ବଲାଙ୍ଗିରରେ ପୁଲିସ ଡିଜି

ବଲାଙ୍ଗିର: ପୁଲିସ ମାହାନିର୍ଦ୍ଦେଶକ ଅଭୟ ବଲାଙ୍ଗିରରେ ପହଞ୍ଚିଛନ୍ତି । ବିଏସଫ ହେଲିକ୍ୟାପ୍ଟରରେ ଆସି ରିଜର୍ଭ ପୁଲିସ ପଡିଆରେ ଓହ୍ଲାଇଥିଲେ । ବର୍ତ୍ତମାନ ଏକ ବୈଠକରେ ଆଇନଶୃଙ୍ଖଳା, ମାଓ ଗତିବିଧି ସମ୍ପର୍କରେ ଆଲୋଚନା କରିବେ ।
ଏଥିସହ ବଲାଙ୍ଗିର ଆଦର୍ଶ ଥାନା, ସଦର ଥାନା ବୁଲିବେ । ଏହା ପରେ ମାଓ ଅଞ୍ଚଳ ଖପ୍ରାଖୋଲ ଯିବାର କାର୍ୟ୍ୟକ୍ରମ ରହିଛି ।
Powered by Froala Editor