Odisha News Lens 4.1

Top Menu

  • About
  • Contact

Main Menu

  • Home
  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ବିଶେଷ
  • ପରିବେଶ
  • ତର୍ଜମା
  • ସଂସ୍କୃତି
READ NEWS IN ENGLISH ( ver.4.2) Tuesday, March 17, 2026, Login
  • About
  • Contact

logo

Header Banner

Odisha News Lens 4.1

  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ଅନ୍ୟାନ୍ୟ
    • ବିଶେଷ
    • ପରିବେଶ
    • ତର୍ଜମା
    • ସଂସ୍କୃତି
  • ରାତ୍ରୀ ଭୋଜନରେ ଖାଆନ୍ତୁ ଏହି ଖାଦ୍ୟ, କମିବ ...

  • ଯୁଦ୍ଧକୁ ନେଇ ସାମାଜିକ ଗଣମାଧ୍ୟମରେ ...

  • ବୋମାମାଡରେ ଧ୍ଵଂସ ହେଲା ଖାମେନେଇ ...

  • ସାରା ଦେଶ ପାଇଁ ଗର୍ବ ଆଣିଲେ ଓଡ଼ିଆ ପୁଅ, ...

  • ବିକ୍ରି ହୋଇଗଲେ ୩ ଜଣ ବିଧାୟକ

  • ହରିଶଙ୍କୁ ଶେଷ ବାର୍ତ୍ତା, ଭିଡିଓ ଭାଇରାଲ

  • ପଶ୍ଚିମବଙ୍ଗ ନିର୍ବାଚନ: ମମତାଙ୍କ ...

  • ଥାଲାପତି ବିଜୟଙ୍କୁ ଉପ-ମୁଖ୍ୟମନ୍ତ୍ରୀ ପଦ ...

  • ମନ୍ଦିର ଦର୍ଶନ କରି ଫେରୁଥିଲେ, ଖାଇରେ ବସ୍ ...

  • ଏକ୍ସପ୍ରେସ୍ ୱେରେ ରିଲ୍ସ କରି ଜୀବନ ...

Home ›› ››ଖଣି ବର୍ଜ୍ୟକୁ ନେଇ ଆଇଏମ୍‌ଏମ୍‌ଟି ବିଶେଷଜ୍ଞଙ୍କ ସଫଳ ପ୍ରୟୋଗ

ଖଣି ବର୍ଜ୍ୟକୁ ନେଇ ଆଇଏମ୍‌ଏମ୍‌ଟି ବିଶେଷଜ୍ଞଙ୍କ ସଫଳ ପ୍ରୟୋଗ

2026-03-17 13:21:20
14217
Share:
Facebook
Twitter
E-Mail
WhatsApp
Telegram
ଖଣି ବର୍ଜ୍ୟକୁ ନେଇ ଆଇଏମ୍‌ଏମ୍‌ଟି ବିଶେଷଜ୍ଞଙ୍କ ସଫଳ ପ୍ରୟୋଗ

ଏମ୍‌ଏସ୍ ଉତ୍କଳ ଭ୍ୟାନ୍‌ଗାର୍ଡ ଇଞ୍ଜିନିୟରିଂ ଆଣ୍ଡ୍ କନଷ୍ଟ୍ରକ୍‌ସନ୍ ପ୍ରାଇଭେଟ୍ ଲିମିଟେଡ୍ ସହ ଚୁକ୍ତି ସମୟରେ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ

ମାଇନିଂ ୱେଷ୍ଟ୍ (ବର୍ଜ୍ୟ) ବା ଖଣି ଖୋଳା ପରେ ଯେଉଁ ଅନାବଶ୍ୟକ ବସ୍ତୁ ରହିଯାଏ, ତାହା ପରିବେଶ ଉପରେ ଗଭୀର ପ୍ରଭାବ ପକାଇଥାଏ। ଖଣିଜ ପଦାର୍ଥ ଉତ୍ତୋଳନ ହେବା ପରେ ବାକି ରହିଥିବା ବାଲି ବା ଚୂର୍ଣ୍ଣ ପରି ପାଉଡର୍ ବାୟୁ ପ୍ରଦୂଷଣ ସୃଷ୍ଟି କରିବା ସହିତ ପାଣିକୁ ମଧ୍ୟ ଦୂଷିତ କରିଥାଏ।

ବିଶ୍ୱରେ ପ୍ରତିବର୍ଷ ଶତାଧିକ ବିଲିୟନ୍ ଟନ୍ ଏହି ୱେଷ୍ଟ୍ ଉତ୍ପନ୍ନ ହୁଏ, ଯାହା ପୃଥିବୀର ସବୁଠାରୁ ବଡ଼ ୱେଷ୍ଟ୍ ଷ୍ଟ୍ରିମ୍‌ମାନଙ୍କ ମଧ୍ୟରୁ ଅନ୍ୟତମ। ଭାରତରେ ବିଶେଷ କରି ଓଡ଼ିଶା, ଝାଡଖଣ୍ଡ, ଛତିଶଗଡ଼ ଓ ଗୋଆ ଭଳି ଅଞ୍ଚଳରେ ଏହି ସମସ୍ୟା ଅଧିକ ଚିନ୍ତାଜନକ ହୋଇପଡ଼ିଛି।

ଏଭଳି ସ୍ଥିତିରେ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ମିନେରାଲ୍ସ ଆଣ୍ଡ୍ ମାଟେରିଆଲ୍ସ ଟେକ୍ନୋଲୋଜି (ଆଇଏମ୍‌ଏମ୍‌ଟି)ର ବିଶେଷଜ୍ଞମାନେ ଏହାର ଏକ ନୂତନ ଉପାୟ ଆବିଷ୍କାର କରିଛନ୍ତି। ଏହି ଜ୍ଞାନକୌଶଳର ବିକାଶରେ ଡ଼l. ସତ୍ୟlଶିଷ ରାଉତ, ଡ଼l. ସି. ଇଶ୍ୱର୍ୟାଙ୍କ ସମେତ ଅନ୍ୟ ସହଯୋଗୀମାନେ ପ୍ରମୁଖ ଭୂମିକା ନିର୍ବାହ କରିଛନ୍ତି।

ମାଇନିଂ ୱେଷ୍ଟ୍ ବା ଖଣିରୁ ବାହାରୁଥିବା ଅନାବଶ୍ୟକ ସାମଗ୍ରୀକୁ ବ୍ୟବହାର କରି ସେମାନେ ଏକ ନୂତନ ବସ୍ତୁ ନିର୍ମାଣ କରିଛନ୍ତି। ଏହା ଦେଖିବାକୁ ଇଟ ଭଳି ହେଲେ ମଧ୍ୟ ଏହାର ଗୁଣବତ୍ତା ଶିଳ୍ପ କ୍ଷେତ୍ରରେ ଏକ ବିପ୍ଲବ ଆଣିପାରିବ ବୋଲି ଆଶା କରାଯାଉଛି। ବକ୍ସାଇଟ୍ ୱେଷ୍ଟ୍ ରୁ ପ୍ରସ୍ତୁତ ଏହି ବସ୍ତୁ ଉଚ୍ଚ ତାପ ସହନ କରିପାରେ ଏବଂ ଶିଳ୍ପ କ୍ଷେତ୍ରରେ ଏକ ସହଜ ଓ ସୁଲଭ ବିକଳ୍ପ ବୋଲି ଆଇଏମ୍‌ଏମ୍‌ଟି ପକ୍ଷରୁ କୁହାଯାଇଛି। ଶିଳ୍ପ ସଂସ୍ଥାନମାନେ ଏହାକୁ ବ୍ୟବହାର କରି ଉତ୍ପାଦନ କ୍ଷମତା ବଢାଇବାରେ ସାହାଯ୍ୟ ପାଇପାରିବେ।

ଆଇଏମ୍‌ଏମ୍‌ଟିର ଏହି ବୈଷୟିକ ଜ୍ଞାନକୌଶଳ ବ୍ୟବହାର କରିବା ପାଇଁ ଆଇଏମ୍‌ଏମ୍‌ଟି ସହ ଏମ୍‌ଏସ୍ ଉତ୍କଳ ଭ୍ୟାନ୍‌ଗାର୍ଡ ଇଞ୍ଜିନିୟରିଂ ଆଣ୍ଡ୍ କନଷ୍ଟ୍ରକ୍‌ସନ୍ ପ୍ରାଇଭେଟ୍ ଲିମିଟେଡ୍ ଚୁକ୍ତି କରିଛି। ୧୭ ତାରିଖରେ ଭୁବନେଶ୍ୱରସ୍ଥିତ ସିଏସଆଇଆର୍–ଆଇଏମ୍‌ଏମ୍‌ଟି ପରିସରରେ ଏହି ଚୁକ୍ତି ସ୍ୱାକ୍ଷରିତ ହୋଇଛି।

ମୁଖ୍ୟ ଅତିଥି ଭାବେ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ କାର୍ଯ୍ୟକ୍ରମରେ ଯୋଗଦେଇ ଆଇଏମ୍‌ଏମ୍‌ଟି ବିଶେଷଜ୍ଞଙ୍କୁ ଅଭିନନ୍ଦନ ଜଣାଇଥିଲେ। ସେ କହିଥିଲେ ଯେ ଏଭଳି ବୈଷୟିକ ଆବିଷ୍କାର ଓଡ଼ିଶାକୁ ଭାରତରେ ବୈଜ୍ଞାନିକ ଗବେଷଣା ଓ ପ୍ରଯୁକ୍ତିଗତ ଉନ୍ନତିର ଏକ ପ୍ରମୁଖ କେନ୍ଦ୍ର ଭାବେ ଉଭା କରୁଛି।

ସେ ଆହୁରି କହିଥିଲେ ଯେ ଆଇଏମ୍‌ଏମ୍‌ଟି ଆଗାମୀ ଦିନରେ ଏଭଳି ନୂତନ ଜ୍ଞାନକୌଶଳ ଉନ୍ନତି କରି ଦେଶର ଶିଳ୍ପ ଓ ପରିବେଶ ସୁରକ୍ଷାରେ ଅଧିକ ଅବଦାନ ରଖିବ।

ଏହି କାର୍ଯ୍ୟକ୍ରମରେ ବରିଷ୍ଠ ଅଧିକାରୀ ହେମନ୍ତ ଶର୍ମା, ଆଇଏମ୍‌ଏମ୍‌ଟି ନିର୍ଦ୍ଦେଶକ ରାମାନୁଜ ନାରାୟଣଙ୍କ ସହ ଅନ୍ୟ ଅନେକ ବୈଜ୍ଞାନିକ ଓ ଶିଳ୍ପ ପ୍ରତିନିଧିମାନେ ଉପସ୍ଥିତ ଥିଲେ।

Powered by Froala Editor

Tags Mou

Related articles Odisha News Lens 4.1

  • ମନ୍ଦିର ଦର୍ଶନ କରି ଫେରୁଥିଲେ, ଖାଇରେ ବସ୍ ଖସି ୭ ମୃତ
    ଦେଶ-ଦେଶାନ୍ତର

    ମନ୍ଦିର ଦର୍ଶନ କରି ଫେରୁଥିଲେ, ଖାଇରେ ବସ୍ ଖସି ୭ ମୃତ

    14181
    Mar 16, 2026
  • ରାତ୍ରୀ ଭୋଜନରେ ଖାଆନ୍ତୁ ଏହି ଖାଦ୍ୟ, କମିବ ପେଟ
    ବିଶେଷ

    ରାତ୍ରୀ ଭୋଜନରେ ଖାଆନ୍ତୁ ଏହି ଖାଦ୍ୟ, କମିବ ପେଟ

    13945
    Mar 17, 2026
  • ବିକ୍ରି ହୋଇଗଲେ ୩ ଜଣ ବିଧାୟକ
    ରାଜନୀତି

    ବିକ୍ରି ହୋଇଗଲେ ୩ ଜଣ ବିଧାୟକ

    13813
    Mar 16, 2026
  • ଯୁଦ୍ଧକୁ ନେଇ ସାମାଜିକ ଗଣମାଧ୍ୟମରେ ମିଥ୍ୟା ଓ ଆପତ୍ତିଜନକ ଭିଡିଓ ଅପ୍‌ଲୋଡ କରୁଥିଲେ, ...
    ଦେଶ-ଦେଶାନ୍ତର

    ଯୁଦ୍ଧକୁ ନେଇ ସାମାଜିକ ଗଣମାଧ୍ୟମରେ ମିଥ୍ୟା ଓ ଆପତ୍ତିଜନକ ଭିଡିଓ ଅପ୍‌ଲୋଡ କରୁଥିଲେ, ...

    14928
    Mar 17, 2026
  • ଥାଲାପତି ବିଜୟଙ୍କୁ ଉପ-ମୁଖ୍ୟମନ୍ତ୍ରୀ ପଦ ଅଫର୍
    ଦେଶ-ଦେଶାନ୍ତର

    ଥାଲାପତି ବିଜୟଙ୍କୁ ଉପ-ମୁଖ୍ୟମନ୍ତ୍ରୀ ପଦ ଅଫର୍

    14190
    Mar 16, 2026
  • ପଶ୍ଚିମବଙ୍ଗ ନିର୍ବାଚନ: ମମତାଙ୍କ ନିର୍ବାଚନ ମଣ୍ଡଳୀରୁ ଶୁଭେନ୍ଦୁଙ୍କୁ ପ୍ରାର୍ଥୀ ...
    ଦେଶ-ଦେଶାନ୍ତର

    ପଶ୍ଚିମବଙ୍ଗ ନିର୍ବାଚନ: ମମତାଙ୍କ ନିର୍ବାଚନ ମଣ୍ଡଳୀରୁ ଶୁଭେନ୍ଦୁଙ୍କୁ ପ୍ରାର୍ଥୀ ...

    15109
    Mar 16, 2026
  • ଏକ୍ସପ୍ରେସ୍ ୱେରେ ରିଲ୍ସ କରି ଜୀବନ ହରାଇଲେ ଛାତ୍ର
    ଦେଶ-ଦେଶାନ୍ତର

    ଏକ୍ସପ୍ରେସ୍ ୱେରେ ରିଲ୍ସ କରି ଜୀବନ ହରାଇଲେ ଛାତ୍ର

    15754
    Mar 16, 2026
  • ସାରା ଦେଶ ପାଇଁ ଗର୍ବ ଆଣିଲେ ଓଡ଼ିଆ ପୁଅ, ‘ନନ୍ଦାଦେବୀ’ ଚଲାଇ ଗୁଜୁରାଟରେ ସୁରକ୍ଷିତ ...
    ଦେଶ-ଦେଶାନ୍ତର

    ସାରା ଦେଶ ପାଇଁ ଗର୍ବ ଆଣିଲେ ଓଡ଼ିଆ ପୁଅ, ‘ନନ୍ଦାଦେବୀ’ ଚଲାଇ ଗୁଜୁରାଟରେ ସୁରକ୍ଷିତ ...

    14632
    Mar 17, 2026
  • ବୋମାମାଡରେ ଧ୍ଵଂସ ହେଲା ଖାମେନେଇ ବ୍ୟବହାର କରୁଥିବା ବିମାନ
    ଦେଶ-ଦେଶାନ୍ତର

    ବୋମାମାଡରେ ଧ୍ଵଂସ ହେଲା ଖାମେନେଇ ବ୍ୟବହାର କରୁଥିବା ବିମାନ

    13883
    Mar 17, 2026

ଆପଣ ଆଗ୍ରହୀ ହୋଇପାରନ୍ତି

  • ଦେଶ-ଦେଶାନ୍ତର

    ସାରା ଦେଶ ପାଇଁ ଗର୍ବ ଆଣିଲେ ଓଡ଼ିଆ ପୁଅ, ‘ନନ୍ଦାଦେବୀ’ ଚଲାଇ ଗୁଜୁରାଟରେ ସୁରକ୍ଷିତ ପହଞ୍ଚିଲେ

    14632
    Mar 17, 2026
  • ଦେଶ-ଦେଶାନ୍ତର

    ହରିଶଙ୍କୁ ଶେଷ ବାର୍ତ୍ତା, ଭିଡିଓ ଭାଇରାଲ

    14668
    Mar 16, 2026
  • ଦେଶ-ଦେଶାନ୍ତର

    ଥାଲାପତି ବିଜୟଙ୍କୁ ଉପ-ମୁଖ୍ୟମନ୍ତ୍ରୀ ପଦ ଅଫର୍

    14190
    Mar 16, 2026

Advertisement

ସଂସ୍କୃତି

ଓଡ଼ିଶାଲିଙ୍କ୍ସର ୮ମ ସ୍ଵନକ୍ଷତ୍ର, ଲୁହରେ ଭିଜାଇଲା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଭକ୍ତି ଆଧାରିତ ନାଟକ ‘ଅଦୃଶ୍ୟ ଜଗନ୍ନାଥ‘

ଭୁବନେଶ୍ୱର: ରାଜଧାନୀର ଭଞ୍ଜକଳା ମଣ୍ଡପଠାରେ ଡିଜିଟାଲ ଗଣମାଧ୍ୟମ ଜଗତରେ ସ୍ୱତନ୍ତ୍ର ପରିଚିତି ହାସଲ କରିଥିବା ଓଡ଼ିଶାଲିଙ୍କ୍ସର ୮ମ ସ୍ଵନକ୍ଷତ୍ର ପାଳିତ ହୋଇଛି। କ୍ରୀଡ଼ା, ଯୁବ ବ୍ୟାପାର, ଭାଷା ଓ ସଂସ୍କୃତି ଏବଂ ଉଚ୍ଚ ...

  • ୨୯ ତମ ଓଏମ୍‌ସି. ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବ ଉଦ୍‍ଯାପିତ

    17375
    Sep 10, 2023
  • ୨୯ ତମ ଓଏମ୍‌ସି ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବର ଚତୁର୍ଥ ସଂଧ୍ୟାରେ କୁଚିପୁଡ଼ି ନୃତ୍ୟ ସାଙ୍ଗକୁ ତବଲା ବାଦରେ ଦର୍ଶକ ବିଭୋର

    17438
    Sep 09, 2023
  • କଥକ ଶାସ୍ତ୍ରୀୟ ନୃତ୍ୟ ସହିତ ହିନ୍ଦୁସ୍ଥାନୀ କଣ୍ଠ ସଙ୍ଗୀତରେ ଦର୍ଶକ ବିଭୋର

    17785
    Sep 06, 2023
  • ୮୫ ତମ ଉତ୍କଳ ଦିବସ

    16255
    Apr 03, 2021

ବିଶେଷ

  • ରାତ୍ରୀ ଭୋଜନରେ ଖାଆନ୍ତୁ ଏହି ଖାଦ୍ୟ, କମିବ ପେଟ

    13945
    Mar 17, 2026
  • ନିୟମିତ କ୍ଷୀର ପିଇଲେ ଦନ୍ତକ୍ଷୟଜନିତ ସମସ୍ୟା ହେବ ଦୂର

    13917
    Mar 15, 2026
  • ବର୍ଷେ ପୂର୍ବରୁ ପିଲାଙ୍କ ଖାଦ୍ୟରେ ଲୁଣ ଦେବା ସ୍ୱାସ୍ଥ୍ୟ ପାଇଁ ହୋଇପାରେ କ୍ଷତିକାରକ

    14219
    Mar 14, 2026
  • ସପ୍ତାହରେ ତିନିରୁ ଚାରି ଥର ପିଅନ୍ତୁ ଚା

    13970
    Mar 12, 2026
  • ଏହି ରୋଗୀ ଖାଆନ୍ତୁନି ତରଭୁଜ

    14541
    Mar 11, 2026

ବାଣିଜ୍ୟ

ୟୁନିଭରସିଟି ଅଫ୍‌ ୱେଷ୍ଟର୍ଣ୍ଣ ଅଷ୍ଟ୍ରେଲିଆ ଏବଂ ସାଇନ୍ସ ଆଣ୍ଡ ଟେକ୍‌ନୋଲୋଜି (ଏସ୍‌ ଆଣ୍ଡ ଟି) କ୍ଲଷ୍ଟର୍ସ ବିଜ୍ଞାନ ଓ ନବସୃଜନ ସହଯୋଗୀତା ମଜଭୁତ କରିବାକୁ ରଣକୋ÷ଶଳାତ୍ମକ ଏମ୍‌ଓୟୁରେ ସ୍ୱାକ୍ଷର କଲେ

ଭୁବନେଶ୍ୱର: ଦି ୟୁନିଭରସିଟି ଅଫ୍‌ ୱେଷ୍ଟର୍ଣ୍ଣ ଅଷ୍ଟ୍ରେଲିଆ (ୟୁଡବ୍ଲୁ୍ଏ) ଏବଂ ସାଇନ୍ସ ଆଣ୍ଡ୍‌ ଟେକ୍‌ନୋଲୋଜି (ଏସ୍‌ ଆଣ୍ଡ ଟି) କ୍ଲଷ୍ଟର୍ସ (ଅଫିସ ଅଫ୍‌ ଦି ପ୍ରିନସିପାଲ ସାଇଣ୍ଟିଫିକ ...

  • ନିଭାୟେଙ୍ଗେ ଅଲୱେଜ: ଖିମଜୀ ଜୁଏଲର୍ସ ପକ୍ଷରୁ ଚିରକାଳ ପ୍ରତିଶ୍ରୁତିର ଉତ୍ସବ ପାଳନ

    15683
    Feb 23, 2026
  • ୧ ଏପ୍ରିଲରୁ ନୂତନ ଆୟକର ଆଇନ

    15145
    Feb 09, 2026
  • ଓଡ଼ିଶା ଆପାର୍ଟମେଣ୍ଟ ମାଲିକାନା ଓ ପରିଚାଳନା ଆଇନ, ୨୦୨୩ ଅଧୀନରେ ଋୟାଲ ଆର୍କେଡ, ଭୁବନେଶ୍ୱର ଏକ ମାନଦଣ୍ଡ ସ୍ଥାପନ କଲା

    14995
    Feb 08, 2026
  • ଭୁଶୁଡିଲା ସେୟାର ମାର୍କେଟ

    14505
    Feb 01, 2026

ଅନଲାଇନ୍ ସଂଯୋଗ

  • 67944
    Followers
  • 227640
    Likes
  • 54300
    Subscribers

Subscribe to our Newsletter

Sign up to receive email updates and to hear what's going on with our magazine!

logo

ଆଜିକାଲି, ମୁଦ୍ରିତ ଖବରକାଗଜ ପଢିବା ପାଇଁ ଲୋକଙ୍କ ପାଖରେ ପର୍ଯ୍ୟାପ୍ତ ସମୟ ନାହିଁ, ଯାହା ଗତକାଲିର ସାଧାରଣ ଘଟଣାକୁ କଭର୍ କରିଥାଏ, ତେଣୁ ସର୍ବଶେଷ ଖବର ପାଇବା ପାଇଁ ସେମାନେ ସର୍ବଦା ୱେବ୍ ପୋର୍ଟାଲ୍ କିମ୍ବା ଇଲେକ୍ଟ୍ରୋନିକ୍ ମିଡିଆ ଅନୁସରଣ କରିବାକୁ ଆଗ୍ରହୀ ଅଟନ୍ତି |

ଆମର ଅନଲାଇନ୍ ନ୍ୟୁଜ୍ ପୋର୍ଟାଲ୍ ସମଗ୍ର ବିଶ୍ୱରେ ସର୍ବଶେଷ ଅଦ୍ୟତନ, ସାମ୍ପ୍ରତିକ ଘଟଣା ସହିତ ଲୋକଙ୍କୁ ଶିକ୍ଷା ଏବଂ ସୂଚନା ଦେବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ |

  • ଖବର

  • ରାତ୍ରୀ ଭୋଜନରେ ଖାଆନ୍ତୁ ଏହି ଖାଦ୍ୟ, କମିବ ପେଟ

    13945
    Mar 17, 2026
  • ଥାଲାପତି ବିଜୟଙ୍କୁ ଉପ-ମୁଖ୍ୟମନ୍ତ୍ରୀ ପଦ ଅଫର୍

    14190
    Mar 16, 2026
  • ଏକ୍ସପ୍ରେସ୍ ୱେରେ ରିଲ୍ସ କରି ଜୀବନ ହରାଇଲେ ଛାତ୍ର

    15754
    Mar 16, 2026

About Us

  • Bhubaneswar, Odisha, India
  • 0 00000 000 00
  • odishanewslens@gmail.com

Follow us

  • Home
  • Contact Us
  • About Us
© Copyright Odisha News Lens 4.1. All rights reserved. in association with Konect.In