ଥରେ ସନ୍ୟାସ ଘୋଷଣା ପରେ ପୁଣି ନିର୍ବାଚନ ଲଢ଼ିବା ପ୍ରଶ୍ନ ଉଠୁନି: ସୁର
ଭୁବନେଶ୍ବର: ୨୦୨୪ ନିର୍ବାଚନରେ ଜଟଣୀରେ କଂଗ୍ରେସ ପରାଜୟ ପ୍ରସଙ୍ଗରେ ବଡ ବୟାନ ଦେଲେ ବରିଷ୍ଠ କଂଗ୍ରେସ ନେତା ସୁରରାଉତ ରାୟ। ମଙ୍ଗଳବାର ଜଟଣୀରୁ ନିର୍ବାଚନ ଲଢ଼ିବା ନେଇ କହିଥିଲେ। ବୁଧବାର ଏହି ବୟାନ ବଦଳାଇଛନ୍ତି ସୁର, କହିଛନ୍ତି ଯେ ଆଉ ନିର୍ବାଚନ ଲଢ଼ିବାର ନାହିଁ । ଥରେ ସନ୍ୟାସ ଘୋଷଣା ପରେ ପୁଣି ନିର୍ବାଚନ ଲଢ଼ିବା ପ୍ରଶ୍ନ ଉଠୁନି ବୋଲି ସେ କହିଛନ୍ତି।କିନ୍ତୁ ମୋ ସମ୍ମତିରେ ଜଟଣୀରୁ କଂଗ୍ରେସ ଟିକେଟ ଫାଇନାଲ ହେବ।୨ ପୁଅ ପାଇଁ ମୁଣ୍ତ ନୁଆଁଇବାରୁ କଂଗ୍ରେସ ଜଟଣୀରେ ହାରିଲା।
Powered by Froala Editor