Odisha News Lens 4.1

Top Menu

  • About
  • Contact

Main Menu

  • Home
  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ବିଶେଷ
  • ପରିବେଶ
  • ତର୍ଜମା
  • ସଂସ୍କୃତି
READ NEWS IN ENGLISH ( ver.4.2) Tuesday, May 26, 2026, Login
  • About
  • Contact

logo

Header Banner

Odisha News Lens 4.1

  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ଅନ୍ୟାନ୍ୟ
    • ବିଶେଷ
    • ପରିବେଶ
    • ତର୍ଜମା
    • ସଂସ୍କୃତି
  • ପେଟ୍ରୋଲ ଏବଂ ଡିଜେଲ ପରେ CNG ମହଙ୍ଗା

  • ଧର୍ମେନ୍ଦ୍ରଙ୍କୁ ମରଣୋତ୍ତର ପଦ୍ମ ବିଭୂଷଣ ...

  • ଡିଜିଟାଲ ଆରେଷ୍ଟ କରି ଲୁଟିନେଲେ ୨୪ କୋଟି

  • ନିଜ ମନ ପସନ୍ଦର ଗୀତ ଶୁଣିଲେ ବୃଦ୍ଧି ହୁଏ ...

  • ତ୍ୱିଶା ଶର୍ମା ମାମଲାର ଶୁଣାଣି: ଏହା କହିଲେ ...

  • ହ୍ବାଇଟ ହାଉସ ନିରାପତ୍ତା ଚେକ୍‌ ପୋଷ୍ଟ ...

  • ସୁପ୍ରିମକୋର୍ଟରେ କକ୍ରୋଚ୍ ଜନତା ପାର୍ଟି ...

  • ଜିଲ୍ଲା ସଭାପତି ପଦରୁ ଇସ୍ତଫା ଦେଲେ ସାଂସଦ ...

  • ୧୫ ଶହ ଟଙ୍କା ପାଇଁ ଶାଶୂକୁ ପିଠିରେ ବୋହି ...

  • CUET UG 2026 ପରୀକ୍ଷା ସ୍ଥଗିତ

Home ›› ››ଡିଜିଟାଲ ଆରେଷ୍ଟ କରି ଲୁଟିନେଲେ ୨୪ କୋଟି

ଡିଜିଟାଲ ଆରେଷ୍ଟ କରି ଲୁଟିନେଲେ ୨୪ କୋଟି

2026-05-26 08:09:19
15261
Share:
Facebook
Twitter
E-Mail
WhatsApp
Telegram
ଡିଜିଟାଲ ଆରେଷ୍ଟ କରି ଲୁଟିନେଲେ ୨୪ କୋଟି

କର୍ଣ୍ଣାଟକ ଶିବାଜୀନଗର ଅଞ୍ଚଳର ଜଣେ ଅବସରପ୍ରାପ୍ତ ଶିକ୍ଷୟିତ୍ରୀ ସାଇବର ଠକେଇର ଶିକାର ହୋଇଛନ୍ତି । ଠକମାନେ ତାଙ୍କୁ ଡିଜିଟାଲ ଆରେଷ୍ଟ କରି ପ୍ରାୟ ୨୪ କୋଟି ଟଙ୍କା ଲୁଟି ନେଇଛନ୍ତି। ଶିକ୍ଷୟିତ୍ରୀଙ୍କ ଅଭିଯୋଗ ପରେ ସାଇବର ପୁଲିସ୍ ପଦକ୍ଷେପ ଗ୍ରହଣ କରି ସାଇବର ଠକଙ୍କ କିଛି ଆକାଉଣ୍ଟକୁ ଜବତ କରିଥିଲା । ସେଥିରେ ଥିବା ୫କୋଟି ୪୬ ଲକ୍ଷ ଟଙ୍କା ଫେରାଇ ଆଣିଥିଲା । ଏଥିସହ ତାମିଲନାଡୁ, ମୁମ୍ବାଇ, ଗୁଜରାଟ ଓ ବିଭିନ୍ନ ସ୍ଥାନରେ ଚଢଉ କରି ପୁଲିସ୍ ଏହି ସାଇବର ଠକେଇରେ ସମ୍ପୃକ୍ତ ୬ ଅଭିଯୁକ୍ତଙ୍କୁ ଗିରଫ କରିବାରେ ସକ୍ଷମ ହୋଇଛି ।

ଶିକ୍ଷୟିତ୍ରୀ ଜଣକ ଦୁବାଇରେ କାର୍ଯ୍ୟ କରୁଥିଲେ । ସେଠାରେ ଅବସର ନେବା ପରେ ବେଙ୍ଗାଲୁରୁର ଶିବାଜୀନଗରରେ ଆସି ରହୁଥିଲେ । କିନ୍ତୁ ସେ ନିଜ ପିଲାମାନଙ୍କ ସହ ଆମେରିକା ଚାଲିଯିବାକୁ ସ୍ଥିର କରିଥିଲେ । ସେଥିପାଇଁ ବେଙ୍ଗାଲୁରୁ ଓ ମୁମ୍ବାଇରେ ଥିବା ତାଙ୍କର ସମସ୍ତ ସମ୍ପତ୍ତିକୁ ସେ ବିକ୍ରି କରି ଟଙ୍କା ରଖିଥିଲେ । ଏ ସମ୍ପର୍କରେ କିଛି ସାଇବର ଠକ ସୂଚନା ପାଇଥିଲେ । 

ସେମାନେ ଭିଡିଓ କଲ୍ ମାଧ୍ୟମରେ ତାଙ୍କ ସହ ଯୋଗାଯୋଗ କରିଥିଲେ । କହିଥିଲେ କି ତାଙ୍କ ଆକାଉଣ୍ଟରେ ବିପୁଳ ଟଙ୍କା ଜମା ଥିବାରୁ ତାହା ମନି ଲଣ୍ଡରିଂ ତଦନ୍ତ ପରିସରକୁ ଆସିଛି । ତାଙ୍କୁ ଡିଜିଟାଲ ଆରେଷ୍ଟ କରାଯାଉଛି । ତେଣୁ ତଦନ୍ତ ଶେଷ ନ ହେବା ପର୍ଯ୍ୟନ୍ତ ସେ ଏକଥା କାହାକୁ ନ ଜଣାଇବାକୁ ସାଇବର ଠକମାନେ କହିଥିଲେ । 

ଗତ ଜାନୁଆରୀରୁ ମେ ମଧ୍ୟରେ ସାଇବର ଠକମାନେ ତାଙ୍କୁ ବିଭିନ୍ନ ବାହାନା ଦେଖାଇ ଆରଟିଜିଏସ୍ ମାଧ୍ୟମରେ ୨୨ଟି ଭିନ୍ନ ଭିନ୍ନ ବ୍ୟାଙ୍କ ଆକାଉଣ୍ଟକୁ ୨୪ କୋଟି ଟଙ୍କା ଟ୍ରାନ୍ସଫର କରାଇନେଇଥିଲେ । କେବଳ ଏତିକି ନୁହେଁ ୨୪ କୋଟି ଲୁଟିବା ପରେ ମଧ୍ୟ ସାଇବର ଠକମାନେ ଶିକ୍ଷୟିତ୍ରୀଙ୍କ ଠାରୁ ଆହୁରି ଟଙ୍କା ନେବାକୁ ଉଦ୍ୟମ କରିଥିଲେ । ତେଣୁ ଶିକ୍ଷୟିତ୍ରୀ ତାଙ୍କ ପାଖରେ ଥିବା ୧ କି.ଗ୍ରା ୩୦୦ ଗ୍ରାମ ସୁନା ଅଳଙ୍କାର ଧରି ଏକ ଘରୋଇ ବ୍ୟାଙ୍କକୁ ଟଙ୍କା ଆଣିବା ପାଇଁ ଯାଇଥିଲେ । ଘରୋଇ ବ୍ୟାଙ୍କ ସନ୍ଦେହ କରି ପୁଲିସକୁ ଖବର ଦେଇଥିଲା । ପୁଲିସ୍ ସେଠାରେ ପହଞ୍ଚି ଶିକ୍ଷୟିତ୍ରୀ ଙ୍କୁ ପଚରାଉଚରା କରିବା ପରେ ସାଇବର ଠକେଇ ସମ୍ପର୍କରେ ଜାଣିବାକୁ ପାଇଥିଲା ।

Powered by Froala Editor

Tags digital arrest

Related articles Odisha News Lens 4.1

  • ନିଜ ମନ ପସନ୍ଦର ଗୀତ ଶୁଣିଲେ ବୃଦ୍ଧି ହୁଏ ସ୍ମରଣ ଶକ୍ତି
    ବିଶେଷ

    ନିଜ ମନ ପସନ୍ଦର ଗୀତ ଶୁଣିଲେ ବୃଦ୍ଧି ହୁଏ ସ୍ମରଣ ଶକ୍ତି

    14367
    May 26, 2026
  • ଡିଜିଟାଲ ଆରେଷ୍ଟ କରି ଲୁଟିନେଲେ ୨୪ କୋଟି
    ଅପରାଧ

    ଡିଜିଟାଲ ଆରେଷ୍ଟ କରି ଲୁଟିନେଲେ ୨୪ କୋଟି

    15261
    May 26, 2026
  • ତ୍ୱିଶା ଶର୍ମା ମାମଲାର ଶୁଣାଣି: ଏହା କହିଲେ ସୁପ୍ରିମକୋର୍ଟ
    ଦେଶ-ଦେଶାନ୍ତର

    ତ୍ୱିଶା ଶର୍ମା ମାମଲାର ଶୁଣାଣି: ଏହା କହିଲେ ସୁପ୍ରିମକୋର୍ଟ

    13496
    May 25, 2026
  • ଜିଲ୍ଲା ସଭାପତି ପଦରୁ ଇସ୍ତଫା ଦେଲେ ସାଂସଦ କାକୋଲି
    ରାଜନୀତି

    ଜିଲ୍ଲା ସଭାପତି ପଦରୁ ଇସ୍ତଫା ଦେଲେ ସାଂସଦ କାକୋଲି

    14696
    May 25, 2026
  • ପେଟ୍ରୋଲ ଏବଂ ଡିଜେଲ ପରେ CNG ମହଙ୍ଗା
    ଦେଶ-ଦେଶାନ୍ତର

    ପେଟ୍ରୋଲ ଏବଂ ଡିଜେଲ ପରେ CNG ମହଙ୍ଗା

    14303
    May 26, 2026
  •  ହ୍ବାଇଟ ହାଉସ ନିରାପତ୍ତା ଚେକ୍‌ ପୋଷ୍ଟ ନିକଟରେ ଗୁଳିକାଣ୍ଡ
    ଦେଶ-ଦେଶାନ୍ତର

    ହ୍ବାଇଟ ହାଉସ ନିରାପତ୍ତା ଚେକ୍‌ ପୋଷ୍ଟ ନିକଟରେ ଗୁଳିକାଣ୍ଡ

    14707
    May 25, 2026
  • CUET UG 2026 ପରୀକ୍ଷା ସ୍ଥଗିତ
    ଦେଶ-ଦେଶାନ୍ତର

    CUET UG 2026 ପରୀକ୍ଷା ସ୍ଥଗିତ

    14972
    May 25, 2026
  • ଧର୍ମେନ୍ଦ୍ରଙ୍କୁ ମରଣୋତ୍ତର ପଦ୍ମ ବିଭୂଷଣ ସମ୍ମାନ, ରାଷ୍ଟ୍ରପତିଙ୍କଠୁ ଆଓ୍ୱାର୍ଡ ...
    ଦେଶ-ଦେଶାନ୍ତର

    ଧର୍ମେନ୍ଦ୍ରଙ୍କୁ ମରଣୋତ୍ତର ପଦ୍ମ ବିଭୂଷଣ ସମ୍ମାନ, ରାଷ୍ଟ୍ରପତିଙ୍କଠୁ ଆଓ୍ୱାର୍ଡ ...

    13574
    May 26, 2026
  • ୧୫ ଶହ ଟଙ୍କା ପାଇଁ ଶାଶୂକୁ ପିଠିରେ ବୋହି ନେଉଛି ବୋହୂ
    ଦେଶ-ଦେଶାନ୍ତର

    ୧୫ ଶହ ଟଙ୍କା ପାଇଁ ଶାଶୂକୁ ପିଠିରେ ବୋହି ନେଉଛି ବୋହୂ

    15224
    May 25, 2026

ଆପଣ ଆଗ୍ରହୀ ହୋଇପାରନ୍ତି

  • ଦେଶ-ଦେଶାନ୍ତର

    CUET UG 2026 ପରୀକ୍ଷା ସ୍ଥଗିତ

    14972
    May 25, 2026
  • ଦେଶ-ଦେଶାନ୍ତର

    ସୁପ୍ରିମକୋର୍ଟରେ କକ୍ରୋଚ୍ ଜନତା ପାର୍ଟି ବିବାଦ

    14938
    May 25, 2026
  • ଦେଶ-ଦେଶାନ୍ତର

    ତ୍ୱିଶା ଶର୍ମା ମାମଲାର ଶୁଣାଣି: ଏହା କହିଲେ ସୁପ୍ରିମକୋର୍ଟ

    13496
    May 25, 2026

Advertisement

ସଂସ୍କୃତି

ରବୀନ୍ଦ୍ର ମଣ୍ଡପଠାରେ "ନୃତ୍ୟାଞ୍ଜଳୟ ଉତ୍ସବ-୨୦୨୨" ଅନୁଷ୍ଠିତ

ଭୁବନେଶ୍ୱର, ୧୫/୦୫ (ନି.ପ୍ର.): ସ୍ଥାନୀୟ ରବୀନ୍ଦ୍ର ମଣ୍ଡପଠାରେ "ନୃତ୍ୟାଞ୍ଜଳୟ ଉତ୍ସବ-୨୦୨୨" ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଧର୍ମଶାଳା ବିଧାୟକ ସ୍ଵାଧୀନ ହିମାଂଶୁ ଶେଖର ସାହୁ, ପଦ୍ମଶ୍ରୀ ଗୁରୁ କୁମକୁମ ମହାନ୍ତି, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ଉପ-ନିର୍ଦ୍ଦେଶିକା ଶ୍ରୀମ ...

  • ଓଡ଼ିଶାଲିଙ୍କ୍ସର ୮ମ ସ୍ଵନକ୍ଷତ୍ର, ଲୁହରେ ଭିଜାଇଲା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଭକ୍ତି ଆଧାରିତ ନାଟକ ‘ଅଦୃଶ୍ୟ ଜଗନ୍ନାଥ‘

    16879
    Jun 25, 2025
  • ୨୯ ତମ ଓଏମ୍‌ସି. ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବ ଉଦ୍‍ଯାପିତ

    17498
    Sep 10, 2023
  • ୨୯ ତମ ଓଏମ୍‌ସି ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବର ଚତୁର୍ଥ ସଂଧ୍ୟାରେ କୁଚିପୁଡ଼ି ନୃତ୍ୟ ସାଙ୍ଗକୁ ତବଲା ବାଦରେ ଦର୍ଶକ ବିଭୋର

    17546
    Sep 09, 2023
  • କଥକ ଶାସ୍ତ୍ରୀୟ ନୃତ୍ୟ ସହିତ ହିନ୍ଦୁସ୍ଥାନୀ କଣ୍ଠ ସଙ୍ଗୀତରେ ଦର୍ଶକ ବିଭୋର

    17930
    Sep 06, 2023

ବିଶେଷ

  • ନିଜ ମନ ପସନ୍ଦର ଗୀତ ଶୁଣିଲେ ବୃଦ୍ଧି ହୁଏ ସ୍ମରଣ ଶକ୍ତି

    14367
    May 26, 2026
  • ଏପରି କଲେ ନିଶାଦ୍ରବ୍ୟଠାରୁ ରହିପାରିବେ ଦୂରେଇ

    15699
    May 24, 2026
  • ଲୋ ବ୍ଲଡପ୍ରେସର ସମସ୍ୟା ଥିଲେ ଖାଆନ୍ତୁ ମିଶ୍ରି

    15004
    May 21, 2026
  • ଅନ୍ଧାରକଣା ସମସ୍ୟା ଥିବା ବ୍ୟକ୍ତି ନିୟମିତ ଖାଆନ୍ତୁ କଖାରୁ ଫୁଲ

    14416
    May 20, 2026
  • ପିଲାମାନେ ଖାଇବା ସମୟରେ ଏଭଳି ବାରମ୍ବାର କରୁଥିଲେ ଜାଣନ୍ତୁ କଣ କରିବେ?

    14540
    May 18, 2026

ବାଣିଜ୍ୟ

ଉଛୁଳିଛି ସେୟାର ବଜାର, ସୁନା ଦର ବୃଦ୍ଧି

ଆମେରିକା ସେନା ଇରାନ ଛାଡ଼ିବା ନେଇ ଟ୍ରମ୍ପଙ୍କ ଘୋଷଣା ପରେ ଉଛୁଳିଛି ସେୟାର ବଜାର ।  ବଜାର ଖୋଲିବାରୁ ସେନ୍‌ସେକ୍ସ ୧,୬୦୦ ପଏଣ୍ଟ୍ ବୃଦ୍ଧି ପାଇଥିଲା ପରେ ଏହା ୧୮୦୦ ପଏଣ୍ଟ ବୃଦ୍ଧି ପାଇଛି । ସେହିପରି ନିଫ୍ଟି ୫୦୦ ପଏଣ୍ଟ୍ ଉପରକୁ ଉଠିଛି । ନିଫ୍ଟି ୨୨ ହଜାର ୮୦୦ ପଏଣ୍ଟ ଉପରେ ରହିଥିବା ବେଳେ ସେନସେକ୍ସ ୭ ...

  • ସୁନା୬,୭୦୦ ଟଙ୍କା କମିଲା

    15422
    Mar 23, 2026
  • ପ୍ରିମିୟମ୍ ପେଟ୍ରୋଲ ୨ଟଙ୍କା ବଢ଼ିଲା

    15163
    Mar 22, 2026
  • ସୁନାରେ ବଡ଼ ହ୍ରାସ, ମଧ୍ୟବିତ୍ତଙ୍କ ପାଇଁ ଖୁସି

    15654
    Mar 22, 2026
  • ୨୭୮୦ ଟଙ୍କା ଶସ୍ତା ହେଲା ସୁନା

    13989
    Mar 20, 2026

ଅନଲାଇନ୍ ସଂଯୋଗ

  • 67944
    Followers
  • 227640
    Likes
  • 54300
    Subscribers

Subscribe to our Newsletter

Sign up to receive email updates and to hear what's going on with our magazine!

logo

ଆଜିକାଲି, ମୁଦ୍ରିତ ଖବରକାଗଜ ପଢିବା ପାଇଁ ଲୋକଙ୍କ ପାଖରେ ପର୍ଯ୍ୟାପ୍ତ ସମୟ ନାହିଁ, ଯାହା ଗତକାଲିର ସାଧାରଣ ଘଟଣାକୁ କଭର୍ କରିଥାଏ, ତେଣୁ ସର୍ବଶେଷ ଖବର ପାଇବା ପାଇଁ ସେମାନେ ସର୍ବଦା ୱେବ୍ ପୋର୍ଟାଲ୍ କିମ୍ବା ଇଲେକ୍ଟ୍ରୋନିକ୍ ମିଡିଆ ଅନୁସରଣ କରିବାକୁ ଆଗ୍ରହୀ ଅଟନ୍ତି |

ଆମର ଅନଲାଇନ୍ ନ୍ୟୁଜ୍ ପୋର୍ଟାଲ୍ ସମଗ୍ର ବିଶ୍ୱରେ ସର୍ବଶେଷ ଅଦ୍ୟତନ, ସାମ୍ପ୍ରତିକ ଘଟଣା ସହିତ ଲୋକଙ୍କୁ ଶିକ୍ଷା ଏବଂ ସୂଚନା ଦେବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ |

  • ଖବର

  • ଧର୍ମେନ୍ଦ୍ରଙ୍କୁ ମରଣୋତ୍ତର ପଦ୍ମ ବିଭୂଷଣ ସମ୍ମାନ, ରାଷ୍ଟ୍ରପତିଙ୍କଠୁ ଆଓ୍ୱାର୍ଡ ଗ୍ରହଣ କଲେ ହେମା ମାଳିନୀ

    13574
    May 26, 2026
  • ପେଟ୍ରୋଲ ଏବଂ ଡିଜେଲ ପରେ CNG ମହଙ୍ଗା

    14303
    May 26, 2026
  • ହ୍ବାଇଟ ହାଉସ ନିରାପତ୍ତା ଚେକ୍‌ ପୋଷ୍ଟ ନିକଟରେ ଗୁଳିକାଣ୍ଡ

    14707
    May 25, 2026

About Us

  • Bhubaneswar, Odisha, India
  • 0 00000 000 00
  • odishanewslens@gmail.com

Follow us

  • Home
  • Contact Us
  • About Us
© Copyright Odisha News Lens 4.1. All rights reserved. in association with Konect.In