Odisha News Lens 4.1

Top Menu

  • About
  • Contact

Main Menu

  • Home
  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ବିଶେଷ
  • ପରିବେଶ
  • ତର୍ଜମା
  • ସଂସ୍କୃତି
READ NEWS IN ENGLISH ( ver.4.2) Sunday, November 22, 2026, Login
  • About
  • Contact

logo

Header Banner

Odisha News Lens 4.1

  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ଅନ୍ୟାନ୍ୟ
    • ବିଶେଷ
    • ପରିବେଶ
    • ତର୍ଜମା
    • ସଂସ୍କୃତି
  • ଫିଲିପାଇନ୍ସରେ ଯାତ୍ରୀଙ୍କୁ ନେଇ ଯାଉଥିବା ...

  • ଦେଶର ପ୍ରଥମ ସ୍ବଦେଶୀ ନିର୍ମିତ ...

  • ମହାନଦୀ ଜଳ ବିବାଦ: ନଭେମ୍ବର ୩୦ରେ ...

  • ଘରୋଇ କ୍ଷେତ୍ର କର୍ମଚାରୀଙ୍କ ଦରମା ...

  • FBIର କ୍ରାଇମ୍ ଡାଟାବେସ୍‌ରେ ସାଇବର ଆକ୍ରମଣ

  • ୫୩ ହଜାରରୁ ଅଧିକ କର୍ମଚାରୀଙ୍କ ମହଙ୍ଗା ...

  • ଯୁଦ୍ଧ ଯୋଗୁ କ୍ଷତି ସହିଛି ଏୟାର ଇଣ୍ଡିଆ

  • ଇନ୍‌ଫ୍ଲୁଏନ୍ସରଙ୍କୁ ବିବାହ ପାଇଁ ଜିଦ୍‌, ...

  • ମାସକରେ କମିଲାଣି ୨୧ ହଜାର ସୁନା

  • ଆଧାରକାର୍ଡକୁ ନେଇ ଆସିଲା ବଡ ଖବର, ଜାଣନ୍ତୁ ...

ରାଜ୍ୟ
Home ›› ରାଜ୍ୟ ››ଆଇପିଏଏଫ୍ ଭୁବନେଶ୍ୱର ୨୦୨୬ ଶାସ୍ତ୍ରୀୟ, ଲୋକ କଳା ଓ ସମାବେଶୀ ପ୍ରଦର୍ଶନ ଜରିଆରେ ଭାରତର ସମୃଦ୍ଧ ସାଂସ୍କୃତିକ ଐତିହ୍ୟକୁ ପାଳନ କରୁଛି

ଆଇପିଏଏଫ୍ ଭୁବନେଶ୍ୱର ୨୦୨୬ ଶାସ୍ତ୍ରୀୟ, ଲୋକ କଳା ଓ ସମାବେଶୀ ପ୍ରଦର୍ଶନ ଜରିଆରେ ଭାରତର ସମୃଦ୍ଧ ସାଂସ୍କୃତିକ ଐତିହ୍ୟକୁ ପାଳନ କରୁଛି

2026-10-24 17:19:00
14643
Share:
Facebook
Twitter
E-Mail
WhatsApp
Telegram
ଆଇପିଏଏଫ୍ ଭୁବନେଶ୍ୱର ୨୦୨୬ ଶାସ୍ତ୍ରୀୟ, ଲୋକ କଳା ଓ ସମାବେଶୀ ପ୍ରଦର୍ଶନ ଜରିଆରେ ଭାରତର ସମୃଦ୍ଧ ସାଂସ୍କୃତିକ ଐତିହ୍ୟକୁ ପାଳନ କରୁଛି

ଭୁବନେଶ୍ୱର: ଦି ଇଣ୍ଟରନ୍ୟାସନାଲ ପରଫର୍ମିଂ ଆର୍ଟସ ଫେଷ୍ଟିଭାଲ ( ଆଇ ପି ଏ ଏଫ୍ ) ଭୁବନେଶ୍ଵରର ଜୟଦେବ ଭବନରେ ୨୦୨୬ ଅକ୍ଟୋବର ୨୪ ତାରିଖରେ ତାହାର ୯ମ ସଂସ୍କରଣ ସଫଳତାର ସହିତ ଆୟୋଜନ କରିଥିଲା। ଏହି କାର୍ଯ୍ୟକ୍ରମ ବିଶିଷ୍ଟ ଅତିଥିବୃନ୍ଦ, ଖ୍ୟାତିସମ୍ପନ୍ନ କଳାକାର, ଉଦୀୟମାନ ପ୍ରଦର୍ଶନକାରୀ ଏବଂ ଶ୍ରବଣ ବାଧିତ ଛାତ୍ର ଛାତ୍ରୀଙ୍କୁ ପ୍ରଦର୍ଶନ କଳା ଜରିଆରେ ଭାରତର ସମୃଦ୍ଧ ସାଂସ୍କୃତିକ ଐତିହ୍ୟ, କଳାତ୍ମକ ଉତ୍କର୍ଷ ଓ ଅନ୍ତର୍ଭୁକ୍ତିକୁ ପାଳନ କରିବା ନିମନ୍ତେ ଏକ ପ୍ରେରଣାଦାୟୀ ସନ୍ଧ୍ୟାରେ ଏକତ୍ରିତ କରିଥିଲା। ସାଂସ୍କୃତିକ ଉଦ୍ୟୋଗୀ ଶ୍ରୀ ଶ୍ୟାମ ପାଣ୍ଡେ, ଡାଇରେକ୍ଟର, ଦି ଇଣ୍ଟରନ୍ୟାସନାଲ ପରଫର୍ମିଂ ଆର୍ଟସ୍ ଫେଷ୍ଟିଭାଲଙ୍କ ଦ୍ଵାରା ୨୦୧୫ ଜୁଲାଇ ୨୩ ତାରିଖରେ ଅହମଦାବାଦସ୍ଥିତ ଟାଗୋର ହଲ୍ ଠାରେ ଆଇପିଏଏଫ୍ ସ୍ଥାପିତ ହୋଇଥିଲା। ଏହି ଉତ୍ସବ ସମଗ୍ର ଭାରତରେ ପାରମ୍ପରିକ କଳା ପ୍ରକାର ଗୁଡ଼ିକର ସଂରକ୍ଷଣ, ଉଦୀୟମାନ ପ୍ରତିଭାଙ୍କୁ ଉତ୍ସାହିତ କରିବା ଏବଂ କଳାକାରମାନଙ୍କୁ ଅର୍ଥପୂର୍ଣ୍ଣ ମଞ୍ଚ ଯୋଗାଇଦେବାକୁ ଉତ୍ସର୍ଗୀକୃତ ଅଟେ।

ସଙ୍ଗୀତ, ନୃତ୍ୟ ଓ ସାଂସ୍କୃତିକ ବିବିଧତାକୁ ପାଳନ କରି ଏହି ସନ୍ଧ୍ୟାରେ ଭାରତୀୟ ଶାସ୍ତ୍ରୀୟ ସଙ୍ଗୀତ, ଓଡ଼ିଶାର ପାରମ୍ପରିକ ନୃତ୍ୟ ଐତିହ୍ୟ, ଲୋକ କଳା ପରମ୍ପରା ଓ  ସମାବେଶୀ କଳାତ୍ମକ ଅଭିବ୍ୟକ୍ତି ପ୍ରଦର୍ଶନ ଭିତ୍ତିକ ବିବିଧ କାର୍ଯ୍ୟକ୍ରମ ସ୍ଥାନ ପାଇଥିଲା। 

ପଣ୍ଡିତ ଅଭିରାମ ନନ୍ଦ ଓ ତାଙ୍କ ଗ୍ରୁପ୍ ଦ୍ଵାରା ମନମୁଗ୍ଧକର ହିନ୍ଦୁସ୍ତାନୀ ଶାସ୍ତ୍ରୀୟ ବଂଶୀ ବାଦନ ସହିତ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା। କିମ୍ବଦନ୍ତୀ ବଂଶୀ ବାଦକ ପଣ୍ଡିତ ହରିପ୍ରସାଦ ଚୌରାଶିଆଙ୍କର ଜଣେ ବରିଷ୍ଠ ଶିଷ୍ୟ ପଣ୍ଡିତ ନନ୍ଦ ତାଙ୍କର ତଲ୍ଲିନକାରୀ ବଂଶୀ ବାଦନରେ ଦର୍ଶକଙ୍କୁ ମନ୍ତ୍ରମୁଗ୍ଧ କରିଦେଇଥିଲେ। ତାଙ୍କ ସହିତ ତବଲାରେ ଶ୍ରୀ ବିଶ୍ଵ ରଞ୍ଜନ ନନ୍ଦ ଓ ପଖଉଜରେ ସୌମ୍ୟ ରଂଜନ ନାୟକ ସଂଗତ କରିଥିଲେ। ପରେ ପରେ ଦର୍ଶକଙ୍କ ସମ୍ମୁଖରେ ବିଶିଷ୍ଟ ନୃତ୍ୟଶିଳ୍ପୀ ଶାୟୋମିତା ଦାସଗୁପ୍ତା ଚମତ୍କାର ଓଡ଼ିଶୀ ନୃତ୍ୟ ପରିବେଷଣ କରିଥିଲେ। କିମ୍ବଦନ୍ତୀ ଗୁରୁ କେଳୁଚରଣ ମହାପାତ୍ରଙ୍କ ସମେତ ବିଶିଷ୍ଟ ଗୁରୁମାନଙ୍କ ଅଧୀନରେ ଓଡ଼ିଶୀ ନୃତ୍ୟ ତାଲିମ ନେଇଥିବା ଶାୟୋମିତା ଦୁର୍ଗା ସ୍ତୁତି - ଜଟାଜୁଟ ସମାୟୁକ୍ତମ୍ ଉପସ୍ଥାପନ କରିଥିଲେ, ଯେଉଁଥିରେ  ସେ ନିଜର ଲାଲିତ୍ୟପୂର୍ଣ୍ଣ ଅଙ୍ଗ ଭଙ୍ଗୀ ଓ ଅଭିବ୍ୟକ୍ତକାରି କାହାଣୀ କଥନ ଜରିଆରେ ଦେବୀ ଦୁର୍ଗାଙ୍କର ନାରୀ ଶକ୍ତିକୁ ସମ୍ମାନ ପ୍ରଦର୍ଶନ କରିଥିଲେ।

ପ୍ରଦର୍ଶନ କଳା ଜରିଆରେ ଅନ୍ତର୍ଭୁକ୍ତିକୁ ପ୍ରୋତ୍ସାହିତ କରୁଥିବା ଏହି ଉତ୍ସବର ଅନ୍ୟତମ ଉଲ୍ଲେଖନୀୟ ବିଷୟ ଥିଲା ଭୁବନେଶ୍ୱର ୟୁନିଟ - ୬ ସତ୍ୟଭାମା ଦେବୀ କଲେଜ୍ ଫର୍ ହିଅରିଂ ଇମ୍ପାୟାର୍ଡ ଛାତ୍ର ଛାତ୍ରୀଙ୍କ ହୃଦୟସ୍ପର୍ଶୀ ପ୍ରଦର୍ଶନ। 

" ମୋ ଜାଗା କାଳିଆରେ", " ସଜନୀ ସଜନୀ କଳା ଚାନ୍ଦ" ଓ " ସତ୍ୟ ଶିବମ ସୁନ୍ଦରମ୍" ଭକ୍ତି ଗୀତରେ ଆଧ୍ୟାତ୍ମିକ ଓ ଅଭିବ୍ୟକ୍ତକାରୀ ନୃତ୍ୟ ପ୍ରଦର୍ଶନ ଜରିଆରେ ଛାତ୍ର ଛାତ୍ରୀମାନେ ସେମାନଙ୍କର କଳାତ୍ମକ ପାରଦର୍ଶିତା ଓ ଏକାଗ୍ରତା ପ୍ରଦର୍ଶନ କରିଥିଲେ, ଯାହା ପ୍ରତିବନ୍ଧକର ଉର୍ଦ୍ଧ୍ୱକୁ ଯିବା ପାଇଁ ଅନ୍ତର୍ଭୁକ୍ତି ଓ କଳାର ସାମର୍ଥ୍ୟ ବାର୍ତ୍ତା ଦେଇଥିଲା। 

୨୦୧୬ ରେ ସ୍ଥାପିତ ଏହି ପ୍ରତିଷ୍ଠାନ ଶ୍ରବଣ ଶକ୍ତି ବାଧିତ ଛାତ୍ର ଛାତ୍ରୀଙ୍କୁ ଉଚ୍ଚ ଶିକ୍ଷା ପ୍ରଦାନ ଓ ସେମାନଙ୍କ ପ୍ରତିଭା ପରିପୋଷଣ କରିବା ନିମନ୍ତେ ଉତ୍ସର୍ଗୀକୃତ। ମ୍ୟାନେଜିଂ ଟ୍ରଷ୍ଟି ଶ୍ରୀମତୀ ନିରୋଜା ଲକ୍ଷ୍ମୀ ମହାପାତ୍ରଙ୍କ ମାର୍ଗଦର୍ଶନ ଅଧୀନରେ କଲେଜ୍ ଶିକ୍ଷା, ସୃଜନଶୀଳତା ଏବଂ ସାଂସ୍କୃତିକ ଅଂଶଗ୍ରହଣ ଜରିଆରେ ଛାତ୍ର ଛାତ୍ରୀଙ୍କୁ ବରାବର ଉତ୍ସାହିତ କରିଆସୁଛି। 

ଏହି ଉତ୍ସବରେ ମଧ୍ୟ ରସୁଲଗଡ଼ ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିର ଛାତ୍ର ଛାତ୍ରୀଙ୍କ ଦ୍ଵାରା ଏକ ଆକର୍ଷଣୀୟ କାର୍ଯ୍ୟକ୍ରମ ଉପସ୍ଥାପନ କରାଯାଇଥିଲା, ଯେଉଁଥିରେ ସମ୍ବଲପୁରୀ ଲୋକନୃତ୍ୟ ଏବଂ ଆଧ୍ୟାତ୍ମିକ ଭଜନ ଜରିଆରେ ଓଡ଼ିଶାର ସାଂସ୍କୃତିକ ପରମ୍ପରା ପ୍ରଦର୍ଶିତ ହୋଇଥିଲା।

Powered by Froala Editor

Tags IPAF

Related articles Odisha News Lens 4.1

  • ଘରୋଇ କ୍ଷେତ୍ର କର୍ମଚାରୀଙ୍କ ଦରମା ବୃଦ୍ଧି ନେଇ ଶିଳ୍ପସଂସ୍ଥାଗୁଡ଼ିକୁ ପରାମର୍ଶ
    ଦେଶ-ଦେଶାନ୍ତର

    ଘରୋଇ କ୍ଷେତ୍ର କର୍ମଚାରୀଙ୍କ ଦରମା ବୃଦ୍ଧି ନେଇ ଶିଳ୍ପସଂସ୍ଥାଗୁଡ଼ିକୁ ପରାମର୍ଶ

    14900
    Nov 21, 2026
  • ଯୁଦ୍ଧ ଯୋଗୁ କ୍ଷତି ସହିଛି ଏୟାର ଇଣ୍ଡିଆ
    ଦେଶ-ଦେଶାନ୍ତର

    ଯୁଦ୍ଧ ଯୋଗୁ କ୍ଷତି ସହିଛି ଏୟାର ଇଣ୍ଡିଆ

    14920
    Nov 21, 2026
  • ଇନ୍‌ଫ୍ଲୁଏନ୍ସରଙ୍କୁ ବିବାହ ପାଇଁ ଜିଦ୍‌, ପରିବାର ଓ ପଡ଼ୋଶୀଙ୍କ ମାଡ଼ରେ ଯୁବକଙ୍କ ...
    ଦେଶ-ଦେଶାନ୍ତର

    ଇନ୍‌ଫ୍ଲୁଏନ୍ସରଙ୍କୁ ବିବାହ ପାଇଁ ଜିଦ୍‌, ପରିବାର ଓ ପଡ଼ୋଶୀଙ୍କ ମାଡ଼ରେ ଯୁବକଙ୍କ ...

    14943
    Nov 21, 2026
  • ମାସକରେ କମିଲାଣି ୨୧ ହଜାର ସୁନା
    ବାଣିଜ୍ୟ

    ମାସକରେ କମିଲାଣି ୨୧ ହଜାର ସୁନା

    15601
    Nov 21, 2026
  • FBIର କ୍ରାଇମ୍ ଡାଟାବେସ୍‌ରେ ସାଇବର ଆକ୍ରମଣ
    ଦେଶ-ଦେଶାନ୍ତର

    FBIର କ୍ରାଇମ୍ ଡାଟାବେସ୍‌ରେ ସାଇବର ଆକ୍ରମଣ

    14455
    Nov 21, 2026
  • ଦେଶର ପ୍ରଥମ ସ୍ବଦେଶୀ ନିର୍ମିତ ଏଚ୍‌୫ଏନ୍‌୧ ଟିକାର ଶୁଭାରମ୍ଭ
    ଦେଶ-ଦେଶାନ୍ତର

    ଦେଶର ପ୍ରଥମ ସ୍ବଦେଶୀ ନିର୍ମିତ ଏଚ୍‌୫ଏନ୍‌୧ ଟିକାର ଶୁଭାରମ୍ଭ

    15490
    Nov 21, 2026
  • ଆଧାରକାର୍ଡକୁ ନେଇ ଆସିଲା ବଡ ଖବର, ଜାଣନ୍ତୁ କ’ଣ?
    ଦେଶ-ଦେଶାନ୍ତର

    ଆଧାରକାର୍ଡକୁ ନେଇ ଆସିଲା ବଡ ଖବର, ଜାଣନ୍ତୁ କ’ଣ?

    15675
    Nov 21, 2026
  • ମହାନଦୀ ଜଳ ବିବାଦ: ନଭେମ୍ବର ୩୦ରେ ପରବର୍ତ୍ତୀ ଶୁଣାଣି
    ଦେଶ-ଦେଶାନ୍ତର

    ମହାନଦୀ ଜଳ ବିବାଦ: ନଭେମ୍ବର ୩୦ରେ ପରବର୍ତ୍ତୀ ଶୁଣାଣି

    14062
    Nov 21, 2026
  • ଫିଲିପାଇନ୍ସରେ ଯାତ୍ରୀଙ୍କୁ ନେଇ ଯାଉଥିବା ବିମାନ କଲା ଜରୁରୀକାଳୀନ ଅବତରଣ
    ଦେଶ-ଦେଶାନ୍ତର

    ଫିଲିପାଇନ୍ସରେ ଯାତ୍ରୀଙ୍କୁ ନେଇ ଯାଉଥିବା ବିମାନ କଲା ଜରୁରୀକାଳୀନ ଅବତରଣ

    14905
    Nov 21, 2026

ଆପଣ ଆଗ୍ରହୀ ହୋଇପାରନ୍ତି

  • ଦେଶ-ଦେଶାନ୍ତର

    ଦେଶର ପ୍ରଥମ ସ୍ବଦେଶୀ ନିର୍ମିତ ଏଚ୍‌୫ଏନ୍‌୧ ଟିକାର ଶୁଭାରମ୍ଭ

    15490
    Nov 21, 2026
  • ଦେଶ-ଦେଶାନ୍ତର

    ଇନ୍‌ଫ୍ଲୁଏନ୍ସରଙ୍କୁ ବିବାହ ପାଇଁ ଜିଦ୍‌, ପରିବାର ଓ ପଡ଼ୋଶୀଙ୍କ ମାଡ଼ରେ ଯୁବକଙ୍କ ମୃତ୍ୟୁ

    14943
    Nov 21, 2026
  • ବାଣିଜ୍ୟ

    ମାସକରେ କମିଲାଣି ୨୧ ହଜାର ସୁନା

    15601
    Nov 21, 2026

Advertisement

ସଂସ୍କୃତି

ରବୀନ୍ଦ୍ର ମଣ୍ଡପଠାରେ "ନୃତ୍ୟାଞ୍ଜଳୟ ଉତ୍ସବ-୨୦୨୨" ଅନୁଷ୍ଠିତ

ଭୁବନେଶ୍ୱର, ୧୫/୦୫ (ନି.ପ୍ର.): ସ୍ଥାନୀୟ ରବୀନ୍ଦ୍ର ମଣ୍ଡପଠାରେ "ନୃତ୍ୟାଞ୍ଜଳୟ ଉତ୍ସବ-୨୦୨୨" ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଧର୍ମଶାଳା ବିଧାୟକ ସ୍ଵାଧୀନ ହିମାଂଶୁ ଶେଖର ସାହୁ, ପଦ୍ମଶ୍ରୀ ଗୁରୁ କୁମକୁମ ମହାନ୍ତି, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ଉପ-ନିର୍ଦ୍ଦେଶିକା ଶ୍ରୀମ ...

  • ଓଡ଼ିଶାଲିଙ୍କ୍ସର ୮ମ ସ୍ଵନକ୍ଷତ୍ର, ଲୁହରେ ଭିଜାଇଲା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଭକ୍ତି ଆଧାରିତ ନାଟକ ‘ଅଦୃଶ୍ୟ ଜଗନ୍ନାଥ‘

    17300
    Jun 25, 2025
  • ୨୯ ତମ ଓଏମ୍‌ସି. ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବ ଉଦ୍‍ଯାପିତ

    18003
    Sep 10, 2023
  • ୨୯ ତମ ଓଏମ୍‌ସି ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବର ଚତୁର୍ଥ ସଂଧ୍ୟାରେ କୁଚିପୁଡ଼ି ନୃତ୍ୟ ସାଙ୍ଗକୁ ତବଲା ବାଦରେ ଦର୍ଶକ ବିଭୋର

    17958
    Sep 09, 2023
  • କଥକ ଶାସ୍ତ୍ରୀୟ ନୃତ୍ୟ ସହିତ ହିନ୍ଦୁସ୍ଥାନୀ କଣ୍ଠ ସଙ୍ଗୀତରେ ଦର୍ଶକ ବିଭୋର

    18372
    Sep 06, 2023

ବିଶେଷ

  • ଛୋଟପିଲାଙ୍କ ମଧୁମେହ ଲକ୍ଷଣ ଜାଣନ୍ତୁ ଏମିତି....

    15434
    Nov 18, 2026
  • ଶୀତଦିନେ ଏମିତି କରନ୍ତୁ ମେକ୍ଅପ୍

    14837
    Nov 14, 2026
  • ଓଠରୁ ଜାଣନ୍ତୁ ରୋଗର ପ୍ରଥମ ସଙ୍କେତ

    14461
    Nov 09, 2026
  • ବାଦୁଡିଙ୍କ ପାଇଁ ୧୦୦ ବର୍ଷ ହେଲା ବାଣ ଫୁଟା ବ୍ୟାନ୍

    15806
    Nov 08, 2026
  • ଆସିଲା ଶୀତଦିନ, ଘରୋଇ ମଏଶ୍ଚରାଇଜର କରନ୍ତୁ ବ୍ୟବହାର

    14585
    Nov 07, 2026

ବାଣିଜ୍ୟ

ମାସକରେ କମିଲାଣି ୨୧ ହଜାର ସୁନା

ସର୍ବୋଚ୍ଚ ସ୍ତରରୁ ବହୁ ମାତ୍ରାରେ ଶସ୍ତା ହୋଇଯାଇଛି ସୁନା ଏବଂ ରୁପା । ୫ ଦିନରେ ୧୨ ହଜାର ଟଙ୍କା ପର୍ଯ୍ୟନ୍ତ କମିଛି ସୁନା ଦର । ସେହିଭଳି ମାସକରେ ଦର ପାଖାପାଖି ୨୧ ହଜାର କମିଗଲାଣି । ଶୁକ୍ରବାର ରାଜଧାନୀ ଭୁବନେଶ୍ୱରରେ ୧୦ ଗ୍ରାମ ପିଛା ୨୨ ଏବଂ ୨୪ କ୍ୟାରେଟ ସୁନା ଦରରେ ଯଥାକ୍ରମେ ୪୭୦୦ ଟଙ୍କା ଏବଂ ୫୧୨୦ ଟଙ୍କା ହ୍ ...

  • ଭିଏଏମ୍ଏଲ୍ ସିଜିମାଳି ବକ୍ସାଇଟ୍ ଖଣି ପକ୍ଷରୁ କର୍କଟ ଚିହ୍ନଟ ଶିବିର ଆୟୋଜିତ, କଳାହାଣ୍ଡି ଓ ରାୟଗଡ଼ାର ୩୫୦ରୁ ଅଧିକ ଗୋଷ୍ଠୀ ସଦସ୍ୟ ଉପକୃତ

    15690
    Nov 20, 2026
  • ନିବେଶକଙ୍କ ଖୁସି : ଅଟୋ, ବ୍ୟାଙ୍କିଙ୍ଗ୍ ଓ କଞ୍ଜ୍ୟୁମର ସେକ୍ଟରରେ ଜବରଦସ୍ତ ଉତ୍ସାହ

    14056
    Nov 20, 2026
  • ଖରିଫ ସମ୍ପର୍କିତ ଶିକ୍ଷା ଆହରଣର ସମୀକ୍ଷା ଓ ଜଳବାୟୁ-ସହନଶୀଳ ରବି ଋତୁ ପାଇଁ ଯୋଜନା ପ୍ରସ୍ତୁତ କରିବାକୁ ପୁରୀରେ ଅନୁଷ୍ଠିତ ତୃତୀୟ ଡିଏଲ୍‌ସିସି ବୈଠକରେ ସାତଟି ଲାଇନ୍‌ ବିଭାଗ ଓ କେଭିକେ ଯୋଗଦେଲେ

    15734
    Nov 18, 2026
  • ଭିଏଏମଏଲ ପକ୍ଷରୁ କଳାହାଣ୍ଡି ଓ ରାୟଗଡ଼ାର ୩୩୦ରୁ ଅଧିକ ପରିବାରଙ୍କୁ ଇନ୍ଧନ-ଦକ୍ଷ ଚୁଲା ବିତରଣ

    14357
    Nov 18, 2026

ଅନଲାଇନ୍ ସଂଯୋଗ

  • 67944
    Followers
  • 227640
    Likes
  • 54300
    Subscribers

Subscribe to our Newsletter

Sign up to receive email updates and to hear what's going on with our magazine!

logo

ଆଜିକାଲି, ମୁଦ୍ରିତ ଖବରକାଗଜ ପଢିବା ପାଇଁ ଲୋକଙ୍କ ପାଖରେ ପର୍ଯ୍ୟାପ୍ତ ସମୟ ନାହିଁ, ଯାହା ଗତକାଲିର ସାଧାରଣ ଘଟଣାକୁ କଭର୍ କରିଥାଏ, ତେଣୁ ସର୍ବଶେଷ ଖବର ପାଇବା ପାଇଁ ସେମାନେ ସର୍ବଦା ୱେବ୍ ପୋର୍ଟାଲ୍ କିମ୍ବା ଇଲେକ୍ଟ୍ରୋନିକ୍ ମିଡିଆ ଅନୁସରଣ କରିବାକୁ ଆଗ୍ରହୀ ଅଟନ୍ତି |

ଆମର ଅନଲାଇନ୍ ନ୍ୟୁଜ୍ ପୋର୍ଟାଲ୍ ସମଗ୍ର ବିଶ୍ୱରେ ସର୍ବଶେଷ ଅଦ୍ୟତନ, ସାମ୍ପ୍ରତିକ ଘଟଣା ସହିତ ଲୋକଙ୍କୁ ଶିକ୍ଷା ଏବଂ ସୂଚନା ଦେବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ |

  • ଖବର

  • ଯୁଦ୍ଧ ଯୋଗୁ କ୍ଷତି ସହିଛି ଏୟାର ଇଣ୍ଡିଆ

    14920
    Nov 21, 2026
  • ୫୩ ହଜାରରୁ ଅଧିକ କର୍ମଚାରୀଙ୍କ ମହଙ୍ଗା ଭତ୍ତା ବଢ଼ିଲା

    14698
    Nov 21, 2026
  • ମହାନଦୀ ଜଳ ବିବାଦ: ନଭେମ୍ବର ୩୦ରେ ପରବର୍ତ୍ତୀ ଶୁଣାଣି

    14062
    Nov 21, 2026

About Us

  • Bhubaneswar, Odisha, India
  • 0 00000 000 00
  • odishanewslens@gmail.com

Follow us

  • Home
  • Contact Us
  • About Us
© Copyright Odisha News Lens 4.1. All rights reserved. in association with Konect.In