ଆତଙ୍କବାଦୀଙ୍କୁ ରାଖୀ ବାନ୍ଧିବାକୁ ମୋଦିଙ୍କୁ କହିଲେ ଏହି ଅଭିନେତ୍ରୀ
ମୁମ୍ବାଇ : ଆଫଗାନିସ୍ଥାନ ଉପରେ ତାଲିବାନର ଦଖଲ ପରେ ଲୋକମାନେ ପ୍ରାଣ ବ ।ଇବା ପାଇଁ ଦେଶ ଛାଡି ଚାଲିଯାଉଛନ୍ତି । ଏଥିରେ ବିଶେଷ କରି ମହିଳାମାନେ ପ୍ରଭାବିତ ହେଉଛନ୍ତି । ଏପରି ସ୍ଥିତିରେ ଅଭିନେତ୍ରୀ ମାହିକା ଶର୍ମା ଆଫଗାନିସ୍ଥାନର ମହିଳା ମାନଙ୍କୁ ବ ।ଇବା ପାଇଁ ଆଗକୁ ଆସିବାକୁ ଚାହୁଁଛନ୍ତି ଓ ସମସ୍ତ ତାଲିବାନ ଆତଙ୍କବାଦୀଙ୍କୁ ରାଖୀ ବାନ୍ଧି ପରେ ତାଙ୍କୁ ପିଟି ପିଟି ମହିଳା ମାନଙ୍କୁ କିଭଳି ସମ୍ମାନ ଦିଆଯାଏ ତାହା ଶଇଖାଇବେ ବୋଲି ମୋଦିଙ୍କୁ ଟୁଇଟ କରି କହିଛନ୍ତି । ଏହା ସହିତ ତାଙ୍କର ଏହି ଚିନ୍ତାଧାରା କିପରି ଲାଗିଲା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ପଚାରିଛନ୍ତି । ଏହି ଅଭିନେତ୍ରୀ ଜଣଙ୍କ ଏଭଳି ବୟାନ ଅନେକ ଥର ଦେଇଛନ୍ତି । ଅଭିନୟକୁ ଆସିବା ଓ ବୋଲ୍ଡ ବୟାନ ଦେବା କାରଣରୁ ତାଙ୍କ ପରିବାର ତାଙ୍କ ସହ ସମ୍ପର୍କ ଛିନ୍ନ କରି ଦେଇଥିଲେ ।
Powered by Froala Editor