କଳାହାଣ୍ଡିରେ ଆଜି ନୂଆଁଖାଇ ପାଳନ
କଳାହାଣ୍ଡି: ଆଜି କଳାହାଣ୍ଡିର ଗଡଜାତ ଅଞ୍ଚଳରେ ନୂଆଁଖାଇ ପାଳନ ହେଉଛି । ନିର୍ଦ୍ଧାରିତ ଲଗ୍ନ ଅନୁଯାୟୀ ଅଧିଷ୍ଟାତ୍ରୀ ଦେବୀ ମା ମାଣିକେଶ୍ୱରୀଙ୍କ ନିକଟରେ ନବାହ୍ନ ଲାଗି ହୋଇଛି । ସାରା ଜିଲ୍ଲାବ୍ୟାପି ନୂଆଁଖାଇ ପାଳନ ହୋଇଛି । ଏଥିପାଇଁ କଳାହାଣ୍ଡି ଜିଲ୍ଲାର ଗଡଜାତ ଅଞ୍ଚଳ ଗୁଡିକ ଚଳଚଞ୍ଚଳ ହୋଇ ଉଠିଛି । ସକାଳ ୯ଟାରେ ସର୍ବସାଧାରଣ ଦର୍ଶନ ପାଇଁ ମନ୍ଦିର ଖୋଲାଯାଇଛି । ୧୦.୩୬ମିନିଟରୁ ୧୨.୪୪ମିନିଟ୍ ମଧ୍ୟରେ ସର୍ବସାଧାରଣ ନିଜ ନିଜ ଘରେ ନବାନ୍ନ ଭକ୍ଷଣ ଲାଗି ଲଗ୍ନ ଧାର୍ଯ୍ୟ ହୋଇଛି ।
Powered by Froala Editor