ନିଶାଙ୍କ ନାଚ ଦେଖି ନିଲମ୍ବିତ ହେଲେ ଉପଜିଲ୍ଲାପାଳ
ଛତିଶଗଡ: ଛତିଶଗଡରେ ମହଙ୍ଗା ପଡିଲା ନିଶାଙ୍କ ନାଚ ଦେଖିବା । ନିଶା ମହାରଣାଙ୍କ ନାଚ ଦେଖି ନିଲମ୍ବିତ ହୋଇଛନ୍ତି ମେନପୁରର ଉପଜିଲ୍ଲାପାଳ ତୁଳସୀ ଦାସ ମାରକାନା । ପ୍ରଥମେ ବଦଳି ହେବା ପରେ ଏବେ ସେ ନିଲମ୍ବିତ ହୋଇଛନ୍ତି । ନିଶାଙ୍କ ଭିଡ଼ିଓ ଭାଇରାଲ ହେବା ପରେ ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ନେଇଛନ୍ତି ଗରିଆବନ୍ଦ ଜିଲ୍ଲାପାଳ । ଗତ ୯ତାରିଖ ଦିନ ଛତିଶଗଡରେ ବନଦୁର୍ଗା ଗଣନାଟ୍ୟରେ ଅଶ୍ଳିଳ ନୃତ୍ୟ ପରିବେଷଣ କରିଥିଲେ ଯାତ୍ରା ଅଭିନେତ୍ରୀ ନିଶା ମହାରଣା ।
Powered by Froala Editor