Odisha News Lens 4.1

Top Menu

  • About
  • Contact

Main Menu

  • Home
  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ବିଶେଷ
  • ପରିବେଶ
  • ତର୍ଜମା
  • ସଂସ୍କୃତି
READ NEWS IN ENGLISH ( ver.4.2) Saturday, November 21, 2026, Login
  • About
  • Contact

logo

Header Banner

Odisha News Lens 4.1

  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ଅନ୍ୟାନ୍ୟ
    • ବିଶେଷ
    • ପରିବେଶ
    • ତର୍ଜମା
    • ସଂସ୍କୃତି
  • ମୋଦୀଙ୍କ ବିରୋଧରେ ତଦନ୍ତ ଅଟକାଇଥିଲେ ...

  • ରାଜସ୍ଥାନ ପଞ୍ଚାୟତ ନିର୍ବାଚନରେ ...

  • ବାତ୍ୟା ‘ଅକୱାନ’ ମୁକାବିଲା ନେଇ ତଦାରଖ ...

  • ବରିଷ୍ଠ ବିଜେପି ନେତା ସୁରେନ୍ଦ୍ର ନାଥ ...

  • ଭିଏଏମ୍ଏଲ୍ ସିଜିମାଳି ବକ୍ସାଇଟ୍ ଖଣି ...

  • ନୂଆ BS-ସିକ୍ସ ଗାଡ଼ି ପାଇଁ ୩ ବର୍ଷ ...

  • ଯୋଗୀ ଆଦିତ୍ୟନାଥଙ୍କ ମାଆ ସାବିତ୍ରୀ ...

  • ନଭେମ୍ବରରୁ ଡିସେମ୍ବରରେ ୫୨ ଲକ୍ଷ ବିବାହ !

  • ନିବେଶକଙ୍କ ଖୁସି : ଅଟୋ, ବ୍ୟାଙ୍କିଙ୍ଗ୍ ଓ ...

  • ଗୋଟିଏ ଫଟୋ ଭାଗ୍ୟ ଚମକାଇଲା: ୨ ବର୍ଷୀୟ ...

ରାଜ୍ୟ
Home ›› ରାଜ୍ୟ ››ଇଣ୍ଟରନ୍ୟାସ୍‌ନାଲ ପରଫର୍‌ମିଂ ଆର୍ଟସ୍‌ ଫେଷ୍ଟିଭାଲ (ଆଇପିଏଏଫ) ଭୁବନେଶ୍ୱର ତାହାର ୯ମ ବର୍ଷରେ

ଇଣ୍ଟରନ୍ୟାସ୍‌ନାଲ ପରଫର୍‌ମିଂ ଆର୍ଟସ୍‌ ଫେଷ୍ଟିଭାଲ (ଆଇପିଏଏଫ) ଭୁବନେଶ୍ୱର ତାହାର ୯ମ ବର୍ଷରେ

2026-10-23 15:20:58
13994
Share:
Facebook
Twitter
E-Mail
WhatsApp
Telegram
ଇଣ୍ଟରନ୍ୟାସ୍‌ନାଲ ପରଫର୍‌ମିଂ ଆର୍ଟସ୍‌ ଫେଷ୍ଟିଭାଲ (ଆଇପିଏଏଫ) ଭୁବନେଶ୍ୱର ତାହାର ୯ମ ବର୍ଷରେ

ଭୁବନେଶ୍ୱର: ଭାରତର ଅନ୍ୟତମ ସର୍ବାଧିକ ସମ୍ମାନଜନକ ସାଂସ୍କୃତିକ ଆନ୍ଦୋଳନ ଇଣ୍ଟରନ୍ୟାସ୍‌ନାଲ ପରଫର୍‌ମିଂ ଆର୍ଟସ୍‌ ଫେଷ୍ଟିଭାଲ (ଆଇପିଏଏଫ) ତାହାର କ୍ରମାଗତ ନବମ ବର୍ଷ ନିମନ୍ତେ ଭୁବନେଶ୍ୱରକୁ ପ୍ରତ୍ୟାବର୍ତ୍ତନ କରିବା ସହିତ ୨୦୨୬ ଅକ୍ଟୋବର ୨୪ ତାରିଖ ସଂନ୍ଧ୍ୟା ୬ଟାରୁ ରାତି ୯ଟା ପର୍ଯ୍ୟନ୍ତ ଜୟଦେବ ଭବନରେ ଆୟୋଜିତ ହେବାକୁ ଯାଉଛି । ଆଇପିଏଏଫ୍‌ ଭୁବନେଶ୍ୱର ୨୦୨୬ରେ ସ୍ଥାନ ପାଇବାକୁ ଥିବା ପ୍ରଦର୍ଶନଗୁଡିକ ମଧ୍ୟରେ ସୁପ୍ରସିଦ୍ଧ ପଣ୍ଡିତ ଅଭିରାମ ନନ୍ଦ ଓ ଦଳଙ୍କ ଦ୍ୱାରା ହିନ୍ଦୁସ୍ତାନୀ ଶାସ୍ତ୍ରୀୟ ବଂଶୀ ବାଦନ, ବିଶିଷ୍ଟ କଳାକାର ଶାୟୋମିତା ଦାସଗୁପ୍ତାଙ୍କ ଦ୍ୱାରା ଓଡ଼ିଶୀ ନୃତ୍ୟ ପ୍ରଦର୍ଶନ, ଏସଏସଭିଏମ୍‌ ଗ୍ରୁପ୍‌ର ଉଦୀୟମାନ କଳାକାରଙ୍କ ଦ୍ୱାରା ଲୋକନୃତ୍ୟ  ପ୍ରଦର୍ଶନ ଏବଂ ଭୁବନେଶ୍ୱରସ୍ଥିତ ସତ୍ୟଭାମା ଦେବୀ କଲେଜ ଫର୍‌ ହିଅରିଂ ଇମ୍ପାୟାର୍ଡ (ଏସ୍‌ଡିସିଏଚ୍‌ଆଇ)ର ପ୍ରତିଭାସମ୍ପନ୍ନ କଳାକାରଙ୍କ ଦ୍ୱାରା ସ୍ୱତନ୍ତ୍ର ସମାବେଶୀ ପ୍ରଦର୍ଶନ ଆଦି ଅନ୍ତର୍ଭୁକ୍ତ । ଇଣ୍ଟରନ୍ୟାସନାଲ ପରଫର୍‌ମିଂ ଆର୍ଟସ୍‌ ଫେଷ୍ଟିଭାଲ (ଆଇପିଏଏଫ) ଭୁବନେଶ୍ୱର ୨୦୨୬ ଭାରତର ସମୃଦ୍ଧ ସାଂସ୍କୃତିକ ଐତିହ୍ୟ ପାଳନ କରିବାକୁ ଯାଇ ଅନନ୍ୟ ଶାସ୍ତ୍ରୀୟ ସଂଗୀତ, ପାରମ୍ପରିକ ନୃତ୍ୟ, ଲୋକକଳା ପ୍ରଦର୍ଶନ ଏବଂ ସମାବେଶୀ କଳାତ୍ମକ ଅଭିବ୍ୟକ୍ତିର ଏକ ସନ୍ଧ୍ୟା ଉପସ୍ଥାପନ କରିବ । ଏହି ଉତ୍ସବ କଳାକାର, ସାଂସ୍କୃତିକ ନେତୃବୃନ୍ଦ ଏବଂ ଦର୍ଶକମାନଙ୍କୁ କଳାତ୍ମକ ଉତ୍କର୍ଷ, ସାଂସ୍କୃତିକ ବିନିମୟ ଓ ସୃଜନଶୀଳ ସହଯୋଗୀତାର ଗୋଟିଏ ମଞ୍ଚରେ ଏକତ୍ରିତ କରିବାକୁ ଲକ୍ଷ୍ୟ ରଖିଛି । ଏହି କାର୍ଯ୍ୟକ୍ରମରେ ପ୍ରଦର୍ଶନ କଳାପ୍ରେମୀ, ସାଂସ୍କୃତିକ ରସଜ୍ଞ, ବିଶିଷ୍ଟ ଅତିଥିବୃନ୍ଦ, ବିଶିଷ୍ଟ ବ୍ୟକ୍ତିବିଶେଷ ଏବଂ କର୍ପୋରେଟ ଜଗତର ନେତୃବୃନ୍ଦ ଯୋଗଦେବା ଆଶା କରାଯାଉଛି ।

ଆଇପିଏଏଫ୍‌ ସାମାଜିକ ଉଦ୍ୟୋଗୀ ଶ୍ରୀ ଶ୍ୟାମ ପାଣ୍ଡେ, ଡାଇରେକ୍ଟର, ଇଣ୍ଟରନ୍ୟାସ୍‌ନାଲ ପରଫର୍‌ମିଂ ଆର୍ଟସ୍‌ ଫେଷ୍ଟିଭାଲଙ୍କର ଏକ ପ୍ରୟାସ ଅଟେ । ଅହମଦାବାଦର ଟାଗୋର ହଲ୍‌ରେ ୨୦୧୫ ଜୁଲାଇ ୨୩ ତାରିଖରେ ପ୍ରତିଷ୍ଠିତ ହୋଇଥିବା ଆଇପିଏଏଫ୍‌ ସମଗ୍ର ଭାରତରେ ୨୫୦ରୁ ଅଧିକ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ କରିସାରିଛି । ଏହି ଉତ୍ସବ ବିଭିନ୍ନ ସମାଜ ଓ ସଂସ୍କୃତିଗୁଡିକୁ ପ୍ରଦର୍ଶନ କଳାର ସାର୍ବଜନୀନ ଭାଷା ଜରିଆରେ ଏକତ୍ରିତ କରିବାକୁ ଉତ୍ସର୍ଗୀକୃତ ଅଟେ । ପ୍ରଦର୍ଶନ କଳା ଜରିଆରେ ପାରମ୍ପରିକ କଳା ରୂପ ଏବଂ ପୂର୍ଣ୍ଣାଙ୍ଗ ସାଂସ୍କୃତିକ ପରମ୍ପରାଗୁଡିକୁ ଉତ୍ସାହିତ କରିବା ତଥା ସେଗୁଡିକର ସଂରକ୍ଷଣ କରିବା ଆମର ଲକ୍ଷ୍ୟ । ଆଇପିଏଏଫ୍‌ ପ୍ରତିଷ୍ଠିତ କଳାକାରମାନଙ୍କ ନିମନ୍ତେ ଏକ ମଞ୍ଚ ଯୋଗାଇଦେବା ସହିତ ଭିନ୍ନକ୍ଷମ ଏବଂ ଉଦୀୟମାନ କଳାକାରମାନଙ୍କୁ ସ୍ୱୀକୃତି ଓ ସୁଯୋଗ ନେବା ଦିଗରେ ସହାୟତା କରି ସେମାନଙ୍କୁ ସମର୍ଥନ ଯୋଗାଇଦେଉଛି । ଆଇପିଏଏଫ୍‌  ପ୍ରତିବର୍ଷ ସମଗ୍ର ଭାରତରେ ରାଜ୍ୟ ରାଜଧାନୀ ଓ ସାଂସ୍କୃତିକ ଦୃଷ୍ଟିରୁ ସମୃଦ୍ଧ ସହରଗୁଡିକରେ ଉତ୍ସବଗୁଡିକ ଆୟୋଜନ କରୁଛି । ଏହି ଉତ୍ସବ ଦିଲ୍ଲୀ, ମୁମ୍ବାଇ, କୋଲକାତା, ଗୁରଗାଓଁ, ଗୁଆହାଟୀ, ନାଗପୁର, ଲକ୍ଷ୍ନୌ, ବାରଣାସୀ, ଶିଲଂ, ରାୟପୁର, ଭୋପାଳ, ଭୁବନେଶ୍ୱର, ଚଣ୍ଡିଗଡ, ଲେହ, ତ୍ରିଭାନ୍ଦ୍ରମ, ଡେରାଡୁନ, ଜମ୍ମୁ, ଜୟପୁର, ବାଙ୍ଗାଲୋର, ହାଇଦରାବାଦ, ପୁରୀ, ଗୋଆ ଓ ଚେନ୍ନାଇ ଆଦି ସହରରେ ଆୟୋଜିତ ହୋଇସାରିଛି । ଆଇପିଏଏଫ୍‌ ମଧ୍ୟ ଭିନ୍ନକ୍ଷମ ବର୍ଗ ମଧ୍ୟରେ ପ୍ରଦର୍ଶନ କଳାକୁ ପ୍ରୋତ୍ସାହିତ କରୁଥିବା ଏକ ପାଞ୍ଚ-ଦିବସୀୟ ବିଶ୍ୱସ୍ତରୀୟ ଉତ୍ସବ ଦେହାତୀତ (ପୂର୍ବରୁ ସମର୍ଥ ନାମରେ ପରିଚିତ) ଆୟୋଜନ କରିଥିଲା । ଏହି ଉତ୍ସବ ମଧ୍ୟପ୍ରଦେଶ ସରକାରଙ୍କର ସଂସ୍କୃତି ବିଭାଗ ଓ ସାମାଜିନ ନ୍ୟାୟ ଓ ଭିନ୍ନକ୍ଷମ କଲ୍ୟାଣ ବିଭାଗ ସହଯୋଗୀତାରେ ଭୋପାଳସ୍ଥିତ ଭାରତ ଭବନଠାରେ ୨୦୧୭ ମସିହା ଜୁନ୍‌ ୧୫ରୁ ୧୯ ତାରିଖ  ପର୍ଯ୍ୟନ୍ତ ଅନୁଷ୍ଠିତ ହୋଇଥିଲା । ସେଥିରେ ସମଗ୍ର ବିଶ୍ୱରୁ ପ୍ରାୟ ୫୦ ଜଣ କଳାକାର ଅଂଶଗ୍ରହଣ କରିଥିଲେ । କୋଭିଡ-୧୯ ମହାମାରୀ ସମୟରେ ଆଇପିଏଏଫ୍‌ ୩୫ଟି ଅନ୍‌ଲାଇନ ପେଡ୍‌ କାର୍ଯ୍ୟକ୍ରମଗୁଡିକ ଜରିଆରେ କଳାକାରମାନଙ୍କୁ ଆର୍ଥିକ ସହାୟତା ପ୍ରଦାନ ଜାରି ରଖିଥିଲା ।

Powered by Froala Editor

Tags IPAF

Related articles Odisha News Lens 4.1

  • ଯୋଗୀ ଆଦିତ୍ୟନାଥଙ୍କ ମାଆ ସାବିତ୍ରୀ ଦେବୀଙ୍କ ପରଲୋକ
    ଦେଶ-ଦେଶାନ୍ତର

    ଯୋଗୀ ଆଦିତ୍ୟନାଥଙ୍କ ମାଆ ସାବିତ୍ରୀ ଦେବୀଙ୍କ ପରଲୋକ

    14143
    Nov 20, 2026
  • ଭିଏଏମ୍ଏଲ୍ ସିଜିମାଳି ବକ୍ସାଇଟ୍ ଖଣି ପକ୍ଷରୁ କର୍କଟ ଚିହ୍ନଟ ଶିବିର ଆୟୋଜିତ, ...
    ବାଣିଜ୍ୟ

    ଭିଏଏମ୍ଏଲ୍ ସିଜିମାଳି ବକ୍ସାଇଟ୍ ଖଣି ପକ୍ଷରୁ କର୍କଟ ଚିହ୍ନଟ ଶିବିର ଆୟୋଜିତ, ...

    15488
    Nov 20, 2026
  • ବରିଷ୍ଠ ବିଜେପି ନେତା ସୁରେନ୍ଦ୍ର ନାଥ ଜେନାଙ୍କ ବିୟୋଗରେ ରାଜ୍ୟ ବିଜେପିର ଶୋକ, ଦଳ ...
    ରାଜନୀତି

    ବରିଷ୍ଠ ବିଜେପି ନେତା ସୁରେନ୍ଦ୍ର ନାଥ ଜେନାଙ୍କ ବିୟୋଗରେ ରାଜ୍ୟ ବିଜେପିର ଶୋକ, ଦଳ ...

    14989
    Nov 20, 2026
  • ନିବେଶକଙ୍କ ଖୁସି : ଅଟୋ, ବ୍ୟାଙ୍କିଙ୍ଗ୍ ଓ କଞ୍ଜ୍ୟୁମର ସେକ୍ଟରରେ ଜବରଦସ୍ତ ଉତ୍ସାହ
    ବାଣିଜ୍ୟ

    ନିବେଶକଙ୍କ ଖୁସି : ଅଟୋ, ବ୍ୟାଙ୍କିଙ୍ଗ୍ ଓ କଞ୍ଜ୍ୟୁମର ସେକ୍ଟରରେ ଜବରଦସ୍ତ ଉତ୍ସାହ

    13854
    Nov 20, 2026
  • ରାଜସ୍ଥାନ ପଞ୍ଚାୟତ ନିର୍ବାଚନରେ କଂଗ୍ରେସର ବଡ଼ ବିଜୟ, ବିଜେପିକୁ ଶକ୍ତ ଝଟକା
    ରାଜନୀତି

    ରାଜସ୍ଥାନ ପଞ୍ଚାୟତ ନିର୍ବାଚନରେ କଂଗ୍ରେସର ବଡ଼ ବିଜୟ, ବିଜେପିକୁ ଶକ୍ତ ଝଟକା

    15095
    Nov 20, 2026
  • ମୋଦୀଙ୍କ ବିରୋଧରେ ତଦନ୍ତ ଅଟକାଇଥିଲେ କଂଗ୍ରେସର କିଛି ନେତା! ବୀରାପ୍ପା ମୋଇଲିଙ୍କ ...
    ରାଜନୀତି

    ମୋଦୀଙ୍କ ବିରୋଧରେ ତଦନ୍ତ ଅଟକାଇଥିଲେ କଂଗ୍ରେସର କିଛି ନେତା! ବୀରାପ୍ପା ମୋଇଲିଙ୍କ ...

    13980
    Nov 20, 2026
  • ବାତ୍ୟା ‘ଅକୱାନ’ ମୁକାବିଲା ନେଇ ତଦାରଖ କଲେ ବରିଷ୍ଠ ବିଜେଡି ନେତା
    ରାଜନୀତି

    ବାତ୍ୟା ‘ଅକୱାନ’ ମୁକାବିଲା ନେଇ ତଦାରଖ କଲେ ବରିଷ୍ଠ ବିଜେଡି ନେତା

    15147
    Nov 20, 2026
  • ଗୋଟିଏ ଫଟୋ ଭାଗ୍ୟ ଚମକାଇଲା: ୨ ବର୍ଷୀୟ ଶିଶୁର ଷ୍ଟାଇଲ୍ ଲୁକ୍ ଭାଇରାଲ
    ଦେଶ-ଦେଶାନ୍ତର

    ଗୋଟିଏ ଫଟୋ ଭାଗ୍ୟ ଚମକାଇଲା: ୨ ବର୍ଷୀୟ ଶିଶୁର ଷ୍ଟାଇଲ୍ ଲୁକ୍ ଭାଇରାଲ

    15602
    Nov 20, 2026
  • ନୂଆ BS-ସିକ୍ସ ଗାଡ଼ି ପାଇଁ ୩ ବର୍ଷ ପର୍ଯ୍ୟନ୍ତ ମିଳିବ PUC ସାର୍ଟିଫିକେଟ
    ଦେଶ-ଦେଶାନ୍ତର

    ନୂଆ BS-ସିକ୍ସ ଗାଡ଼ି ପାଇଁ ୩ ବର୍ଷ ପର୍ଯ୍ୟନ୍ତ ମିଳିବ PUC ସାର୍ଟିଫିକେଟ

    13683
    Nov 20, 2026

ଆପଣ ଆଗ୍ରହୀ ହୋଇପାରନ୍ତି

  • ଦେଶ-ଦେଶାନ୍ତର

    ନଭେମ୍ବରରୁ ଡିସେମ୍ବରରେ ୫୨ ଲକ୍ଷ ବିବାହ !

    14758
    Nov 20, 2026
  • ବାଣିଜ୍ୟ

    ଭିଏଏମ୍ଏଲ୍ ସିଜିମାଳି ବକ୍ସାଇଟ୍ ଖଣି ପକ୍ଷରୁ କର୍କଟ ଚିହ୍ନଟ ଶିବିର ଆୟୋଜିତ, କଳାହାଣ୍ଡି ଓ ରାୟଗଡ଼ାର ୩୫୦ରୁ ଅଧିକ ଗୋଷ୍ଠୀ ସଦସ୍ୟ ...

    15488
    Nov 20, 2026
  • ଦେଶ-ଦେଶାନ୍ତର

    ନୂଆ BS-ସିକ୍ସ ଗାଡ଼ି ପାଇଁ ୩ ବର୍ଷ ପର୍ଯ୍ୟନ୍ତ ମିଳିବ PUC ସାର୍ଟିଫିକେଟ

    13683
    Nov 20, 2026

Advertisement

ସଂସ୍କୃତି

ରବୀନ୍ଦ୍ର ମଣ୍ଡପଠାରେ "ନୃତ୍ୟାଞ୍ଜଳୟ ଉତ୍ସବ-୨୦୨୨" ଅନୁଷ୍ଠିତ

ଭୁବନେଶ୍ୱର, ୧୫/୦୫ (ନି.ପ୍ର.): ସ୍ଥାନୀୟ ରବୀନ୍ଦ୍ର ମଣ୍ଡପଠାରେ "ନୃତ୍ୟାଞ୍ଜଳୟ ଉତ୍ସବ-୨୦୨୨" ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଧର୍ମଶାଳା ବିଧାୟକ ସ୍ଵାଧୀନ ହିମାଂଶୁ ଶେଖର ସାହୁ, ପଦ୍ମଶ୍ରୀ ଗୁରୁ କୁମକୁମ ମହାନ୍ତି, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ଉପ-ନିର୍ଦ୍ଦେଶିକା ଶ୍ରୀମ ...

  • ଓଡ଼ିଶାଲିଙ୍କ୍ସର ୮ମ ସ୍ଵନକ୍ଷତ୍ର, ଲୁହରେ ଭିଜାଇଲା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଭକ୍ତି ଆଧାରିତ ନାଟକ ‘ଅଦୃଶ୍ୟ ଜଗନ୍ନାଥ‘

    17298
    Jun 25, 2025
  • ୨୯ ତମ ଓଏମ୍‌ସି. ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବ ଉଦ୍‍ଯାପିତ

    18001
    Sep 10, 2023
  • ୨୯ ତମ ଓଏମ୍‌ସି ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବର ଚତୁର୍ଥ ସଂଧ୍ୟାରେ କୁଚିପୁଡ଼ି ନୃତ୍ୟ ସାଙ୍ଗକୁ ତବଲା ବାଦରେ ଦର୍ଶକ ବିଭୋର

    17955
    Sep 09, 2023
  • କଥକ ଶାସ୍ତ୍ରୀୟ ନୃତ୍ୟ ସହିତ ହିନ୍ଦୁସ୍ଥାନୀ କଣ୍ଠ ସଙ୍ଗୀତରେ ଦର୍ଶକ ବିଭୋର

    18370
    Sep 06, 2023

ବିଶେଷ

  • ଛୋଟପିଲାଙ୍କ ମଧୁମେହ ଲକ୍ଷଣ ଜାଣନ୍ତୁ ଏମିତି....

    15407
    Nov 18, 2026
  • ଶୀତଦିନେ ଏମିତି କରନ୍ତୁ ମେକ୍ଅପ୍

    14812
    Nov 14, 2026
  • ଓଠରୁ ଜାଣନ୍ତୁ ରୋଗର ପ୍ରଥମ ସଙ୍କେତ

    14437
    Nov 09, 2026
  • ବାଦୁଡିଙ୍କ ପାଇଁ ୧୦୦ ବର୍ଷ ହେଲା ବାଣ ଫୁଟା ବ୍ୟାନ୍

    15781
    Nov 08, 2026
  • ଆସିଲା ଶୀତଦିନ, ଘରୋଇ ମଏଶ୍ଚରାଇଜର କରନ୍ତୁ ବ୍ୟବହାର

    14561
    Nov 07, 2026

ବାଣିଜ୍ୟ

ଭିଏଏମ୍ଏଲ୍ ସିଜିମାଳି ବକ୍ସାଇଟ୍ ଖଣି ପକ୍ଷରୁ କର୍କଟ ଚିହ୍ନଟ ଶିବିର ଆୟୋଜିତ, କଳାହାଣ୍ଡି ଓ ରାୟଗଡ଼ାର ୩୫୦ରୁ ଅଧିକ ଗୋଷ୍ଠୀ ସଦସ୍ୟ ଉପକୃତ

ଭୁବନେଶ୍ୱର: ଗୋଷ୍ଠୀ ସ୍ୱାସ୍ଥ୍ୟସେବାକୁ ସୁଦୃଢ଼ କରିବା ଏବଂ ପ୍ରତିଷେଧକ ସ୍ୱାସ୍ଥ୍ୟ ଅଭ୍ୟାସକୁ ପ୍ରୋତ୍ସାହିତ କରିବା ପାଇଁ ନିଜର ପ୍ରତିବଦ୍ଧତାକୁ ସୁଦୃଢ଼ କରି ବେଦାନ୍ତ ଆଲୁମିନିୟମ ରାୟଗଡ଼ା, କାଶିପୁର, ଭବାନୀପାଟଣା ...

  • ନିବେଶକଙ୍କ ଖୁସି : ଅଟୋ, ବ୍ୟାଙ୍କିଙ୍ଗ୍ ଓ କଞ୍ଜ୍ୟୁମର ସେକ୍ଟରରେ ଜବରଦସ୍ତ ଉତ୍ସାହ

    13854
    Nov 20, 2026
  • ଖରିଫ ସମ୍ପର୍କିତ ଶିକ୍ଷା ଆହରଣର ସମୀକ୍ଷା ଓ ଜଳବାୟୁ-ସହନଶୀଳ ରବି ଋତୁ ପାଇଁ ଯୋଜନା ପ୍ରସ୍ତୁତ କରିବାକୁ ପୁରୀରେ ଅନୁଷ୍ଠିତ ତୃତୀୟ ଡିଏଲ୍‌ସିସି ବୈଠକରେ ସାତଟି ଲାଇନ୍‌ ବିଭାଗ ଓ କେଭିକେ ଯୋଗଦେଲେ

    15732
    Nov 18, 2026
  • ଭିଏଏମଏଲ ପକ୍ଷରୁ କଳାହାଣ୍ଡି ଓ ରାୟଗଡ଼ାର ୩୩୦ରୁ ଅଧିକ ପରିବାରଙ୍କୁ ଇନ୍ଧନ-ଦକ୍ଷ ଚୁଲା ବିତରଣ

    14355
    Nov 18, 2026
  • ପ୍ରିମାଚ୍ୟୁର ଶିଶୁଙ୍କ ପାଇଁ ଭୁବନେଶ୍ୱରକୁ ଏକଜୁଟ କଲା ଆୟୁ ଫାଉଣ୍ଡେସନ୍ ଓ ଅଙ୍କୁରା ହସ୍ପିଟାଲ

    15202
    Nov 17, 2026

ଅନଲାଇନ୍ ସଂଯୋଗ

  • 67944
    Followers
  • 227640
    Likes
  • 54300
    Subscribers

Subscribe to our Newsletter

Sign up to receive email updates and to hear what's going on with our magazine!

logo

ଆଜିକାଲି, ମୁଦ୍ରିତ ଖବରକାଗଜ ପଢିବା ପାଇଁ ଲୋକଙ୍କ ପାଖରେ ପର୍ଯ୍ୟାପ୍ତ ସମୟ ନାହିଁ, ଯାହା ଗତକାଲିର ସାଧାରଣ ଘଟଣାକୁ କଭର୍ କରିଥାଏ, ତେଣୁ ସର୍ବଶେଷ ଖବର ପାଇବା ପାଇଁ ସେମାନେ ସର୍ବଦା ୱେବ୍ ପୋର୍ଟାଲ୍ କିମ୍ବା ଇଲେକ୍ଟ୍ରୋନିକ୍ ମିଡିଆ ଅନୁସରଣ କରିବାକୁ ଆଗ୍ରହୀ ଅଟନ୍ତି |

ଆମର ଅନଲାଇନ୍ ନ୍ୟୁଜ୍ ପୋର୍ଟାଲ୍ ସମଗ୍ର ବିଶ୍ୱରେ ସର୍ବଶେଷ ଅଦ୍ୟତନ, ସାମ୍ପ୍ରତିକ ଘଟଣା ସହିତ ଲୋକଙ୍କୁ ଶିକ୍ଷା ଏବଂ ସୂଚନା ଦେବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ |

  • ଖବର

  • ଭିଏଏମ୍ଏଲ୍ ସିଜିମାଳି ବକ୍ସାଇଟ୍ ଖଣି ପକ୍ଷରୁ କର୍କଟ ଚିହ୍ନଟ ଶିବିର ଆୟୋଜିତ, କଳାହାଣ୍ଡି ଓ ରାୟଗଡ଼ାର ୩୫୦ରୁ ଅଧିକ ଗୋଷ୍ଠୀ ସଦସ୍ୟ ଉପକୃତ

    15488
    Nov 20, 2026
  • ନଭେମ୍ବରରୁ ଡିସେମ୍ବରରେ ୫୨ ଲକ୍ଷ ବିବାହ !

    14758
    Nov 20, 2026
  • ବାତ୍ୟା ‘ଅକୱାନ’ ମୁକାବିଲା ନେଇ ତଦାରଖ କଲେ ବରିଷ୍ଠ ବିଜେଡି ନେତା

    15147
    Nov 20, 2026

About Us

  • Bhubaneswar, Odisha, India
  • 0 00000 000 00
  • odishanewslens@gmail.com

Follow us

  • Home
  • Contact Us
  • About Us
© Copyright Odisha News Lens 4.1. All rights reserved. in association with Konect.In