ହୁ ହୁ ହୋଇ ବଢୁଛି ସୁନା ଦର, କେତେ ଅଛି ଜାଣନ୍ତୁ ?
ଭୁବନେଶ୍ୱର : ଶୁକ୍ରବାର ଏପ୍ରିଲ ୧୦ରେ ପୁଣି ବଢିଛି ସୁନା ଦର। ୨୪ କ୍ୟାରେଟ୍ ୧୦ ଗ୍ରାମ୍ ସୁନା ଦର ୧,୫୩,୦୦୦ ଟଙ୍କା ରହିଛି। ଗତକାଲି ୧,୫୧,୦୦୦ ଟଙ୍କା ଥିଲା। ଏଥିରେ ୧,୫୨୦ ଟଙ୍କା ବୃଦ୍ଧି ହୋଇଛି।
୨୨ କ୍ୟାରେଟ୍ ୧୦ ଗ୍ରାମ୍ ସୁନା ଦାମ୍ ୧,୪୦,୨୫୦ ଟଙ୍କା ରହିଛି। ଗତକାଲି ୧,୩୮,୮୫୦ ଟଙ୍କା ଥିଲା। ଏଥିରେ ୧,୪୦୦ ଟଙ୍କା ବୃଦ୍ଧି ପାଇଛି।
୧୮ କ୍ୟାରେଟ୍ ୧୦ ଗ୍ରାମ୍ ସୁନା ଦାମ୍ ୧,୧୪,୭୫୦ ଟଙ୍କା ରହିଛି। ଗତକାଲି ୧,୧୩,୬୧୦ ଟଙ୍କା ଥିଲା।
ସେହିପରି ରୁପା ଦାମ୍ ମଧ୍ୟ ବୃଦ୍ଧି ପାଇଛି। ୧୦୦ ଗ୍ରାମ୍ ରୁପା ଦାମ୍ ୨୬,୫୦୦ ଟଙ୍କା ରହିଛି।
Powered by Froala Editor