Odisha News Lens 4.1

Top Menu

  • About
  • Contact

Main Menu

  • Home
  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ବିଶେଷ
  • ପରିବେଶ
  • ତର୍ଜମା
  • ସଂସ୍କୃତି
READ NEWS IN ENGLISH ( ver.4.2) Saturday, November 14, 2026, Login
  • About
  • Contact

logo

Header Banner

Odisha News Lens 4.1

  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ଅନ୍ୟାନ୍ୟ
    • ବିଶେଷ
    • ପରିବେଶ
    • ତର୍ଜମା
    • ସଂସ୍କୃତି
  • ଚର୍ଚ୍ଚାରେ ସେଫ୍ ରଣବୀର ବ୍ରାରଙ୍କ ସୁନା ...

  • ମିଠା ଭାବି ଖାଇଦେଲେ ବୋମା, ଚାଲିଗଲା ...

  • ସ୍ୱାଭିମାନ ବିବାହ କଲେ ଅନିରୁଦ୍ଧ-କାବ୍ୟା

  • ଭିଡିଓ ସୁଟିଂ ବେଳେ ବାଘୁଣୀ ଆକ୍ରମଣ, ଯୁବକ ...

  • ମିନି ବସ୍ ଓ କଣ୍ଟେନର ଟ୍ରକ୍ ଧକ୍କାରେ ୨୪ ...

  • ଶୀତଦିନେ ଏମିତି କରନ୍ତୁ ମେକ୍ଅପ୍

  • ଭୟଙ୍କର ସଡ଼କ ଦୁର୍ଘଟଣାରେ ଚାଲିଗଲା ୩ ...

  • ଶସ୍ତା ହେଲା ୨୨ ଓ ୨୪ କ୍ୟାରେଟ୍‌ ସୁନା

  • ଭିଏଏମଏଲ୍‍ କୋଇଲା ଖଣି 'ପ୍ରକଳ୍ପ ବିଦ୍ୟା' ...

  • ବାଣ ପ୍ରଦୂଷଣ ଆପେ ଆପେ କମିଯିବ, ଏତେ ...

ଦେଶ-ଦେଶାନ୍ତର
Home ›› ଦେଶ-ଦେଶାନ୍ତର ››ଭିଡିଓ ସୁଟିଂ ବେଳେ ବାଘୁଣୀ ଆକ୍ରମଣ, ଯୁବକ ମୃତ

ଭିଡିଓ ସୁଟିଂ ବେଳେ ବାଘୁଣୀ ଆକ୍ରମଣ, ଯୁବକ ମୃତ

2026-11-14 07:46:36
14541
Share:
Facebook
Twitter
E-Mail
WhatsApp
Telegram
ଭିଡିଓ ସୁଟିଂ ବେଳେ ବାଘୁଣୀ ଆକ୍ରମଣ, ଯୁବକ ମୃତ

ଟିକ୍‌ଟକ୍ ଭିଡିଓ ସୁଟିଂ ସମୟରେ ବାଘୁଣୀ ଆକ୍ରମଣରେ ଜଣେ ୧୯ ବର୍ଷୀୟ ଯୁବକଙ୍କ ମୃତ୍ୟୁ ହୋଇଛି । ବୁଧବାର ଏହି ଘଟଣା ପାକିସ୍ତାନର ଲାହୋରସ୍ଥିତ ଏକ ଘରୋଇ ଫାର୍ମହାଉସ୍‌ରେ ଘଟିଥିବା ବେଳେ ପୁଲିସ ଫାର୍ମହାଉସ୍‌ର ମାଲିକଙ୍କ ସମେତ ୨ ଜଣଙ୍କୁ ଗିରଫ କରିଛି । ଏହି ମାମଲାରେ ପୁଲିସ କଣ୍ଟେଣ୍ଟ କ୍ରିଏଟର ନୌମାନ ହସନ୍ ଏବଂ ଫାର୍ମହାଉସ୍ର ମାଲିକ ଫୈୟାଜଙ୍କୁ ଗିରଫ କରିଛି । ଏଥିସହ ବାଘୁଣୀକୁ ବନବିଭାଗକୁ ହସ୍ତାନ୍ତର କରାଯାଇଛି ।

ସୂଚନା ଅନୁସାରେ, ଟିକ୍‌ଟକ୍ କଣ୍ଟେଣ୍ଟ ପ୍ରସ୍ତୁତ କରୁଥିବା ନୌମାନ ହସନ୍ ଭିଡିଓ ସୁଟିଂ ଲାଗି ଫାର୍ମହାଉସ୍‌ରେ ପହଞ୍ଚିଥିଲେ । ତାଙ୍କ ଅନୁରୋଧ ପରେ ବାଘୁଣୀକୁ ପିଞ୍ଜରାରୁ ବାହାରକୁ ଅଣାଯାଇଥିଲା । ତେବେ ଭିଡିଓ ସୁଟିଂ ସମୟରେ ବାଘୁଣୀଟି ଅଚାନକ ଫାର୍ମହାଉସ୍‌ର କର୍ମଚାରୀ ତହ୍ଲାଙ୍କ ଉପରେ ଆକ୍ରମଣ କରିଥିଲା । ଗୁରୁତର ଭାବେ ଆହତ ତହ୍ଲାଙ୍କୁ ହସ୍ପିଟାଲ ନିଆଯାଇଥିଲା । ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି ।

ପୁଲିସ ଅନୁସାରେ, ପ୍ରାଥମିକ ଭାବେ ଏହି ମାମଲାକୁ ଦବାଇବାକୁ ଉଦ୍ୟମ ହୋଇଥିଲା । ଅଭିଯୁକ୍ତମାନେ ତହ୍ଲାଙ୍କ ଉପରେ କୁକୁର ଆକ୍ରମଣ କରିଥିବା ନେଇ ମିଛକଥା କହିଥିଲେ । କିନ୍ତୁ ତଦନ୍ତରୁ ତାଙ୍କୁ ବାଘ ଆକ୍ରମଣ କରିଥିବା ସ୍ପଷ୍ଟ ହୋଇଥିଲା । 


Powered by Froala Editor

Tags tiger

Related articles Odisha News Lens 4.1

  • ସ୍ୱାଭିମାନ ବିବାହ କଲେ ଅନିରୁଦ୍ଧ-କାବ୍ୟା
    ମନୋରଞ୍ଜନ

    ସ୍ୱାଭିମାନ ବିବାହ କଲେ ଅନିରୁଦ୍ଧ-କାବ୍ୟା

    13306
    Nov 14, 2026
  • ଭିଡିଓ ସୁଟିଂ ବେଳେ ବାଘୁଣୀ ଆକ୍ରମଣ, ଯୁବକ ମୃତ
    ଦେଶ-ଦେଶାନ୍ତର

    ଭିଡିଓ ସୁଟିଂ ବେଳେ ବାଘୁଣୀ ଆକ୍ରମଣ, ଯୁବକ ମୃତ

    14541
    Nov 14, 2026
  • ବାଣ ପ୍ରଦୂଷଣ ଆପେ ଆପେ କମିଯିବ, ଏତେ ବ୍ୟସ୍ତ ହେବାର କୌଣସି ଆବଶ୍ୟକତା ନାହିଁ:ଯୋଗୀ
    ଦେଶ-ଦେଶାନ୍ତର

    ବାଣ ପ୍ରଦୂଷଣ ଆପେ ଆପେ କମିଯିବ, ଏତେ ବ୍ୟସ୍ତ ହେବାର କୌଣସି ଆବଶ୍ୟକତା ନାହିଁ:ଯୋଗୀ

    14730
    Nov 12, 2026
  • ମିନି ବସ୍ ଓ କଣ୍ଟେନର ଟ୍ରକ୍ ଧକ୍କାରେ ୨୪ ଜଣଙ୍କ ମୃତ୍ୟୁ
    ଦେଶ-ଦେଶାନ୍ତର

    ମିନି ବସ୍ ଓ କଣ୍ଟେନର ଟ୍ରକ୍ ଧକ୍କାରେ ୨୪ ଜଣଙ୍କ ମୃତ୍ୟୁ

    13255
    Nov 14, 2026
  • ଶୀତଦିନେ ଏମିତି କରନ୍ତୁ ମେକ୍ଅପ୍
    ବିଶେଷ

    ଶୀତଦିନେ ଏମିତି କରନ୍ତୁ ମେକ୍ଅପ୍

    14209
    Nov 14, 2026
  • ଶସ୍ତା ହେଲା ୨୨ ଓ ୨୪ କ୍ୟାରେଟ୍‌ ସୁନା
    ଦେଶ-ଦେଶାନ୍ତର

    ଶସ୍ତା ହେଲା ୨୨ ଓ ୨୪ କ୍ୟାରେଟ୍‌ ସୁନା

    14554
    Nov 13, 2026
  • ମିଠା ଭାବି ଖାଇଦେଲେ ବୋମା, ଚାଲିଗଲା ଯୁବକଙ୍କ ଜୀବନ
    ଦେଶ-ଦେଶାନ୍ତର

    ମିଠା ଭାବି ଖାଇଦେଲେ ବୋମା, ଚାଲିଗଲା ଯୁବକଙ୍କ ଜୀବନ

    14349
    Nov 14, 2026
  • ଭିଏଏମଏଲ୍‍ କୋଇଲା ଖଣି 'ପ୍ରକଳ୍ପ ବିଦ୍ୟା' ଅଧୀନରେ ପାଠ୍ୟ ସହାୟକ ପୁସ୍ତକ ବଣ୍ଟନ ...
    ବାଣିଜ୍ୟ

    ଭିଏଏମଏଲ୍‍ କୋଇଲା ଖଣି 'ପ୍ରକଳ୍ପ ବିଦ୍ୟା' ଅଧୀନରେ ପାଠ୍ୟ ସହାୟକ ପୁସ୍ତକ ବଣ୍ଟନ ...

    15035
    Nov 12, 2026
  • ଚର୍ଚ୍ଚାରେ ସେଫ୍ ରଣବୀର ବ୍ରାରଙ୍କ ସୁନା ଛୁଙ୍କ ଡାଲି
    ଦେଶ-ଦେଶାନ୍ତର

    ଚର୍ଚ୍ଚାରେ ସେଫ୍ ରଣବୀର ବ୍ରାରଙ୍କ ସୁନା ଛୁଙ୍କ ଡାଲି

    15156
    Nov 14, 2026

ଆପଣ ଆଗ୍ରହୀ ହୋଇପାରନ୍ତି

  • ଦେଶ-ଦେଶାନ୍ତର

    ଚର୍ଚ୍ଚାରେ ସେଫ୍ ରଣବୀର ବ୍ରାରଙ୍କ ସୁନା ଛୁଙ୍କ ଡାଲି

    15156
    Nov 14, 2026
  • ଦେଶ-ଦେଶାନ୍ତର

    ବାଣ ପ୍ରଦୂଷଣ ଆପେ ଆପେ କମିଯିବ, ଏତେ ବ୍ୟସ୍ତ ହେବାର କୌଣସି ଆବଶ୍ୟକତା ନାହିଁ:ଯୋଗୀ

    14730
    Nov 12, 2026
  • ଦେଶ-ଦେଶାନ୍ତର

    ମିନି ବସ୍ ଓ କଣ୍ଟେନର ଟ୍ରକ୍ ଧକ୍କାରେ ୨୪ ଜଣଙ୍କ ମୃତ୍ୟୁ

    13255
    Nov 14, 2026

Advertisement

ସଂସ୍କୃତି

ରବୀନ୍ଦ୍ର ମଣ୍ଡପଠାରେ "ନୃତ୍ୟାଞ୍ଜଳୟ ଉତ୍ସବ-୨୦୨୨" ଅନୁଷ୍ଠିତ

ଭୁବନେଶ୍ୱର, ୧୫/୦୫ (ନି.ପ୍ର.): ସ୍ଥାନୀୟ ରବୀନ୍ଦ୍ର ମଣ୍ଡପଠାରେ "ନୃତ୍ୟାଞ୍ଜଳୟ ଉତ୍ସବ-୨୦୨୨" ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଧର୍ମଶାଳା ବିଧାୟକ ସ୍ଵାଧୀନ ହିମାଂଶୁ ଶେଖର ସାହୁ, ପଦ୍ମଶ୍ରୀ ଗୁରୁ କୁମକୁମ ମହାନ୍ତି, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ଉପ-ନିର୍ଦ୍ଦେଶିକା ଶ୍ରୀମ ...

  • ଓଡ଼ିଶାଲିଙ୍କ୍ସର ୮ମ ସ୍ଵନକ୍ଷତ୍ର, ଲୁହରେ ଭିଜାଇଲା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଭକ୍ତି ଆଧାରିତ ନାଟକ ‘ଅଦୃଶ୍ୟ ଜଗନ୍ନାଥ‘

    17276
    Jun 25, 2025
  • ୨୯ ତମ ଓଏମ୍‌ସି. ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବ ଉଦ୍‍ଯାପିତ

    17977
    Sep 10, 2023
  • ୨୯ ତମ ଓଏମ୍‌ସି ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବର ଚତୁର୍ଥ ସଂଧ୍ୟାରେ କୁଚିପୁଡ଼ି ନୃତ୍ୟ ସାଙ୍ଗକୁ ତବଲା ବାଦରେ ଦର୍ଶକ ବିଭୋର

    17934
    Sep 09, 2023
  • କଥକ ଶାସ୍ତ୍ରୀୟ ନୃତ୍ୟ ସହିତ ହିନ୍ଦୁସ୍ଥାନୀ କଣ୍ଠ ସଙ୍ଗୀତରେ ଦର୍ଶକ ବିଭୋର

    18348
    Sep 06, 2023

ବିଶେଷ

  • ଶୀତଦିନେ ଏମିତି କରନ୍ତୁ ମେକ୍ଅପ୍

    14209
    Nov 14, 2026
  • ଓଠରୁ ଜାଣନ୍ତୁ ରୋଗର ପ୍ରଥମ ସଙ୍କେତ

    14246
    Nov 09, 2026
  • ବାଦୁଡିଙ୍କ ପାଇଁ ୧୦୦ ବର୍ଷ ହେଲା ବାଣ ଫୁଟା ବ୍ୟାନ୍

    15598
    Nov 08, 2026
  • ଆସିଲା ଶୀତଦିନ, ଘରୋଇ ମଏଶ୍ଚରାଇଜର କରନ୍ତୁ ବ୍ୟବହାର

    14385
    Nov 07, 2026
  • ଶରୀରକୁ ଅନେକ ରୋଗ ସହ ଲଢିବାରେ ସହାୟକ ହୋଇଥାଏ ଏହି ସ୍ୱତନ୍ତ୍ର ଖାଦ୍ୟ

    14453
    Nov 05, 2026

ବାଣିଜ୍ୟ

ଭିଏଏମଏଲ୍‍ କୋଇଲା ଖଣି 'ପ୍ରକଳ୍ପ ବିଦ୍ୟା' ଅଧୀନରେ ପାଠ୍ୟ ସହାୟକ ପୁସ୍ତକ ବଣ୍ଟନ ମାଧ୍ୟମରେ ଶିକ୍ଷାଗତ ଉତ୍କର୍ଷତାକୁ ପ୍ରୋତ୍ସାହନ କରୁଛି

ଏହି ପଦକ୍ଷେପ ଶିକ୍ଷାଦାନକୁ ସୁଦୃଢ଼ କରିବା ଏବଂ ବୋର୍ଡ ପରୀକ୍ଷା ପ୍ରସ୍ତୁତିରେ ସହାୟତା ମାଧ୍ୟମରେ ୧୧୮୦ରୁ ଅଧିକ ଛାତ୍ରଛାତ୍ରୀଙ୍କୁ ଉପକୃତ କରିଛି

ଭୁବନେଶ୍ୱର, ୧୨/୧୧/୨୦୨୬: ଭାରତର ସର୍ବବୃହତ ଆଲୁମି ...

  • ଭିଏଏମ୍ଏଲ୍ ନୂତନ ସିଲେଇ ତାଲିମ କେନ୍ଦ୍ର ଜରିଆରେ କଳାହାଣ୍ଡିରେ ମହିଳା ଜୀବିକା ଅଭିଯାନର ସମ୍ପ୍ରସାରଣ କରିଛି

    14362
    Nov 07, 2026
  • ଫୁଲ ବଉଳ ବେଣୀ ସିଡନୀରେ ଓଡ଼ିଆ ଭାଷା, ସଂସ୍କୃତି ଓ ଐତିହ୍ୟକୁ ପାଳନ କଲା

    15582
    Nov 06, 2026
  • ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ସେୟାରରେ ରେକର୍ଡ ବୃଦ୍ଧି

    14161
    Nov 04, 2026
  • ଭି.ଏ.ଏମ୍.ଏଲ୍ କୋଇଲା ଖଣି ସୁରଭି ୨୦୨୬କୁ ସମର୍ଥନ କରିବା ସହିତ ଯୁବ ପ୍ରତିଭାଙ୍କ ପାଇଁ ଏକ ବ୍ୟାପକ ମଞ୍ଚ ସୃଷ୍ଟି କରିଛି

    14175
    Nov 03, 2026

ଅନଲାଇନ୍ ସଂଯୋଗ

  • 67944
    Followers
  • 227640
    Likes
  • 54300
    Subscribers

Subscribe to our Newsletter

Sign up to receive email updates and to hear what's going on with our magazine!

logo

ଆଜିକାଲି, ମୁଦ୍ରିତ ଖବରକାଗଜ ପଢିବା ପାଇଁ ଲୋକଙ୍କ ପାଖରେ ପର୍ଯ୍ୟାପ୍ତ ସମୟ ନାହିଁ, ଯାହା ଗତକାଲିର ସାଧାରଣ ଘଟଣାକୁ କଭର୍ କରିଥାଏ, ତେଣୁ ସର୍ବଶେଷ ଖବର ପାଇବା ପାଇଁ ସେମାନେ ସର୍ବଦା ୱେବ୍ ପୋର୍ଟାଲ୍ କିମ୍ବା ଇଲେକ୍ଟ୍ରୋନିକ୍ ମିଡିଆ ଅନୁସରଣ କରିବାକୁ ଆଗ୍ରହୀ ଅଟନ୍ତି |

ଆମର ଅନଲାଇନ୍ ନ୍ୟୁଜ୍ ପୋର୍ଟାଲ୍ ସମଗ୍ର ବିଶ୍ୱରେ ସର୍ବଶେଷ ଅଦ୍ୟତନ, ସାମ୍ପ୍ରତିକ ଘଟଣା ସହିତ ଲୋକଙ୍କୁ ଶିକ୍ଷା ଏବଂ ସୂଚନା ଦେବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ |

  • ଖବର

  • ମିନି ବସ୍ ଓ କଣ୍ଟେନର ଟ୍ରକ୍ ଧକ୍କାରେ ୨୪ ଜଣଙ୍କ ମୃତ୍ୟୁ

    13255
    Nov 14, 2026
  • ଭିଏଏମଏଲ୍‍ କୋଇଲା ଖଣି 'ପ୍ରକଳ୍ପ ବିଦ୍ୟା' ଅଧୀନରେ ପାଠ୍ୟ ସହାୟକ ପୁସ୍ତକ ବଣ୍ଟନ ମାଧ୍ୟମରେ ଶିକ୍ଷାଗତ ଉତ୍କର୍ଷତାକୁ ପ୍ରୋତ୍ସାହନ କରୁଛି

    15035
    Nov 12, 2026
  • ବାଣ ପ୍ରଦୂଷଣ ଆପେ ଆପେ କମିଯିବ, ଏତେ ବ୍ୟସ୍ତ ହେବାର କୌଣସି ଆବଶ୍ୟକତା ନାହିଁ:ଯୋଗୀ

    14730
    Nov 12, 2026

About Us

  • Bhubaneswar, Odisha, India
  • 0 00000 000 00
  • odishanewslens@gmail.com

Follow us

  • Home
  • Contact Us
  • About Us
© Copyright Odisha News Lens 4.1. All rights reserved. in association with Konect.In