମୟକୁ ଏକ ଏହି ଧରଣର ପ୍ରଥମ ଗତିଶୀଳ ଆଧାରିତ ସାଂସ୍କୃତିକ କାର୍ଯ୍ୟକ୍ରମ ଜରିଆରେ ଗୋଷ୍ଠୀ ପରିପୁଷ୍ଟିରେ ରୂପାନ୍ତରିତ କରୁଛି

ପୁରୀ: ଗତବର୍ଷର &l ...

  • ବେଦାନ୍ତ ଆଲୁମିନିୟମର କୋଇଲା ଖଣି ପ୍ରକଳ୍ପ ଆରୋଗ୍ୟମ୍ ଜରିଆରେ ଋତୁସ୍ରାବଜନିତ ସ୍ୱାସ୍ଥ୍ୟ ସଚେତନତା ସୃଷ୍ଟି କରୁଛି

    14171
    Jul 16, 2026
  • ଆମୱେ ଇଣ୍ଡିଆ ନିଜର ପ୍ରିମିୟମ ସ୍କିନକେୟାର ବର୍ଗମାଳାକୁ ସୁଦୃଢ କଲା, ନୁ୍ୟଟ୍ରିଲାଇଟ-ପାୱାର୍ଡ ଉଦ୍ଦିଦଜାତ ଉପାଦାନ ସହିତ ପ୍ରଚଳନ କଲା ଆର୍ଟିଷ୍ଟ୍ରି ସ୍କିନ୍‌ ନୁ୍ୟଟ୍ରିସନ ମଲ୍‌ଟି- ଡିଫେନ୍ସ ୟୁଭି ପ୍ରୋଟେକ୍ଟ

    15836
    Jul 14, 2026
  • ଫେଡେରାଲ ବ୍ୟାଙ୍କ ଭୁବନେଶ୍ୱରରେ ଗ୍ରାହକମାନଙ୍କ ପାଇଁ ସ୍ୱତନ୍ତ୍ର ‘ୱେଲ୍‌ଥ ଆଣ୍ଡ ୱିଜଡମ୍‌’ କାର୍ଯ୍ୟକ୍ରମ ଆୟୋଜନ କଲା

    13787
    Jul 14, 2026
  • ମାସକରେ ୧୫ ହଜାର ଖସିଲାଣି ସୁନା

    14667
    Jul 01, 2026

ଅନଲାଇନ୍ ସଂଯୋଗ

  • 67944
    Followers
  • 227640
    Likes
  • 54300
    Subscribers

Subscribe to our Newsletter

Sign up to receive email updates and to hear what's going on with our magazine!

logo

ଆଜିକାଲି, ମୁଦ୍ରିତ ଖବରକାଗଜ ପଢିବା ପାଇଁ ଲୋକଙ୍କ ପାଖରେ ପର୍ଯ୍ୟାପ୍ତ ସମୟ ନାହିଁ, ଯାହା ଗତକାଲିର ସାଧାରଣ ଘଟଣାକୁ କଭର୍ କରିଥାଏ, ତେଣୁ ସର୍ବଶେଷ ଖବର ପାଇବା ପାଇଁ ସେମାନେ ସର୍ବଦା ୱେବ୍ ପୋର୍ଟାଲ୍ କିମ୍ବା ଇଲେକ୍ଟ୍ରୋନିକ୍ ମିଡିଆ ଅନୁସରଣ କରିବାକୁ ଆଗ୍ରହୀ ଅଟନ୍ତି |

ଆମର ଅନଲାଇନ୍ ନ୍ୟୁଜ୍ ପୋର୍ଟାଲ୍ ସମଗ୍ର ବିଶ୍ୱରେ ସର୍ବଶେଷ ଅଦ୍ୟତନ, ସାମ୍ପ୍ରତିକ ଘଟଣା ସହିତ ଲୋକଙ୍କୁ ଶିକ୍ଷା ଏବଂ ସୂଚନା ଦେବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ |

  • ଖବର

  • ୨୦୨୦ ରାଷ୍ଟ୍ରପତି ନିର୍ବାଚନରେ ​​ଜାଲିଆତି ହୋଇଥିବା ଦାବି କଲେ ଟ୍ରମ୍ପ

    13928
    Jul 17, 2026
  • ଭଜାବୁଟ ଚୋପାର ରହିଛି ବହୁ ଚମତ୍କାରୀ ଗୁଣ......

    13852
    Jul 18, 2026
  • ନୂଆ ଯୁଗର ଆରମ୍ଭ : ମହାକାଶକୁ ଗଲା ପ୍ରଥମ ଘରୋଇ ରକେଟ୍ ବିକ୍ରମ-୧

    14874
    Jul 18, 2026

About Us

  • Bhubaneswar, Odisha, India
  • 0 00000 000 00
  • odishanewslens@gmail.com

Follow us

  • Home
  • Contact Us
  • About Us
© Copyright Odisha News Lens 4.1. All rights reserved. in association with Konect.In