Odisha News Lens 4.1

Top Menu

  • About
  • Contact

Main Menu

  • Home
  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ବିଶେଷ
  • ପରିବେଶ
  • ତର୍ଜମା
  • ସଂସ୍କୃତି
READ NEWS IN ENGLISH ( ver.4.2) Monday, July 06, 2026, Login
  • About
  • Contact

logo

Header Banner

Odisha News Lens 4.1

  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ଅନ୍ୟାନ୍ୟ
    • ବିଶେଷ
    • ପରିବେଶ
    • ତର୍ଜମା
    • ସଂସ୍କୃତି
  • ନାଟୋ ସମ୍ମିଳନୀ ପୂର୍ବରୁ ବିବାଦୀୟ ମିମ୍ ...

  • ଘନ ଅନ୍ଧକାର : ବିନା ହେଡଲାଇଟରେ ଚାଲିଲା ବସ

  • ଗର୍ଭରେ ସନ୍ତାନ ରଖିବେ କି ନାହିଁ, ସ୍ତ୍ରୀ ...

  • ଶିଶୁ ଯୌନ ଶୋଷଣ ସହିତ ଜଡିତ ବିଜ୍ଞାପନ ...

  • ବିବାହକୁ ନେଇ ଖୁସି ନଥିଲେ, ପ୍ରେମିକ ସହ ...

  • ଟ୍ୱିନ୍ ସିଟିରେ ପ୍ରବଳ ବର୍ଷା: ଦିଲ୍ଲୀରେ ...

  • ଷ୍ଟିକର୍‌ ଛଡ଼ାଇ ଖାଆନ୍ତୁ ଫଳ, ନହେଲେ ...

  • ଶ୍ରୀରାମ ଜନ୍ମଭୂମି ତୀର୍ଥକ୍ଷେତ୍ର ...

  • ମୋଦୀଙ୍କୁ ହତ୍ୟା ଧମକ

  • ଗୌରୀ ସ୍ପ୍ରେଟଙ୍କୁ ବିବାହ କରି ଜୀବନର ନୂଆ ...

Home ›› ››ପିପିଲି ଉପନିର୍ବାଚନ, ପ୍ରଚାରରେ ଦୁଇଚକିଆ ଗାଡି ଓ ସାଇକଲ ଶୋଭାଯାତ୍ରା ନିଷେଧ

ପିପିଲି ଉପନିର୍ବାଚନ, ପ୍ରଚାରରେ ଦୁଇଚକିଆ ଗାଡି ଓ ସାଇକଲ ଶୋଭାଯାତ୍ରା ନିଷେଧ

2021-09-07 03:04:26
13925
Share:
Facebook
Twitter
E-Mail
WhatsApp
Telegram
ପିପିଲି ଉପନିର୍ବାଚନ, ପ୍ରଚାରରେ ଦୁଇଚକିଆ ଗାଡି ଓ ସାଇକଲ ଶୋଭାଯାତ୍ରା ନିଷେଧ

ପୁରୀ/ଭୁବନେଶ୍ବର : ଆସନ୍ତା ୩୦ ତାରିଖରେ ପିପିଲି ବିଧାନସଭା ଉପନିର୍ବାଚନ। ଏଠାରେ ଅବାଧ ଓ ନିରପେକ୍ଷ ମତଦାନ ପାଇଁ ପ୍ରସ୍ତୁତ ହୋଇଛି ଜିଲା ପ୍ରଶାସନ। ଆଚରଣ ବିଧି ଉଲଙ୍ଘନ ରୋକିବାକୁ ସ୍ବତନ୍ତ୍ର ଦଳ ଗଠନ ସହ ଦେୟମୁକ୍ତ ଟେଲିଫୋନ ନମ୍ବର ଜାରି କରାଯାଇଛି। ନିର୍ବାଚନ ପ୍ରଚାରରେ ଦୁଇଚକିଆ ଗାଡି ଓ ସାଇକଲ ଶୋଭାଯାତ୍ରା ନିଷେଧ କରାଯାଇଛି। ଦଳୀୟ ପ୍ରଚାର ବୈଠକରେ ସର୍ବାଧିକ ୨୦୦ ଲୋକ କିମ୍ବା ବସିବା କ୍ଷମତାର ୩୦% ଲୋକ ସାମିଲ ହୋଇପାରିବେ। ଘରକୁ ଘର ବୁଲି ପ୍ରଚାର କରିବା ବେଳେ ସର୍ବାଧିକ ୫ଜଣ ରହିପାରିବେ। ଆଚରଣ ବିଧି ଉଲ୍ଲଙ୍ଘନ ଅଭିଯୋଗର ତଦନ୍ତ ଏବଂ ତ୍ବରିତ କାର୍ଯ୍ୟାନୁଷ୍ଠାନ ପାଇଁ ଅତିରିକ୍ତ ଜିଲାପାଳ (ରାଜସ୍ବ) ସୁବାସ ଚନ୍ଦ୍ର ନାଥଶର୍ମାଙ୍କ ନେତୃତ୍ବରେ ସ୍ବତନ୍ତ୍ର ଦଳ ଗଠନ କରାଯାଇଛି।
ମତଦାନ ପାଇଁ ଯିବାବେଳେ ତୁଣ୍ଡିପିନ୍ଧିବା ସହ ସାମାଜିକ ଦୂରତ୍ବ ପାଳନ କରିବାକୁ ମତଦାତାଙ୍କୁ ଜିଲା ପ୍ରଶାସନ ପରାମର୍ଶ ଦେଇଛି। ପିପିଲି ଓ ଡେଲାଙ୍ଗ ବ୍ଲକରେ ୧୦୨ ଅତି ସମ୍ବେଦନଶୀଳ ଏବଂ ୭୩ ସମ୍ବେଦନଶୀଳ ମତଦାନ କେନ୍ଦ୍ର ରହିଛି।
ଜିଲାପାଳ ସମର୍ଥ ବର୍ମା ସୋମବାର ଏକ ସାମ୍ବାଦିକ ସମ୍ମିଳନୀରେ ନିର୍ବାଚନ ପ୍ରଚାର, ମତଦାନ ଏବଂ ଭୋଟ ଗଣତି ସମୟରେ କରୋନା କଟକଣା କଡାକଡି କାର୍ଯ୍ୟକାରୀ କରାଯିବ ବୋଲି କହିଛନ୍ତି। ୨ଲକ୍ଷ ୨୯ହଜାର ୯୯୮ ମତଦାତା ୩୪୮ ଭୋଟ ଗ୍ରହଣ କେନ୍ଦ୍ରରେ ମତଦାନ କରିବେ। ବରିଷ୍ଠ ନାଗରିକ ଏବଂ ଭିନ୍ନକ୍ଷମଙ୍କ ପାଇଁ ସ୍ବତନ୍ତ୍ର ମତଦାନ ବ୍ୟବସ୍ଥା କରାଯାଇଛି। ଡାକଯୋଗେ ଭୋଟ ଗ୍ରହଣ ପାଇଁ ୭ଟି ଦଳ ଗଠନ କରାଯାଇଛି। ଆଚରଣ ବିଧି ଉଲ୍ଲଙ୍ଘନ ସମ୍ପର୍କରେ ଯେକୌଣସି ବ୍ୟକ୍ତି ଅଭିଯୋଗ କଲେ ସଙ୍ଗେ ସଙ୍ଗେ ତାହାର ତଦନ୍ତ କରାଯିବା ସହ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ନିଆଯିବ। ୧୭୫ ମତଦାନ କେନ୍ଦ୍ରରେ ମତଦାନ ୱେବକାଷ୍ଟିଂ (ସିଧାପ୍ରସାରଣ) କରାଯିବ। ମତଦାନ ତଦାରଖ ନିମନ୍ତେ ୨୩ ଅଣୁ ପର୍ଯ୍ୟବେକ୍ଷକ (ମାଇକ୍ରୋ ଅବ୍‌ଜର୍ଭର) ନିଯୁକ୍ତ କରାଯାଇଛି। ଉପନିର୍ବାଚନରେ ୧୫ଟି ଆଦର୍ଶ ମତଦାନ କେନ୍ଦ୍ର ଖୋଲାଯିବା ସହ ଦିବ୍ୟାଙ୍ଗ ମତଦାତାଙ୍କ ପାଇଁ ୩୪୮ ହୁଇଲ ଚେୟାର ଏବଂ ୧୦୨ ଗାଡି ବ୍ୟବସ୍ଥା କରାଯାଇଛି। ଆଗାମୀ ୩୦ ତାରିଖ ସକାଳ ୭ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ମତଦାନ ହେବ। ୧୦ଜଣ ପ୍ରାର୍ଥୀ ନିର୍ବାଚନରେ ପ୍ରତିଦ୍ବନ୍ଦିତା କରୁଛନ୍ତି। ଅକ୍ଟୋବର ୩ତାରିଖ ଭୋଟ ଗଣତି ପରେ ଫଳ ଘୋଷଣା କରାଯିବ।
ବିଭିନ୍ନ ରାଜନୈତିକ ଦଳ କର୍ମକର୍ତ୍ତାଙ୍କ ସହ ଏ ସମ୍ପର୍କରେ ସୋମବାର ଆଲୋଚନା କରାଯାଇ ଥିବା ଜିଲାପାଳ ଶ୍ରୀ ବର୍ମା ପ୍ରକାଶ କରିଛନ୍ତି। ଅତିରିକ୍ତ ଜିଲାପାଳ ପ୍ରଦୀପ କୁମାର ସାହୁ, ଉପଜିଲାପାଳ ଭବତାରଣ ସାହୁ, ପୌରସଂସ୍ଥା କାର୍ଯ୍ୟନିର୍ବାହୀ ଅଧିକାରୀ ସରୋଜ କୁମାର ସ୍ବାଇଁ, ସହକାରୀ ଜିଲାପାଳ ସୁମନ୍ତ କର ଓ ଜିତେନ୍ଦ୍ର କୁମାର ପାତ୍ର, ପଞ୍ଚାୟତ ଅଧିକାରୀ ପୂର୍ଣ୍ଣଚନ୍ଦ୍ର ବେହେରା ସାମ୍ବାଦିକ ସମ୍ମିଳନୀରେ ଉପସ୍ଥିତ ଥିଲେ।
ଅନ୍ୟପକ୍ଷରେ ଗତ ୪ ତାରିଖ ଠାରୁ ନିର୍ବାଚନ ପ୍ରକ୍ରିୟା େଶଷ େହବା ପର୍ଯ୍ୟନ୍ତ ସମଗ୍ର ପୁରୀ ଜିଲାରେ ଆଦର୍ଶ ଆଚରଣ ବିଧି ଲାଗୁ େହାଇଛି। ଏନେଇ ବିଜ୍ଞପ୍ତି ପ୍ରକାଶ ପାଇଛି। ବିଜ୍ଞପ୍ତି ଅନୁସାରେ ଚଳିତ ମାସ ୩୦ ତାରିଖରେ େଭାଟଗ୍ରହଣ ହୋଇ ଅକ୍ଟୋବର ୩ ତାରିଖରେ ଭୋଟ ଗଣତି ଓ ଫଳ ପ୍ରକାଶ ହେବ। ୫ ତାରିଖରେ ନିର୍ବାଚନ ପ୍ରକ୍ରିୟା େଶଷ େହବ। ଏହି ଉପନିର୍ବାଚନରେ ଭୋଟଗ୍ରହଣର ୭୨ଘଣ୍ଟା ପୂର୍ବରୁ ପ୍ରଚାର ଉପରେ ନିଷେଧାଦେଶ ଜାରି କରାଯାଇଛି।

Powered by Froala Editor

Tags Pipili election

Related articles Odisha News Lens 4.1

  • ଶିଶୁ ଯୌନ ଶୋଷଣ ସହିତ ଜଡିତ ବିଜ୍ଞାପନ ହଟାଇବାକୁ ନିର୍ଦ୍ଦେଶ
    ଦେଶ-ଦେଶାନ୍ତର

    ଶିଶୁ ଯୌନ ଶୋଷଣ ସହିତ ଜଡିତ ବିଜ୍ଞାପନ ହଟାଇବାକୁ ନିର୍ଦ୍ଦେଶ

    13760
    Jul 06, 2026
  • ନାଟୋ ସମ୍ମିଳନୀ ପୂର୍ବରୁ ବିବାଦୀୟ ମିମ୍ ସେୟାର
    ଦେଶ-ଦେଶାନ୍ତର

    ନାଟୋ ସମ୍ମିଳନୀ ପୂର୍ବରୁ ବିବାଦୀୟ ମିମ୍ ସେୟାର

    14587
    Jul 06, 2026
  • ଷ୍ଟିକର୍‌ ଛଡ଼ାଇ ଖାଆନ୍ତୁ ଫଳ, ନହେଲେ ଭୋଗିବେ ଏହି ସମସ୍ୟା
    ବିଶେଷ

    ଷ୍ଟିକର୍‌ ଛଡ଼ାଇ ଖାଆନ୍ତୁ ଫଳ, ନହେଲେ ଭୋଗିବେ ଏହି ସମସ୍ୟା

    15109
    Jul 06, 2026
  • ଗୌରୀ ସ୍ପ୍ରେଟଙ୍କୁ ବିବାହ କରି ଜୀବନର ନୂଆ ଅଧ୍ୟାୟ ଆରମ୍ଭ କଲେ ଆମିର ଖାନ
    ଦେଶ-ଦେଶାନ୍ତର

    ଗୌରୀ ସ୍ପ୍ରେଟଙ୍କୁ ବିବାହ କରି ଜୀବନର ନୂଆ ଅଧ୍ୟାୟ ଆରମ୍ଭ କଲେ ଆମିର ଖାନ

    14935
    Jul 05, 2026
  • ବିବାହକୁ ନେଇ ଖୁସି ନଥିଲେ, ପ୍ରେମିକ ସହ ମିଶି ସ୍ୱାମୀଙ୍କୁ ହତ୍ୟା
    ଅପରାଧ

    ବିବାହକୁ ନେଇ ଖୁସି ନଥିଲେ, ପ୍ରେମିକ ସହ ମିଶି ସ୍ୱାମୀଙ୍କୁ ହତ୍ୟା

    15327
    Jul 06, 2026
  • ଟ୍ୱିନ୍ ସିଟିରେ ପ୍ରବଳ ବର୍ଷା: ଦିଲ୍ଲୀରେ ବିମାନ ସେବା ବ୍ୟାହତ, ମୁମ୍ବାଇରେ ୬ ଜଣଙ୍କ ...
    ଦେଶ-ଦେଶାନ୍ତର

    ଟ୍ୱିନ୍ ସିଟିରେ ପ୍ରବଳ ବର୍ଷା: ଦିଲ୍ଲୀରେ ବିମାନ ସେବା ବ୍ୟାହତ, ମୁମ୍ବାଇରେ ୬ ଜଣଙ୍କ ...

    13896
    Jul 06, 2026
  • ଶ୍ରୀରାମ ଜନ୍ମଭୂମି ତୀର୍ଥକ୍ଷେତ୍ର ଟ୍ରଷ୍ଟର ଗୁରୁତ୍ବପୂର୍ଣ୍ଣ ବୈଠକ ୬ ରେ
    ଦେଶ-ଦେଶାନ୍ତର

    ଶ୍ରୀରାମ ଜନ୍ମଭୂମି ତୀର୍ଥକ୍ଷେତ୍ର ଟ୍ରଷ୍ଟର ଗୁରୁତ୍ବପୂର୍ଣ୍ଣ ବୈଠକ ୬ ରେ

    14141
    Jul 05, 2026
  • ମୋଦୀଙ୍କୁ ହତ୍ୟା ଧମକ
    ଦେଶ-ଦେଶାନ୍ତର

    ମୋଦୀଙ୍କୁ ହତ୍ୟା ଧମକ

    15180
    Jul 05, 2026
  • ଘନ ଅନ୍ଧକାର : ବିନା ହେଡଲାଇଟରେ ଚାଲିଲା ବସ
    ଦେଶ-ଦେଶାନ୍ତର

    ଘନ ଅନ୍ଧକାର : ବିନା ହେଡଲାଇଟରେ ଚାଲିଲା ବସ

    15310
    Jul 06, 2026

ଆପଣ ଆଗ୍ରହୀ ହୋଇପାରନ୍ତି

  • ଦେଶ-ଦେଶାନ୍ତର

    ଶିଶୁ ଯୌନ ଶୋଷଣ ସହିତ ଜଡିତ ବିଜ୍ଞାପନ ହଟାଇବାକୁ ନିର୍ଦ୍ଦେଶ

    13760
    Jul 06, 2026
  • ଦେଶ-ଦେଶାନ୍ତର

    ଟ୍ୱିନ୍ ସିଟିରେ ପ୍ରବଳ ବର୍ଷା: ଦିଲ୍ଲୀରେ ବିମାନ ସେବା ବ୍ୟାହତ, ମୁମ୍ବାଇରେ ୬ ଜଣଙ୍କ ମୃତ୍ୟୁ

    13896
    Jul 06, 2026
  • ଦେଶ-ଦେଶାନ୍ତର

    ନାଟୋ ସମ୍ମିଳନୀ ପୂର୍ବରୁ ବିବାଦୀୟ ମିମ୍ ସେୟାର

    14587
    Jul 06, 2026

Advertisement

ସଂସ୍କୃତି

ରବୀନ୍ଦ୍ର ମଣ୍ଡପଠାରେ "ନୃତ୍ୟାଞ୍ଜଳୟ ଉତ୍ସବ-୨୦୨୨" ଅନୁଷ୍ଠିତ

ଭୁବନେଶ୍ୱର, ୧୫/୦୫ (ନି.ପ୍ର.): ସ୍ଥାନୀୟ ରବୀନ୍ଦ୍ର ମଣ୍ଡପଠାରେ "ନୃତ୍ୟାଞ୍ଜଳୟ ଉତ୍ସବ-୨୦୨୨" ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଧର୍ମଶାଳା ବିଧାୟକ ସ୍ଵାଧୀନ ହିମାଂଶୁ ଶେଖର ସାହୁ, ପଦ୍ମଶ୍ରୀ ଗୁରୁ କୁମକୁମ ମହାନ୍ତି, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ଉପ-ନିର୍ଦ୍ଦେଶିକା ଶ୍ରୀମ ...

  • ଓଡ଼ିଶାଲିଙ୍କ୍ସର ୮ମ ସ୍ଵନକ୍ଷତ୍ର, ଲୁହରେ ଭିଜାଇଲା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଭକ୍ତି ଆଧାରିତ ନାଟକ ‘ଅଦୃଶ୍ୟ ଜଗନ୍ନାଥ‘

    16965
    Jun 25, 2025
  • ୨୯ ତମ ଓଏମ୍‌ସି. ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବ ଉଦ୍‍ଯାପିତ

    17576
    Sep 10, 2023
  • ୨୯ ତମ ଓଏମ୍‌ସି ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବର ଚତୁର୍ଥ ସଂଧ୍ୟାରେ କୁଚିପୁଡ଼ି ନୃତ୍ୟ ସାଙ୍ଗକୁ ତବଲା ବାଦରେ ଦର୍ଶକ ବିଭୋର

    17628
    Sep 09, 2023
  • କଥକ ଶାସ୍ତ୍ରୀୟ ନୃତ୍ୟ ସହିତ ହିନ୍ଦୁସ୍ଥାନୀ କଣ୍ଠ ସଙ୍ଗୀତରେ ଦର୍ଶକ ବିଭୋର

    18028
    Sep 06, 2023

ବିଶେଷ

  • ଷ୍ଟିକର୍‌ ଛଡ଼ାଇ ଖାଆନ୍ତୁ ଫଳ, ନହେଲେ ଭୋଗିବେ ଏହି ସମସ୍ୟା

    15109
    Jul 06, 2026
  • ଦମ୍ପତିଙ୍କ ମଧ୍ୟରେ ବଢୁଛି ସ୍ଲିପ୍ ଡିଭୋର୍ସ, ଜାଣନ୍ତୁ କ'ଣ ?

    15124
    Jul 05, 2026
  • ଗାଜର ଜୁସ୍ ପିଇଲେ ମିଳିଥାଏ ଏହି ଫାଇଦା

    15161
    Jul 03, 2026
  • ଗର୍ଲଫ୍ରେଣ୍ଡଙ୍କ ସହ ସମ୍ପର୍କକୁ ଆଗକୁ ବଢାଇବାକୁ ଚାହୁଁଛନ୍ତି କି, କରନ୍ତୁ ମନଛୁଆଁ କଥାବାର୍ତ୍ତା

    14587
    Jun 30, 2026
  • ଘରକୁ ଥଣ୍ଡା ରଖନ୍ତୁ ଏମିତି

    14351
    Jun 28, 2026

ବାଣିଜ୍ୟ

ମାସକରେ ୧୫ ହଜାର ଖସିଲାଣି ସୁନା

ସୁନା ଓ ରୁପା ଦରରେ ଲଗାତାର ଉତ୍ଥାନ-ପତନ ଦେଖିବାକୁ ମିଳୁଛି। ଏଇ ମାସରେ ସୁନା ଭରି ପିଛା ଖସିଲାଣି ପ୍ରାୟ ୧୫ ହଜାର ଟଙ୍କା । ୨୨ କ୍ୟାରେଟ୍ ସୁନାର ଦାମ ୧୦ ଗ୍ରାମ ପିଛା ୧ ଲକ୍ଷ ୩୦ ହଜାର ଟଙ୍କା ତଳକୁ ଖସିଛି।  ଏହା ଗ୍ରାହକଙ୍କ ପାଇଁ କିଛିଟା ଆଶ୍ୱସ୍ତିର ଖବର ହୋଇଥିବା ବେଳେ, ନିବେଶକଙ୍କ ମଧ୍ୟରେ ଏହାକୁ ନେଇ ଚର ...

  • ସ୍ମୃତି କ୍ୟାଣ୍ଡିୟର୍‌ ବ୍ରାଣ୍ଡ୍‌ ଆମ୍ବାସଡର୍‌ ନିଯୁକ୍ତ

    15829
    Jun 30, 2026
  • ଜେରାଇ ଫିଟ୍‌ନେସ୍‌ ଲିମିଟେଡ (“ଜେରାଇ ଫିଟ୍‌ନେସ୍‌”) ରିବକ୍‌ର ଭାରତର ଶକ୍ତି, ଧୈର୍ଯ୍ୟ ଓ ମାନସିକ ଦୃଢତାର ପରୀକ୍ଷା ଦ୍ୱାରା ସଶକ୍ତ ‘ଲାଷ୍ଟ ୱାନ୍‌ ଷ୍ଟାଣ୍ଡିଂ’ ଶୁଭାରମ୍ଭ କଲା

    15699
    Jun 17, 2026
  • ଖିମଜୀ ଜୁଏଲର୍ସ ପକ୍ଷରୁ ମହା ଆଡ଼ମ୍ବରରେ ସହ ସାରା ଓଡ଼ିଶାରେ “ରଜ ମଉଜ’ ପାଳନ

    13802
    Jun 16, 2026
  • ଉଛୁଳିଛି ସେୟାର ବଜାର, ସୁନା ଦର ବୃଦ୍ଧି

    14912
    Apr 01, 2026

ଅନଲାଇନ୍ ସଂଯୋଗ

  • 67944
    Followers
  • 227640
    Likes
  • 54300
    Subscribers

Subscribe to our Newsletter

Sign up to receive email updates and to hear what's going on with our magazine!

logo

ଆଜିକାଲି, ମୁଦ୍ରିତ ଖବରକାଗଜ ପଢିବା ପାଇଁ ଲୋକଙ୍କ ପାଖରେ ପର୍ଯ୍ୟାପ୍ତ ସମୟ ନାହିଁ, ଯାହା ଗତକାଲିର ସାଧାରଣ ଘଟଣାକୁ କଭର୍ କରିଥାଏ, ତେଣୁ ସର୍ବଶେଷ ଖବର ପାଇବା ପାଇଁ ସେମାନେ ସର୍ବଦା ୱେବ୍ ପୋର୍ଟାଲ୍ କିମ୍ବା ଇଲେକ୍ଟ୍ରୋନିକ୍ ମିଡିଆ ଅନୁସରଣ କରିବାକୁ ଆଗ୍ରହୀ ଅଟନ୍ତି |

ଆମର ଅନଲାଇନ୍ ନ୍ୟୁଜ୍ ପୋର୍ଟାଲ୍ ସମଗ୍ର ବିଶ୍ୱରେ ସର୍ବଶେଷ ଅଦ୍ୟତନ, ସାମ୍ପ୍ରତିକ ଘଟଣା ସହିତ ଲୋକଙ୍କୁ ଶିକ୍ଷା ଏବଂ ସୂଚନା ଦେବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ |

  • ଖବର

  • ଶ୍ରୀରାମ ଜନ୍ମଭୂମି ତୀର୍ଥକ୍ଷେତ୍ର ଟ୍ରଷ୍ଟର ଗୁରୁତ୍ବପୂର୍ଣ୍ଣ ବୈଠକ ୬ ରେ

    14141
    Jul 05, 2026
  • ଟ୍ୱିନ୍ ସିଟିରେ ପ୍ରବଳ ବର୍ଷା: ଦିଲ୍ଲୀରେ ବିମାନ ସେବା ବ୍ୟାହତ, ମୁମ୍ବାଇରେ ୬ ଜଣଙ୍କ ମୃତ୍ୟୁ

    13896
    Jul 06, 2026
  • ନାଟୋ ସମ୍ମିଳନୀ ପୂର୍ବରୁ ବିବାଦୀୟ ମିମ୍ ସେୟାର

    14587
    Jul 06, 2026

About Us

  • Bhubaneswar, Odisha, India
  • 0 00000 000 00
  • odishanewslens@gmail.com

Follow us

  • Home
  • Contact Us
  • About Us
© Copyright Odisha News Lens 4.1. All rights reserved. in association with Konect.In