ଏହି ହକି ଖେଳାଳୀଙ୍କୁ ନବୀନ ଦେଲେ ପୁରସ୍କାର, ପ୍ରତ୍ୟେକଙ୍କୁ ୫ ଲକ୍ଷ ଟଙ୍କା

ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଭାରତର ପୁରୁଷ ଓ ମହିଳା ହକି ଟିମକୁ ଭବ୍ୟ ସ୍ୱାଗତ କରିବା ସହ ସମ୍ବଦ୍ଧ୍ୱିର୍ତ କରିଛନ୍ତି । ଏହି ଅବକାଶରେ ନବୀନ ୧୩ ଖେଳାଳୀଙ୍କୁ ପୁରସ୍କୃତ ପ୍ରଦାନ କରିଥିଲେ । ସେମାନଙ୍କୁ ୫ ଲକ୍ଷ ଟଙ୍କା ଲେଖାଏଁ ସ୍ୱତନ୍ତ୍ର ଭାବେ ପ୍ରଦାନ କରାଯାଇଛି ।
ପିଆର ଶ୍ରୀଜେଶ : ଶ୍ରେଷ୍ଠ ଗୋଲକିପର
ନୀଳକାନ୍ତ ଶର୍ମା : ସର୍ବାଧିକ ଗୋଲ ସହାୟତା
ରୂପିନ୍ଦର ପାଲ ସିଂହ : ଅଧିକ ସଂଖ୍ୟକ ଡିଫେନ୍ସ
ହରମନପ୍ରୀତ ସିଂହ ଓ ଅମିତ ରୋହିଦାସ : ମିଡ଼ଫିଲଡ଼ରେ ଶ୍ରେଷ୍ଠ ପ୍ରଦର୍ଶନ
ଗୁରୁଜିତ କୌର ଓ ବନ୍ଦନା କାଟରିଆ : ସର୍ବାଧିକ ଗୋଲ
ସବିତା ପୁନିଆ : ଗୋଲକିପର
ରାଣୀ ରାମପାଲ ଓ ନବନୀତ : ସର୍ବାଧିକ ଗୋଲ ସହାୟତା
ଦୀପ ଗ୍ରେସ ଏକ୍କା : ଅଧିକ ସଂଖ୍ୟକ ଡିଫେନ୍ସ
ପି ସୁଶୀଳା ଚାନୁ : ମିଡ଼ ଫିଲଡ଼ରେ ଶ୍ରେଷ୍ଠ ପ୍ରଦର୍ଶନ
ହକି ଟିମର ଡାକ୍ତର ତଥା ଓଡିଆ ପୁଅ ବିଭୂ କଲ୍ୟାଣ ନାୟକ
Powered by Froala Editor